www.samajalive.in
Sunday, December 7, 2025
26.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆଜି ଥମିବ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର: ଶେଷ ଦିନରେ ଜୋର ଲଗାଇବେ ପ୍ରାର୍ଥୀ..

ଆଜି ହାଇଭୋଲଟେଜ ପ୍ରଚାର; ମଇଦାନକୁ ଓହ୍ଲାଇବେ ନଡ୍ଡା, ଯୋଗୀ, ହିମନ୍ତ..

- Advertisement -

କେନ୍ଦୁଝର ଘସିପୁରା ନିର୍ବାଚନ ମଣ୍ଡଳୀରେ ଗଣ୍ଡଗୋଳ..

ରାମଚନ୍ଦ୍ରପୁର ପଣ୍ଡୁଆ ଗାଁରେ ଜଣଙ୍କୁ ନିସ୍ତୁକ ମାଡ, ମେଡିକାଲରେ ଭର୍ତ୍ତି..

ଏବର୍ଷ ବି ଅଧୁରା ରହିଲା ଆରସିବିର ସ୍ଵପ୍ନ; କ୍ଵାଲିଫାୟରରୁ ବାଦ୍ ପଡିଲା ବିରାଟ୍ କୋହଲିଙ୍କ ଟିମ୍ ..

ବୁଦ୍ଧ ପୂର୍ଣ୍ଣିମାରେ ଘରକୁ ନେଇ ଆସନ୍ତୁ କଇଁଛ, ଦେଖନ୍ତୁ ଚମତ୍କାର, ଖାଲି ହେବନି ଆଲମିରା, କେମିତି ଚମକିବ ଭାଗ୍ୟ..

୪ ଓ୍ବିକେଟରେ ମାତ୍ ଦେଲା ରାଜସ୍ଥାନ ରୟାଲ୍ସ, ହାଇଦ୍ରାବାଦ ସହ ଖେଳିବ ଦ୍ଵିତୀୟ କ୍ଵାଲିଫାୟର ମ୍ୟାଚ୍..

ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସକ୍ରିୟ ; ୨୪ ସକାଳ ସୁଦ୍ଧା ନେଇପାରେ ଅବପାତର ରୂପ..

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଗଣିଆନାଳରେ ଅଘଟଣ : କୂଅରେ ଅଣନିଶ୍ଵାସୀ ହୋଇ ଚାଲିଗଲା ଜଣଙ୍କ ଜୀବନ..

ଓଡ଼ିଶାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ..

ଭୁବନେଶ୍ୱରରେ ପହଂଚିବା ବାଣପୁର ଗଲେ ଯୋଗୀ..

ଚିଲିକା ବିଧାନସଭା କ୍ଷେତ୍ର ବାଣପୁରରେ ନିର୍ବାଚନ ସଭାରେ ଯୋଗ ଦେବେ..

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି..

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ..

୬ ଲୋକସଭା ଓ ୪୨ଟି ବିଧାନସଭା କ୍ଷେତ୍ରରେ ହେବ ମତଦାନ..

୯୪.୪୮ଲକ୍ଷ ଭୋଟର ମତଦାନ କରିବେ..

ଫ୍ଲିପକାର୍ଟରେ ଶସ୍ତାରେ ମିଳୁଛି ୱାନ୍ ପ୍ଲସ୍ ୧୨ଆର..

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories