ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଧ୍ୟାତ୍ମିକ ସ୍ନେହ ମିଳନ କାର୍ଯ୍ୟକ୍ରମ

ବାଙ୍କୀ: ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ସାହାଡାପଦା ସେବା କେନ୍ଦ୍ର ଅନୁକୂଲ୍ୟରେ ଶନିବାର ସନ୍ଧ୍ୟାରେ ଏକ ଆଧ୍ୟାତ୍ମିକ ସ୍ନେହ ମିଳନ କାର୍ଯ୍ୟକ୍ରମ କେନ୍ଦ୍ର ସଞ୍ଚାଳିକା ରୀନା ଭଉଣୀଙ୍କ ସଞ୍ଚାଳନରେ…
Read More...

ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କ ପରଲୋକ

ବରଗଡ଼: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ରିପୁନାଥ ସେଠଙ୍କ ପରଲୋକ ଘଟିଛି। ରବିବାର ୬୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ଶନିବାର ହଠାତ୍ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା।…
Read More...

ନିର୍ମାଣ କାର୍ଯ୍ୟରେ ଗ୍ରାମ୍ୟଉନ୍ନୟନ ବିଭାଗର ଅହେତୁକ ବିଳମ୍ବ, ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ନ୍ୟାୟରେ କୋର୍ଟ ଖୋଲିବାରେ…

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ବେଗୁନିଆରେ ଜେଏମ୍ଏଫସି କୋର୍ଟ ଖୋଲିବା ପାଇଁ ପ୍ରଶାସନିକ ସ୍ତରରେ ଭିତ୍ତିଭୂମି ଅନୁଧ୍ୟାନ କରିବା ପରେ ୨୦୧୭ ମସିହାରେ ସରକାର ଏଠାରେ କୋର୍ଟ ଖୋଲିବା ପାଇଁ ବିଜ୍ଞପ୍ତି…
Read More...

୫ମାସର ଟୁର୍ ଡାଏରୀ ଖୋଲିବ ସରକାରୀ ଅଧିକାରୀଙ୍କ ଅଏସ ଗୁମର

ହରଭଙ୍ଗା: ଲୋକଙ୍କ ପଇସାରେ ସରକାରୀ ବାବୁମାନେ କିଭଳି ଅଏସ କରୁଛନ୍ତି ତାର ଏକ ଜ୍ୱଳନ୍ତ ଉଦାହରଣ ହରଭଙ୍ଗା ବ୍ଲକରେ ଦେଖିବାକୁ ମିଳିଛି। ସରକାରୀ ବାସଭବନ ଭଳି ଏୟାରମାର୍କ କ୍ୱାର୍ଟରର ସ୍ୱତନ୍ତ୍ର ସୁବିଧା ଥାଇ ମଧ୍ୟ…
Read More...

ଗୋରୁ ବୋଝେଇ ଟ୍ରକ ଜବତ

ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ହାତିବାରୀ ନିକଟରୁ ଏକ ଗୋରୁ ବୋଝେଇ ଟ୍ରକ ଜବତ ହୋଇଛି । ବରଗଡ ଅଞ୍ଚଳରୁ ଏକ ୧୪ ଚକିଆ ଟ୍ରକରେ ଗୋରୁମାନଙ୍କୁ ଅତି ଦୟନୀୟ ଅବସ୍ଥାରେ ବାନ୍ଧି…
Read More...

ବାଇକ୍ ଦୁର୍ଘଟଣାରେ ଯୁବ ଇଞ୍ଜିନିୟର ମୃତ

ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଶ୍ୟାମସୁନ୍ଦରପୁର ନିକଟରେ ବାଇକ୍ ଦୁର୍ଘଟଣାରେ ଜଣେ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଛି । ମୃତ ଇଞ୍ଜିନିୟର ହେଲେ ପାଟଣା ଥାନା ତଣ୍ଡୋ ଗ୍ରାମର ତ୍ରିଲୋଚନ ମହାନ୍ତଙ୍କ ପୁଅ…
Read More...

‘ସମାଜ’ ପ୍ରଭାବ: ପର୍ଯ୍ୟଟନସ୍ଥଳ ଗୁମାଗଡ଼ର ବିକାଶ ବାଟ ଫିଟିଲା 

ଗୁଡଭେଲା : ବଲାଙ୍ଗିର ଜିଲ୍ଲା ସଦର ସହକୁମାଠାରୁ ୪୫ କିଲୋମିଟର ତୁଷୁରାରୁ ୧୦ କିଲୋମିଟର ଦୂର ପାହାଡ ବଣ ଜଙ୍ଗଲ ଘେରା ଆଦିବାସୀ ଅଞ୍ଚଳର ଗୁଡଭେଲା ବ୍ଳକ ମାଢେକେଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭୂଆପଡାରେ କାହିଁ କେତେ…
Read More...

ତୁଷୁରାରେ ଗଡ଼ ରକ୍ଷା କଲା ବିଜେଡି; ଅଧ୍ୟକ୍ଷ ହେଲେ ଅଜୟ ଜୟଶ୍ବାଲ

ଗୁଡଭେଲା: ତୁଷୁରା ପୌରନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଅଧ୍ୟକ୍ଷ ଆସନରେ ବିଜେଡି ଦଳ ପ୍ରାର୍ଥୀ ଅଜୟ ଜୟଶ୍ବାଲ ବିଜୟୀ ହୋଇଛନ୍ତି । ବିଜେପି ଦଳର ପ୍ରାର୍ଥୀ ରୁଣୁଗୋପାଳ ସାହୁ ୨୮୨୫ ଭୋଟ ପାଇଥିବା ବେଳେ ଅଜୟ ୩୬୫୧ ଭୋଟ…
Read More...

୪ଟି ଗାଡ଼ିରୁ ୧ଲକ୍ଷ ଟଙ୍କା ଜୋରିମାନା ଆଦାୟ

ଗୁଡଭେଲା: ତୁଷୁରା ରାଜସ୍ୱ ବିଭାଗ ପକ୍ଷରୁ ବେଆଇନ ମୋରମ ଚାଲାଣ କରୁଥିବାରୁ ୩ଟି ଟ୍ରାକ୍ଟର ଓ ଗୋଟିଏ ଜେସିବିରୁ ୧ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଉଛି। ତୁଷୁରା ତହସିଲ ଅନ୍ତର୍ଗତ ମାଢେକେଲା ପଞ୍ଚାୟତ ଆଟଗାଁ…
Read More...

ମାମୁଁଘର ଗାଁରୁ ସନ୍ଦେହଜନକ ଅବସ୍ଥାରେ ଭଣଜାର ମୃତଦେହ ଉଦ୍ଧାର

କଲମପୁର: ମାମୁଁଘର ଗାଁକୁ ଯାଇଥିଲା ଭଣଜା। ସାଙ୍ଗରେ ପତ୍ନୀ ଓ ଶିଶୁ ପୁତ୍ର ମଧ୍ୟ ଥିଲେ। କିନ୍ତୁ ଭଣଜା ନିଖୋଜ ହେବା ଓ ପର ଦିନ ଗଛରେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ମିଳିବା ଭଳି ଅଭାବନୀୟ ଘଟଣା ସାଧାରଣରେ…
Read More...

ଆଦିବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ପୂରଣ ହେଲା; ଅପହଞ୍ଚ ତୁର୍କା ଗାଁକୁ ବିକାଶର ବାଟ ଫିଟିଲା

ଲାଞ୍ଜିଗଡ: ଅପହଞ୍ଚ ଇଲାକା ତୁର୍କା। ବିକାଶର ସ୍ୱପ୍ନ ଦେଖି ଦେଖି ୧୦୦ବର୍ଷ ବିତିଗଲା। ହେଲେ ସେହି ଗାଁକୁ ବିକାଶ ପହଞ୍ଚି ପାରିନଥିଲା। ମୌଳିକ ସୁବିଧାରୁ ବଞ୍ଚିତ ରହିଥିଲେ ଗ୍ରାମବାସୀ। ରାସ୍ତାଘାଟ, ସ୍ୱାସ୍ଥ୍ୟସେବା,…
Read More...

ଫୁଟିଲା ଗୁଳି; ଚାଲିଗଲା ଥାନାଧିକାରୀଙ୍କ ଜୀବନ

ଭଞ୍ଜନଗର: ନିଜ ବନ୍ଧୁକରୁ ଗୁଳି ବାଜି ଶୁକ୍ରବାର ଗାଙ୍ଗପୁର ଥାନା ଅଧିକାରୀ ଦେବ୍ କୁମାର ଗମାଙ୍ଗଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଗାଙ୍ଗପୁର ଥାନା ପରିସରରେ ଥିବା ତାଙ୍କ କ୍ବାର୍ଟରରେ ମାଆଙ୍କ ସହ ଖାଇବାକୁ…
Read More...

ଏଣିକି ବିଧାୟକଙ୍କୁ ମିଳିବ କେବଳ ଗୋଟିଏ କାର୍ଯ୍ୟକାଳର ଭତ୍ତା

ଚଣ୍ଡିଗଡ଼: ପଞ୍ଜାବରେ ଆମ୍‌ ଆଦମୀ ପାର୍ଟି ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ବର୍ତ୍ତମାନ ଓ ପୂର୍ବତନ ବିଧାୟକଙ୍କ ଭତ୍ତା କାଟ୍‌ କରିବାକୁ ଘୋଷଣା କରିଛନ୍ତି। ବିଧାୟକଙ୍କ ପରିବାରକୁ…
Read More...

ନାବାଳିକାକୁ ମାରିଲା; କଟାମୁଣ୍ଡ ଧରି ଗାଁରେ ବୁଲିଲା

କୁଚିଣ୍ଡା: ସମ୍ବଲପୁର ଜିଲା ଜମନକିରା ଥାନା ଅନ୍ତର୍ଗତ କସଡ଼ା ଗାଁରେ ଘଟିଛି ଏକ ଲୋମ ହର୍ଷଣକାରୀ ଘଟଣା। ଜଣେ ୮ ବର୍ଷୀୟ ଶିଶୁ କନ୍ୟାକୁ ହାଣି ବିଭତ୍ସ ଭାବେ ହତ୍ୟା କରିଛି ଜଣେ ଯୁବକ। ଏହାପରେ ଶିଶୁର କଟା ମୁଣ୍ଡ ଧରି…
Read More...

ପୁଣି ଅଲୋଡ଼ା ଶିଶୁକନ୍ୟା; ପାହାଡ଼ ନିକଟରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ଯାଜପୁର : ସମାଜ ପାଇଁ ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା। ପାହାଡ଼ ନିକଟରୁ ଉଦ୍ଧାର ହୋଇଛି ଏକ ନବଜାତ ଶିଶୁକନ୍ୟା। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନ ଅଧିନସ୍ଥ ମାଣ୍ଡୁକା ପଞ୍ଚାୟତରେ। ଶୁକ୍ରବାର…
Read More...

ଅତାବିରା ଓକିଲ ସଂଘର ପୂର୍ବତନ ସଭାପତିଙ୍କ ବିୟୋଗ

ରେଙ୍ଗାଲିକେମ୍ପ୍ : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଓକିଲ ସଂଘର ପୂର୍ବତନ ସଭାପତି ତଥା ଯୁବ ଆଇନଜୀବୀ ରାକେଶ ପାଢ଼ୀ(୫୪)ଙ୍କ ପରଲୋକ ଘଟିଛି। ଗୁରୁବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ…
Read More...

ବାଙ୍କୀ ଏନଏସି: ମତଦାନ ହାର ୭୮.୦୫%

ବାଙ୍କୀ: ବାଙ୍କୀ ଏନଏସିର ୧୭ଗୋଟି ୱାର୍ଡର ୧୮ଟି ମତଦାନ କେନ୍ଦ୍ରରେ ଜଣେ ପୌରାଧ୍ୟକ୍ଷ ଏବଂ ୧୭ପାରିଷଦ ପଦବୀ ପାଇଁ ଗୁରୁବାର ସକାଳ ୮ଟାରୁ ୫ଘଟିକା ମଧ୍ୟରେ ମତଦାନ ପ୍ରକ୍ରିୟା ଶୃଙ୍ଖଳାର ସହ ଶେଷ ହୋଇଛି। ସୂଚନା…
Read More...

ବାଙ୍କୀରେ ବିଶ୍ୱ ଯକ୍ଷ୍ମା ଦିବସ

ବାଙ୍କୀ: ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିଭିନ୍ନ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶ୍ୱ ଯକ୍ଷ୍ମା ଦିବସ ଗୁରୁବାର ପାଳିତ ହୋଇଯାଇଛି।…
Read More...

ବ୍ଲକସ୍ତରୀୟ ମନରେଗା ଜନଶୁଣାଣୀ ଶିବିର

ରାମନାଗୁଡା: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସମ୍ମୀଳନୀ କକ୍ଷଠାରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ-୨୦୧୩ ବ୍ଲକସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।…
Read More...

ହୁମା ପଞ୍ଚୁ ଦୋଳ ଯାତ୍ରା ଆରମ୍ଭ

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ହାଟ ପଡିଆଠାରେ ହେଉଥିବା ପ୍ରସିଦ୍ଧ ପଞ୍ଚୁ ଦୋଳ ଯାତ୍ରା ଉତ୍ସାହ, ଉଦ୍ଦୀପନା, ପ୍ରବଳ ଜନସାମଗ ମଧ୍ୟରେ ଗୁରୁବାର ଦିନ ଆରମ୍ଭ ହୋଇଛି। ପଞ୍ଚୁ ଦୋଳ ଯାତ୍ରାକୁ ଆସୁଥିବା ସମସ୍ତ…
Read More...

ଅଧିନାୟକ ପଦ ଛାଡ଼ିଲେ ଧୋନୀ

ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଧୋନୀ ପୁଣିଥରେ ଚମକାଇବା ଭଳି ନିଷ୍ପତ୍ତି ନେଇଛନ୍ତି। ଆଇପିଏଲ ୨୦୨୨ ଆରମ୍ଭ ହେବାକୁ ଆଉ ମାତ୍ର ଦୁଇ ଦିନ ଥିବା​‌ ବେଳେ ଅଧିନାୟକ ପଦ ଛାଡ଼ିଛନ୍ତି ଧୋନୀ। ଦଳର ଅଲରାଉଣ୍ଡର ରବୀନ୍ଦ୍ର…
Read More...

ରାସ୍ତା କାର୍ଯ୍ୟ ସରିବାର ୪ ବର୍ଷ ପରେ ସୂଚନା ଫଳକ ମରାଯିବା ପାଇଁ ପୋତାଗଲା ଲୁହା ଆଙ୍ଗଲ

ବେଗୁନିଆ: ଖୋର୍ଦ୍ଧା ଗ୍ରାମ୍ୟଉନ୍ନୟନ ସବଡିଭିଜନ ଅନ୍ତର୍ଗତ ବେଗୁନିଆ ସେକ୍ସନ ଅଧୀନରେ ଥିବା ବହୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ରାସ୍ତା ସହିତ ସମ୍ପୃକ୍ତ ବିଭାଗ ଦ୍ଵାରା ନିର୍ମାଣ କରାଯାଇଥିବା ଗ୍ରାମ ସଂଯୋଗୀକରଣ…
Read More...

୫ଟି ନିୟମକୁ ହରଭଙ୍ଗା ବିଡିଓଙ୍କ ଅଣଦେଖା; ଧାର୍ଯ୍ୟ ସମୟରେ ଆସୁନାହାନ୍ତି ଅଫିସ୍‍

ହରଭଙ୍ଗା: ୫ଟି ନିୟମ ଲାଗୁ ପରେ ବି ସରକାରୀ ବାବୁମାନଙ୍କ ଢାଞ୍ଚା ଏବଂ କାର୍ଯ୍ୟଶୈଳୀ ବଦଳୁନାହିଁ। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଏଭଳି ଅଭାବନୀୟ ଚିତ୍ର ରାଜ୍ୟସରକାରଙ୍କ ପଞ୍ଚସୂତ୍ରୀ ନିୟମ ଉପରେ ପ୍ରଶ୍ନଚିହ୍ନ…
Read More...

ଗଙ୍ଗୁବାଈ ପାଇଁ ପୁରା ସିନେମାହଲ୍‌ ବୁକ୍‌ କଲେ ପାକ୍‌ ଅଭିନେତା

ନୂଆଦିଲ୍ଲୀ: ବଲିଉଡ଼ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଚଳଚ୍ଚିତ୍ର ‘ଗଙ୍ଗୁବାଈ କାଠିଆୱାଡ଼ି’ ବକ୍ସଅଫିସରେ ଜବରଦସ୍ତ ଆୟ କରିଛି। ଏଥିରେ ଆଲିଆଙ୍କ ଅଭିନୟକୁ ଦର୍ଶକ ଖୁବ୍‌ ପସନ୍ଦ କରିବା ସହ ପ୍ରଶଂସକମାନେ ତାଙ୍କୁ ଭୁରି ଭୁରି…
Read More...

ଆରପାରିରେ ଲୋକପ୍ରିୟ ବଙ୍ଗାଳି ଅଭିନେତା ଅଭିଷେକ ଚାଟାର୍ଜୀ

ନୂଆଦିଲ୍ଲୀ: ବଙ୍ଗଳା ସିନେଜଗତର ଲୋକପ୍ରିୟ ଅଭିନେତା ଅଭିଷେକ ଚାଟାର୍ଜୀଙ୍କ ପରଲୋକ ଘଟିଛି। ହୃଦଘାତ କାରଣରୁ ୫୮ ବର୍ଷୀୟ ଅଭିନେତା ବୁଧବାର ବିଳମ୍ବିତ ରାତିରେ ଶେଷ ନିଃଶ୍ବାସ ତ୍ୟାଗ କରିଥିବା ଜଣାପଡ଼ିଛି। ଗତ କିଛି ଦିନ…
Read More...

ଲଇଡ଼ା ମହାବିଦ୍ୟାଳୟରେ ସହିଦ ଦିବସ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ଲଇଡ଼ାଠାରେ ଥିବା ଦୁତିକାସାହୁ ମହାବିଦ୍ୟାଳୟରେ ଆଜି ସହିଦ ଦିବସ ଏବଂ ଯୁବସଂସ୍କାର କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଏନଏସଏସ ବିଭାଗ ଏବଂ ଓଆରସି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏଥିରେ…
Read More...

ରାତି ପାହିଲେ ନିର୍ବାଚନ, କପଶିଳାରେ ରାସ୍ତା ନିର୍ମାଣ କଲା କିଏ ?

ତୁଷୁରା/ଗୁଡ଼ଭେଳା: ରାତି ପାହିଲେ ରାଜ୍ୟରେ ଅନୁଷ୍ଠିତ ହେବ ପୌର ନିର୍ବାଚନ। ସେଥିପାଇଁ ଚଳଚଞ୍ଚଳ ହୋଇଉଠିଛି ସହରାଞ୍ଚଳ। ନିର୍ବାଚନ ସମୟରେ ଆଚରଣ ବିଧି ଲାଗିଥିବାରୁ ସହରାଞ୍ଚଳରେ କୌଣସି ନୂତନ ଉନ୍ନୟନମୂଳକ କାମ ହେବ…
Read More...

ଆସନ୍ତାକାଲି ଏନଏସି ନିର୍ବାଚନ: ୧୮ ବୁଥରେ ମତଦାନ କରିବେ ୧୪ହଜାର ୭୫ଜଣ ଭୋଟର

ବାଙ୍କୀ: ପୌର ନିର୍ବାଚନ ପରିପ୍ରେକ୍ଷୀରେ ବାଙ୍କୀ ଏନଏସିରେ ଗୁରୁବାର ୧୭ଟି ୱାର୍ଡର ୧୮ଟି ମତଦାନ କେନ୍ଦ୍ରରେ ୧୪ହଜାର ୭୫ଜଣ ଭୋଟର ନିଜର ନିର୍ଣ୍ଣାୟକ ପାରିଷଦ ପ୍ରାର୍ଥି ଏବଂ ପୌରାଧ୍ୟକ୍ଷ ପ୍ରାର୍ଥି ଚୟନରେ ମତଦାନ…
Read More...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ

ବାଙ୍କୀ: ସ୍ଥାନୀୟ ବାଙ୍କୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ମଙ୍ଗଳବାର ଅପରାହ୍ନରେ ଶିଶୁ ବାଟିକା ବିଭାଗ ପକ୍ଷରୁ ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୨୦୨୨-୨୩ ଶିକ୍ଷା ବର୍ଷ ନିମନ୍ତେ ନୂତନ…
Read More...

ରତାଗଡରେ ଚାରି ଦୋଳ ମେଲଣ ଉତ୍ସବ

ବାଙ୍କୀ: ବାଙ୍କୀ ବ୍ଲକ ଅନ୍ତର୍ଗତ ରତାଗଡ ଗ୍ରାମର ସର୍ବପୁରାତନ ଓ ପ୍ରସିଦ୍ଧ ଚାରି ଦୋଳ ମେଲଣ ଉତ୍ସବ ମଙ୍ଗଳବାର ରାତ୍ରିରେ ପାରମ୍ପରିକ ମତେ ଉତ୍ସାହର ସହ ଅନୁଷ୍ଠିତ ହୋଇଛି। ଭରପୁର ରୋଷଣୀରେ ଗ୍ରାମ ପରିକ୍ରମା କରି ଚାରି…
Read More...

ଦଳିଦେଲା ହାତୀ; ଚାଲିଗଲା ଜୀବନ

ଗୁଣୁପୁର: ରାୟଗଡା ଜିଲ୍ଲା ଗୁଣୁପୁରରେ ପୁଣି ହାତୀ ଆତଙ୍କ। ଜଙ୍ଗଲୀ ହାତୀ ଆକ୍ରମଣରେ ବୁଧବାର ଚାଲକମବା ଗ୍ରାମର ଗଦାଧର ସେନାପତି ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। କାଲମା ଗ୍ରାମ ନିକଟସ୍ଥ ରୁପାପଦର…
Read More...

ବରିଷ୍ଠ ସାମ୍ବାଦିକଙ୍କ ପରଲୋକ

ରାମନାଗୁଡା: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକର ବରିଷ୍ଠ ସାମ୍ବାଦିକ ତଥା ଅବସରପ୍ରାପ୍ତ ଶିକ୍ଷକ ଦିଲ୍ଲୀପ ପଣ୍ଡାଙ୍କର ବୁଧବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ସକାଳ ୮ଟା ସମୟରେ…
Read More...

ଏଥର ନେତାଗିରି କରିବେ ଅଭିଷେକ

ମୁମ୍ବଇ: ଅଭିଷେକ ବଚ୍ଚନ, ୟାମୀ ଗୌତମ ଓ ନିମ୍ରତ କୌର ଅଭିନୀତ ଚଳଚ୍ଚିତ୍ର ‘ଦଶଭି’ର ଟ୍ରେଲର ବୁଧବାର ରିଲିଜ୍‌ ହୋଇଛି। ଟ୍ରେଲର ପ୍ରମାଣ କରିଛି ଯେ, ଏହି ଚଳଚ୍ଚିତ୍ରଟି ବର୍ଷର ସବୁଠାରୁ ରୋମାଞ୍ଚକର ଚଳଚ୍ଚିତ୍ର ହେବାକୁ…
Read More...

‘ଦି କାଶ୍ମୀର ଫାଇଲ୍ସ’ ଉପରେ ବୟାନ ଦେଇ ଅଡ଼ୁଆରେ ଆଇଏଏସ୍ ଅଧିକାରୀ, ଜାରି ହେବ ନୋଟିସ୍‌

ଭୋପାଳ: ‘ଦି କାଶ୍ମୀର ଫାଇଲ୍ସ’ ଚଳଚ୍ଚିତ୍ରକୁ ନେଇ ସ୍ବର ଉତ୍ତୋଳନ କରିଥିବା ଆଇଏଏସ୍ ଅଧିକାରୀ ନିଆଜ ଖାନଙ୍କ ସମସ୍ୟା ବଢିପାରେ। ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା କହିଛନ୍ତି, ମଧ୍ୟପ୍ରଦେଶ ସରକାର ନିଆଜଙ୍କୁ ନୋଟିସ ଜାରି…
Read More...

ଅଂଶୁମାନ ଟ୍ରଷ୍ଟ ପକ୍ଷରୁ ଦିବ୍ୟାଙ୍ଗ ଗଣେଶଙ୍କୁ ଟ୍ରାଇ ସାଇକେଲ ପ୍ରଦାନ

ଯାଜପୁର : ଅଂଶୁମାନ ମେମୋରିଆଲ ଟ୍ରଷ୍ଟର ସମ୍ପାଦକ ହିମାଂଶୁ ଶେଖର ସାହୁଙ୍କ ପରାମର୍ଶକ୍ରମେ ଟ୍ରଷ୍ଟର ସଦସ୍ୟମାନେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଦାନଗଦି ବ୍ଲକ କୁମ୍ଭୀରଗାଡିଆ ପଂଚାୟତର ମାଟିଟିକର ଗ୍ରାମର ଜଣେ…
Read More...

ବୋଲେରୋ ପିକଅପ ସହ ୯ ମଟରସାଇକେଲ ଜବତ; ୩ ଗିରଫ

ରେଙ୍ଗାଲିକେମ୍ପ: ଚୋରି ହୋଇଥିବା ବୋଲେରୋ, ପିକଅପ ସହ ୯ଟି ମଟରସାଇକେଲକୁ ଅତାବିରା ପୁଲିସ ଜବତ କରିଛି। ଏଥିସହ ଚୋରିରେ ସଂପୃକ୍ତ ଦଳର ୩ ଜଣଙ୍କୁ ପୁଲିସ ଗିରଫ କରିଥିବା ଜଣାଯାଇଛି। ସମ୍ବଲପୁର ଓ ବରଗଡ଼ ଜିଲାର ବିଭିନ୍ନ…
Read More...

ବାଣପୁର ଗାଡ଼ି ମଡ଼ାଇବା ଘଟଣା: ଡାକ୍ତରଖାନାରୁ ବାହାରି ଗିରଫ ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ ହୋଇଛନ୍ତି। ମଙ୍ଗଳବାର ଅପରାହ୍ନରେ ଡାକ୍ତରଖାନାରୁ ବାହାରିବା ପରେ ପୁଲିସ ତାଙ୍କୁ ଗିରଫ କରିଛି। ଏନେଇ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି।…
Read More...

ପ୍ରଚାର ମୈଦାନରେ ସବ୍ୟର୍ଚ୍ଚିତା

ବାଙ୍କୀ: ମାର୍ଚ୍ଚ ୨୪ ତାରିଖରେ ବାଙ୍କୀ ଏନଏସିରେ ନିର୍ବାଚନ। ଏଥିପାଇଁ ମଙ୍ଗଳବାର ଅପରାହ୍ନ ୫ଟାରେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ବିଜୁ ଜନତା ଦଳ ପକ୍ଷରୁ ସକାଳ ୧୦ଘଟିକା ସମୟରେ ରାଣୀଶୁକଦେଈ ମହିଳା ମହାବିଦ୍ୟାଳୟ…
Read More...

ସରକାରୀ ପ୍ରୋତ୍ସାହନ ଓ ସହାୟତା ମିଳିଲେ ଗେଣ୍ଡୁଫୁଲ ଚାଷ ବଢିବ

ବାଙ୍କୀ: ବାଙ୍କୀ ଉପଖଣ୍ଡର ୮୦ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରି ପାରମ୍ପରିକ ପରିବା ଓ ଧାନ ଚାଷ ସହିତ ଚିନାବାଦାମ ଚାଷ କରିଥାନ୍ତି। ବିଶେଷ କରି ପରିବା ଚାଷର ପ୍ରାଧାନ୍ୟ ହେତୁ ଏଠିକାର ଅଞ୍ଚଳକୁ ତରକାରୀ ହାଣ୍ଡିର…
Read More...

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଭଦ୍ରକ ପୁଲିସର ସ୍ୱତନ୍ତ୍ର ଅଭିଯାନ…

ଭଦ୍ରକ: ଭଦ୍ରକର ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଭଦ୍ରକ ପୁଲିସ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି। ଏନେଇ ଭଦ୍ରକ ଏସପି ଚରଣ ସିଂ ମିନା ମଙ୍ଗଳବାର…
Read More...

ଦୁର୍ଭଟାଠାରେ ପୁଲିସ ଜନସଂପର୍କ ଶିବିର ଅନୁଷ୍ଠିତ

ଲାଞ୍ଜିଗଡ: ଜନସାଧାରଣଙ୍କ ସେବା କରିବା ପାଇଁ ପୁଲିସ ସର୍ବଦା ତତ୍ପର ରହିଛି । ଭୟ ନକରି ଯେକୌଣସି ସମସ୍ୟା ନେଇ ଲୋକେ ପୁଲିସ ପାଖକୁ ଯାଆନ୍ତୁ, ଲୋକଙ୍କ ଆଇନଶୃଙ୍ଖଳା ରକ୍ଷା କରିବା ପାଇଁ ଆମେ ପ୍ରସ୍ତୁତ ହୋଇ ରହିଛୁ ।…
Read More...

‘ଦି କାଶ୍ମୀର ଫାଇଲ୍ସ’ର ସୁନାମୀରେ ଉବୁଟୁବୁ ‘ବଚ୍ଚନ ପାଣ୍ଡେ’

ମୁମ୍ବଇ: ‘ଦି କାଶ୍ମୀର ଫାଇଲ୍ସ’ ଯେଉଁଭଳି ଭାବେ ବକ୍ସ ଅଫିସରେ ସୁନାମୀ ଆଣିଛି, ଏହାଦ୍ବାରା ଅନ୍ୟ ବଡ଼ ଚଳଚ୍ଚିତ୍ରଗୁଡ଼ିକ ପ୍ରଭାବିତ ହେଉଥିବା ପରିଲକ୍ଷିତ ହୋଇଛି। ‘ଦି କାଶ୍ମୀର ଫାଇଲ୍ସ’ ପ୍ରେକ୍ଷାଳୟରେ ହଇଚଇ ସୃଷ୍ଟି…
Read More...

ଗଲିବୟ ରାପର୍‌ଙ୍କ ଅକାଳ ବିୟୋଗ

ନୂଆଦିଲ୍ଲୀ: ‘ଗଲି ବୟ’ ଚଳଚ୍ଚିତ୍ରରୁ ବଲିଉଡ଼ରେ ଲୋକପ୍ରିୟତା ହାସଲ କରିଥିବା ରାପର୍‌ ଧର୍ମେଶ ପରମାର ଓରଫ୍‌ ଏମସି ତୋଡ଼୍‌ ଫୋଡ଼୍‌ଙ୍କର ୨୪ ବର୍ଷ ବୟସରେ ପରଲୋକ ଘଟିଛି। ଧର୍ମେଶଙ୍କ ବ୍ୟାଣ୍ଡ୍‌ ‘ସ୍ବଦେଶୀ…
Read More...

ଜାତମୁଣ୍ଡିଆ-ସୁବର୍ଣ୍ଣପୁର ପୋଲ ଗୋଲେଇ ଛକ ଅନ୍ଧାର

ବାଙ୍କୀ: ବାଙ୍କୀ-କଟକ ମୁଖ୍ୟ ରାସ୍ତାର ଜାତମୁଣ୍ଡିଆ ଗୋଲେଇ ଛକ ଏକ ପ୍ରମୁଖ ସ୍ଥାନ ଭାବରେ ଦୀର୍ଘ ୩ବର୍ଷରୁ ଊର୍ଦ୍ଧ୍ବ କାଳ ଧରି ରାଜ୍ୟର ବହୁ ଅଂଚଳରେ ଜଣାଶୁଣା ହୋଇପାରିଛି। ଜାତମୁଣ୍ଡିଆ-ସୁବର୍ଣ୍ଣପୁର ପୋଲକୁ ଏହି…
Read More...

ଛତୁ ଚାଷ ପ୍ରଶିକ୍ଷଣ ଶିବିର

ବାଙ୍କୀ: ଗ୍ରାମୀଣ ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟ ଓ ବେକାରୀ ଯୁବକ ଯୁବତୀଙ୍କୁ ଆତ୍ମନିଯୁକ୍ତି ଓ ଆର୍ଥିକ ସ୍ୱାବଲମ୍ବନଶୀଳ କରିବା ପାଇଁ ଓଡ଼ିଶା ଜୀବିକା ମିଶନ୍‍, ମିଶନ ଶକ୍ତି ବିଭାଗ ପକ୍ଷରୁ ସୁଯୋଗ ସୃଷ୍ଟି ଆରମ୍ଭ…
Read More...

ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବାକୁ ସଚେତନତା ସଭା

କଣ୍ଟାବାଞ୍ଜି: ଖରାଦିନରେ ଜଙ୍ଗଲରେ ନିଁଆ ଲାଗିବା ଏକ ନିୟମିତ ଘଟଣା। ତେଣୁ ତାକୁ ଆଖି ଆଗରେ ରଖି ଜଙ୍ଗଲ ବନ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ବଲାଙ୍ଗୀର ଜିଲ୍ଲାର ତୁରେକେଲା ବ୍ଳକ ଅନ୍ତର୍ଗତ…
Read More...

ଗାଁ ଗାଁରେ ସଫେଇବାଲା କାର୍ଯ୍ୟକ୍ରମ ଆରମ୍ଭ

ସୁଆଣ୍ଡୋ: ପୁରୀ ଜିଲ୍ଲା ସତ୍ୟବାଦୀର ସାମାଜିକ ଅନୁଷ୍ଠାନ ଗରିବର ସାଥୀ ପକ୍ଷରୁ ଗାଁ ଗାଁରେ ସଫେଇବାଲା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସତ୍ୟବାଦୀରେ ରହିଥିବା ସମସ୍ତ ଦେବାଦେବୀମାନଙ୍କ ମନ୍ଦିର ପରିସର ଓ ତାହାର ଚାରିପାଖ…
Read More...

କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟା ମାମଲା; ପୂର୍ବତନ ଓଆଇଏସ୍‌ ଅଧିକାରୀଙ୍କ ସମେତ ୨ ଗିରଫ

ଚାନ୍ଦବାଲି : ୱେବ୍ ଚ୍ୟାନେଲ କ୍ୟାମେରାମ୍ୟାନ୍ ମାନସ ସ୍ବାଇଁଙ୍କ ହତ୍ୟା ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏକାଧିକ ଲୋକଙ୍କ ସମ୍ପୃକ୍ତି ଏହି ଘଟଣାକୁ ଅଧିକ ରହସ୍ୟାବୃତ୍ତ କରୁଛି। ଏହି ହତ୍ୟା ମାମଲାରେ ସୋମବାର…
Read More...

ଚୀନରେ ବଡ଼ ଧରଣର ବିମାନ ଦୁର୍ଘଟଣା; ଥିଲେ ୧୩୩ ଯାତ୍ରୀ

ବେଜିଂ: ଚୀନରେ ସୋମବାର ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଚାଇନା ଇଷ୍ଟର୍ଣ୍ଣ ଏୟାରଲାଇନ୍ସର ବୋଇଂ ୭୩୭ ଯାତ୍ରୀବାହୀ ବିମାନ ଗୁଆଙ୍ଗ୍‌ସି ଅଞ୍ଚଳରେ ପାହାଡ଼ରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି।…
Read More...

କଳାସଂସଦର ପଞ୍ଚମ ବାର୍ଷିକ ଉତ୍ସବ ସମାରୋହ ଅନୁଷ୍ଠିତ

ସୁଆଣ୍ଡୋ: ପୁରୀ ଜିଲା ସତ୍ୟବାଦୀ କଳାସଂସଦର ପଞ୍ଚମ ବାର୍ଷିକ ଉତ୍ସବ ସମାରୋହ ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସଭାରେ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା…
Read More...

କ୍ରିକେଟ ମୈଦାନରେ ତାପସୀ: ଆସୁଛି ‘ସାବାସ୍‌ ମିଠୁ’, ଦେଖନ୍ତୁ ଟିଜର୍‌

ମୁମ୍ବଇ: ତାପସୀ ପନ୍ନୁଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ସାବାସ୍‌ ମିଠୁ’ର ଟିଜର୍‌ ସୋମବାର ରିଲିଜ୍‌ ହୋଇଛି। ଏଥିରେ ତାପସୀ ପନ୍ନୁ ଭାରତୀୟ ମହିଳା କ୍ରିକେଟ୍‌ ଦଳର ଅଧିନାୟକ ମିତାଲି ରାଜ ରୂପେ ନଜର ଆସିଛନ୍ତି। ଏହି…
Read More...

ଶିକ୍ଷକଙ୍କୁ ହତ୍ୟା ମାମଲା; ପ୍ରେମିକାର ଭିଣୋଇ ଗିରଫ

ଗୁଡଭେଲା : ତୁଷୁରା ଥାନା ଅନ୍ତର୍ଗତ କର୍ଲାଖମନ ଗାଁର ରାହୁଳ ନଦୀ କୂଳ ବରିଘାଟରେ ଶିକ୍ଷକଙ୍କୁ ହତ୍ୟାକରି ପୋଡ଼ିଦେବା ଘଟଣାରେ ପ୍ରେମିକାର ଭିଣୋଇ ଭଗବାନ ବାଗକୁ ତୁଷୁରା ପୁଲିସ ଗିରଫ କରି ଅଦାଲତ ଚାଲାଣ କରିଛି।…
Read More...

ମହାପର୍ବତ ସାହିତ୍ୟ ସଂସଦ ’ଶଙ୍ଖନାଦ’ର ବାର୍ଷିକ ସାରସ୍ୱତ ସମ୍ମିଳନୀ

ବାଙ୍କୀ: ପ୍ରତିବର୍ଷ ପରି ଚଳିତବର୍ଷ ରବିବାର ଦିନ ବାଙ୍କୀ-ଡମପଡା ବ୍ଲକ ଅନ୍ତର୍ଗତ ଢଁସର ଗ୍ରାମ ସ୍ଥିତ ମହାପର୍ବତ ସାହିତ୍ୟ ସଂସଦର ୧୬ତମ ରାଜ୍ୟସ୍ତରୀୟ କବି ଓ ଲେଖକ ସମ୍ମିଳନୀ ତଥା ସାରସ୍ୱତ ବାର୍ଷିକ ସମ୍ମିଳନୀ…
Read More...

ଫଗୁ ବୋଳି ଆତ୍ମୀୟତା ବାଣ୍ଟିଲେ ଉପଜିଲ୍ଲାପାଳ

ବାଙ୍କୀ: ପବିତ୍ର ହୋଲି ଅବସରରେ ସ୍ଥାନୀୟ କଚେରୀ ପଡିଆଠାରେ ପରମ୍ପରା କ୍ରମେ ଆୟୋଜିତ ମେଲଣ ଉତ୍ସବରେ ବିମାନରେ ଅଧିତିଷ୍ଠ ଥିବା ଶ୍ରୀଜୀଉ ଓ ଶ୍ରୀଦେବମାନଙ୍କୁ ସ୍ୱତନ୍ତ୍ର ଭୋଗ ସମର୍ପଣ କରିଛନ୍ତି ବାଙ୍କୀ ଉପଜିଲ୍ଲାପାଳ…
Read More...

ବାଙ୍କୀରେ ଦୋଳ ମେଲଣ

ବାଙ୍କୀ: ଚଳିତ ବର୍ଷ ପାରମ୍ପରିକ ରୀତି ମତେ ବାଙ୍କୀ ତଥା ବିଭିନ୍ନ ଗ୍ରାମାଞ୍ଚଳରେ ଦୋଳ ମେଲଣ, ହୋଲି ଆଡମ୍ବରପୂର୍ଣ୍ଣ ଓ ଶୃଙ୍ଖଳିତ ଭାବରେ ପାଳିତ ହୋଇଯାଇଛି। ଶୁକ୍ରବାର ଦିନ ରାତ୍ରିରୁ ଚର୍ଚ୍ଚିକାଙ୍କ ବିଜେସ୍ଥଳୀ…
Read More...

ହରଭଙ୍ଗାରେ ମେଗା ରକ୍ତଦାନ ଶିବିର

ହରଭଙ୍ଗା: ହରଭଙ୍ଗା ବ୍ଳକ ପୁରୁଣାକଟକ ପଞ୍ଚାୟତରେ ରବିବାର ବିଭିନ୍ନ ସାମାଜିକ ସଂଗଠନ ଯଥା କିଡ୍ନୀ ପ୍ରପୀଡ଼ିତ ନାଗରିକ କମିଟି, ମା’ ମାହେଶ୍ୱରୀ ସେବା ସଂଗଠନ, ଗର୍ଜନ ସେନା, ୟୁଥ ରେଡକ୍ରସ ପୁରୁଣାକଟ ଏବଂ ସରପଞ୍ଚ…
Read More...

ପିପିଲି ପୌର ନିର୍ବାଚନ; ୫୬ ପ୍ରାର୍ଥିଙ୍କୁ ୨୪ଘଣ୍ଟିଆ ନୋଟିସ

ପିପିଲି: ଆସନ୍ତା ୨୪ ତାରିଖରେ ହେବାକୁ ଥିବା ପିପିଲି ପୌର ନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ଜୋରଦାର ଚାଲିଥିବା ବେଳେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ସମସ୍ତ ୫୬ଜଣ ପ୍ରାର୍ଥିଙ୍କୁ ନିର୍ବାଚନ…
Read More...

ଗଞ୍ଜାମ ଏନଏସିରେ ଷ୍ଟାର ପ୍ରଚାରକଙ୍କୁ ନେଇ ବିଶାଳ ବାଇକ ରାଲି

ଗଞ୍ଜାମ: ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜୁ ଜନତା ଦଳ ପକ୍ଷରୁ ଜୋର ସୋର ନିର୍ବାଚନ ପ୍ରଚାର ଚାଲିଛି। ଏଠାରେ ବିଜେଡ଼ିର ଷ୍ଟାର ପ୍ରଚାରକ ସାଜିଛନ୍ତି ଅଭିନେତ୍ରୀ ଜୀନା, ଅଭିନେତା ସୁଭାଶିଷ ଶର୍ମା। ରବିବାର ଜୀନା…
Read More...

ଖଣ୍ଡୁଆଳମାଳି ସୁରକ୍ଷା ପାଇଁ ପଦଯାତ୍ରା

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ପାହାଡପଦର ପଞ୍ଚାୟତରେ ଥିବା ଖଣ୍ଡୁଆଳମାଳିର ସୁରକ୍ଷା ପାଇଁ ଖଣ୍ଡୁଆଳମାଳି ସୁରକ୍ଷା ସମିତି ପକ୍ଷରୁ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୮ ଓ ୨୯ ତାରିଖ ଖଣ୍ଡୁଆଳମାଳି…
Read More...

ମନସ୍ତରାରେ ପୁଣି ଖଟିଆରେ ବୁହା ହେଲେ ଗୁରୁତର ରୋଗୀ

ଲାଞ୍ଜିଗଡ: ସରକାରଙ୍କ ମାଳମାଳ ଯୋଜନା, ହେଲେ ଏହି ଯୋଜନା ପହଞ୍ଚି ପାରୁନି ଦୁର୍ଗମ ଅଞ୍ଚଳବାସୀଙ୍କ ପାଖରେ। ୨୫ବର୍ଷର ବିକାଶ ଗାଥା ଗାଉଥିବା ସରକାରଙ୍କ କାଗଜ କଲମରେ ସୀମିତ ରହୁଛି ଏହି ବିକାଶ। ନିର୍ବାଚନ ବେଳକୁ ଗଦାଗଦା…
Read More...

ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ସଂଘର ବୈଠକ ଅନୁଷ୍ଠିତ

ରାମନାଗୁଡା: ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ଅଲ ଓଡିଶା ଅଙ୍ଗନୱାଡ଼ି ଲେଡି଼ଜ୍ ୱାର୍କର୍ସ ଆସୋସିଏସନ୍ ରାମନାଗୁଡ଼ା ବ୍ଲକ ଶାଖାର ଏକ ବୈଠକ ଚାକୁଣ୍ଡା ହାଟପଦା ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାନେତ୍ରୀ…
Read More...

ଦୁର୍ଘଟଣାରେ ଚାଲିଗଲା ବାପା, ମାଆ ଓ ଝିଅର ଜୀବନ; ପୁଅ ଗୁରୁତର

ବଣାଇଁ : ବଣାଇଁ ଉପଖଣ୍ଡର କେ ବଲାଙ୍ଗ ଥାନା ଅନ୍ତର୍ଗତ ଲହଙ୍ଗାପଡାଠାରେ ଶନିବାର ବିଳମ୍ବିତ ରାତିରେ ବାଇକ ଦୁର୍ଘଟଣା ଘଟି ଗୋଟିଏ ପରିବାରର ଜଣେ ଶିଶୁ ସମେତ ବାପା, ମାଆଙ୍କ ମୃତ୍ୟୁ ଘଟିଛି। ଏଥିସହ ଆଠ ବର୍ଷର ପୁଅ…
Read More...

ବିଜ୍ଞାନର ଚମତ୍କାରିତା: ତିଆରି ହେଲା ଏମିତି ପୋଷାକ, ପିନ୍ଧିଲେ ଶୁଣିପାରିବେ ହୃଦୟର ସ୍ପନ୍ଦନ

ନୂଆଦିଲ୍ଲୀ: ଏପର୍ଯ୍ୟନ୍ତ ଆପଣ ନିଜ ହୃଦସ୍ପନ୍ଦନ, ପଲ୍ସ ଆଦିର ସ୍ଥିତି ମାପିବା ପାଇଁ ସ୍ମାର୍ଟୱାଚ୍‌ର ବ୍ୟବହାର କରୁଥିଲେ। କିନ୍ତୁ ବୈଜ୍ଞାନିକମାନେ ଏବେ ଏମିତି ପୋଷାକ ତିଆରି କରିବାରେ ସଫଳ ହୋଇଛନ୍ତି, ଯାହାଦ୍ବାରା…
Read More...

ଦୋଳପୂର୍ଣ୍ଣିମା ଆସିଲେ ମନେ ପଡେ ଗୁଁଡିଖାଇ

ରେଙ୍ଗାଲି: ପୋଥି କହେ ଆମ ରାଜ୍ୟରେ ବାର ମାସରେ ତେର ପର୍ବ। ତେର ପର୍ବ ମଧ୍ୟରୁ ପଶ୍ଚିମ ଓଡ଼ିଶାରେ ପାଳନ ହେଉଥିବା ଗଣପର୍ବ ଗୁଁଡିଖାଇ ପର୍ବ ଅନ୍ୟତମ। ପଶ୍ଚିମ ଓଡିଶାର ଅନ୍ୟତମ ପ୍ରସିଦ୍ଧ ଗଣପର୍ବ ନୁଆଁଖାଇ ଭଲି…
Read More...

ହିଲଟପ ସ୍ନାତକ ମହାବିଦ୍ୟାଳୟରେ କର୍ମନିଯୁକ୍ତି କର୍ମଶାଳା

ମୋହନା: ସ୍ଥାନୀୟ ହିଲଟପ ସ୍ନାତକ ମହାବିଦ୍ୟାଳୟ ପରିସରରେ ଉଚ୍ଚଶିକ୍ଷା ବିଭାଗ ଅଧିନସ୍ଥ ବିଶ୍ଵବ୍ୟାଙ୍କ ପ୍ରକଳ୍ପ ସହାୟତାରେ କର୍ମନିଯୁକ୍ତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଶୁଭ୍ରକାନ୍ତ…
Read More...

ରାଜ୍ୟସଭା ଯିବେ ହରଭଜନ

ଚଣ୍ଡିଗଡ଼: ପୂର୍ବତନ କ୍ରିକେଟର ହରଭଜନ ସିଂହଙ୍କୁ ଆମ୍‌ ଆଦମୀ ପାର୍ଟି ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀ କରାଯାଇଛି। ଭଗବନ୍ତ ମାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ହରଭଜନ ସିଂହଙ୍କ ନାଁ ରାଜ୍ୟସଭାକୁ ପଠାଇବାକୁ ଦଳ…
Read More...

ଇଫକୋ ସାର ଖୋଲା ବଜାରକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ଚାଷୀ

ରେଙ୍ଗାଲିକେମ୍ପ: ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳ ଓଡ଼ିଶାର ଭାତ ହାଣ୍ଡି ରୂପେ ମାନ୍ୟତା ପାଇଥିବା ବେଳେ ଅଞ୍ଚଳର ଚାଷୀଙ୍କ ଦୁର୍ଦ୍ଦଶା ବଢ଼ି ଚାଲିଛି। ଚଳିତ ରବି ଫସଲ ପାଇଁ ସାର ପାଇ ନାହାନ୍ତି ଚାଷୀ। ଅନ୍ୟ ପଟରେ ଇଫକୋ…
Read More...

ସମ୍ବାଦପତ୍ରର ଭୂମିକା ଶୀର୍ଷକ ଆଲୋଚନାଚକ୍ର 

ବେଗୁନିଆ: ବେଗୁନିଆ ବ୍ଲକ ଅନ୍ତର୍ଗତ ଜାଲଭାରକପିଳେଶ୍ୱରଦେବ ଉଚ୍ଚ ବିଦ୍ୟାଳୟରେ ସମ୍ବାଦ ପତ୍ରର ଭୂମିକା ଶୀର୍ଷକ ଆଲୋଚନାଚକ୍ରସହିତ ସମ୍ବାଦପତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ବାଦପତ୍ର ପ୍ରଦର୍ଶନୀରେ…
Read More...

ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ

ଭୁବନେଶ୍ୱର: ବାଲେଶ୍ବର ଜିଲା ସୋର ଗ୍ରାମ୍ୟ ଉନ୍ନୟନ ବିଭାଗ ଡିଭିଜନ-୨ର ସହକାରୀ ଯନ୍ତ୍ରୀ ପ୍ରମୋଥ କୁମାର ବେହୁରିଆଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଦ୍ରକ ଓ…
Read More...

ସ୍ବଚ୍ଛଭାରତ ଏଠି ପ୍ରହସନ; ଲକ୍ଷ୍ମୀପୁର ବ୍ଲକର ଅଧିକାଂଶ ଗୋଷ୍ଠୀ ଶୌଚାଳୟରେ ଝୁଲୁଛି ତାଲା

ଲକ୍ଷ୍ମୀପୁର: ସରକାର ସ୍ବଚ୍ଛ ଭାରତ ଯୋଜନାରେ ନିର୍ମାଣ କରିଛନ୍ତି ଗୋଷ୍ଠୀ ଶୌଚାଳୟ। ଏହି ଯୋଜନା ମାଧ୍ୟମରେ କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ବିଭିନ୍ନ ସ୍ଥାନରେ ନିର୍ମିତ ହୋଇଛି ଗୋଷ୍ଠୀ ଶୌଚାଳୟ। କିନ୍ତୁ ନିର୍ମାଣର…
Read More...

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାକରଣ ଦିବସ

ସୁଆଣ୍ଡୋ : ପୁରୀ ଜିଲା ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବୁଧବାର ଟିକାକରଣ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସାସ୍ଥ୍ୟକେନ୍ଦ୍ର ସଭା ଗୃହରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ବ୍ଲକର ସମସ୍ତ…
Read More...

ଶ୍ରୀଶ୍ରୀ ରଘୁନାଥ ଦେବଙ୍କର ବାର୍ଷିକ ପ୍ରତିଷ୍ଠା ଉତ୍ସବ ଓ କଳସଯାତ୍ରା

ବାଙ୍କୀ: ବାଙ୍କୀ ଏନଏସି ଅନ୍ତର୍ଗତ ରଣପୁର ଗ୍ରାମ ସ୍ଥିତ ରଘୁନାଥ ଦେବଙ୍କ ବିଜେସ୍ଥଳୀରେ ମନ୍ଦିରର ବାର୍ଷିକ ଉତ୍ସବ ବୁଧବାର ବୈଦିକ ବିଧି ବିଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସକାଳେ ମହାନଦୀ ରେଣୁକା ଘାଟରୁ…
Read More...

ଧାନ କ୍ରୟରେ ଅନିୟମିତତା ଅଭିଯୋଗ, ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା

ବାଙ୍କୀ: ବାଙ୍କୀ ଉପଖଣ୍ଡର ବିଭିନ୍ନ ପଞ୍ଚାୟତରେ କୃଷି ସେବା ସମବାୟ ସମିତି ଅଧିନରେ ମଣ୍ଡିରେ ଧାନ କିଣାଯାଉଛି। ବହୁ ମଣ୍ଡିରେ ମିଲରମାନେ ଧାନ କିଣିବାରେ ଟାଳଟୁଳ ଏବଂ ସେବା ସମବାୟ ସମିତିମାନଙ୍କରେ ସହଯୋଗର ପାତର ଅନ୍ତର…
Read More...

ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠରେ ବିପର୍ଯ୍ୟୟ ପ୍ରଶମନ ସଚେତନତା କାର୍ଯ୍ୟକ୍ରମ

ବାଙ୍କୀ: କଟକ ଜିଲ୍ଲା ମୁଣ୍ଡଳି ସ୍ଥିତ ୩ୟ ବାଟାଲିୟନ ଅନ୍ତର୍ଗତ ଏନଡିଆରଏଫ୍‍ ପରିଚାଳନାରେ ବୁଧବାର ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠ ପରିସରରେ ବିପର୍ଯ୍ୟୟ ପ୍ରଶମନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି…
Read More...

ମାନସିକ ଭାରସାମ୍ୟ ହରାଇ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ 

ବେଗୁନିଆ : ବେଗୁନିଆ କାମନା ସାହିରେ ବୁଧବାର ଜଣେ ମହିଳା ନିଜର ମାନସିକ ଭାରସାମ୍ୟ ହରାଇ ପଙ୍ଖାରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ସ୍ୱାମୀ ବେଗୁନିଆ ଥାନାରେ ଅଭିଯୋଗ କରିଛନ୍ତି । ଆଜି ଦ୍ୱିପ୍ରହର ସମୟରେ…
Read More...

‘ଦି କାଶ୍ମୀର ଫାଇଲ୍ସ’ ନାଁରେ ଠକେଇ; ସତର୍କ କଲା ପୁଲିସ

ନୋଏଡ଼ା: ବଲିଉଡ଼ ଚଳଚ୍ଚିତ୍ର ‘ଦି କାଶ୍ମୀର ଫାଇଲ୍ସ’କୁ ନେଇ ଏବେ ଖୁବ୍‌ ଚର୍ଚ୍ଚା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଫିଲ୍ମର ପ୍ରଶଂସା କରିଛନ୍ତି ଓ କହିଛନ୍ତି ଯେ, ଦେଶରେ ଏହିଭଳି ଚଳଚ୍ଚିତ୍ର ନିର୍ମାଣ…
Read More...

ଷ୍ଟେକ ହୋଲ୍ଡର ବୈଠକ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସଦଭାବନ ଗୃହଠାରେ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର(ଆଇସିଏମ୍ଆର) ଭୁବନେଶ୍ୱର ତରଫରୁ ୟୁନିଭର୍ସାଲ ହେଲ୍‌ଥ କଭରେଜ(ଭିଏଚସି) ପ୍ରକଳ୍ପ…
Read More...

ରୁଷ୍‌ ରାଷ୍ଟ୍ରପତିଙ୍କୁ ଯୁଦ୍ଧ ଅପରାଧୀ ଘୋଷଣା କଲା ଆମେରିକା ସିନେଟ୍‌; ସର୍ବସମ୍ମତିକ୍ରମେ ପ୍ରସ୍ତାବ ପାରିତ

ନୂଆଦିଲ୍ଲୀ: ଆମେରିକାରେ ରୁଷ୍‌ ବିରୁଦ୍ଧରେ କ୍ରୋଧ ବଢିବାରେ ଲାଗିଛି। ଆମେରିକା ସଂସଦରେ ଏ ସମ୍ପର୍କରେ ଏକ ପ୍ରସ୍ତାବ ପାରିତ ହୋଇଛି। ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣ ପାଇଁ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ…
Read More...

କାମ ସମୟରେ ଫୋନରେ କଥା ହୋଇପାରିବେନି ସରକାରୀ କର୍ମଚାରୀ !

ନୂଆଦିଲ୍ଲୀ: କାମ ସମୟରେ ସରକାରୀ କର୍ମଚାରୀ ଫୋନରେ ବ୍ୟକ୍ତିଗତ କଥା ହେବା ଅନୁଚିତ। ଏହା ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ। ମଙ୍ଗଳବାର କିଛି ଏମିତି ରାୟ ରଖିଛନ୍ତି ମାଦ୍ରାସ ହାଇକୋର୍ଟ। ମାଦ୍ରାସ ହାଇକୋର୍ଟଙ୍କ…
Read More...

ରୂପାନ୍ତରୀକରଣ ସ୍କୁଲର ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ବିଡିଓ

ଝୁମ୍ପୁରା: ଝୁମ୍ପୁରା ବ୍ଲକର ବିଭିନ୍ନ ବିଦ୍ୟାଳୟକୁ ବିଭାଗ ୨ୟ ପର୍ଯ୍ୟାୟରେ ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟ ହାତକୁ ନେଇ କାର୍ଯ୍ୟ ଆରମ୍ଭ କରିଛନ୍ତି। ରୂପାନ୍ତରୀକରଣ କାର୍ଯ୍ୟ ଆରମ୍ଭ ହେବା ପରେ କାମ କିପରି ଚାଲିଛି,…
Read More...

‘ରାଧେଶ୍ୟାମ’ ଦେଖି ଜୀବନ ହାରିଲେ ପ୍ରଭାସଙ୍କ ପ୍ରଶଂସକ !

ମୁମ୍ବାଇ: ବାହୁବଳୀ ପ୍ରଭାସଙ୍କ ‘ରାଧେଶ୍ୟାମ’ ଚଳଚ୍ଚିତ୍ର ଅନେକ ପ୍ରଶଂସକଙ୍କୁ ନିରାଶ କରିଛି। ହେଲେ ଆପଣ ଜାଣି ଚକିତ ହେବେ ଯେ, ‘ରାଧେଶ୍ୟାମ’ର ନକରାତ୍ମକ ସମୀକ୍ଷା ଦେଖି ପ୍ରଭାସଙ୍କ ଜଣେ ପ୍ରଶଂସକ ଜୀବନ ହାରିଛନ୍ତି।…
Read More...

ବ୍ଲକସ୍ତରୀୟ ବ୍ୟାଙ୍କର୍ସ ବୈଠକ; ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସ୍ୱାବଲମ୍ବୀ ହେବା ପାଇଁ ଋଣ ପ୍ରଦାନରେ ଗୁରୁତ୍ୱ

ବାଙ୍କୀ: ବାଙ୍କୀ-ଡମପଡା ବ୍ଲକ ସମ୍ମିଳନୀ ପ୍ରକୋଷ୍ଠରେ ମଙ୍ଗଳବାର ବାଙ୍କୀ ଓ ଡମପଡା ବ୍ଲକର ବ୍ଲକ ସ୍ତରୀୟ ବ୍ୟାଙ୍କର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଏନ.ଡି.ଏମ ରାଜେଶ କୁମାର ବେହେରା, ନବ ନିର୍ବାଚିତ…
Read More...

ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସମ୍ପ୍ରସାରିତ ସାମୂହିକ ସ୍ୱାସ୍ଥ୍ୟ ସେବା ପ୍ରଶିକ୍ଷଣ

ବାଙ୍କୀ: ଆୟୁଶ୍ମାନ ଭାରତ ଅନ୍ତର୍ଗତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ କାର୍ଯ୍ୟରତ ପୁରୁଷ ଓ ମହିଳା ସ୍ୱାସ୍ଥ୍ୟକର୍ମୀମାନେ କିଭଳି ଭାବରେ ସମ୍ପ୍ରସାରିତ ସାମୂହିକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାର ଗୁରୁତ୍ୱ ବହନ…
Read More...

ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ‘ମୋ ପଞ୍ଚାୟତ’ କାର୍ଯ୍ୟକ୍ରମର ଶୁଭାରମ୍ଭ

ଲାଞ୍ଜିଗଡ: ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ସରକାରୀ କାର୍ଯ୍ୟକ୍ରମ ବ୍ୟତୀତ ନିଜସ୍ୱ କାର୍ଯ୍ୟକ୍ରମ ଲାଗୁ କରାଯାଇ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସମାଧାନ ତଥା ପ୍ରଶାସନକୁ ଲୋକାଭିମୁଖୀ କରାଯିବାକୁ…
Read More...

ବୁଦ୍ଧଖୋଲରୁ ମିଳିଲା ବରକୁଦିଆ

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାର ବୁଦ୍ଧଖୋଲ ପାହାଡ଼ରୁ ଅତି ବିରଳ ବରକୁଦିଆ ଲେଗ ଲେସ ଲିଜ଼ାର୍ଡକୁ ଠାବ କରିଛି ସ୍ନେକ ହେଲ୍ପ ଲାଇନ। ଏହା ଏକ ଗୋଡ଼ବିହୀନ ଚମ୍ପେଇନେଉଳ ପ୍ରଜାତି। ଏହି ପ୍ରାଣୀଟି ଆଗରୁ ଓଡ଼ିଶାରେ ମାତ୍ର…
Read More...

ନୱାବ ମଲିକଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ଖାରଜ

ମୁମ୍ବଇ: ମହାରାଷ୍ଟ୍ରର ବମ୍ବେ ହାଇକୋର୍ଟ ମଙ୍ଗଳବାର ଦାଉଦ ଇବ୍ରାହିମ୍‌ ଲିଙ୍କ୍‌ ଓ ବେଆଇନ ଅର୍ଥ କାରବାର ମାମଲାରେ ମନ୍ତ୍ରୀ ନୱାବ ମଲିକଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ଏନସିପି ନେତା…
Read More...

ତୁଷୁରା ଏନଏସି ଦେଉନି ଇପିଏଫ ଟଙ୍କା: ୪ ଦିନ ହେଲା ଧାରଣାରେ ସଫେଇ କର୍ମଚାରୀ, ଗଦା ହୋଇଛି ଅଳିଆ

ଗୁଡଭେଲା: ପୌର ନିର୍ବାଚନ ପାଇଁ ତୁଷୁରା ସହର ଭିତରେ ନେତାଙ୍କ ଭିଡ଼ ଲାଗିରହିଛି। ନିଜ ଦଳୀୟ ସମର୍ଥକଙ୍କୁ ବିଜୟୀ କରାଇବା ପାଇଁ ମନ୍ତ୍ରୀ କରୁଛନ୍ତି ପ୍ରଚାର। ହେଲେ ସହରକୁ ସଫାସୁତୁରା ରଖୁଥିବା କର୍ମଚାରୀଙ୍କ ଇପିଏଫ…
Read More...

ଧାମରାରେ ବ୍ରଡବ୍ୟାଣ୍ଡ ସେବା ବ୍ୟାହତ, ଫାଇବର ବ୍ରଡବ୍ୟାଣ୍ଡ ସେବା କେବେ?

ଧାମରା: ଧାମରା ଅଂଚଳରେ ଭାରତୀୟ ସଂଚାର ନିଗମ ଲିମିଟେଡ ନିଜର ସ୍ଥାୟୀତ୍ୱ ବଜାଇ ରଖିଥିବା ବେଳେ ୨୪ଘଂଟା ସେବା ଯୋଗାଇବାରେ ବିଫଳ ହୋଇଛି। ୨ଦିନ ହେବ ଧାମରା ଅଂଚଳରେ ବ୍ରଡବ୍ୟାଣ୍ଡ ସେବା ବ୍ୟାହତ ହେବା ଫଳରେ ସାଧାରଣ…
Read More...

ଧାମରାରେ ଜଳ ମିଶନ ଏକ ପ୍ରଶ୍ନବାଚୀ; କାର୍ଯ୍ୟକାରୀତା ନେଇ କଳ୍ପନା ଜଳ୍ପନା

ଧାମରା: ଧାମରା ଅଂଚଳରେ ଖରାରେ ଲୋକ ଆଉଟୁପାଉଟୁ ହେଲେଣି। ତାପମାତ୍ରା ବଢି ବଢି ଚାଲିଥିବା ବେଳେ ଆଗାମୀ ଦିନରେ ଏହା ୪୦ଡିଗ୍ରୀ ପହଞ୍ଚିବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କଲେଣି। ଏଭଳି ସ୍ଥିତିରେ ଧାମରା ଅଂଚଳରେ…
Read More...

ଯିହୋବା ସାଲମ୍ ବାପତିଷ୍ଟ ସଂଗଠନ ପକ୍ଷରୁ ସାମୂହିକ ବିବାହ କର୍ଯ୍ୟକ୍ରମ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ କିଲାସମା ପଞ୍ଚୟତ ସ୍ଥିତ ଝରଘାଟି ବାପତିଷ୍ଟ ମଣ୍ଡଳୀ ଚର୍ଚ୍ଚଠାରେ ଆଜି ଏକ ସାମୂହିକ ବିବାହ କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯିହୋବା ସାଲମ୍ ବାପତିଷ୍ଟ ସଂଗଠନ ଦ୍ଵାରା…
Read More...

ରାଜ୍ୟସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ କଲ୍ୟାଣସିଂହପୁର ଗସ୍ତ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ରାଜ୍ୟସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀ ଦଳ ସୋମବାର ଗସ୍ତ କରିଥିଲେ । ରାଜ୍ୟସ୍ତରୀୟ(ଏଡିବିସି) ଜୋନାଲ ଡ଼ାଇରେକ୍ଟର ଡାକ୍ତର ଜୀବନ ବି…
Read More...

ଏପ୍ରିଲ ୧୩ରୁ ନବମ ପରୀକ୍ଷା

ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ବୋର୍ଡ଼ ପକ୍ଷରୁ ନବମ ଶ୍ରେଣୀ ପରୀକ୍ଷା ନେଇ ସୋମବାର ଗୁରୁତ୍ବପୂର୍ଣ୍ଣ ସୂଚନା ପ୍ରଦାନ କରାଯାଇଛି। ଏପ୍ରିଲ ୧୩ ତାରିଖରୁ ଆରମ୍ଭ ହେବ ନବମ ଶ୍ରେଣୀ ସମ୍ମେଟିଭ୍‌ ପରୀକ୍ଷା-୨। ସକାଳ ୮ଟାରୁ…
Read More...

୫ଟି ବିଦ୍ୟାଳୟର ପୁନରୁଦ୍ଧାର କାର୍ଯ୍ୟ ସମୀକ୍ଷା କଲେ ଜିଲ୍ଲାପାଳ

ରାମନାଗୁଡା: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଅଧିନରେ ୫ଟି ଯୋଜନାରେ ଅନ୍ତର୍ଭୁକ୍ତ ଥିବା ବ୍ଲକର ୭ଗୋଟି ଉଚ୍ଚ ବିଦ୍ୟାଳୟକୁ ସୋମବାର ଜିଲ୍ଲାପାଳ ସରୋଜ କୁମାର ମିଶ୍ର ପରିର୍ଦଶନ କରିଛନ୍ତି। ପରିଦର୍ଶନରେ ବିଦ୍ୟାଳୟରେ…
Read More...

ସିବିଏସଇ ଦଶମ ଓଡ଼ିଆ ପରୀକ୍ଷା ମୂଲ୍ୟାୟନ ତ୍ରୁଟି ଘଟଣା; ବୋର୍ଡ଼ ପକ୍ଷରୁ ବିଶେଷଜ୍ଞ କମିଟି ଗଠିତ

ଭୁବନେଶ୍ବର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼(ସିବିଏସଇ)ର ଦଶମ ଶ୍ରେଣୀ ଟର୍ମ-୧ ଓଡ଼ିଆ ପରୀକ୍ଷା ମୂଲ୍ୟାୟନ ତ୍ରୁଟି ଅଭିଯୋଗ ଘଟଣାର ଅନୁଧ୍ୟାନ ପାଇଁ ସୋମବାର ବିଶେଷଜ୍ଞ କମିଟି ଗଠନ କରିଛି ସିବିଏସଇ। ଏନେଇ…
Read More...

ଦୁଇ ମାସ ହେଲା ସୁଆଣ୍ଡୋକୁ ପାନୀୟ ଜଳଯୋଗାଣ ବନ୍ଦ

ସୁଆଣ୍ଡୋ: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଗ୍ରାମକୁ ଦୁଇମାସ ହେଲା ପାନୀୟ ଜଳଯୋଗାଣ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏ ସଂପର୍କରେ ବିଭାଗୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନିକ ଅଧିକାରୀଙ୍କୁ ଗ୍ରାମବାସୀ…
Read More...

‘ପୁଷ୍ପା-୨’: ପୁଣି ଧମାଲ୍‌ ମଚାଇବାକୁ ପ୍ରସ୍ତୁତ ଅଲ୍ଲୁ ଅର୍ଜୁନ

ମୁମ୍ବାଇ: ଲୋକପ୍ରିୟ ଦକ୍ଷିଣ ଭାରତୀୟ ଅଭିନେତା ଅଲ୍ଲୁ ଅର୍ଜୁନ ଅଭିନୀତ ଚଳଚ୍ଚିତ୍ର ‘ପୁଷ୍ପା’ର ଅବିଶ୍ବସନୀୟ ସଫଳତା ପରେ ଏବେ ଏହାର ଦ୍ବିତୀୟ ଭାଗକୁ ନେଇ ଚର୍ଚ୍ଚା ଜୋର ଧରିଛି। ଫିଲ୍ମକୁ ନେଇ ଏକ ନୂଆ ଖବର ସାମ୍ନାକୁ…
Read More...

ୟୁକ୍ରେନର ଭାରତୀୟ ଦୂତାବାସ ପୋଲାଣ୍ଡକୁ ସ୍ଥାନାନ୍ତର

ନୂଆଦିଲ୍ଲୀ: ୟୁକ୍ରେନରେ ଥିବା ଭାରତୀୟ ଦୂତାବାସକୁ ଅସ୍ଥାୟୀ ଭାବେ ପୋଲାଣ୍ଡକୁ ସ୍ଥାନାନ୍ତର କରାଯାଇଛି। ଏନେଇ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ରୁଷର ଘନ ଘନ ଆକ୍ରମଣରେ ଦିନକୁ ଦିନ…
Read More...

ଯାଜପୁର ଜିଲାପରିଷଦ ସଭାପତି ଭାବେ ନଳିନୀପ୍ରଭା ଯେନା ନିର୍ବାଚିତ

ଯାଜପୁର: ଯାଜପୁର ଜିଲାପରିଷଦ ସଭାପତି ନିର୍ବାଚନରେ ୩ ନମ୍ବର ଜୋନର ପ୍ରାର୍ଥୀ ନଳିନୀପ୍ରଭା ଯେନା ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ରବିବାର ଜିଲା ଗ୍ରାମ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଅନୁଷ୍ଠିତ ନିର୍ବାଚନରେ…
Read More...

ଭୋପାଳରେ ୬ ଆତଙ୍କୀ ଗିରଫ, ବିପୁଳ ମାତ୍ରାରେ ବିସ୍ଫୋରକ ଜବତ

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଗୁଇନ୍ଦା ବିଭାଗ ୬ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କ ନିକଟରୁ ବିପୁଳ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଆତଙ୍କବାଦୀମାନେ ସହରର ଏଶବାଗ…
Read More...

ଓଡ଼ିଆ ଚାଷୀ ତାଲିମ ନେଇ ବେଙ୍ଗାଲୁରୁରୁ ଫେରିଲେ

ସୁଆଣ୍ଡୋ: ଉନ୍ନତ ମାନର ବିହନ ଉତ୍ପାଦନ ଗୋଟିଏ ଲାଭଜନକ ଚାଷ । ବୈଜ୍ଞାନିକମାନେ କହନ୍ତି ଉନ୍ନତ ମାନର ବିହନ ଚାଷୀ ବ୍ୟବହାର କଲେ ତା’ର ରୋଜଗାର ୩ ଗୁଣ ବୃଦ୍ଧି ପାଇଥାଏ। ଉନ୍ନତ ବିହନ ଉତ୍ପାଦନ ପଦ୍ଧତି ଶିକ୍ଷା ଗ୍ରହଣ…
Read More...