ବୁଦ୍ଧ ପୂର୍ଣ୍ଣିମାରେ ଘରକୁ ନେଇ ଆସନ୍ତୁ କଇଁଛ, ଦେଖନ୍ତୁ ଚମତ୍କାର, ଖାଲି ହେବନି ଆଲମିରା, କେମିତି ଚମକିବ ଭାଗ୍ୟ..

ବୁଦ୍ଧ ପୂର୍ଣ୍ଣିମା କିମ୍ବା ବୈଖାଖ ପୂର୍ଣ୍ଣିମାର ପର୍ବ ୨୩ ମେରେ ପାଳନ କରାଯାଉଛି। ପୌରାଣିକ ମାନ୍ୟତା ଅନୁସାରେ ଭଗବାନ ବିଷ୍ଣୁ ଏହି ଦିନ କଇଁଛ ଅବତାର ନେଇଥିଲେ। ବାସ୍ତୁ ଅନୁଯାୟୀ, ବୁଦ୍ଧ ପୂର୍ଣ୍ଣିମା ଦିନ ଘରକୁ କଇଁଛ ଆଣିବା ଦ୍ୱାରା ଘରେ ଧନସମ୍ପତ୍ତି , ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଧାତୁ କିମ୍ବା କ୍ରିଷ୍ଟଲ୍ କଇଁଛକୁ ସର୍ବଦା ଉତ୍ତର ଦିଗରେ ରଖିବା ଉଚିତ୍। ଏହି ଦିଗରେ ରଖିବା ଦ୍ୱାରା ହଠାତ୍ ଧନ ପ୍ରାପ୍ତି … Continue reading ବୁଦ୍ଧ ପୂର୍ଣ୍ଣିମାରେ ଘରକୁ ନେଇ ଆସନ୍ତୁ କଇଁଛ, ଦେଖନ୍ତୁ ଚମତ୍କାର, ଖାଲି ହେବନି ଆଲମିରା, କେମିତି ଚମକିବ ଭାଗ୍ୟ..