www.samajalive.in
Sunday, December 7, 2025
14.1 C
Bhubaneswar

ଶୁକ୍ର ଚଳନ; ନୂଆ ବର୍ଷରେ ଏହି ୫ ରାଶିଙ୍କୁ କରିବେ ଭାଗ୍ୟଶାଳୀ, ମିଳିବ ହଠାତ୍‌ ଧନ, ନୂଆ ଚାକିରି, ଚମକିବ ଭାଗ୍ୟ..

ଡିସେମ୍ବର ମାସରେ ଥରେ ନୁହେଁ ବରଂ ୨ ଥର ଚଳନ କରୁଛନ୍ତି ପ୍ରେମ, ସୌନ୍ଦର୍ଯ୍ୟ, ଧନ-ବୈଭବ ଓ ସୁଖ ସମୃଦ୍ଧିର କାରକ ଗ୍ରହ ଶୁକ୍ର। ଏହାର ପ୍ରଭାବ ସମସ୍ତ ୧୨ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିବ । ବର୍ଷର ଶେଷ ମାସରେ ଶୁକ୍ର ୨ଥର ରାଶି ପରିବର୍ତ୍ତନ କରିବେ। ପ୍ରଥମେ ଶୁକ୍ର ଧନୁ ରାଶିରୁ ମକର ରାଶିରେ ଏହାପରେ ପୁଣି ମକର ରାଶିରୁ କୁମ୍ଭ ରାଶିରେ ଚଳନ କରିବେ। କୁମ୍ଭ ରାଶିରେ ଶୁକ୍ର ଶନିଙ୍କ ସହ ଏକାଠି ହେବା ପରେ ଶୁଭ ପରିବର୍ତ୍ତନ ହେବ। ବ୍ୟବସାୟରେ ଲାଭ ପରେ ଲାଭ ସହ ପରିବାରରେ ହସଖୁସିର ବାତାବରଣ ରହିବ। ଘରେ ଯାନ, ନୂଆ ଚାକିରି ସହ ହସଖୁସିର ଆଗମନ ହେବ। ଡିସେମ୍ବର ୨ରେ ଶୁକ୍ର ନିଜର ମିତ୍ର ଶନିଙ୍କ ରାଶି ମକରରେ ଚଳନ କରିବେ। ଫଳରେ ୫ ରାଶି ବ୍ୟକ୍ତି ବିଶେଷ ଖୁବ୍‌ ଭାଗ୍ୟଶାଳୀ ହେବେ। ଏହି ୫ ରାଶି ବ୍ୟକ୍ତି ବିଶେଷ ନୂଆ ବର୍ଷରେ ଉନ୍ନତି କରିବାର ଖୁବ୍‌ ସୁଯୋଗ ମିଳିବ। ଏହାର ପ୍ରଭାବରେ ଖୁବ୍‌ ଧନ ରୋଜଗାର କରିବେ । ଜାଣନ୍ତୁ କେଉଁ ୫ ରାଶି ହେବେ ଭାଗ୍ୟଶାଳୀ..

ମେଷ – ଏହି ରାଶିଙ୍କ ପାଇଁ ଶୁକ୍ରଙ୍କ ରାଶି ପରିବର୍ତ୍ତନ କୌଣସି ବରଦାନରୁ କମ୍‌ ନୁହେଁ। ଏହି ରାଶିଙ୍କର ଶୁଭର ଦିନର ଆରମ୍ଭ ହେବ। ଆୟରେ ଖୁବ୍‌ ବୃଦ୍ଧି ହେବ। ଧନର ଲାଭର ଅନେକ ଯୋଗ ରହିଛି। ଚାକିରିରେ ପଦନ୍ନୋତି ସହ ଆର୍ଥିକ ସ୍ଥିତି ମଜଭୁତ ହେବ। ବ୍ୟବସାୟୀଙ୍କୁ ଖୁବ୍‌ ଲାଭ ମିଳିବ।

- Advertisement -

ବୃଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କର ଚାକିରି ଓ କର୍ମକ୍ଷେତ୍ରରେ ଖୁବ୍‌ ଲାଭ ମିଳିବ। ନୂଆ ଚାକିରିର ମଧ୍ୟ ସୁଯୋଗ ମିଳିବ । ଚାକିରିରେ ପଦନ୍ନୋତି ସହ କର୍ମଚାରୀଙ୍କ ସହଯୋଗ ମିଳିବ। ଭାଗ୍ୟର ସାଥ୍‌ ମିଳିବ। ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ସହ ମାନ-ସମ୍ମାନ ବୃଦ୍ଧି ହେବ। ସଫଳତା ମିଳିବ। ଜୀବନସାଥୀଙ୍କ ସହ ସୁଖମୟ ସମୟ ଅତିବାହିତ କରିବେ।

ତୁଳା – ଏହି ରାଶିଙ୍କୁ ମଧ୍ୟ ଶୁଭଫଳ ମିଳିବ। ଭୂମି, ଯାନ, ଘର ଆଦି ସୁଖ ମିଳିବ। ମାନସିକ ଶାନ୍ତି ସହ ପରିବାର ଲୋକଙ୍କ ସହଯୋଗ ମିଳିବ। ଆୟରେ ବୃଦ୍ଧି ହେବ।

ମକର – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଧନ ଓ ସୁଖ ପ୍ରାପ୍ତି ହେବ। ଜୀବନସାଥୀଙ୍କ ସହ ଭଲ ସମୟ ଅତିବାହିତ କରିବେ। ବିଦେଶରୁ ଶୁଭ ଖବର ମିଳିବ। ଟଙ୍କା ନିବେଶ କରି ଲାଭବାନ୍‌ ହେବେ।

କୁମ୍ଭ- ଏହି ରାଶିଙ୍କର ଆର୍ଥିକ ଲାଭ ହେବ । ଆୟରେ ବୃଦ୍ଧି ସହ କରଜରୁ ମୁକ୍ତି ମିଳିବ । ଯାତ୍ରାର କରିବାର ଯୋଗ ରହିଛି । ଭାଗ୍ୟ ନୂଆ ସୁଯୋଗ ଦେବ। ନୂଆ କାମ ଆରମ୍ଭ କରି ପାରନ୍ତି ।

ବାସ୍ତୁ: କେମିତି ଜାଣିବେ ଘରେ ଅଛି ନକରାତ୍ମକ ଶକ୍ତି, ଚୁଟ୍‌କିରେ କରନ୍ତୁ ସମସ୍ୟାର ସମାଧାନ..

ନୂଆବର୍ଷ ୨୦୨୫; କେମିତି କଟିବ ମେଷ ରାଶି, ଜାଣନ୍ତୁ ଆର୍ଥିକ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, କେଉଁ ଉପାୟରେ ମିଳିବ ଶୁଭଫଳ..

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories