ଫୁଲବାଣୀ ବିଜୟ ସଂକଳ୍ପ ସମାବେଶରେ ମୋଦୀଙ୍କ ଅଭିଭାଷଣ..
କନ୍ଧମାଳ ଆସି ଯେଉଁ ଆଶୀର୍ବାଦ ମିଳିଛି ତାହା ଜୀବନରେ କେବେ ଭୁଲି ପାରିବି ନାହିଁ – ମୋଦୀ..
ଭୁବନେଶ୍ୱରରେ ଭବ୍ୟ ରୋଡ ସୋକୁ ଭୁରି ଭୁରି ପ୍ରଶଂସା କଲେ ମୋଦୀ..
ବିପୁଳ ମାତ୍ରାରେ ଲୋକଙ୍କ ସମର୍ଥନ ମିଳୁଥିବାରୁ ଖୁସି ବ୍ୟକ୍ତ କଲେ..
ଆପଣମାନଙ୍କ ଭଲପାଇବା ଓ ଆଶୀର୍ବାଦ ମୋତେ ଋଣୀ କରିଛି..
ଓଡ଼ିଶାକୁ ବିକଶିତ ରାଜ୍ୟ କରି ଏ ଋଣ ଫେରାଇବି..
ମେ’ ୧୨ରୁ ଏହି ରାଶିଙ୍କର ଆଉ ଚିନ୍ତା ନାହିଁ, ହେବେ ମାଲାମାଲ, ବନ୍ଦ ଭାଗ୍ୟର ଖୋଲିବ ତାଲା..
ଫୁଲବାଣୀରେ କଂଗ୍ରେସକୁ କଡା ସମାଲୋଚନା କଲେ ପ୍ରଧାନମନ୍ତ୍ରୀ..
ପାକିସ୍ତାନ ନିକଟରେ ପରମାଣୁ ବୋମା ଥିବା ପ୍ରସଙ୍ଗରେ ଟାର୍ଗେଟ..
ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ପ୍ରସଙ୍ଗରେ ସମାଲୋଚନା କଲେ..
ଫୁଲବାଣୀରେ ଦୃଢୋକ୍ତି ବାଢିଲେ ମୋଦୀ: ଓଡ଼ିଶାରେ ହେବ ଡବଲ ଇଞ୍ଜିନ୍ ସରକାର..
ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ ଉଠାଇଲେ ପ୍ରଧାନମନ୍ତ୍ରୀ..
କାହିଁକି ରତ୍ନଭଣ୍ଡାର ଚାବି ଖୋଲାଯାଉନାହିଁ କଲେ ପ୍ରଶ୍ନ..
ଗତ ୪୦ବର୍ଷ ହେଲାଣି ରତ୍ନଭଣ୍ଡାର ଖୋଲାଯାଇନାହିଁ..
ରତ୍ନଭଣ୍ଡାର ଚାବି ଗତ ୬ବର୍ଷ ହେଲାଣୀ ମିଳୁନି..
ଅମୂଲ୍ୟ ଭଣ୍ଡାରର ଚାବି ବି ସମ୍ଭାଳି ପାରୁନାହାଁନ୍ତି..
ଚାବି ଗଲା କୁଆଡେ, ଡୁପ୍ଲିକେଟ ଚାବି କେଉଁଠୁ ଆସିଲା..
ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ମର୍ଯ୍ୟାଦା ପ୍ରତିଷ୍ଠା ହେବ..



