www.samajalive.in
Saturday, December 6, 2025
17.1 C
Bhubaneswar

ଦେଖନ୍ତୁ ଭିଡିଓ ; ଛୁଆକୁ କେମିତି ରାସ୍ତା ପାର୍ କରାଇଲା ମାଆ ଭାଲୁ..

ନୂଆଦିଲ୍ଲୀ : ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ସୋସିଆଲ ମିଡିଆରେ ଏପରି ଏକ ମନଛୁଆଁ ଭିଡିଓ ଭାଇରାଲ୍ ହେଉଛି, ଯାହାକୁ ଦେଖି ଯେ କେହି ମଧ୍ୟ ଖୁସି ଅନୁଭବ କରିବ। ଭିଡିଓଟି ଆମେରିକା ଉତ୍ତରୀ କାରୋଲିନାର। ମାଆ ଭାଲୁ ଓ ଛୁଆର ଏହି ଭିଡିଓକୁ ଲକ୍ଷାଧିକ ଲୋକେ ଦେଖି ସାରିଲେଣି। ଭିଡିଓରେ ଦେଖାଯାଉଛି, ମାଆ ଭାଲୁ ଓ ତା’ର ଛୁଆ ଜଙ୍ଗଲ ନିକଟରେ ବୁଲୁଛନ୍ତି।


ଏହାସହ ରାସ୍ତା ପାର୍ କରିବା ଆରମ୍ଭ କରୁଛନ୍ତି। ମଣିଷ ଭଳି ମାଆ ଭାଲୁ ପ୍ରଥମେ ରାସ୍ତା ପାର୍ ହେବାକୁ ଆରମ୍ଭ କରିବା ସହ ତା’ର ଛୁଆକୁ ସତର୍କତାର ସହ ପଛକୁ ବାରମ୍ବାର ଅନାଇ ରାସ୍ତା ପାର୍ କରୁଛି। ମାତ୍ର କିଛି ସେକେଣ୍ଡର ଏହି ଭିଡିଓକୁ ଲୋକେ ବାରମ୍ବାର ଦେଖିବା ସହ ବେଶ ପସନ୍ଦ କରୁଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories