ଭାଇରାଲ୍‌ ଭିଡିଓ: ନିଜ ପ୍ରଧାନମନ୍ତ୍ରୀଙ୍କୁ ଚିଲ୍ଲାଇ ଚିଲ୍ଲାଇ ଅନ୍ତର୍ଜାତୀୟ ଭିକାରି କହିଲେ ପାକ୍‌ ସାଂସଦ

ଇସଲାମାବାଦ: ପାକିସ୍ତାନରେ ରାଜନୈତିକ ସଙ୍କଟ ଏବେ ଶେଷ ହୋଇଛି। ସମସ୍ତ ଉଦ୍ୟମ ପରେ ମଧ୍ୟ ଇମ୍ରାନ ଖାନ ଅନାସ୍ଥା ପ୍ରସ୍ତାବରେ ନିଜ ସରକାର ବଞ୍ଚାଇ ପାରିଲେ ନାହିଁ। ଶେହବାଜ ଶରିଫ୍‌ ବର୍ତ୍ତମାନ ଦେଶର ନୂଆ…
Read More...

ଛାତ୍ରୀଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

ପାତ୍ରପୁର: ପାତ୍ରପୁର ବ୍ଳକ ସାମନ୍ତିଆ ପଲ୍ଲୀ ଶ୍ରୀ ଭରତ ପତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦଯାପିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ମାନସ ରଞ୍ଜନ ଆଚାର୍ଯ୍ୟ…
Read More...

ତୁମ୍ବାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ପାତ୍ରପୁର: ପାତ୍ରପୁର ବ୍ଳକ ତୁମ୍ବାଠାରେ ମିଶନ ଶକ୍ତି, ଉତ୍କଳମଣି ଯୁବକ ସଂଘ ଓ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଦ୍ୱାରା ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୧୦୩ ଜଣଙ୍କ ଚକ୍ଷୁ ପରୀକ୍ଷା…
Read More...

ବାରମ୍ବାର ପାଇପ ଫାଟି ପାତ୍ରପୁର ଗ୍ରାମକୁ ଜଳଯୋଗାଣ ବ୍ୟାଘାତ

ପାତ୍ରପୁର: ଗତ କିଛିଦିନ ହେଲା ପାତ୍ରପୁର ଅଂଚଳରେ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଇଛି। ଯାହା ଫଳରେ ଏବେ ଅଂଚଳରେ ପ୍ରବାହିତ ନଦୀ ବଗି, ପୋଇଚାନ୍ଦିଆ, ମହେନ୍ଦ୍ରତନୟା ପ୍ରଭୃତି ଶୁଖି ଯାଇଥିବା ଯୋଗୁଁ ଜଳକଷ୍ଟ ଅନୁଭୂତ ହେଉଛି…
Read More...

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର

ଗଞ୍ଜାମ: ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ତରଫରୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଛତ୍ରପୁର ଉପଜିଲ୍ଲାପାଳଙ୍କ ନିକଟକୁ ଏକ ସ୍ମାରକ ପତ୍ର କଲେଜ ଅଧ୍ୟକ୍ଷଙ୍କ ଜରିଆରେ ପ୍ରଦାନ କରାଯାଇଛି।…
Read More...

ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡ଼ିକୁ ଆକ୍ରମଣ ଘଟଣାକୁ ନିନ୍ଦା କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡ଼ିକୁ ମଝି ରାସ୍ତାରେ ଅଟକାଇ ଗାଡ଼ି ଚାଳକ ଓ ସୁରକ୍ଷାକର୍ମୀଙ୍କୁ ଦିନ ଦ୍ୱିପ୍ରହରରେ ଆକ୍ରମଣ କରିବା ଘଟଣାକୁ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…
Read More...

ମୋହନାରେ ପାନୀୟ ଜଳର ଉତ୍କଟ ସମସ୍ୟା

ମୋହନା: ବସୁଧା ଯୋଜନା ମାଧ୍ୟମରେ ଗାଁଠାରୁ ସହର ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟକ୍ତି ଯେପରି ପାନୀୟ ଜଳ ପାଇପାରିବେ କେହି ମଧ୍ୟ ସେଥିରୁ ବଞ୍ଚିତ ନ ହେବେ ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ…
Read More...

ସନ୍ତାନ ସନ୍ତତିଙ୍କ ମଙ୍ଗଳ ମନାସୀ ଚୈତ୍ର ମଙ୍ଗଳବାର ପୂଜା

ଛତିଆ : ଚୈତ୍ର ମଙ୍ଗଳବାର ବା ପନ୍ଥେଇ ପୂଜା ଓଡ଼ିଶାର ପୁରପଲ୍ଲୀରେ ପାଳନ କରାଯାଇଥାଏ। ଆଜି ଏହି ଅବସରରେ ଯାଜପୁର ଜିଲ୍ଲା ବଡଚଣା ବ୍ଲକର ଛତିଆ ଅଧୀନସ୍ଥ ଇଛାନଗରପାଟଣା ଠାରେ ଥିବା ଦେବୀ ମଣ୍ଡପ ନିକଟରେ ଗ୍ରାମର…
Read More...

ଉଦ୍ଧାର ଅଭିଯାନ ଶେଷ: ୪୫ ଘଣ୍ଟାରେ ବଞ୍ଚିଲା ୪୬ ଜୀବନ, ୩ ମୃତ

ରାଞ୍ଚି: ଝାଡ଼ଖଣ୍ଡର ଦେଓଘର ଜିଲା ତ୍ରିକୁଟ ପର୍ବତ ରୋପୱେ ଦୁର୍ଘଟଣା ପରେ ଚାଲିଥିବା ଉଦ୍ଧାରକାର୍ଯ୍ୟ ଶେଷ ହୋଇଛି। ଦୀର୍ଘ ୪୫ ଘଣ୍ଟା ଧରି ଚାଲିଥିବା ଏହି ଅଭିଯାନରେ ୪୬ଟି ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସଫଳ ହୋଇଛି…
Read More...

ତିରୁମାଳା ଭେଙ୍କଟେଶ୍ବର ମନ୍ଦିରରେ ଦଳାଚକଟା ପରିସ୍ଥିତି; ୩ ଆହତ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ସ୍ଥିତ ତିରୁମାଳା ଭେଙ୍କଟେଶ୍ବର ମନ୍ଦିରରେ ମଙ୍ଗଳବାର ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି, ଯଦ୍ବାରା ସେଠାରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହା କାରଣରୁ…
Read More...

ବଗିଚାରେ ଶୌଚ ହେବାକୁ ମନା କରିବାରୁ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ବୌଦ୍ଧ : ବଗିଚାରେ ଶୌଚ ହେବାକୁ ମନା କରିବାରୁ ବଗିଚା ମାଲିକଙ୍କୁ ଟାଙ୍ଗିଆରେ ହାଣି ନୃଶଂସ ଭାବରେ ହତ୍ୟା କଲା ଦୁର୍ବୃତ୍ତ। ମୃତକ ଜଣକ ହେଉଛନ୍ତି ଏକାଦଶୀ ନାଏକ ଏବଂ ହତ୍ୟାକାରୀର ନାମ ନରେନ୍ଦ୍ର ପ୍ରଧାନ । ସୂଚନା…
Read More...

ଗର୍ଭବତୀ ଓ ପ୍ରସୂତୀଙ୍କ ପାଇଁ ଯୋଗାଇ ଦିଆଯାଉଥିବା ସରକାରୀ ଖାଦ୍ୟ ନିମ୍ନମାନର ଅଭିଯୋଗ

ଗଞ୍ଜାମ: ଗଂଜାମ ବ୍ଲକ ଓ ଏନଏସି ଅଞ୍ଚଳରେ ଅଙ୍ଗନୱାଡି କେନ୍ଦ୍ରକୁ ଗର୍ଭବତୀ ଓ ପ୍ରସୂତୀ ମାଆମାନଙ୍କ ପାଇଁ ଯୋଗାଇ ଦିଆଯାଉଥିବା ବିଭିନ୍ନ ବର୍ଗର ଖାଦ୍ୟ ଜିନିଷ ଅତ୍ୟନ୍ତ ନିମ୍ନ ମାନର ବୋଲି ଅଭିଯୋଗ ହୋଇଛି। ଫଳରେ ଏହାକୁ…
Read More...

ଶିଶୁଙ୍କ ପାଇଁ ଦିନଟିଏ 

ବେଗୁନିଆ: ବେଗୁନିଆ ବ୍ଲକ ଅଧିନସ୍ଥ ସିକୋ ଗ୍ରାମପଞ୍ଚାୟତ ଚନ୍ଦ୍ରଶେଖରପୁର ମୌଜାର ପଣ୍ଡିତ ଦାଶରଥି ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ନୂତନ ସରପଞ୍ଚ ସନ୍ତୋଶୀ ରାୟଙ୍କ ଅଧ୍ୟକ୍ଷତାରେ ଶିଶୁମାନଙ୍କ ପାଇଁ ଗୋଟିଏ ଦିନ…
Read More...

ଦଣ୍ଡମୁକ୍ତ ଅଞ୍ଚଳରେ କଠୋର ଦଣ୍ଡ: ୭ ଛାତ୍ରୀ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ପାଟଣାଗଡ଼: ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷିତ ଏକ ବିଦ୍ୟାଳୟରେ ଜନୈକ ଶିକ୍ଷକଙ୍କ କଠୋର ଦଣ୍ଡରେ ଦଣ୍ଡିତ ହୋଇ ୭ଜଣ ଛାତ୍ରୀ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଭଳି ଏକ…
Read More...

ବେଗୁନିଆ ବ୍ଲକସ୍ତରୀୟ ବିଜ୍ଞାନ ମେଳା 

ବେଗୁନିଆ: ବେଗୁନିଆ ବ୍ଲକସ୍ତରୀୟ ବିଜ୍ଞାନ ମେଳା ସୋମବାର ସିମୋରସ୍ଥିତ କୁଞ୍ଜବିହାରୀଦେଵ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ସକାଳ ୭ଟା ସମୟରେ ଆରାଧ୍ୟ ଠାକୁର ପ୍ରଭୁ କୁଞ୍ଜବିହାରୀଙ୍କ…
Read More...

ଲାଞ୍ଜିଗଡ଼ରେ ବାର୍ଷିକ ଚୈତ୍ରଯାତ୍ରା: ମା’ ଠାକୁରାଣୀଙ୍କ ଘଟ ପରିକ୍ରମା ଶେଷ

ଲାଞ୍ଜିଗଡ: ଶୁକ୍ଳପକ୍ଷ ଦ୍ୱିିତୀୟା ତିଥିରେ ଲାଞ୍ଜିଗଡ ବ୍ଲକରେ ଦେବାଦେବୀଙ୍କ ବାର୍ଷିକ ଚୈତ୍ରଯାତ୍ରା ପର୍ବ ଶନିବାରଠାରୁ ଆରମ୍ଭ ହୋଇଛି। ଏହି ପର୍ବ ପାଳନ ପାଇଁ ବିଭିନ୍ନ ସ୍ଥାନରେ ଅଲଗା ଅଲଗା ତିଥି ରହିଥିବା ବେଳେ…
Read More...

ରୋପୱେ ଟ୍ରଲି ପରସ୍ପର ଧକ୍କା: ଜଣେ ମୃତ, ୨୦ ଘଣ୍ଟା ଧରି ପାହାଡ଼ରେ ଫସି ରହିଛନ୍ତି ଲୋକେ

ରାଞ୍ଚି: ଝାଡ଼ଖଣ୍ଡର ଦେଓଘର ଜିଲାରେ ରବିବାର ସନ୍ଧ୍ୟାରେ ଘଟିଛି ଏକ ବଡ଼ ଅଘଟଣ। ଏଠାରେ ସର୍ବୋଚ୍ଚ ତ୍ରିକୁଟ ରୋପୱେର ଟ୍ରଲି ପରସ୍ପର ମଧ୍ୟରେ ଧକ୍କା ହେବା ଫଳରେ ଗତ ୨୦ ଘଣ୍ଟା ଧରି ୪୮ ଜଣ ଲୋକ ପାହାଡ଼ରେ ଫସି…
Read More...

ଏପ୍ରିଲ ୨୯ରୁ ମାଟ୍ରିକ ପରୀକ୍ଷା

ଭୁବନେଶ୍ବର: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶୁକ୍ରବାର ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ଏପ୍ରିଲ ୨୯ରୁ ମେ’ ୬ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ…
Read More...

ରାସ୍ତାକଡ଼କୁ ଓଲଟି ପଡ଼ିଲା ଯାତ୍ରାବାହୀ ବସ୍; ୬ ଗୁରୁତର

ଧାମନଗର: ଧାମନଗରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ ରବିବାର ଏକ ଗୋରୁକୁ ବାଡେଇ ରାସ୍ତା କଡକୁ ଓଲଟି ପଡିଥିବା ଜଣାପଡ଼ିଛି। ଓଁମ ନାମକ ଏହି ଯାତ୍ରୀବାହୀ ବସ୍ ପଳିକିରି ଛକ ନିକଟରେ ଭାରସାମ୍ୟ ହରାଇ…
Read More...

ନୀଳଗିରି ଥାନା ପୁଲିସର ବର୍ବରତା ବିରୋଧରେ ପ୍ରେସ ଆସୋସିଏସନର କଳାବ୍ୟାଚ ପରିଧାନ

ନର୍ଲା: କାର୍ଯ୍ୟରତ ସାମ୍ବାଦିକ ଲୋକନାଥ ଦଳେଇଙ୍କ ପ୍ରତି ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ପୁଲିସର ବର୍ବରତା ପ୍ରତିବାଦରେ ନର୍ଲା ପ୍ରେସ ଆସୋସିଏସନ ପକ୍ଷରୁ କଳାବ୍ୟାଚ ପରିଧାନ କରି ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ…
Read More...

ବାଇକ-ସ୍କୁଟି ଧକ୍କା: ଯୁବ ବ୍ୟବସାୟୀ ମୃତ, ୨ ଗୁରୁତର

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକରେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିବାବେଳେ ରବିବାର ପୁଣି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ଏଥିସହ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା…
Read More...

ବଦାନ୍ୟ ବ୍ୟକ୍ତିଙ୍କ ମହାନତା: ପେନସନ୍‌ ଟଙ୍କାରେ ନଦୀଘାଟରେ ତିଆରି କଲେ ପାହାଚ

ଭଣ୍ଡାରିପୋଖରୀ: ନିଜସ୍ବ ପେନସନ୍‌ ଟଙ୍କାରେ ନଦୀଘାଟ ମରାମତି କରିବା ସହ ପାହାଚ ନିର୍ମାଣ କରି ଆଖପାଖ ଅଞ୍ଚଳରେ ଚର୍ଚ୍ଚାର ପାତ୍ର ସାଜିଛନ୍ତି ୮୬ ବର୍ଷୀୟ ଅବସରପ୍ରାପ୍ତ ସରକାରୀ ଚକବନ୍ଦୀ ଅଧିକାରୀ ରାମଚନ୍ଦ୍ର ଦାଶ।…
Read More...

ମହାନଦୀରେ ବୁଡ଼ିଗଲେ ୩ ଯୁବକ: ଜଣେ ଉଦ୍ଧାର, ୨ ନିଖୋଜ

କଟକ: କଟକ ଯୋବ୍ରା ନିକଟରେ ମହାନଦୀରେ ୩ ଜଣ ଯୁବକ ବୁଡ଼ି ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଜଣକୁ ଉଦ୍ଧାର କରାଯାଇଛି। ଅନ୍ୟ ଦୁଇ ଜଣ ନିଖୋଜ ଥିବା ସୂଚନା ମିଳିଛି। ତିନି ଯୁବକଙ୍କ ଘର ଚୂନଭାଟି ଚାରିଘରିଆରେ ବୋଲି…
Read More...

୨ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟରେ ସାକ୍ଷୀଗୋପାଳ କୃଷି ଫାର୍ମକୁ ଆଦର୍ଶ ଫାର୍ମରେ ପରିଣତ କରାଯିବ: କୃଷି ମନ୍ତ୍ରୀ

ସୁଆଣ୍ଡୋ: ରାଜ୍ୟର ଏକ ଆଦର୍ଶ କୃଷି ଫାର୍ମ ଭାବେ ଗଢିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀ ଜିଲା ସାକ୍ଷୀଗୋପାଳ କୃଷି ଫାର୍ମ ପାଇଁ ୨ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି । ଉକ୍ତ ଫାର୍ମର ନିଜସ୍ବ…
Read More...

ସୁରକ୍ଷାବାହିନୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କୀ

ଶ୍ରୀନଗର: ଶ୍ରୀନଗରର ବିଶମ୍ବର ନଗରରେ ରବିବାର ସକାଳେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ସୁରକ୍ଷାବାହିନୀ ଦୁଇ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। କାଶ୍ମୀର ଆଇଜିପିଙ୍କ ସୂଚନା…
Read More...

୧୦୦୦ କୋଟି କ୍ଲବରେ ‘ଆରଆରଆର’: ଆୟ କ୍ଷେତ୍ରରେ ଦେଶରେ ତୃତୀୟ

ମୁମ୍ବଇ: ଏପରି ଏକ ସମୟ ଥିଲା ଯେତେବେଳେ ​‌କୌ​‌ଣସି ଚଳଚ୍ଚିତ୍ର ଯଦି ୧୦୦ କୋଟି କ୍ଲବରେ ସାମିଲ ହୁଏ, ତାହେଲେ ତାକୁ ସଫଳ ଫିଲ୍ମ କୁହାଯାଉଥିଲା। ପ୍ରତ୍ୟେକ ଅଭିନେତାଙ୍କର ଆଶା ଥାଏ ଯେ, ତାଙ୍କ ଚଳଚ୍ଚିତ୍ର ୧୦୦ କୋଟି…
Read More...

ପାପଡ଼ାହାଣ୍ଡି ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଟଙ୍କା ଆତ୍ମସାତ ଅଭିଯୋଗ

ନବରଙ୍ଗପୁର: ଗରୀବ ଲୋକଙ୍କ ପାଇଁ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେଉଥିବାବେଳେ ଏହି ଯୋଜନାର ସଫଳତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗରୀବଙ୍କ ପାଇଁ ଉଦିଷ୍ଟ ଆବାସ କରା ନଯାଇ ଟଙ୍କା ହଡପ କରି…
Read More...

ହରିଣ ରକ୍ତରେ ସ୍ନାନ କରନ୍ତି ପୁଟିନ୍‌ ?

ରୁଷ୍‌ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି। ରୁଷ୍‌ର ଆକ୍ରମଣରେ ୟୁକ୍ରେନର ଅବସ୍ଥା ଅତ୍ୟନ୍ତ ଖରାପ ହେବାରେ ଲାଗିଛି। ପ୍ରାୟ ଦେଢ ମାସ ହେବ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଚାଲିଛି, କିନ୍ତୁ କେହି ମୁଣ୍ଡ…
Read More...

ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ; ଫସିଗଲେ ବରିଷ୍ଠ କିରାଣୀ

ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲା ଟ୍ରେଜେରୀ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ସମର ହେମ୍ବ୍ରମଙ୍କୁ ଶୁକ୍ରବାର ଭିଜିଲାନ୍ସ ଗିରଫ କରିଛି। ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି।…
Read More...

ବ୍ରହ୍ମପୁର ମହାନଗର ନିଗମର ଡେପୁଟିମେୟର ହେଲେ ବିବେକ

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର ଡେପୁଟିମେୟର ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବିଜେଡିର ବିବେକ ରେଡ୍ଡୀ ଡେପୁଟିମେୟର ଭାବେ ନିର୍ବାଚିତ ହୋଇଛନ୍ତି। ମହାନଗର ନିଗମରେ ୪୨ ୱାର୍ଡ ଥିବା ବେଳେ ସେଥିରୁ…
Read More...

ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣା: ନିଜଆଡ଼ୁ ହସ୍ତକ୍ଷେପ କଲେ ଓଏଚଆରସି, ହାବିଲଦାର ନିଲମ୍ବିତ

ଭୁବନେଶ୍ବର: ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳର କାର୍ଯ୍ୟରତ ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ନୀଳଗିରି ଥାନା ଅଧିକାରୀ ଦ୍ରୌପଦୀ ଦାସଙ୍କ ଦୁର୍ବ୍ୟବହାର ଓ ଗୋଡ଼ରେ ବେଡ଼ି ପକାଇବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ…
Read More...

କୋଟିପତି ସହକାରୀ ଯନ୍ତ୍ରୀ ଗିରଫ

ଭୁବନେଶ୍ୱର: ଗିରଫ ହେଲେ ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳ। ଦୀର୍ଘ ୪୮ ଘଣ୍ଟାର ଚଢାଉ ପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ସହକାରୀ ଯନ୍ତ୍ରୀଙ୍କୁ ଶୁକ୍ରବାର ଗିରଫ…
Read More...

ସାମ୍ବାଦିକଙ୍କ ପ୍ରତି ପୁଲିସର ବର୍ଵରତା ପ୍ରତିବାଦରେ କଳାଦିବସ ପାଳନ

ସାକ୍ଷୀଗୋପାଳ: ନିଳଗିରିରେ ସାମ୍ବାଦିକଙ୍କ ପ୍ରତି ପୁଲିସର ବର୍ଵରତା ପ୍ରତିବାଦରେ ଶୁକ୍ରବାର ସତ୍ୟବାଦୀରେ ସାମ୍ବାଦିକମାନଙ୍କ ପକ୍ଷରୁ କଳାଦିବସ ପାଳନ କରାଯାଇଛି। ସାମ୍ବାଦିକମାନେ କଳା ବ୍ୟାଚ ପରିଧାନ କରି ପୂର୍ବାହ୍ନ…
Read More...

ନୀଳଗିରି ଥାନା ଆଇଆଇସିକୁ ଗିରଫ ଦାବି କଲା ସଇଁତଲା ସାମ୍ବାଦିକ ସଂଘ, କଳାବ୍ୟାଚ ପିନ୍ଧି ଥାନା ଆଗରେ ପ୍ରତିବାଦ

ସଇଁନ୍ତଲା: ଦିନକୁ ଦିନ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ଓ ଦୁର୍ବ୍ୟବହାର ଘଟଣା ବଢ଼ିବାରେ ଲାଗିଛି, ଯାହା ଦ୍ଵାରା ସାମ୍ବାଦିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ନିଳଗିରି ଥାନା…
Read More...

ବାଡ଼ି ଭିତରୁ ହରିଣର ମୃତଦେହ ଉଦ୍ଧାର

କଳାବାଡିଆ: ଘର ବାଡ଼ି ଭିତରୁ ହରିଣର ମୃତଦେହ ଉଦ୍ଧାର କଲା ବନ ବିଭାଗ। ସୂଚନା ଅନୁସାରେ, ବାଙ୍ଗିରିପୋଷି ରେଞ୍ଜ ଜୋକା ବିଟର ପକପକା ଗ୍ରାମର ବାବଲୁ ସରେନଙ୍କ ଘର ବାଡ଼ିରେ ଏକ ମୃତ ହରିଣ ଥିବାର କୋଣସି ସୂତ୍ରରୁ ବନ…
Read More...

ତୁଳସୀପୁର ଗ୍ରାମର ୨ ବରିଷ୍ଠ ଶିକ୍ଷାବିତ୍‍ ସମ୍ବର୍ଦ୍ଧିତ

ବାଙ୍କୀ: ବାଙ୍କୀ-ଡମପଡା ବ୍ଲକ ଅନ୍ତର୍ଗତ ତୁଳସୀପୁର ଗ୍ରାମର ୨ବରିଷ୍ଠ ଶିକ୍ଷାବିତ୍‍ ତଥା ସୃଜନଶୀଳ ପ୍ରତିଭାଧାରୀ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମାଗୁଣୀ ସାହୁ ଏବଂ ଅବସରପ୍ରାପ୍ତ ବିଦ୍ୟାଳୟ ଅନୁନିରୀକ୍ଷକ ଭୀମସେନ…
Read More...

ଡମପଡ଼ା ଆଞ୍ଚଳିକ କନିଷ୍ଠ ମହାବିଦ୍ୟାଳୟରେ ଆତ୍ମରକ୍ଷା କୌଶଳ ଶିବିର ଉଦଘାଟିତ

ବାଙ୍କୀ: ସ୍ଥାନୀୟ ଡମପଡା ଆଞ୍ଚଳିକ କନିଷ୍ଠ ମହାବିଦ୍ୟାଳୟରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଉଦଘାଟିତ ହୋଇଯାଇଛି। କନିଷ୍ଠ ମହାବିଦ୍ୟାଳୟର ୧ମ ବର୍ଷର ନବାଗତ ଛାତ୍ରୀମାନେ ଏହି ପ୍ରଶିକ୍ଷଣ ଶିବିରରେ ଯୋଗଦେଇ ଆତ୍ମରକ୍ଷା…
Read More...

ବାଙ୍କୀ ଏନଏସି ଉପାଧ୍ୟକ୍ଷ ଭାବେ ସନ୍ତୋଷ ରଣା ନିର୍ଦ୍ବନ୍ଦ୍ବରେ ନିର୍ବାଚିତ

ବାଙ୍କୀ: ବାଙ୍କୀ ଏନଏସି ଉପାଧ୍ୟକ୍ଷ ନିର୍ବାଚନ ଗୁରୁବାର ଏନଏସି ସମ୍ମିଳନୀ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ଏହି ନିର୍ବାଚନ ପ୍ରକ୍ରୀୟାରେ ନବ ନିର୍ବାଚିତ ୧୭ଜଣ ପାରିଷଦଙ୍କ ମଧ୍ୟରୁ ୧୧ଜଣ ଉପସ୍ଥିତ ରହିଥିଲେ।…
Read More...

ବିଶ୍ୱ ସାସ୍ଥ୍ୟ ଦିବସରେ ମାଗଣା ସ୍ୱାସ୍ଥ୍ୟ ଶିବିର

ସୁଆଣ୍ଡୋ: ପୁରୀ ଜିଲା ସତ୍ୟବାଦୀ ବ୍ଲକ ପେଣ୍ଠପଡା ଅନ୍ତର୍ଗତ ଅହମଦପୁର ଗ୍ରାମ ନିକଟସ୍ଥ ଭାରତଗ୍ୟାସ ବିତରଣ କେନ୍ଦ୍ର ପାର୍ଶ୍ୱରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି ।…
Read More...

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ବେଦାନ୍ତ ହସ୍ପିଟାଲଠାରେ ମେଗା ସ୍ୱାସ୍ଥ୍ୟମେଳା

ଲାଞ୍ଜିଗଡ଼: ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଗୁରୁବାର ଲାଞ୍ଜିଗଡସ୍ଥିତ ବେଦାନ୍ତ ଲିମିଟେଡ ଦ୍ୱାରା ପରିଚାଳିତ ବେଦାନ୍ତ ହସ୍ପିଟାଲଠାରେ ଏକ ମେଗା ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ ହୋଇଯାଇଛି । ଲାଞ୍ଜିଗଡ ବ୍ଲକର ଶେଷ…
Read More...

ମାନସ ସ୍ବାଇଁ ହତ୍ୟା ମାମଲା: ହାଜତକୁ ଗଲେ ଶର୍ମିଷ୍ଠା ଓ ଝୁନା

ଭୁବନେଶ୍ବର: କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ସହଯୋଗୀ ଝୁନା ଭୋଇ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି। ରିମାଣ୍ଡ ଅବଧି ସରିବା ପରେ ଗୁରୁବାର ଉଭୟଙ୍କୁ ଅଦାଲତରେ ହାଜର…
Read More...

୨୧ ବର୍ଷୀୟ ଆଦିବାସୀ ଝିଅ ହେଲେ କଟକର ଡେପୁଟି ମେୟର

କଟକ: କଟକ ମହାନଗର ନିଗମର ଡେପୁଟି ମେୟର ହୋଇଛନ୍ତି ଦମୟନ୍ତୀ ମାଝୀ। ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଗୁରୁବାର ଡେପୁଟି ମେୟର ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ୨୧ ବର୍ଷୀୟ ଆଦିବାସୀ ଝିଅ ଦମୟନ୍ତୀ।…
Read More...

ପ୍ରସିଦ୍ଧ ସିଂହନାଥ ପୀଠରେ ସମସ୍ୟା ହିଁ ସମସ୍ୟା; କେବେ ପଡ଼ିବ ସରକାରଙ୍କ ଦୃଷ୍ଟି?

ବଡ଼ମ୍ବା : ରାଜ୍ୟର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ମହାନଦୀ ବକ୍ଷସ୍ଥଳରେ ଅବସ୍ଥିତ ବଡ଼ମ୍ବା ଗୋପୀନାଥପୁରସ୍ଥିତ ପ୍ରସିଦ୍ଧ ଶୈବପୀଠ ବାବା ସିଂହନାଥ ଦେବଙ୍କ ପ୍ରସ୍ତର କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର। ଅଷ୍ଟମ ଶତାବ୍ଦୀର ଏହି…
Read More...

ଶପଥ ନେଲେ ସୁବାସ ସିଂହ

କଟକ: କଟକ ମହାନଗର ନିଗମର ନବନିର୍ବାଚିତ ମେୟର ଓ କର୍ପୋରେଟରଙ୍କ ଶପଥ ଗ୍ରହଣ ଉତ୍ସବ ସ୍ଥାନୀୟ ଶହୀଦ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଶପଥ ଗ୍ରହଣ ସମାରୋହରେ ପ୍ରଥମେ ମେୟର ସୁବାସ ଚନ୍ଦ୍ର ସିଂହ ଶପଥ ଗ୍ରହଣ…
Read More...

ବାଙ୍କୀ ମଣ୍ଡଳସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ

ବାଙ୍କୀ: ବାଙ୍କୀର ମଣ୍ଡଳସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ବାଙ୍କୀ ବ୍ଲକ୍‍ ଅନ୍ତର୍ଗତ କେନ୍ଦୁପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବାଙ୍କୀ ବ୍ଲକ୍‍ ଅଧ୍ୟକ୍ଷା…
Read More...

କୋଟଦ୍ୱାରରେ ପରିବେଶୀୟ ମଞ୍ଜୁରୀ ସମ୍ବନ୍ଧୀୟ ସର୍ବସାଧାରଣ ଶୁଣାଣି

ବାଙ୍କୀ: ମହାନଦୀର କୋଟଦ୍ୱାର ବାଲିଘାଟ ପାଇଁ ପରିବେଶୀୟ ମଞ୍ଜୁରୀ ନିମନ୍ତେ ବୁଧବାର ଏକ ସର୍ବସାଧାରଣ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରଗଡ଼ି ଗ୍ରାମପଞ୍ଚାୟତ ଅଧିନ କୋଟଦ୍ୱାର ଗ୍ରାମଠାରେ ପୂର୍ବାହ୍ନ…
Read More...

ବାଙ୍କୀରେ ବିଜେପିର ୪୨ତମ ପ୍ରତିଷ୍ଠା ଦିବସ ପାଳିତ

ବାଙ୍କୀ: ଭାରତୀୟ ଜନତା ପାର୍ଟିର ସ୍ୱନକ୍ଷତ୍ର ଦିବସ ପାଳନ ଅବସରରେ ବାଙ୍କୀ ବିଜେପିର ୪୨ତମ ପ୍ରତିଷ୍ଠା ଦିବସ ବୁଧବାର ପୂର୍ବାହ୍ନରେ ପାଳିତ ହୋଇଯାଇଛି। ଗୋପାଳପୁର ମଣ୍ଡଳ ତଥା ବାଙ୍କୀ ନଗର ମଣ୍ଡଳର ସମସ୍ତ ବରିଷ୍ଠ…
Read More...

ଡମପଡ଼ା ବ୍ଲକସ୍ତରୀୟ ବିଜ୍ଞାନ ମେଳା

ବାଙ୍କୀ: ବାଙ୍କୀ-ଡମପଡ଼ା ବ୍ଲକସ୍ତରୀୟ ବିଜ୍ଞାନ ମେଳା ବୁଧବାର ସ୍ଥାନୀୟ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସକାଳ ୮ଟା ସମୟରେ ଡମପଡ଼ା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟ୍ଟେଲ୍‍ ଉଦ୍‍ଘାଟକ ଏବଂ…
Read More...

ପିପିଲିରେ ବିଜେପିର ପ୍ରତିଷ୍ଠା ଦିବସ ପାଳିତ

ପିପିଲି: ପିପିଲିରେ ବିଜେପିର ପ୍ରତିଷ୍ଠା ଦିବସ ବୁଧବାର ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଶ୍ରୀକ୍ରୀଷ୍ଣା ଗାର୍ଡେନଠାରେ ପୂର୍ବାହ୍ନରେ ଅନୁଷ୍ଠିତ ସାଧାରଣ ସଭାରେ ବିଜେପିର ରାଜ୍ୟ ସଭାପତି ସମୀର…
Read More...

ଡୁଙ୍ଗୁରିପାଳି ଓ ତେଣ୍ଡଲିପାଳିରେ ସୋଲାର ପ୍ଲାଣ୍ଟକୁ ବିରୋଧ, ଗ୍ରାମବାସୀ ଓ ପୁଲିସ ମୁହାଁମୁହିଁ

ସଇଁତଲା: ସଇଁନ୍ତଲା ବ୍ଳକ ଡୁଙ୍ଗୁରିପାଲି ପଞ୍ଚାୟତର ତେଣ୍ଡଲିପାଲି ଓ ଡୁଙ୍ଗୁରିପାଲି ପଞ୍ଚାୟତରେ ୧୨୪ ହେକ୍ଟର ଗୋଚର ଜମିରେ ସୋଲାର ପ୍ଲାଣ୍ଟ ସ୍ଥାପନ ହେବାକୁ ଯାଉଥିବା ଜଣାପଡିଛି। ଯାହାକୁ ଗ୍ରାମବାସୀମାନେ ବିରୋଧ…
Read More...

ଚାଷୀ ମୁଣ୍ଡରେ ଚଡ଼କ; ମୁଗ ଫସଲ ଖାଇଗଲେ ଜଉପୋକ

ସୁଆଣ୍ଡୋ: ଚାଷୀର ଧର୍ମ ପାଇଲେ ମାଟି ତାଡିବ ନ ପାଇଲେ ବି ତାଡିବ । ହିନିମାନିଆ ହେବାକୁ ସତେ ଯେମିତି ଚାଷୀଟିର ଜନ୍ମ । ବାତ୍ୟା, ମରୁଡି, ଅତିବୃଷ୍ଟି, ରୋଗ, ପୋକ, ଅଭାବୀ ବିକ୍ରି ଚାଷୀର ଚିର ସହଚର। ଯେତେ ଯାହା…
Read More...

ଦୀର୍ଘ ଦିନର ଅପେକ୍ଷା ପରେ ଟ୍ବିଟର ଆଣୁଛି ଏହି ନୂଆ ଫିଚର୍‌

ନୂଆଦିଲ୍ଲୀ: ଟ୍ବିଟର ବ୍ୟବହାରକାରୀ ଦୀର୍ଘ ଦିନ ଧରି ପ୍ଲାଟଫର୍ମରେ ଗୋଟିଏ ଖାସ୍ ଫିଚର୍‌ ପାଇଁ ଦାବି କରୁଥିଲେ। ଖୁବଶୀଘ୍ର ସେହି ଫିଚର୍‌ ଜାରି କରାଯିବ ବୋଲି ଏବେ କମ୍ପାନୀ ପକ୍ଷରୁ କୁହାଯାଇଛି। ଟ୍ବିଟରର ଏହି ଫିଚର୍‌…
Read More...

ବୈଜ୍ଞାନିକଙ୍କୁ ଆଉ ଏକ ସଫଳତା; ଖୁବଶୀଘ୍ର ନିପାତ ହେବ କରୋନା !

ମଣ୍ଡି: ସାରା ବିଶ୍ବ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଥିବା କରୋନା ଭୂତାଣୁକୁ ସଂକ୍ରାମକ ରୂପ ଦେଉଥିବା ଆଣବିକ ସଂରଚନା ଚିହ୍ନଟ କରାଯାଇଛି। ହିମାଚଳ ପ୍ରଦେଶର ଆଇଆଇଟି ମଣ୍ଡି ସ୍କୁଲ ଅଫ୍‌ ବେସିକ୍ ସାଇନ୍ସର…
Read More...

ରାସ୍ତା ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଖମାରପଦର ଗ୍ରାମବାସୀ

କଲମପୁର : ଅଧା ରାସ୍ତାରେ ଅଟକିଲା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଚାଲିଥିବା ରାସ୍ତା କାମ। ଦୀର୍ଘ ଦିନର ଅପେକ୍ଷା ପରେ ମଧ୍ୟ ରାସ୍ତା ନିର୍ମାଣ ଦାୟିତ୍ୱରେ ଥିବା ଭବାନିପାଟଣା ଗ୍ରାମ ଉନ୍ନୟନ ବିଭାଜନ ନିରବ। ଅନ୍ୟପଟେ…
Read More...

ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲ ଅଧିନସ୍ଥ ମାନଡଙ୍ଗରରେ ଲାଗିଛି ନିଆଁ

କଲମପୁର : ଦିନକୁ ଦିନ ବ୍ୟାପୁଛି ବନାଗ୍ନି। ନିୟନ୍ତ୍ରଣ କରିବାରେ ବନ ବିଭାଗ ବିଫଳ। ରିତିମତ ଜଙ୍ଗଲ ପୋଡ଼ିର ଦୃଶ୍ୟ ଦେଖିବାକୁ ମିଳୁଛି କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଥୁଆମୁଳ ରାମପୁର ବନାଞ୍ଚଳ ଅଧିନସ୍ଥ…
Read More...

ଜିଲାସ୍ତରୀୟ ଅଂଶୁଘାତ ଓ ଜଳକଷ୍ଟ ନିବାରଣ ପ୍ରଶିକ୍ଷଣ ଶିବିର

ନବରଙ୍ଗପୁର: ଜିଲାସ୍ତରୀୟ ଅଂଶୁଘାତ ଓ ଜଳକଷ୍ଟ ନିବାରଣ ଲାଗି ସମସ୍ତ ଜିଲାସ୍ତରୀୟ ଅଧିକାରୀମାନଙ୍କର ଏକଦିବସୀୟ ପ୍ରଶିକ୍ଷଣ ଶିବିର ଜିଲାପାଳ ଡଃ. କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର…
Read More...

ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ମହୁଲ ସଂଗ୍ରହକାରୀ ଶୋଷଣର ଶିକାର; ବେପାରୀ-ଦଲାଲ୍‍ ମାଲେମାଲ୍‍

ରେଙ୍ଗାଲି : ଜଙ୍ଗଲ ତଳି ଓ ଜଙ୍ଗଲ ଘେରାରେ ବସବାସ କରୁଥିବା ଅନୁସୂଚିତ ଜାତି ଏବଂ ଜନଜାତି ଲୋକେ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ସେମାନଙ୍କ ଜୀବନଜୀବିକା ନିର୍ବାହ କରିଥାନ୍ତି। ସେମାନଙ୍କ ସାମାଜିକ, ସାଂସ୍କୃତିକ ଜୀବନ…
Read More...

ମମିତା ମେହେର ହତ୍ୟା ମାମଲା; ଅଦାଲତରେ ହାଜର ହେଲେ ଗୋବିନ୍ଦ ଓ ରାଧେ

କଣ୍ଟାବାଞ୍ଜି : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଅଦାଲତରେ ହାଜର ହୋଇଛନ୍ତି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ତାର ସହଯୋଗୀ ରାଧେଶ୍ୟାମ ଚଣ୍ଡୀ । କଡା…
Read More...

କଲ୍ୟାଣସିଂହପୁରରେ ଚଇତରାଇ ପର୍ବ ଆରମ୍ଭ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାଠାରେ ଚଇତରାଇ ପର୍ବ ଆରମ୍ଭ ହୋଇଛି । ଏହି ଅବସରରେ ସ୍ଥାନୀୟ ଗ୍ରାମଦେବୀ ମନ୍ଦିରରେ ସୋମବାର ରାତ୍ରି ୯ ଘଣ୍ଟାରେ ମା’ଙ୍କ ପୀଠରେ ପୂଜାର୍ଚ୍ଚନା…
Read More...

୨୨ ୟୁଟ୍ୟୁବ ଚ୍ୟାନେଲ ଉପରେ ଲାଗିଲା ପ୍ରତିବନ୍ଧକ; ୪ ପାକିସ୍ତାନୀ ଚ୍ୟାନେଲ ସାମିଲ

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ମଙ୍ଗଳବାର ୟୁଟ୍ୟୁବ ଚ୍ୟାନେଲଗୁଡ଼ିକ ଉପରେ ଏକ ବଡ଼ ପଦକ୍ଷେପ ନେଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତରେ ୨୨ଟି ୟୁଟ୍ୟୁବ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏଥିରେ…
Read More...

ଚୁଆ ପାଣି ଭରସାରେ ଗୌଡ଼ପାତଲମ୍ବାବାସୀ

କଲ୍ୟାଣସିଂହପୁର: ଗ୍ରୀଷ୍ମପ୍ରବାହରେ ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି । ଯାହା ଫଳରେ ବିଭିନ୍ନ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଦେଖାଦେଉଛି । ଜଳାଭାବର ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା…
Read More...

ଉପାଧ୍ୟକ୍ଷାଙ୍କ ପାଇଁ ପ୍ରକୋଷ୍ଠ ନାହିଁ; ଜିଲାପାଳଙ୍କ ନିକଟରେ ଅଭିଯୋଗ

ନର୍ଲା: ନିକଟରେ ଶେଷ ହୋଇଛି କେସିଙ୍ଗା ବ୍ଲକ ଉପାଧ୍ୟକ୍ଷା ଆସନ ପାଇଁ ନିର୍ବାଚନ ଓ ଏଥିରେ ବିଜୟୀ ହୋଇଛନ୍ତି ଦେଓଗାଁ ସମିତିସଭ୍ୟା ରାଜଲକ୍ଷ୍ମୀ ପଟ୍ଟନାୟକ। ତେବେ ରାଜଲକ୍ଷ୍ମୀ କେସିଙ୍ଗା ବ୍ଲକ ଉପାଧ୍ୟକ୍ଷା ଭାବେ…
Read More...

