ସୋନିଆ ଗାନ୍ଧୀ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। କିଛିଦିନ ତଳେ ସେ କରୋନା ସଂକ୍ରମିତ ହୋଇଥିଲେ ଓ ତାଙ୍କ ଅବସ୍ଥା ଜଟିଳ ହେବାରୁ ରବିବାର ତାଙ୍କୁ ନୂଆଦିଲ୍ଲୀର ଗଙ୍ଗାରାମ…
Read More...

ଓଏସଏପି ଅଷ୍ଟମ ବାଟାଲିୟନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଗଞ୍ଜାମ: ଗଞ୍ଜାମ ଥାନା ଅନ୍ତର୍ଗତ ଛତ୍ରପୁର ଓଏସଏପି ଅଷ୍ଟମ ବାଟାଲିୟନ ପରିସରରେ ରବିବାର ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜି ଏସ ହେଲପିଙ୍ଗ ହ୍ୟାଣ୍ଡ ଫାଉଣ୍ଡେସନ…
Read More...

ବ୍ରହ୍ମପୁରରେ ସିରିଜ ଚୋରି

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଶନିବାର ରାତିରେ ସିରିଜ ଚୋରି ଘଟଣା ସାମ୍ନାକୁ ଆସିଛି। ଇଞ୍ଜିନିୟରିଂ ସ୍କୁଲ ଛକଠାରେ ଥିବା ଏକ ଔଷଧ ଦୋକାନ ଓ ଏକ ଭେରାଇଟି ଷ୍ଟୋରରୁ ନଗଦ ଟଙ୍କା ଓ ସାମଗ୍ରୀ ଚୋରି ହୋଇଥିବା ବେଳେ…
Read More...

କନ୍ଧମାଳ ପୁଲିସର କୁମ୍ବିଂ ଅପରେସନ; ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ଫୁଲବାଣୀ: କନ୍ଧମାଳ ପୁଲିସ ହାତରେ ପଡିଛି ବିପୁଳ ପରିମାଣର ମାଓ ସାମଗ୍ରୀ । ଜବତ ସାମଗ୍ରୀ ମଧ୍ୟରେ ରହିଛି ୧୭ଟି ଜିଲେଟିନ ଷ୍ଟିକ, ହାତ ତିଆରି ଇନସାସ ମାଗାଜିନ, ବହୁ ମାତ୍ରାରେ ଅପ୍ରସ୍ତୁତ ମାଗାଜିନ, ୟୁନିଫର୍ମ, ଔଷଧ,…
Read More...

କେଶରୀ ମଲ୍‌ରେ ନିଆଁ

ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ କେଶରୀ ମଲ୍‌ରେ ରବିବାର ଅଗ୍ନିକାଣ୍ଡ ଘଟିଛି। ମଲ୍‌ର ପ୍ରଥମ ଓ ଦ୍ବିତୀୟ ମହଲାରେ ନିଆଁ ଲାଗିଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ମଲ୍‌…
Read More...

ସମୁଦ୍ରରେ ବୁଡ଼ି ପର୍ଯ୍ୟଟକ ନିଖୋଜ

ପୁରୀ: ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଜଣେ ପର୍ଯ୍ୟଟକ ବୁଡ଼ି ନିଖୋଜ ହୋଇଯାଇଛନ୍ତି। ରବିବାର ପର୍ଯ୍ୟଟକ ଜଣକ ସ୍ବର୍ଗଦ୍ବାର ନିକଟ ବେଳାଭୂମିରେ ଗାଧୋଉଥିବା ବେଳେ ବୁଡ଼ି ଯାଇଥିଲେ। ନିଖୋଜ ପର୍ଯ୍ୟଟକଙ୍କ ନାମ ଉଜ୍ଜଳା…
Read More...

ଓଡ଼ିଶା କରୋନା: ୧୯ ନୂଆ ସଂକ୍ରମିତ ଚିହ୍ନଟ, ୧୮ ବର୍ଷରୁ କମ୍ ଜଣେ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୧୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ…
Read More...

ଦେଶରେ ୨୪ ଘଣ୍ଟାରେ ୮୫୮୨ କରୋନା ସଂକ୍ରମିତ ଚିହ୍ନଟ, ୪ ମୃତ

ନୂଆଦିଲ୍ଲୀ: ଦେଶରେ ଧିରେ ଧିରେ ପୁଣି ଉପରମୁହାଁ ହେବାରେ ଲାଗିଛି କରୋନା। ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୮,୫୮୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହ ୪ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଏନେଇ କେନ୍ଦ୍ର…
Read More...

ଓଲଟିଲା ସ୍କର୍ପିଓ, ଦୁଇ ଗୁରୁତର

ଆନନ୍ଦପୁର: ଆନନ୍ଦପୁରର ୫୩ ନଂ ରଜ୍ୟ ରଜପଥର ବାଂଖିଡି ଛକରେ ରବିବାର ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଯଶିପୁରରୁ ଭୁବନେଶ୍ୱର ଯାଉଥିବା ଏକ ସ୍କର୍ପିଓ ଓଲଟି ପଡିବାରୁ ସେଥିରେ ବସିଥିବା ଚାରିଜଣଙ୍କ ମଧ୍ୟରୁ ଦୁଇଜଣ…
Read More...

ମୁଖୀଗୁଡା ଜଗନ୍ନାଥ ମନ୍ଦିର ଚୋରିର ସାତ ଦିନ ବିତିଗଲା; ଚୋର କିମ୍ବା ଚୋରି ସାମଗ୍ରୀ ବିଷୟରେ ପତ୍ତା ନାହିଁ

ମୁଖୀଗୁଡା: କଳାହାଣ୍ଡି ଜିଲ୍ଲା ମୁଖୀଗୁଡା ଜଗନ୍ନାଥ ମନ୍ଦିରରୁ ଭଗବାନଙ୍କ ରୁପା ଅଳଙ୍କାର, ହୁଣ୍ଡିରେ ଥିବା ଟଙ୍କା ଗତ ୩ତାରିଖ ବିଳମ୍ବିତ ରାତିରେ ଚୋରି ହୋଇଥିଲା। ହେଲେ ଚୋରି ହେବାର ୭ଦିନ ହୋଇ ଯାଇ ଥିଲେ ମଧ୍ୟ…
Read More...

ଜୁଲାଇ ମାସରୁ ଅନ୍‍ଲାଇନ୍‍ ପେନ୍‍ସନ ଆବେଦନ କରିବାକୁ ପଡ଼ିବ: ଉପ-ମହାଲେଖାକାର

ଫୁଲବାଣୀ: ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଓଡ଼ିଶା, ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ, ଓଡ଼ିଶା ଏବଂ କନ୍ଧମାଳ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କନ୍ଧମାଳ…
Read More...

କନ୍ଧମାଳ ଜିଲ୍ଲା ପ୍ରଶାସନର ନିଆରା କାର୍ଯ୍ୟକ୍ରମ ‘ପରିବର୍ତ୍ତନ‘ର ଶୁଭାରମ୍ଭ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ପ୍ରଶାସନର ନିଆରା କାର୍ଯ୍ୟକ୍ରମ ‘ପରିବର୍ତ୍ତନ’ର ଶୁଭାରମ୍ଭ ଫୁଲବାଣୀ ପଞ୍ଚାୟତ ସମିତି ପ୍ରଶାସନ ତରଫରୁ କେରେଡି ପଞ୍ଚାୟତ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିବର୍ତ୍ତନ କାର୍ଯ୍ୟକ୍ରମ…
Read More...

ୟୁପିଏସସି ଭବନରେ ନିଆଁ

ନୂଆଦିଲ୍ଲୀ: ଦିଲ୍ଲୀର ଶାହଜହାଁ ରୋଡ଼ ସ୍ଥିତ କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସସି) ଭବନରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ସମ୍ବାଦ ସରବରାହ ସଂସ୍ଥା ପିଟିଆଇର ସୂଚନା ମୁତାବକ, କୋଠାର ଚତୁର୍ଥ ମହଲାରେ ନିଆଁ ଲାଗିଛି।…
Read More...

ଖାକିରେ କଳଙ୍କ; ଲାଞ୍ଚ ନେଇ ବନ୍ଧା ହେଲେ ପୁଲିସ ବାବୁ

ବୋଲଗଡ଼: ଭିଜିଲାନ୍ସ ଜାଲରେ ପୁଣି ଜଣେ ପୁଲିସ ବାବୁ। ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବୋଲଗଡ ଥାନା ଏଏସଆଇ ଭଗବାନ ସ୍ୱାଇଁ। ସୂଚନା ଅନୁଯାୟୀ, ବୋଲାଗଡ଼ ଅଞ୍ଚଳର ମହିଳା ସୁକାନ୍ତି…
Read More...

ରିଲିଜ୍ ହେଲା ‘ଓମ୍‌-ଦି ବ୍ୟାଟେଲ୍‌ ୱିଦିନ୍‌’ ଟ୍ରେଲର: ପ୍ରଥମ ଥର ପାଇଁ ଆକ୍ସନ ଅବତାରରେ ଆଦିତ୍ୟ

ମୁମ୍ବାଇ: ବଲିଉଡ଼ ଅଭିନେତା ଆଦିତ୍ୟ ରୟ କପୁରଙ୍କ ଆଗାମୀ ଆକ୍ସନ-ଥ୍ରୀଲର ଭିତ୍ତିକ ଚଳଚ୍ଚିତ୍ର ‘ଓମ୍‌-ଦି ବ୍ୟାଟେଲ୍‌ ୱିଦିନ୍‌’ ଟ୍ରେଲର ଶୁକବ୍ରାର ରିଲିଜ୍‌ ହୋଇଛି। ଏଥିରେ ଅଭିନେତାଙ୍କ ଆକ୍ସନ ଅବତାର ଦେଖିବାକୁ…
Read More...

ବାଉଁଶବୁଦା ଉହାଡରୁ ଯୁବକଙ୍କ ମୃତଦେହ ଉଦ୍ଧାର; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ରେଙ୍ଗାଲି: ଶାସନ ଥାନା ଅନ୍ତର୍ଗତ କୁମ୍ଭାରକଟା ଚାରପଡ଼ାର ଅନତି ଦୂରରେ ଏକ ବାଉଁଶବୁଦା ଉହାଡରେ ଜନୈକ ଯୁବକଙ୍କ ମୃତଦେହ ଶାସନ ପୁଲିସ ଉଦ୍ଧାର କରିଛି। ମୃତ ଯୁବକ ଜଣକ ଭାଲୁବାହଲ ଗ୍ରାମର ପଦ୍ମଲୋଚନ ପ୍ରଧାନ(୩୨) ବୋଲି…
Read More...

ଜେଏସଡବ୍ଳ୍ୟୁ ଭୂଷଣ କାରଖାନାରେ ପୁରସ୍କାର ବିତରଣ ଉତ୍ସବ

ରେଙ୍ଗାଲି: ଜେଏସଡବ୍ଳ୍ୟୁ-ଭୂଷଣ କାରଖାନା ପକ୍ଷରୁ ଆୟୋଜିତ ହୋଇଥିବା ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପରିବେଶ ସୁରକ୍ଷା ସଂକ୍ରାନ୍ତରେ ସଚେତନତା ସୃଷ୍ଟି ପାଇଁ ଚିତ୍ରାଙ୍କନ, ପ୍ରବନ୍ଧ,…
Read More...

ଲିଡ୍‍ବ୍ୟାଙ୍କ ଦ୍ୱାରା ଋଣ ସଂଯୋଗୀକରଣ କାର୍ଯ୍ୟକ୍ରମ; ନବରଙ୍ଗପୁରରେ ୬୦,୧,୧୬,୩୩୩ ଟଙ୍କା ଋଣ ମଞ୍ଜୁର

ନବରଙ୍ଗପୁର: ସ୍ଥାନୀୟ ମିଶନ ଶକ୍ତି ହଲଠାରେ ଲିଡ୍‍ବ୍ୟାଙ୍କ ଦ୍ୱାରା ଋଣ ସଂଯୋଗୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଠାରେ ବହୁ ହିତାଧିକାରୀମାନଙ୍କୁ ବିଭିନ୍ନ ଋଣ ପ୍ରଦାନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ…
Read More...

ଗଞ୍ଜାମରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଗଞ୍ଜାମ: ଗଞ୍ଜାମ ଭାରତୀ ବିଦ୍ୟାପୀଠ ମିନିଷ୍ଟାଡିୟମ ପରିସରରେ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଗଞ୍ଜାମ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଗୁରୁବାର  ଅନୁଷ୍ଠିତ…
Read More...

ଦୁଇଦିନିଆ କନ୍ଧମାଳ ଜିଲା ପେନ୍‍ସନ ଅଦାଲତ ଅନୁଷ୍ଠିତ; ପ୍ରଥମ ଦିନରେ ୫୦ ମାମଲା ଫଏସଲା

ଫୁଲବାଣୀ: ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଓଡ଼ିଶା, ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ, ଓଡ଼ିଶା ଏବଂ ଜିଲ୍ଲା ପ୍ରଶାସନ, କନ୍ଧମାଳଙ୍କ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ…
Read More...

ଜାତୀୟ ରାଜପଥ କଡରୁ ଶାଗୁଆନ ଗଛ କାଟିବା ପ୍ରସଙ୍ଗ; ଗାଁ ଲୋକ ବନବିଭାଗର ଦ୍ୱାରସ୍ଥ

ହରଭଙ୍ଗା: ହରଭଙ୍ଗା ବ୍ଲକ ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥର ପୁରୁଣାକଟକ ଲକ୍ଷ୍ମୀନାଳ କଡରୁ ଶାଗୁଆନ, ଗମ୍ଭାରୀ ଭଳି ମୂଲ୍ୟବାନ ଗଛ କେହି ଦୁର୍ବୃତ୍ତ କାଟିଥିବା ଦେଖିବାକୁ ମିଳିଛି। ଏଭଳି ଘଟଣା ଲୋକଲୋଚନକୁ…
Read More...

ପିପିଲି ପ୍ରବେଶ ପଥରେ ଆଲୋକୀକରଣ ବ୍ୟବସ୍ଥା ଦାବୀରେ ଅନଶନ

ପିପିଲି: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ପିପିଲିର ଉଭୟ ପ୍ରବେଶପଥରେ ଲାଗିଥିବା ହାଇମାକ୍ସ ଲାଇଟ୍‍ ସମେତ ଜାତୀୟ ରାଜପଥରେ ଲାଗିଥିବା ଷ୍ଟ୍ରିଟ୍‍ ଲାଇଟଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରାଇବା ଦାବିରେ ଗୁରୁବାର…
Read More...

ବିବାହ ବନ୍ଧନରେ ଆବଦ୍ଧ ହେଲେ ନୟନତାରା-ବିଗ୍ନେଶ; ସାମ୍ନାକୁ ଆସିଲା ପ୍ରଥମ ଫଟୋ

ନୂଆଦିଲ୍ଲୀ: ଲୋକପ୍ରିୟ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ନୟନତାରା ତାଙ୍କ ଦୀର୍ଘ ଦିନର ପ୍ରେମିକ ତଥା ଚଳଚ୍ଚିତ୍ର ନିର୍ମାତା ବିଗ୍ନେଶ ଶିବନଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ପରିବାର ଓ ଘନିଷ୍ଠ ବନ୍ଧୁଙ୍କ…
Read More...

ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ; ୨୧ରେ ଗଣତି

ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନ ନେଇ ଗୁରୁବାର ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ। ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ। ଏନେଇ ଜୁନ୍‌ ୧୫ ତାରିଖରେ ବିଧିବଦ୍ଧ…
Read More...

ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଇ ସରକାରୀ ଯୋଜନାରୁ ବାଦ୍; ଜାତୀୟ ମାନବାଧିକାର କମିଶନରେ ଅଭିଯୋଗ

ବେଗୁନିଆ: ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରୀ ପଞ୍ଚାୟତର ବାଘମାରୀ ବ୍ରାହ୍ମଣ ସାହିର ରମେଶ ଦାଶ ଜଣେ ଭୂମିହୀନ ଚାଷୀ ହୋଇଥିବାବେଳେ ସେ କାମ ଦାମ କରି ପରିବାର ପ୍ରତିପୋଷଣ କରନ୍ତି । ସେ କାଳିଆ ଯୋଜନା ଆରମ୍ଭରୁ ଆବେଦନ…
Read More...

ବିଦ୍ୟୁତ ନେଲା ଲାଇନମ୍ୟାନଙ୍କ ଜୀବନ

ଚାନ୍ଦବାଲି: ଚାନ୍ଦବାଲି ଏନ୍ଏସିର ସତ୍ୟନାରାୟଣ କଲୋନୀରେ ବିଦ୍ୟୁତ ତାର ଉପରେ ଯାଇଥିବା ଲତା କାଟିବା ବେଳେ ବିଦ୍ୟୁତ୍ ଆଘାତରେ ଜଣେ ଲାଇନ ମ୍ୟାନଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।…
Read More...

ଦୁଇ ମାସର ଶିଶୁକୁ ଟିକା ଦେବା ପରେ ମୃତ୍ୟୁ ଅଭିଯୋଗ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ନାରାୟଣପୁର ପଞ୍ଚାୟତର ବଡତୋଡ୍ରା ଗାଁରେ ସ୍ଵାସ୍ଥ୍ୟ ବିଭାଗ ତରଫରୁ ୦ରୁ୫ବର୍ଷ ଶିଶୁମାନଙ୍କୁ ଟିକା ଦେବାର ବହୁ ସମୟ ପରେ ଶିଶୁର ମୃତ୍ୟୁ ହୋଇଥିବା ଗ୍ରାମବାସୀ…
Read More...

ସରିଲା ନିର୍ବନ୍ଧ; ଆସନ୍ତାକାଲି ବିବାହ

ପିପିଲି: ପିପିଲି କୋର୍ଟଛକ ସ୍ଥିତ ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କ ପବିତ୍ର ଶୀତଳଷଷ୍ଠୀ ଯାତ୍ରା ତଥା ବିବାହ ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଆଜି ଠାକୁରଙ୍କ ନିର୍ବନ୍ଧ ଉତ୍ସବ ମହାସମାରୋହରେ ସଂପନ୍ନ…
Read More...

ମଣିପୁର ଆଦର୍ଶ ବିଦ୍ୟାଳୟ ଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ ଘଟଣା: ରାତିରେ ଖାଇଥିଲେ ବାସି ଚିକେନ୍‍

ହରଭଙ୍ଗା: ଗତ ୧ତାରିଖ ଦିନ ମଣିପୁରସ୍ଥିତ ଆଦର୍ଶ ବିଦ୍ୟାଳୟଟି ୫ଟି ସ୍କୁଲଭାବେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା। ଲୋକାର୍ପଣ କାର୍ଯ୍ୟକ୍ରମର ୨୪ଘଣ୍ଟା ନପୂରୁଣୁ ବିଦ୍ୟାଳୟର ଅନ୍ତେବାସୀ ଝାଡାବାନ୍ତିରେ…
Read More...

ପୁରୁଣାକଟକ ପୋଷ୍ଟ ଅଫିସରେ କମ୍ପ୍ୟୁଟର ଅଚଳ; ୨ମାସ ହେଲା ଆର୍ଥିକ ନେଣ ଦେଣ ଠପ୍‍

ହରଭଙ୍ଗା: ହରଭଙ୍ଗା ବ୍ଲକ ପୁରୁଣାକଟକ ଫୋଷ୍ଟ ଅଫିସରେ କମ୍ପ୍ୟୁଟର ଅଚଳ ଯୋଗୁଁ ଦୀର୍ଘ ଦୁଇମାସରୁ ଊର୍ଦ୍ଧ୍ବ ଦିନ ହେଲା ଆର୍ଥିକ ନେଣ ଦେଣ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଫଳରେ ଏହି ପୋଷ୍ଟ ଅଫିସ ଉପରେ ନିର୍ଭର…
Read More...

ଜିଲାରେ ଗଡ଼ିଲା ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ

ଯାଜପୁର: ‘ଶିଶୁ ଶ୍ରମ ମୁକ୍ତ ଯାଜପୁର ଜିଲା’ ଆମର ସଂକଳ୍ପ । ଏହି ଲକ୍ଷ୍ୟ ନେଇ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ, ଓଡିଶା ସରକାର ଏବଂ ଶ୍ରମ ବିଭାଗ, ଯାଜପୁର ମିଳିତ ଆନୁକୁଲ୍ୟରେ ‘ଶିଶୁ ଶ୍ରମିକ ନିରାକରଣ ସଚେତନତା…
Read More...

ପାନୀୟ ଜଳ, ପରିମଳ, ବାର୍ଦ୍ଧକ୍ୟ ଭତ୍ତା ଓ ରାସନ କାର୍ଡ ଉପରେ ଗୁରୁତ୍ୱ

ବାଙ୍କୀ: ବାଙ୍କୀ ପଞ୍ଚାୟତ ସମିତିର ପ୍ରଥମ ସାଧାରଣ ବୈଠକ ଶୁକ୍ରବାର ପଞ୍ଚାୟତ ସମିତି ଗୃହରେ ଅଧ୍ୟକ୍ଷା ପୁଷ୍ପଲତା ସାମନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟଅତିଥି ଭାବରେ ବାଙ୍କୀ ବିଧାୟକ…
Read More...

ଅକୁଣ୍ଠ ଭଲପାଇବା ଦେଇଥିବାରୁ ମୁଁ କୃତଜ୍ଞ: ନବୀନ

ଭୁବନେଶ୍ବର: ବ୍ରଜରାଜନଗର ଉପନିର୍ବାଚନରେ ଦଳର ଦମ୍‌ଦାର ବିଜୟ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହ ବ୍ରଜରାଜନଗରବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହା ବ୍ୟତୀତ…
Read More...

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ବିଶ୍ଵ ଵାଇସାଇକେଲ ଦିବସ ପାଳିତ

ରେଙ୍ଗାଲିକ୍ୟାମ୍ପ: ଆଜି ବିଶ୍ୱ ସାଇକେଲ ଦିବସ। ବର୍ତ୍ତମାନ ‘ଫିଟ୍ ଇଣ୍ଡିଆ’ରେ ଏହାକୁ ସାମିଲ କରାଯାଇ ସୁସ୍ଥ ଭାରତ ଗଠନ ପାଇଁ ଆହ୍ବାନ ଦିଆଯାଉଛି। ଏହି ଅବସରରେ ଅତାବିରା ବ୍ଲକ ଜହ୍ନାପଡା ଗ୍ରାମରେ ନେହେରୁ ଯୁବ…
Read More...

‘ଯବାନ’: ଶାହରୁଖଙ୍କ ଲୁକ୍‌ ଦେଖି ଟାଙ୍କୁରି ଉଠିବ ଲୋମ

ମୁମ୍ବାଇ: ବଲିଉଡ଼ ଅଭିନେତା ଶାହରୁଖ ଖାନ ତାଙ୍କ ଆଗାମୀ ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚାରେ। ଅଭିନେତାଙ୍କ ଆଗାମି ଫିଲ୍ମ ‘ପଠାନ୍‌’ ଓ ‘ଡଙ୍କୀ’ ସହ ଜଡ଼ିତ ଖବର ପ୍ରଶଂସକମାବେ ପୂର୍ବରୁ ପାଇ ସାରିଛନ୍ତି, କିନ୍ତୁ ଏବେ…
Read More...

ରାହୁଲଙ୍କୁ ପୁଣି ସମନ୍

ନୂଆଦିଲ୍ଲୀ: ନେସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦ୍ବିତୀୟ ଥର ପାଇଁ ସମନ କରିଛି। ପଚରାଉଚରା ପାଇଁ ଜୁନ୍‌ ୧୩ ତାରିଖରେ ଇଡି କାର୍ଯ୍ୟାଳୟରେ ହାଜର ହେବା ପାଇଁ…
Read More...

କାର୍ଯ୍ୟରତ ପୁଲିସ ଅଧିକାରୀଙ୍କ ଉପରେ ମାଡ଼ିଗଲା ଟ୍ରକ

ଭଦ୍ରକ: ଜଣେ ପୁଲିସ ଅଧିକାରୀ କାର୍ଯ୍ୟରତ ଥିବା ସମୟରେ ତାଙ୍କ ଉପରେ ମାଡ଼ିଗଲା ଟ୍ରକ। ଫଳରେ ପୁଲିସ ଅଧିକାରୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ୧୬ନଂ ଜାତୀୟ ରାଜପଥର ଚିଙ୍ଗୁଡିପୁର…
Read More...

ମା’ ରାମଚଣ୍ଡୀଙ୍କ ପୀଠରୁ ଲକ୍ଷାଧିକ ଟଙ୍କାର ଜିନିଷ ଚୋରି

ବେଗୁନିଆ: ବେଗୁନିଆ ଥାନା ଅନ୍ତର୍ଗତ ଗଡ଼ମାଣତିର ଗ୍ରାମରେ ଥିବା ଆରାଧ୍ୟ ଠାକୁରାଣୀ ମା’ ରାମଚଣ୍ଡୀଙ୍କ ପୀଠରୁ କେହି ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ପିତ୍ତଳ ଜିନିଷ ଚୋରି କରି ନେଇଯାଇଥିବାର ଜଣାପଡିଛି । ଠାକୁରାଣୀଙ୍କ…
Read More...

ଜାଲ ଆଦିବାସୀ ଜାତିଗତ ପ୍ରମାଣପତ୍ରକୁ ବିରୋଧ

ନବରଙ୍ଗପୁର: ଅଣଆଦିବାସୀମାନେ ଚଞ୍ଚକତା କରି ଆଦିବାସୀ ଜାତି ପ୍ରମାଣପତ୍ର ହାସଲ କରିବାପାଇଁ ନବରଙ୍ଗପୁର ଜିଲାରେ ଜୋରସୋର ଭାବେ ତହସିଲ କାର୍ଯ୍ୟାଳୟରେ ଚାପ ପକାଉଥିବା ନେଇ ନବରଙ୍ଗପୁର ଜିଲା ଅଖିଳ ଭାରତ ଭତରା ବିକାଶ…
Read More...

ଆଶ୍ରୟ ଖୋଜୁଛି ଆଶ୍ରମ ସ୍କୁଲ୍

ରେଙ୍ଗାଲିକ୍ୟାମ୍ପ : ଅତାବିରା ଏନ୍ଏସିର ଲାଦେରପାଲିରେ ୫୩ ନମ୍ୱର୍ ଜାତୀୟ ରାଜପଥ କଡ଼କୁ ଲାଗି ରହିଛି ଆଦିବାସୀ ଆବାସିକ ଆଶ୍ରମ ସ୍କୁଲ। କେନ୍ଦ୍ର ସରକାରଙ୍କ ଯୋଜନା ତଥା ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହୁଏ ଏହି…
Read More...

ପ୍ରସିଦ୍ଧ ସନ୍ତୁର ବାଦକ ଭଜନ ସୋପୋରୀଙ୍କ ପରଲୋକ

ଜମ୍ମୁ: ପ୍ରସିଦ୍ଧ ସନ୍ତୁର ବାଦକ ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପଣ୍ଡିତ ଭଜନ ସୋପୋରୀଙ୍କର ଗୁରୁବାର ପରଲୋକ ଘଟିଛି। ୭୪ ବର୍ଷୀୟ ସୋପୋରୀ ଗୁରୁଗ୍ରାମ ସ୍ଥିତ ଏକ ଡାକ୍ତରଖାନାରେ ଶେଷ ନିଃଶ୍ବାସ ତ୍ୟାଗ କରିଥିବା…
Read More...

ବିଦ୍ୟୁତ ଆଘାତରେ ମୃତ ନାବାଳିକାଙ୍କ ପରିବାରକୁ ୩ଲକ୍ଷ କ୍ଷତିପୂରଣ

ଲାଞ୍ଜିଗଡ଼: ଲାଞ୍ଜିଗଡ଼଼ ବ୍ଲକ ବିଶ୍ୱନାଥପୁର ନିକଟସ୍ଥ କୁଟୁରୁପାଲି ଗାଁର ତିଳୋତ୍ତମା ଚାଲାଣଙ୍କ ଆବାସ ଯୋଜନା ଗୃହର ଛାତ ପକାଇବା କାମରେ ନିୟୋଜିତ ୧୭ବର୍ଷିୟ ନାବାଳିକା ପ୍ରଭା କୋଶଲିଆଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ…
Read More...

ପଞ୍ଚଭୂତରେ ଲୀନ ହେଲେ କେକେ

ମୁମ୍ବାଇ: ବଲିଉଡ଼ର ଖ୍ୟାତନାମା ଗାୟକ କେକେ(କ୍ରୀଷ୍ଣକୁମାର କୁନ୍ନାଥ)ଙ୍କ ଶେଷକୃତ୍ୟ ଗୁରୁବାର ସମ୍ପନ୍ନ ହୋଇଛି। ମୁମ୍ବାଇ ସ୍ଥିତ ବର୍ସୋଭା ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। କେକେଙ୍କ ପୁଅ ତାଙ୍କୁ…
Read More...

ୟୁପିରେ ‘ସମ୍ରାଟ ପୃଥ୍ବୀରାଜ’ ଟିକସମୁକ୍ତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ଲକ୍ଷ୍ନୌର ଲୋକଭବନରେ ‘ସମ୍ରାଟ ପୃଥ୍ବୀରାଜ’ ଚଳଚ୍ଚିତ୍ର ଦେଖିବା ପରେ ଏହାକୁ ଟିକସମୁକ୍ତ କରିବାକୁ ଘୋଷଣା କରିଛନ୍ତି। ଏହି ଚଳଚ୍ଚିତ୍ର ଲୋକଙ୍କୁ…
Read More...

କରୋନା କବଳରେ ସୋନିଆ; ବୈଠକରେ ସାମିଲ ଅନେକ ନେତା ସଂକ୍ରମିତ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କ ବ୍ୟତୀତ ବୈଠକକୁ ଆସିଥିବା କିଛି ନେତା ମଧ୍ୟ ସଂକ୍ରମଣର ଶିକାର ହୋଇଛନ୍ତି। ଏକ ଜାତୀୟ ସମ୍ବାଦ ସରବରାହ ସଂସ୍ଥାକୁ ସୂଚନା ଦେଇ…
Read More...

ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ଚଳିତ ବର୍ଷ ଧୁମଧାମରେ ରଥଯାତ୍ରା ପାଳନ କରିବା ପାଇଁ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ତହସିଲ କାର୍ଯ୍ୟାଳୟର ସଭାଗୃହରେ ଅନୁଷ୍ଠିତ ହୋଇଛି।…
Read More...

ଅଟୋ ପାର୍କିଂ ୟୁନିୟନ ପକ୍ଷରୁ ଡାକ୍ତରଖାନାରେ କୁଲର ପ୍ରଦାନ

କଂଟାବାଞ୍ଜି: କଂଟାବାଞ୍ଜି ରେଲୱେ ଅଟୋ ପାର୍କିଂ ୟୁନିୟନ ପକ୍ଷରୁ ସ୍ଥାନୀୟ ଡାକ୍ତରଖାନାକୁ ରୋଗୀଙ୍କ ପାଇଁ ଦୁଇଟି କୁଲର ପ୍ରଦାନ କରାଯାଇଛି । ୟୁନିୟନ ସଭାପତି ମହମଦ ସାହିଲଙ୍କ ସହ ଅନ୍ୟ ସଦସ୍ୟମାନେ ଡାକ୍ତରଖାନା…
Read More...

ନକଲି ବିଦେଶୀ ମଦ ଜବତ; ୨ ଗିରଫ

ପାଟଣାଗଡ଼: ଅବକାରୀ ବିଭାଗର ଗୁଇନ୍ଦା ସଂସ୍ଥା ମଙ୍ଗଳବାର ବିଳମ୍ବିତ ରାତିରେ ସ୍ଥାନୀୟ କଳାକାହ୍ନୁ ମନ୍ଦିର ନିକଟସ୍ଥ ଏକ ଭଡା ଘରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରିଥିବା ସହ ନକଲି ମଦ ପ୍ରସ୍ତୁତିରେ ସଂପୃକ୍ତ ୨…
Read More...

ସରଣ୍ଡା ବିଦ୍ୟାପୀଠ ତମାଖୁମୁକ୍ତ ବିଦ୍ୟାଳୟ ଘୋଷଣା

ବାଙ୍କୀ: ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବୁଧବାର ସକାଳେ ସ୍ଥାନୀୟ ସରଣ୍ଡା ବିଦ୍ୟାପୀଠକୁ ତମାଖୁ ମୁକ୍ତ ବିଦ୍ୟାଳୟ ଭାବରେ ଘୋଷଣା କରାଯାଇ ଉପଯୁକ୍ତ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ସକାଳେ ଆୟୋଜିତ…
Read More...

ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କୁ ସହଯୋଗ ପ୍ରଶିକ୍ଷଣ

ବାଙ୍କୀ: କଟକ ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରେ ପରିଚାଳନା କମିଟି ସଦସ୍ୟମାନଙ୍କୁ ସହଯୋଗ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଏହି ପରିପ୍ରେକ୍ଷୀରେ ବାଙ୍କୀ ବ୍ଲକ ଶିକ୍ଷାଧିକାରୀ…
Read More...

ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନାରେ ଦକ୍ଷତା ହିଁ କ୍ଷମତା ପ୍ରଶିକ୍ଷଣ

ବାଙ୍କୀ: ବାଙ୍କୀ ବ୍ଲକ ଅଧିନ ସୁବର୍ଣ୍ଣପୁର, କଦଳୀବାଡି ଓ ବନ୍ଦାଳ ପଞ୍ଚାୟତରେ ଶିକ୍ଷିତ ବେକାରୀ ଯୁବକ ଯୁବତୀମାନଙ୍କୁ ରୋଜଗାରକ୍ଷମ କରିବା ନିମନ୍ତେ ଦକ୍ଷତା ହିଁ କ୍ଷମତା ସମ୍ପର୍କିତ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି।…
Read More...

ସିଦ୍ଧୁଙ୍କ ହତ୍ୟା ପରେ ସଲମାନଙ୍କ ସୁରକ୍ଷା ବଢାଇଲା ମୁମ୍ବାଇ ପୁଲିସ

ମୁମ୍ବାଇ: ଗାୟକ-ରାଜନେତା ସିଦ୍ଧୁ ମୁସେୱାଲାଙ୍କ ହତ୍ୟାର କିଛି ଦିନ ପରେ ମୁମ୍ବାଇ ପୁଲିସ ବଲିଉଡ଼ ସୁପରଷ୍ଟାର ସଲମାନ ଖାନଙ୍କ ସୁରକ୍ଷା ବଢାଇ ଦେଇଛି। ସିଦ୍ଧୁ ମୁସେୱାଲା ହତ୍ୟା ମାମଲାର ମୁଖ୍ୟ ସନ୍ଦିଗ୍ଧ ଲରେନ୍ସ…
Read More...

ପୁଣି ଅତାବିରାରେ ଚୋରି ଡକାୟତି ସକ୍ରିୟ; ପୁଲିସକୁ ଚ୍ୟାଲେଞ୍ଜ ଦେଲେ ଡକାୟତ

ରେଙ୍ଗାଲିକ୍ୟାମ୍ପ : ଅତାବିରା ୫୩ ନମ୍ବର ଜାତୀୟ ରାଜପଥ କଡ଼ରେ ଅବସ୍ଥିତ ଏମ୍ ଆଇ ମୋବାଇଲ ଦୋକାନରେ ବୁଧବାର ଡକାୟତ ଦଳଙ୍କର ଡକାୟତି ଉଦ୍ୟମ ଫେଲ୍ ମାରିଛି। ଦୋକାନ ମାଲିକ ଦୀପକ ଅଗ୍ରୱାଲଙ୍କ କହିବା ଅନୁଯାୟୀ, ସକାଳୁ ସେ…
Read More...

ସୋନିଆ ରାହୁଲଙ୍କୁ ଇଡି ନୋଟିସ୍‌

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବୁଧବାର ନୋଟିସ୍‌ ଜାରି କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)। ଏଥିସହ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ନୋଟିସ୍‌ କରିଛି ଇଡି। ନ୍ୟାସନାଲ ହେରାଲ୍ଡ ମାମଲା ଉଭୟଙ୍କୁ ଇଡି…
Read More...

ମିଶନ ଶକ୍ତି ଗୃହ ହସ୍ତାନ୍ତର ଓ ରବି ମଣ୍ଡି ଉଦଘାଟନ

ନର୍ଲା: ତୁଳାପଡା ଶିବ ମନ୍ଦିର ନିକଟସ୍ଥ ପଡିଆରେ ବୁଧବାର ପୂର୍ବାହ୍ନରେ ନବ ନିର୍ମିତ ମିଶନ ଶକ୍ତି ଗୃହର ଶୁଭ ଉଦଘାଟନ ସହ ଏହାକୁ ମା’ ମଙ୍ଗଳା ସ୍ବୟଂ ସହାୟକ ଗୋଷ୍ଠୀକୁ ହସ୍ତାନ୍ତର କରାଯାଇଛି । ପ୍ରଥମେ ଏହାର…
Read More...

ବିଧାୟକଙ୍କ କରକମଳରେ ଭିିତ୍ତିପ୍ରସ୍ତର ସ୍ଥାପନ

ଯାଜପୁର: ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ କରକମଳରେ ମଙ୍ଗଳବାର ରାଜ୍ୟ ସରକାରଙ୍କ ଯୋଜନା ଅନ୍ତର୍ଭୁକ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ପାଣ୍ଠିରୁ ୬କୋଟି ୪ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଧର୍ମଶାଳା ବ୍ଲକର…
Read More...

ଡଙ୍ଗାମରା ଗାଁରୁ ଚୋରି ସାମଗ୍ରୀ ଜବତ ଘଟଣା: ଜେଲ ଗଲେ ମୁଖ୍ୟ ଅଭିଯୁକ୍ତଙ୍କ ପରିବାର

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଥାନା ଡଙ୍ଗାମରା ଗାଁ ସଦାଶିବ ବନଛୋରଙ୍କ ଘରେ ଚୋରି ସାମଗ୍ରୀ ଉଦ୍ଧାର ଘଟଣାରେ ୪ ଜଣଙ୍କୁ ଗିରଫ କଲା କଂଟାବାଞ୍ଜି ପୁଲିସ। ଗିରଫ ୪ ଜଣ ହେଲେ କୁଖ୍ୟାତ ଚୋର ସଦାଶିବ ବନଛୋରଙ୍କ ବାପା ଗଣେଶ…
Read More...

ପଞ୍ଚଭୂତରେ ଲୀନ ହେଲେ ସିଦ୍ଧୁ ମୁସେୱାଲା

ଚଣ୍ଡିଗଡ଼: ପଞ୍ଜାବର ଲୋକପ୍ରିୟ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କର ମଙ୍ଗଳବାର ତାଙ୍କ ପୈତୃକ ଗାଁ ମୁସାରେ ଅନ୍ତିମ ସଂସ୍କାର କରାଯାଇଛି। ଏହି ସମୟରେ ତାଙ୍କ ହଜାର ହଜାର ପ୍ରଶଂସକ ଲୁହ ଭରା ଆଖିରେ…
Read More...

ବାଲି ଉତ୍ତୋଳନକୁ ବିରୋଧ କରି ତହସିଲ କାର୍ଯ୍ୟାଳୟ ଘେରାଉ

ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡ ଘଷିପୁରା ତହସିଲ ଅନ୍ତର୍ଗତ ସରେଇ ଗ୍ରାମ ନିକଟରେ ଥିବା କୁଶେଇ ନଦୀକୁ ତହସିଲ ପକ୍ଷରୁ ନିଲାମ ଦିଆଯାଇଛି। ତେବେ ନିଲାମୀ ସମୟରେ ତହସିଲ ପକ୍ଷରୁ ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ…
Read More...

ଗଞ୍ଜାମ ଏନଏସିରେ ପ୍ରଥମ ସାଧାରଣ ଅଧିବେଶନ ଅନୁଷ୍ଠିତ

ଗଞ୍ଜାମ: ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ସାଧାରଣ ଅଧିବେଶନ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ଅଧିବେଶନ ଏନଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି। ମୁଖ୍ୟତଃ ବିଜ୍ଞାପିତ ଅଂଚଳ…
Read More...

ଦେଶ ପାଇଁ ଗୌରବ ଆଣିଲେ ଓଡ଼ିଆ ଝିଅ; ପ୍ରଥମ ଭାରତୀୟ ଭାବେ ହେଲେ ବ୍ଲାକସ୍ବାନର ସଦସ୍ୟ

ଭୁବନେଶ୍ବର: ଓଡ଼ିଆ ଝିଅ ଶ୍ରେୟା ଲେଙ୍କା ରାଜ୍ୟ ସହ ଦେଶ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଆଣି ଦେଇଛନ୍ତି ଗୌରବ। ରାଉରକେଲାରେ ଜନ୍ମିତ ଏହି ୧୮ ବର୍ଷୀୟ ଯୁବତୀ ଦକ୍ଷିଣ କୋରିଆର ଲୋକପ୍ରିୟ ପପ୍ ବ୍ୟାଣ୍ଡ ବ୍ଲାକସ୍ବାନର…
Read More...

ପିଏମ୍ କିଷାନ ଯୋଜନାର ୧୧ତମ କିସ୍ତି ପ୍ରଦାନ କଲେ ମୋଦୀ

ଶିମଳା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଶିମଳା ଗସ୍ତରେ ଯାଇ ଦେଶର ଅଭାବୀ ଚାଷୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ମୋଦୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୧ତମ କିସ୍ତି ପ୍ରଦାନ କରିଛନ୍ତି।…
Read More...

କରୋନାରେ ବାପା ମାଆଙ୍କୁ ହରାଇଥିବା ୫ପିଲା ପ୍ରଧାନମନ୍ତ୍ରୀ ସହାୟତା ଯୋଜନାରେ ସାମିଲ

ନବରଙ୍ଗପୁର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଏନଆଇସି ବୈଠକ ଗୃହରେ ଜିଲ୍ଲାପାଳ ଡ଼ଃ. କମଳ ଲୋଚନ ମିଶ୍ର, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର…
Read More...

ଅପହଞ୍ଚ ଇଲାକା: ବିକାଶଠୁ ବହୁ ଦୂରରେ ନବରଙ୍ଗପୁର ସୀମାନ୍ତରେ ଥିବା ଏହି ୪ଗାଁ

କଲମପୁର: ସ୍ୱାଧୀନତାର ଦୀର୍ଘ ୭ ଦଶନ୍ଧୀ ବିତି ସାରିଛି। କିନ୍ତୁ ଏବେବି ଏପରି ଗାଁ ରହିଛି ଯେଉଁଠି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ପାଇଁ ରାସ୍ତା, ପାନୀୟ ଜଳ ଯୋଗାଣ ଓ ବିଦ୍ୟୁତ ଆଲୋକିକରଣ ସାତ ସପନ ପାଲଟିଛି।…
Read More...

ଲ୍ୟାମ୍ପ ନିର୍ବାଚନ ପାଇଁ ୧୫ଜଣ ଦାଖଲ କଲେ ମନୋନୟନ ପତ୍ର

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ବୃହଦାକାର ବହୁମୁଖୀ ଆଦିବାସୀ ସମବାୟ ସମିତି ଲି. ଠାରେ ଓଡ଼ିଶା ସମବାୟ ସମିତି ନିର୍ବାଚନ ୧୯୯୨ର ନିୟମ(୫) ଅନୁଯାୟୀ ନିର୍ବାଚନ ଅଧିକାରୀ ଭାବେ…
Read More...

୨୦୨୧ ସିଭିଲ ସର୍ଭିସ୍ ପରୀକ୍ଷା ଫଳ ପ୍ରକାଶିତ; ସର୍ବଭାରତୀୟ ସ୍ତରରେ ଶ୍ରୁତି ଶର୍ମା ଟପ୍ପର

ନୂଆଦିଲ୍ଲୀ: ୨୦୨୧ ସିଭିଲ ସର୍ଭିସ୍ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ଏଥିରେ ୬୮୫ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଆଇଏଏସ ପାଇଁ ୧୮୦ ଜଣ, ଆଇପିଏସ ପାଇଁ ୨୦୦ ଜଣ ଓ ଆଇଏଫ୍ଏସ ପାଇଁ ୩୭ ଜଣ ଯୋଗ୍ୟ…
Read More...

ବୁଡ଼ାଗୁଡାଠାରେ ରବି ଚାଷ ପାଇଁ ମଣ୍ଡି ଉଦଘାଟନ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତରେ ଥିବା ଆରଏମସି ୟାର୍ଡଠାରେ ରାୟଗଡା ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ରବି ଚାଷ ପାଇଁ ମଣ୍ଡି ଉଦଘାଟନ କରାଯାଇଛି। ଏଥିରେ ସମବାୟ ସମିତି ଲି.…
Read More...

ବନ୍ଧୁକ ମୁନରେ ଲୁଟ୍: ମୁଖାଧାରୀ ଦୁର୍ବୃତ୍ତଙ୍କ କଟୁରୀ ଚୋଟରେ ଗୋରୁ ବ୍ୟବସାୟୀ ଗୁରୁତର

ଦେବଗଡ଼଼: ଦେବଗଡ଼ ଥାନା ଅନ୍ତର୍ଗତ ସମରଖାଇ ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ସୋମବାର ପୂର୍ବାହ୍ନରେ କେତେକ ମୁଖାଧାରୀ ଦୁର୍ବୃତ୍ତ ଗୋରୁ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ବନ୍ଧୁକ ମୁନରେ ଭୟଭୀତ…
Read More...

ତୃଷାର୍ତ୍ତଙ୍କ ଶୋଷ ମେଣ୍ଟାଇ ପାରୁନି ବସୁଧା

ନର୍ଲା: ସାଧାରଣ ଲୋକଙ୍କ ପିଇବା ପାଣି ସୁବିଧାରେ ଉପଲବ୍ଧ ପାଇଁ ସରକାର ଖର୍ଚ୍ଚ କରୁଛନ୍ତି କୋଟିକୋଟି ଅର୍ଥରାଶି । ରାଜ୍ୟ ରାଜକୋଷରୁ ଅର୍ଥରାଶି ଖର୍ଚ୍ଚ ହୋଇ ନିର୍ମାଣ ହୋଇଥିବା ଓଭର୍ ହେଡ୍ ପାଣି ଟାଙ୍କି(ବସୁଧା) ଯଥା…
Read More...

ନେପାଳ ବିମାନ ଦୁର୍ଘଟଣା: ସମସ୍ତ ୨୨ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା, ୧୬ ମୃତଦେହ ଉଦ୍ଧାର

କାଠମାଣ୍ଡୁ: ନେପାଳରେ ନିଖୋଜ ହୋଇଥିବା ତାରା ଏୟାରଲାଇନ୍ସର ବିମାନ ୯ NAETର ସନ୍ଧାନ ମିଳିବା​‌ ପରେ ଏଥିରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ନେପାଳ ଗୃହ ମନ୍ତ୍ରଣାଳୟ ମୁଖପାତ୍ର…
Read More...

ଅନ୍ଧାରରେ ୧୫ ପିଲାଙ୍କ ଭବିଷ୍ୟତ; ଭଡ଼ାରେ ଚାଲିଛି ଅଙ୍ଗନୱାଡ଼ି କେନ୍ଦ୍ର

ଭୁବନେଶ୍ୱର: ଲିଙ୍ଗିପୁର ଗ୍ରାମପଂଚାୟତ(ଗାଙ୍ଗୋତ୍ରୀନଗର)ରେ ଥିବା ଅଙ୍ଗନୱାଡି କେନ୍ଦ୍ର ବିଗତ ବହୁ ବର୍ଷ ହେଲା ଅବ୍ୟବସ୍ଥାରେ ଚାଲିଛି। ଖୋଦ୍‍ ରାଜଧାନୀ ଉପକଣ୍ଠରେ ଏହିଭଳି ଅବସ୍ଥା। ୨୦୧୦ ମସିହାରୁ ଏହି ଅଙ୍ଗନୱାଡି…
Read More...

ବ୍ରଜରାଜନଗର ଉପନିର୍ବାଚନ: ଅବାଧରେ ଚାଲିଛି ଟଙ୍କା ବଣ୍ଟନ ଓ ପ୍ରଚୁର ମଦ ଗଚ୍ଛିତ, ହେଲେ କାର୍ଯ୍ୟାନୁଷ୍ଠାନ ଶୂନ-…

ବ୍ରଜରାଜନଗର: ବ୍ରଜରାଜନଗର ଉପ ନିର୍ବାଚନ ଲାଗି ଆଜି ଥିଲା ପ୍ରଚାରର ଶେଷ ଦିନ। ସମସ୍ତ ଦଳ ପକ୍ଷରୁ ମତଦାତାଙ୍କୁ ମନାଇବା ପାଇଁ ପ୍ରାର୍ଥୀ ଓ ତାଙ୍କ ସମର୍ଥକମାନେ ଗାଁ ଓ ଗଳି କନ୍ଦିରେ ବୁଲି ବୁଲି ପ୍ରଚାର କରିଥିଲେ।…
Read More...

୫ଟି ହାଇସ୍କୁଲ ସମେତ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ ସାଂସଦ ପିନାକୀ ମିଶ୍ର; ମିଶନ ଶକ୍ତି କାଫେକୁ ପ୍ରଶଂସା କଲେ

ପିପିଲି: ପୁରୀ ସାଂସଦ ପିନାକୀ ମିଶ୍ର ରବିବାର ଦିନିକିଆ ପିପିଲି ଗସ୍ତରେ ଆସି ୫ଟି ରୂପାନ୍ତରିତ ହାଇସ୍କୁଲ ସମେତ ବିଭିନ୍ନ ସରକାରୀ ପ୍ରକଳ୍ପକୁ ବୁଲି ଅନୁଧ୍ୟାନ କରିଥିଲେ। ଏଥିସହ ପିପିଲି ବ୍ଲକ ପରିସରରେ ଥିବା ‘ମିଶନ…
Read More...

କ୍ରୀଡ଼ା ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ 

ନର୍ଲା: ତୁଳାପଡାସ୍ଥିତ ସରକାରୀ ଦାମୋଦର ଉଚ୍ଚ ବିଦ୍ୟାଳୟଠାରେ ରବିବାର କ୍ରୀଡ଼ା ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମରେ ନର୍ଲା ଓ ମଦନପୁର ରାମପୁର ବ୍ଲକର…
Read More...

ଆଇଫୋନ୍‌ ମଗାଇ ଫ୍ଲିପ୍‌କାର୍ଟକୁ ୪୦ ଲକ୍ଷ ଟଙ୍କାର ଚୁନ ଲଗାଇଥିଲେ; ଗିରଫ ହେଲେ

କୋଟା: ଇ-କମର୍ସ ୱେବସାଇଟ୍‌ ଫ୍ଲିପ୍‌କାର୍ଟକୁ ପ୍ରାୟ ୪୦ ଲକ୍ଷ ଟଙ୍କାର ଚୁନ ଲଗାଇଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଅଭିଯୁକ୍ତ ଜୟପୁରର। ପୁଲିସର ସୂଚନା ମୁତାବକ, ଏହି…
Read More...

ନେପାଳରେ ଯାତ୍ରୀବାହୀ ବିମାନ ନିଖୋଜ; ୪ ଭାରତୀୟଙ୍କ ସମେତ ଥିଲେ ମୋଟ୍‌ ୨୨ ଯାତ୍ରୀ

କାଠମାଣ୍ଡୁ: ନେପାଳର ପୋଖରାରୁ ଜୋମସୋମ ଅଭିମୁଖେ ଯାଉଥିବା ତାରା ଏୟାରଲାଇନ୍ସର ବିମାନ ୯ NAET ନିଖୋଜ ହୋଇଯାଇଛି। ଏହି ବିମାନ ୯ଟା ୫୫ ସମୟରେ ଉଡ଼ାନ ଭରିଥିଲା। ନିଖୋଜ ବିମାନରେ ୪ ଜଣ ଭାରତୀୟ, ତିନି ଜଣ ଜର୍ମାନ ଏବଂ…
Read More...

ଗଞ୍ଜାମ ତହସିଲ ପକ୍ଷରୁ ରାଜସ୍ବ ରଥ ମାଧ୍ୟମରେ ପଟା ବଣ୍ଟନ

ଗଞ୍ଜାମ: ଗଞ୍ଜାମ ତହସିଲ ପକ୍ଷରୁ ମଲାଡ଼ ପଂଚାୟତରେ ‘ରାଜସ୍ବ ରଥ’ ମାଧ୍ୟମରେ ଲୋକଙ୍କୁ ପଟା ଓ ଅନ୍ୟାନ୍ୟ ସାର୍ଟିଫିକେଟ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ଯୋଗ ଦେଇ ଲୋକଙ୍କୁ…
Read More...

ଆଉ ନାହାନ୍ତି ହଲିଉଡ଼ର ଏହି ପ୍ରସିଦ୍ଧ ଅଭିନେତା

ମୁମ୍ବାଇ: ହଲିଉଡ଼ ଶିଳ୍ପରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ପ୍ରସିଦ୍ଧ ଅଭିନେତା ବୋ ହପକିନ୍ସଙ୍କ ପରଲୋକ ଘଟିଛି। ୮୦ ବର୍ଷୀୟ ଏହି ଅଭିନେତା ଅନେକ ସୁପରହିଟ୍‌ ହଲିଉଡ଼ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ୧୯୭୯…
Read More...

ନିର୍ମାଣାଧୀନ କୋଠା ଭିତରେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଠାବ

ପିପିଲି: ପିପିଲି ଥାନା ଅନ୍ତର୍ଗତ ଗୁଡ଼ିଆପୋଖରି ବଜାର ନିକଟ ବଙ୍ଗାଳି ସାହିରେ ଥିବା ଏକ ନିର୍ମାଣାଧୀନ ୪ ମହଲା କୋଠା ଘର ମଧ୍ୟରେ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଠାବ ହୋଇଛି। ପୁଲିସ ଘଟଣା ସ୍ଥଳରେ ଉପସ୍ଥିତ ଥିବାବେଳେ…
Read More...

ଦୋକାନ କାନ୍ଥରେ ପିଟିହେଲା ବାଇକ; ଯୁବକ ମୃତ

ହରଭଙ୍ଗା: ହରଭଙ୍ଗା ଥାନା ଅର୍ନ୍ତଗତ କୁଶଙ୍ଗ ବଜାର ଉପରେ ଶୁକ୍ରବାର ଅପରାହ୍ନ ୨ଟା ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ନିଶାଶକ୍ତ ଅବସ୍ଥାରେ ବାଇକ ଚାଳକ ଦୋକାନ କାନ୍ଥରେ ଗାଡିକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଯୁବକଙ୍କ…
Read More...

ବେଦାନ୍ତ ଲିମିଟେଡ଼ ପକ୍ଷରୁ କ୍ରୀଡ଼ା ପ୍ରତିଭା ଲାଲୁପ୍ରସାଦ ଭୋଇଙ୍କ ପରିବାରକୁ ସମ୍ବର୍ଦ୍ଧନା

ଲାଞ୍ଜିଗଡ: କେବଳ ଲାଞ୍ଜିଗଡ଼ ନୁହେଁ କଳାହାଣ୍ଡି ଜିଲ୍ଲା ତଥା ଓଡ଼ିଶାର ଗର୍ବ ଓ ଗୌରବ କ୍ରୀଡ଼ାପ୍ରତିଭା ଲାଲୁପ୍ରସାଦ ଭୋଇଙ୍କ ପରିବାରବର୍ଗଙ୍କୁ ଆଜି ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।…
Read More...

ଜୁଆ ଆଡ୍ଡାରେ ଚଢ଼ାଉ: ୩ ଜୁଆଡ଼ି ଗିରଫ, ଦୁଇ ବାଇକ ଓ ନଗଦ ୩ଲକ୍ଷ ୮୮ହଜାର ଜବତ

ଚିକିଟି: କେ. ନୂଆଗାଁ ଥାନା ଅନ୍ତର୍ଗତ ଧାନଘର ଫାଣ୍ଡି ଇଲାକା ମେଣ୍ଟାଗାଁ ଜଙ୍ଗଲରେ ଦୀର୍ଘ ମାସ ଧରି ଚାଲିଥିବା ଜୁଆ ଅଡ୍ଡାର ଜୁଆଡ଼ିଙ୍କୁ ଧରିବାରେ ଶେଷରେ ପୁଲିସ ଆଂଶିକ ସଫଳ ହୋଇଛି। ବ୍ରହ୍ମପୁର ଏସପି ଶ୍ରବଣ…
Read More...

କେବେ ଦୂରହେବ ଜନନୀ ଯନ୍ତ୍ରଣା? ସାଙ୍ଗୀଭାରରେ ଜଙ୍ଗଲ ପାର ବେଳେ ଗଛମୂଳେ ପ୍ରସବ

ପାତ୍ରପୁର: ପାତ୍ରପୁର ବ୍ଲକର ବହୁ ଦୁର୍ଗମ ଆଦିବାସୀ ଗ୍ରାମକୁ ରାସ୍ତାଟିଏ ନାହିଁ। ଯାହା ଫଳରେ ରୋଗୀ ଓ ଗର୍ଭବତୀ ମହିଳାଙ୍କ ପ୍ରସୂତୀ ସହ ସାଧାରଣ ଲୋକ ପାହାଡ଼ ତଳକୁ ଆସିବା ବେଳେ ବହୁ କଷ୍ଟ ଅନୁଭବ କରିବା ନିତିଦିନିଆ…
Read More...

ଅନୁଭବ-ବର୍ଷା ପାରିବାରିକ ବିବାଦ: ତାଗିଦ୍‌ କଲେ ହାଇକୋର୍ଟ

କଟକ: ଷ୍ଟାର ଦମ୍ପତି ଅନୁଭବ-ବର୍ଷା ପାରିବାରିକ ବିବାଦରେ ହାଇକୋର୍ଟ ଉଭୟଙ୍କୁ ତାଗିଦ୍‌ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ବ୍ୟକ୍ତିଗତ ପ୍ରସଙ୍ଗ ନେଇ କୌଣସି ମନ୍ତବ୍ୟ ବା ଭିଡିଓ ପୋଷ୍ଟ ନକରିବାକୁ ସାଂସଦ ଅନୁଭବ…
Read More...

ଆର୍ଯ୍ୟନ ଆଶ୍ବସ୍ତ; ମିଳିଲା କ୍ଲିନ୍‌ ଚିଟ୍‌

ମୁମ୍ବାଇ: କ୍ରୁଜ୍‌ ଡ୍ରଗ୍ସ ମାମଲାରେ ବଲିଉଡ଼ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଶୁକ୍ରବାର କ୍ଲିନ୍‌ଚିଟ୍‌ ମିଳିଛି। ଜାତୀୟ ନିଶା ଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ(ଏନସିବି) ପକ୍ଷରୁ ଦାଖଲ କରାଯାଇଥିବା…
Read More...

ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କଲେ ସୁବ୍ରମଣ୍ୟନ୍ ସ୍ବାମୀ

ପୁରୀ: ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ଶୁକ୍ରବାର ସାକ୍ଷାତ କରିଛନ୍ତି ବରିଷ୍ଠ ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ସୁବ୍ରମଣ୍ୟନ୍ ସ୍ବାମୀ। ଦୁହିଁଙ୍କ ମଧ୍ୟରେ ପ୍ରାୟ ଏକ…
Read More...

ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ପ୍ରତ୍ୟାହାର ସମେତ ବିଭିନ୍ନ ଦାବୀରେ ୭ କାଉନସିଲରଙ୍କ ଅନଶନ

ଦେବଗଡ଼଼: ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ପ୍ରତ୍ୟାହାର ଏବଂ ଏହାର ପୁନଃ ମୂଲ୍ୟାୟନ ସମେତ ବିବିନ୍ନ ଦାବୀରେ ଶୁକ୍ରବାର ପୌର ପରିଷଦର ୭ ଜଣ କାଉନସିଲର ଦେବଗଡ଼ ପୌର ପରିଷଦ କର୍ଯ୍ୟାଳୟ ପରିସରରେ ଅନଶନ ଆରମ୍ଭ କରିଛନ୍ତି।…
Read More...

ନବରଙ୍ଗପୁର ମହାବିଦ୍ୟାଳୟରେ ଜିଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ

ନବରଙ୍ଗପୁର: ନବରଙ୍ଗପୁର ମହାବିଦ୍ୟାଳୟ ପରିସରରେ ଜିଲା ସ୍ୱାସ୍ଥ୍ୟ ସମିତି ତଥା ଅଣ ସଂକ୍ରାମକ ରୋଗ କକ୍ଷ ଆନୁକୂଲ୍ୟରେ ଓ ଜିଲା ଜାତୀୟ ସେବା ଯୋଜନାର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ…
Read More...

ବାସନ ଧୋଇବା ବେଳେ ଟାଣିନେଲା କୁମ୍ଭୀର; ୨ ଘଣ୍ଟା ପରେ କ୍ଷତାକ୍ତ ମୃତଦେହ ଉଦ୍ଧାର

ରାଜନଗର: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ମହୁଲିଆ ପଂଚାୟତ ଝାରପଡା ଗାଁରେ ଘଟିଛି ଏକ ଦୁଃଖଦ ଘଟଣା। ଗାଁର କଳ୍ପତରୁ ଜେନାଙ୍କ ସ୍ତ୍ରୀ ଜାନକୀ ଜେନା ବ୍ରାହ୍ମଣୀ ନଦୀରେ ବାସନ ଧୋଉଥିବା ବେଳେ କୁମ୍ଭୀର ଆକ୍ରମଣ କରି…
Read More...

ଜିଲାସ୍ତରୀୟ ପାରମ୍ପରିକ ମଞ୍ଚ ଓ ଧର୍ମାନୁଷ୍ଠାନ ମୁଖ୍ୟଙ୍କୁ ନେଇ ବାଲ୍ୟବିବାହ ନିରୋଧ ବୈଠକ

ଯାଜପୁର : ଜିଲାରେ ବାଲ୍ୟ ବିବାହ ସଂପୂର୍ଣ୍ଣ ନିରୋଧ, ଏହାର ନିରାକରଣ ଦିଗରେ କାର୍ଯ୍ୟରତ ଟାସ୍କଫୋର୍ସ ଏବଂ ଜିଲାର ଧର୍ମାନୁଷ୍ଠାନ କର୍ମକର୍ତ୍ତା ଯଥା- ମନ୍ଦିର, ମସଜିଦ୍ ଓ ଗୀର୍ଜା ମୁଖ୍ୟମାନଙ୍କୁ ନେଇ ଗୁରୁବାର…
Read More...

ସ୍କୁଲ ଯିବା ବୟସରେ ଦାଦନ ଖଟିବାକୁ ଗଲେ, ଶବ ହୋଇ ଫେରିଲେ

ଭବାନୀପାଟଣା: ଦାଦନ ପ୍ରଥା ରୋକିବା ପାଇଁ ସରକାର ଅନେକ ଯୋଜନା କରୁଥିଲେ ସୁଦ୍ଧା କେତେକାଞ୍ଚଳରେ ଯୋଜନାର ସଠିକ ବିନିଯୋଗ ହୋଇ ପାରୁନାହିଁ। ଫଳରେ ଆଜି ମଧ୍ୟ ହଜାର ହଜାର ଲୋକ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇ କିଏ ଶବ…
Read More...

ଭିଜିଲାନ୍ସ ପଞ୍ଝାରେ ବିଇଓ କାର୍ଯ୍ୟାଳୟର କନିଷ୍ଠ କିରାଣୀ

ଭୁବନେଶ୍ବର: ୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର କିରାଣୀ। ଢେଙ୍କନାଳ ଜିଲା କାମାକ୍ଷାନଗର ବିଇଓ ଅଫିସର କନିଷ୍ଠ କିରାଣୀ ଜୀବନାନନ୍ଦ ଶତପଥୀ ଭିଜିଲାନ୍ସ…
Read More...

ବଙ୍ଗୀୟ ଅଭିନେତ୍ରୀଙ୍କ ଆତ୍ମହତ୍ୟା; ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

କୋଲକାତା: ବଙ୍ଗୀୟ ମନୋରଞ୍ଜନ ଶିଳ୍ପରୁ ଆସିଛି ଏକ ଦୁଃଖଦ ଖବର। ୨୧ ବର୍ଷୀୟ ମଡେଲ ତଥା ଅଭିନେତ୍ରୀ ବିଦିଶା ଦେ ମଜୁମଦାର ଘରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ବିଦିଶାଙ୍କ ମୃତଦେହ ତାଙ୍କ ଭଡ଼ା ଘରୁ ଝୁଲନ୍ତା…
Read More...

ପାରାଦୀପରେ ଫାଟିଲା ତେଲ ପାଇପ୍‌

ପାରାଦୀପ: ପାରାଦୀପରେ ଆଇଓସିଏଲ ଟାଉନସିପ୍‌ ନିକଟରେ ଫାଟିଲା ତେଲ ପାଇପ୍‌। ଗୁରୁବାର ଆଇଓସିଏଲର ହଳଦୀଆରୁ-ପାରାଦ୍ଵୀପ ପାଇପ ଲାଇନ୍ ନିହାରୁଣି ୬ ନମ୍ବର ଟାଉନସିପ ସମ୍ମୁଖରେ ଅଶୋଧିତ ତେଲ ପାଇପଲାଇନ ଫାଟିଥିବା ସୂଚନା…
Read More...

ସାମ୍ନାକୁ ଆସିଲା ‘ରକେଟ୍ରୀ-ଦି ନାମ୍ବି ଇଫେକ୍ଟ’ର ମୋଶନ ପୋଷ୍ଟର

ମୁମ୍ବାଇ: ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରକେଟ୍ରୀ: ଦି ନାମ୍ବି ଇଫେକ୍ଟ’ର ମୋଶନ ପୋଷ୍ଟର ରିଲିଜ୍ ହୋଇଛି। ଅଭିନେତା ଆର. ମାଧବନ ନିଜେ ସାମାଜିକ ଗଣମାଧ୍ୟମରେ ଏହାକୁ ପୋଷ୍ଟ କରିଛନ୍ତି। କ୍ୟାପ୍ସନ ପରିବର୍ତ୍ତେ ସେ…
Read More...

ଅବକାରୀ ଚଢାଉ: ୫ ଗିରଫ, ୨୭୦ ଲିଟର ମଦ ଜବତ

ବାଙ୍କୀ: ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ବୁଧବାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବେଆଇନ ଦେଶୀ ଚୋରା ମଦ ବିକ୍ରି କରୁଥିବା ଅଭିଯୋଗରେ ୫ଜଣଙ୍କୁ ଗିରଫ କରାଯିବା ସହ ୨୭୦ ଲିଟର ବେଆଇନ ଚୋରା ଦେଶୀ ରନ୍ଧା ମଦ ଜବତ…
Read More...

ମେଗା ପାନୀୟଜଳ ପ୍ରକଳ୍ପ ସମ୍ପର୍କିତ ଆଲୋଚନା ଚକ୍ର

ବାଙ୍କୀ: ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବାଙ୍କୀ ବ୍ଲକର ୨୦, ଡମପଡ଼ା ବ୍ଲକର ୧୭ ଓ ବାରଙ୍ଗ ବ୍ଲକର ୮ ପଞ୍ଚାୟତ ନିମନ୍ତେ ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ମେଗା ପାନୀୟଜଳ ପ୍ରକଳ୍ପ ଆଗାମୀ ଦିନରେ କାର୍ଯ୍ୟକାରୀ ହେବାର ରୂପରେଖ…
Read More...

ନୂତନ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଶୁଭାରମ୍ଭ

ବାଙ୍କୀ: ରାଜ୍ୟ ସରକାରଙ୍କର ରାଜସ୍ୱ ବିଭାଗ ପରିଚାଳନାରେ ବାଙ୍କୀ ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣପୁରରେ ଏକ ନୂତନ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ବୁଧବାର ଶୁଭାରମ୍ଭ ହୋଇଛି। ପୂର୍ବରୁ ସରଣ୍ଡାଗଡ଼ ଅନ୍ତର୍ଗତ ୭ଟି ପଞ୍ଚାୟତର…
Read More...

ଶ୍ରୀ ଶ୍ରୀ ବିଘ୍ନରାଜ ଗଣନାଥ ମନ୍ଦିର ଉଦ୍‌ଘାଟିତ

ବାଙ୍କୀ: ସ୍ଥାନୀୟ ଅଂଶୁପା କନିଷ୍ଠ ମହାବିଦ୍ୟାଳୟ ପରିସରରେ ବୁଧବାର ଅପରାହ୍ନରେ ଶ୍ରୀ ଶ୍ରୀ ବିଘ୍ନରାଜ ଗଣନାଥ ମନ୍ଦିରର ସଂକ୍ଷିପ୍ତ ଶୁଭ ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ…
Read More...

ଭିନ୍ନକ୍ଷମ ସୁଦର୍ଶନ ରାସନକାର୍ଡ ସୁବିଧାରୁ ବଞ୍ଚିତ

ହରଭଙ୍ଗା: ୧୩ବର୍ଷ ତଳର କଥା ବିଦ୍ୟୁତ୍‍ ଆଘାତରେ ହାତ ଦୁଇଟି ପୋଡିଗଲା। ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତିଗଲେ ସତ, ମାତ୍ର ବିଦ୍ୟୁତ୍‍ ଆଘାତରେ ପୋଡିଯାଇଥିବା ଡାହାଣ ହାତଟି କହୁଣି ପାଖରୁ ଅପରେସନ କରି କଟାହେଲା।…
Read More...