www.samajalive.in
Sunday, December 7, 2025
16.1 C
Bhubaneswar

ଏଥର ନେତାଗିରି କରିବେ ଅଭିଷେକ

ମୁମ୍ବଇ: ଅଭିଷେକ ବଚ୍ଚନ, ୟାମୀ ଗୌତମ ଓ ନିମ୍ରତ କୌର ଅଭିନୀତ ଚଳଚ୍ଚିତ୍ର ‘ଦଶଭି’ର ଟ୍ରେଲର ବୁଧବାର ରିଲିଜ୍‌ ହୋଇଛି। ଟ୍ରେଲର ପ୍ରମାଣ କରିଛି ଯେ, ଏହି ଚଳଚ୍ଚିତ୍ରଟି ବର୍ଷର ସବୁଠାରୁ ରୋମାଞ୍ଚକର ଚଳଚ୍ଚିତ୍ର ହେବାକୁ ଯାଉଛି।

ଟ୍ରେଲରରେ ଅଭିଷେକଙ୍କ ଭିନ୍ନ ଅବତାର ଦେଖିବାକୁ ମିଳିଛି। ସେ ଜଣେ ଅପାଠୁଆ, ଗାଉଁଲି, ଜଣାଶୁଣା ନେତା ଭୂମିକାରେ ଅଭିନୟ କରିଛନ୍ତି। ଅଭିଷେକଙ୍କ ଜବରଦସ୍ତ ଅଭିନୟର ଝଲକ୍‌ ଟ୍ରେଲରରେ ଦେଖିବାକୁ ମିଳିଛି। ଫିଲ୍ମରେ ୟାମୀ ଗୌତମ ଜଣେ ପ୍ରଭାବଶାଳୀ ଆଇପିଏସ୍‌ ଅଧିକାରୀ ଭୂମିକାରେ ନଜର ଆସିଛନ୍ତି। ନିମ୍ରତ କୌର ମଧ୍ୟ ଏକ ଜବରଦସ୍ତ ଭୂମିକାରେ ଅବତ୍ତୀର୍ଣ୍ଣ। ଚଳଚ୍ଚିତ୍ରରେ ସିଟି ମରା ସଂଳାପ ସହ ଦେଶୀ ଗୀତର ଛୁଙ୍କ ରହିଛି।

- Advertisement -

ତୁଷାର ଜଲୋଟାଙ୍କ ଦ୍ବାରା ନିର୍ଦେଶିତ ଏହି ଚଳଚ୍ଚିତ୍ର ନେଟଫ୍ଲିକ୍ସ ଏବଂ ଜିଓ ସିନେମାରେ ଚଳିତ ବର୍ଷ ଏପ୍ରିଲ ୭ ତାରିଖରେ ମୁକ୍ତିଲାଭ କରିବ।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories