ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ପୋଲିଓ ବୁନ୍ଦା

ବାଙ୍କୀ: ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୋଲିଓ ରୋଗର ନିରାକରଣ ତଥା ପୋଲିଓ ମୁକ୍ତ ଦେଶ ଗଠନ ନିମନ୍ତେ ଆରମ୍ଭ ହୋଇଥିବା ପ୍ରକ୍ରୀୟାରେ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଞ୍ଚଳରେ ଜନସଚେତନତା ସୃଷ୍ଟି କରିବା ପାଇଁ…
Read More...

ବାର୍‌ହା ଆକ୍ରମଣ: ୨ ଗୁରୁତର, ୩ ଆହତ

ବାଙ୍କୀ: ବାଙ୍କୀ ବ୍ଲକ ଏବଂ ଡମପଡା ବ୍ଲକର ବିଭିନ୍ନ ଗ୍ରାମରେ ଦିନକୁ ଦିନ ଜଙ୍ଗଲୀ ବାରହାଙ୍କ ଆକ୍ରମଣ ଓ ଉପଦ୍ରବରେ ଜନସାଧାରଣ ଅତିଷ୍ଟ ହୋଇପଡିଲେଣି। ବନବିଭାଗ ଜନସାଧାରଣଙ୍କୁ ଏଦିଗରେ ସୁରକ୍ଷା ଦେବାରେ ଅସମର୍ଥ ହୋଇଛି।…
Read More...

୧୯୬୯ ମାଟ୍ରିକ ବ୍ୟାଚ୍‍ ବନ୍ଧୁ ମିଳନ

ବାଙ୍କୀ: ଡମପଡା ପ୍ରୀତମ କୁମାରୀ ବିଦ୍ୟାମନ୍ଦିରର ୧୯୬୯ ମାଟ୍ରିକ ବ୍ୟାଚର ଏକ ବନ୍ଧୁ ମିଳନ ଉତ୍ସବ କୋଭିଡ୍‍ କଟକଣା ସହ ରବିବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଅରାଚଣ୍ଡୀ ମନ୍ଦିର ପରିସରରେ ଆୟୋଜିତ ବନ୍ଧୁ ମିଳନ…
Read More...

୧୯୮ ଭାରତୀୟଙ୍କୁ ଧରି ବୁଖାରେଷ୍ଟରୁ ଉଡ଼ାଣ ଭରିଲା ଚତୁର୍ଥ ବିମାନ: ଏସ ଜୟଶଙ୍କର

ନୂଆଦିଲ୍ଲୀ: ଚତୁର୍ଥ ଦିନରେ ପହଞ୍ଚିଛି ୟୁକ୍ରେନ-ରୁଷ୍‌ ଯୁଦ୍ଧ। ୟୁକ୍ରେନର ପରିସ୍ଥିତି ଦିନକୁ ଦିନ ଖରାପ ଆଡ଼କୁ ଗତି କରୁଛି। ଯୁଦ୍ଧ ଆରମ୍ଭରୁ ଏପର୍ଯ୍ୟନ୍ତ ଅନେକ ଧନ ଜୀବନ ନଷ୍ଟ ହୋଇସାରିଛି। ଇତି ମଧ୍ୟରେ ହଜାର ହଜାର…
Read More...

ଆଜି ପାରୋଲର ଶେଷ ଦିନ; ରାମ ରହିମଙ୍କ ଡେରାରେ ପାର୍ଟିର ଆୟୋଜନ ​

ଗୁରୁଗ୍ରାମ: ଦୁଷ୍କର୍ମ ମାମଲାରେ ଜେଲ ଦଣ୍ଡାଦେଶ ଭୋଗୁଥିବା ଗୁରମିତ ରାମ ରହିମଙ୍କ ୨୧ ଦିନିଆ ପାରୋଲ ଅବଧି ରବିବାର ଶେଷ ହେଉଛି। ସୋମବାର ଦିନ ୧୨ଟା ସମୟରେ କଡ଼ା ସୁରକ୍ଷା ମଧ୍ୟରେ କଣ୍ଡଲୀ-ମାନେସର-ପଲୱଲ(କେଏମପି)…
Read More...

ଜୟପଟଣା ବ୍ଲକ ଜୋନ ୧ରେ ବିଜେପି ପ୍ରାର୍ଥୀ ବିଜୟୀ

ମୁଖୀଗୁଡା: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଜୋନ ୧ରେ ବିଜେପିର ଅଙ୍ଗଦ ମାଝୀ ବିଜୟ ଲାଭ କରିଛନ୍ତି। ବିଜେପି ପ୍ରାର୍ଥୀ ଅଙ୍ଗଦ ମାଝୀ ୧୦୧୯୫ ଭୋଟ ପାଇଛନ୍ତି। ବିଜେଡି ପ୍ରାର୍ଥିନୀ ସ୍ବର୍ଣ୍ଣଚମ୍ପା ମାଝୀ ୯୫୫୧ ଭୋଟ…
Read More...

କଲ୍ୟାଣସିଂହପୁର(କ) ଜୋନରେ ବିଜେଡି ଦଳର ବାଜିମାତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର(କ) ଜୋନରେ ବିଜେଡି ଦଳର ବାଜିମାତ ହୋଇଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତ ଗଣନାରେ କଲ୍ୟାଣସିଂହପୁର ଜିଲ୍ଲା ପରିଷଦ ପ୍ରାର୍ଥୀ ବି ଭି ୱାରା…
Read More...

ଦେଓଗାଁ ବ୍ଳକ ୧୨ ନମ୍ବର ଜିଲ୍ଲାପରିଷଦ ଜୋନରୁ ବିଜେଡିର ମମତା କୁମୁରା ବିଜୟୀ

ଦେଓଗାଁ: ଦେଓଗାଁ ବ୍ଲକରେ ଗତ ୨୨ତାରିଖରେ ଅନୁଷ୍ଠିତ ହୋଇଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନର ଭୋଟ ଗଣତି ଶନିବାର ୧୦ଟାରୁ ଦେଓଗାଁ ବ୍ଲକରେ ଆରମ୍ଭ ହୋଇ ରାତି ୨ଟାରେ ଶେଷ ହୋଇଛି। ୧୨ ନମ୍ବର ଜିଲ୍ଲା ପରିଷଦ ଜୋନରେ…
Read More...

ନବରଙ୍ଗପୁରରେ ୮୨.୯୬ ପ୍ରତିଶତ ମତଦାନ, ଭୋଟ ବାକ୍ସରେ ରହିଛି ପ୍ରାର୍ଥୀଙ୍କ ଭାଗ୍ୟ

ନବରଙ୍ଗପୁର: ନବରଙ୍ଗପୁର ଜିଲାର ୧୦ଟି ବ୍ଲକରେ ପଞ୍ଚମ ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ତେବେ ଜିଲା ପ୍ରଶାସନ ପକ୍ଷରୁ ଚୁଡାନ୍ତ ସୂଚନା ଅନୁସାରେ ଜିଲାରେ ମୋଟ ୮୨.୯୭ ପ୍ରତିଶତ ମତଦାନ ହୋଇଛି।…
Read More...

ବ୍ୟବସ୍ଥା ଉପରେ ନାହିଁ ଆସ୍ଥା, ଷ୍ଟ୍ରଙ୍ଗରୁମ ଆଗରେ ପହରା ଦେଉଛନ୍ତି ବିଜେପି ଓ କଂଗ୍ରେସ ନେତା

ନବରଙ୍ଗପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲାର ୫ଟି ପର୍ୟ୍ୟାୟରେ ୧୦ଟି ବ୍ଲକରେ ନିର୍ବାଚନ ସରିଛି । ପ୍ରଶାସନ ଓ ପୁଲିସକୁ ନେଇ ନିର୍ବାଚନ ପରିଚାଳନା ହେଉଛି । ଚଳିତ ନିର୍ବାଚନରେ ଭୋଟ ଗଣତି ମତଦାନ ବୁଥରେ ନହୋଇ…
Read More...

ରାଇଲିମା ୧୪ ନମ୍ବର ବୁଥରେ ୭୫.୩୭ ପ୍ରତିଶତ ସାନି ମତଦାନ 

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ରାଇଲିମା ୧୪ ନମ୍ବର ଓ୍ବାର୍ଡ଼ରେ ନିୟମଗିରି ଅଞ୍ଚଳର ତଳ ମୁଶୁଡି ଓ ଉପର ମୁଶୁଡି, ଉପର ପଲ୍ଲି ଓ ରାଇଲିମା ଗାଁର ଡଙ୍ଗରିଆ ମହିଳା ପୁରଷମାନେ…
Read More...

ମେକ୍‌ଅପ୍‌ ହୋଇ କରନ୍ତୁ ନାହିଁ ବ୍ୟାୟାମ, ଦେଖାଦେବ ଏହି ସମସ୍ୟା…

ପ୍ରତ୍ୟେକ ଦିନ ବ୍ୟାୟାମ କରିବା ସ୍ବାସ୍ଥ୍ୟ ପ୍ରତି ହିତକର। କିନ୍ତୁ ଏହି ବ୍ୟାୟାମ ସମୟରେ କରୁଥିବା କିଛି ଭୁଲ୍‌ ପାଇଁ ଆମକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ସେମିତି ଏକ ଭୁଲ୍‌ ହେଉଛି ମେକ୍‌ଅପ୍‌ ହୋଇ…
Read More...

ଭୋଟ ଗଣତି କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ବେଗୁନିଆ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗ୍ରହଣର ଶେଷ ପର୍ଯ୍ୟାୟ ପରେ ଆସନ୍ତା ୨୬, ୨୭ ଏବଂ ୨୮ ତାରିଖରେ ପ୍ରଥମ ଥର ବୁଥ ସ୍ତରରେ ଭୋଟ ଗଣନା ନହୋଇ ବ୍ଲକ ସ୍ତରରେ କରାଯିବ । ମତଗଣନା କେନ୍ଦ୍ର ବ୍ଲକରେ କରିବା…
Read More...

ଗୁରୁଶ୍ରେଷ୍ଠ ପଣ୍ଡିତ ନୀଳକଣ୍ଠ ରଥଶର୍ମାଙ୍କ ପରଲୋକ

ବେଗୁନିଆ: ସୁନାମଧନ୍ୟ ସଂସ୍କୃତ ବିଦ୍ୱାନ ତଥା ରାଜ୍ୟ ସମ୍ମାନପ୍ରାପ୍ତ ପ୍ରବୀଣ ସଂସ୍କୃତ ଶିକ୍ଷକ ଗୁରୁଶ୍ରେଷ୍ଠ ନୀଳକଣ୍ଠ ରଥଶର୍ମାଙ୍କର ଶୁକ୍ରବାର ବେଗୁନିଆସ୍ଥିତ ବାସଭବନରେ ୯୬ ବର୍ଷ ବୟସରେ ପରଲୋକ ଘଟିଛି । ସଂସ୍କୃତ…
Read More...

ନବାବ ମଲିକ ଡାକ୍ତରଖାନାରେ ଭର୍ତ୍ତି

ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦେଶାଳୟ ଦ୍ବାରା ଗିରଫ ହେବାର ଦୁଇ ଦିନ ପରେ ଏନସିପି ନେତା ତଥା ମନ୍ତ୍ରୀ ନବାବ ମଲିକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୁମ୍ବାଇର ଜେଜେ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। ତେବେ…
Read More...

ହାତିଶାଳ ଘାଟିରେ ୧୦୦ଫୁଟ ତଳକୁ ଖସିଲା କଣ୍ଟେନର; ଅଳ୍ପକେ ବର୍ତ୍ତିଲେ ଚାଳକ

ଲାଞ୍ଜିଗଡ: ବିଶ୍ୱନାଥପୁରଠାରୁ ବିଜେପୁରକୁ ସଂଯୋଗ କରୁଥିବା ହାତିଶାଳ ଘାଟିରେ ଶୁକ୍ରବାର ଏକ କପା ବୋଝେଇ କଣ୍ଟେନର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଚାଳକ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ,…
Read More...

ତାମିଲ ଛାତ୍ରଙ୍କୁ ସ୍ବଦେଶ ଫେରାଇ ଆଣିବା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ନୂଆଦିଲ୍ଲୀ: ୟୁକ୍ରେନରେ ଫସିଥିବା ତାମିଲ ଛାତ୍ରଙ୍କୁ ଫେରାଇ ଆଣିବା ଖର୍ଚ୍ଚ ବହନ କରିବେ ତାମିଲନାଡ଼ୁ ସରକାର। ଶୁକ୍ରବାର ଏନେଇ ଘୋଷଣା କରିଛନ୍ତି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍‌। ଗତକାଲି କେନ୍ଦ୍ର…
Read More...

ରୁଷ୍‌ର ୮୦୦ ସୈନିକ ନିପାତ କରିଥିବା ୟୁକ୍ରେନର ଦାବି

କିଭ୍‌ : ରୁଷ୍‌-ୟୁକ୍ରେନ ଯୁଦ୍ଧ ଜଟିଳତା ଆଡ଼କୁ ଗତି କରୁଛି। ଆକ୍ରମଣରେ ଏଯାଏଁ ଅନେକ ଲୋକଙ୍କ ଜୀବନ ଗଲାଣି। ଏପେଟେ ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରାଳୟ ଦାବି କରିଛି ଯେ ଯୁଦ୍ଧରେ ୟୁକ୍ରେନ୍‌ର ସଶସ୍ତ୍ରବାହିନୀ ରୁଷ୍‌ର…
Read More...

କଡା ସୁରକ୍ଷାରେ ଭୋଟ ବାକ୍ସ; ୧୫୦ ପ୍ରାର୍ଥୀଙ୍କ ଭାଗ୍ୟ ଷ୍ଟ୍ରଙ୍ଗ ରୁମରେ

ଗୁଡଭେଲା: ଗୁଡଭେଲା ପଞ୍ଚାୟତ ସମିତିରେ ଗତ ୨୨ ତାରିଖ ଚତୁର୍ଥ ପର୍ଯ୍ୟାୟରେ ଭୋଟ ଗ୍ରହଣ ଶେଷ ହେବା ପରେ ୧୫୦ ପ୍ରାର୍ଥଙ୍କ ଭାଗ୍ୟ ଷ୍ଟ୍ରଙ୍ଗ ରୁମରେ କଡା ସୁରକ୍ଷା ବଳୟରେ ରହିଛି। ପଞ୍ଚାୟତ ସମିତିରେ ୧୫୧ଟି ବୁଥରେ ୩୭୩୫୫…
Read More...

ଭାରସାମ୍ୟ ହରାଇ ଗଛକୁ ପିଟିଲା କାର, ୧ ମୃତ

ବଲାଙ୍ଗିର: ବଲାଙ୍ଗିରରୁ ଦେଓଗାଁ ଯାଉଥିବା ବେଳେ ଗୁରୁବାର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୫ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ବଲାଙ୍ଗିର ଭୀମ ଭୋଇ…
Read More...

ମମିତା ମେହେର ହତ୍ୟା ମାମଲା: ବଙ୍ଗୋମୁଣ୍ଡା ଜେଏମ୍‍ଏଫ୍‍ସି କୋର୍ଟରେ ୨ ଅଭିଯୁକ୍ତ ହାଜର

ବଲାଙ୍ଗିର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ବିଚାର ପ୍ରକ୍ରିୟା ଆରମ୍ଭ ହୋଇଛି। କଣ୍ଟାବାଞ୍ଜି କାରାଗାରରୁ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସହ ଅଭିଯୁକ୍ତ ତଥା ଚାଳକ ରାଧେଶ୍ୟାମ ଚଣ୍ଡିକୁ…
Read More...

ଜିଲାପାଳଙ୍କ ରାଜେନ୍ଦ୍ର ପାର୍କ, ଶିଶୁ ଉଦ୍ୟାନ ସହ ଜଳାଶୟ ପରିଦର୍ଶନ

ବଲାଙ୍ଗିର: ବଲାଙ୍ଗିର ଜିଲାପାଳ ଚଞ୍ଚଳ ରାଣା ଗୁରୁବାର ସକାଳୁ ରାଜେନ୍ଦ୍ର ପାର୍କ ଓ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ନିର୍ମାଣ କାର୍ଯ୍ୟର ଅଗ୍ରଗତି କ’ଣ ହୋଇଛି ତାହା ବୁଲି ଦେଖିଛନ୍ତି। ମାର୍ଚ୍ଚ ଶେଷ ସୁଦ୍ଧା କାର୍ଯ୍ୟ…
Read More...

ଆଖଣ୍ଡଳମଣିଙ୍କ ଜାଗରଯାତ୍ରାରେ ସର୍ବସାଧାରଣ ଦର୍ଶନ ପାଇଁ ବିଭିନ୍ନ ମହଲରୁ ଦାବି

ଆରଡି: ମାର୍ଚ୍ଚ ୧ରେ ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଜାଗରଯାତ୍ରା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ହେଲେ ଚଳିତବର୍ଷ ପୂର୍ବବର୍ଷ ପରି ଜାଗରଯାତ୍ରାରେ ସର୍ବସାଧାରଣ ଦର୍ଶନ ଉପରେ ରୋକ…
Read More...

ପ୍ରେମ ପାଇଁ ହତ୍ୟା; ୧୨ଦିନ ପରେ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ

ଗୁଡ଼ଭେଲା : ତୁଷୁରା ଥାନା ବିରାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କର୍ଲାଖମନ ଗାଁ ରାହୁଲ ନଦୀ ବରିଘାଟରେ ଶିକ୍ଷକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ବୁଧବାର ସନ୍ଧ୍ୟା ସମୟରେ ଠାବ ହୋଇଥିଲା । ଶରୀର ଅଣ୍ଟାରୁ ଉପରକୁ ପୋଡି ଯିବା ସହ…
Read More...

ୟୁକ୍ରେନରୁ ଝିଅକୁ ଫେରାଇ ଆଣିବେ କହି ଠକିନେଲେ ୪୨ ହଜାର

ବିଦିଶା: ମଧ୍ୟପ୍ରଦେଶରେ ବିଦିଶା ଜିଲାରେ ବାସ କରୁଥିବା ବୈଶାଳୀ ୱିଲ୍‌ସନ୍‌ ୟୁକ୍ରେନରେ ଫସି ରହିଥିବା ତାଙ୍କ ଝିଅକୁ ଫେରାଇ ଆଣିବାକୁ ନେଇ ଖୁବ୍‌ ଚିନ୍ତିତ। ହେଲେ ଏ କ୍ଷେତ୍ରରେ ତାଙ୍କୁ ସାହାଯ୍ୟ ମିଳିବା ତ ଦୂରର କଥା…
Read More...

ଖାଦ୍ୟ ଓ ଜଳ କଷ୍ଟରେ ଭାରତୀୟ ଛାତ୍ର ; ଉଦ୍ଧାର ପାଇଁ ଗୁହାରୀ

ନୂଆଦିଲ୍ଲୀ: ରୁଷ୍‌-ୟୁକ୍ରେନ ବିବାଦ ଏବେ ଯୁଦ୍ଧର ରୂପ ନେଇଛି। ୟୁକ୍ରେନ ଉପରେ ରୁଷ୍‌ ସାମରିକ ଆକ୍ରମଣ କରିଛି। ୟୁକ୍ରେନର ବିଭିନ୍ନ ସ୍ଥାନରେ ଗୁରୁବାର ସକାଳୁ ବିସ୍ଫୋରଣ ଚାଲିଛି। ଯୁଦ୍ଧ ମଧ୍ୟରେ ୟୁକ୍ରେନରେ ଫସି…
Read More...

ଯିଏ ଯେଉଁଠି ଅଛ ସେଇଠି ରୁହ: ଭାରତୀୟ ଦୂତାବାସ

ନୂଆଦିଲ୍ଲୀ: ରୁଷ୍‌ର ଆକ୍ରମଣ ପରେ ୟୁକ୍ରେନରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ଇତି ମଧ୍ୟରେ ୟୁକ୍ରେନରେ ରହୁଥିବା ଭାରତୀୟଙ୍କୁ ପରାମର୍ଶ ଦେଇଛି କିଭ୍‌ ସ୍ଥିତ ଭାରତୀୟ ଦୂତାବାସ। ବର୍ତ୍ତମାନର ପରିସ୍ଥିତି ଅତ୍ୟନ୍ତ…
Read More...

ବାଇକକୁ ଧକ୍କା ଦେଲା ଟ୍ରକ୍‌; ୨ ମୃତ

ବୌଦ୍ଧ : ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ବୌଦ୍ଧ ବ୍ଲକ ଅନ୍ତର୍ଗତ ତାଳସରଡା ପଞ୍ଚାୟତର ମାନେଶ୍ୱର ଛକଠାରେ ବାଇକକୁ ଏକ ଟ୍ରକ ଧକ୍କା ଦେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ସୂଚନା ମୁତାବକ, ତାଳସରଡା ଗ୍ରାମର…
Read More...

ଭୋଟ ଦେବାକୁ ଆସି ମହିଳାଙ୍କ ମୃତ୍ୟୁ

ଟିଟିଲାଗଡ଼: ପଞ୍ଚାୟତ ନିର୍ବାଚନ ପାଇଁ ମତଦାନର ଆଜି ଅନ୍ତିମ ପର୍ଯ୍ୟାୟରେ ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ଟିଟିଲାଗଡ଼ ଏବଂ ସଇଁତଲାରେ ମତଦାନ ହେଉଛି। ଇତି ମଧ୍ୟରେ ସଇଁତଲା ବ୍ଲକ କେରମେଲୀ ପଞ୍ଚାୟତ ଅନ୍ତର୍ଗତ ଲାଚୁଟ,…
Read More...

କରୋନାରୁ ସୁସ୍ଥ ହେବା ପରେ ବି ନିଅନ୍ତୁ ସ୍ବାସ୍ଥ୍ୟର ବିଶେଷ ଯତ୍ନ

କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ ପ୍ରତି ସଚେତନ ରହିବା ଆବଶ୍ୟକ। ସେହି ସମୟରେ ନିୟମିତ ଭାବେ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସିତ ହେବା ସହ ନିଜର ବିଶେଷ ଧ୍ୟାନ ରଖିବା ଉଚିତ। ତେବେ କିଛି ସଂକ୍ରମିତ ବ୍ୟକ୍ତି…
Read More...

ଭାରତୀୟ ସମାଜର ପ୍ରଗତି ପଥରେ ବାଧା ଦୂରୀକରଣ ପାଇଁ ଶିକ୍ଷା ହିଁ ଏକମାତ୍ର ମାଧ୍ୟମ

ଭୁବନେଶ୍ୱର: ସାମ୍ବାଦିକତା ହେଉଛି ଜ୍ଞାନର ଏକ ଅଂଶ। ଜଣେ ସାମ୍ବାଦିକ ନିଜର କଲମ ମାଧ୍ୟମରେ ସଦା ସର୍ବଦା ରାଷ୍ଟ୍ରର ଗଠନରେ ନିଜର ବହୁମୂଲ୍ୟ ଯୋଗଦାନ ଦେଇଥାଏ। କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ ଭାରତୀୟ ସମାଜ ଜାତି,…
Read More...

ବିଡିଓଙ୍କୁ ଅଟକ ରଖି​‌ଲେ ଗ୍ରାମବାସୀ

ପାତ୍ରପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ତୁମ୍ବା ପଞ୍ଚାୟତ ଧାଡିଆମ୍ବ ଆଦିବାସୀ ଗ୍ରାମରେ ଲୋକଙ୍କ ଭୋଟର ତାଲିକାରେ ନାମ ନଥିବାରୁ ମତଦାନରୁ ବଞ୍ଚିତ ହୋଇଥିଲେ। ଏହାର ପ୍ରତିବାଦରେ ବହୁ ଆଦିବାସୀ ବିଡିଓ ପ୍ରକାଶ…
Read More...

ନୱାବ ମଲିକ ଗିରଫ

ମୁମ୍ବାଇ: ଏନସିପି ନେତା ତଥା ମନ୍ତ୍ରୀ ନୱାବ ମଲିକଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)। ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମ୍‌ ସହ ସମ୍ପର୍କ ଓ ବେଆଇନ ଅର୍ଥ କାରବାର ମାମଲାରେ ବୁଧବାର ଇଡି ପ୍ରାୟ…
Read More...

ସୁନାଖଣ୍ଡିର ୧୪ନମ୍ବର ବୁଥରେ ୨୫ରେ ହେବ ସାନି ମତଦାନ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ନିୟମଗିରି ପାହାଡରେ ବସବାସ କରୁଥିବା ଆଦିମ ଡଙ୍ଗରିଆ କନ୍ଧଙ୍କ ୧୪ନମ୍ବର ୱାର୍ଡ ରାଇଲିମା ବୁଥରେ ୨୫ତାରିଖରେ ସାନି ମତଦାନ ଦେବ ବୋଲି…
Read More...

ଲୋକଙ୍କୁ ମିଳୁନି, ରାସ୍ତାରେ ଭାସୁଛି

ମୋହନା: ବସୁଧା ଯୋଜନା ମାଧ୍ୟମରେ ଗାଁଠାରୁ ସହର ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟକ୍ତି ଯେପରି ପାନୀୟ ଜଳ ପାଇପାରିବେ ଓ କେହି ମଧ୍ୟ ସେଥିରୁ ବଞ୍ଚିତ ନ ହେବେ ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ କଡା ନିର୍ଦ୍ଦେଶ…
Read More...

ଅଫଲାଇନ୍‌ରେ ହିଁ ହେବ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା

ନୂଆଦିଲ୍ଲୀ: ଅଫଲାଇନ ବୋର୍ଡ଼ ପରୀକ୍ଷା ବାତିଲ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ବୁଧବାର ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ କହିଛନ୍ତି ଯେ, ଏପରି ଆବେଦନ…
Read More...

ରୋଟାରୀ ସଂଗଠନର ୧୧୭ତମ ଜନ୍ମୋତ୍ସବ ପାଳନ

ବ୍ରହ୍ମପୁର: ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟ ତରଫରୁ ରୋଟାରୀ ସଂଗଠନର ୧୧୭ତମ ଜନ୍ମୋତ୍ସବ ବ୍ରହ୍ମପୁର ଆସିକା ରୋଡ୍ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ପାଳିତ ହୋଇଯାଇଛି । କ୍ଳବର ସଭାପତି କାମରାଜୁ…
Read More...

ନଓ୍ଵାବ ମଲିକଙ୍କୁ ଘରୁ ଉଠାଇନେଲା ଇଡି

ମୁମ୍ବାଇ: ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନ୍‌ସିପି ନେତା ନଓ୍ଵାବ ମଲିକଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଟିମ୍‌ ନିଜ କାର୍ଯ୍ୟାଳୟକୁ ନେଇଛି। ଇଡିର ଅଧିକାରୀ ବୁଧବାର ସକାଳେ ନଓ୍ଵାବ୍‌ ମଲିକଙ୍କ ଘରେ ପହଞ୍ଚିଥିଲା।…
Read More...

ପୁନଃ ମତଦାନ ଦାବି କଲେ ସମିତିସଭ୍ୟ ପ୍ରାର୍ଥିନୀ

ପିପିଲି: ମତଦାନ ସମୟରେ ବାଲାଟ ପେପରରୁ ସାଙ୍କେତିକ ଚିହ୍ନକୁ ଲୁଚାଇ ଦିଆଯାଇ ମତଦାତାଙ୍କୁ ବାଲାଟ ପେପର ଦିଆଯାଇଥିବା ନେଇ ଜଗନାଥପୁର ପଞ୍ଚାୟତର ସମିତିସଭ୍ୟ ପଦରେ ପ୍ରତିଦ୍ୱନ୍ଦିତା କରୁଥିବା ସୁପ୍ରିୟା ଜେନା ଗୁରୁତର…
Read More...

ପିପିଲି: ଶାନ୍ତି ଶୃଙ୍ଖଳା ସହ ସରିଲା ମତଦାନ

ପିପିଲି: ପିପିଲି ବ୍ଲକରେ ମଙ୍ଗଳବାର ଶାନ୍ତି ଶୃଙ୍ଖଳାର ସହ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହୋଇଯାଇଛି। ଏହି ବ୍ଲକର ୨୫ଟି ପଞ୍ଚାୟତରେ ଥିବା ୩୫୪ଟି ମତଦାନ କେନ୍ଦ୍ରରେ ଭୋଟରମାନେ ସେମାନଙ୍କ…
Read More...

ଗୋଦାମ ଘରେ ପଡ଼ିରହି ଖତ ଖାଉଛି ଦିବ୍ୟାଙ୍ଗଙ୍କ ସାମଗ୍ରୀ

ମୋହନା: ରାଜ୍ୟ ସରକାର ବିକାଶର ରଥକୁ ଦ୍ରୁତ ଗତିରେ ଆଗକୁ ନେଉଥିବା ବେଳେ ପ୍ରଶାସନର ଅବହେଳା କାରଣରୁ ତଳ ସ୍ତରର ଲୋକଙ୍କ ନିକଟରେ ସେହି ଫାଇଦା ପହଞ୍ଚି ନପାରି ହରିଲୁଟ ହେବାରେ ଲାଗିଛି। ଏଭଳି ଏକ ଘଟଣା ଦେଖିବାକୁ…
Read More...

ଏମ୍‌ସ ଭୁବନେଶ୍ୱରରେ ବାର୍ଦ୍ଧକ୍ୟ ରୋଗଜନିତ ଚିକିତ୍ସା ସମ୍ପର୍କୀତ ରାଜ୍ୟସ୍ତରୀୟ ତାଲିମ କାର୍ଯ୍ୟକ୍ରମ

ଭୁବନେଶ୍ୱର: ୨୦୩୧ ସୁଦ୍ଧା ଭାରତର ମୋଟ ଜନସଂଖ୍ୟାର ୧୩.୧ ପ୍ରତିଶତ ବରିଷ୍ଠ ନାଗରିକଙ୍କୁ ନେଇ ପୂରଣ ହେବ। ତେଣୁ, ଜିଲ୍ଲା ତଥା ତୃଣମୂଳସ୍ତରରେ ଥିବା ମାନବସମ୍ବଳ ଏବଂ ଭିତ୍ତିଭୂମିକୁ ସଠିକ ବିନିଯୋଗପୂର୍ବକ ବରିଷ୍ଠ…
Read More...

୨୦ ବର୍ଷ ପ୍ରତୀକ୍ଷା: ମାଓଗଡ଼ର ଭୋଟରଙ୍କ ହାତରେ ଲାଗିଲା କାଳି, ବୁଲେଟରେ ନୁହେଁ ବାଲଟରେ ବାଛିଲେ ନିଜ ପ୍ରତିନିଧି

ଭବାନୀପାଟଣା /ଲାଞ୍ଜିଗଡ: ଗଣତନ୍ତ୍ରର ମହାପର୍ବରେ ସାଧାରଣ ଜନତା ନିଜର ବହୁମୂଲ୍ୟ ମତ ସାବ୍ୟସ୍ତ କରି ନିଜର ଜନ ପ୍ରତିନିଧିଙ୍କୁ ନିର୍ବାଚିତ କରନ୍ତି । କିନ୍ତୁ ଦୀର୍ଘ ୨୦ ବର୍ଷ ଧରି କେତେବେଳେ ଗ୍ରାମବାସୀମାନେ…
Read More...

ଭୋଟ ଗଣତି ଶାନ୍ତି ଶୃଙ୍ଖଳାରେ କରିବା ପାଇଁ ବ୍ଲକ ନିର୍ବାଚନ ଅଧିକାରୀଙ୍କୁ ଦାବି ପତ୍ର

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକରେ ଶାନ୍ତି ଶୃଙ୍ଖଳାର ସହ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଛି । ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଓ ଏସପି ଜୟରାମ ଶତପଥୀଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ପ୍ରଶାସନ କର୍ତ୍ତବ୍ୟ ନିଷ୍ଠ ଭାବେ…
Read More...

ମାଆ ସାମ୍ନାରେ ଭାଇକୁ ହତ୍ୟା କଲା ଭାଇ

ଗାଜିପୁର: ଉତ୍ତରପ୍ରଦେଶର ଗାଜିପୁର ଜିଲାର ମରଦହ ଥାନା ଅନ୍ତର୍ଗତ ଡୋଡସର ଗାଁରେ ବଡ଼ ଭାଇକୁ ପିଟି ପିଟି ହତ୍ୟା କରିଛି ସାନ ଭାଇ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।…
Read More...

କାଲିମେଲା: ୨୩ ଗ୍ରାମପଞ୍ଚାୟତରେ ଚତୁର୍ଥ ପର୍ଯ୍ୟାୟ ମଦଦାନ ଶେଷ

ମାଲକାନଗିରି: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ମତଦାନ କାର୍ଯ୍ୟ ଶେଷ ହୋଇଛି । ବିଭିନ୍ନ ବୁଥରେ ଶାନ୍ତି ଶୃଙ୍ଖଳାର ସହ ଭୋଟ ଗ୍ରହଣ କାର୍ଯ୍ୟ ସମାପନ ହୋଇଥିବା ବେଳେ…
Read More...

ରାମ ରହିମକୁ ଜେଡ଼୍‌ ପ୍ଲସ୍‌ ସୁରକ୍ଷା

ଚଣ୍ଡିଗଡ଼: ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମକୁ ଜେଡ଼୍‌ ପ୍ଲସ୍‌ ସୁରକ୍ଷା ପ୍ରଦାନ କରାଯାଇଛି। ଖଲିସ୍ତାନ ସମର୍ଥକଙ୍କ ପକ୍ଷରୁ ରାମ ରହିମ ଜୀବନ ପ୍ରତି ବିପଦ ଥିବା ଗୃହ ମନ୍ତ୍ରଣାଳୟରୁ ସୂଚନା ମିଳିବା ପରେ…
Read More...

ଗୁଡଭେଲାରେ ୧୦ଟା ୩୦ ସୁଦ୍ଧା ୫୦ ପ୍ରତିଶତ ମତଦାନ

ଗୁଡଭେଲା: ଗୁଡଭେଲା ପଞ୍ଚାୟତ ସମିତିରେ ଚତୁର୍ଥ ପର୍ଯ୍ୟାୟରେ ମତଦାନ ଜାରି ରହିଛି। ବ୍ଳକର ୧୩ଟି ପଞ୍ଚାୟତର ୧୫୧ଟି ବୁଥରେ ଦିନ ୧୦ଟା ୩୦ ସୁଦ୍ଧା ୫୦ ପ୍ରତିଶତ ମତଦାନ ହୋଇଥିବା ବ୍ଳକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।…
Read More...

ବିଜେପି ପ୍ରାର୍ଥିନୀଙ୍କ ପାଇଁ ପ୍ରଚାର ମଇଦାନରେ ପୂର୍ବତନ ମନ୍ତ୍ରୀ

କଲମପୁର: ଶେଷ ହେଇ ଆସୁଛି ନିର୍ବାଚନ ପ୍ରଚାର ସମୟ ଅବଧି। ପ୍ରାର୍ଥୀମାନେ ନିଜର ସମସ୍ତ କଳ କୌଶଳ ବିନିଯୋଗ କରି ମତଦାତାଙ୍କ ବିଶ୍ୱାସ ଭାଜନ ହେବା ପାଇଁ ପ୍ରୟାସ କରୁଛନ୍ତି। ମତଦାତାଙ୍କୁ ଆକୃଷ୍ଟ କରିବାପାଇଁ ବିଭିନ୍ନ…
Read More...

ବାଇକ ଶୋଭାଯାତ୍ରାରେ କଲମପୁର ଜିଲାପରିଷଦ ଜୋନ ୨ର କଂଗ୍ରେସ ପ୍ରାର୍ଥିନୀଙ୍କ ଭୋଟ ପ୍ରଚାର

କଲମପୁର: କଲମପୁର ଜିଲ୍ଲା ପରିଷଦ ଜୋନ ୨ର କଂଗ୍ରେସ ପ୍ରାର୍ଥିନୀ କେତକୀ ପଟେଲ ନିଜ ବିଜୟ ପାଇଁ ଘରକୁ ଘର ବୁଲି ପ୍ରଚାର କରୁଥିବା ବେଳେ ସୋମବାର ବଙ୍କାପଲାଠାରୁ ଚୁରାଗାଁ ପର୍ଯ୍ୟନ୍ତ ଏକ ବାଇକ ଶୋଭାଯାତ୍ରା ମାଧ୍ୟମରେ…
Read More...

ନାଳରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

କଲମପୁର: କଲମପୁର ଓ ଜୟପାଟଣା ବ୍ଲକର ସୀମାନ୍ତ ଭଇଁରୀ ଭିର୍କାପଡାର ଏକ ଜମି ନାଳରେ ଜଣେ ଅଜଣା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତଦେହକୁ ଦେଖି ଜମି ମାଲିକ ତୁରନ୍ତ ବଡକୁଟୃ ପୁଲିସ ଫାଣ୍ଡିକୁ ସୁଚନା ଦେଇଥିଲେ।…
Read More...

ଡମପଡା: ଚତୁର୍ଥ ପର୍ଯ୍ୟାୟରେ ୨୬୨ ବୁଥରେ ହେବ ମତଦାନ, ୧୦୪୮ ପୁଲିଂ ଅଧିକାରୀ ଓ ସୁରକ୍ଷାକର୍ମୀ ନିୟୋଜିତ

ବାଙ୍କୀ: ବାଙ୍କୀ ନିର୍ବାଚନ ମଣ୍ଡଳୀର ଡମପଡା ବ୍ଲକର ୨୬୨ଟି ବୁଥରେ ମଙ୍ଗଳବାର ଚତୁର୍ଥ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ ସୋମବାର ସକାଳ ୮ଟାଠାରୁ ଅପରାହ୍ନ ୩ଟା ସୁଦ୍ଧା ବ୍ଲକର ୧୭ଟି ପଞ୍ଚାୟତର ୨୬୨ ବୁଥ୍‍କୁ…
Read More...

କଲ୍ୟାଣସିଂହପୁରରେ ୮୦.୧୨ପ୍ରତିଶତ ମତଦାନ

କଲ୍ୟାଣସିଂହପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ୮୦.୧୨ପ୍ରତିଶତ ମତଦାନ ହୋଇଛି । ବ୍ଲକର ୧୪ଟି ପଞ୍ଚାୟତରେ ୧୭୦ ବୁଥରେ ୪୫୫୭୬ ଜଣ ଭୋଟରଙ୍କ ମଧ୍ୟରୁ…
Read More...

ବିଷାକ୍ତ ମଦର ତାଣ୍ଡବ: ୭ ମୃତ, ୧୨ରୁ ଊର୍ଦ୍ଧ୍ବ ଅସୁସ୍ଥ

ଆଜମଗଡ଼: ଉତ୍ତରପ୍ରଦେଶର ଆଜମଗଡ଼ ଜିଲାରେ ପୁଣି ଥରେ ବିଷାକ୍ତ ମଦର ତାଣ୍ଡବ ଦେଖିବାକୁ ମିଳିଛି। ବିଷାକ୍ତ ମଦ ପିଇ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଊର୍ଦ୍ଧ୍ବ ଲୋକ ଅସୁସ୍ଥ ଅଛନ୍ତି। ଏହି…
Read More...

କାଶ୍ମୀର ପଣ୍ଡିତଙ୍କ ଯନ୍ତ୍ରଣାର କାହାଣୀ ‘ଦି କାଶ୍ମୀର ଫାଇଲ୍ସ’: ଦେଖନ୍ତୁ ଟ୍ରେଲର

ମୁମ୍ବଇ: ‘ଦି ତାଶକେଣ୍ଟ ଫାଇଲ୍ସ’ର ସଫଳତା ପରେ ନିର୍ମାତା ଏବେ କାଶ୍ମୀର ନରସଂହାର ପୀଡ଼ିତଙ୍କ ସତ୍ୟ ଘଟଣା ଉପରେ ଆଧାରିତ ଆଉ ଏକ ହୃଦୟସ୍ପର୍ଶୀ ଚଳଚ୍ଚିତ୍ର ଭେଟି ଦେବାକୁ ଯାଉଛନ୍ତି। ସେ ସମୟରେ କାଶ୍ମୀରରେ…
Read More...

ଚାକିରି ବାହାନାରେ ଡାକିଲେ; ପ୍ରତି ମାସ ରକ୍ତ ଶୋଷିଲେ

ନୂଆଦିଲ୍ଲୀ: ଚୀନର ଜଣେ ୩୧ ବର୍ଷୀୟ ବ୍ୟକ୍ତି ଚାକିରି ନାଁରେ ଠକାମୀର ଶିକାର ହୋଇଛନ୍ତି। ଏହାପରେ ତାଙ୍କ ସହ ଯାହା ଘଟିଛି ଶୁଣିଲେ ଲୋମ ଟାଙ୍କୁରି ଉଠିବ। ଚାକିରୀ ବାହାନାରେ ତାଙ୍କୁ ଅପହରଣ କରି ଅପହରଣକାରୀ ଗତ ୬ ମାସ…
Read More...

୨୨ରେ ଚତୁର୍ଥ ପର୍ଯ୍ୟାୟ ଭୋଟ୍‍: ଡମପଡା ବ୍ଲକର ୨୬୨ ବୁଥ୍‌ରେ ମତଦାନ କରିବେ ୭୬,୬୭୩ଜଣ

ବାଙ୍କୀ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଫେବୃଆରୀ ୨୨ ତାରିଖରେ ଅନୁଷ୍ଠିତ ହେବ। ଡମପଡା ବ୍ଲକର ୩୭ ଓ ୩୮ ନମ୍ବର ଜୋନ୍‌ର ୧୭ଟି ପଞ୍ଚାୟତର ୨୬୨ ବୁଥରେ ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ…
Read More...

ବାଙ୍କୀ: ଜିଲ୍ଲାପରିଷଦ ଜୋନ୍‍ ୩୭ରେ କଂଗ୍ରେସର ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା

ବାଙ୍କୀ: ଫେବୃଆରୀ ୨୨ ତାରିଖରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ବାଙ୍କୀ ନିର୍ବାଚନ ମଣ୍ଡଳୀର ଡମପଡା ବ୍ଲକର ୩୭ ନମ୍ବର ଓ ୩୮ ନମ୍ବର ଜୋନରେ ଅନୁଷ୍ଠିତ ହେବ। ୨୬୨ ମତଦାନ କେନ୍ଦ୍ରରେ…
Read More...

୨୨ରେ ପିପିଲି ବ୍ଲକରେ ଭୋଟ: ସରିଲା ପ୍ରଚାର, ୩୫୪ ବୁଥରେ ପହଞ୍ଚିଲେ ପୋଲିଂ ପାର୍ଟି

ପିପିଲି: ଚତୁର୍ଥ ପର୍ଯ୍ୟାୟରେ ଆସନ୍ତା ୨୨ ତାରିଖରେ ପିପିଲି ବ୍ଳକର ୩ଟି ଜିଲା ପରିଷଦ ଜୋନ୍‍ ଓ ୨୫ଟି ପଞ୍ଚାୟତରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ରବିବାର ନିର୍ବାଚନୀ ପ୍ରଚାର ଶେଷ ହୋଇଛି।…
Read More...

ଗଣମାଧ୍ୟମ ଉପରେ ବାରମ୍ବାର ଆକ୍ରମଣ ଆମ ରାଜ୍ୟ ପାଇଁ ଶୁଭଙ୍କର ନୁହେଁ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ଉପରେ ବାରମ୍ବାର ଆକ୍ରମଣ ଆମ ରାଜ୍ୟ ପାଇଁ ଶୁଭଙ୍କର ନୁହେଁ ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଟ୍ୱିଟ୍…
Read More...

ଲିଖିତ ପ୍ରତିଶୃତି ପରେ ଭୋଟ ବାକ୍ସ ଫେରାଇଲେ ଡଙ୍ଗରିଆ କନ୍ଧ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ରାଇଲିମାଠାରେ ୧୪ ନମ୍ବର ବୁଥରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଚାଲିଥିବା ବେଳେ ଡଙ୍ଗରିଆ କନ୍ଧମାନେ ନେଇଯାଇଥିବା ଭୋଟ ବାକ୍ସକୁ…
Read More...

ଭୋଟ ସାରି ଫେରୁଥିବା ବେଳେ ଓଲଟିଲା ପୋଲିଂ ପାର୍ଟି ଗାଡ଼ି; ୩ ଆହତ

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ ପୋଲିଂ ପାର୍ଟି ଭୋଟ ସାରି ଫେରୁଥିବା ବେଳେ କେସ୍କାପାଡି ଘାଟିରେ କମାଣ୍ଡର ଜିପ ଓଲଟି ପଡିବାରୁ ୩ ଜଣ ଆହତ ହୋଇଛନ୍ତି। ଏହି ବ୍ଲକର ପିପଳପଦର ପଞ୍ଚାୟତର…
Read More...

ତ୍ରିପୁରା ସରକାରଙ୍କ କଡ଼ା ନିର୍ଦେଶ: ବିଦ୍ୟାଳୟ ପରିସରରେ ହୋଇପାରିବନି ରାଜନୈତିକ କାର୍ଯ୍ୟକ୍ରମ

ଅଗରତାଲା: ତ୍ରିପୁରା ସରକାର ଏକ ବଡ଼ ପଦକ୍ଷେପ ସ୍ବରୂପ ରାଜ୍ୟର ସମସ୍ତ ବିଦ୍ୟାଳୟ ପରିସରରେ ରାଜନୈତିକ କାର୍ଯ୍ୟକ୍ରମ ଆୟୋଜନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ,…
Read More...

ପଞ୍ଜାବ ନିର୍ବାଚନ: ସୋନୁ ସୁଦ୍‌ଙ୍କ ଗାଡ଼ି ଜବତ କଲେ ନିର୍ବାଚନ ଆୟୋଗ

ଚଣ୍ଡିଗଡ଼: ପଞ୍ଜାବରେ ରବିବାର ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି।  ସକାଳ ୮ଟାରୁ ଆରମ୍ଭ ହୋଇଥିବା ମତଦାନ ବର୍ତ୍ତମାନ ସୁଦ୍ଧା ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି କିନ୍ତୁ ନିର୍ବାଚନ ଆୟୋଗ ସମ୍ପୂର୍ଣ୍ଣ ସତର୍କ…
Read More...

ନିୟମଗିରି ଡଙ୍ଗରିଆ ଦେଲେ ଭୋଟ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଜି ତୃତୀୟ ପର୍ଯ୍ୟାୟରେ ନିୟମଗିରି ପାହାଡ ପାର୍ଶାଲି ପଞ୍ଚାୟତର ଆଦିମ ଡଙ୍ଗରିଆ ମହିଳା ଓ ପୁରଷମାନେ ନିଜନିଜର ମତଦାନ…
Read More...

ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ: ମାଓବାଦୀଙ୍କ ଦ୍ଵାରା ଖଞ୍ଜା ଯାଇଥିବା ଟିଫିନ ବୋମା ଉଦ୍ଧାର

କଲ୍ୟାଣସିଂହପୁର: ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ମତଦାନ ଅବସରରେ ରାୟଗଡ଼ା ପୁଲିସକୁ ମିଳିଛି ଏକ ବଡ଼ ସଫଳତା। କଲ୍ୟାଣସିଂହପୁରଠାରୁ ପାରସାଲି ଯିବା ରାସ୍ତାରେ ନିୟମଗିରି ପାହାଡ଼ ତଳ ଏକ କଲଭେଟ ନିକଟ ପଥର ଗଦାରୁ…
Read More...

ଦୁଃଖଦ: ଭାରସାମ୍ୟ ହରାଇ ନଦୀକୁ ଖସିଲା ବରଯାତ୍ରୀ ଗାଡ଼ି, ବର ସମେତ ୯ ମୃତ

କୋଟା: ରାଜସ୍ଥାନର କୋଟା ଜିଲାରେ ରବିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବରଯାତ୍ରୀ ଗାଡ଼ି ଭାରସାମ୍ୟ ହରାଇ କୋଟାର ନୟାପୁରା କଲଭର୍ଟରୁ ଚମ୍ବଲ ନଦୀକୁ ଖସିପଡ଼ିବା ଫଳରେ ୯ ଜଣଙ୍କର ମୃତ୍ୟୁ ଘଟିଛି।…
Read More...

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀ ମୃତ

ଅମ୍ବାଭୋନା: ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଳକ ଲଖନପୁର ବନ୍ୟ ପ୍ରାଣୀ ଅଧିନସ୍ଥ ଡେବ୍ରିଗଡ ଅଭୟାରଣ୍ୟ ଅନ୍ତର୍ଗତ ଅଲେଖପୁର ଗ୍ରାମରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ହାତୀର ମୃତ୍ୟୁ ଘଟିଛି। ଏଠାରେ ସୂଚନାଯୋଗ୍ୟ ଯେ,…
Read More...

ପିକଅପ୍ ଗାଡି ଓଲଟି ଜଣେ ମୃତ, ୬ ଗୁରୁତର

ମୋହନା: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଜିରାଙ୍ଗ ପଞ୍ଚାୟତ ନିକଟ ଡରବା ଗାଁକୁ ଏକ ଭୋଜିରେ ଯୋଗ ଦେଇ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପଙ୍କାଳ ଗ୍ରାମକୁ ଏକ ମାକ୍ସ ପିକ ଅପ ଗାଡି ଯୋଗେ ଫେରୁଥିବା ବେଳେ ରା.ଉଦୟଗିରି…
Read More...

ଧାମରା ଅଞ୍ଚଳରେ ୩ଟି ସ୍ଥାନରେ ବୁଥ ର‍ିଗିଂ, ପୁଲିସ ନୀରବଦ୍ରଷ୍ଟା

ଧାମରା: ଧାମରା ଅଞ୍ଚଳରେ ଶୁକ୍ରବାର ଅନୁଷ୍ଠିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସମୟରେ କିଛି ଅଂଚଳରେ ବୁଥ ର‍ିଗିଂ ହୋଇଥିବା ଜଣାଯାଇଛି। ଏଥି ମଧ୍ୟରୁ ଧାମରା ପଂଚାୟତରେ ଥିବା ଗୋବିନ୍ଦପୁରରେ ୯ ଏବଂ ୧୦ନଂ ଓ୍ବାର୍ଡରେ…
Read More...

ଧାମରାରୁ ଅପହୃତ ଗୁରୁପଦ ୧୯ଘଣ୍ଟା ପରେ ଭଦ୍ରକରୁ ଫେରିଲେ

ଧାମରା: ଧାମରା ପଂଚାୟତରୁ ଗତ ୧୬ ତାରିଖ ରାତିରେ ଅପହୃତ ହୋଇଥିବା ଗୁରୁପଦ ଦୀର୍ଘ ୧୯ଘଣ୍ଟା ପରେ ଧାମରାକୁ ଫେରିଛନ୍ତି। ଏ ନେଇ ଧାମରା ବିକାଶ ମଂଚ ପକ୍ଷରୁ ଡିଆଇ ରୋଡଠାରେ ଧାମରା-ଭଦ୍ରକ ରାସ୍ତାକୁ ଦୀର୍ଘ ୩ଘଣ୍ଟା ବନ୍ଦ…
Read More...

ରାମନାଗୁଡା: ଶାନ୍ତିପୂର୍ଣ୍ଣ ଭାବେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ

ରାମନାଗୁଡା: ରାୟଗଡା ଜିଲ୍ଲା ଗୁଣୁପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାମନାଗୁଡା ବ୍ଲକରେ ୧୫୬ ଟି ଵୁଥରେ ଶାନ୍ତି ପୂର୍ଣ୍ଣ ଭାବେ ତ୍ରିସ୍ତରୀୟ ନିର୍ବାଚନ ମତଦାନ କାର୍ଯ୍ୟ ସମାପନ ହୋଇଯାଇଛି। କିନ୍ତୁ ଦୁର୍ଭାଗ୍ୟର ବିଷୟ…
Read More...

ବାଙ୍କୀ: ୩୫ନଂ ଜୋନରେ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କ ପ୍ରଚାର କାର୍ଯ୍ୟ

ବାଙ୍କୀ: ବାଙ୍କୀ ନିର୍ବାଚନ ମଣ୍ଡଳୀର ୩୫ନଂ ଜୋନ ବ୍ରହ୍ମପୁରାରେ ଶୁକ୍ରବାର ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଜିଲ୍ଲାପରିଷଦ ସଦସ୍ୟ ସଞ୍ଜୟ ପାତ୍ର, ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥିନୀ ସତ୍ୟଭାମା…
Read More...

ତୁଳସୀପୁର ପଞ୍ଚାୟତରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାରରେ ବିଧାୟକ ଦେବୀରଞ୍ଜନ

ବାଙ୍କୀ: ୩ ଦିନ ପରେ ବାଙ୍କୀ ନିର୍ବାଚନ ମଣ୍ଡଳୀର ଡମପଡା ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏବେ ପ୍ରତି ପଞ୍ଚାୟତରେ ପ୍ରତିଦ୍ୱନ୍ଦୀମାନଙ୍କର ପ୍ରଚାର କାର୍ଯ୍ୟ ଯୋର ଧରିଛି। ୧୭ଟି ପଞ୍ଚାୟତର ୨୬୨ଓାର୍ଡର ୭୬ହଜାର…
Read More...

ବାଙ୍କୀ: ୩୭ନଂ ଜୋନ ନିର୍ବାଚନୀ ପ୍ରଚାରରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି

ବାଙ୍କୀ: ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଶୁକ୍ରବାର ପୂର୍ବାହ୍ନରେ ବାଙ୍କୀ ଗସ୍ତରେ ଆସି ଦଳ ସମର୍ଥିତ ପ୍ରାର୍ଥୀମାନଙ୍କ ପାଇଁ ଭୋଟ ପ୍ରଚାର କରିଛନ୍ତି। ବାଙ୍କୀ ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢୀଙ୍କ…
Read More...

ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ

ଭୁବନେଶ୍ବର: ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କୋରାପୁଟ ଜିଲା ସୁନାବେଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ରଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ଚଢାଉ କରିଛି। ଖୋର୍ଦ୍ଧା, ଗଜପତି,…
Read More...

ଓଦା ଟଙ୍କାକୁ ବ୍ୟାଙ୍କ ବଦଳାଇବ କି ନାହିଁ? ଜାଣନ୍ତୁ କ’ଣ ରହିଛି ଆରବିଆଇ ନିୟମ

ମୁମ୍ବଇ: ସାଧାରଣତଃ ଖରାପ ହୋଇଯାଇଥିବା ନୋଟ୍‌କୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଥାଏ। ବହୁବାର କୌଣସି କାରଣବସତଃ ନୋଟ୍‌ ଖରାପ ହୋଇଯାଇଥାଏ। ଏମିତିରେ ଯଦି ସେହି ନୋଟର ମୂଲ୍ୟ ଅଧିକ ହୋଇଥାଏ ତାହେଲେ ସମସ୍ୟା ଅଧିକ…
Read More...

ବଚ୍ଚନ ପାଣ୍ଡେ ଟ୍ରେଲର: ପ୍ରଥମ ଥର ପାଇଁ ଭୟଙ୍କର ଅବତାରରେ ଅକ୍ଷୟ

ମୁମ୍ବଇ: ଅକ୍ଷୟ କୁମାର ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ବଚ୍ଚନ ପାଣ୍ଡେ’ର ଟ୍ରେଲର ଶୁକ୍ରବାର ରିଲିଜ୍‌ ହୋଇଛି। ଏହି ଟ୍ରେଲରରେ ପ୍ରଥମ ଥର ପାଇଁ ଅକ୍ଷୟଙ୍କ ଭୟଙ୍କର ରୂପ ଦେଖିବାକୁ ମିଳିଛି। ଫିଲ୍ମରେ ତାଙ୍କ ସହ ଅରଶଦ…
Read More...

ରାସ୍ତାରେ ଥିବା ଖାଲରେ ପଡି ଡେପୁଟି ରେଞ୍ଜର ମୃତ; ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

ବନ୍ତଳା: ବନ୍ତଳା ଥାନା ଅନ୍ତର୍ଗତ ସାରଙ୍ଗପୁର ବଉଳି ପୋଲ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ଅନୁଗୁଳ ବନଖଣ୍ଡରେ କାର୍ଯ୍ୟରତ ଥିବା ଡେପୁଟି ରେଞ୍ଜର ଜୟନ୍ତ କୁମାର ସାହୁ(୪୧)ଙ୍କ ମୃତ୍ୟୁ ଘଟିଛି।…
Read More...

ଏସବୁ ବଦଭ୍ୟାସ ବଢାଏ ମୋଟାପଣ

ଆଜିକାଲି ସମସ୍ତେ ଏକ ସୁସ୍ଥ ତଥା ସୁନ୍ଦର ଚେହେରା ପାଇଁ ଆଶାୟୀ। ଏଥିପାଇଁ ଅନେକ ପରିଶ୍ରମ ଏବଂ ଅନେକ ଟଙ୍କା ଖର୍ଚ୍ଚ କରି ମଧ୍ୟ କିଛି ଲୋକଙ୍କ ମୋଟାପଣ ବଢିବାରେ ଲାଗୁଛି। କିନ୍ତୁ ସେମାନେ ଜାଣନ୍ତି ନାହିଁ ଯେ,…
Read More...

ଧାମରା ପଞ୍ଚାୟତରେ ଶାସକ ଦଳର ଦାଦାଗିରିକୁ ନେଇ ଧାମରା-ଭଦ୍ରକ ରାସ୍ତା ରୋକ

ଧାମରା: ଧାମରା ପଞ୍ଚାୟତରେ ଶାସକ ଦଳର ଦାଦାଗିରୀ ଅସହ୍ୟ ହୋଇ ପଡିଛି। ଏହାର ଜବାବରେ ବିରୋଧୀ ଦଳ ଧାମରା ବିକାଶ ମଞ୍ଚ ଆଜି ଧାମରା-ଭଦ୍ରକ ରାଜରାସ୍ତାକୁ ଦୀର୍ଘ ୩ଘଣ୍ଟା ବନ୍ଦ କରି ରଖିଥିଲେ, ପରେ ପୁଲିସ ପ୍ରଶାସନର…
Read More...

ତାରାମଣୀଙ୍କ ପାଇଁ ଭୋଟ ମାଗିଲେ ବୌଦ୍ଧ ବିଧାୟକ

ହରଭଙ୍ଗା: ହରଭଙ୍ଗା ବ୍ଲକର ୮ନଂ ଜିଲ୍ଲାପରିଷଦ ଜୋନର ପୁରୁଣାକଟକ, ଚାରିଛକ ବଜାରରେ ଗୁରୁବାର ବିଜେଡି ପକ୍ଷରୁ ମାରାଥନ ପ୍ରଚାର କରାଯାଇଛି। ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ୍‍ଙ୍କ ନେତୃତ୍ୱରେ ପୁରୁଣାକଟକ, ଚାରିଛକର…
Read More...

କଲ୍ୟାଣସିଂହପୁରରେ ୫୩ଟି ସମ୍ବେଦନଶୀଳ ଓ ୩୫ଟି ଅତିସମ୍ବେଦନଶୀଳ ବୁଥ୍

କଲ୍ୟାଣସିଂହପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଚଳିତ ମାସ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । କଲ୍ୟାଣସିଂହପୁର ବ୍ଲକରେ ନିର୍ବାଚନ ସରଗରମ ଥିବା ବେଳେ ମାଓବାଦୀଙ୍କ ଗତିବିଧିକୁ…
Read More...

ଚିକିଟି: ଦ୍ୱିତୀୟ ପର୍ଯ୍ୟାୟ, ସମସ୍ତେ ପ୍ରସ୍ତୁତ

ଚିକିଟି: ଚିକିଟିରେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ମତଦାନ ଅନୁଷ୍ଠିତ ହେବ। ମତ ଦାନ ପାଇଁ ଚିକିଟି ବ୍ଲକରେ ୧୨୧ ଗୋଟି ଗାଁରେ ୨୪୬ ଗୋଟି ବୁଥ କରାଯାଇଛି । ୯୨,୯୩୭ ହଜାର ମୋଟ ଭୋଟରରୁ ପୁରୁଷ ଭୋଟର ୪୬,୯୫୩…
Read More...

ବିଜେଡି ଅହିଂସାରେ ବିଶ୍ୱାସ କରେ, ହାରିବା ଭୟରେ ନିର୍ବାଚନୀ ହିଂସାକୁ ଆଶ୍ରୟ କରିଛି ବିଜେପି : ସସ୍ମିତ ପାତ୍ର

ରାଉରକେଲା : ବିଜେଡି ଅହିଂସାରେ ବିଶ୍ୱାସ କରେ ଏବଂ ଏହାର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅହିଂସାର କଥା କୁହନ୍ତି। କିନ୍ତୁ ପଞ୍ଚାୟତ ନିର୍ବାଚନ ହାରିବା ଭୟରେ ବିଜେପି ହିଂସାକୁ ଆଶ୍ରୟ କରିଛି ଓ ରକ୍ତ ମୁଖା…
Read More...

ଭିଜିଲାନ୍ସ ଜାଲରେ ଟ୍ୟାକ୍ସ କଲେକ୍ଟର

ଭୁବନେଶ୍ବର: ଭିଜିଲାନ୍ସ ହାତରେ ଧରାପଡ଼ିଲେ ବରଗଡ଼ ଜିଲା ପଦମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଟ୍ୟାକ୍ସ କଲେକ୍ଟର ଦିନବନ୍ଧୁ ପଣ୍ଡା। ଗୁରୁବାର ଜଣେ ବ୍ୟକ୍ତିଙ୍କଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ…
Read More...

ଏନ୍‌ଏସ୍‌ଇର ପୂର୍ବତନ ଏମଡି ଚିତ୍ରା ରାମକୃଷ୍ଣାଙ୍କ ଘରେ ଆୟକର ବିଭାଗ ଚଢ଼ାଉ

ମୁମ୍ବଇ: ଆୟକର ବିଭାଗର ତଦନ୍ତକାରୀ ଶାଖା ଗୁରୁବାର ନ୍ୟାସ୍‌ନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ୍‌(ଏନ୍‌ଏସ୍‌ଇ)ର ପୂର୍ବତନ ପରିଚାଳନା ନିର୍ଦେଶିକା ଚିତ୍ରା ରାମକୃଷ୍ଣାଙ୍କ ମୁମ୍ବଇ ସ୍ଥିତ ଘରେ ଚଢ଼ାଉ କରିଛି। ସେ ଓ ତାଙ୍କ ଅନ୍ୟ…
Read More...

