www.samajalive.in
Friday, December 12, 2025
17.1 C
Bhubaneswar

କାଳବୈଶାଖୀ ତାଣ୍ଡବରେ ୪ ଗାଈ ମୃତ

କଲ୍ୟାଣସିଂହପୁର: କାଳ ବୈଶାଖୀ ତାଣ୍ଡବରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୋଲମା ପଞ୍ଚାୟତର କାରୁକଣାର ଗୋଟିଏ ଓ ପଡିଭଟ୍ଟାର ତିନୋଟି ବଳଦ ଓ ଗାଈଙ୍କର ବଜ୍ରପାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତକାଲି ଅପରାହ୍ନରେ କାଳ ବୈଶାଖୀ ତାଣ୍ଡବରେ ପ୍ରବଳ ବର୍ଷା ସାଙ୍ଗକୁ ପବନ, ବିଜୁଳି ଓ ଘଡଘଡି ମାରିଥିଲା । ସେହି ସମୟରେ ଗାଈମାନେ ଏକ ଗଛ ମୂଳରେ ଚରୁଥିଲେ । ହଠାତ ବଜ୍ରପାତ ହେବାରୁ ଚରୁଥିବା ବଳଦ ଓ ଗାଈଙ୍କ ମୃତ୍ୟୁ ହୋଇଥିଲା। କାରୁକଣା ଗାଁର ରହିଦାସ ହୁଈକା ଓ ପଡିଭଟ୍ଟା ଗାଁର ସମେଶ୍ୱର ହିକକା, ଶଥପତି ହିକକା, କୈଳାସ ହିକକାଙ୍କ ଗୋଟିଏ ବଳଦ ଓ ତିନୋଟି ଗାଈଙ୍କ ମୃତ୍ୟୁ ହୋଇଛି। ଏହାର ମୂଲ୍ୟ ପ୍ରାୟ ୮୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି । ଏହି ଗରିବ ଲୋକଙ୍କୁ ସରକାରଙ୍କ ତରଫରୁ ସହାୟତ ଯୋଗାଇଦେବା ପାଇଁ ଦାବି ହୋଇଛି ।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories