ସାମ୍ନାକୁ ଆସିଲା ମୃଣାଲଙ୍କ ପ୍ରଥମ ତେଲୁଗୁ ଫିଲ୍ମର ମୁକ୍ତିଲାଭ ତାରିଖ; ରିଲିଜ୍‌ ହେଲା ମୋଶନ ପୋଷ୍ଟର

ମୁମ୍ବାଇ: ମୃଣାଲ ଠାକୁର ଓ ଦୁଲକର ସଲମାନ ଅଭିନୀତ ଚଳଚ୍ଚିତ୍ର ‘ସୀତା ରାମମ’ର ମୁକ୍ତିଲାଭ ତାରିଖ ସାମ୍ନାକୁ ଆସିଛି। ଏହା ଏକ ତେଲୁଗୁ ଫିଲ୍ମ, ଯାହା ତାମିଲ ଓ ମାଲାୟାଲମରେ ମଧ୍ୟ ରିଲିଜ୍‌ ହେବ। ଚଳଚ୍ଚିତ୍ରର ପ୍ରଥମ…
Read More...

ସମାଜବାଦୀ ପାର୍ଟି ସମର୍ଥନରେ ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ କପିଲ୍‌ ସିବଲ୍‌

ନୂଆଦିଲ୍ଲୀ: କଂଗ୍ରେସର ପ୍ରଭାବଶାଳୀ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଲ୍‌ ସିବଲ୍‌ ଦଳ ଛାଡ଼ି ବୁଧବାର ସମାଜବାଦୀ ପାର୍ଟି ସମର୍ଥନରେ ସ୍ବାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ…
Read More...

‘ପୃଥ୍ବୀରାଜ’: ରିଲିଜ୍‌ ପୂର୍ବରୁ ହେବ ସ୍ବତନ୍ତ୍ର ସ୍କ୍ରିନିଂ

ମୁମ୍ବାଇ: ବଲିଉଡ଼ ଅଭିନେତା ଅକ୍ଷୟ କୁମାର ଅଭିନୀତ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପୃଥ୍ବୀରାଜ’ ଜୁନ୍‌ ୩ ତାରିଖରେ ପରଦାକୁ ଆସିବ। କିନ୍ତୁ ମୁକ୍ତିଲାଭ ହେବା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହଙ୍କ ପାଇଁ ‘ପୃଥ୍ବୀରାଜ’ର…
Read More...

ମୁଣ୍ଡ ଉପରେ ଖରିଫ ଚାଷ; ଜିଲାରେ ୮୧ଟି ଉଠା ଜଳସେଚନ ପ୍ରକଳ୍ପ ଅଚଳ

ବଲାଙ୍ଗିର: ଅକ୍ଷୟ ତୃତୀୟାରୁ ଖରିଫ ଚାଷ ପାଇଁ ବଲାଙ୍ଗିର ଜିଲାରେ ଅଖି ମୁଠି ଅନୁକଳ ହେଲାଣି। ଏବେ ଚାଷୀ ହଳ ଜୁତିବା ପାଇଁ ସଜବାଜ ହେଉଛି। ବର୍ଷାକୁ ଅପେକ୍ଷା କରିଛି। ତେବେ ଜିଲାର ଚାଷୀ ପ୍ରକୃତି ସହ ଉଠା ଜଳସେଚନ ଉପରେ…
Read More...

ପ୍ରସ୍ତାବିତ ବୃଦ୍ଧାଶ୍ରମର ଶିଳାନ୍ୟାସ

ଚୌଦ୍ୱାର: ମଙ୍ଗରାଜପୁର ପଂଚାୟତ ମଙ୍ଗରାଜପୁର ଗ୍ରାମରେ ନେକ୍ଟାର ଟ୍ରଷ୍ଟ ତରଫରୁ ଏକ ବୃଦ୍ଧାଶ୍ରମର ଶିଳାନ୍ୟାସ କରାଯାଇଛି। ଟ୍ରଷ୍ଟର ଅଧ୍ୟକ୍ଷ ଡ.ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…
Read More...

କୁଶମେଲ ଆଇଟିଆଇ ଛାତ୍ର ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବଲାଙ୍ଗିର: ମେ ୮ ତାରିଖରେ ସ୍ଥାନୀୟ ସଦର ବ୍ଳକ ଅନ୍ତର୍ଗତ କୁଶମେଲ ପୋଖରୀରେ ଗ୍ରାମର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପୁଲିସ ମୃତ ଶରୀରକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାଟି ଅପମୃତ୍ୟୁ…
Read More...

ଗଞ୍ଜାମ ବ୍ଲକ କାର୍ଯ୍ୟାଳୟରେ ଭିଡିଓ କନଫରେନ୍ସିଂ ହଲ୍ ଉଦଘାଟିତ

ଗଞ୍ଜାମ: ଗଞ୍ଜାମ ବ୍ଲକ କାର୍ଯ୍ୟାଳୟ ପରିସରରେ ନୂତନ ଭାବେ ଭିଡିଓ କନଫରେନ୍ସିଂ ହଲ ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସାଦ ଚନ୍ଦ୍ର ଶେଖର ସାହୁ ମୁଖ୍ୟ ଅତିଥି ଭାବେ…
Read More...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗ; ରାଷ୍ଟ୍ରୀୟ ସ୍ମାରକ ପ୍ରାଧୀକରଣର ଅନୁମତି ନାହିଁ

ବଲାଙ୍ଗିର: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ରାଜନୈତିକ ନେତାମାନେ ଏହାକୁ ନେଇ ବୟାନବାଜି ଆକ୍ଷେପ ପ୍ରତିଆକ୍ଷେପ ଜାରି ରଖିଛନ୍ତି । ପୁରୀ ଶ୍ରୀମନ୍ଦିର ପରିକ୍ରମା…
Read More...

କଲ୍ୟାଣସିଂହପୁର ବ୍ଲକରେ ପ୍ରଥମ ସମିତି ବୈଠକ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକର ସମିତି କାର୍ଯ୍ୟାଳୟ ସଦଭାବନା ଗୃହଠାରେ ପ୍ରଥମ ସମିତି ବୈଠକ ଅନୁଷ୍ଠିତ ହୋଇଛି । ନବନିର୍ବାଚିତ ବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକାଙ୍କ ଅଧ୍ୟକ୍ଷତାରେ…
Read More...

ନିର୍ମାଣର ୧୫ଦିନ ନହେଉଣୁ ଭୁଶୁଡିଲା ଚେକଡ୍ୟାମ୍‍

ହରଭଙ୍ଗା: ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଂଚାୟତ ଅର୍ନ୍ତଗତ ଟାଙ୍ଗରୁକୁମ୍ପା ଗ୍ରାମ ନିକଟରେ ମନରେଗା ଯୋଜନାରେ ପଂଚାୟତ ପକ୍ଷରୁ ୧୫ଦିନ ତଳେ ନିର୍ମାଣ ହୋଇଥିବା ଏକ ନୂତନ ଚେକଡ୍ୟାମ ସାମାନ୍ୟ ବର୍ଷାରେ ଭୁଷୁଡି ପଡ଼ିଛି। ଫଳରେ…
Read More...

ମନରେଗା ଯୋଜନାରେ ଜବ୍‍ କାର୍ଡଧାରୀଙ୍କୁ କାମ

ବାଙ୍କୀ: ଡମପଡ଼ା ବ୍ଲକ ଅଧିନ ଶିମିଳିପୁର ଗ୍ରାମପଞ୍ଚାୟତରେ ଶ୍ରମ ହରାଇ ଘରେ ବସିଥିବା ଜବ୍‍ କାର୍ଡଧାରୀ ଶ୍ରମିକମାନଙ୍କୁ ମନରେଗା ଯୋଜନାରେ କାମ ଯୋଗାଇ ଦିଆଯାଇଛି। ମଙ୍ଗଳବାର ଶିମିଳିପୁର ଗ୍ରାମଠାରୁ ବିଲିପଡ଼ା ରାସ୍ତା…
Read More...

ପ୍ରେକ୍ଷାଳୟରେ ହଇଚଇ ସୃଷ୍ଟି କରିବାକୁ ପ୍ରସ୍ତୁତ ଅକ୍ଷୟ; ସାମ୍ନାକୁ ଆସିଲା ‘ପୃଥ୍ବୀରାଜ’ର ନୂଆ ଟ୍ରେଲର

ମୁମ୍ବାଇ: ମୁକ୍ତିଲାଭ କରିବାକୁ ପ୍ରସ୍ତୁତ ଅକ୍ଷୟ କୁମାର ଓ ମାନୁଷୀ ଛିଲ୍ଲର ଅଭିନୀତ ଚଳଚ୍ଚିତ୍ର ‘ପୃଥ୍ବୀରାଜ’। କିଛି ଦିନ ତଳେ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଥିଲା, ଯାହାକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ। ଏବେ…
Read More...

ଦୁର୍ନୀତି ବିରୋଧରେ ପଞ୍ଜାବ ସରକାରଙ୍କ ବଡ଼ ପଦକ୍ଷେପ; ସ୍ବାସ୍ଥ୍ୟମନ୍ତ୍ରୀ ବହିଷ୍କୃତ

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ଦୁର୍ନୀତି ବିରୋଧରେ ବଡ଼ ପଦକ୍ଷେପ ସ୍ବରୂପ ମଙ୍ଗଳବାର ନିଜ ମନ୍ତ୍ରୀଙ୍କୁ ବହିଷ୍କାର କରିଛନ୍ତି। ଦୁର୍ନୀତିଗ୍ରସ୍ତ ପଞ୍ଜାବ ସ୍ବାସ୍ଥ୍ୟ ମନ୍ତ୍ରୀ ଡା. ବିଜୟ ସିଙ୍ଗଲା…
Read More...

ଝିପି ଝିପି ବର୍ଷାରେ ରାସ୍ତାର ଅବସ୍ଥା ବେହାଲ; ଲୋକଙ୍କ ଆକ୍ରୋଶରୁ ରକ୍ଷା ପାଇବାକୁ ରାସ୍ତାରୁ ଉଠିଲା ସୂଚନା ଫଳକ

ବେଗୁନିଆ: ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଡଙ୍ଗରପଡାଠାରୁ ଦଲକ ଦେଇ ୧୬ ନଂ ଜାତୀୟ ରାଜପଥର ମଳିପଡ଼ା ପର୍ଯ୍ୟନ୍ତ ଗ୍ରାମ୍ୟଉନ୍ନୟନ ବିଭାଗ ଦ୍ଵାରା ନିର୍ମାଣ କରାଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ…
Read More...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ୨ମୃତ, ଜଣେ ଗୁରୁତର

ଚିକିଟି: ଚିକିଟି ଫାଣ୍ଡି ଅନ୍ତର୍ଗତ ସୁବର୍ଣ୍ଣପୁର ନିକଟରେ ସୋମବାର ଅପରାହ୍ନ ପ୍ରାୟ ସାଢେ ୩ଟା ସମୟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ…
Read More...

ଢଁସର ସେବା ସମବାୟ ସମିତିରେ ରବିଧାନ ମଣ୍ଡି

ବାଙ୍କୀ: ବାଙ୍କୀ ନିୟନ୍ତ୍ରିତ ବଜାର କମିଟି ସୌଜନ୍ୟତାରେ ସୋମବାର ଢଁସର ସେବା ସମିତିରେ ରବିଧାନ ମଣ୍ଡିର ଶୁଭାରମ୍ଭ ହୋଇଛି। ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଅଜୟ କୁମାର ରାଉତ, ଜିଲ୍ଲାପରିଷଦ ପ୍ରତିନିଧି ସମରେନ୍ଦ୍ର…
Read More...

ବାଙ୍କୀରେ କଟକ ଜିଲପାଳଙ୍କ ଜନଅଭିଯୋଗ ଶୁଣାଣି; ୨୨୪ଟି ଅଭିଯୋଗ ଶୁଣିଲେ

ବାଙ୍କୀ: ବାଙ୍କୀ ବ୍ଲକର ଜନଅଭିଯୋଗ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅନ୍ତର୍ଗତ ସମସ୍ତ ୨୦ଗୋଟି ପଞ୍ଚାୟତର ପ୍ରାୟ ୨୨୪ଟି ଅଭିଯୋଗର ଶୁଣାଣି ହୋଇଛି। କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ…
Read More...

ଓଡ଼ିଶା କଂଗ୍ରେସର ନୂଆ ମୁଖିଆ ଶରତ ପଟ୍ଟନାୟକ

ଭୁବନେଶ୍ବର: ଓଡ଼ିଶା କଂଗ୍ରେସର ନୂଆ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ଶରତ ପଟ୍ଟନାୟକ। ଅଲଇଣ୍ଡିଆ କଂଗ୍ରେସ କମିଟି ପକ୍ଷରୁ ସୋମବାର ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ଏଥିସହ ପୂର୍ବତନ ସଭାପତି ନିରଞ୍ଜନ…
Read More...

ପରଲୋକରେ ଶିବାଜୀ ପଟ୍ଟନାୟକ

ଭୁବନେଶ୍ବର: ବିଶିଷ୍ଟ ବାମପନ୍ଥୀ ନେତା ଶିବାଜୀ ପଟ୍ଟନାୟକଙ୍କ ପରଲୋକ ଘଟିଛି। ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ସୋମବାର ୯୨ ବର୍ଷ ବୟସରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଏନେଇ ସିପିଆଇ(ଏମ୍‌) ରାଜ୍ୟ…
Read More...

ଅନଲାଇନ ଆପ୍ ଜରିଆରେ ଠକେଇ କରୁଥିଲେ, ବୃନ୍ଦାବନରୁ ବନ୍ଧାହେଲେ

ବାଲେଶ୍ବର : ଅନଲାଇନ ଆପ୍ ଜରିଆରେ ଠକେଇ କରି ବୃନ୍ଦାବନରୁ ବନ୍ଧା ହେଲେ ଡ଼ିଜିଟାଲ ରିଭୋଲେସନ୍‌ ଟେକ୍ନୋଲୋଜି ଲିମିଟେଡ଼ର ମୁଖ୍ୟ ପ୍ରିନ୍ସ କୁମାର। ବାଲେଶ୍ବର ଜିଲ୍ଲା ସମେତ ଓଡ଼ିଶାରୁ ୫ରୁ ୬ କୋଟି ଟଙ୍କା ଠକିଥିବା…
Read More...

କାର୍ତ୍ତିକଙ୍କ କ୍ୟାରିୟରକୁ ନୂଆ ମୋଡ଼ ଦେବ ‘ଭୁଲ ଭୁଲୈୟା-୨’! ୩ ଦିନରେ ୫୦କୋଟି ପାର୍‌

ମୁମ୍ବାଇ: ବକ୍ସ ଅଫିସରେ କମାଲ୍‌ କରୁଛି କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ‘ଭୁଲ ଭୁଲୈୟା-୨’। ମୁକ୍ତିଲାଭର ପ୍ରଥମ ଦିନରେ ୧୪.୧୧ କୋଟି ଟଙ୍କା ଆୟ କରିଥିବା ଏହି ଚଳଚ୍ଚିତ୍ର ୩ ଦିନରେ ୫୦କୋଟିରୁ ଊର୍ଦ୍ଧ୍ବ ଟଙ୍କାର…
Read More...

ସରକାରୀ ଅନୁଦାନରେ ନିର୍ମିତ ଅଙ୍ଗନୱାଡ଼ି କୋଠାରେ ରଙ୍ଗ ବୋଳି ନାଁ ନେବାକୁ ବସିଛି ବେଦାନ୍ତ କମ୍ପାନୀ

ଲକ୍ଷ୍ମୀପୁର: ସରକାରଙ୍କ ପକ୍ଷରୁ କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ବିଭିନ୍ନ ଗ୍ରାମରେ ଅଙ୍ଗନୱାଡ଼ି କେନ୍ଦ୍ରର କୋଠା ମାନ ନିର୍ମାଣ କରାଯାଇଛି। ଏପରିକି ନିର୍ମାଣ ପରେ ରଙ୍ଗ ଦିଆଯାଇ ବିଭିନ୍ନ ଲେଖା ସହିତ ଚିତ୍ରିତ…
Read More...

ଜଗନ୍ନାଥ ଭଜନ ଗାଇଲେ ହ୍ୟୁମାନ ସାଗର

ସାଲେପୁର: ଅନେକ ବାଦ ବିବାଦ ପରେ ଶ୍ରୀଜଗନ୍ନାଥଙ୍କ ଭଜନ ଗାଇଲେ ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁରଠାରେ ଶ୍ରୀବଳଦେବଜୀଉଙ୍କ ଚନ୍ଦନ ଯାତ୍ରା ସମୟରେ ଅନୁଷ୍ଠିତ ହେଉଥିବା…
Read More...

ଡମପଡ଼ାଗଡ଼ରେ ମିନି ଷ୍ଟାଡିୟମ ନିର୍ମାଣ ପାଇଁ କ୍ଷେତ୍ର ପରିଦର୍ଶନ

ବାଙ୍କୀ: ବାଙ୍କୀ-ଡମପଡ଼ା ବ୍ଲକ ଅନ୍ତର୍ଗତ ଡମପଡ଼ା ପଞ୍ଚାୟତରେ ଗୋଟିଏ ମିନି ଷ୍ଟାଡିୟମ ନିର୍ମାଣ ପାଇଁ ଶନିବାର ବ୍ଲକ ପଦାଧିକାରୀଙ୍କ ସହ ସ୍ଥାନୀୟ ବୁଦ୍ଧିଜୀବୀ ଓ ପୂର୍ବତନ ବିଧାୟକ କ୍ଷେତ୍ର ପରିଦର୍ଶନ କରିଛନ୍ତି।…
Read More...

ଜିଲାସ୍ତରୀୟ ରୂପାନ୍ତରୀକରଣ ବିଦ୍ୟାଳୟର ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଉଦ୍‌ଯାପିତ

ବାଙ୍କୀ: ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠ ପରିସରରେ କଟକ ଜିଲ୍ଲାସ୍ତରୀୟ ୫ଟି ରୂପାନ୍ତରୀକରଣ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷକଙ୍କୁ ସ୍ମାର୍ଟ ବୋର୍ଡ ପରିଚାଳନା ସମ୍ପର୍କିତ ତାଲିମ ପ୍ରଦାନ କରାଯାଉଥିବା ୫ଦିବସୀୟ…
Read More...

ବିପଦସଂକୁଳ ଅବସ୍ଥାରେ ହୁଳୁହୁଳା ସେତୁ; ପ୍ରସ୍ତାବିତ ସୁଉଚ୍ଚ ସେତୁ ନିର୍ମାଣ ଦାବୀ

ବାଙ୍କୀ: ବାଙ୍କୀ ବ୍ଲକ ଅଧିନ ରତାଗଡ଼ ଓ ଘୋଡାବର ଗ୍ରାମର ମଧ୍ୟସ୍ଥଳରେ ରହିଛି ହୁଳୁହୁଳା ସେତୁ। ସୁବର୍ଣ୍ଣପୁର-ବିନ୍ଧାଣିମା ମୁଖ୍ୟ ରାସ୍ତାରେ ତିଗିରିଆ ପୂର୍ତ୍ତ ବିଭାଗ ଡିଭିଜନ ଅଧିନରେ ଏହି ସେତୁ। ଦୀର୍ଘବର୍ଷ ତଳେ…
Read More...

ଲାଞ୍ଜିଗଡ଼ ବିଧାୟକଙ୍କ ରାବଣଧାରାରେ ସମୀକ୍ଷା ବୈଠକ

ଲାଞ୍ଜିଗଡ଼: କଳାହାଣ୍ଡିର ଶୋଭାବର୍ଦ୍ଧନ କରୁଛି ଭଟ୍ଟାଙ୍ଗପଦର ସ୍ଥିତ ରାବଣଧାରା ଜଳପ୍ରପାତ। ଏହି ଜଳପ୍ରପାତକୁ ଦେଖିବା ପାଇଁ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ ଜମିଥାଏ। ଏହାର ଉନ୍ନୟନ କାମ ପାଇଁ ଆଇଏପି, ବିଧାୟକ ପାଣ୍ଠି,…
Read More...

ମାର୍କେଟବିଲ୍ଡିଂରେ ସିଲ୍‌ ହେଲା ଦୋକାନ

ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ ମାର୍କେଟବିଲ୍ଡିଂରେ କେତେକ ଦୋକାନକୁ ସିଲ୍‌ କରାଯାଇଛି। ଟଙ୍କା ବକେୟା ରଖିଥିବାରୁ ଦୋକାନଗୁଡ଼ିକୁ ସିଲ୍‌ କରାଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ଦୀର୍ଘଦିନ ଧରି…
Read More...

ମାଟ୍ରିକ ଖାତାଦେଖା ଆରମ୍ଭ

ଭୁବନେଶ୍ବର: ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଖାତାଦେଖା ଶନିବାରଠାରୁ ଆରମ୍ଭ ହୋଇଛି। ରାଜ୍ୟର ୫୮ଟି କେନ୍ଦ୍ରରେ ଖାତାଦେଖା ଚାଲିଥିବା ବେଳେ ଖାତା ମୂଲ୍ୟାୟନ ପାଇଁ ୪୮୧ ଜଣ ମୁଖ୍ୟ ପରୀକ୍ଷକ ନିୟୋଜିତ ହୋଇଛନ୍ତି।…
Read More...

ମାଓବାଦୀଙ୍କ ବନ୍ଦ ଡାକରାକୁ ରେଙ୍ଗାଲିରେ ସମର୍ଥନ

ଖପ୍ରାଖୋଲ: ଖପ୍ରାଖୋଲ ବ୍ଲକ ତଥା ଲାଠୋର ଥାନା ଅନ୍ତର୍ଗତ ରେଙ୍ଗାଲି ପଂଚାୟତର ବିଭିନ୍ନ ସ୍ଥାନରେ ଶୁକ୍ରବାର ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। ରେଙ୍ଗାଲିଠାରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା…
Read More...

ଅଟୋ ଓଲଟି ୨ ଗୁରୁତର, ୩ ଆହତ

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ କେନ୍ଦୁଜିଆଣି-ଭୀମକୁଣ୍ଡ ପ୍ରଧାନମନ୍ତ୍ରୀ ରାସ୍ତାର ଯୋଡ଼ିବିଲ ଗ୍ରାମ ନିକଟରେ ଶୁକ୍ରବାର ଦ୍ବିପ୍ରହର ସମୟରେ ଏକ ଯାତ୍ରୀବାହୀ ଅଟୋ ଓଲଟି ପଡିବାରୁ ଜଣେ…
Read More...

ସମାଜ ପ୍ରଭାବ: ବାଲି ଚୋରାଚାଲାଣ ଉପରେ ତହସିଲ ପ୍ରଶାସନ ଓ ପୁଲିସର ମିଳିତ ଚଢାଉ

ହରଭଙ୍ଗା: ହରଭଙ୍ଗା ତହସିଲ ଅର୍ନ୍ତଗତ ମହାନଦୀର ସାକୁଶିଙ୍ଗା ଘାଟରୁ ବ୍ୟାପକ ବାଲି ଚୋରାଚାଲାଣ ହେଉଥିବା ଏକ ଶୀର୍ଷକ ଖବର ଶୁକ୍ରବାର ସମାଜରେ ପ୍ରକାଶ ପାଇଥିଲା। ଖବରର ସତ୍ୟତାକୁ ହୃଦୟଙ୍ଗମ କରି ହରଭଙ୍ଗା ତହସିଲ…
Read More...

ବିଧାୟକଙ୍କ ଦ୍ୱାରା ଅତିରିକ୍ତ ଗୋଦାମଗୃହ ଉଦଘାଟିତ; ବନ୍ୟାପ୍ଳାବିତ ଗାଁଲୋକଙ୍କୁ ସୁବିଧାରେ ମିଳିବ ରାସନ ସାମଗ୍ରୀ ଓ…

ହରଭଙ୍ଗା: ହରଭଙ୍ଗା ବ୍ଲକ ଶଙ୍କୁଲେଇ ପଂଚାୟତ ଅର୍ନ୍ତଗତ ବୁଲୁରାଠାରେ ଶୁକ୍ରବାର ଏକ ଅତିରିକ୍ତ ଗୋଦାମଘର ଉଦ୍‍ଘାଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ୍‍ ମୁଖ୍ୟ ଅତିଥିଭାବେ…
Read More...

ଦୀର୍ଘଦିନର ସ୍ୱପ୍ନ ପୂରଣ: ଶ୍ରୀଜଗନ୍ନାଥ ମନ୍ଦିର ରତ୍ନମୁଦ ସମ୍ପୂର୍ଣ୍ଣ, ଅଞ୍ଚଳରେ ଖୁସିର ଲହରୀ

ଲାଞ୍ଜିଗଡ଼଼: ଲାଞ୍ଜିଗଡ଼ ସହରବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ପୂରଣ ହେବାକୁ ଯାଉଛି। ୨୦୧୪ ମସିହାରୁ ନିର୍ମାଣ ହେଉଥିବା ଲାଞ୍ଜିଗଡ଼ ସହରର ଭବ୍ୟ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନମୁଦ ଆଜି ସମ୍ପୂର୍ଣ୍ଣ ହୋଇଛି। ଏଥିପାଇଁ…
Read More...

ସାମ୍ନାକୁ ଆସିଲା ଜୁନିଅର ଏନଟିଆରଙ୍କ ଆଗାମୀ ମେଗା ବଜେଟ୍‌ ଫିଲ୍ମର ମୋଶନ ପୋଷ୍ଟର

ମୁମ୍ବାଇ: ଲୋକପ୍ରିୟ ଅଭିନେତା ଜୁନିଅର ଏନଟିଆର ଶୁକ୍ରବାର ନିଜର ୩୯ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କ ଆଗାମୀ ଚଳଚ୍ଚିତ୍ରର ଘୋଷଣା ହୋଇଛି। ନିର୍ମାତା ଫିଲ୍ମର ମୋଶନ ପୋଷ୍ଟର ମଧ୍ୟ ରିଲିଜ୍ କରିଛନ୍ତି।…
Read More...

ଦୁର୍ଗମ ଅଞ୍ଚଳରେ ପଡ଼ିଲା ବିକାଶର ମୂଳଦୁଆ; ଥଇଥାନ ହେବେ ୮ ଆଦିବାସୀ ପରିବାର

ଲାଞ୍ଜିଗଡ଼଼ : ଦିନଥିଲା ଆଠଗୋଟି ଆଦିବାସୀ ପରିବାର ପାଇଁ ଦୁଃଖ ଥିଲା ଚିରସହଚର। ଯୋଗାଯୋଗ ପାଇଁ ନା ଥିଲା ରାସ୍ତା, ନା ପିଇବାପାଣି ପାଇଁ ନଳକୂପଟିଏ। ବିଜୁଳି ତ ଥିଲା ସାତସପନ। ପିଇବା ପାଣି ଟୋପେ ପାଇଁ ପାହାଡ଼ ଉପରୁ…
Read More...

ପ୍ରଚାରରେ ସୀମିତ ସରକାରଙ୍କ ୫ଟି କାର୍ଯ୍ୟକ୍ରମ, ବିପର୍ଯ୍ୟସ୍ତ ପଶୁ ଚିକିତ୍ସା ସେବା

ବେଗୁନିଆ: ୨୦୧୯ ଅକ୍ଟୋବର ୨ ତାରିଖରେ ରାଜ୍ୟ ସରକାରଙ୍କର ଜନହିତକର ଏବଂ ଲୋକାଭିମୁଖୀ କାର୍ଯ୍ୟକ୍ରମ ମୋ ସରକାର ଓ ୫ଟି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ପ୍ରାଥମିକତା ଭିତ୍ତିରେ ସ୍ୱାସ୍ଥ୍ୟସେବା ଏବଂ ପୁଲିସ ସେବାରେ…
Read More...

ମୁମ୍ବାଇ ବିମାନବନ୍ଦରରେ ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର A320neo ବିମାନକୁ ମୁମ୍ବାଇ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଛି। ଟାଟା ଗ୍ରୁପ୍‌ ଦ୍ବାରା ପରିଚାଳିତ ଏୟାରଲାଇନର ଏହି ବିମାନ ଉଡ଼ାଣ ଭରିବା ପରେ ମୁମ୍ବାଇ ବିମାନବନ୍ଦରକୁ ଫେରି…
Read More...

ଦଶମ ମାଣିଆବନ୍ଧ ବୁଦ୍ଧ ମହୋତ୍ସବ ଉଦ୍‍ଯାପିତ

ବଡ଼ମ୍ବା: ପବିତ୍ର ବୁଦ୍ଧ ଜୟନ୍ତୀ ଅବସରରେ ମାଣିଆବନ୍ଧ ବୁଦ୍ଧ ବିହାର ପରିସରରେ ଗତ ୫ଦିନ ଧରି ଚାଲିଥିବା ଦଶମ ବୁଦ୍ଧ ମହୋତ୍ସବ ବୁଧବାର ବିଳମ୍ବିତ ରାତ୍ରିରେ ଉଦ୍‍ଯାପିତ ହୋଇଯାଇଛି। ଉଦ୍‍ଯାପନ ସଂଧ୍ୟାର ସାଂସ୍କୃତିକ…
Read More...

ଓଡ଼ିଶା ମୋ ପରିବାର ସହାୟତାରେ କେରଳରୁ ଫେରିଲା ଓଡ଼ିଆ ଯୁବକଙ୍କ ମୃତଦେହ

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ବଡ଼କୋଦଣ୍ଡର ୨୨ ବର୍ଷୀୟ ଯୁବକ ଭିକାରୀ ନାୟକ କେରଳରେ ରହି ଦିନମଜୁରିଆ ଭାବେ କାମ କରୁଥିଲେ। ସେଠାରେ ଏକ ନିର୍ମାଣାଧୀନ କୋଠାରେ କାମ କରୁଥିବାବେଳେ କାନ୍ଥ ଭୁସୁଡ଼ି ପଡ଼ିବାରୁ ତାଙ୍କର…
Read More...

ବାସଚ୍ୟୁତ ହେବାର ୨୩ ବର୍ଷ ବିତିଗଲା; ସ୍ଥାୟୀ ସମାଧାନ କେବେ?

ପାତ୍ରପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତରେ ନିର୍ମିତ ବାଘଲଟି ମଧ୍ୟମ ଜଳସେଚନ ପାଇଁ ଆଠ ଗୋଟି ଗ୍ରାମର ଶତାଧିକ ପରିବାରକୁ ବାସଚ୍ୟୁତ କରାଯିବାର ୨୩ ବର୍ଷ ବିତି ଯାଇଥିବା ବେଳେ ବହୁବିଧ ସମସ୍ୟା…
Read More...

ଦିଲ୍ଲୀରେ ଦୁଇ ଦୁଇଟି ସ୍ଥାନରେ ଅଗ୍ନିକାଣ୍ଡ: ଜଣେ ମୃତ, ଅନେକ ଆହତ

ନୂଆଦିଲ୍ଲୀ: ଦିଲ୍ଲୀର ଦୁଇଟି ଅଞ୍ଚଳରେ ଗୁରୁବାର ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ଦିଲ୍ଲୀ ବୱାନା ଶିଳ୍ପାଞ୍ଚଳର ଏକ…
Read More...

ଯୁବକଙ୍କ ମୃତଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

ମୋହନା: ଗଜପତି ଜିଲ୍ଲା ରା. ଉଦୟଗିରି ଥାନା ଅନ୍ତର୍ଗତ କଇଠଢେପ ଗାଁ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଜବତ କରିଛି ପୁଲିସ । ମୃତ ଯୁବକ ଜଣକ ହେଲେ ମାଛଘରା ଗାଁର କାବଲା ବଳିଆରସିଂ । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଛାନଭିନ…
Read More...

ଆମ ପୁଲିସର ମେଗା ରକ୍ତଦାନ ଶିବିର

ଛତ୍ରପୁର: ଗଞ୍ଜାମ ପୋଲିସ ଜିଲ୍ଲା ଓ ଛତ୍ରପୁର ଆମ ପୁଲିସ ଥାନାର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏକ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି। ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାୟ ଓ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର…
Read More...

୪ ବର୍ଷ ପରେ ଫେରୁଛନ୍ତି କମଲ ହାସନ: ରିଲିଜ ହେଲା ‘ବିକ୍ରମ’ର ହିନ୍ଦୀ ଟ୍ରେଲର

ମୁମ୍ବାଇ: ଦକ୍ଷିଣ ଭାରତୀୟ ସିନେତାରକା କମଲ ହାସନଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବିକ୍ରମ’ର ତାମିଲ ଟ୍ରେଲର ନିକଟରେ ରିଲିଜ୍‌ ହୋଇଥିଲା। ଏବେ ଏହାର ଟ୍ରେଲରକୁ ହିନ୍ଦୀରେ ମଧ୍ୟ ରିଲିଜ୍ କରାଯାଇଛି। ପ୍ରଶଂସକ ଏହି…
Read More...

ଥାନା ସମ୍ମୁଖରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ମାଲକାନଗିରି: ମାଲକାନଗିରି ଥାନା ସମ୍ମୁଖରେ ଜଣେ ମହିଳା ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେହି ସମୟରେ ଉପସ୍ଥିତ ଥିବା ଥାନାର କର୍ମଚାରୀମାନେ ଦେଖି ମହିଳାଙ୍କୁ ଉଦ୍ଧାର କରିଥିଲେ। ମହିଳା ଜଣକ ହେଲେ…
Read More...

ଗୋଶାଳା ନିର୍ମାଣ କରି ଅର୍ଥ ପାଇନାହାନ୍ତି ହିତାଧିକାରୀ

ମାଲକାନଗିରି : ମାଲକାନଗିରି ସଦର ବ୍ଲକ ସ୍ଥିତ ଶିଖପାଲ୍ଲୀ ପଂଚାୟତର ଏମ୍‍.ଭି. ୧୯ ଗ୍ରାମରେ ଜଣେ ହିତାଧିକାରୀ ଗୋଶାଳା ନିର୍ମାଣ କରି ଟଙ୍କା ପାଇ ନଥିବା ଅଭିଯୋଗ କରିଛନ୍ତିା ସୂଚନା ମୁତାବକ, ବିଗତ ବର୍ଷରେ ଏହି…
Read More...

ଜୁଆଖେଳକୁ ବିରୋଧ କରିବାରୁ ଦଳିତ ପରିବାର ଉପରେ ଆକ୍ରମଣ ଘଟଣା: ପୁଲିସ ନିଷ୍କ୍ରିୟତା ପ୍ରତିବାଦରେ ଦଳିତ ମହାସଂଘର…

ପିପିଲି: ଜୁଆଖେଳକୁ ବିରୋଧ କରିବାକୁ ଯାଇ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ଡେଲାଙ୍ଗ ଥାନା ରେଞ୍ଚ ଗ୍ରାମର ଅଭିମନ୍ୟୁ ମଲ୍ଲିକଙ୍କ ପରିବାରକୁ ନ୍ୟାୟ ଦେବା ଓ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବା ଦାବିରେ…
Read More...

ତେଇସିପୁର ସମବାୟ ସମିତିରେ ମୁଗ, ବିରି ମଣ୍ଡି ଖୋଲିଲା

ପିପିଲିି: ପିପିଲି ବ୍ଲକ ଅର୍ନ୍ତଗତ ତେଇସିପୁର ପ୍ରାଥମିକ କୃଷି ସମବାୟ ସମିତିଠାରେ ଚଳିତ ରବି ଋତୁ ନିମନ୍ତେ ମୁଗ, ବିରି, ଚିନାବାଦାମ ଓ ସୂର୍ଯ୍ୟମୁଖି ଆଦି ଶସ୍ୟ ସଂଗ୍ରହ ପାଇଁ ବୁଧବାର ସରକାରୀ ମଣ୍ଡିର ଶୁଭାରମ୍ଭ…
Read More...

ରକ୍ତ ଦେଇ ଆଦିବାସୀ ଯୁବକଙ୍କ ଜୀବନ ରକ୍ଷା କଲେ ଯୁବକ ସଚିନ

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ କାନକଟ୍ରୁ ପଞ୍ଚାୟତର ଆବାସ ନଗରର ଚୁପେରା ମାଝୀ(୪୦) ରୋଗରେ ଆକ୍ରାନ୍ତ ହୋଇ ଅର୍ଥ ଅଭାବ ଯୋଗୁଁ କୁଆଡେ ନଯାଇ କିଛି ଦିନ ହେଲା ଘରେ ଶଯ୍ୟାଶାୟୀ ଅବସ୍ଥାରେ ପଡିରହିଥିଲେ।…
Read More...

ଅର୍ଥ ହଡ଼ପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନହେବା ପ୍ରତିବାଦରେ ଥାନା ଆଗରେ ଜମାକାରୀଙ୍କ ଧାରଣା

ବେଗୁନିଆ: ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନସ୍ଥ ରାଉତପଡା ସମ୍ପ୍ରସାରିତ ଶାଖାରୁ ଜମାକାରୀମାନଙ୍କର ପ୍ରାୟ ଦେଢ଼ କୋଟି ଟଙ୍କା ସମ୍ପୃକ୍ତ ଶାଖାର କର୍ମଚାରୀମାନେ ତୋଷରପାତ କରିଛନ୍ତି । ଏହି ଘଟଣା ଜଣାପଡିବା ପରେ…
Read More...

ନ୍ୟାୟ ମାଗୁଛି ୭ମାସର ଗର୍ଭବତୀ; ପ୍ରେମିକ ଘର ସାମ୍ନାରେ ଧାରଣା 

ପାପଡାହାଣ୍ଡି: ନ୍ୟାୟ ଦାବିରେ ୭ମାସର ଗର୍ଭବତୀ ପ୍ରେମିକା ପ୍ରେମିକ ଘର ସାମ୍ନାରେ ଧାରଣାରେ ବସିଛନ୍ତି। ନିଜ ସ୍ତ୍ରୀକୁ ଭାଉଜ ଏବଂ ଝିଅକୁ ଝିଆରୀ କହି ପ୍ରେମିକାଙ୍କୁ ପ୍ରତାରଣା। ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ୭…
Read More...

ଶିଶୁ ସୁରକ୍ଷା ଓ ବାଲ୍ୟବିବାହକୁ ରୋକିବା ନିମନ୍ତେ ପ୍ରଶିକ୍ଷଣ

ପାପଡାହାଣ୍ଡି : ସ୍ଥାନୀୟ ଆଇସିଡିଏସ ସଭା ଗୃହରେ ଶିଶୁ ସୁରକ୍ଷା ଓ ବାଲ୍ୟବିବାହକୁ ରୋକିବା ନିମନ୍ତେ ଏକ ପ୍ରଶିକ୍ଷଣ ଶିବିର ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।…
Read More...

ଗୁଜରାଟରେ ଅଘଟଣ: ଲୁଣ କାରଖାନା କାନ୍ଥ ଭୁଶୁଡ଼ି ୧୨ ମୃତ, ୧୮ ଗୁରୁତର

ମୋରବି: ଗୁଜରାଟର ମୋରବି ଜିଲାରେ ବୁଧବାର ଘଟିଛି ଏକ ବଡ଼ ଅଘଟଣ। ହଲବଡର ଜିଆଇଡିସି ସ୍ଥିତ ସାଗର ସଲ୍ଟ ନାମକ ଲୁଣ କାରଖାନାର କାନ୍ଥ ଭୁଶୁଡ଼ି ୧୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏଥିସହିତ ୧୫ରୁ…
Read More...

ସପ୍ତମ ବେତନ କମିଶନ ଆଧାରରେ ଦରମା ପ୍ରଦାନ ନକଲେ ମାଟ୍ରିକ ଖାତା ଦେଖିବେନି ନୂତନ ଅନୁଦାନପ୍ରାପ୍ତ ଶିକ୍ଷକ

ବୌଦ୍ଧ : ରାଜ୍ୟ ସରକାର ଗତ ପଞ୍ଚାୟତ ନିର୍ବାଚନ ବୈତରଣୀ ପାର ହେବାପାଇଁ ନୂତନ ଅନୁଦାନପ୍ରାପ୍ତ ଶିକ୍ଷକମାନଙ୍କୁ ସପ୍ତମ ବେତନ କମିଶନ ଆଧାରରେ ଦରମା ପ୍ରଦାନ ପାଇଁ ଘୋଷଣା କରିଥିଲେ। ଏନେଇ ଜାନୁୟାରୀ ୧୧ ତାରିଖରେ ସରକାରୀ…
Read More...

ଟାଣ ଖରାରେ ସିଝୁଛନ୍ତି ପରିବା ବ୍ୟବସାୟୀ; ସ୍ଥାୟୀ ପ୍ରତିକାର ଦାବି

ବୌଦ୍ଧ : ବୌଦ୍ଧ ଜିଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଜିଲାର ତାପମାତ୍ରା ପ୍ରାୟତଃ ୪୨ ଡିଗ୍ରୀ ଉପରେ ରହୁଛି। ଏପରିକି ତାପମାତ୍ରା ୪୫ ଡିଗ୍ରୀରେ ମଧ୍ୟ ପହଞ୍ଚିଛି। ଜିଲାରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ…
Read More...

ଶ୍ରମିକ ଗଲେ ଜେଲ୍‍, ମାଲିକଙ୍କୁ ନୋଟିସ୍‍

ବଲାଙ୍ଗିର: ବଲାଙ୍ଗିର ଜିଲା ତୁରେକେଲା ରୋଡ୍‍ ରେଳ ଷ୍ଟେସନ। ଷ୍ଟେସନ ପଛ ପଟେ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ରହିଛି ସରକାରୀ କ୍ୱାର୍ଟର। ଏହି କ୍ୱାର୍ଟରରେ ଶାଗୁଆନ କାଠରେ ପଲଙ୍କ ସହ ଅନ୍ୟାନ୍ୟ କାମ କରୁଥିଲେ କାଠ…
Read More...

ସମାଜ ପ୍ରଭାବ: ସରକାରୀ ବାସଭବନକୁ ଫେରିଲେ ବିଡିଓ

ହରଭଙ୍ଗା: ସରକାରୀ ବାସଭବନ ସୁବିଧା ଥାଇ ମଧ୍ୟ ହରଭଙ୍ଗା ବିଡିଓ ଶ୍ମିତା ରଥ ଦୀର୍ଘ ୬ମାସ ହେଲା ୩୫ କିଲୋମିଟର ଦୂର ବୌଦ୍ଧରେ ରହି ସରକାରୀ ଗାଡ଼ିରେ ଦୈନିକ ୪ଥର ଯିବାଆସିବା କରୁଥିବା ଶୀର୍ଷକ ଖବର ସମାଜରେ ଲଗାତାର…
Read More...

ସିକେରକୁପା ବଙ୍ଗଳାଠାରେ ଗ୍ରାମୀଣ ଡାକମେଳା ଅନୁଷ୍ଠିତ

ଲାଞ୍ଜିଗଡ଼: ଡାକବିଭାଗ ପକ୍ଷରୁ ଆଜି ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ଗ୍ରାମପଞ୍ଚାୟତ ସିକେରକୁପାସ୍ଥିତ ବଙ୍ଗଳାଠାରେ ଗ୍ରାମୀଣ ଡାକମେଳା ଅନୁଷ୍ଠିତ ହୋଇଯାଇଛି। ଡାକ ବିଭାଗର ଏଏସପିଓ ବିଜୟ କୁମାର ପଟ୍ଟନାୟକଙ୍କ…
Read More...

କିସ୍‍ ପକ୍ଷରୁ ଆର୍ଟ ଅଫ୍‍ ଗିଭିଙ୍ଗ୍‍ କାର୍ଯ୍ୟକ୍ରମ

ଫୁଲବାଣୀ: କନ୍ଧମାଳ ଜିଲା କିସ୍‍ ଶାଖା ପକ୍ଷରୁ ସମଗ୍ର ଜିଲାରେ ଆର୍ଟ ଅଫ୍‍ ଗିଭିଙ୍ଗ୍‍ କାର୍ଯ୍ୟକ୍ରମ ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର କନ୍ଧମାଳ ସାଂସଦ ତଥା କିସ୍‍ର ପ୍ରତିଷ୍ଠାତା…
Read More...

ଗଞ୍ଜାମ ଷ୍ଟେସନରେ ରେଳରୋକ; ପ୍ରତିଶୃତି ପରେ ଆନ୍ଦୋଳନ ପ୍ରତ୍ୟାହାର

ଗଞ୍ଜାମ: ଗଞ୍ଜାମ ଷ୍ଟେସନରେ ପୁରୀ-ତିରୁପତି ଏବଂ ହିରାଖଣ୍ଡ ଦ୍ରୁତଗାମୀ ଟ୍ରେନ ରହଣି ଦାବୀ ନେଇ ମଙ୍ଗଳବାର ଗଞ୍ଜାମ ଅଞ୍ଚଳବାସୀଙ୍କ ପକ୍ଷରୁ ରେଳରୋକ କରାଯାଇଥିଲା। ଭୋର ସମୟରେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ହିରାଖଣ୍ଡ…
Read More...

ବ୍ରଜରାଜନଗର ଉପନିର୍ବାଚନ: ମଇଦାନରେ ୧୧ ପ୍ରାର୍ଥୀ

ଝାରସୁଗୁଡା: ବ୍ରଜରାଜନଗର ଉପନିର୍ବାଚନ ମଇଦାନରେ ୧୧ ଜଣ ପ୍ରାର୍ଥୀ। ମଙ୍ଗଳବାର ଶେଷ ଦିନରେ ଉଭୟ ବିଜେପି ଓ ବିଜେଡି ବିଦ୍ରୋହୀ ପ୍ରାର୍ଥୀ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି। ଆଜି ଥିଲା ପ୍ରାର୍ଥିପତ୍ର…
Read More...

ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ନାଁରେ ଥାନାରେ ମାମଲା

ସମ୍ବଲପୁର: ସମ୍ବଲପୁରର ଲାଲା ଲଜପତ ରାୟ ଆଇନ ମହାବିଦ୍ୟାଳୟ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ଥମିବାର ନାଁ ନେଉନାହିଁ। ଆଜି ଏନେଇ ସମ୍ବଲପୁର ଆଇନ ମହାବିଦ୍ୟାଳୟ ଆଲୁମିନି…
Read More...

ରିଲିଜ୍ ହେଲା ‘ନିକମ୍ମା’ର ଟ୍ରେଲର

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଓ ଅଭିନେତା ଅଭିମନ୍ୟୁ ଦସାନୀ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ନିକମ୍ମା’ର ଟ୍ରେଲର ମଙ୍ଗଳବାର ରିଲିଜ୍‌ ହୋଇଛି। ଟ୍ରେଲରରେ ଲୋକପ୍ରିୟ ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କ ପୁଅ…
Read More...

ଚିଦାମ୍ବରମ ଲିଙ୍କ୍; ଝାରସୁଗୁଡାରେ ସିବିଆଇ ଯାଞ୍ଚ

ଝାରସୁଗୁଡା: ପି. ଚିଦାମ୍ବରମ ୨୦୧୦ରେ କେନ୍ଦ୍ର ଗୃହମନ୍ତ୍ରୀ ଥିବା ବେଳେ ତାଙ୍କ ପୁତ୍ର କାର୍ତ୍ତି ଚିଦାମ୍ବରମ ୫୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଚୀନର ସେପକୋ କମ୍ପାନୀର ୨୫୦ ଅଧିକାରୀଙ୍କୁ ବେଆଇନ ଭାବେ ଭାରତୀୟ ଭିସା ଦେବା…
Read More...

ସପ୍ତମ ବେତନ ବିରୋଧରେ ଆନ୍ଦୋଳନ ପାଇଁ ଜରୁରୀ ବୈଠକ

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ ଦେବାହାଲ୍ ବୀର ସୁରେନ୍ଦ୍ର ସାଏ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଓଷ୍ଠା କାର୍ଯ୍ୟକାରୀ କମିଟିର ଏକ ଜରୁରୀ ବୈଠକ ସଂଘର ସଭାପତି ଯାଦବ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ…
Read More...

ଗୁଜରାଟ ଏଟିଏସକୁ ବଡ଼ ସଫଳତା; ୧୯୯୩ ମୁମ୍ବାଇ ସିରିଏଲ ବିସ୍ଫୋରଣ ମାମଲାରେ ୪ ଅଭିଯୁକ୍ତ ଗିରଫ

ଅହମଦାବାଦ: ମୁମ୍ବାଇରେ ୧୯୯୩ ମସିହାରେ ହୋଇଥିବା ସିରିଏଲ ବିସ୍ଫୋରଣ ମାମଲାରେ ଗୁଜରାଟ ଏଟିଏସ ୪ ଜଣଙ୍କୁ ଗିରଫ କରିଛି। ଗିରଫ ୪ ଅଭିଯୁକ୍ତ ହେଉଛନ୍ତି ଅବୁ ବକର, ୟୁସୁଫ ଭଟାକା, ଶୋଏବ ବାବା ଓ ସୈୟଦ କୁରେଶୀ। …
Read More...

ଅଲଗା ହେବେ ବଲିଉଡ଼ର ଆଉ ଏକ ଯୋଡ଼ି

ମୁମ୍ବାଇ: ମନୋରଞ୍ଜନ ଜଗତରେ ଗତ କିଛି ଦିନ ହେବ ସମ୍ପର୍କ ଭାଙ୍ଗୁଥିବା ଖବର ସାମ୍ନାକୁ ଆସୁଛି। ଏବେ ପୁଶି ଏକ ଯୋଡ଼ି ଭାଙ୍ଗିବାକୁ ଯାଉଛି। ଖବର ଅନୁଯାୟୀ, ବଲିଉଡ଼ ଅଭିନେତା ଇମ୍ରାନ ଖାନ ଓ ତାଙ୍କ ପତ୍ନୀ ଅବନ୍ତିକା…
Read More...

ଶ୍ରୀ କୁଞ୍ଜବିହାରୀ ପାଠାଗାରର ବାର୍ଷିକଉତ୍ସବ ପାଳନ

ନବରଙ୍ଗପୁର: ସ୍ଥାନୀୟ ବୈଭବ କଲ୍ୟାଣ ମଣ୍ଡପରେ ଶ୍ରୀ ଶ୍ରୀ କୁଞ୍ଜବିହାରୀ ପାଠାଗାରର ପଞ୍ଚମ ବାର୍ଷିକ ଉତ୍ସବ ପାଳନ କରାଯାଇଛି। କବି ନାରାୟଣ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ…
Read More...

ଜିଲାସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଶେଷ

ବଲାଙ୍ଗିର: ବଲାଙ୍ଗିର ଜିଲା ସନ୍ତରଣ ସଂଘ ପକ୍ଷରୁ ସ୍ଥାନୀୟ ଆର ଏନ ସିଂହଦେଓ ସନ୍ତରଣଗାରରେ ବଲାଙ୍ଗିର ଜିଲା ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ମୁଖ୍ୟଅତିଥି ଭାବେ ଜିଲା ପରିଷଦ ସଭାପତି…
Read More...

ପୁଣି ରାଜ୍ୟ ବାହାରେ ଦାଦନ ଶ୍ରମିକ ମୃତ

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଶିକୁଳିପଦର ପଞ୍ଚାୟତ ଅଧିନ ରାମପଦର ଗ୍ରାମର ପଞ୍ଚୁ ମଳିକ(୩୫) ପରିବାର ପ୍ରତିପୋଷଣ ପାଇଁ ବହୁ ବର୍ଷ ହେଲା ଆନ୍ଧ୍ରପ୍ରଦେଶ ରାଜ୍ୟର ପେଦାରିକେଟଲା କୁକୁଡ଼ା ଫାର୍ମରେ ଦାଦନ…
Read More...

ପୁରୀ ଜିଲା ବିଜେପି ସାଂଗଠନିକ ବୈଠକ

ପିପିଲି: ଭାରତୀୟ ଜନତା ପାର୍ଟିର ପୁରୀ ଜିଲା ସାଂଗଠନିକ ବୈଠକ ସାତଶଙ୍ଖ ନିକଟବର୍ତ୍ତି ପଟ୍ଟନାୟକିଆଠାରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦଳର ସାଂଗଠନିକ ସ୍ଥିତି ସମ୍ପର୍କରେ ଜିଲାସ୍ତରୀୟ ନେତାମାନେ ଆଲୋଚନା…
Read More...

ବୁର୍ଲା ଭିସୁଟ ଛାତ୍ରାବାସରେ ଛାତ୍ରଙ୍କ ଉନ୍ମତ୍ତ କାଣ୍ଡ; ଭଙ୍ଗାରୁଜା ସହ ସୁରକ୍ଷାକର୍ମୀଙ୍କୁ ମାଡ଼ ଅଭିଯୋଗ

ବୁର୍ଲା: ବୁର୍ଲା ଭିସୁଟର ପୁଲହ ଛାତ୍ରାବାସରେ ଗତକାଲି ଅନ୍ତେବାସୀ ଛାତ୍ରଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି। ଏପରିକି କିଛି ଜିନିଷ ପତ୍ର ଭଙ୍ଗାରୁଜା କରିବା ସହ କିଛି ଛାତ୍ର ମିଶି ତାଙ୍କୁ ବାରଣ କରୁଥିବା…
Read More...

କଖଡ଼ି ନିକଟସ୍ଥ ମହାନଦୀ ପଠାରେ ଛୁଆ ଫୁଟାଇଲେ ଇଣ୍ଡିଆନ ସ୍କିମର, ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ହାତରେ ସୁରକ୍ଷା ଦାୟିତ୍ୱ

ଗୁରୁଡ଼ିଝାଟିଆ: ବିଲୁପ୍ତପ୍ରାୟ ଇଣ୍ଡିଆନ ସ୍କିମର(ପାଣିଚିରି)ଙ୍କ କୋଳାହଳରେ ଉଛୁଳି ପଡୁଛି ମହାନଦୀ ବାଲୁକାଶଯ୍ୟା। ପ୍ରାୟ ୩ଶହ ପାଣିଚିରି ଆସ୍ଥାନ ଜମାଇଛନ୍ତି କଖଡି ନିକଟସ୍ଥ ମହାନଦୀ ମଧ୍ୟସ୍ଥ ବାଲୁକା ଶଯ୍ୟାରେ।…
Read More...

ନିର୍ବାଚନର ଦେଢମାସ ପରେ ମଧ୍ୟ ହୋଇପାରୁନି ପୌରପରିଷଦ ବୈଠକ; ଅଟକିଛି ସହରର ବିକାଶ

ନବରଙ୍ଗପୁର: ଜିଲା ସଦରମହକୁମା ନବରଙ୍ଗପୁର ପୌରପରିଷଦର ନିର୍ବାଚନ ସରିବାର ଦୀର୍ଘ ଦେଢମାସ ବିତି ଯାଇଥିଲେ ହେଁ ଆଜି ପର୍ଯ୍ୟନ୍ତ ପୌରପରିଷଦ କାଉନସିଲ ବୈଠକ ହୋଇପାରୁନି। ଗତ ମାର୍ଚ୍ଚ ୨୪ ତାରିଖରେ ନିର୍ବାଚନ ଓ ୨୬ରେ…
Read More...

ଲିଙ୍ଗିପୁର ପଂଚାୟତ ପାଇଁ ସ୍ଥାୟୀ ପିଇଓ କେବେ?

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଧଉଳି ଥାନା ଅଧିନସ୍ଥ ଲିଙ୍ଗିପୁର ଗ୍ରାମପଂଚାୟତକୁ ଉନ୍ନତି କରିବା ବଦଳରେ ବିଡିଓ ମହାଶୟ ୨୬ଟି ୱାର୍ଡକୁ ଗୋଟିଏ ପିଇଓ ବଦଳି କରି ଦାୟିତ୍ୱ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୭ରୁ…
Read More...

ସଂସ୍କୃତିର ସୁରକ୍ଷା ବିନା ବିକାଶ ଅସମ୍ଭବ

ବଲାଙ୍ଗିର: ସଂସ୍କୃତିର ସୁରକ୍ଷା ବିନା ଆମ ବିକାଶ ଅସମ୍ଭବ। ସ୍ଥାନୀୟ ଗାନ୍ଧୀ ଭବନରେ ବଲାଙ୍ଗିରର ସାହିତ୍ୟ ଅନୁଷ୍ଠାନ ‘ରଚନା’ ପକ୍ଷରୁ ଆମ ସଂସ୍କୃତିର ସ୍ଥିତି ଓ ସମ୍ଭାବନା ଶୀର୍ଷକ ଆଲୋଚନାଚକ୍ରରେ ବକ୍ତାମାନେ ଏହା…
Read More...

ଘୁନସର ବଜାରରେ ମାଓ ପୋଷ୍ଟର; ମେ’ ୨୦ରେ ରାଜ୍ୟ ବନ୍ଦ ପାଳନ ପାଇଁ ଆହ୍ୱାନ

ବଲାଙ୍ଗିର/ଖପ୍ରାଖୋଲ: ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଥାନା ପୁଟୁକେଲଚୁଆ ଓ ଘୁନସର ମଝିରେ ଥିବା ବଜାର ପିଣ୍ଡିରେ ରବିବାର ମାଓ ପୋଷ୍ଟର ଦେଖିବାକୁ ମିଳିଛି। ବଜାରର ୨ଟି ଭିନ୍ନ ଭିନ୍ନ ସ୍ଥାନରେ ହିନ୍ଦୀ ଏବଂ…
Read More...

ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ସାଧାରଣ ନାଗରିକ ମୃତ, ରାସ୍ତାକୁ ଓହ୍ଲାଇଲେ ଲୋକେ

ଶ୍ରୀନଗର: ଶୋପିଆଁ ଜିଲାର ତୁର୍କୱାଗାମ ଅଞ୍ଚଳରେ ରବିବାର ପୁଲିସ ଓ ସୁରକ୍ଷାବଳଙ୍କ ମିଳିତ ଟିମ୍‌ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ…
Read More...

ମୋହନା ବ୍ଲକ ଗସ୍ତରେ ଜାତୀୟ ନିରୀକ୍ଷଣ ଦଳ, ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

ମୋହନା: ଗଜପତି ଜିଲ୍ଲାକୁ ଜାତୀୟ ନୀରିକ୍ଷଣ ଦଳ ଲିଡରଙ୍କ ୬ ଦିନିଆ ଗସ୍ତରେ ଆସି ଶନିବାର ଓ ରବିବାର ମୋହନା ବ୍ଲକର ବିଭିନ୍ନ ପଞ୍ଚାୟତ ପରିଦର୍ଶନ କରିଛନ୍ତି। ଜାତୀୟ ନୀରିକ୍ଷଣ ଦଳ ଲିଡର ଡ. ଏସ.ଦୟାକର ରେଡ୍ଡୀ କେନ୍ଦ୍ର…
Read More...

ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୃତ୍ୟୁ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ପଣ୍ଡିଗାଁରେ ଘଟିଛି ଅଘଟଣ। ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୃତ୍ୟ ଘଟିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ପଣ୍ଡିଗାଁର ଘାସିରାମ ଟକରିଆ ଓ…
Read More...

ଭୋଳାସିଙ୍ଗିରେ ଶ୍ରୀଲକ୍ଷ୍ମୀନୃସିଂହଙ୍କ ପ୍ରାସାଦ ପ୍ରତିଷ୍ଠା ଓ ଠାକୁରାଣୀ ଯାତ୍ରା

ଚିକିଟି: ଗଞ୍ଜାମ ଜିଲ୍ଲା କଳବାଡ଼ ପଞ୍ଚାୟତ ଭୋଳାସିଙ୍ଗିରେ ପ୍ରାୟ ୧୩୦ ବର୍ଷ ଧରି ପୂଜା ପାଇ ଆସୁଥିବା ଶ୍ରୀଉଗ୍ରନୃସିଂହଙ୍କ ନିମନ୍ତେ ନବ ନିର୍ମିତ ଭବ୍ୟବୈଷ୍ଣବ ପ୍ରାସାଦ ଓ ଅଷ୍ଟଧାତୁ ନିର୍ମିତ ଲକ୍ଷ୍ମୀନୃସିଂହ…
Read More...

ଲମ୍ବା କେଶ, କଳା ଚଷମା ଓ ହାତରେ ରଡ୍‌ ଧରି ସାମ୍ନାକୁ ଆସିଲେ ସଲମାନ

ମୁମ୍ବାଇ: ସଲମାନ ଖାନ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘କଭି ଇଦ୍‌ କଭି ଦିୱାଲୀ’କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହି ଚଳଚ୍ଚିତ୍ରର କଳାକାରମାନଙ୍କୁ ନେଇ ବିଭିନ୍ନ ପ୍ରକାର କଥା ସାମ୍ନାକୁ ଆସୁଛି। ଇତି ମଧ୍ୟରେ ଫିଲ୍ମରୁ…
Read More...

ଇଡି ଜାଲରେ ଲୋକପ୍ରିୟ ଅଭିନେତା ମୋହନଲାଲ

ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଜାଲରେ ଫଶିଛନ୍ତି ଲୋକପ୍ରିୟ ମାଲାୟାଲମ ଅଭିନେତା ମୋହନଲାଲ ବିଶ୍ବନାଥନ। ବେଆଇନ ଅର୍ଥ କାରବାର ମାମଲାରେ ଅଭିନେତାଙ୍କୁ ସମନ କରିଛି ଇଡି। ଆସନ୍ତା ସପ୍ତାହରେ ତାଙ୍କୁ କୋଚି…
Read More...

ରାସ୍ତାରେ ଯାଉଥିବାବେଳେ ଅଟକିଲେ ଜିଲାପାଳ; ରାସନ ସାମଗ୍ରୀ ବଣ୍ଟନର ତଦାରଖ କଲେ

ଆରଡ଼ି: ଭଦ୍ରକ ଜିଲାପାଳ ତ୍ରିଲୋଚନ ମାଝୀ ଗୁରୁବାର ଆରଡିପୀଠକୁ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ମନ୍ଦିରର ପାରିପାର୍ଶ୍ବିକ ବୁଲି ଦେଖିଥିଲେ। ଏଥିସହ ରାଜ୍ୟ ସରକାରଙ୍କ ପକ୍ଷରୁ ପୀଠରେ ନିର୍ମାଣ…
Read More...

ଚଳିତବର୍ଷ ଭକ୍ତଙ୍କ ମେଳରେ ହେବ ଆଖଣ୍ଡଳମଣିଙ୍କ ଶିବବିବାହ ଉତ୍ସବ; ୧୬ରେ ଉଠିବ ଲଗ୍ନଚିଟାଉ ଥାଳ

ଆରଡି: ଗତ ୨ବର୍ଷ ପରେ ଚଳିତ ବର୍ଷ ବାବା ଆଖଣ୍ଡଳମଣିଙ୍କ ବିବାହ ଶୋଭାଯାତ୍ରାରେ ପାରମ୍ପରିକ ଲୋକବାଦ୍ୟରେ ପୁଣି ଦୁଲୁକିବ ଆରଡିପୀଠ। ଏଥିପାଇଁ ଗତ ମଙ୍ଗଳବାର ଜିଲାସ୍ତରୀୟ ବୈଠକ ସରିବା ପରେ ଆରମ୍ଭ ହୋଇଛି…
Read More...

