www.samajalive.in
Tuesday, December 9, 2025
26.1 C
Bhubaneswar

ରିଲିଜ୍ ହେଲା ‘ଓମ୍‌’ର ଟିଜର

ମୁମ୍ବାଇ: ବଲିଉଡ଼ ଅଭିନେତା ଆଦିତ୍ୟ ରୟ କପୁରଙ୍କ ଆଗାମୀ ଚଳଚ୍ଚିତ୍ର ‘ଓମ୍‌’ର ଟିଜର ଗୁରୁବାର ରିଲିଜ୍‌ ହୋଇଛି। ଆଦିତ୍ୟ ସାମାଜିକ ଗଣମାଧ୍ୟମରେ ଟିଜର ଭିଡିଓ ଶେୟାର କରି ଏନେଇ ସୂଚନା ଦେଇଛନ୍ତି। କ୍ୟାପ୍ସନରେ ଲେଖାହୋଇଛି, ‘‘ଗୋଟିଏ ଲଢେଇ ଜିତିବାକୁ ହେଲେ ତାକୁ ଅନେକ ଥର ଲଢିବାକୁ ପଡ଼େ’’। କପିଲ ବର୍ମାଙ୍କ ଦ୍ବାରା ନିର୍ଦେଶିତ ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଜୁଲାଇ ୧ ତାରିଖରେ ମୁକ୍ତିଲାଭ କରିବ। ଏଥିରେ ଆଦିତ୍ୟଙ୍କ ବ୍ୟତୀତ ସଞ୍ଜନା ସାଂଘିଙ୍କୁ ମଧ୍ୟ ଦେଖିବାକୁ ମିଳିବ।
https://youtu.be/PYnvxek2SbA

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories