ଫ୍ଲିପକାର୍ଟରେ ଶସ୍ତାରେ ମିଳୁଛି ୱାନ୍ ପ୍ଲସ୍ ୧୨ଆର..

ନୂଆଦିଲ୍ଲୀ : ୱାନ୍ ପ୍ଲସ୍ ୧୨ଆର କମ୍ପାନୀର ଏକ ଲେଟେଷ୍ଟ ଫୋନ୍। ଯାହାକୁ ନିକଟରେ ହିଁ ଲଞ୍ଚ କରାଯାଇଥିଲା। ବର୍ତ୍ତମାନ ଏହି ଫୋନକୁ ଶସ୍ତାରେ କିଣିବା ପାଇଁ ସୁଯୋଗ ଆସିଛି। ଏହି ଫୋନ୍ ଫ୍ଲିପକାର୍ଟରେ ଡିସକାଉଣ୍ଟ ସହ ତାଲିକାରେ ରହିଛି। ଏହାସହ ଏଥିରେ ବ୍ୟାଙ୍କ ଅଫର୍ ମଧ୍ୟ ରହିଛି। ୱାନ୍ ପ୍ଲସ୍ ୧୨ଆର (୮ଜି+୧୨୮ଜିବି)କୁ ୱାନ୍ ପ୍ଲସର ଅଫିସିଆଲମ୍ ୱେବସାଇଟରେ ୩୯,୯୯୯ ଟଙ୍କା ତାଲିକାରେ ରହିଛି। ମାତ୍ର ଫ୍ଲିପକାର୍ଟରେ ଏହା ୩୬,୩୪୯ ଟଙ୍କାରେ ତାଲିକାରେ ରହିଛି। ଏହା … Continue reading ଫ୍ଲିପକାର୍ଟରେ ଶସ୍ତାରେ ମିଳୁଛି ୱାନ୍ ପ୍ଲସ୍ ୧୨ଆର..