www.samajalive.in
Friday, December 12, 2025
14.1 C
Bhubaneswar

ଅନଲାଇନକୁ ଆସିଗଲା ସ୍ମାର୍ଟ ଛତା : ଏସି ଭଳି ଦେବ ଥଣ୍ଡା ପବନ, ଦାମ୍ ଏତିିକି..

ନୂଆଦିଲ୍ଲୀ : ଏସି ଭଳି ଥଣ୍ଡା ଦେବ ଛତା। ଆଜ୍ଞା ହଁ କଥାଟା କାନକୁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟସତ। ଅନଲାଇନ ବଜାରକୁ ଆସିଛି ସେଭଳି ଏକ ଛତା। ଅସହ୍ୟ ଗରମରୁ ରାଜ୍ୟ ସମେତ ଦେଶରେ ଅଧିକାଂଶ ସ୍ଥାନରେ ଜନ ଜୀବନ ଅସ୍ତବ୍ୟସ୍ତ। ଏହି ଖରା ଗରମରେ ଘରୁ ବାହାରକୁ ବାହାରିବା ସମ୍ଭବ ହେଉ ନାହିଁ। ଘରୁ ବାହାରିବା ମାତ୍ରେ ଲୋକେ ପ୍ରଥମେ ନିଜ ହାତରେ ଛତା ଓ ପାଣି ବୋତଲ ନେଇ ଥାଆନ୍ତି। ମାତ୍ର ବଜାରକୁ ଏବେ ଆସି ଯାଇଛି ସ୍ମାର୍ଟ ଛତା। ସାଧାରଣ ଛତା ତୁଳନାରେ ଏହି ଛତା ଅନେକ ଫିଚର୍ ସହ ବଜାରକୁ ଆସିଛି। MISTERBREEZE Sun Umbrellaକୁ ଆମାଜନରେ ୧୧,୫୭୩ ଟଙ୍କାରେ କିଣି ପାରିବେ। ଏହା ୟୁଭିଏ ଓ ୟୁଭିବି ରଶ୍ମିରୁ ରକ୍ଷା ଦେଇଥାଏ।
ଏହି ସ୍ମାର୍ଟ ଛତା ଭିତରେ ଏକ ୩.୨୫ ଇଞ୍ଚର ଫ୍ୟାନ୍ ଲଗାଯାଇଛି। ଯାହାକୁ ଶକ୍ତି ଦେବା ପାଇଁ ଏକ ବ୍ୟାଟେରୀ ମଧ୍ୟ ରହିଛି।
ଛତାରେ ଥିବା ଫ୍ୟାନଟି ଏକ ବଟନ୍ ଦ୍ୱାରା କାର୍ଯ୍ୟକାରୀ କରାଯାଇ ପାରିବ। ଏହାକୁ ଚାର୍ଜ ମଧ୍ୟ କରାଯାଇ ପାରିବ।

ବୁଦ୍ଧ ପୂର୍ଣ୍ଣିମା : ଶନିଙ୍କ ବିଶେଷ ଶୁଭ ଯୋଗ, କେଉଁ ରାଶିରେ ରହିବ କି ପ୍ରଭାବ, ଏହି ରାଶିଙ୍କ ଭାଗ୍ୟ ଚମକିବ.. 

- Advertisement -

ଏହି ଛତା ସହ ଏକ ପାଣି ବୋତଲ ମଧ୍ୟ ରଖାଯାଇପାରିବ। ଏଥିରେ ବ୍ୟବହାର ହୋଇଥିବା ଜିନିଷ ଅନୁଯାୟୀ, ଏହା ୯୯.୯୯ ପ୍ରତିଶତ କ୍ଷତିକାରକ ୟୁଭିଏ ଓ ୟୁଭିବି ରଶ୍ମିରୁ ରକ୍ଷା କରିଥାଏ।
ଏହି ଛତାର ବିିଭିନ୍ନ ରଙ୍ଗ ରହିଛି। ନିଜ ପସନ୍ଦ ଅନୁଯାୟୀ କିଣିପାରିବେ। ଏହି ଛତାକୁ ଆପଣ ଯେକୌଣସି ସ୍ଥାନରେ ବ୍ୟବହାର କରି ପାରିବେ।

ଚାଣକ୍ୟ ନୀତି : ବାସ୍ ଏହି ଗୋଟିଏ ଉପାୟରେ ସବୁବେଳେ ରହିବେ ସୁସ୍ଥ ଓ ନିରୋଗ..

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories