www.samajalive.in
Monday, December 15, 2025
14.1 C
Bhubaneswar

ଡିସେମ୍ବରରେ ୪ ଗ୍ରହଙ୍କ ଚଳନ, ଏହି ରାଶି ହେବେ ଭାଗ୍ୟଶାଳୀ, ବଢିବ ଧନ, ନୂଆ ଚାକିରି ସହ ରହିଛି ବିବାହ ଯୋଗ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୪ଟି ବଡ ଗ୍ରହ ଡିସେମ୍ବର ମାସରେ ରାଶି ପରିବର୍ତ୍ତନ କରିବେ। ଶୁକ୍ରଙ୍କ ରାଶି ପରିବର୍ତ୍ତନ ମକର ରାଶିରେ ଡିସେମ୍ବର ୨ରେ ମଧ୍ୟାହ୍ନ ୧୨ଟା ୦୫ ମିନିଟ୍‌ରେ ହେବ। ଏହାପରେ ଶୁକ୍ର ୨୮ ଡିସେମ୍ବରରେ କୁମ୍ଭ ରାଶିରେ ପ୍ରବେଶ କରିବେ। ସେହିପରି ଗ୍ରହଙ୍କ ରାଜା ସୂର୍ଯ୍ୟ ଧନୁ ରାଶିରେ ଚଳନ କରିବେ ୧୫ ଡିସେମ୍ବରରେ। ବୁଧ ଗ୍ରହ ୧୬ ଡିସେମ୍ବରରେ ବିଛା ରାଶିରେ ସିଧାଚଳନ କରିବେ। ମଙ୍ଗଳ କର୍କଟ ରାଶିରେ ଓଲଟା ଚଳନ ଆରମ୍ଭ କରିବେ। ଏହି ଗ୍ରହ ରାଶି ପରିବର୍ତ୍ତନ କରିବା ଦ୍ୱାରା କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ଖୁବ୍‌ ଲାଭ ମିଳିବ। ଶୁଭଫଳ ପ୍ରାପ୍ତି, ଚାକିରି, ଆୟ, ସୁଖ-ସମୃଦ୍ଧି, ଧନ ପ୍ରାପ୍ତିର ଯୋଗ ରହିଛି। ଜାଣନ୍ତୁ କେଉଁ ରାଶି ହେବେ ଭାଗ୍ୟଶାଳୀ..

ବୃଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରାପ୍ତି ହେବ । ଚାକିରି ଖୋଜୁ ଥିବା ବ୍ୟକ୍ତି ବିଶେଷଙ୍କୁ ଚାକିରି ମିଳିବ । ଶୁଭ ଖବର ମଧ୍ୟ ମିଳିବ । ଆମଦାନୀ ବୃଦ୍ଧି ହେବା ସହ ଧନ ଲାଭ ହେବା ଫଳରେ ଆର୍ଥିକ ସ୍ଥିତି ମଜଭୁତ ହେବ । ନୂଆ ଯାନ କିମ୍ବା ଘର କିଣିବାର ଯୋଗ ରହିଛି । ଯଶ ଓ କିର୍ତ୍ତି ବୃଦ୍ଧି ହେବ । ନୂଆ କାମ ମଧ୍ୟ ଆରମ୍ଭ କରି ପାରିବେ । ଇଚ୍ଛା ଅନୁଯାୟୀ ସଫଳତା ମିଳିବ । ବିଦେଶ ଯାତ୍ରାର ଯୋଗ ରହିଛି । ବ୍ୟବସାୟୀ ଲାଭବାନ୍‌ ହେବେ ।

- Advertisement -

ସିଂହ – ଗ୍ରହଙ୍କ ଶୁଭଫଳ ହେତୁ ଭାଗ୍ୟ ବଦଳିଯିବ। ସମୟ ବେଶ ଅନୁକୂଳ ରହିଛି। ଚାକିରିରେ ପଦନ୍ନୋତି ହେବାର ଯୋଗ ରହିଛି । ପ୍ରଶଂସା ମିଳିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ସଫଳତା ମିଳିବ। ଆମଦାନୀ ବୃଦ୍ଧି ହେବ। ସ୍ୱାସ୍ଥ୍ୟ ଉତ୍ତମ ରହିବ।

ବୃହସ୍ପତି ଚଳନ: ୧୨ ବର୍ଷ ପରେ ଶୁଭ ଯୋଗ, ୨୦୨୫ରେ ଏହି ୫ ରାଶି ହେବେ ଭାଗ୍ୟଶାଳୀ, ମାଲାମାଲ୍‌..

ତୁଳା – ଏହି ରାଶିଙ୍କ ବନ୍ଦ ଭାଗ୍ୟର ତାଲା ଖୋଲିବ। ଅଟକି ଥିବା କାମ ପୂରଣ ହେବ। ନୂଆ ସମ୍ପର୍କ ଯୋଡି ହେବ। ଅବିବାହିତ ଯୁବକ ଯୁବତୀଙ୍କ ବିବାହ ହେବ। ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିଛି। ଲାଭ ମିଳିବା ସହ ଧନ ସମ୍ପତ୍ତି ବୃଦ୍ଧି ହେବ। ବିଦେଶ ଯାତ୍ରାର ଯୋଗ ରହିଛି ।

ମକର – ଏହି ରାଶିଙ୍କ ପାଇଁ ମଧ୍ୟ ସମୟ ଶୁଭଙ୍କର । ପାରିବାରିକ ଜୀବନ ସୁଖମୟ ହେବ । କର୍ମକ୍ଷେତ୍ରରେ ଉନ୍ନତି ହେବ । ସଫଳତା ପ୍ରାପ୍ତି ହେବ । ବ୍ୟବସାୟୀ ଲାଭବାନ୍‌ ହେବେ। ଚାକିରିରେ ପଦନ୍ନୋତି ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ମାତ୍ର ସାବଧାନ ରୁହନ୍ତୁ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories