BJD Bijuli 480×75 Mob

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ପତ୍ନୀହନ୍ତାକୁ ଆଜୀବନ ଜେଲ୍‌.. ଦୋଷୀ ସୁବାସ ନାୟକକୁ ଦଣ୍ଡାଦେଶ ଦେଲେ ସେସନ୍ସ ଜଜ୍‌.. ୨୦୧୯ରେ ଆର.ଉଦୟଗିରି ଥାନା ଅଞ୍ଚଳରେ ଘଟିଥିଲା ହତ୍ୟାକାଣ୍ଡ.. ବାଙ୍ଗିରିପୋଷି  ଦୁଆରଶୁଣି ଘାଟିରେ ଟ୍ରକ୍‌-ବାଇକ୍…
Read More...

ଦୁଆରଶୁଣି ଘାଟିରେ ଟ୍ରକ-ବାଇକ ମୁହାଁମୁହିଁ ଧକ୍କା; ଦମ୍ପତି ମୃତ

ବାଙ୍ଗିରିପୋଷି : ୪୯ନଂ ଜାତୀୟ ରାଜପଥର ବାଙ୍ଗିରିପୋଷି ନିକଟ ଦୁଆରଶୁଣି ଘାଟିରେ ଗୁରୁବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଘଟଣାସ୍ଥଳରେ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ବିଶୋଇରୁ ବାରିପଦା…
Read More...

ଅତାବିରାରେ ଜିଲାସ୍ତରୀୟ ଖୋ ଖୋ ଓ ଯୋଗ ପ୍ରତିଯୋଗିତା ଉଦଘାଟିତ

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ଉଚ୍ଚବିଦ୍ୟାଳୟ ଖେଳ ପଡ଼ିଆ ପରିସରରେ ଦ୍ଵି-ଦିବସୀୟ ଖୋ ଖୋ ଓ ଯୋଗ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଦୂର୍ଗା ମନ୍ଦିରରେ ମା’ ଦୂର୍ଗାଙ୍କ…
Read More...

ମହାନଦୀକୁ ଡେଇଁଲେ ଯୁବତୀ, ବଞ୍ଚାଇଦେଲେ ପାର୍କ କର୍ମଚାରୀ

କଟକ: କଟକ ଯୋବ୍ରା ବ୍ୟାରେଜରୁ ମହାନଦୀକୁ ଡେଇଁ ଗୁରୁବାର ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏହି ସମୟରେ ଦେବଦୂତ ସାଜି ଯୁବତୀଙ୍କୁ ଜୀବନ୍ତ ଉଦ୍ଧାର କରିଛନ୍ତି ଯୋବ୍ରା ପାର୍କ କର୍ମଚାରୀ ବାବୁଲି ବେହେରା।…
Read More...

କଲମପୁର ମଣ୍ଡଳ ବିଜେପିର ସାଂଗଠନିକ ବୈଠକ

କଲମପୁର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରତ୍ୟେକ ଦଳ ନିଜ ନିଜର ସାଂଗଠନିକ ଶକ୍ତି ବୃଦ୍ଧି ପାଇଁ କର୍ମୀଙ୍କ ନିକଟତର ହେଉଛନ୍ତି। କିଏ କେଉଁ ପ୍ରକାରେ ନିଜ କର୍ମୀଙ୍କୁ ବୁଝାଇବା ପାଇଁ ପ୍ରୟାସ ଆରମ୍ଭ କରି ଦେଇଛନ୍ତି।…
Read More...

ରଣବୀରଙ୍କ ଜନ୍ମଦିନରେ ପ୍ରଶଂସକଙ୍କୁ ବଡ଼ ଉପହାର; ଆସିଲା ‘ଆନିମଲ୍‌’ ଟିଜର୍‌

ମୁମ୍ବଇ: ରଣବୀର କପୁରଙ୍କ ଆଗାମୀ ଚଳଚ୍ଚିତ୍ର ‘ଆନିମଲ୍‌’କୁ ନେଇ ଦୀର୍ଘ ଦିନରୁ ଚର୍ଚ୍ଚା ଜାରି ରହିଛି। ଫିଲ୍ମରୁ ଅଭିନେତାଙ୍କ ଲୁକ୍ ସାମ୍ନାକୁ ଆସିବା ପରଠାରୁ ପ୍ରଶଂସକଙ୍କ ଉତ୍ସାହ ବୃଦ୍ଧି ପାଇଥିବା ବେଳେ ଗୁରୁବାର…
Read More...

ଭିତ୍ତିଭୂମି ଥାଇବି ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆଢୁଆଳରେ ବୌଦ୍ଧ ଜିଲାର ପର୍ଯ୍ୟଟନ ଶିଳ୍ପ

ବୌଦ୍ଧ: ଭଗବାନ ବୁଦ୍ଧଙ୍କ ନାମରେ ନାମିତ ବୌଦ୍ଧ ଜିଲା ଏବଂ ଜଗନ୍ନାଥ ସଂସ୍କୃତିର ଆଦିପୀଠ ବୌଦ୍ଧ ଭୂମି। ଐତିହାସିକ ବୌଦ୍ଧ ଜିଲା ପର୍ଯ୍ୟଟନର ଗନ୍ତାଘର। ଐତିହାସିକ କଳାକୃତି ହେଉ ଅବା ପ୍ରାକୃତିକ ସୌନ୍ଦର୍ଯ୍ୟ ସବୁ ଭରି…
Read More...

କାର୍ଯ୍ୟକ୍ଷମ ହେଉନି କୃଷି କାର୍ଯ୍ୟାଳୟ

ବାଉଁଶୁଣି: ବୌଦ୍ଧ ବ୍ଲକ ବାଉଁଶୁଣିଠାରେ ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ଏକ ସହକାରୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ କାର୍ଯ୍ୟ କରି ଆସୁଛି। ଏହି କାର୍ଯ୍ୟାଳୟ ଅଧୀନରେ ୧୫ଟି ପଞ୍ଚାୟତର ଚାଷୀମାନେ କୃଷି…
Read More...

ନିଜିଗଡ଼ରେ ଗଣେଶ ପୂଜା ଆଜ୍ଞା ଲଡୁ ନିଲାମ

ତିଗିରିଆ: ତିଗିରିଆ ବ୍ଲକ ଅନ୍ତର୍ଗତ ନିଜିଗଡ଼ ଗ୍ରାମରେ ଧୁମ୍‌ଧାମ୍‌ରେ ପାଳିତ ହୋଇଛି ବିଦ୍ୟାଦାତା ଗଜାନନଙ୍କ ପୂଜା। ଗ୍ରାମରେ ୬ଟି ମଣ୍ଡପରେ ଗତ ୯ ଦିନ ଧରି ଗଣେଶଙ୍କ ମୃଣ୍ମୟ ପ୍ରତିମା ପୂଜା ପାଉଥିବା ବେଳେ ମଙ୍ଗଳବାର…
Read More...

କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର; ହତ୍ୟା ଅଭିଯୋଗ ଆଣିଲା ପରିବାର

ତିଗିରିଆ: ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ପତିତପାବନଙ୍କ ମନ୍ଦିର ପରିସରରେ ଥିବା ଏକ କୂଅରୁ ବୁଧବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହା ଆତ୍ମହତ୍ୟା ନା ହତ୍ୟା ତାହା ସନ୍ଦେହ ଘେରରେ ରହିଥିବା ବେଳେ…
Read More...

ପତ୍ନୀଙ୍କ ସହ ବିଜେପିରେ ମିଶିଲେ ଅର୍କକେଶରୀ ଦେଓ

ଭୁବନେଶ୍ବର: କଳାହାଣ୍ଡିର ପୂର୍ବତନ ବିଜେଡି ସାଂସଦ ତଥା ରାଜପରିବାରର ଅର୍କକେଶରୀ ଦେଓ ବିଜେପିରେ ସାମିଲ ହୋଇଛନ୍ତି। ଏଥିସହ ତାଙ୍କ ପତ୍ନୀ ମାଳବିକା ଦେବୀ ମଧ୍ୟ ବିଜେପିରେ ମିଶିଛନ୍ତି। ବୁଧବାର ଭୁବନେଶ୍ବରସ୍ଥିତ ରାଜ୍ୟ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଗୃହରେ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ.. କକ୍ଷତ୍ୟାଗ କରି ଗାନ୍ଧୀ ମୂର୍ତ୍ତି ତଳେ ବିଜେପି ସଦସ୍ୟଙ୍କ ଧାରଣା.. ପୁରୀ ସମୁଦ୍ରରେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ.. ମୃତକ ଝାଡ଼ଖଣ୍ଡ ରାଞ୍ଚିର ବିଶାଲ…
Read More...

ବିପଦକୁ ହାତ ଠାରି ଡାକୁଛି ରାସ୍ତା ମଝିର ଗର୍ତ୍ତ

କଲମପୁର: ରାସ୍ତା ମଝିରେ ଗର୍ତ୍ତ। ତାହା ପୁଣି ଗଭୀର। ଯାହା ପଥଚାରୀଙ୍କ ପାଇଁ ବିପଦ ସୃଷ୍ଟି କରିଛି। ଅନେକ ପଥଚାରୀ ଗର୍ତ୍ତରେ ପଡ଼ି ଆହତ ହୋଇ ସାରିଲେଣି। କେତେବେଳେ କାହାର କେଉଁ ଦଶା ହେବ ତାହା କହିହେବ ନାହିଁ। ଏ…
Read More...

କଲମପୁର ଅଞ୍ଚଳରେ ସାପ ଆତଙ୍କ; ପୁଣି ଜଣେ ଗୁରୁତର

କଲମପୁର: ସାପ ଦଂଶନରେ ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରତ୍ୟେକ ଦିନ କଲମପୁର ଅଞ୍ଚଳରେ କେହି ନା କେହି ସାପ ଦଂଶନର ଶିକାର ହୋଇ କଲମପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ…
Read More...

ୟଶ ଚୋପ୍ରାଙ୍କ ଜନ୍ମ ବାର୍ଷିକୀରେ ଆସିