ନିଖୋଜ ମହିଳାଙ୍କ ଉଦ୍ଧାର ନେଇ ଥୁଆମୁଳ ଥାନାର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କଲମପୁର: ଗତ ୨୦ ତାରିଖ ଦିନ ନିକଟସ୍ଥ ନଦୀକୁ ଗାଧୋଇବା ପାଇଁ ଯାଇଥିବା ଗୋପାଳପୁର ଗ୍ରାମର ଜନୈକ ବିବାହିତ ମହିଳା ଘରକୁ ନଫେରି କେଉଁ ଆଡେ ନିଖୋଜ ହେଇଯାଇଛନ୍ତି। ଏନେଇ ତାଙ୍କ ସ୍ୱାମୀ ବୃନ୍ଦା ନାଏକ ଥୁଆମୁଳ ରାମପୁର…
Read More...

ମାଓବାଦୀ ନାଁରେ ଚାନ୍ଦା ଅସୁଲ; ୨ ଗିରଫ

କଲମପୁର : ନିଜକୁ ମାଓବାଦୀ କହି ଅଫିସର, ବ୍ୟବସାୟୀ, ରାଜନେତା ଓ ଠିକାଦାରମାନଙ୍କ ଠାରୁ ବିଭିନ୍ନ ସମୟରେ ମୋଟା ଅଙ୍କର ଚାନ୍ଦା ଅସୁଲି କରୁଥିବା ନକଲି ମାଓବାଦୀଙ୍କୁ କଳାହାଣ୍ଡି ପୁଲିସ ଗିରଫ କରିବାରେ ସଫଳ ହେଇଛି। ଗିରଫ…
Read More...

ଭିଜିଲାନ୍ସ ଜାଲରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ସେକ୍ସନ ଅଫିସର

କଲମପୁର : ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ୧୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଧରା ପଡ଼ିଛନ୍ତି କଲମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସେକ୍ସନ ଅଧିକାରୀ…
Read More...

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୪ ଗାଈ ମୃତ

କଲମପୁର: କଲମପୁର ବ୍ଲକ ଅଧିନସ୍ଥ ଭେଲାଗାଁରେ ଶୁକ୍ରବାର ଏକ ଏଲ.ଟି ଲାଇନ ବିଦ୍ୟୁତ୍‍ ତାର ଛିଣ୍ଡି ପଡ଼ିଯିବାରୁ ୪ ଗୋଟି ଗାଈଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, କଲମପୁର ବ୍ଲକ ଅଧିନସ୍ଥ ଭେଲାଗାଁର…
Read More...

‘ପିଲାଟିଏ ଗଛଟିଏ’ କାର୍ଯ୍ୟକ୍ରମ

ଗଞ୍ଜାମ: ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜୟଶ୍ରୀରେ ଶୁକ୍ରବାର ‘ପିଲାଟିଏ ଗଛଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ…
Read More...

ସତ୍ୟବାଦୀ ଓଡ଼ିଆ ଭାଷା ବିଶ୍ୱବିଦ୍ୟାଳୟ ଜମି ଜବରଦଖଲ ଉଚ୍ଛେଦ

ସୁଆଣ୍ଡୋ: ସତ୍ୟବାଦୀ ପ୍ରଶାସନ ପକ୍ଷରୁ ଶୁକ୍ରବାର ସାକ୍ଷୀଗୋପାଳ ବାଳିକା ଉଚ୍ଚ ବିଦ୍ୟାଳୟ ପଛପଟେ ଥିବା ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ଜମି ଜବରଦଖଲ ଉଛେଦ କରାଯାଇଛି । ତହସିଲଦାର ଜୟନ୍ତ କୁମାର ଜୟସିଂହ ନେତୃତ୍ବରେ…
Read More...

ପିପିଲି-ଜଟଣୀ ରାସ୍ତା ଖାଲଖମାରେ ଭର୍ତ୍ତି

ପିପିଲି: ପିପିଲି-ଜଟଣୀ ମୁଖ୍ୟରାସ୍ତା ଏବେ ଖାଲଖମାରେ ଭର୍ତ୍ତି ହୋଇଛି। ଏଥିଯୋଗୁଁ ଦୈନିକ ଛୋଟବଡ ଦୁର୍ଘଟଣାମାନ ଘଟୁଥିବା ବେଳେ ଯାତାୟତରେ ଲୋକେ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଦୀର୍ଘ ୩ମାସରୁ ଊର୍ଦ୍ଧ୍ବ କାଳ…
Read More...

ଇପିଏଫ ସମସ୍ୟା ସମାଧାନ ଦାବିରେ ପ୍ରାଥମିକ ଶିକ୍ଷକ ସଂଘର ଧାରଣା

ମୁଖୀଗୁଡା: ଇପିଏଫ କାର୍ଯ୍ୟାଳୟ ବ୍ରହ୍ମପୁରଙ୍କ ଅଵହେଳା ତଥା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଇପିଏଫ ସମସ୍ୟା ସମାଧାନ ପ୍ରତିବାଦରେ ଜୟପାଟଣା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଜୟପାଟଣା ଵିଇଓଙ୍କ କାର୍ଯ୍ୟାଳୟକୁ ତାଲା…
Read More...

କଳା କ୍ଷେତ୍ରରେ ତାଙ୍କର ଅନୁପସ୍ଥିତି ସର୍ବଦା ଅନୁଭବ ହେବ: ନବୀନ

ଭୁବନେଶ୍ବର: ଓଡ଼ିଆ ସିନେଜଗତର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ା ଶୁକ୍ରବାର ଆତ୍ମହତ୍ୟା କରିଛନ୍ତି। ଏହି ଖବର ଓଲିଉଡ଼୍‌ ଶିଳ୍ପ ସମେତ ତାଙ୍କ ପ୍ରଶଂସକ ତଥା ସମଗ୍ର ରାଜ୍ୟବାସୀଙ୍କୁ ଶକ୍ତ ଧକ୍କା ଦେଇଛି। ଏହି…
Read More...

ଅଲଗା ହେବେ ଆଉ ଏକ ଷ୍ଟାର ଦମ୍ପତି

ମୁମ୍ବଇ: ବଲିଉଡ଼ର ଲୋକପ୍ରିୟ ରାପର୍‌ ରଫ୍‌ତାର ଓରଫ୍‌ ଦିଲିନ ନାୟର ଓ ତାଙ୍କ ପତ୍ନୀ କୋମଲ ବିବାହର ୬ ବର୍ଷ ପରେ ଅଲଗା ହେବାକୁ ଯାଉଛନ୍ତି। ଦୁହେଁ ଦୀର୍ଘ ଦିନ ଧରି ଅଲଗା ରହୁଥିଲେ ଓ ଏବେ ଆନୁଷ୍ଠାନିକ ଭାବେ ଅଲଗା…
Read More...

ଅପେକ୍ଷାର ଅନ୍ତ! ରିଲିଜ୍‌ ହେଲା ‘ଶମଶେରା’ର ଟ୍ରେଲର

ମୁମ୍ବଇ: ବଲିଉଡ଼ ଅଭିନେତା ରଣବୀର କପୁରଙ୍କ ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର ‘ଶମଶେରା’କୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଚାରି ବର୍ଷ ପରେ ବଡ ପରଦାକୁ ଫେରୁଥିବା ରଣବୀରଙ୍କ ଏହି ଚଳଚ୍ଚିତ୍ରର ଟିଜର ରିଲିଜ ହେବା…
Read More...

ତିନି ଜଣ କର୍ମଚାରୀରେ ଚାଲୁଛି ବ୍ଲକ ଶିକ୍ଷା କାର୍ଯ୍ୟାଳୟ

ରେଙ୍ଗାଲିକ୍ୟାମ୍ପ : ଓଡ଼ିଶା ସରକାରଙ୍କ ପତନାଭିମୁଖି ଶିକ୍ଷା ବ୍ୟବସ୍ଥା ଦେଖିଲେ ବଡ ବିଚିତ୍ର ଲାଗୁଛି। ଗୋଟିଏ ପଟେ ପିଲାଙ୍କ ପାସ ହାର ବୃଦ୍ଧି କରିବା ପାଇଁ ସରକାର ତାଗିଦ କରୁଛନ୍ତି ଆଉ ଅନ୍ୟ ପଟରେ ବିଦ୍ୟାଳୟଗୁଡିକରୁ…
Read More...

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା; କାର୍ଯ୍ୟ ସରିବାର ୫ ବର୍ଷ ପରେ ଲଗାଯାଉଛି ସୂଚନା ଫଳକ 

ବେଗୁନିଆ : ଭୁବନେଶ୍ୱର ନିର୍ବାହୀଯନ୍ତ୍ରୀ, ଗ୍ରାମ୍ୟ ନିର୍ମାଣ ବିଭାଜନ ଅଧିନସ୍ଥ ବେଗୁନିଆ ସେକ୍ସନରେ ଚାଲିଥିବା ରାସ୍ତା କାର୍ଯ୍ୟଠାରୁ ଆରମ୍ଭ କରି ଗୃହ କାର୍ଯ୍ୟଗୁଡିକରେ ସୂଚନା ଫଳକ ମରାଯାଉ ନଥିବା ଦେଖିବାକୁ ମିଳୁଛି…
Read More...

କ୍ରସରରୁ ଚୋରି ମାମଲା: ଅଟୋ ସହ ଚୋରି ସାମଗ୍ରୀ ଜବତ, ୭ ଗିରଫ

ମୋହନା: ଗଜପତି ଜିଲ୍ଲା ମୋହନା ଥାନା ବନ୍ଧାଗୁଡା ନିକଟରେ ରହିଥିବା ଏକ କ୍ରସରରୁ ବିଭିନ୍ନ ଲୌହ ସାମଗ୍ରୀ ଚୋରି ହୋଇଥିବା ନେଇ କ୍ରସର ମାଲିକ ପ୍ରଶାନ୍ତ ମଲ୍ଲିକ କିଛି ଦିନ ତଳେ ମୋହନା ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ ।…
Read More...

ଅତୀତର ସ୍ମୃତି ସହ ଲଢୁଛନ୍ତି ରାଜକୁମାର

ମୁମ୍ବଇ: ନିଜର ଉତ୍କୃଷ୍ଟ ଅଭିନୟ ପାଇଁ ଲୋକପ୍ରିୟ ଅଭିନେତା ରାଜକୁମାର ରାଓ ଖୁବଶୀଘ୍ର ତାଙ୍କ କ୍ରାଇମ୍‌ ଥ୍ରୀଲର ଫିଲ୍ମ ‘ହିଟ୍‌ ଦି ଫାର୍ଷ୍ଟ କେସ’ରେ ନଜର ଆସିବେ। ଟିଜର ପରେ ନିର୍ମାତା ଏବେ ଚଳଚ୍ଚିତ୍ରର ଦମ୍‌ଦାର…
Read More...

ପଦାକୁ ଆସୁଛି ପୌରପରିଷଦର କଳା କାରନାମା; ଲୁଚାଇବାକୁ ଚାଲିଛି ତୁଷ୍ଟିକରଣ

ଦେବଗଡ଼଼: ଦେବଗଡ଼ ପୌର ପରିଷଦରେ ଗତ କିଛିଦିନ ହେଲା ବିଭାଗୀୟ ଅଡିଟ ଚାଲିଥିବା ବେଳେ ବ୍ୟାପକ ଦୁର୍ନୀତି ଓ ଆର୍ଥିକ ଅନିୟମିତତା ହୋଇଥିବା ସ୍ପଷ୍ଟ ଭାବେ ଜଣାପଡ଼ିଛି। ପ୍ରାଥମିକ ପର୍ଯ୍ୟାୟରେ କଥା ବାହାରକୁ ଆସିଛି। ସେହିପରି…
Read More...

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗୁରୁବାର ସାକ୍ଷାତ କରିଛନ୍ତି ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ଏନେଇ ମୋଦୀ ନିଜେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ସାକ୍ଷାତ ସମୟର ଫଟୋ ମଧ୍ୟ…
Read More...

‘ବାଣିଜ୍ୟ ଭବନ’ର ଶୁଭାରମ୍ଭ କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ନୂତନ କ୍ୟାମ୍ପସ ‘ବାଣିଜ୍ୟ ଭବନ’ ଏବଂ NIRYAT ପୋର୍ଟାଲର ଉଦଘାଟନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ…
Read More...

ବୁଲିବାଇ ଆପ୍ ମାମଲା: ନିରଜ ସିଂହ ସମେତ ୨ ଜଣଙ୍କୁ ଜାମିନ

ବ୍ରଜରାଜନଗର: ବହୁ ଚର୍ଚ୍ଚିତ ବୁଲିବାଇ ଆପ୍‌ ମାମଲାରେ ମୁମ୍ବାଇ ପୁଲିସ ଗତ ଜାନୁଆରୀ ୨୦ ତାରିଖ ବ୍ରଜରାଜନଗର ଇବ ପିଟ ଅଞ୍ଚଳର ନିରଜ ସିଂହକୁ ଗିରଫ କରିଥିଲା। ତେବେ ଗତ କାଲି ମୁମ୍ବାଇ ସେସନ କୋର୍ଟ ନିରଜ ସିଂହଙ୍କ ସହିତ…
Read More...

ରାଜ୍ୟପାଳଙ୍କଠାରୁ ରଜ୍ୟପୁରସ୍କାର ମାନପତ୍ର ଗ୍ରହଣ କଲେ ଟୋପ ହାଇସ୍କୁଲ ଛାତ୍ରୀ

ରେଙ୍ଗାଲିକ୍ୟାମ୍ପ : ବରଗଡ଼ ଜିଲ୍ଲାରୁ ୨୦୨୧ ମସିହା ପାଇଁ ୧୨୯ ଜଣ ଗାଇଡ ରାଜ୍ୟ ପୁରସ୍କାର ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ କୃତକାର୍ଯ୍ୟ ହୋଇଥିବା ଗାଇଡମାନେ ରାଜ୍ୟ ପୁରସ୍କାର ମାନପତ୍ର ପାଇଥାନ୍ତି। ଏଥିପାଇଁ…
Read More...

ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକ ଓଡ଼ିଶାର ଝିଅଙ୍କୁ ସମର୍ଥନ କରନ୍ତୁ: ନବୀନ

ଭୁବନେଶ୍ବର: ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ପାଇଁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୁଧବାର ଟ୍ବିଟ୍ ଜରିଆରେ ବିଧାନସଭାର ସମସ୍ତ ସଦସ୍ୟଙ୍କୁ ସମର୍ଥନ କରିବାକୁ ନବୀନ ନିବେଦନ…
Read More...

ବଜ୍ରାଘାତରେ ଦୁଇ ମୃତ

ପାଟଣା : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ସାନ୍ତରାପୁର ଗ୍ରାମରେ ବୁଧବାର ବଜ୍ରାଘାତରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସାନ୍ତରାପୁର ଗ୍ରାମର ହୀରାମଣି ମୁଣ୍ଡା(୬୫) ଓ ବିନତି ମୁଣ୍ଡା(୩୫)। ସୂଚନା…
Read More...

ଦିବ୍ୟାଙ୍ଗ ପିଲାଙ୍କ ଉନ୍ନତ ଶିକ୍ଷାଦାନ ପାଇଁ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବି

ବେଗୁନିଆ: ଓଡ଼ିଶା ମାଧ୍ୟମିକ ସ୍ୱତନ୍ତ୍ର ଶିକ୍ଷା ଶିକ୍ଷକ ସଂଘ ଦ୍ୱାରା ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ସାଧାରଣ ବିଦ୍ୟାଳୟଗୁଡିକରେ ଗୁଣାତ୍ମକ ଶିକ୍ଷାକୁ ସୁଦୃଢ କରିବା ପାଇଁ ଓଡ଼ିଶା…
Read More...

ପୋପ୍‌ଙ୍କୁ ସାକ୍ଷାତ କଲେ ନବୀନ

ଭୁବନେଶ୍ବର: ପୋପ୍‌ ଫ୍ରାନସିସ୍‌ଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରୋମ ଗସ୍ତରେ ଥିବା ସମୟରେ ବୁଧବାର ଭାଟିକାନ ସିଟିରେ ପୋପ୍ ଫ୍ରାନସିସ୍‌ଙ୍କୁ ସେ ସାକ୍ଷାତ କରିଛନ୍ତି। ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ…
Read More...

୩ଟି ଇଣ୍ଡିଆ ରିଜର୍ଭ ବାଟାଲିଅନ ପାଇଁ ୬୬୩ଟି ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୩ଟି ଇଣ୍ଡିଆ ରିଜର୍ଭ ବାଟାଲିଅନ ପାଇଁ ୬୬୩ଟି ପଦବୀକୁ ମଞ୍ଜୁର କରିଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ରିଜର୍ଭ ବାଟାଲିଅନ ପାଇଁ ୨୨୧ଟି ପଦବୀ ସୃଷ୍ଟି…
Read More...

କିମ୍ବଦନ୍ତୀ ପାକ୍ କ୍ରିକେଟର ଆଇସିୟୁରେ ଭର୍ତ୍ତି

ନୂଆଦିଲ୍ଲୀ: ପାକିସ୍ତାନର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଜହୀର ଅବ୍ବାସଙ୍କୁ ଲଣ୍ଡନର ଏକ ଘରୋଇ ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି କରାଯାଇଛି। ଜହୀର କରୋନାରେ ପୀଡ଼ିତ ଥିଲେ, ଯାହାପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି…
Read More...

ଗଞ୍ଜାମ ମହାବିଦ୍ୟାଳୟ ଆଇକ୍ୟୁଏସି ଦ୍ଵାରା ୱେବିନାର

ଗଞ୍ଜାମ: ଗଞ୍ଜାମ ମହାବିଦ୍ୟାଳୟ ଆଇକ୍ୟୁଏସି ଏବଂ ଏୱକ୍‌ ଇଣ୍ଡିଆ ମିଳିତ ଆନୁକୂଲ୍ୟରେ ଏକ ୱେବିନାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟବକ୍ତା ଭାବେ ଆର୍ଥିକ ବିଶାରଦ ତୃପ୍ତି କାପଡ଼ିଆ ଯୋଗ ଦେଇ ୱେବନର ଶୀର୍ଷକ ଫାଇନାନସିଅଲ…
Read More...

ଡାକୁ ଭୂମିକାରେ ରଣବୀରଙ୍କ ଦମ୍‌ଦାର ଅଭିନୟ; ରିଲିଜ୍‌ ହେଲା ‘ଶମଶେରା’ର ଟିଜର

ମୁମ୍ବଇ: ରଣବୀର କପୁର ଓ ବାଣୀ କପୁର ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଶମଶେରା’ର ଟିଜର ବୁଧବାର ରିଲିଜ୍‌ ହୋଇଛି। ଟ୍ରେଲର ରିଲିଜର ଠିକ୍‌ ଦୁଇ ଦିନ ପୂର୍ବରୁ ଏହାର ଟିଜର ରିଲିଜ୍‌ କରାଯାଇଛି। କରଣ ମାଲହୋତ୍ରାଙ୍କ ଦ୍ବାରା…
Read More...

ମୋବାଇଲ ଚୋରକୁ ୨ ବର୍ଷ ସଶ୍ରମ କାରାଦଣ୍ଡ

ଖଡ଼ିଆଳ : ଖଡ଼ିଆଳ ସ୍ଥିତ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଏକ ମୋବାଇଲ ଚୋରି ଅଭିଯୋଗରେ ଜଣେ ଚୋରକୁ ୨ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ଅନୁସାରେ, ଗତବର୍ଷ ଜୁଲାଇ ମାସ ୧୮ ତାରିଖ ରାତି…
Read More...

ଖଡ଼ିଆଳ କଂଗ୍ରେସ କମିଟି ପକ୍ଷରୁ ଡାକଘର ଘେରାଉ

ଖଡ଼ିଆଳ : ଖଡ଼ିଆଳ କଂଗ୍ରେସ କମିଟି ପକ୍ଷରୁ ମଙ୍ଗଳବାର ଖଡ଼ିଆଳ ଡାକଘରକୁ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପ୍ରବର୍ତ୍ତନ ନିର୍ଦେଶାଳୟ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ ଆକ୍ରୋଶମୂଳକ ଜେରା…
Read More...

ଅନୁଭବଙ୍କୁ ଝଟ୍‌କା; ଘର ଛାଡ଼ିବେନି ବର୍ଷା

କଟକ: ଷ୍ଟାର ଦମ୍ପତି ଅନୁଭୁବ-ବର୍ଷା ପାରିବାରିକ ବିବାଦରେ ମଙ୍ଗଳବାର ଅନୁଭବଙ୍କୁ ଲାଗିଛି ଝଟ୍‌କା। ବର୍ଷାଙ୍କୁ ଅନୁଭବଙ୍କ ଘର ଛାଡ଼ି ଅନ୍ୟତ୍ର ରହିବା ନିର୍ଦେଶ ଉପରେ ରହିତାଦେଶ ଜାରି କରିଛନ୍ତି କଟକ ଜିଲା ଜଜ୍। ବର୍ଷା…
Read More...

କଣ୍ଟାବାଞ୍ଜିରେ କଂଗ୍ରେସର ବିକ୍ଷୋଭ

କଣ୍ଟାବାଞ୍ଜି : ରାହୁଲ ଗାନ୍ଧୀଙ୍କ ଉପରେ ପ୍ରବର୍ତ୍ତନ ନିର୍ଦେଶାଳୟର ଆକ୍ରୋଶ ବିରୋଧରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ୩ଟି ବ୍ଲକ ଓ କଣ୍ଟାବାଞ୍ଜି ଏନଏସି କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ପକ୍ଷରୁ ପ୍ରତିବାଦ…
Read More...

କଂଗ୍ରେସ ପକ୍ଷରୁ ଡାକଘର ସମ୍ମୁଖରେ ବିକ୍ଷୋଭ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ କଂଗ୍ରେସ ଦଳ ପକ୍ଷରୁ ମଙ୍ଗଳବାର ଡାକଘର ସମ୍ମୁଖରେ ବିକ୍ଷୋଭ କରିଥିବା ଦେଖିବାକୁ ମିଳିଛି। ବିଜେପି ସରକାରଙ୍କ ପ୍ରରୋଚନାରେ ପୁଲିସ ଯେଉଁ ପ୍ରକାରେ ଅନ୍ୟାୟ…
Read More...

‘ମେଜର’ ଟିମ୍‌ ଓ ସନ୍ଦୀପ ଉନ୍ନିକୃଷ୍ଣନଙ୍କ ମାତା ପିତାଙ୍କୁ ଭେଟିଲେ ଯୋଗୀ

ଲକ୍ଷ୍ନୌ: ପ୍ୟାନ୍‌ ଇଣ୍ଡିଆ ଫିଲ୍ମ ‘ମେଜର’ ମୁକ୍ତିଲାଭ କରିବାର ଏତେ ଦିନ ପରେ ମଧ୍ୟ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି। ମେଜର ସନ୍ଦୀପ ଉନ୍ନିକୃଷ୍ଣନଙ୍କ ଜୀବନ କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ର ସାଧାରଣ…
Read More...

ପତଞ୍ଜଳି ଯୋଗ ସମିତି ପକ୍ଷରୁ ଆନ୍ତର୍ଜାତିକ ଯୋଗଦିବସ ପାଳିତ

ରାମନାଗୁଡା: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ କେନ୍ଦୁଗୁଡା ଆଶ୍ରମ ବିଦ୍ୟାଳୟଠାରେ ରାମନାଗୁଡା ଓ ପଦ୍ମପୁର ପତଞ୍ଜଳି ଯୋଗ ସମିତି ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପଦ୍ମପୁର ଆରୋଗ୍ୟ…
Read More...

ସର୍ବଶ୍ରେଷ୍ଠ ଜିଲା କ୍ୟାମ୍ପୋରୀ ଆୟୋଜକ ଭାବରେ ଉଚ୍ଚ ପ୍ରଶଂସିତ ହେଲେ ବରଗଡ଼ ଜିଲା ଶିକ୍ଷାଧିକାରୀ

ରେଙ୍ଗାଲକ୍ୟାମ୍ପ : ମହାମାରୀ କରୋନାର କରାଳ ଚକ୍ରବ୍ୟୁହ ଭିତରେ ମଣିଷ ଦୀର୍ଘ ଦୁଇବର୍ଷ ଧରି ଘର ଭିତରେ ଏକ ପ୍ରକାର ବନ୍ଦୀ ହୋଇ ଯାଇଥିଲା । ଏହି ସମୟ ବିଶେଷ କରି ଛାତ୍ରଛାତ୍ରୀମାନଙ୍କ ପାଇଁ ବହୁତ କ୍ଷତିକାରୀ ସାବ୍ୟସ୍ତ…
Read More...

ଚେନ୍ନାଇରାଧା ଓ ବେଦାନ୍ତ ଲିମିଟେଡ୍ ତରଫରୁ ରକ୍ତଦାନ ଶିବିର

ଲାଞ୍ଜିଗଡ଼: ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ୍ ପାୱାର ପ୍ଲାଣ୍ଟ ଦାୟିତ୍ୱରେ ଥିବା ସୁନାମଧନ୍ୟ ଚେନ୍ନାଇରାଧା ଇଞ୍ଜିନିୟରିଂ ୱାର୍କ୍‌ସର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଏସ୍‌. ଭେଙ୍କଟେସନ୍‌ଙ୍କ ୭୭ତମ ଜନ୍ମ…
Read More...

କୋରାଇ ବ୍ଲକରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ

ଯାଜପୁର: ସୋମବାର ପୂର୍ବାହ୍ନରେ କୋରାଇ ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯାଜପୁର ଅତିରିକ୍ତ ଜିଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ଅଧ୍ୟକ୍ଷତା କରିବା ସହ ଶିବିରକୁ…
Read More...

ଉଖୁଣ୍ଡା ସମବାୟ ସମିତି ନିର୍ବାଚନ, ବିଜେଡି ସମର୍ଥିତ ୬ ପ୍ରାର୍ଥୀ ବିଜୟୀ

ଝୁମ୍ପୁରା: ଝୁମ୍ପୁରା ବ୍ଲକ ଉଖୁଣ୍ଡା ବହୁମୁଖି ସମବାୟ ସମିତି ର ଡାଇରେକ୍ଟର ପଦବି ପାଇଁ ନିର୍ବାଚନ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ସମବାୟ ସମିତି ପକ୍ଷରୁ ନିର୍ବାଚନ ପରିଚାଳନା ଦାୟିତ୍ୱ ପାଇଁ ନିଯୁକ୍ତି ହୋଇଥିବା…
Read More...

ହରଭଙ୍ଗା ବ୍ଲକରେ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ କାର୍ଯ୍ୟ ନୈରାଶ୍ୟଜନକ

ହରଭଙ୍ଗା: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅଙ୍ଗନୱାଡ଼ି ଘର କାନ୍ଥ ଏବଂ ଛାତ ଭୁଶୁଡି ଶିଶୁ ମୃତ୍ୟୁ ଭଳି ଅନେକ ସମ୍ବେଦନଶୀଳ ଘଟଣା ନଜରକୁ ଆସିବା ପରେ ରାଜ୍ୟ ସରକାର ମହିଳା ଓ ଶିଶୁମାନଙ୍କ ବିକାଶ ପାଇଁ ଖୋଲିଥିବା…
Read More...

ଏକକ ପିଜି ପ୍ରବେଶିକା ପରୀକ୍ଷା ବିଜ୍ଞପ୍ତି ଜାରି; ୨୭ରୁ ଆବେଦନ

ଭୁବନେଶ୍ବର: ଏକକ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ପାଇଁ ସୋମବାର ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁନ୍‌ ୨୭ ତାରିଖରୁ SAMS ଜରିଆରେ ଆବେଦନ ଆରମ୍ଭ ହେବ। ଆବେଦନ ପାଇଁ ଶେଷ ତାରିଖ ରହିଛି…
Read More...

ହରଭଙ୍ଗାରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ କାର୍ଯ୍ୟକ୍ରମ

ହରଭଙ୍ଗା: ହରଭଙ୍ଗା ବାତ୍ୟା ଆଶ୍ରୟସ୍ଥଳୀରେ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କିତ ଏକ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ…
Read More...

ଜୀବନ ହାରିଲେ ଓଡ଼ିଆ ଅଭିନେତ୍ରୀ ରଶ୍ମିରେଖା

ଭୁବନେଶ୍ୱର: ଓଡ଼ିଆ ମନୋରଞ୍ଜନ ଜଗତରୁ ଆସିଛି ଏକ ଦୁଃଖଦ ଖବର। ଓଡ଼ିଆ ଧାରାବାହିକ ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା କରିଛନ୍ତି। ନୟାପଲ୍ଲୀ ଥାନା ଗଡ଼ସାହି ସ୍ଥିତ ଭଡ଼ାଘରେ ସେ ଆତ୍ମହତ୍ୟା କରିଥିବା ସୂଚନା…
Read More...

ଉପୁଡି ପଡିଲା ବିଦ୍ୟୁତ ଖମ୍ବ; ୬ ଗୋରୁ ମୃତ, ଅଳ୍ପକେ ବର୍ତ୍ତିଲେ ୨ କର୍ମଚାରୀ

ଜହ୍ନ।ପଙ୍କ: ବୌଦ୍ଧ ଥାନା ପାଲଝାର ସ୍ଥିତ କୃଷି ଫାର୍ମରେ ସୋମବାର ଘଟିଛି ଏକ ଅଘଟଣ । ବିଦ୍ୟୁତ ଖମ୍ବ ପଡିଯିବାରୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୬ ଗୋରୁଙ୍କ ମୃତ ଘଟିଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୨ ଫାର୍ମ…
Read More...

କର୍ଣ୍ଣାଟକ ଗସ୍ତରେ ମୋଦୀ; ବେଙ୍ଗାଲୁରୁରେ କଲେ ମସ୍ତିଷ୍କ ଅନୁସନ୍ଧାନ କେନ୍ଦ୍ରର ଉଦଘାଟନ

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ କର୍ଣ୍ଣାଟକ ଗସ୍ତରେ ଯାଇ ସୋମବାର ରାଜଧାନୀ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ଏଠାରେ ପହଞ୍ଚିବା ପରେ ସେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସରେ ନବନିର୍ମିତ…
Read More...

ମିଳିତ ହରିଜନ ହିନ୍ଦୁ ମହାସଂଘର ସମାବେଶ; ପ୍ରଶାସନର ଅଣଦେଖା ଅଭିଯୋଗ

ମୋହନା : ଗଜପତି ଜିଲ୍ଲା ମହେନ୍ଦ୍ରଗଡ ଶିବ ମନ୍ଦିର ପରିସରରେ ମିଳିତ ହରିଜନ ହିନ୍ଦୁ ମହାସଂଘର ସମାବେଶ ଅନୁଷ୍ଠିତ ହୋଇଯାଇଛି। ମହାସଂଘର ଅସ୍ଥାୟୀ ସଭାପତି ଶିବାନନ୍ଦ ରଣସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାବେଶରେ…
Read More...

ଗଭୀର କୂଅରୁ ବଳଦ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମରେ ଗଭୀର ପଥର କୂଅରେ ଖସିପଡିଥିବା ଦୁଃଶାସନ ନାଏକଙ୍କ ବଳଦକୁ ରବିବାର ପାଟଣା ଅଗ୍ନିଶମ ବାହିନୀ ଉଦ୍ଧାର କରିଛି । ବଳଦଟି ଖାଦ୍ୟ ଅନ୍ୱେଷଣରେ…
Read More...

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ଗୋପପୁର ଗ୍ରାମରେ ରବିବାର ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଯୁବକ ଜଣକ ଗ୍ରାମର ବୈକୁଣ୍ଠ ନାଏକଙ୍କ ପୁଅ ମଦନ ନାଏକ(୩୦) ବୋଲି…
Read More...

ଜମି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୭ ଆହତ

ଲାଞ୍ଜିଗଡ଼: ସଂରକ୍ଷିତ ଜଙ୍ଗଲ ଜମିକୁ ଜବରଦଖଲ କରି ନିଜର ମାଲିକାନା ଜାହିର କରିବାକୁ ନେଇ ଆଜି ଦୁଇଟି ଗାଁରେ ଗୋଷ୍ଠୀ ସଂଘର୍ଷ ଘଟି ପ୍ରାୟ ୭ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି । ପୁଲିସ ସୂତ୍ରରୁ ମିଳିଥିବା…
Read More...

ଥୁଆମୂଳ ରାମପୁର ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ ପ୍ରଦର୍ଶନ

କଲମପୁର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ରବିବାର ଥୁଆମୂଳ ରାମପୁର ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ ପ୍ରଦର୍ଶନ କରାଯାଇଛି। ଏଥିରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା…
Read More...

ପ୍ରେମିକର ବାଇକକୁ ପୋଡ଼ିଦେଲା ପ୍ରେମିକା

ବେଗୁନିଆ: ବାଘମାରୀ ଥାନା ଅନ୍ତର୍ଗତ ଗଂପୁରଠାରେ ରାସ୍ତା ଉପରେ ଥୁଆ ହୋଇଥିବା ପ୍ରେମିକର ଏକ ବାଇକକୁ ଶନିବାର ରାତିରେ ପ୍ରେମିକା ପେଟ୍ରୋଲ ଢାଳି ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଫେରାର ଥିବାବେଳେ ପୁଲିସ…
Read More...

୧୨ଶହ ଲିଟର ପୋଚ ନଷ୍ଟ: ମଦ ସହିତ ସରଞ୍ଜାମ ଜବତ, ଜଣେ ଗିରଫ

ବେଗୁନିଆ: ବେଗୁନିଆ ଥାନା ଅନ୍ତର୍ଗତ ଗୋଡା ଲୋକନାଥ ଦେବ ମନ୍ଦିର ନିକଟରେ ଘର କରି ରହୁଥିବା ଜନୈକ ବ୍ୟକ୍ତି ରବିବାର ତାଙ୍କ ଘର ପଛ ପଟେ ଦେଶୀ ମଦ ରାନ୍ଧୁଥିବା ବେଳେ ବେଗୁନିଆ ପୁଲିସ ସେଠାରେ ଚଢ଼ାଉ କରି ତାଙ୍କୁ ଗିରଫ…
Read More...

ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲେ ୩ ଭଉଣୀ; ଜଣେ ମୃତ

ବାଲେଶ୍ବର: ବାଲେଶ୍ବର ଜିଲା ବାଲିଆପାଳ ଥାନା ଅଧିନସ୍ଥ ବାଲିଆପାଳ ବ୍ଲକର ରେମୁଁ ଗ୍ରାମରେ ରବିବାର ଘଟିଛି ଏକ ଅଘଟଣ। ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲେ ତିନି ଭଉଣୀ। ଏମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ…
Read More...

ଦେଶରେ ଖୁବ୍‌ଶୀଘ୍ର ଲଞ୍ଚ୍‌ ହେବ ନାଜାଲ୍‌ ଭ୍ୟାକ୍ସିନ; ସାଧାରଣ ଟିକା ତୁଳନାରେ ଅଧିକ ପ୍ରଭାବଶାଳୀ

ନୂଆଦିଲ୍ଲୀ: କରୋନା ବିରୋଧରେ ଲଢିବାକୁ ଦେଶକୁ ଆଉ ଏକ ଅସ୍ତ୍ର ମିଳିବାକୁ ଯାଉଛି। ତାହା ହେଉଛି ନାଜାଲ୍‌ ଭ୍ୟାକ୍ସିନ। ଖୁବଶୀଘ୍ର ଲଞ୍ଚ୍‌ ହେବ ନାଜାଲ ଭ୍ୟାକସିନ। ଭାରତ ବାୟୋଟେକ୍ ଏହି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ…
Read More...

ଆଜିଠୁ ଖୋଲିଲା ପ୍ରଗତି ମୈଦାନ ସୁଡ଼ଙ୍ଗ; ଟନେଲ୍‌ ଓ ଭୂତଳରାସ୍ତା ଉଦ୍‌ଘାଟନ କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ପ୍ରଗତି ମୈଦାନ ସମନ୍ବିତ ଟ୍ରାଞ୍ଜିଟ୍‌ କରିଡର ପ୍ରକଳ୍ପର ମୁଖ୍ୟ ଟନେଲ୍‌ ସମେତ ପାଞ୍ଚଟି ଭୂତଳ ରାସ୍ତା ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଅବସରରେ ମୋଦୀ…
Read More...

‘ଅଗ୍ନିପଥ’: ଜୁନ୍‌ ୨୪ରୁ ଆରମ୍ଭ ନିଯୁକ୍ତି ପ୍ରକ୍ରିୟା

ନୂଆଦିଲ୍ଲୀ: ‘ଅଗ୍ନିପଥ’ ନିଯୁକ୍ତି ଯୋଜନା ବିରୋଧରେ ଦେଶରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଶୁକ୍ରବାର ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ଖୁବ୍‌ଶୀଘ୍ର…
Read More...

ଜୁନରୁ ଅକ୍ଟୋବର, ଏହି ସମୟ ଉପରେ ନଜର ରଖ– ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକରେ ଅଧ୍ୟକ୍ଷତା କରି ସମସ୍ତ ସମ୍ଭାବ୍ୟ ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ…
Read More...

‘ଅଗ୍ନିପଥ’କୁ ଓଡ଼ିଶାରେ ବିରୋଧ: କଟକରେ ବିକ୍ଷୋଭ, ପୁଲିସର ଲାଠିମାଡ଼

କଟକ: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ନିଯୁକ୍ତି ଯୋଜନା ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଥିବା ବେଳେ ଶୁକ୍ରବାର କଟକରେ ଏହାର ତାତି ଦେଖିବାକୁ ମିଳିଛି। କ୍ୟାଣ୍ଟନାମଣ୍ଟ ରୋଡ୍‌ ସ୍ଥିତ…
Read More...

ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ଧାରଣା

ଧର୍ମଗଡ଼: ଶିକ୍ଷକ ନିଯୁକ୍ତି ଦାବିରେ ଧର୍ମଗଡ ବ୍ଳକ ଅନ୍ତର୍ଗତ ବେହେରାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗେଟରେ‌ ତାଲା‌ ପକାଇ ଛାତ୍ରଛାତ୍ରୀ ଓ‌ ଗ୍ରାମବାସୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି। ସ୍କୁଲରେ…
Read More...

ତୁଷୁରା ଏନଏସି ପକ୍ଷରୁ ରାଜ୍ୟସଭା ସଂସାଦଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଗୁଡଭେଲା: ବଲାଙ୍ଗୀର ଜିଲ୍ଲା ତୁଷୁରା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏନଏସିର ସଭା ଗୃହରେ ଚାଲିଥିବା ସମ୍ବର୍ଦ୍ଧନା ସଭାରେ ସ୍ଥାନୀୟ…
Read More...

କଲାମ ଘାଟି ନିକଟରେ ବୋଟ ଦୁର୍ଘଟଣାଗ୍ରସ୍ତ: ୧୨ ମତ୍ସ୍ୟଜୀବୀ ଉଦ୍ଧାର, ଜଣେ ନିଖୋଜ

ଧାମରା: ଧାମରା ନିକଟସ୍ଥ କଲାମ ଘାଟି ନିକଟରେ ଏକ ବୋଟ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡିଯାଇଥିବା ଜଣାଯାଇଛି। ଏହି ବୋଟରେ ଚାଳକଙ୍କ ସହ ଥିବା ୧୩ଜଣ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ୧୨ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ…
Read More...

ଦେଶରେ ଉପରମୁହାଁ କରୋନା ଗ୍ରାଫ୍‌; ୧୨ ହଜାର ୮୪୭ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଉପରମୁହାଁ ରହିଛି କରୋନା ଗ୍ରାଫ୍‌। ଗତ ୨୪ ଘଣ୍ଟାରେ ୧୨ ହଜାର ୮୪୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ କାଲି ଏହି ସଂଖ୍ୟା ୧୨, ୨୧୩ ଥିଲା।  ଶୁକ୍ରବାର ସକାଳ ୮ଟା ସୁଦ୍ଧା ଦେଶରେ ୧୨,୮୪୭ କରୋନା…
Read More...

କିଛି ଅଙ୍କ ତଳକୁ ଖସିଲା ସଂକ୍ରମିତ ସଂଖ୍ୟା; ୨୪ ଘଣ୍ଟାରେ ୨୫ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟାରେ କିଛି ଅଙ୍କ ତଳକୁ ଖସିଛି କରୋନା ସଂକ୍ରମଣ। ଗତକାଲି ୪୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଶୁକ୍ରବାର ତଥ୍ୟ ଅନୁଯାୟୀ ୨୪ ଘଣ୍ଟା ମଧ୍ୟରେ ୨୫ ଜଣ କରୋନା ସଂକ୍ରମିତ ଚିହ୍ନଟ…
Read More...

ପି. ଅନ୍ୱେଷା ହେଲେ କଳାହାଣ୍ଡି ଜିଲ୍ଲାପାଳ

କଲମପୁର: ବଦଳିଲେ କଳାହାଣ୍ଡି ଜିଲ୍ଲାପାଳ ଗଭାଲି ପରାଗ ହର୍ଷଦ। ମୟୁରଭଞ୍ଜ ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଥିବା ୨୦୧୭ ବ୍ୟାଚର ଆଇଏଏସ୍ ପି. ଅନ୍ୱେଷା ରେଡ୍ଡୀଙ୍କୁ କଳାହାଣ୍ଡି ଜିଲ୍ଲାପାଳ…
Read More...

ଡିଜିଟାଲ ଯୁଗରେ ଅପରାଧିଙ୍କ ଟେର ପାଉନି ପୁଲିସ

ହରଭଙ୍ଗା: ସମୟ ବଦଳିଛି। ଡିଜିଟାଲ ଯୁଗରେ ଅପରାଧିଙ୍କୁ ଧରିବା ପାଇଁ ପୁଲିସ ପାଖରେ ପର୍ଯ୍ୟାପ୍ତ ସୁଯୋଗ ରହିଛି। ନୂତନ ବୈଷୟିକ ଜ୍ଞାନ କୌଶଳ ମାଧ୍ୟମରେ ବଡ ବଡ ଅପରାଧିଙ୍କୁ ପୁଲିସ ଧରିବାରେ ସକ୍ଷମ ହେଉଛି। ଏଭଳି ସୁବିଧା…
Read More...

ସୁରକ୍ଷାବଳଙ୍କ ଗୁଳିରେ ଟଳିଲା ଆତଙ୍କୀ; ଖାନତଲାସୀ ଅଭିଯାନ ଜାରି

କୁଲଗାମ: ଦକ୍ଷିଣ କାଶ୍ମୀରର ଦୁଇଟି ସ୍ଥାନରେ ଗୁରୁବାର ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। କୁଲଗାମରେ ଚାଲିଥିବା ଗୁଳିବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି।…
Read More...

ଶିକରପାଇଠାରେ ଦ୍ରୁତଗାମୀ ଓ ପାସେଞ୍ଜର ରେଳ ରହଣି ଦାବି

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ଷ୍ଟେସନଠାରେ ଦ୍ରୁତଗାମୀ ଓ ପାସେଞ୍ଜର ରେଳ ରହଣି ପାଇଁ ଶିକରପାଇ ରେଳବାଇ ଷ୍ଟେସନ ଅଧିକାରୀଙ୍କ ଜରିଆରେ ଡିଆରଏମ ଇକୋ ରେଳ ବିଭାଗକୁ ଲିଖିତ ପତ୍ର…
Read More...

ରଣବୀରଙ୍କ ଉପରେ ଖପ୍ପା ପ୍ରଶଂସକ

ମୁମ୍ବଇ: ରଣବୀର କପୁରଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ର ଟ୍ରେଲର ରିଲିଜ୍‌ ହୋଇସାରିଛି। ଏହାକୁ ନେଇ ପ୍ରଶଂସକମାନେ ଉତ୍ସାହିତ ଥିବା ବେଳେ ଟ୍ରେଲରର ଟିକ୍‌ନିକ୍‌ କଥାକୁ ନେଇ ଚର୍ଚ୍ଚା ଆରମ୍ଭ…
Read More...

କାଳବୈଶାଖୀ ତାଣ୍ଡବରେ ୪ ଗାଈ ମୃତ

କଲ୍ୟାଣସିଂହପୁର: କାଳ ବୈଶାଖୀ ତାଣ୍ଡବରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୋଲମା ପଞ୍ଚାୟତର କାରୁକଣାର ଗୋଟିଏ ଓ ପଡିଭଟ୍ଟାର ତିନୋଟି ବଳଦ ଓ ଗାଈଙ୍କର ବଜ୍ରପାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତକାଲି…
Read More...

ଡ୍ରାଇଭର ମହାସଂଘ ପକ୍ଷରୁ ଜଗନ୍ନାଥ ମନ୍ଦିର ପରିସର ସଫେଇ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଡ୍ରାଇଭର ମହାସଂଘ ପକ୍ଷରୁ ଶ୍ରୀଜଗନ୍ନାଥ ମନ୍ଦିର ପରିସର ସଫେଇ କରୁଥିବା ଦେଖିବାକୁ ମିଳିଛି। ରଥଯାତ୍ରାକୁ ଆଖି ଆଗରେ ରଖି ଡ୍ରାଇଭର ସଂଘର ସଭାପତି…
Read More...

ବ୍ୟକ୍ତି ଡେବିଟ୍‌ କାର୍ଡ଼ରେ ଉଠାଇଲେ ୫୦୦ ଟଙ୍କା; ବାହାରିଲା ୫ଗୁଣା ଅଧିକା

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଜଣେ ବ୍ୟକ୍ତି ତାଙ୍କ ଡେବିଟ୍‌ କାର୍ଡ଼ ଧରି ଏଟିଏମରୁ ଟଙ୍କା ଉଠାଇବାକୁ ଗଲେ। ସେ ୫୦୦ ଟଙ୍କା ଉଠାଇବା ପାଇଁ ନିଜ କାର୍ଡ଼ ମେସିନରେ ଭର୍ତ୍ତି କରି ​‌ପ୍ରୋସେସ୍‌ ପୁରା କଲେ। ଏହାପରେ…
Read More...

୧୦ ଦଫା ଦାବୀ ପୂରଣ ପାଇଁ ବିଧାୟିକାଙ୍କୁ ଡ୍ରାଇଭର ସଙ୍ଘର ଦାବୀ ପତ୍ର

ଠାକୁରମୁଣ୍ଡା: ଓଡ଼ିଶା ଡ୍ରାଇଭର ମହାସଂଘ କରଞ୍ଜିଆ ନିର୍ବାଚନ ମଣ୍ଡଳୀ ପକ୍ଷରୁ ସଂଘର ସଦସ୍ୟମାନେ ଗୁରବାର ଡ୍ରାଇଭର ସଙ୍ଘର ୧୦ ଦଫା ଦାବୀଗୁଡିକୁ ପୂରଣ କରିବାକୁ କରଞ୍ଜିଆ ବିଧାୟିକା ତଥା ରାଜ୍ୟ ମହିଳା ଶିଶୁ ବିକାଶ ଓ…
Read More...

ବିନା ଫଳକରେ ଚାଲିଛି ବିଜୁ ସେତୁ ଓ ରାସ୍ତା କାମ

ରେଙ୍ଗାଲିକ୍ୟାମ୍ପ : ଅତାବିରା ଏନ୍ଏସି ବସ୍ ଷ୍ଟାଣ୍ଡରୁ ବାବେବୀରା ପର୍ଯ୍ୟନ୍ତ ଚାଲିଛି ରାସ୍ତାର କଂକ୍ରିଟ କରଣ । ଏହି ରାସ୍ତାର ମଝିରେ ବୈମାନଟିକ୍ରାଠାରେ ଦୀର୍ଘ ଦିନର ପୁରୁଣା ପୋଲକୁ ଭଙ୍ଗାଯାଇ ନୂତନ ଭାବରେ ବିଜୁ…
Read More...

ଶିକ୍ଷାବିତ୍ କିଶୋର ଦାସଙ୍କୁ କାଠମାଣ୍ଡୁ ଆନ୍ତର୍ଜାତୀୟ ସମ୍ମିଳନୀରେ ଇଣ୍ଡୋଗ୍ଲୋବାଲ ଏଜୁକେସନ୍ ଏକ୍ସେଲେନ୍ସି ସମ୍ମାନ

ମାଲକାନଗିରି: ବିଶିଷ୍ଟ ଶିକ୍ଷାବିତ୍ କିଶୋର କୁମାର ଦାସ ଗତ ୧୦ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଦୀର୍ଘ ତିନିଦିନ ଧରି ନେପାଲ ରାଜ୍ୟ କାଠମାଣ୍ଡୁଠାରେ ଆନ୍ତର୍ଜାତୀୟ ଶିକ୍ଷା ଗବେଶଣା ଓ ତାଲିମ ପରିଷଦ ଦ୍ୱାରା ଅନୁଷ୍ଠିତ…
Read More...

ଆଇନଜୀବୀଙ୍କ ବିୟୋଗରେ ସୁବଳୟା ଗ୍ରାମରେ ଶୋକର ଛାୟା

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ଗ୍ରାମର ତଥା ଖଲ୍ଲିକୋଟ ବାର ଆସୋସିଆନର ସଦସ୍ୟ ଆଇନଜୀବୀ ଲଲାଟେନ୍ଦୁ ନାୟକଙ୍କ ଅକାଳ ବିୟୋଗ ଘଟିଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଶୋକର ଛାୟା ଖେଳି ଯାଇଛି। ସେ ଜଣେ…
Read More...

ଗଛକୁ ପିଟିଲା ବୋଲେରୋ, ୪ ଗୁରୁତର

ପିପିଲି: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ବାଇପାସ ରାସ୍ତାରେ ବୁଧବାର ଅପରାହ୍ନରେ ଘଟିଥିବା ଏକ ସଡକ ଦୁର୍ଘଟଣାରେ ୪ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର…
Read More...

ରିଲିଜ୍‌ ହେଲା ‘ବ୍ରହ୍ମାସ୍ତ୍ର’ ଟ୍ରେଲର; ଶାହରୁଖଙ୍କୁ ଖୋଜି ବାହାରକଲେ ଦର୍ଶକ

ମୁମ୍ବାଇ: ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ର ଟ୍ରେଲର ବୁଧବାର ରିଲିଜ୍‌ ହୋଇଛି। ରଣବୀର କପୁର ଓ ଆଲିଆ ଭଟ୍ଟ ଅଭିନୀତ ଏହି ପିଲ୍ମର ଟ୍ରେଲର ରିଲିଜ୍‌ ହେବା ମାତ୍ରେ ଇଣ୍ଟରନେଟରେ ନିଆଁ ଲଗାଇଦେଇଛି।…
Read More...

ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା; ନୀରବଦ୍ରଷ୍ଟା ଜିଲ୍ଲା ପ୍ରଶାସନ

ରେଙ୍ଗାଲିକ୍ୟାମ୍ପ : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ କାଦୋବାହାଲରେ ରହିଛି ବହୁ ପୁରୁଣା ଏକ ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର। ୧୯୫୨ ମସିହାରେ ସ୍ଥାପିତ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଅଞ୍ଚଳବାସୀଙ୍କ ପାଇଁ…
Read More...

ତୃତୀୟ ଦିନରେ ରାହୁଲଙ୍କୁ ପୁଣି ଜେରା: ଟାୟାର ଜାଳିଲେ, ବ୍ୟାରିକେଡ଼୍‌ ଭାଙ୍ଗିଲେ କଂଗ୍ରେସକର୍ମୀ

ନୂଆଦିଲ୍ଲୀ: ନେସନାଲ ହେରାଲ୍ଡ ମାମଲାରେ ବୁଧବାର ପୁଣି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)ରେ ହାଜର ହୋଇଛନ୍ତି ରାହୁଲ ଗାନ୍ଧୀ। ତୃତୀୟ ଦିନରେ ପହଞ୍ଚିଛି ପଚରାଉଚରା। ଗତ ଦୁଇ ଦିନ ମଧ୍ୟରେ ଇଡି ରାହୁଲ ଗାନ୍ଧୀଙ୍କୁ ପ୍ରାୟ…
Read More...

ବୋଲେରୋ ଧକ୍କାରେ ବାଇକ୍ ଆରୋହୀ ଗୁରୁତର

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ଝାରବେଡା ଛକ ନିକଟରେ ବୋଲେରୋ ଧକ୍କାରେ ଜଣେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ…
Read More...

ଗଞ୍ଜାମ: ଜଗନ୍ନାଥ ମନ୍ଦିରରେ ସ୍ନାନୋତ୍ସବ ଓ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗଜାନନ ବେଶ

ଗଞ୍ଜାମ: ଗଞ୍ଜାମ ସହରର ବଡ଼ ବଜାର ସ୍ଥିତ ଜଗନ୍ନାଥ ମନ୍ଦିରରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି। ଏହି ଅବସରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗଜାନନ ବେଶ ଅନୁଷ୍ଠିତ ହୋଇଥିଲା । ଜଗନ୍ନାଥ ମନ୍ଦିରରେ…
Read More...

ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଓ ଗଜବେଶ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ତିନି ଠାକୁରଙ୍କ ସ୍ନାନୋତ୍ସବ ଓ ଗଜବେଶ ମହାଆଡ଼ମ୍ବରରେ ପାଳନ କରାଯାଇଛି । ଆଜି ସକାଳୁ ପୂଜକ ରୀତିନୀତି ଅନୁଯାୟୀ ଭୋଗ ଲାଗି…
Read More...

ଶ୍ରୀପତିତପାବନ ଦେବଙ୍କ ସ୍ନାନ ଯାତ୍ରା

ପିପିଲି: ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଦରଜୀସାହି ସ୍ଥିତ ପ୍ରଭୁ ଶ୍ରୀପତିତପାବନ ଦେବଙ୍କ ମନ୍ଦିରରେ ସ୍ନାନଯାତ୍ରା ସମାରୋହରେ ସଂପନ୍ନ ହୋଇଥିବା ବେଳେ ଠାକୁରଙ୍କୁ ଅଣସର ଘରେ ବିଜେ କରାଯାଇଛି। ପବିତ୍ର ଦେବସ୍ନାନ…
Read More...

ହରଭଙ୍ଗାର ବିଭିନ୍ନ ସ୍ଥାନରେ ପ୍ରଭୁଙ୍କ ସ୍ନାନଯାତ୍ରା

ହରଭଙ୍ଗା : ହରଭଙ୍ଗା ବ୍ଲକର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ମଙ୍ଗଳବାର ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପାଳିତ ହୋଇଯାଇଛି। ଏହି ଅବସରରେ ହରଭଙ୍ଗା ବ୍ଲକର ଚାରିଛକ ସ୍ଥିତ ଠିଡିକାଜୋର ଜଗନ୍ନାଥ ମନ୍ଦିରରେ ଦେବସ୍ନାନ…
Read More...

ଯୁବ ବ୍ୟବସାୟୀଙ୍କ ମୃତଦେହ ଜବତ

ପିପିଲି: ପିପିଲି ଥାନା ଅନ୍ତର୍ଗତ ନୂଆଶାସନ ଦକ୍ଷିଣସାହିର ଯୁବବ୍ୟବସାୟୀ ଜୟନ୍ତ କୁମାର ପଣ୍ଡା ଓରଫ ସିଲୁ(୨୮)ଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ପୁଲିସ…
Read More...

ଭାରତରେ ସାଇବର୍‌ ଆଟାକ୍; ମହାରାଷ୍ଟ୍ରର ୭୦ ସମେତ ଦେଶର ୫୦୦ ୱେବସାଇଟ୍‌ ହ୍ୟାକ୍‌

ମୁମ୍ବାଇ: ଦେଶରେ ମଙ୍ଗଳବାର ବଡ଼ ଧରଣର ସାଇବର ଆଟାକ୍ ହୋଇଛି। ଦେଶର ୫୦୦ରୁ ଊର୍ଦ୍ଧ୍ବ ୱେବସାଇଟକୁ ହ୍ୟାକ୍‌ କରାଯାଇଛି। ଏଥିରେ ମହାରାଷ୍ଟ୍ରର ଠାଣେ ପୁଲିସ ସାଇଟ୍‌ ସମେତ ୭୦ ୱେବସାଇଟ୍‌ ସାମିଲ ଅଛି। ଏହା ମଧ୍ୟରୁ ୩ଟି…
Read More...

ମୁଖ୍ୟମନ୍ତ୍ରୀଙ୍କ ରଜ ଶୁଭେଚ୍ଛା

ଭୁବନେଶ୍ବର: ଓଡ଼ିଶାର ଗଣପର୍ବ ରଜ। ସାରା ରାଜ୍ୟରେ ଗାଁରୁ ସହର ଯାଏ ସବୁଠି ଆଜି ପହିଲି ରଜ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି। ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…
Read More...

ସିଦ୍ଧାନ୍ତ କପୁରଙ୍କୁ ଜାମିନ

ବେଙ୍ଗାଲୁରୁ: ଡ୍ରଗ୍ସ ମାମଲାରେ ଧରାପଡ଼ିଥିବା ସିଦ୍ଧାନ୍ତ କପୁରଙ୍କୁ ଜାମିନ ମିଳିଛି। ରବିବାର ରାତିରେ ବେଙ୍ଗାଲୁରୁର ଏକ ହୋଟେଲରୁ ଡ୍ରଗ୍ସ ମାମଲାରେ ବଲିଉଡ଼ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ତଥା ଅଭିନେତା ଶକ୍ତି…
Read More...

ମାଟିଖାଲ ପ୍ରାଥମିକ ବିଦ୍ୟାଳୟର ଜମି ଚିହ୍ନଟ ପାଇଁ ପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କଲମପୁର: ୧୯୭୬ ମସିହାରେ ସ୍ଥାପିତ ହେଇଥିଲା ମାଟିଖାଲ ନିମ୍ନ ପ୍ରାଥମିକ ବିଦ୍ୟାଳୟ। ଏହି ବିଦ୍ୟାଳୟ ସ୍ଥାପନ ହେବା ପରେ ଏକ କୋଠା ନିର୍ମାଣ ହେଇଥିଲା। ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ନିମ୍ନ…
Read More...

ଚନ୍ଦାହାଣ୍ଡି ବ୍ଲକସ୍ତରୀୟ ଜନଶୁଣାଣୀ ଶିବିର

ନବରଙ୍ଗପୁର: ଚନ୍ଦାହାଣ୍ଡି ବ୍ଲକସ୍ତରୀୟ ଜନଶୁଣାଣୀ ଶିବିର ସୋମବାର ଚନ୍ଦାହାଣ୍ଡି ପଞ୍ଚାୟତ ସମିତି ସଭା ଗୃହରେ ଜିଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚନ୍ଦାହାଣ୍ଡି ପଞ୍ଚାୟତ…
Read More...

ରାଜ୍ୟପାଳଙ୍କ ସ୍ଥାନ ନେବେ ମମତା! ପାରିତ ହେଲା ବିଧେୟକ

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କ ସ୍ଥାନ ନେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ରାଜ୍ୟ ବିଶ୍ବବିଦ୍ୟାଳୟଗୁଡ଼ିକର କୁଳାଧିପତି ପଦରୁ ରାଜ୍ୟପାଳ ଧନଖଡ଼ଙ୍କୁ ହଟାଇ ଖୁବଶୀଘ୍ର ତାଙ୍କ ସ୍ଥାନ ନେଇପାରନ୍ତି…
Read More...

ଲୁଟ୍‌ର ଶିକାର ହେଲେ ସିଆଇଡି ଇନ୍ସପେକ୍ଟର ସଚିନ୍‌

ମୁମ୍ବାଇ: ଟେଲିଭିଜନର ଲୋକପ୍ରିୟ ଧାରାବାହିକ ‘ସିଆଇଡି’ରେ ଇନ୍ସପେକ୍ଟର ସଚିନ ଭୂମିକାରେ ଅଭିନୟ କରିଥିବା ଅଭିନେତା ହୃଷିକେଶ ପାଣ୍ଡେ ଲୁଟ୍‌ର ଶିକାର ହୋଇଥିବା ଘଟଣା ସାମ୍ନାକୁ ଆସିଛି। ମୁମ୍ବାଇରେ ଅଭିନେତାଙ୍କଠାରୁ…
Read More...

ଆଦର୍ଶ ବିଦ୍ୟାଳୟକୁ ନେଇ ଦ୍ଵନ୍ଦ୍ବରେ ଜିଲ୍ଲା ପ୍ରଶାସନ

ରେଙ୍ଗାଲିକ୍ୟାମ୍ପ : ଅତାବିରାରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ ପାଇଁ ଦୀର୍ଘ ଦିନ ହେଲା ଟଣା ଓଟରା ଚାଲିଛି। ଏହି ବିଦ୍ୟାଳୟକୁ ନେଇ ସ୍ଥାନ ନିରୂପଣ କରାଯାଇ ଟେଣ୍ଡର ପ୍ରକ୍ରିୟା ସରିଛି। କାମ ମଧ୍ୟ କିଛି ଆରମ୍ଭ ହୋଇଯାଇଛି।…
Read More...

ବ୍ରହ୍ମାସ୍ତ୍ର: ଫିଲ୍ମକୁ ସଫଳ କରିବାକୁ ସାଉଥ୍‌ ସହ ହାତ ମିଶାଇଲା ବଲିଉଡ଼

ମୁମ୍ବାଇ: ଅୟାନ ମୁଖାର୍ଜୀଙ୍କ ନିର୍ଦେଶିତ ‘ବ୍ରହ୍ମାସ୍ତ୍ର’ ୨୦୨୨ର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ। ରଣବୀର କପୁର ଓ ଆଲିଆ ଭଟ୍ଟ ଅଭିନୀତ ଏହି ଫିଲ୍ମ ସେପ୍ଟେମ୍ବର ୯ ତାରିଖରେ ପ୍ରେକ୍ଷାଳୟକୁ ଆସିବାକୁ…
Read More...

ପୁଲିସ କବ୍‌ଜାରେ ଶ୍ରଦ୍ଧା କପୁରଙ୍କ ଭାଇ

ମୁମ୍ବାଇ: ବଲିଉଡ ଏବଂ ଡ୍ରଗ୍ସର ସର୍ବଦା ଗଭୀର ସମ୍ପର୍କ ରହିଆସିଛି। ଗତ କିଛି ଦିନ ହେବ ଡ୍ରଗ୍ସ ମାମଲାରେ ଅନେକ ବଲିଉଡ଼ ସେଲିବ୍ରିଟିଙ୍କ ନାଁ ସାମ୍ନାକୁ ଆସିଥିବା ବେଳେ ଏବେ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ତଥା…
Read More...

ସୋନିଆ ଗାନ୍ଧୀ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। କିଛିଦିନ ତଳେ ସେ କରୋନା ସଂକ୍ରମିତ ହୋଇଥିଲେ ଓ ତାଙ୍କ ଅବସ୍ଥା ଜଟିଳ ହେବାରୁ ରବିବାର ତାଙ୍କୁ ନୂଆଦିଲ୍ଲୀର ଗଙ୍ଗାରାମ…
Read More...

ଓଏସଏପି ଅଷ୍ଟମ ବାଟାଲିୟନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଗଞ୍ଜାମ: ଗଞ୍ଜାମ ଥାନା ଅନ୍ତର୍ଗତ ଛତ୍ରପୁର ଓଏସଏପି ଅଷ୍ଟମ ବାଟାଲିୟନ ପରିସରରେ ରବିବାର ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜି ଏସ ହେଲପିଙ୍ଗ ହ୍ୟାଣ୍ଡ ଫାଉଣ୍ଡେସନ…
Read More...

ବ୍ରହ୍ମପୁରରେ ସିରିଜ ଚୋରି

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଶନିବାର ରାତିରେ ସିରିଜ ଚୋରି ଘଟଣା ସାମ୍ନାକୁ ଆସିଛି। ଇଞ୍ଜିନିୟରିଂ ସ୍କୁଲ ଛକଠାରେ ଥିବା ଏକ ଔଷଧ ଦୋକାନ ଓ ଏକ ଭେରାଇଟି ଷ୍ଟୋରରୁ ନଗଦ ଟଙ୍କା ଓ ସାମଗ୍ରୀ ଚୋରି ହୋଇଥିବା ବେଳେ…
Read More...

କନ୍ଧମାଳ ପୁଲିସର କୁମ୍ବିଂ ଅପରେସନ; ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ଫୁଲବାଣୀ: କନ୍ଧମାଳ ପୁଲିସ ହାତରେ ପଡିଛି ବିପୁଳ ପରିମାଣର ମାଓ ସାମଗ୍ରୀ । ଜବତ ସାମଗ୍ରୀ ମଧ୍ୟରେ ରହିଛି ୧୭ଟି ଜିଲେଟିନ ଷ୍ଟିକ, ହାତ ତିଆରି ଇନସାସ ମାଗାଜିନ, ବହୁ ମାତ୍ରାରେ ଅପ୍ରସ୍ତୁତ ମାଗାଜିନ, ୟୁନିଫର୍ମ, ଔଷଧ,…
Read More...

କେଶରୀ ମଲ୍‌ରେ ନିଆଁ

ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ କେଶରୀ ମଲ୍‌ରେ ରବିବାର ଅଗ୍ନିକାଣ୍ଡ ଘଟିଛି। ମଲ୍‌ର ପ୍ରଥମ ଓ ଦ୍ବିତୀୟ ମହଲାରେ ନିଆଁ ଲାଗିଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ମଲ୍‌…
Read More...