ଚାନ୍ଦା ସଂଗ୍ରହ କରି ୧୫୦ ବର୍ଷ ପୁରୁଣା ପୁଷ୍କରିଣୀର ପଙ୍କୋଦ୍ଧାର

ରେଙ୍ଗାଲି: ରେଙ୍ଗାଲି ବ୍ଲକର ଲପଙ୍ଗା ଗ୍ରାମରେ ଥିବା ଦାସ ବନ୍ଧ ନାମକ ପ୍ରାୟ ୧୫୦ ବର୍ଷ ପୂରାତନ ପୁଷ୍କରିଣୀ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିଲା। ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ସମିତି ସଭ୍ୟ କିରଣ ବେହେରା, ମୁକୁନ୍ଦ…
Read More...

ନଦୀରେ ବୁଡ଼ି ଯୁବକ ମୃତ

ମୋହନା: ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ବାଟାମା ହରଭଙ୍ଗୀ ନଦୀରେ ଗାଧୋଇବାକୁ ଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ବ୍ରହ୍ମପୁର ଲୋଚାପଡ଼ା ଅଞ୍ଚଳର ପ୍ରତାପ ନାୟକ(୪୦) ବୋଲି ଜଣାପଡ଼ିଛି। ଘଟଣାରୁ…
Read More...

ବାଲ୍ୟ ବିବାହ ରୋକିବାକୁ ଶପଥ ପାଠ

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଂଚାୟତର କପିଳେଶ୍ଵର ମନ୍ଦିର ପରିସରରେ ଶୁକ୍ରବାର ଦିନ ବାଲ୍ୟ ବିବାହ ରୋକିବା ନେଇ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ହୁମା…
Read More...

ଗଛରେ ପିଟିହେଲା ମୋପେଡ଼, ନାବାଳକ ମୃତ 

ପାତ୍ରପୁର: ପାତ୍ରପୁର ଇଚ୍ଛାପୁର ରାସ୍ତାର ଚୁଡ଼ିଆଲାଞ୍ଜି ବୁଲାଣି ନିକଟରେ ଜଣେ ଏକ୍ସଲ ଚାଳକ ଗଛକୁ ଧକ୍କା ଦେବା ଫଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ପାତ୍ରପୁର ଗ୍ରାମର ବୃନ୍ଦାବନ ବେହେରାଙ୍କ ପୁଅ ରାଜେଶ…
Read More...

ଘୁଞ୍ଚିବନି ନିଟ୍‌ ପିଜି ପରୀକ୍ଷା; ସ୍ଥଗିତ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିଟ୍‌ ପିଜି ୨୦୨୨ ପରୀକ୍ଷା ସ୍ଥଗିତ କରାଇବା ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଛନ୍ତି। ଜଷ୍ଟିସ ଡି. ୱାଇ. ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ ରାୟ ଶୁଣାଇ…
Read More...

ଦେଶରେ ଆଉ ୨,୮୪୧ ନୂଆ ସଂକ୍ରମିତ ଚିହ୍ନଟ; ଆରୋଗ୍ୟ ହାର ୯୮.୭୪%

ନୂଆଦିଲ୍ଲୀ : ଦେଶରେ ଗତ କିଛି ଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ଅତିକ୍ରମ କରୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨ ହଜାର ୮୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୧,୧୬,୨୫୪ରେ…
Read More...

ମୂଳଲକ୍ଷ୍ୟଠାରୁ ଦୂରେଇ ଯାଉଛି ମନରେଗା ଫାର୍ମପଣ୍ଡ ଯୋଜନା

ହରଭଙ୍ଗା: ଓଡ଼ିଶା ଭଳି କୃଷି ପ୍ରଧାନ ରାଜ୍ୟରେ ଗତ ୨୦ ବର୍ଷ ମଧ୍ୟରେ ଚାଷୀଙ୍କ ଆର୍ଥିକ ବିକାଶ ଅଗ୍ରଗତି ଅତ୍ୟନ୍ତ ନିମ୍ନଗାମୀ। ଏହାର ମୂଳ କାରଣ ହେଉଛି ବାତ୍ୟା, ବନ୍ୟା ଏବଂ ମରୁଡ଼ି। ଏଭଳି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ…
Read More...

ବ୍ଲକ ଅଧ୍ୟକ୍ଷାଙ୍କ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ଗସ୍ତ

ଲାଞ୍ଜିଗଡ଼: ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତର ବିଭିନ୍ନ ଗାଁ ପରିଦର୍ଶନ କରିବା ସହିତ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ତଦାରଖ ଓ ସ୍ଥାନୀୟ ସମସ୍ୟା ସଂପର୍କରେ ଲୋକଙ୍କ ସହିତ ଆଲୋଚନା କରିଛନ୍ତି ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା…
Read More...

ଜିଲାପାଳଙ୍କ ଦ୍ୱାରା ପୁରସ୍କୃତ ହେଲା କମର୍ଦ୍ଧା ପଞ୍ଚାୟତ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ପ୍ରଶାସନ ପକ୍ଷରୁ ନିଜସ୍ୱ କାର୍ଯ୍ୟକ୍ରମ ଭାବେ ସପ୍ତାହର ପ୍ରତି ମଙ୍ଗଳବାର ଦିନ ପଞ୍ଚାୟତ କାର୍ଯ୍ୟାଳୟଗୁଡିକରେ ସାପ୍ତାହିକ ଅଭିଯୋଗ ଶୁଣାଣି ଶିବିର ଆୟୋଜନ କରାଯାଉଛି ।…
Read More...

ସ୍ତ୍ରୀକୁ ପିଟିପିଟି ମାରିବା ପରେ ଆତ୍ମହତ୍ୟା କଲା ସ୍ବାମୀ

ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ ଖୁଣ୍ଟସମଲାଇ ଗ୍ରାମରେ ବୁଧବାର ସଂଧ୍ୟାରେ ଜଣେ ମଦ୍ୟପ ସ୍ୱାମୀ ଏକ କାଠ ଫାଳିଆରେ ନିଜ ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିବା ପରେ ଘରୁ ଫେରାର…
Read More...

ଓଲଟିଲା କନ୍ୟାଯାତ୍ରୀ ଗାଡ଼ି: ଜଣେ ମୃତ, ୭ ଗୁରୁତର

ଗଞ୍ଜାମ : ରମ୍ଭା ଥାନା ଅନ୍ତର୍ଗତ ହୁମ୍ମା ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଗୁରୁବାର ପୂର୍ବାହ୍ନରେ ଏକ କନ୍ୟା ଯାତ୍ରୀ ଗାଡ଼ି ଓଲଟି ପଡିଛି। ଫଳରେ ଗାଡ଼ି ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଗାଡ଼ିରେ ବସିଥିବା ୭…
Read More...

ଓସ୍ତିଆ ପଞ୍ଚାୟତରେ ମନରେଗା ଯୋଜନାରେ ଜବ୍ କାର୍ଡଧାରୀଙ୍କୁ କାମ

ବାଙ୍କୀ: ବାଙ୍କୀ ବ୍ଲକ ଅଧିନ ଓସ୍ତିଆ ପଞ୍ଚାୟତରେ ଜବ୍ କାର୍ଡଧାରୀମାନଙ୍କୁ କାମ ଯୋଗାଇବା ପାଇଁ ମନରେଗା ଯୋଜନାରେ ମାଟି କାମ ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ, ଓସ୍ତିଆ ପଞ୍ଚାୟତ ଅଧିନ ବିଷ୍ଣୁପୁର ଗ୍ରାମରେ ଅଂଶୁପା କୂଳ…
Read More...

ରାଜୀବ କୁମାର ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର

ନୂଆଦିଲ୍ଲୀ: ରାଜୀବ କୁମାର ହେବେ ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର। ଆଇନ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବର୍ତ୍ତମାନ ମୁଖ୍ୟ ନିର୍ବାଚନ କମିଶନର ଥିବା ସୁଶୀଲ ଚନ୍ଦ୍ରା ମେ’…
Read More...

ସମସ୍ୟା ଘେରରେ ଏକ୍ସ ବୋର୍ଡ଼ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ଗଞ୍ଜାମ: ଗଞ୍ଜାମ ସହରରେ ରହିଥିବା ଦୀର୍ଘ ୧୫୦ ବର୍ଷର ପୁରୁଣା ଏକ୍ସ ବୋର୍ଡ଼ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବର୍ତମାନ ସମସ୍ୟା ଘେରରେ ରହିଛି। ପିଲାମାନେ ପାଠ ପଢିବାକୁ ଏଠାରେ ଭଲ ଶ୍ରେଣୀଗୃହ ନାହିଁ। ଯାହାକୁ ନେଇ…
Read More...