ଅନ୍ତିମ ଯାତ୍ରାରେ ବପ୍ପି ଦା…

ମୁମ୍ବଇ: ବଲିଉଡ଼ ଡିସ୍କୋ କିଙ୍ଗ୍‌ ବପ୍ପି ଲାହିରୀଙ୍କୁ ଆଜି ଅନ୍ତିମ ବିଦାୟ ଦିଆଯାଉଛି। ଶେଷ ଯାତ୍ରା ଆରମ୍ଭ ହେବା ମାତ୍ରେ ଗାୟକଙ୍କ ଝିଅ ଭୋ ଭୋ କାନ୍ଦିବାକୁ ଲାଗିଥିଲେ। ଲାହିରୀ ହାଉସରୁ ବପ୍ପି ଦା’ଙ୍କ ପାର୍ଥିବ…
Read More...

ବିଶିଷ୍ଟ କବି ହରପ୍ରସାଦ ପରିଛା ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ବର: ବିଶିଷ୍ଟ କବି ହରପ୍ରସାଦ ପରିଛା ପଟ୍ଟନାୟକଙ୍କ ପରଲୋକ ଘଟିଛି। ବୁଧବାର ଭୁବନେଶ୍ବର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।
Read More...

ପୋଲିଂ ବୁଥ୍ ଅଭିମୁଖେ କର୍ମଚାରୀ: ପ୍ରସ୍ତୁତି ଜୋରଦାର ,୧୮ରେ ହେବ ଭାଗ୍ୟ ପରୀକ୍ଷା

ରାମନାଗୁଡା: ରାୟଗଡ଼ା ଜିଲ୍ଲା ଗୁଣୁପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାମନାଗୁଡା ବ୍ଲକ ପଞ୍ଚାୟତ ସମିତି କାର୍ୟ୍ୟାଳୟ ପରିସରରେ ୧୨ ଗୋଟି ସରପଞ୍ଚ, ସମିତି ସଭ୍ୟ ଏବଂ ୨ଟି ଜିଲ୍ଲା ପରିଷଦ ଆସନ ପାଇଁ ନିର୍ବାଚନ ନିମନ୍ତେ…
Read More...

ପଞ୍ଚାୟତ ନିର୍ବାଚନରେ ଶାସକ ଦଳର ହିଂସା ଏବଂ ଅରାଜକତାକୁ ଦୃଢ଼ ନିନ୍ଦା କରୁଛି: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ ଶାସକ ଦଳର ହିଂସା ଓ ଅରାଜକତାକୁ ଦୃଢ଼ ଭାବେ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ…
Read More...

ଜୁନିୟର ମିଷ୍ଟର ଇଣ୍ଡିଆରେ ଗଞ୍ଜାମରୁ ଭାଗ ନେବେ ଡମ୍ବରୁଧର

ଗଞ୍ଜାମ: ଗଞ୍ଜାମ ସହରର ଜଣେ ଯୁବ ବଡି ବିଲଡ଼ର ଜି ଡମ୍ବରୁଧର ରାଓ( ୨୦)। ଆସନ୍ତା ୨୨ ତାରିଖରେ ପୁଡୁଚେରୀରେ ହେବାକୁଥିବା ୧୨ତମ ଜୁନିୟର ବଡିବିଲ୍ଡିଂ ଚାମ୍ପିୟନସିପରେ ସେ ଭାଗ ନେଉଥିବା ଜଣାପଡିଛି। ସେ ୫୫ ବର୍ଗ…
Read More...

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ତିକ୍ତ ହେଉଛି କି ରାଜନୈତିକ ବାତାବରଣ, ସମୟକୁ ଦେଖି ବଢିବକି ସମ୍ବେଦନଶୀଳ ବୁଥ୍ ସଂଖ୍ୟା

ଲକ୍ଷ୍ମୀପୁର: ସମୟ ଓ ବାତାବରଣକୁ ନେଇ ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ବୃଦ୍ଧି ପାଇପାରେ ସମ୍ବେନଶୀଳ ବୁଥ୍ ସଂଖ୍ୟା। କେବଳ ଯେ କୋରାପୁଟ ଜିଲା ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏଭଳି ସମ୍ଭାବନା ରହିଛି ତା…
Read More...

କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଓ ବନବିଭାଗର ମିଳିତ ଚଢାଉ; ୨ ଗିରଫ

ଠାକୁରମୁଣ୍ଡା : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ଙ୍କ ବଡ ଧରଣର ଚଢାଉ। ବାଘ ନଖ, ଦାନ୍ତ ସହିତ ବଜ୍ରକାପ୍ତା ସ୍କେଲ ଜବତ । କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଦ୍ୱାରା ୨୯ଟି ଚିତାବାଘ ନଖ, ୨ଟି ବାଘ ଦାନ୍ତ, ବଜ୍ରକାପ୍ତା କାତି ସାଢେ ୩…
Read More...

କରନ୍ତୁ ନାହିଁ ଏପରି ଭୁଲ୍‌, ଖାଲି ହୋଇଯିବ ବ୍ୟାଙ୍କ୍‌ ଆକାଉଣ୍ଟ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବୈଷୟିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆମେ ବହୁତ ଆଗକୁ ବଢିଛେ। ଅର୍ଥାତ୍‌ ଏବେ ଘରେ ବସି ସମସ୍ତ କାମ ମୋବାଇଲ୍‌ କିମ୍ବା ଲାପଟପ୍‌ ଜରିଆରେ କରିପାରୁଛେ। ସେ କୌଣସି ଜିନିଷ କିଣା ବିକା…
Read More...

ବଣାଇଁଗଡ଼ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ

ବଣାଇଁ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟରେ ବଣାଇଗଡ଼ ବ୍ଲକରେ ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ କରାଯାଇଛି। ବ୍ଲକରେ ଥିବା ୧୭୨ଟି ବୁଥରେ ସକାଳ ୭ଟାରୁ ମଧ୍ୟାହ୍ନ ଗୋଟାଏ ପର୍ୟ୍ୟନ୍ତ…
Read More...

ସପରିବାର ମତଦାନ କଲେ ମନ୍ତ୍ରୀ ପ୍ରତାପ ଜେନା

କୁଆଁପାଳ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ପ୍ରଥମ ପର୍ଯ୍ୟାୟ ମତଦାନ। ଏହି ଅବସରରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ପ୍ରଥମ ଥର ପାଇଁ ତ୍ରିସ୍ତରୀୟ ନିର୍ବାଚନରେ ସପରିବାର ମତଦାନ କରିଛନ୍ତି। ମାହାଙ୍ଗା ବ୍ଲକ…
Read More...

ମାଡି ଆସୁଥିବା ଦନ୍ତାକୁ ମଶାଲ ଧରି ଏକୁଟିଆ ଘଉଡାଇଲେ ବନରକ୍ଷୀ

ଭୁବନେଶ୍ବର: ରାଜ୍ୟରେ ହାତୀ-ମଣିଷ ଦ୍ଵନ୍ଦ୍ବକୁ ନେଇ ବନ କର୍ମଚାରୀମାନେ ସବୁ ବେଳେ ନିନ୍ଦିତ ହେଉଥିବା ବେଳେ କିଛି ସଚ୍ଚୋଟ ଓ ନିର୍ଭୀକ ବନ କର୍ମଚାରୀ ଜୀବନକୁ ବାଜି ଲଗାଇ ଗାଁ ଗହଳିରେ ଉଭୟ ହାତୀ ଓ ଜନ ସାଧରଣଙ୍କ…
Read More...

ମତଦାନ କେନ୍ଦ୍ରରୁ ଭୋଟ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ

ବ୍ରହ୍ମଗିରି: ବ୍ରହ୍ମଗିରି ବ୍ଲକ ଚାପମାଣିକ ପଞ୍ଚାୟତ କାଶୀଝରିଆ ଗାଁର ୯ ନମ୍ବର ବୁଥରେ ମତଦାନ ଚାଲିଥିବାବେଳେ କିଛି ଦୁର୍ବୃତ୍ତ ହଠାତ ମତଦାନ କେନ୍ଦ୍ର ଭିତରେ ପଶି ଭୋଟ ବାକ୍ସ ଉଠାଇ ନେଇଛନ୍ତି। ଭୋଟ ବାକ୍ସକୁ ନେଇ…
Read More...

ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ; ନିର୍ବାଚନ ସ୍ଥଗିତ

ବରଗଡ଼: ବରଗଡ଼ ଜିଲ୍ଲା ଗୋବିନ୍ଦପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ବାଲ୍ମିକୀ ପ୍ରଧାନଙ୍କର ବୁଧବାର ହୃଦଘାତରେ ମୃତ୍ୟୁ ହୋଇଛି। ଏହାପରେ ଉକ୍ତ ପଞ୍ଚାୟତରେ ଆଗାମୀ ୨୪ ତାରିଖରେ ହେବାକୁ ଥିବା ସରପଞ୍ଚ ପଦ ପାଇଁ ନିର୍ବାଚନ…
Read More...