ସାବଧାନ! ହ୍ବାଟ୍ସଆପରେ ହେଉଛି ନୂଆ ଠକେଇ, ଭୁଲରେ ଡାଏଲ କରନ୍ତୁନାହିଁ ଏହି ନମ୍ବର

ନୂଆଦିଲ୍ଲୀ: ହ୍ବାଟ୍ସଆପ୍‌ ଏକ ଲୋକପ୍ରିୟ ମେସେଜିଂ ଆପ୍‌। ଏହି କାରଣରୁ ଏହାର ବ୍ୟବହାରକାରୀଙ୍କ ଉପରେ ଠକମାନଙ୍କ ନଜର ଥାଏ। ଏବେ ହ୍ବାଟ୍ସଆପରେ ଏକ ନୂତନ ଧରଣର ଠକେଇ ହେଉଛି। ଏହି ଠକେଇ ପୂର୍ବଭଳି ନୁହେଁ। ଜଣେ…
Read More...

ମିନି ଟ୍ରକ ସହ ୫୦ଟି ପିଆଶାଳ କାଠ ଜବତ, ଚାଳକ ସମେତ ୩ ଗିରଫ

ମୋହନା : ଗଜପତି ଜିଲ୍ଲା ମୋହନା ବନବିଭାଗ ଚଢ଼ାଉ କରି ଏକ ମିନି ଟ୍ରକରୁ ବିପୁଳ ପରିମାଣର ପିଆଶାଳ ସାଇଜ କାଠ ଜବତ କରିବା ସହ ଗାଡ଼ ଚାଳକ ସମେତ ୩ ଜଣଙ୍କୁ ଗିରଫ କରିଛି । ସୂଚନା ପ୍ରକାରେ, ଗଜପତି ଜିଲ୍ଲା ଅଡ଼ବା ଥାନା…
Read More...

ସମ୍ବଲପୁର ସିଟି ରେଳ ଷ୍ଟେସନରେ ଯାତ୍ରୀବାହୀ ରେଳ ରହଣି ଦାବି

ସମ୍ବଲପୁର: ସମ୍ବଲପୁରର ଧନକଉଡା ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ସିଟି ରେଳ ଷ୍ଟେସନଠାରେ ୩ଟି ଯାତ୍ରୀବାହୀ ରେଳର ରହଣି କରିବାକୁ ଦାବି କରାଯାଇଛି। ସୋମବାର ପରିଷଦର ଏକ ପ୍ରତିନିଧି ମଣ୍ଡଳ ସଭାପତି ଭକ୍ତ ପ୍ରସାଦ…
Read More...

ଖରାଟିଆ କାକୁଡ଼ି ଚାଷ; ଚାଷୀ ହତାସ

ବାଙ୍କୀ: ବାଙ୍କୀ ଅଞ୍ଚଳରେ ବିଭିନ୍ନ ପନିପରିବା ଚାଷ ଯେଭଳି ଚାଷୀମାନଙ୍କର ଜୀବନ ଓ ଜୀବିକା ସହିତ ଅତି ନିବିଡ଼, ସେହିପରି ଖରାଟିଆ କାକୁଡ଼ି ଚାଷ କରିବାରେ ଅଞ୍ଚଳର ପତିଆରା ରହିଛି। ପ୍ରତିବର୍ଷ ଖରାଟିଆ କାକୁଡ଼ି ଚାଷ କରି…
Read More...

କାରାଗାରରୁ ଜାମିନ; ଜରାଶ୍ରମରେ ଥଇଥାନ

ବଲାଙ୍ଗିର: ବଧୂ ହତ୍ୟା ମାମଲାରେ ପୁଲିସ ବୃଦ୍ଧ ଦମ୍ପତ୍ତି(ଶାଶୁ ଓ ଶ୍ୱଶୁର)ଙ୍କୁ ଗିରଫ କରିଥିଲା। ଜେଲରେ ରହିଥିଲେ। ବୟସାଧିକ କାରଣରୁ ସେମାନଙ୍କୁ କୋର୍ଟ ଜାମିନ୍‍ ଦେଇଥିଲେ। କିନ୍ତୁ ପରିବାରରୁ କେହି ନେବାକୁ ଆସିଲେ…
Read More...

ସମ୍ଭାବ୍ୟ ବାତ୍ୟା ପୂର୍ବରୁ ପ୍ରବଳ ବର୍ଷା: ଡାଳୁଆ ଧାନ ଚାଷ ପ୍ରଭାବତି, ଚାଷୀ ମୁଣ୍ଡରେ ଚିନ୍ତା

ବାଙ୍କୀ: ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଗତ ଶୁକ୍ର, ଶନି, ସୋମ ଓ ମଙ୍ଗଳବାର ଦିନ ବାଙ୍କୀ ଅଞ୍ଚଳରେ ପ୍ରବଳରୁ ପ୍ରବଳ ବର୍ଷା ହୋଇଯାଇଛି। ଫଳରେ ପନିପରିବା ଚାଷ ସହିତ ପାଚିଲା ଡାଳୁଆଧାନ ପ୍ରଭାବିତ ହୋଇଛି। ଶହଶହ ହେକ୍ଟର…
Read More...

ରେଙ୍ଗାଲି ଥାନାରେ ରକ୍ତଦାନ ଶିବିର; ୧୫୦ ୟୁନିଟ୍‍ ରକ୍ତ ସଂଗ୍ରହ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଥାନାରେ ମୋ ସରକାର ଅଭିଯାନର ଆହ୍ୱାନକ୍ରମେ ମଙ୍ଗଳବାର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତପନ କୁମାର ମହାନ୍ତି ଏହି ଶିବିରକୁ…
Read More...

ଆଠଗଡ଼ରେ କୁଟୀରଶିଳ୍ପ ପାଲଟିଛି ଦେଶୀମଦ ପ୍ରସ୍ତୁତି

ଆଠଗଡ଼: ଆଠଗଡ଼ ଓ ତିଗିରିଆ ବ୍ଲକ ଅଞ୍ଚଳରେ ଦେଶୀମଦ ପ୍ରସ୍ତୁତି ଓ ଚାଲାଣ ଦୀର୍ଘବର୍ଷ ଧରି ଏକ କୁଟୀରଶିଳ୍ପରେ ପରିଣତ ହୋଇଛି। ଯେତେ ଅବକାରୀ ଚଢାଉ ହେଲେ ମଧ୍ୟ ଏହା ମଦମାଫିଆ ବା ଚୋରା ଦେଶୀମଦ ଶିଳ୍ପ ଉପରେ କୌଣସି ପ୍ରଭାବ…
Read More...

କୃଷି ବୀମା ଘୋଟାଲା; ହଦହଦା ଗାଁର ଅମ୍ବୁଜାକ୍ଷ ଗିରଫ

ବଲାଙ୍ଗିର: ବଲାଙ୍ଗିର ଜିଲା ମୁରିବାହାଲ ଥାନା ଗଡ଼ଗଡ଼ବାହାଲ ପଞ୍ଚାୟତ ଅନ୍ତର୍ଗତ ହଦହଦା ଗ୍ରାମରେ କୃଷି ବୀମାରେ ଅନିୟମିତତା ନେଇ ମୁରିବାହାଲ ଥାନାରେ ଆଶିଷ ମିଶ୍ର ଅଭିଯୋଗ କରିଥିଲେ। ୨୦୨୦ରେ ତତ୍କାଳୀନ ମୁରିବାହାଲ…
Read More...

ସୌର ପ୍ରକଳ୍ପକୁ ଗ୍ରାମବାସୀଙ୍କ ବିରୋଧ

ବଡ଼ମାଲ: ସଇଁତଲା ବ୍ଲକ ଅନ୍ତର୍ଗତ ଡୁଙ୍ଗୁରିପାଲି ପଞ୍ଚାୟତର ତେଣ୍ଡିପାଳି ଓ ଡୁଙ୍ଗୁରିପାଲି ଗ୍ରାମରେ ଆଦିତ୍ୟ ବିର୍ଲା ନାମକ ଘରୋଇ କମ୍ପାନୀ ୧୨୪ ହେକ୍ଟର ଗୋଚର ଜମିରେ ସୌର ପ୍ରକଳ୍ପ ସ୍ଥାପନ କରିବା ପାଇଁ ଯୋଜନା…
Read More...

ଜାମିନ ମିଳିବା ପରେ ଡାକ୍ତରଖାନାରୁ ଘରକୁ ଫେରିଲେ ଦେବଗଡ଼ ବିଧାୟକ

ଦେବଗଡ଼ : ଜାମିନ ମିଳିବା ପରେ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ବୁର୍ଲା ଡାକ୍ତରଖାନାରୁ ଆଜି ଦେବଗଡ଼ ଫେରିଛନ୍ତି। ମଙ୍ଗଳବାର ଦିନ ପ୍ରାୟ ୧୧ଟା ସମୟରେ ବିଜେପି ବିଧାୟକ ଶ୍ରୀ ପାଣିଗ୍ରାହୀ ତିଲେଇବଣି ବ୍ଲକ…
Read More...

ପ୍ରସିଦ୍ଧ ସନ୍ତୁର ବାଦକ ପଣ୍ଡିତ ଶିବ କୁମାର ଶର୍ମାଙ୍କ ପରଲୋକ

ମୁମ୍ବାଇ: ଭାରତୀୟ ସଙ୍ଗୀତକାର ତଥା ପ୍ରସିଦ୍ଧ ସନ୍ତୁର ବାଦକ ପଣ୍ଡିତ ଶିବ କୁମାର ଶର୍ମାଙ୍କ ପରଲୋକ ଘଟିଛି। ୮୪ ବର୍ଷୀୟ ପଣ୍ଡିତ ଶର୍ମା ହୃଦଘାତ କାରଣରୁ ମଙ୍ଗଳବାର ସକାଳେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ସେ ଗତ ୬…
Read More...

ପତ୍ନୀହନ୍ତା ସ୍ୱାମୀକୁ ଆଜୀବନ

ଦ୍ୱାରଶୁଣି : ଜଣେ ପତ୍ନୀହନ୍ତା ସ୍ୱାମୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅଦାଲତ। ମୟୁରଭଞ୍ଜ ଜିଲ୍ଲା ସେସନ୍ କୋର୍ଟରେ ଏହିପରି କଠୋର ଦଣ୍ଡାଦେଶ ହୋଇଛି। ୨୦୧୭ ମସିହାରେ ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା…
Read More...

ଚୋରା ପଥର ବୋଝେଇ ଟ୍ରାକ୍ଟର ଜବତ 

ବେଗୁନିଆ: ବେଗୁନିଆ ତହସିଲ ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ଥିବା ଶହ ଶହ ବେଆଇନ ପଥର ଖଣିରୁ ପଥର ମାଫିଆମାନେ ଦିନ ରାତି ପଥର ଖୋଳି ଚୋରା ଚାଲାଣ କରୁଥିବା ବେଳେ ପ୍ରଶାସନ ତରଫରୁ ସେମାନଙ୍କ ବିରୁଦ୍ଧରେ କୌଣସି…
Read More...

ମରାମତି ହେଉନାହିଁ ଅପନ୍ତରା ହୋଇ ପଡ଼ିଥିବା ଲଇଡା-ନୂଆଁପାଲି ରାସ୍ତା

ରେଙ୍ଗାଲି: ସରକାର ଗ୍ରାମାଞ୍ଚଳରେ ଗମନାଗମନର ସୁବିଧା କରାଇବାକୁ ରାସ୍ତାଘାଟର ଉନ୍ନତି ପାଇଁ ବିଶେଷ ଗୁରୁତ୍ୱ ପ୍ରଦାନ କରୁଛନ୍ତି। କିନ୍ତୁ ବିଡମ୍ବନାର ବିଷୟ ଯେ, ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକର ଅନ୍ୟତମ ବୃହତ୍ତମ…
Read More...

ପ୍ରତିଶ୍ରୁତି ରଖିଲେ ଚଟୁଅନକା ସରପଞ୍ଚ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ, ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମପଞ୍ଚାୟତରେ ଦେଖିବାକୁ ମିଳିଛି ଏକ ଭିନ୍ନ ଦୃଶ୍ୟ। ନିର୍ବାଚନ ସମୟରେ ପ୍ରତିଶୃତି ଦେଇଥିଲେ ସରପଞ୍ଚ ପ୍ରାର୍ଥୀ ମୋତେ ଭୋଟ…
Read More...

ବାଲିଗୁଡା ବିଧାୟକଙ୍କ ସ୍ମାର୍ଟ ସ୍କୁଲ ପରିଦର୍ଶନ

ଫୁଲବାଣୀ : ବାଲିଗୁଡା ବିଧାୟକ ଚକ୍ରମଣି କହଁର ଅଚାନକ ସାରଙ୍ଗଡ଼ ସ୍ମାର୍ଟ ସ୍କୁଲ ପରିଦର୍ଶନ କରିଛନ୍ତି। ବିଧାୟକଙ୍କ ସହ କ.ନୂଆଗାଁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ, କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, କ.ନୂଆଗାଁ…
Read More...

ହରିଣ ଶିକାର ଅଭିଯୋଗରେ ଯୁବକ ଗିରଫ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅନ୍ତର୍ଗତ କୁମୁଳାବାହାଳି ଗାଁ ଭିତରକୁ ପଶି ଆସିଥିବା ଏକ ହରିଣକୁ ଶିକାର କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ବନ ବିଭାଗ । ଗିରଫ ଯୁବକ କୁମୁଳାବାହାଳି ଗ୍ରାମର…
Read More...

ନବମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

ରାଜଗାଙ୍ଗପୁର: ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଜାମପାଲି ସ୍କୁଲରେ ନବମ ଶ୍ରେଣୀରେ ପାଠପଢୁଥିବା ଜନୈକ ୧୫ ବର୍ଷୀୟ ଛାତ୍ରୀ ସୋମବାର ଫାଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଛାତ୍ରୀ ଜଣକ ସ୍କୁଲରୁ ଫେରି…
Read More...

ପୃଥ୍ବୀରାଜ ସାଜି ପ୍ରେକ୍ଷାଳୟରେ ହଇଚଇ ସୃଷ୍ଟି କରିବାକୁ ପ୍ରସ୍ତୁତ ଅକ୍ଷୟ; ଦେଖନ୍ତୁ ଟ୍ରେଲର

ମୁମ୍ବାଇ: ଅକ୍ଷୟ କୁମାର-ମାନୁଷୀ ଛିଲ୍ଲର ଅଭିନୀତ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପୃଥ୍ବୀରାଜ’ର ଟ୍ରେଲର ସୋମବାର ରିଲିଜ୍‌ ହୋଇଛି। ଟ୍ରେଲରରେ ଅକ୍ଷୟଙ୍କ ପୃଥ୍ବୀରାଜ ଚୌହାନ ଭୂମିକାରେ ଦମଦାର ଅଭିନୟ ଦେଖିବାକୁ ମିଳିଛି।…
Read More...

ଅଟୋକୁ ଧକ୍କା ଦେଲା ସ୍କର୍ପିଓ, ୩ ଆହତ

ବଣାଇ: ବଣାଇ ଉପଖଣ୍ଡ ଲହୁଣୀପଡ଼ା ଥାନା ଅନ୍ତର୍ଗତ ରାଜ୍ୟ ରାଜପଥ ୧୦(କ)ର ଵେଲକୁଦର ଛକ ନିକଟରେ ସୋମବାର ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ସ୍କର୍ପିଓ ଦୃତ ଗତିରେ ଆସି ସାମ୍ନାରେ ଯାଉଥିବା ଏକ ଅଟୋକୁ ଧକ୍କା…
Read More...

ରେଳରେ କଟି ଯୁବକଙ୍କ ମୃତ୍ୟୁ

ସୁଆଣ୍ଡୋ: ପୁରୀ ଜିଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଗୋପାଳପୁର ପାଟଣା ଗ୍ରାମର ଜଣେ ଯୁବକଙ୍କ ରେଳରେ କଟି ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ସୁରେନ୍ଦ୍ର ସାହୁଙ୍କ ପୁଅ ତୋଫାନ କୁମାର ସାହୁ(୩୫) ବୋଲି ଜଣାପଡ଼ିଛି।…
Read More...

ଗଣମାଧ୍ୟମ ଓ ପ୍ରଶାସନର ସମନ୍ୱୟରେ ଜିଲ୍ଲାର ପ୍ରଗତି ସମ୍ଭବ: ବିଡିଓ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସମ୍ବାଦିକ ସଂଘର ସାଧାରଣ ବୈଠକ କାଲିମେଳାଠାରେ ରବିବାର ଅନୁଷ୍ଠିତ ହୋଇଯାଇଛିା ସାମ୍ବାଦିକ ସଂଘର କାଲିମେଳା ବ୍ଲକ ସମ୍ପାଦକ ଜୀବନକୃଷ୍ଣ ଦାସଙ୍କ ନେତୃତ୍ୱରେ ଆୟୋଜିତ ଏହି ସଭାରେ…
Read More...

ମାତୃ ଦିବସରେ ‘ଇଡ୍‌ଲୀ ଆମ୍ମା’ଙ୍କୁ ଖାସ୍‌ ଉପହାର ଦେଲେ ଆନନ୍ଦ ମହିନ୍ଦ୍ରା; ଗୋଟିଏ ଟ୍ବିଟ୍‌ରୁ ଯୋଡ଼ି ହୋଇଥିଲା…

ନୂଆଦିଲ୍ଲୀ: ଆନନ୍ଦ ମହିନ୍ଦ୍ରା ଜଣେ ଉଦାରମନା ବ୍ୟକ୍ତି ବୋଲି ଅନେକ ଥର ତାଙ୍କ ଟ୍ବିଟର ଆକାଉଣ୍ଟରୁ ଜଣାପଡ଼ିଛି। କିନ୍ତୁ ଏଥର ମାତୃ ଦିବସ ଅବସରରେ ସେ ‘ଇଡ୍‌ଲୀ ଆମ୍ମା’ଙ୍କୁ ଏକ ଖାସ୍‌ ଉପହାର ଦେଇଛନ୍ତି। ସବୁଠୁ ଭଲ…
Read More...

ତୁରେକେଲା ବ୍ଳକସ୍ତରରେ ବିଶ୍ବ ରେଡ଼କ୍ରସ ଦିବସ ପାଳିତ

କଣ୍ଟାବାଞ୍ଜି: ତୁରେକେଲା ବ୍ଳକ ଅନ୍ତର୍ଗତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଭାଲୁକୁନାଠାରେ ବିଶ୍ବ ରେଡ଼କ୍ରସ ଦିବସ ପାଳିତ ହୋଇଯାଇଛି। ସର୍ବପ୍ରଥମେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଜୁନିୟର ରେଡ଼କ୍ରସ…
Read More...

ଦୁର୍ଗମ ଅଞ୍ଚଳରେ ମୋବାଇଲ ଯୋଗାଯୋଗ ପାଇଁ ବାଟ ଫିଟୁଛି

ଲାଞ୍ଜିଗଡ଼: ଆଧୁନିକ ଯୁଗର ମଣିଷ ଚନ୍ଦ୍ରପୃଷ୍ଠରୁ ଯାଇ ମଙ୍ଗଳପୃଷ୍ଠରେ ପହଞ୍ଚିଗଲାଣି । ବିଶ୍ୱ ବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟଭେଦ କରିବାକୁ ଯାଇ ଈଶ୍ୱରକଣିକାର ଖୋଜ କରିସାରିଲାଣି । ସେହିପରି ଦୃତଗତିରେ ବିଶ୍ୱଶକ୍ତିରେ…
Read More...

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ

ଫୁଲବାଣୀ: ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣଙ୍କ ସହଯୋଗରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ରବିବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ…
Read More...

ପ୍ରଚାରରେ ସୀମିତ ସରକାରଙ୍କ ୫ଟି କାର୍ଯ୍ୟକ୍ରମ: ବିପର୍ଯ୍ୟସ୍ତ ପଶୁ ଚିକିତ୍ସା ସେବା

ହରଭଙ୍ଗା: ୨୦୧୯ ଅକ୍ଟୋବର ୨ ତାରିଖରେ ରାଜ୍ୟ ସରକାରଙ୍କ ଜନହିତକର ଏବଂ ଲୋକାଭିମୁଖୀ ମହତ କାର୍ଯ୍ୟକ୍ରମ ମୋ ସରକାର ଏବଂ ୫ଟି କାର୍ଯ୍ୟକ୍ରମର ଶୁଭାରମ୍ଭ ହେଲା। ପ୍ରାଥମିକତା ଭିତ୍ତିରେ ସ୍ୱାସ୍ଥ୍ୟସେବା ଏବଂ ପୁଲିସ…
Read More...

ବାଲି ବୋଝେଇ ଟ୍ରାକ୍ଟର ଓଲଟି ଚାଳକ ମୃତ

ପାତ୍ରପୁର: ପାତ୍ରପୁର ବ୍ଲକ ତୁରିବୁଡିରୁ ଗଜପତି ଜିଲ୍ଲା ମହେନ୍ଦ୍ରଗଡ଼ ଅଞ୍ଚଳକୁ ଟ୍ରାକ୍ଟର ଯୋଗେ ବାଲି ନେଉଥିବାବେଳେ ଦୁର୍ଘଟଣା ଘଟି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ଚାଳକଙ୍କ ନାମ ମୁନା ନାଇକ(୨୩) ବୋଲି ଜଣାପଡ଼ିଛି।…
Read More...

ଡହଡହ ଖରାରେ ବିଜେଡି ପକ୍ଷରୁ ସର୍ବତ ବଣ୍ଟନ

କଣ୍ଟାବାଞ୍ଜି/ବଙ୍ଗୋମୁଣ୍ଡା : ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଝାଞ୍ଜି ପବନ ମାଡରେ କଲବଲ ହେଉଛନ୍ତି ଲୋକେ। ଏହାକୁ ଦୃଷ୍ଟିରେ ରଖି ରବିବାର ସାପ୍ତାହିକ ବଜାର ବଙ୍ଗୋମୁଣ୍ଡାଠାରେ ସ୍ଥାନୀୟ ବିଜେଡି ତରଫରୁ ହାଟକୁ…
Read More...

ସୁରକ୍ଷାବାହିନୀଙ୍କ ଗୁଳିରେ ଟଳିଲା ପାକ୍‌ ଆତଙ୍କୀ ହାଇଦର

ଜମ୍ମୁ: ଜମ୍ମୁ-କାଶ୍ମୀରର କୁଲଗାମ ଅଞ୍ଚଳରେ ରବିବାର ଆତଙ୍କବାଦୀ ଓ ସୁରକ୍ଷାବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି। ଏଥିରେ ସୁରକ୍ଷାବାହିନୀଙ୍କ ଗୁଳିରେ ଜଣେ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛି। ନିହତ ଆତଙ୍କୀର…
Read More...

ପାନୀୟ ଜଳ ସମସ୍ୟା ବୁଝିଲେ ସରପଞ୍ଚ

ପାପଡାହାଣ୍ଡି: ପାନୀୟ ଜଳ ସମସ୍ୟା ବୁଝିଲେ ସରପଞ୍ଚ। ନବରଙ୍ଗପୁର ଜିଲ୍ଲା ପାପଡହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତ ଅନ୍ତର୍ଗତ କଲେଜ ସାହିରେ ଉତ୍କଟ ଜଳ ସଙ୍କଟ ଦେଖାଦେଇଛି। ସାହି ଲୋକଙ୍କ ଗୁହାରୀ ଶୁଣିବା ମାତ୍ରେ ମଇଦଲପୁର…
Read More...

ସତନାମୀପଡ଼ା ପ୍ରାଥମିକ ସ୍କୁଲ ମଧ୍ୟାହ୍ନଭୋଜନ ନିରୀକ୍ଷଣ କଲେ ସରପଞ୍ଚ

କଣ୍ଟାବାଞ୍ଜି/ବଙ୍ଗୋମୁଣ୍ଡା: ବଙ୍ଗୋମୁଣ୍ଡା ସଦର ସତନାମୀପଡ଼ାରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ଆଜି ସ୍କୁଲ ସମୟରେ ବଙ୍ଗୋମୁଣ୍ଡା ସରପଞ୍ଚ ତଥା ରାଜ୍ୟ ଯୁବ ବିଜେଡ଼ି ସମ୍ପାଦକ ଅଜିତ ଯୋଶୀ ପରିଦର୍ଶନ କରିଛନ୍ତି। ମଧ୍ୟାହ୍ନ…
Read More...

ବାତଜ୍ୱର ନିରାକରଣ ସଚେତନତା କାର୍ଯ୍ୟକ୍ରମ

ବାଙ୍କୀ: କଟକ ଜିଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ବାଙ୍କୀ ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଚାଳନାରେ ବାତଜ୍ୱର ନିରାକରଣ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର…
Read More...

ଚଡେଇବନ୍ଧ ଲୋମହର୍ଷଣକାରୀ ଘଟଣା: ଦୋଷୀଙ୍କୁ ଘଣ୍ଟ ଘୋଡାଇବାର ଅପଚେଷ୍ଟା ବିରୁଦ୍ଧରେ ବିଜେଡିର ପ୍ରତିବାଦ

ବାଙ୍କୀ: ବାଙ୍କୀ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ଶୁକ୍ରବାର ବାଙ୍କୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଓ ଧାରଣା ଅନୁଷ୍ଠିତ ହୋଇଯାଇଛି। ମାର୍ଚ୍ଚ ୧୯ ତାରିଖରେ ବାଙ୍କୀ ବ୍ଲକ…
Read More...

ପ୍ରଫେସର ଗୀତାଞ୍ଜଳି ଦାଶ ହେଲେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି

ଭୁବନେଶ୍ବର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି ପ୍ରଫେସର ଗୀତାଞ୍ଜଳି ଦାଶ। ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧିନିୟମ ୧୯୮୯ର ଧାରାରେ ଦିଆଯାଇଥିବା କ୍ଷମତାର ବ୍ୟବହାରରେ ରାଜ୍ୟପାଳ ପ୍ରଫେସର ଗଣେଶୀ…
Read More...

କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ

ପାଟଣାଗଡ: ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁରେଶ କୁମାର ସାହୁ(୫୬)ଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିବା ଜଣାଯାଇଛି। ତେବେ ସହର ତଥା ବ୍ଲକ କାର୍ଯ୍ୟାଳୟଠାରୁ ପ୍ରାୟ ୧୩…
Read More...

ମସଜିଦରେ ଲାଉଡସ୍ପିକର ଲଗାଇବା ମୌଳିକ ଅଧିକାର ନୁହେଁ: ଆହ୍ଲାବାଦ ହାଇକୋର୍ଟ

ପ୍ରୟାଗରାଜ: ମସଜିଦ ଏବଂ ଅନ୍ୟାନ୍ୟ ଧାର୍ମିକ ସ୍ଥଳରୁ ଲାଉଡସ୍ପିକର ହଟାଇବା ପାଇଁ ଯୋଗୀ ସରକାରଙ୍କ ନିଷ୍ପତ୍ତିକୁ ଆହ୍ଲାବାଦ ହାଇକୋର୍ଟ ମଧ୍ୟ ଅନୁମୋଦନ କରିଛନ୍ତି। ମସଜିଦରେ ଲାଉଡ ସ୍ପିକର ଲଗାଇବା ପାଇଁ ଅନୁମତି…
Read More...

ବାଘ ଛାଲ ବିକ୍ରି ପାଇଁ ମୂଲଚାଲ ବେଳେ ମାଡ଼ି ବସିଲା ଏସଟିଏଫ୍

ବଲାଙ୍ଗିର: ବାଘ ଛାଲ ଡିଲ୍ ବେଳେ ମାଡିବସିଲା ଏସଟିଏଫ୍। ବଲାଙ୍ଗିର ଜିଲା ସଇନ୍ତଲା ଟିକ୍ରାପଡାରେ ବାଘ ଛାଲ ଡିଲ ବେଳେ ଏସଟିଏଫ୍ ହାତରେ ଧରାପଡିଛନ୍ତି ବାଘ ଛାଲ ବେପାରୀ। ଟିକ୍ରାପଡା ଚରଚରା ଗାଁ ଆଦିକନ୍ଦ ଘିବେଲା…
Read More...

ବିଦେଶରେ ପ୍ରଦର୍ଶିତ ହେଲା ଚକରା ବିଶୋଇ ଓ ବାଜି ରାଉତଙ୍କ ଦେଶପ୍ରେମ

ଭୁବନେଶ୍ୱର: କାତାର ଦେଶରେ ଥିବା ଓଡ଼ିଆ ସଂଗଠନ ‘ଉତ୍କଳିକା କାତାର’ ଆନୁକୁଲ୍ୟରେ ମେ’ ୪ ତାରିଖରେ କାତାରସ୍ଥିତ ଇଣ୍ଡିଆନ କଲ୍‌ଚରାଲ ସେଣ୍ଟରଠାରେ ୮୭ତମ ଉତ୍କଳ ଦିବସ ଏବଂ ସ୍ବାଧୀନତାର ଅମୃତ ମହୋତ୍ସବ ମହାସମାରୋହରେ…
Read More...

ଓଲଟିଲା କୁଣ୍ଡା ବୋଝେଇ ଟ୍ରକ

ଲାଞ୍ଜିଗଡ଼: ଭବାନୀପାଟଣା-ରାୟଗଡ଼ାକୁ ସଂଯୋଗ କରୁଥିବା ୬ନଂ ରାଜ୍ୟ ରାଜପଥ କିଡିଙ୍ଗ ନିକଟସ୍ଥ ବେହେରାପୋଲ ପାଲଟିଛି ମରଣଯନ୍ତା। ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଉଥିବା ବେଳେ ଏବେ ଏହି ପୋଲ ଉପରେ ଏକ କୁଣ୍ଡା ବୋଝେଇ…
Read More...

ପାନୀୟ ଜଳ ସଙ୍କଟର ମୁକାବିଲା; ୧୩୭ଟି ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଣ

ରେଙ୍ଗାଲି: ଭୂତଳ ଜଳ ସ୍ତର ବର୍ଷକୁ ବର୍ଷ ପାତାଳଗାମୀ ହେଉଥିବା ଫଳରେ ରେଙ୍ଗାଲି ବ୍ଳକ୍‍ ଅଞ୍ଚଳରେ ଗ୍ରୀଷ୍ମ ଋତୁରେ ପାନୀୟ ଜଳ ସଙ୍କଟ ଉତ୍କଟ ତଥା ଗମ୍ଭୀର ସମସ୍ୟା ଭାବେ ଉଭା ହେଉଛି। ଗ୍ରୀଷ୍ମ ଋତୁରେ ପାନୀୟ ଜଳର…
Read More...

ଜିଲ୍ଲାସ୍ତରୀୟ ଧରଣୀଧର ଜୟନ୍ତୀ ସମାରୋହରେ ଅଗ୍ରଣୀ ଚାଷୀ ତ୍ରିନାଥ ମୁଣ୍ଡା ସମ୍ବର୍ଦ୍ଧିତ

ପାଟଣା : କେନ୍ଦୁଝର ଜିଲ୍ଲାସ୍ତରୀୟ ବିପ୍ଳବୀ ଧରଣୀଧର ଭୂୟାଁଙ୍କ ୧୫୮ତମ ଜୟନ୍ତୀ ସମାରୋହରେ ପାଟଣା ବ୍ଲକ ଜମୁନାପଶି ପଂଚାୟତ ପଦ୍ମପୁର ଗ୍ରାମର ଅଗ୍ରଣୀ ଆଦିବାସୀ ଚାଷୀ ତ୍ରିନାଥ ମୁଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।…
Read More...

ସ୍କୁଟିକୁ ଧକ୍କା ଦେଇ ବାଇକ ଚୁରମାର; ୩ ଗୁରୁତର

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ୨୨୦ ନମ୍ବର ଜାତୀୟ ରାଜପଥର ମଲ୍ଲିପଶି ନିକଟରେ ଏକ ଦ୍ରୁତଗାମୀ ବାଇକ ଭାରସାମ୍ୟ ହରାଇ ସ୍କୁଟିକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ବାଇକରେ ଥିବା ୩ ଜଣ ଯୁବକ…
Read More...

ଚାରକୋଳି ତୋଳାଳୀଙ୍କୁ ଉପଯୁକ୍ତ ପ୍ରାପ୍ୟ ମିଳୁନାହିଁ

ପାଟଣା: ଚଳିତ ବର୍ଷ କେନ୍ଦୁଝର ଜିଲ୍ଲା ବନାଞ୍ଚଳରେ ପ୍ରବଳ ମାତ୍ରାରେ ଚାରକୋଳି ଫଳିଥିବା ବେଳେ ଚାର କୋଳି ତୋଳାଳୀଙ୍କୁ ଉପଯୁକ୍ତ ପ୍ରାପ୍ୟ ମିଳୁ ନଥିବା ଦେଖାଯାଇଛି। ସାମାନ୍ୟ ଖଟା ସହ ପାଟିକୁ ଅତ୍ୟନ୍ତ ସୁସ୍ୱାଦୁ…
Read More...

ଲୋମହର୍ଷଣକାରୀ ଭିଡିଓ: ଜେସିବି ଚକରେ ପମ୍ପ ଦେବା ବେଳେ ବିସ୍ଫୋରଣ, ୨ ମୃତ

ରାୟପୁର: ଛତିଶଗଡ଼ର ରାଜଧାନୀ ରାୟପୁରରୁ ସମ୍ନାକୁ ଆସିଛି ଏକ ଲୋମହର୍ଷଣକାରୀ ଘଟଣା। ଜେସିବି ଚକରେ ପମ୍ପ ଦେବା ସମୟରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଫଳରେ ୨ ଜଣଙ୍କର ଘଟଣାସ୍ଥଳରେ ହିଁ ଶୋଚନୀୟ ମୃତ୍ୟୁ ଘଟିଛି। ଏହି…
Read More...

କେରଳରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ

ପାତ୍ରପୁର: ଦାଦନ ଖଟିବାକୁ ଯାଇଥିବା ଜଣେ ଦଳିତ ଯୁବକଙ୍କର କେରଳରେ ମୃତ୍ୟୁ ଘଟିଛି। ଯୁବକ ଜଣକ ପାତ୍ରପୁର ବ୍ଲକ ଦେସାରୀ ଗ୍ରାମର ସୀମାଞ୍ଚଳ ନାଇକ(କାଳୁ) ୨୮ ବୋଲି ଜଣାପଡ଼ିଛି । ୧୫ ଦିନ ତଳେ ଅଞ୍ଚଳର କିଛି ସାଙ୍ଗଙ୍କ…
Read More...

ଦାଦନ ଦୁଃଖ; ୩ ଦିନରେ ୨ଜଣଙ୍କ ମୃତ୍ୟୁ

ବଲାଙ୍ଗିର/ପାଟଣାଗଡ: ବଲାଙ୍ଗିର ଜିଲାରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ। ଗତ ୩ ଦିନ ମଧ୍ୟରେ ୨ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମୃତଦେହ ଆସି ଗାଁରେ ପହଞ୍ଚିଛି। ଦାଦନ ସର୍ଦ୍ଦାରଙ୍କ ବିରୋଧରେ…
Read More...

ଏଥର ଏହି ସମ୍ବେଦନଶୀଳ ଘଟଣା ଉପରୁ ପରଦା ଉଠାଇବେ ଆୟୁଷ୍ମାନ; ରିଲିଜ୍‌ ହେଲା ‘ଅନେକ’ର ଟ୍ରେଲର

ମୁମ୍ବଇ: ଲୋକପ୍ରିୟ ବଲିଉଡ଼ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଆଗାମୀ ଚଳଚ୍ଚିତ୍ର ‘ଅନେକ’ର ଟ୍ରେଲର ଗୁରୁବାର ରିଲିଜ୍‌ ହୋଇଛି। ଏଥିରେ ସେ ଜଣେ ଅଣ୍ଡରକଭର୍ ପୁଲିସ ଅଧିକାରୀ ଭୂମିକାରେ ଅଭିନୟ କରିଛନ୍ତି। ଟ୍ରେଲରରେ…
Read More...

ବସ୍ତାରା ଟୋଲ ନିକଟରୁ ୪ ଆତଙ୍କୀ ଗିରଫ, ବିପୁଳ ମାତ୍ରାରେ ବିସ୍ଫୋରକ ଜବତ

କର୍ଣ୍ଣାଲ: ହରିୟାଣାର କର୍ଣ୍ଣାଲରେ ପୁଲିସକୁ ବଡ଼ ସଫଳତା ମିଳିଛି। ଆଇବି ସୂଚନା ଆଧାରରେ କର୍ଣ୍ଣାଲ ପୁଲିସ ବସ୍ତାରା ଟୋଲ ନିକଟରୁ ଗୁରୁବାର ୪ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ଗାଡ଼ିରେ ବିପୁଳ ମାତ୍ରାରେ ବିସ୍ଫୋରକ…
Read More...

ଅବକ୍ଷୟମୁଖୀ ପାରମ୍ପରିକ ଜଳାଶୟର ପୁନରୁଦ୍ଧାର ଦାବୀ

ରେଙ୍ଗାଲି: ଯୁଗଯୁଗ ଧରି ଜୀବଜଗତକୁ ଜଳଦାନ କରି ଆସୁଥିବା ବନ୍ଧ, କଁଟା, ମୁଡା, ଘାଘରା ଆଦି ପାରମ୍ପରିକ ପ୍ରାଚୀନ ଜଳଭଣ୍ଡାରଗୁଡିକର ଉପଯୁକ୍ତ ରକ୍ଷଣାବେକ୍ଷଣ ତଥା ପୁନରୁଦ୍ଧାର ହେଉ ନଥିବାରୁ ଅଧିକାଂଶ ଜଳାଶୟ ଗ୍ରୀଷ୍ମ…
Read More...

ବିଷମ ପରିସ୍ଥିତିରେ ଦେଶର ସୁରକ୍ଷା; ବାଲିରେ ଭାଜି ହୋଇଯାଉଛି ପାମ୍ପଡ଼

ବିକାନେର: ରାଜସ୍ଥାନର ବିକାନେରରେ ଭାରତ-ପାକିସ୍ତାନ ସୀମାରେ ଯବାନମାନେ ପ୍ରଚଣ୍ଡ ଉତ୍ତାପର ଉଦାହରଣ ଦେଖାଇବାକୁ ଯାଇ ଏକ ନିଆର ପରୀକ୍ଷଣ ଦେଖାଇଛନ୍ତି। ଏହାର ଭିଡିଓ ମଧ୍ୟ ସେମାନେ କରିଛନ୍ତି। ଭିଡିଓରେ ଦୁଇ ଜଣ ଯବାନ…
Read More...

ଅଳିଆଗଦାରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ଭୁବନେଶ୍ବର: ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଷ୍ଟେସନ ବଜାର ସ୍ଥିତ କଦଳୀ ଗୋଦାମ ବସ୍ତି ନିକଟ ଅଳିଆଗଦାରୁ ବୁଧବାର ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। ଉଦ୍ଧାର ପରେ ଶିଶୁଟିକୁ କ୍ୟାପିଟାଲ ହସ୍ପିଟାଲରେ…
Read More...

ପୃଥିବୀରେ ଏକମାତ୍ର ବେରଙ୍ଗ କାମ ପକ୍ଷୀ; ଠିକଣା ମଙ୍ଗଳାଯୋଡି

ଭୁବନେଶ୍ବର: ଗ୍ରେ-ହେଡେଡ ସ୍ଵାମ୍ପ ହେନ ବା ପର୍ପଲ ମୁର ହେନକୁ ଓଡ଼ିଆରେ କାମ ପକ୍ଷୀ ବୋଲି କୁହାଯାଏ । ଏହି ପକ୍ଷୀର ଦେହ ବାଇଗଣୀ-ନୀଳ ରଙ୍ଗର ହେବା ସହ, ନାଲି ରଙ୍ଗର ବଡ ଥଣ୍ଟ ଥାଏ। ଓଡ଼ିଶା ସମେତ ପ୍ରାୟ ସମସ୍ତ…
Read More...

ପିଲାଙ୍କ ଜୀବନ ସହିତ ଖେଳ; ମଧ୍ୟାହ୍ନଭୋଜନରେ ପଚା ଅଣ୍ଡାକୁ ପଚାସଢା ପରିବା

ବଲାଙ୍ଗିର: ସରକାରୀ ସ୍କୁଲରେ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବାକୁ ରାଜ୍ୟ ସରକାର ମଧ୍ୟାହ୍ନ ଭୋଜନ ଯୋଜନା କରିଛନ୍ତି । ସପ୍ତାହରେ ଦୁଇ ଦିନ ଡାଲି, ଦୁଇ ଦିନ ସୋୟାବିନ ଓ ଦୁଇ ଦିନ ଅଣ୍ଡା ତରକାରୀ କରି ପିଲାଙ୍କୁ…
Read More...

ସ୍ବାଧୀନତା ଦିବସରେ ପ୍ରତ୍ୟେକ ରେଳ କର୍ମଚାରୀଙ୍କ ଘରେ ଉଡ଼ିବ ତ୍ରିରଙ୍ଗା

ଗୋରଖପୁର: ଚଳିତ ବର୍ଷ ସ୍ବାଧୀନତା ଦିବସରେ ରେଳ ଆବାସଗୁଡ଼ିକର ଦୃଶ୍ୟ କିଛି ଭିନ୍ନ ହେବ। ପ୍ରତ୍ୟେକ ରେଳକର୍ମୀଙ୍କ ଘରେ ତ୍ରିରଙ୍ଗା ଉଡ଼ିବ। ଏହି ପରିପ୍ରେକ୍ଷୀରେ ରେଳବାଇ ବୋର୍ଡ଼ ସମସ୍ତ ରେଳ ଜୋନକୁ ନିର୍ଦେଶାବଳୀ…
Read More...

ସୁଆଣ୍ଡୋ ଐତିହ୍ୟ ପ୍ରକଳ୍ପ ଅଗ୍ରଗତି ଅନୁଧ୍ୟାନ କଲେ ଉଚ୍ଚପଦସ୍ଥ ଅଧିକାରୀ

ସୁଆଣ୍ଡୋ: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମମାଟିରେ ସରକାରଙ୍କ ପକ୍ଷରୁ ଚାଲିଥିବା ଐତିହ୍ୟ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି ଓଡ଼ିଶା ଖଣି ନିଗମ ପରିଚାଳନା ଅଧିକାରୀ ବଲୱନ୍ତ ସିଂହ ଏବଂ…
Read More...

ସ୍ୱାମୀ ମୃତ୍ୟୁର ଦୁଇ ବର୍ଷ ପରେ ବି ମିଳୁନି ବିଧବା ଭତ୍ତା: ୪ ଶିଶୁଙ୍କୁ ନେଇ ଦୁଃଖରେ ବିତୁଛି ସୀତାମେ ମାଝୀଙ୍କ ଦିନ

ଲାଞ୍ଜିଗଡ: ସ୍ବାମୀ ଆରପାରିକୁ ଯିବାର ୨ ବର୍ଷ ବିତିଗଲାଣି କିନ୍ତୁ ବିଧବା ଭତ୍ତା କିମ୍ବା ହରିଷଚନ୍ଦ୍ର ଯୋଜନାରେ ଅର୍ଥର ସହଯୋଗ ମିଳିପାରିଲାନି । ଆଖିର ଲୁହ, ପେଟର ଭୋକ, ହୃଦୟର ଅସହ୍ୟ ବେଦନା ଓ ଦାରିଦ୍ର୍ୟର…
Read More...

୮ଟି ଶ୍ରେଣୀ ପାଇଁ ଶିକ୍ଷକ ୩; ବାବୁପାଲି ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

ଆଗଲପୁର: ବଲାଙ୍ଗିର ଜିଲା ବାବୁଫାସଡ ପଞ୍ଚାୟତର ବାବୁପାଲି ଗାଁ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାରୁ ଛାତ୍ରଛାତ୍ରୀମାନେ ପାଠ ପଢିବାରେ ବହୁତ ସମସ୍ୟା ହେଉଛି। ଫଳରେ ସ୍କୁଲ କମିଟି ଓ ଗାଁ…
Read More...

ପ୍ରତିଶ୍ରୁତି ରଖିଲେ ବିଧାୟକ: ଲୋକକଳାରେ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲିବାକୁ ଚିଠି

ବଲାଙ୍ଗିର: ବଲାଙ୍ଗିର କୋଶଳ କଳାମଣ୍ଡଳରେ ଦୁଲଦୁଲି କଳା ପରିଷଦ ପକ୍ଷରୁ ୩ ଦିନ ଧରି ଲୋକକଳା ଉତ୍ସବ ଆୟୋଜିତ ହୋଇଥିଲା। ଉଦଯାପନୀ ସନ୍ଧ୍ୟାରେ ଲୋଇସିଂହା ବିଜେପି ବିଧାୟକ ଡ.ମୁକେଶ ମହାଲିଙ୍ଗ ମୁଖ୍ୟଅତିଥି ଭାବେ ଯୋଗ…
Read More...

ଜିଓ ସେବା ବାଧାପ୍ରାପ୍ତ; କାମ ଠପ୍‍

ଖପ୍ରାଖୋଲ: ଖପ୍ରାଖୋଲ ବ୍ଲକ ବେନକେରା ଗାଁରେ ଥିବା ଜିଓ ମୋବାଇଲ୍‍ ଟାୱାର ଗତ କିଛି ଦିନ ହେଲା ଅଚଳ ହୋଇପଡିଛି। ଫଳରେ ଜିଓ ହିତାଧିକାରୀମାନେ ମୋବାଇଲ୍‍ ସେବା ସହ ଇଣ୍ଟରନେଟ୍‍ ସେବାରୁ ବଞ୍ଚିତ ହେଉଛନ୍ତି। ଅନ୍‍ଲାଇନରେ…
Read More...

ସନ୍ଧ୍ୟାରେ ଖୋଲିବ ହାଟପଦା ପାର୍କ

ବଲାଙ୍ଗିର: ବଲାଙ୍ଗିର ପୌରାଧ୍ୟକ୍ଷା ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିଛନ୍ତି। ସ୍ଥାନୀୟ ହାଟପଦାରେ ଥିବା ପାର୍କକୁ ସନ୍ଧ୍ୟା ସମୟରେ ମଧ୍ୟ ଖୋଲା ରଖିବାକୁ ପୌରାଧ୍ୟକ୍ଷା ଲିକା ସାହୁ ଘୋଷଣା…
Read More...

ରାଜ୍ୟସ୍ତରୀୟ ଟାଇ ବକ୍ସିଂ: ବଲାଙ୍ଗିରର ୬ ଜଣଙ୍କୁ ସ୍ୱର୍ଣ୍ଣ ପଦକ

ବଲାଙ୍ଗିର: ଭୁବନେଶ୍ୱର କମ୍ୟୁନିଟି ସେଣ୍ଟରରେ ଖେଳା ଯାଇଥିବା ରାଜ୍ୟସ୍ତରୀୟ ଟାଇ ବକ୍ସିଂ ପ୍ରତିଯୋଗିତାରେ ବଲାଙ୍ଗିର ଜିଲାରୁ କୋଚ୍‍ ଯୁଧିଷ୍ଠୀର ଗୁରାଣ୍ଡିଙ୍କ ନେତୃତ୍ୱରେ ୧୦ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ସେମାନଙ୍କ…
Read More...

ଅକ୍ଷୟ ତୃତୀୟା ଉପଲକ୍ଷେ ଚହ୍ଲା ବଣ୍ଟନ

ବ୍ରହ୍ମପୁର: ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡ ସମ୍ମୁଖରେ ମଙ୍ଗଳବାର ଭାଗବତ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅକ୍ଷୟ ତୃତୀୟା ଉପଲକ୍ଷେ ଚହ୍ଲା ବଣ୍ଟନ କରାଯାଇଛି। ଟ୍ରଷ୍ଟର ସଦସ୍ୟା ସବିତା ସାହୁକାର, ଅନସୁୟା ଜେନା, ସଦସ୍ୟା…
Read More...

ଦୁର୍ଘଟଣାର ଶିକାର ହେଲେ ଅଭିନେତ୍ରୀ ତନୁଶ୍ରୀ ଦତ୍ତା

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ନିକଟରେ ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ମହାକାଳଙ୍କ ଦର୍ଶନ ପାଇଁ ଯାଉଥିବା ସମୟରେ ସେ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏନେଇ…
Read More...

ପିଏମ୍ଇସିରେ ପଶୁ ପକ୍ଷୀଙ୍କ ପାଇଁ ଜଳଛତ୍ର

ଗୋପାଳପୁର: ଶିତଳାପଲ୍ଲୀ ସ୍ଥିତ ପାରଳା ମହାରାଜା ଯାନ୍ତ୍ରୀକ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କ୍ୟାମ୍ପସ ପରିସରରେ ପଶୁପକ୍ଷୀଙ୍କ ନିମନ୍ତେ ବିଭିନ୍ନ ସ୍ଥାନରେ ଜଳଛତ୍ର…
Read More...

ଶିକ୍ଷକଙ୍କୁ କନ୍ଧମାଳ ସାରସ୍ୱତ ପ୍ରତିଭା ସମ୍ମାନ

ଫୁଲବାଣୀ: ଦୀର୍ଘଦିନ ଧରି ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଶିକ୍ଷକତା କରୁଥିବା ଶିକ୍ଷକ ବିପିନ୍ ବିହାରୀ ସାହୁଙ୍କୁ ତାଙ୍କ ସାମଗ୍ରିକ ସାହିତ୍ୟ କୃତି ପାଇଁ ଜିଲ୍ଲାର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ‘ବନଜ୍ୟୋସ୍ନା ସାହିତ୍ୟ…
Read More...

ରାଜ୍ୟସ୍ତରରେ ଚମକିଲେ ପାପଡାହାଣ୍ଡି ପ୍ରାଣୀ ଚିକିତ୍ସକ ଡ଼ଃ ଚିନ୍ମୟ ମାଝୀ

ପାପଡାହାଣ୍ଡି : ରାଜ୍ୟସ୍ତରୀୟ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଶନିବାର ଦିନ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର ପ୍ରାଣୀ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର…
Read More...

ଜିଲାସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ଯାଜପୁର: ସୋମବାର ପୂର୍ବାହ୍ନରେ ଜିଲା ଗ୍ରାମ୍ୟ ଊନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର ଅଧ୍ୟକ୍ଷତା କରିବା ସହ ଶିବିରକୁ…
Read More...

ନବରଙ୍ଗପୁର ବ୍ରାହ୍ମଣ ସମାଜର ଜିଲାସ୍ତରୀୟ ସମ୍ମିଳନୀ

ନବରଙ୍ଗପୁର: ସ୍ଥାନୀୟ ବୈଭବ କଲ୍ୟାଣ ମଣ୍ଡପଠାରେ ନବରଙ୍ଗପୁର ବ୍ରାହ୍ମଣ ସମାଜର ଜିଲାସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମାଜର ସଭାପତି ସୁରେଶ ଚନ୍ଦ୍ର ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ ।…
Read More...

କୃଷିଭିତ୍ତିକ ପର୍ବ ଅକ୍ଷୟ ତୃତୀୟା

ହରଭଙ୍ଗା: ଅକ୍ଷୟ ତୃତୀୟା ଏକ ହିନ୍ଦୁ ଧାର୍ମିକ ପରମ୍ପରା। ଏହି ପର୍ବ ବୈଶାଖ ମାସର ଶୁକ୍ଳ ପକ୍ଷ ତୃତୀୟା ତିଥିରେ ପଡିଥାଏ। ଏହି ପର୍ବଟି ପର୍ଶୁରାମ ଜୟନ୍ତୀ ରୂପେ ମଧ୍ୟ ପାଳନ କରାଯାଇଥାଏ। ବହୁ କିମ୍ବଦନ୍ତୀ ଏହି ପର୍ବ…
Read More...

ଅକ୍ଷୟ ତୃତୀୟାରେ ପୂଜା ପାଆନ୍ତି ‘ଅକ୍ଷର ବ୍ରହ୍ମ’

ପଦ୍ମପୁର: ରାୟଗଡ଼ା ଜିଲ୍ଲାର ପଦ୍ମପୁର ନିକଟସ୍ଥ ନିପଟ ମଫସଲ ଗାଁ ମରିଚଗୁଡା। ସେଠାରେ ପୂଜାପାଆନ୍ତି ଶବର ସମ୍ପ୍ରଦାୟର ମୁଖ୍ୟ ଦେବତା ମାତାର ବନମ ବା ଅକ୍ଷର ବ୍ରହ୍ମ । ୧୯୧୬ ମସିହା ଜୁନ ୧୬ ତାରିଖ ରାୟଗଡ଼ା ଜିଲ୍ଲା…
Read More...

ଉପଖଣ୍ଡ ପୁଲିସ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ଗଣଧାରଣା

ବାଙ୍କୀ: ବାଙ୍କୀ ନିର୍ବାଚନ ମଣ୍ଡଳୀର ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ପ୍ରଦେଶ ସଂଗ୍ରେସ ଉପସଭାପତି ତଥା ବାଙ୍କୀର ପୂର୍ବତନ ବିଧାୟକ ଡଃ. ଦେବାଶିଷ ପଟ୍ଟନାୟକଙ୍କ ନେତୃତ୍ୱରେ ସୋମବାର ବାଙ୍କୀ ଉପଖଣ୍ଡ ପୁଲିସ…
Read More...

ପ୍ରେସ୍‌ ମାଲିକ ଭାବେ ମୋ ପାଖକୁ ଯାହା ଆସେ ତା’ର ପ୍ରାପ୍ୟ ନେଇ ତାକୁ ଛାପିଥାଏ: ଲଲାଟ ଭଞ୍ଜ

ଭୁବନେଶ୍ୱର: ସ୍ଥାନୀୟ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ମୟୂର ଅଫସେଟ୍‍ ପ୍ରିଣ୍ଟର୍ସ ସଂସ୍ଥାର ସତ୍ତ୍ୱାଧିକାରୀ ଲଲାଟକିଶୋର ଭଞ୍ଜଙ୍କ ନାମରେ ଉଠିଥିବା ଅଭିଯୋଗ ସଂପର୍କରେ ଏକ ସ୍ପଷ୍ଟୀକରଣ ଜରିଆରେ ପ୍ରେସ୍‍ ରିଲିଜ୍‍…
Read More...

ମଦ ପିଇ ଗାଡ଼ି ଚଳାଇବା ପଡ଼ିଲା ମହଙ୍ଗା; ୫ ଗିରଫ

ଲାଞ୍ଜିଗଡ଼: ଲାଞ୍ଜିଗଡ ପୁଲିସ ପକ୍ଷରୁ ନିୟମିତ ଯାଞ୍ଚ କରାଯାଉଥିବାବେଳେ ମଦ ପିଇ ଗାଡ଼ି ଚଳାଇବା ମାମଲାରେ ୫ଜଣ ବାଇକ୍ ଆରୋହୀଙ୍କୁ ଗିରଫ କରାଯାଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଲାଞ୍ଜିଗଡ଼ ଥାନା…
Read More...

ଅଟୋ ଓଲଟି ଯୁବକ ମୃତ

ପାତ୍ରପୁର: ଜରଡା ଥାନା ତୁରିବୁଡି ପଞ୍ଚାୟତ ଝଗଡାପଲ୍ଲୀ ମୁଖ୍ୟ ରାସ୍ତାରେ ରବିବାର ରାତିରେ ଏକ ଅଟୋ ଓଲଟି ପଡିବା ଫଳରେ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତଙ୍କ ନାମ ସୁଶାନ୍ତ ଶବର(୩୩) ଓ ଘର ତୁରିବୁଡି ପଞ୍ଚାୟତ କୃଷ୍ଣପୁର…
Read More...

ଡାକ୍ତରଖାନାରେ ମିଥୁନ୍‌

ମୁମ୍ବାଇ: ଖ୍ୟାତନାମା ବଲିଉଡ଼ ଅଭିନେତା ମିଥୁନ୍‌ ଚକ୍ରବର୍ତ୍ତୀଙ୍କ ପ୍ରଶଂସକମାନେ ତାଙ୍କୁ ନେଇ ଖୁବ୍‌ ଚିନ୍ତିତ, ଏହାର କାରଣ ହେଉଛି ଅଭିନେତାଙ୍କ ଏକ ଫଟୋ। ମିଥୁନ୍‌ ହସ୍ପିଟାଲ ଶଯ୍ୟାରେ ଶୋଇଥିବା ଏକ ଫଟୋ ସାମାଜିକ…
Read More...

ଅନ୍ୟ ଯୁବକର ପ୍ରେମରେ ପଡ଼ିଲା ପ୍ରେମିକା; ଜୀବନ ହାରିଲେ ପ୍ରେମିକ

ବଲାଙ୍ଗିର: ୨ବର୍ଷ ଧରି ପ୍ରେମ ସଂପର୍କ ଗଢି ଉଠିଥିଲା। ଉଭୟ ଉଭୟଙ୍କୁ ଭଲ ପାଉଥିଲେ। କିନ୍ତୁ ବଦଳିଗଲା ପ୍ରେମିକାର ମନ। ଅନ୍ୟ ଯୁବକଙ୍କ ପ୍ରେମରେ ଛନ୍ଦି ହେଇଗଲା ପ୍ରେମିକା। ଏକୁଟିଆ ହୋଇଗଲେ ପ୍ରେମିକ। ପ୍ରେମିକାଙ୍କୁ…
Read More...

ହରଭଙ୍ଗା ତହସିଲ ଅଫିସରେ ପିଇବା ପାଣି ଯୋଗାଣ ଠପ୍‍

ହରଭଙ୍ଗା: ହରଭଙ୍ଗା ତହସିଲ କାର୍ଯ୍ୟାଳୟରେ ପାଣିପମ୍ପଟି ପୋଡି ଯାଇଥିବାରୁ ଅଫିସରେ ଦୀର୍ଘ ୧୦ଦିନ ହେଲା ପିଇବା ପାଣି ଯୋଗାଣ ସମ୍ପୂର୍ଣ୍ଣ ଠପ୍‍ ହୋଇଯାଇଛି। ଫଳରେ ପାଣି ଟୋପାଏ ପାଇଁ ଅଫିସ କର୍ମଚାରୀଠାରୁ ଆରମ୍ଭ କରି…
Read More...

ପ୍ରଚଣ୍ଡ ତାତି ସହ ବର୍ଷାଭାବ ସତ୍ତ୍ବେ ହ୍ରାସ ପାଇଛି ଜଙ୍ଗଲ ପୋଡ଼ି

ପାତ୍ରପୁର: ଗତ କିଛି ଦିନ ଧରି ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ସାଧାରଣ ଜୀବନ ଯାତ୍ରା ଅସହ୍ୟ ହୋଇପଡ଼ିଛି। ଏବେ ଦିନରେ ଅଞ୍ଚଳରେ ପାରଦ ୪୦ ଡିଗ୍ରୀ ପାର ହେଉଛି । ତେବେ ସାମନ୍ତିଆ ପଲ୍ଲୀରେ ଚଳିତ ବର୍ଷ ଜଙ୍ଗଲ ପୋଡ଼ି…
Read More...

ମୃତ୍ତିକା ସଂରକ୍ଷଣ ବିଭାଗର ଫାର୍ମପଣ୍ଡ ଦୁର୍ନୀତି 

ହରଭଙ୍ଗା: ମୃତ୍ତିକା ସଂରକ୍ଷଣ ବିଭାଗ ମନରେଗା ଭଳି ଶ୍ରମଭିତିକ ଆଇନକୁ କିଭଳି ଅପବ୍ୟବହାର କରି ହରଭଙ୍ଗା ବ୍ଲକରେ ଦଲାଲ ସାହାଯ୍ୟରେ ମେସିନ ଦ୍ୱାରା ଫାର୍ମ ପଣ୍ଡ ଖନନ କରୁଛି ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ…
Read More...

କେ.ଭି. କଲେଜ ପରିସରରେ ୫୦ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସର ଭିତ୍ତି ପ୍ରସ୍ତର ସ୍ଥାପନ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି କେ. ଭି. କଲେଜ ପରିସରରେ ଉଚ୍ଚ ଶିକ୍ଷା ବିଭାଗ ଓ.ଏଚ. ଇ. ପି. ଇ. ଇ. ଅନୁଦାନରେ ନିର୍ମାଣ ହେବାକୁ ଥିବା ୫୦ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଭୂମି ପୂଜନ ଉତ୍ସବରେ ସ୍ଥାନୀୟ ବିଧାୟକ ସନ୍ତୋଷ…
Read More...

ଶୁଣିଲାନି ପ୍ରଶାସନ; ଶ୍ରମଦାନ କରି ତିଆରି କଲେ ଚୁଆଁ

ମୋହନା: ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବସୁଧା ଯୋଜନାରେ ପାଣି ଟାଙ୍କି ନିର୍ମାଣ କରି ଗାଁଠୁ ସହର ପର୍ଯ୍ୟନ୍ତ ସମସ୍ତ ଲୋକଙ୍କୁ ପାଣି ଯୋଗାଇବା ପାଇଁ ଚେଷ୍ଟା କରୁଛନ୍ତି। ହେଲେ ପାନୀୟ ଜଳ ଯୋଗାଣ ପଦସ୍ଥ…
Read More...

ପିପିଲି ବ୍ଲକରେ ୧୧୦ ପରୀକ୍ଷାର୍ଥୀ ଅନୁପସ୍ଥିତ

ପିପିଲି: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ସମେଟିଭ୍‍ ଆସେସମେଣ୍ଟ-୨ ପରୀକ୍ଷା ପିପିଲି ବ୍ଲକର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଶୁକ୍ରବାର କଡ଼ା ସୁରକ୍ଷା ମଧ୍ୟରେ ସୁରୁଖୁରୁରେ ଆରମ୍ଭ…
Read More...

ମାଟ୍ରିକ ପରୀକ୍ଷା ଦେଲେ ବିଧାୟକ

ଫୁଲବାଣୀ: ମାଟ୍ରିକ ପରୀକ୍ଷା ଦେଲେ ବିଧାୟକ। ଦୀର୍ଘ ବର୍ଷର ବ୍ୟବଧାନ ପରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ରୁଜାଙ୍ଗି ହାଇସ୍କୁଲ ପରୀକ୍ଷା ସେଣ୍ଟରରେ ଆଜି ପରୀକ୍ଷା ଦେଇଛନ୍ତି। ସେ ପୂର୍ବରୁ ଫୁଲବାଣୀ ଏଜେଓ ହାଇସ୍କୁଲରେ…
Read More...

ଭୂଆପଡା ଜମିବାଡ଼ି ବିବାଦରୁ ହତ୍ୟା ଘଟଣା: ସମ୍ପର୍କିୟ ଦିଅର ଗିରଫ, ୨ ଅଟକ

ଗୁଡଭେଲା : ତୁଷୁରା ଥାନା ଅନ୍ତର୍ଗତ ଭୂଆପଡା ଗାଁରେ ଜମିବାଡି ବିବାଦରୁ ଭାଉଜକୁ ହତ୍ୟା କରିଥିବା ସମ୍ପର୍କିୟ ଦିଅରକୁ ତୁଷୁରା ପୁଲିସ ଗରିଫ କରିବା ସହ ଆଜି ଅଦାଳତ ଚାଲାଣ କରାଯାଇଛି । ମୃତ ମହିଳା ସିମାଞ୍ଜଳିଙ୍କ…
Read More...

ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ପରିଦର୍ଶନ କଲେ ପୂର୍ତବିଭାଗ ମନ୍ତ୍ରୀ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଖରଶଙ୍କୁଲେଇଠାରେ ମହାନଦୀ ଉପରେ ନିର୍ମାଣାଧିନ ଥିବା ଧଳପୁର-ଆଠମଲ୍ଲିକ ସେତୁ ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିଛନ୍ତି ରାଜ୍ୟ ଖଣି ଇସ୍ପାତ ଓ ପୂର୍ତବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ…
Read More...

ବଲାଙ୍ଗିର ଜିଲା ଓକିଲ ସଂଘର ଅଧିବକ୍ତା ଦିବସ

ବଲାଙ୍ଗିର: ବଲାଙ୍ଗିର ଜିଲା ଓକିଲ ସଂଘ ପକ୍ଷରୁ ଗୁରୁବାର ସ୍ଥାନୀୟ ସିଭିଲ କୋର୍ଟ ବାର୍‍ ହଲରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀକୁ ଅଧିବକ୍ତା ଦିବସ ଭାବେ ପାଳନ କରାଯାଇଛି। ମୁଖ୍ୟଅତିଥି ଭାବେ ବରିଷ୍ଠ ଆଇନଜୀବୀ…
Read More...

ପ୍ରଶାସନ ସହ ସମନ୍ୱୟ ଅଭାବ: ସିଏଚଏସଇ ପରୀକ୍ଷା ପାଇଁ ନିଯୁକ୍ତ ପର୍ଯ୍ୟବେକ୍ଷକ ନିରାଶ

ବଲାଙ୍ଗିର: ଗୁରୁବାରଠାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ପରୀକ୍ଷା ଆରମ୍ଭ ହୋଇଛି। ପରୀକ୍ଷା ପରିଚାଳନା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସରକାରୀ ଅଧିକାରୀମାନଙ୍କୁ…
Read More...

ଆଇନଜୀବୀ ଦିବସ ପାଳିତ 

ସମ୍ବଲପୁର: ଜିଲା ଅଧିବକ୍ତା ପରିଷଦ ତରଫରୁ ସ୍ଥାନୀୟ ମ୍ୟୁନିସିପାଲଟି ଛକ ସ୍ଥିତ ସାମ୍ବାଦିକ ଭବନଠାରେ ଆଇନଜୀବୀ ଦିବସ ପାଳିତ ହୋଇଯାଇଛି। ବରିଷ୍ଠ ଦେୱାନୀ ଓକିଲ ବରଦା ମାଧବ ଗୁରୁ ମୁଖ୍ୟ ଅତିଥି ଏବଂ ଓଡ଼ିଶା ଆଇନଜୀବୀ…
Read More...

ପଶୁପକ୍ଷୀଙ୍କ ପାଇଁ ସ୍ୱଇଚ୍ଛାର ପାଣି ସୁବିଧା 

ସମ୍ବଲପୁର: ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ବେଳେ ମଣିଷ ସମେତ ପଶୁପକ୍ଷୀ ଓ ସମଗ୍ର ଜୀବଜଗତ ଡହଳବିକଳ ହେଉଛନ୍ତି। ପ୍ରବଳ ରୌଦ୍ରତାପକୁ ଧ୍ୟାନରେ ରଖି ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସ୍ୱଇଚ୍ଛା’…
Read More...

ଛାତ୍ରଛାତ୍ରୀଙ୍କୁ ଏବିଭିପିର ଶୁଭେଚ୍ଛା

ସମ୍ବଲପୁର: ରାଜ୍ୟରେ ଗୁରୁବାରଠାରୁ ଯୁକ୍ତ ୨ କଳା ଓ ବାଣିଜ୍ୟ ବିଭାଗର ବୋର୍ଡ ପରୀକ୍ଷା ଆରମ୍ଭ ହୋଇଯାଇଛି। ତେଣୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସମ୍ବଲପୁର ଶାଖା ତରଫରୁ ସ୍ଥାନୀୟ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ…
Read More...

ରିଲିଜ୍ ହେଲା ‘ଓମ୍‌’ର ଟିଜର

ମୁମ୍ବାଇ: ବଲିଉଡ଼ ଅଭିନେତା ଆଦିତ୍ୟ ରୟ କପୁରଙ୍କ ଆଗାମୀ ଚଳଚ୍ଚିତ୍ର ‘ଓମ୍‌’ର ଟିଜର ଗୁରୁବାର ରିଲିଜ୍‌ ହୋଇଛି। ଆଦିତ୍ୟ ସାମାଜିକ ଗଣମାଧ୍ୟମରେ ଟିଜର ଭିଡିଓ ଶେୟାର କରି ଏନେଇ ସୂଚନା ଦେଇଛନ୍ତି। କ୍ୟାପ୍ସନରେ…
Read More...

ବିବାହର ୩୫ ବର୍ଷ ପରେ ୭ ପିଲାଙ୍କୁ ଛାଡ଼ି ପ୍ରେମିକ ସହ ଫେରାର

ଛତରପୁର: କୁହାଯାଏ ପ୍ରେମ ଅନ୍ଧ ହୋଇଥାଏ। ଆଉ ଏଭଳି ଏକ ଅନ୍ଧ ଭଲପାଇବାର ମାମଲା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶର ଛତରପୁରରୁ। ପ୍ରେମିକଙ୍କ ପ୍ରେମରେ ଅନ୍ଧ ହୋଇ ଜଣେ ୫୦ ବର୍ଷୀୟ ମହିଳା ନିଜ ସ୍ବାମୀ ଓ ୭ ପିଲାଙ୍କୁ ଛାଡ଼ି…
Read More...

ଗଞ୍ଜାମ ପ୍ରେସକ୍ଲବ ଓ ଦିଗଦର୍ଶନ ୟୁଥକ୍ଲବ ପକ୍ଷରୁ ମଧୁବାବୁ ଜୟନ୍ତୀ ପାଳିତ

ଗଞ୍ଜାମ: ଗଞ୍ଜାମ ସହରରେ ଗଞ୍ଜାମ ପ୍ରେସକ୍ଲବ ଓ ଦିଗଦର୍ଶନ ୟୁଥକ୍ଲବ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରେସକ୍ଲବ ଓ ୟୁଥକ୍ଲବ କର୍ମକର୍ତ୍ତା ଓ ସଦସ୍ୟମାନେ…
Read More...

ଖରାଦିନେ ଦେଖାଦିଏ ଏସବୁ ସମସ୍ୟା; ସ୍ବାସ୍ଥ୍ୟ ପ୍ରତି ଦିଅନ୍ତୁ ବିଶେଷ ଧ୍ୟାନ

ଖରାଦିନେ ପ୍ରାୟତଃ ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥାଏ। ତେଣୁ ଏହି ସମୟରେ ଶରୀର ପ୍ରତି ଅଧିକ ଯତ୍ନବାନ ହେବା ଆବଶ୍ୟକ। ଶରୀରକୁ ସୁସ୍ଥ ରଖିବା ପାଇଁ ଆପଣ ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦେବା ଜରୁରୀ । ତେବେ ଆସନ୍ତୁ…
Read More...

ସାମ୍ନାକୁ ଆସିଲା ଧନୁଷଙ୍କ ହଲିଉଡ଼ ଫିଲ୍ମର ପ୍ରଥମ ଲୁକ୍‌

ମୁମ୍ବାଇ: ଦକ୍ଷିଣ ଭାରତୀୟ ଅଭିନେତା ଧନୁଷ ଖୁବଶୀଘ୍ର ‘ଦି ଗ୍ରେ ମ୍ୟାନ୍‌’ ଚଳଚ୍ଚିତ୍ର ଜରିଆରେ ହଲିଉଡ଼ରେ ପାଦ ଥାପିବେ। ତାଙ୍କ ପ୍ରଶଂସକମାନେ ମଧ୍ୟ ଏହି ଫିଲ୍ମ ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଇତି ମଧ୍ୟରେ…
Read More...

ମୀନାକ୍ଷୀଙ୍କ ସ୍ୱପ୍ନ ସାକାର କରିବ କିସ୍‍ ଫାଉଣ୍ଡେସନ୍‍

ଫୁଲବାଣୀ: କନ୍ଧମାଳର ଝିଅ ମୀନାକ୍ଷୀ ମଲ୍ଲିକଙ୍କ ସ୍ୱପ୍ନ ସାକାର କରିବ କିସ୍‍ ଫାଉଣ୍ଡେସନ୍‍। କନ୍ଧମାଳ ଜିଲ୍ଲା କେ ନୂଆଗାଁ ବ୍ଲକ୍‍ ଅନ୍ତର୍ଗତ ଗଇବନ୍ଧ ଗ୍ରାମର ମେଧବୀ ଛାତ୍ରୀ ମୀନାକ୍ଷୀଙ୍କ ପିଲା ଦିନର ସ୍ୱପ୍ନ ଥିଲା…
Read More...

ଜୀବନ ଜିନ୍ଦାବାଦ୍: ଫୁଲ ବିକି ପରିବାର ଚଳାନ୍ତି ଜମିଦାର

ବଲାଙ୍ଗିର: କେଉଁ ନେତା କି ବଡ଼ ବାବୁ ପାଇଁ ନୁହେଁ। ଜଣେ ସାଧାରଣ ମଣିଷ ପାଇଁ ଆମେ କହୁଛୁ ଜୀବନ ଜିନ୍ଦାବାଦ୍। ଆପଣ ବି ତାଙ୍କ କଥା ଶୁଣି କହିବେ ଜିନ୍ଦାବାଦ...ଜିନ୍ଦାବାଦ...। ନାଁ ଜମିଦାର ମେହେର, ଘର ବଲାଙ୍ଗିର ସହରର…
Read More...