ଦେଶ ପାଇଁ ଦୁଃଖୀ ଜ୍ୟାକ୍‌ଲିନ୍‌

ମୁମ୍ବଇ: ଶ୍ରୀଲଙ୍କା ବର୍ତ୍ତମାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ସେଠାକାର ଲୋକଙ୍କୁ ଆତ୍ୟାବଶ୍ୟକୀୟ ସାମଗ୍ରୀ ମିଳିବା କଷ୍ଟକର ହୋଇପଡ଼ିଛି। ଅନେକ ଦେଶ ଶ୍ରୀଲଙ୍କାର ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଇତି…
Read More...

ଜେମ୍ସରେ କୃତୀ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା

ଗୁରୁଡିଝାଟିଆ: କୁମାରପୁର ଶାସନ ସ୍ଥିତ ଗୋପିନାଥଦେବ ଇଂରାଜୀ ମାଧ୍ୟମ ବିଦ୍ୟାଳୟ(ଜେମ୍ସ) ପକ୍ଷରୁ ବିଦ୍ୟାର୍ଥୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଛି। କୃତୀ ବିଦ୍ୟାର୍ଥୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇ…
Read More...

ଅନନ୍ତପୁର ଗ୍ରାମରେ ଢେଲାପଥର ମାଡକୁ ନେଇ ୪ ଗିରଫ

ଗୁରୁଡିଝାଟିଆ: ବାରୁଣୀ ଯାତ୍ରାରେ ଜଣେ ଯୁବତୀଙ୍କୁ କମେଣ୍ଟ ମାରିବା ଘଟଣା ତୀବ୍ରରୂପ ନେଇ ଗୋଷ୍ଠୀ ବିବାଦରେ ପରିଣତ ହୋଇଛି। ଯାହାକୁ କେନ୍ଦ୍ରକରି ଦୁଇଗୋଷ୍ଠୀ ଭିତରେ ଢେଲାପଥର ମାଡ଼ ହେବା ସହ ଏକାଧିକ ଆହତ ହୋଇ ଏବେବି…
Read More...

ଅସ୍ତିତ୍ୱ ସଙ୍କଟରେ ପାରମ୍ପରିକ ଜଳାଶୟ

ରେଙ୍ଗାଲି: ଯୁଗଯୁଗ ଧରି ଜୀବଜଗତକୁ ଜଳଦାନ କରିଆସୁଥିବା ବନ୍ଧ, କଁଟା, ମୁଡା ଘାଘରା ଆଦି ପାରମ୍ପରିକ ପ୍ରାଚୀନ ଜଳଭଣ୍ଡାରଗୁଡିକର ଉପଯୁକ୍ତ ରକ୍ଷଣାବେକ୍ଷଣ, ପୁନରୁଦ୍ଧାର ତଥା ମରାମତି ହେଉ ନଥିବାରୁ ଅଧିକାଂଶ ବ୍ୟବହାର…
Read More...

ଆଧାରକାର୍ଡ଼ରେ ନାଁ ସ୍ଥାନରେ ‘ମଧୁର ପଞ୍ଚମ ସନ୍ତାନ’: ଶିକ୍ଷକ ଆଶ୍ଚର୍ଯ୍ୟ

ବଦାୟୁଁ: ଉତ୍ତରପ୍ରଦେଶର ବଦାୟୁଁ ଜିଲାରେ ଆଧାରକାର୍ଡ଼ରେ ଏଭଳି ତ୍ରୁଟି ପରିଲକ୍ଷିତ ହୋଇଛି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହାକୁ ଦେଖି କହିହେବ ଯେ, ଆଧାର କାର୍ଡ଼ ତିଆରି କରୁଥିବା ଲୋକେ କେମିତି…
Read More...

ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ଅକାଳ ବିୟୋଗ

ବାଙ୍କୀ: ବାଙ୍କୀ ଅଞ୍ଚଳର ଅବସରପ୍ରାପ୍ତ ସବ୍‍-ଇନ୍ସପେକ୍ଟର ଉପେନ୍ଦ୍ର ସ୍ୱାଇଁଙ୍କର ଶନି ୬୬ବର୍ଷ ବୟସରେ ପରଲୋକ ଘଟିଛି। ସେ ସୁନାଦେଇପୁର ସ୍ଥିତ ନିଜ ବାସଭବନ ସିଡ଼ିରୁ ଭାରସାମ୍ୟ ହରାଇ ତଳେ ପଡିଯାଇଥିଲେ। ତାଙ୍କୁ…
Read More...

ସତ୍ୟବାଦୀରେ ଗଡ଼ିଲା ଶିକ୍ଷା ସଚେତନତା ରଥ

ସୁଆଣ୍ଡୋ: କରୋନା ସମୟରେ ଶିକ୍ଷା ବ୍ୟବସ୍ଥା ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ଶିକ୍ଷାପାଇଁ ଜନସଚେତନତା ସୃଷ୍ଟି କରିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ପୁରୀ ଜିଲା ସତ୍ୟବାଦୀ ବ୍ଲକ…
Read More...

ଶ୍ରୀଲଙ୍କାରେ ସର୍ବଦଳୀୟ ସରକାର; ୪ ନୂଆ ମନ୍ତ୍ରୀ ନେ​‌​‌ଲେ ଶପଥ

କୋଲୋମ୍ବୋ: ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ମଧ୍ୟରେ ସର୍ବଦଳୀୟ ସରକାର ଗଠନ ହେବାକୁ ଯାଉଛି। ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ସରକାର ଗଠନ ପାଇଁ ସମସ୍ତ ଦଳକୁ ଆମନ୍ତ୍ରଣ କରିଛନ୍ତି। ଗୋଟବାୟା ସମସ୍ତ ଦଳକୁ ନିବେଦନ…
Read More...

ପୁରୀରୁ ୧୧ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ; ନାବାଳକ ସମେତ ୨ ଗିରଫ

ପୁରୀ: ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ ମଙ୍ଗଳାଘାଟ ନିକଟରୁ ୧୧୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି। ଏସଟିଏଫ୍ ଟିମ୍ ଓ ବାସେଳିସାହି ପୁଲିସ୍ ମିଳିତ ଭାବେ ଚଢାଉ କରି ଏହି ବ୍ରାଉନସୁଗର ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ…
Read More...

ଜନକଲ୍ୟାଣ ବରିଷ୍ଠ ନାଗରିକ ସଂଘର ୬ଷ୍ଠ ବାର୍ଷିକଉତ୍ସବ ଓ ସମ୍ବର୍ଦ୍ଧନା ସମାରୋହ

ବାଙ୍କୀ: ବାଙ୍କୀ ଜନକଲ୍ୟାଣ ବରିଷ୍ଠ ନାଗରିକ ସଂଘର ୬ଷ୍ଠ ବାର୍ଷିକଉତ୍ସବ ତଥା ସମ୍ବର୍ଦ୍ଧନା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି। ବାଙ୍କୀ ଋଚିକ ହାଟ ପରିସରରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବରେ ବାଙ୍କୀର…
Read More...

ଭାରତୀୟ ଆକାଶରେ ରହସ୍ୟମୟ ଆଲୋକ: ବୈଜ୍ଞାନିକ କହିଲେ, ଚୀନ ରକେଟ୍‌ର ଅଂଶ

ନୂଆଦିଲ୍ଲୀ: ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶର ଅନେକ ସ୍ଥାନରେ ରାତିର ଅନ୍ଧକାରରେ ଦେଖାଦେଇଛି ଏକ ରହସ୍ୟମୟ ଆଲୋକ। ଏହି ଦୃଶ୍ୟ ଆକାଶରେ ଦେଖିବାକୁ ମିଳିଥିଲା। ଲୋକଙ୍କ କହିବାନୁଯାୟୀ, ସେମାନେ ଅନେକ ଉଜ୍ଜ୍ଵଳ ରେଖା…
Read More...

କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା: ଅଦାଲତରେ ହାଜର ହେଲେ ୪ ଅଭିଯୁକ୍ତ

ଚାନ୍ଦବାଲି : ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ଝୁନା ଭୋଇ, ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକଙ୍କୁ ରବିବାର କ୍ରାଇମବ୍ରାଞ୍ଚ ଚାନ୍ଦବାଲି ଅଦାଲତରେ ହାଜର…
Read More...

ଲିଙ୍ଗରାଜ ପାସେଞ୍ଜର ହଲ୍ଟଠାରେ ଚତୁର୍ଦ୍ଦଶତମ ଶାନ୍ତିପୂର୍ଣ୍ଣ ଧାରଣା

ଭୁବନେଶ୍ବର: ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ତଥା କୋର କମିଟିର ମୁଖ୍ୟ ନୀଳମଣି ମିଶ୍ରଙ୍କ ଆହ୍ବାନକ୍ରମେ ଲିଙ୍ଗରାଜ ପାସେଞ୍ଜର ହଲ୍ଟ ନିକଟରେ ଚତୁର୍ଦ୍ଦଶଥର ପାଇଁ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଛି। ପୂର୍ବପରି…
Read More...

କ୍ରୀଡ଼ା ଶିକ୍ଷକ ସଂଘର ସ୍ବାଗତ ଓ ବିଦାୟକାଳୀନ ସଭା ଅନୁଷ୍ଠିତ

ନର୍ଲା: ନର୍ଲା ବ୍ଲକସ୍ତରୀୟ କ୍ରୀଡ଼ା ଶିକ୍ଷକ ସଂଘର ଆୟୋଜନରେ ଏକ ସ୍ବାଗତ ଓ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ତୁଳାପଡା ଦାମୋଦର ସରକାରୀ ଉଚ୍ଚ ବିଦ୍ୟାପୀଠରେ ଏହି ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ଖଣ୍ଡଦେଉଳି ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସୌମ୍ୟକାନ୍ତ ମହାପାତ୍ର ଶ୍ରେଷ୍ଠ ଅଧିକ୍ଷକ ଭାବେ ସମ୍ମାନିତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ସ୍ବାସ୍ଥ୍ୟ ମିଶନ ତରଫରୁ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସଫଳତା ପାଇଁ ଭିନ୍ନ ଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ବିଭିନ୍ନ ବିଭାଗକୁ ପ୍ରଶଂସା ତଥା ପୁରସ୍କୃତ କରାଯାଉଛି। ଜିଲ୍ଲାରେ ବିଭିନ୍ନ…
Read More...

ରାତିଅଧରେ ଶ୍ରୀମନ୍ଦିରରେ ପଶିଲେ; ରୋଷଶାଳା ଚୁଲି ଭାଙ୍ଗିଲେ

ପୁରୀ: ଶ୍ରୀମନ୍ଦିର ରୋଷଶାଳାରେ ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ। ଏହି ଘଟଣା ଏବେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଶନିବାର ବିଳମ୍ବିତ ରାତିରେ କୌଣସି ବ୍ୟକ୍ତି ଶ୍ରୀମନ୍ଦିର ରୋଷଶାଳା ଭିତରେ ପ୍ରବେଶ କରି ୩୯ ଗୋଟି ଚୁଲି…
Read More...

ରାଜ୍ୟରେ ୨୪ ଘଣ୍ଟାରେ ୩୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏଥିମଧ୍ୟରୁ ୬…
Read More...

ଦେଶରେ କମୁଛି ସଂକ୍ରମଣ, ବଢୁଛି ସୁସ୍ଥତା ହାର: ୨୪ ଘଣ୍ଟାରେ ୧୦୯୬ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହାର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦୯୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮୧ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଏନେଇ ରବିବାର…
Read More...

ପାଳପୁଟ କାଳିଆ କ୍ଲବ ପକ୍ଷରୁ ରକ୍ତଦାନ ଶିବିର, ୧୧୯ ୟୁନିଟ୍‍ ରକ୍ତ ସଂଗ୍ରହ

ବାଙ୍କୀ: ୮୭ତମ ଓଡ଼ିଶା ଦିବସ ପାଳନ ଅବସରରେ ବାଙ୍କୀ ବ୍ଲକ ଅଧିନ ବାଉଁଶପୁଟ ପଞ୍ଚାୟତର ପାଳପୁଟଠାରେ ଏକ ରକ୍ତଦାନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ପାଳପୁଟ ଗ୍ରାମର କାଳିଆ କ୍ଲବରେ ଆୟୋଜନ ହୋଇଥିବା ଜୀବନ…
Read More...

କୁଶପଙ୍ଗି ଉଚ୍ଚବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ

ବାଙ୍କୀ: ବାଙ୍କୀ ଡମପଡା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନ କୁଶପଙ୍ଗି ଉଚ୍ଚବିଦ୍ୟାଳୟରେ ଶୁକ୍ରବାର ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଧାନ ଶିକ୍ଷକ କାହ୍ନୁଚରଣ ସ୍ୱାଇଁ ପ୍ରଦୀପ…
Read More...

ନୂତନ ଅଧ୍ୟକ୍ଷାଙ୍କ ଆହାର କେନ୍ଦ୍ର ପରିଦର୍ଶନ

ବାଙ୍କୀ: ପବିତ୍ର ଉତ୍କଳ ଦିବସ ଅବସରରେ ବାଙ୍କୀ ଏନଏସିର ନବ ନିର୍ବାଚିତ ଅଧ୍ୟକ୍ଷା ମାଣିକ ସାହୁ ଶୁକ୍ରବାର ଦିନ ସଞ୍ଚାଳିତ ଆହାର କେନ୍ଦ୍ରକୁ ପରିଦର୍ଶନ କରିଛନ୍ତି। ପରିଦର୍ଶନ ସମୟରେ ୮ନଂ ୱାର୍ଡର ପାରିଷଦ ପଠାଣି…
Read More...

ଆଦର୍ଶ ଯୁବ ପରିଷଦ ପକ୍ଷରୁ ଜଳସେବା କେନ୍ଦ୍ର ଉଦ୍‌ଘାଟିତ

ବାଙ୍କୀ: ପବିତ୍ର ଉତ୍କଳ ଦିବସ ପାଳନ ଅବସରରେ ବାଙ୍କୀ ଏନଏସି ଅନ୍ତର୍ଗତ ଚକାପଦା ସ୍ଥିତ ଆଦର୍ଶ ଯୁବ ପରିଷଦ ପକ୍ଷରୁ ଚକାପଦାଠାରେ ଏକ ଜଳସେବା କେନ୍ଦ୍ର ଉଦ୍‌ଘାଟିତ ହୋଇ ପଥଚାରୀମାନଙ୍କୁ ଶୁଦ୍ଧ ଶୀତଳ ପାନୀୟ ଜଳ ବଣ୍ଟନ…
Read More...

ଉପଖଣ୍ଡସ୍ତରୀୟ ଓଡ଼ିଶା ଦିବସ ସମାରୋହ

ବାଙ୍କୀ: ବାଙ୍କୀ ଉପଜିଲ୍ଲାପାଳଙ୍କ ସମ୍ମିଳନୀ ପ୍ରକୋଷ୍ଠରେ ୮୭ତମ ଉପଖଣ୍ଡସ୍ତରୀୟ ଓଡ଼ିଶା ଦିବସ ସମାରୋହ ଶୁକ୍ରବାର ପୂର୍ବାହ୍ନରେ ପାଳିତ ହୋଇଯାଇଛି। ଏହି ଅବସରରେ ସକାଳ ୫ଘଟିକା ସମୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ…
Read More...

ଶିଶୁକୁ ଉଦ୍ଧାର କରି ଶିଶୁ ସୁରକ୍ଷା କେନ୍ଦ୍ରକୁ ପଠାଗଲା

ପାତ୍ରପୁର: ପାତ୍ରପୁର ବ୍ଳକ ତୁରିବୁଡି ଗ୍ରାମର ଜଣେ ବ୍ୟବସାୟୀଙ୍କ ଛାତ ଉପରେ ଥିବା ପାଇଖାନାରୁ ଗୁରୁବାର ଅପରାହ୍ନରେ ଏକ ଶିଶୁ ପୁତ୍ର ଉଦ୍ଧାର ହୋଇଛି।ତେବେ ଏ ସମ୍ପର୍କରେ ଖବର ପ୍ରକାଶ ପରେ ଆଜି ଶିଶୁଟିକୁ ଉଦ୍ଧାର…
Read More...

ପୁରୀରେ ଶୁଦ୍ଧ ନିରାମିଷ କାଫେଟେରିଆ ଉଦଘାଟନ କଲେ ଓଟିଡିସି ଅଧ୍ୟକ୍ଷା

ପୁରୀ: ପୁରୀ ସ୍ୱର୍ଗଦ୍ୱାର ନିକଟରେ ଜିଲ୍ଲା ପ୍ରଶାସନ ସହଯୋଗରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଏକ ଶୁଦ୍ଧ ନିରାମିଷ କାଫେଟେରିଆ ଖୋଲିବାକୁ ନିଷ୍ପତ୍ତି ନେଇଛି। ପବିତ୍ର ଉତ୍କଳ ଦିବସ ଅବସରରେ ଏହି ଶୁଦ୍ଧ…
Read More...

ଦକ୍ଷିଣ କୋରିଆର ଦୁଇ ବାୟୁସେନା ବିମାନ ମୁହାଁମୁହିଁ ଧକ୍କା; ୩ ପାଇଲଟ୍‌ ମୃତ, ଜଣେ ଗୁରୁତର

ସିଓଲ: ଦକ୍ଷିଣ କୋରିଆ ବାୟୁସେନାର ଦୁଇଟି ପ୍ରଶିକ୍ଷଣ ବିମାନ ଶୁକ୍ରବାର ପରସ୍ପର ମଧ୍ୟରେ ଧକ୍କା ହୋଇଛି। ଫଳରେ ତିନି ଜଣ ପାଇଲଟ୍‌ଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ପାଇଲଟ୍‌ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।…
Read More...

ବାରୁଣୀ ବୁଡ଼ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ସୁଆଣ୍ଡୋ : ରାତି ପାହିଲେ ବାରୁଣୀ ବୁଡ଼। ମେଳା ପଡ଼ିଆରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କପିଳ ସଂହିତାରେ ବର୍ଣ୍ଣିତ ତଥା ବାରୁଣୀ ପୁରାଣ ଓ ଜନସ୍ମୁତି ଆଧାରରେ ପୁରୀଜିଲାରେ ପ୍ରବାହିତ ପୁଣ୍ୟତୋୟା ଭାର୍ଗବୀ…
Read More...

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଗୁରୁତର

କନ୍ଧମାଳ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ସାଡିଙ୍ଗିଆ ପଞ୍ଚାୟତ କିଆମୁଣ୍ଡା ଗ୍ରାମ ନିକଟରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ଜଣେ ଗ୍ରାମବାସୀ ଗୁରୁତର ଆହତ ହୋଇଛନ୍ତି । ସୂଚନା ମୁତାବକ,…
Read More...

ଓଡ଼ିଶା ଭିଜିଲାନ୍ସ ଇତିହାସରେ ବିରଳ: ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରୁ ମିଳିଲା ନଗଦ ୧.୩୬ କୋଟି ଟଙ୍କା, ୧.୨ କିଗ୍ରା ସୁନା…

ମାଲକାନଗିରି: ମାଲକାନଗିରି ଗ୍ରାମ୍ୟ ନିର୍ମାଣ ଡିଭିଜନ-୧ର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ଘରୁ ମିଳିଲାଣି ନଗଦ ୧ କୋଟି ୩୬ ଲକ୍ଷ ୭୫ ହଜାର ଟଙ୍କା। ଯାହାକି ଓଡ଼ିଶା ଭିଜିଲାନ୍ସ ଇତିହାସରେ ଏକ ବିରଳ ଘଟଣା।…
Read More...

ରାମଦୋଳିରେ ବସିଥିଲା ମୃତ୍ୟୁ; ଚାଲିଗଲା ଯୁବକଙ୍କ ଜୀବନ

ମାଲକାନଗିରି: ରାମ ଦୋଳିରେ ଚଢିଥିବା ସମୟରେ ଭୟରେ ଜଣେ ଯୁବକଙ୍କର ଅକାଳ ମୃତ୍ୟୁ ଘଟିଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି କରୁକୋଣ୍ଡାଠାରେ। ମୃତ ଯୁବକଙ୍କ ନାଁ ରାକେଶ ହାଲଦାର। କରୁକୋଣ୍ଡା ମଉଳି ଯାତ୍ରାରେ…
Read More...

ବାଇକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର: କ୍ଷତିପୂରଣ ଦାବିରେ ରାସ୍ତାରୋକ

ବାସୁଦେବପୁର: ଜାମୁଝାଡି-ବାସୁଦେବପୁର ରାସ୍ତାର ପଟା ପୋଲ ନିକଟରେ ସୋମବାର ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି…
Read More...

ଦେଓଗାଁ ବ୍ଳକ ସରପଞ୍ଚ ସଂଘ ଗଠିତ

ଦେଓଗାଁ: ଦେଓଗାଁ ବ୍ଳକର ନବ ନିର୍ବାଚିତ ସରପଞ୍ଚମାନଙ୍କୁ ନେଇ ବନ୍ଧପଡ଼ା ଆମ୍ବ ବଗିଚାଠାରେ ବନ୍ଧପଡ଼ା ସରପଞ୍ଚ ଗୋପାଳ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକକୁ ଦେଓଗାଁ ବ୍ଳକ…
Read More...

ଜ୍ୟୋତିଷ ଶାସ୍ତ୍ରରେ ସମ୍ମାନିତ ହେଲେ ମନୋରଞ୍ଜନ ତ୍ରିପାଠୀ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମା ତ୍ରିପାଠୀ ସାହିର ମନୋରଞ୍ଜନ ତ୍ରିପାଠୀ ଜ୍ୟୋତିଷ ଶାସ୍ତ୍ରରେ ସମ୍ମାନିତ ହୋଇଛନ୍ତି । ରବିବାର ଭୁବନେଶ୍ୱରର ୧୪ତମ ଜଗନ୍ନାଥ ଏସିଆନ ଜ୍ୟୋତିଷ…
Read More...

କଲ୍ୟାଣସିଂହପୁରରେ ଭାରତ ବନ୍ଦର ଆଂଶିକ ପ୍ରଭାବ

କଲ୍ୟାଣସିଂହପୁର: ଶ୍ରମିକ ସଂଘ ଦ୍ୱାରା ଦୁଇଦିନ ଧରି ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାର ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଆଂଶିକ ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି । ଏଠାରେ ଛୋଟ ଯାନବାହାନ ଚଳାଚଳ…
Read More...

ଅଗ୍ନିକାଣ୍ଡରେ ୩ ବଖରା ଭସ୍ମୀଭୂତ 

ବେଗୁନିଆ: ବେଗୁନିଆ ଥାନା ଅନ୍ତର୍ଗତ ଧାନଘରନୂଆଗାଁ ଗ୍ରାମର ହରିଜନ ସାହିରେ ବିଦ୍ୟୁତ ସଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ୨ଟି ପରିବାରର ୩ ବଖରା ଘର ସହିତ ଘରେ ଥିବା ସମସ୍ତ ସମ୍ପତି ପୋଡି ନଷ୍ଟ ହୋଇଯାଇଛି । ଖବର ପାଇ…
Read More...

ପ୍ରେକ୍ଷାଳୟରେ ହଇଚଇ ସୃଷ୍ଟି କରିଛି ‘ଆରଆରଆର’

ମୁମ୍ବାଇ: ନିର୍ଦେଶକ ଏସଏସ୍‌ ରାଜାମୌଲୀଙ୍କ ଚଳଚ୍ଚିତ୍ର ‘ଆରଆରଆର’ ପ୍ରେକ୍ଷାଳୟରେ ହଇଚଇ ସୃଷ୍ଟି କରିଛି। ରାମଚରଣ, ଜୁନିଅର ଏନଟିଆର, ଆଲିଆ ଭଟ୍ଟ ଅଭିନୀତ ଏହି ଚଳଚ୍ଚିତ୍ରକୁ ଦର୍ଶକ ଅନେକ ଦିନ ଧରି ଉତ୍କଣ୍ଠାର ସହ…
Read More...

ଅଦ୍ଵିକା ଦିବସ ପାଳନ

ବେଗୁନିଆ: ବେଗୁନିଆ ବ୍ଲକ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଯୋଜନା ଅଧୀନରେ ଥିବା ଅଙ୍ଗନୱାଡି କେନ୍ଦ୍ରଗୁଡିକରେ ପ୍ରତ୍ୟେକ ମାସର ପ୍ରତି ଶନିବାର ଦିନ ଅଦ୍ଵିକା ମୁଁ ଅନନ୍ୟା ଦିବସ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମରେ…
Read More...

ଜ୍ଞାନର ଜମାଖାତା ସମ୍ବାଦପତ୍ର

ବେଗୁନିଆ: ବେଗୁନିଆ ବ୍ଲକ ପଙ୍ଗାରସିଂହ ଦଧିବାମନଦେବ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ବିଦ୍ୟାର୍ଥୀର ବୌଦ୍ଧିକ ବିକାଶରେ ସମ୍ବାଦପତ୍ରର ଭୂମିକା ଶୀର୍ଷକ ଆଲୋଚନାଚକ୍ର ସମ୍ବାଦପତ୍ର ପ୍ରଦର୍ଶନ ତଥା ଖବରକାଗଜରୁ ବହି…
Read More...