ଖପ୍ରାଖୋଲ: ଖପ୍ରାଖୋଲ ବ୍ଲକ ବେନକେରା ଗାଁରେ ଥିବା ଜିଓ ମୋବାଇଲ୍ ଟାୱାର ଗତ କିଛି ଦିନ ହେଲା ଅଚଳ ହୋଇପଡିଛି। ଫଳରେ ଜିଓ ହିତାଧିକାରୀମାନେ ମୋବାଇଲ୍ ସେବା ସହ ଇଣ୍ଟରନେଟ୍ ସେବାରୁ ବଞ୍ଚିତ ହେଉଛନ୍ତି। ଅନ୍ଲାଇନରେ ହେଉଥିବା କାମ, ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି। ତେଣୁ ତୁରନ୍ତ ଜିଓ ସେବାକୁ ସ୍ୱାଭାବିକ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
Popular Categories



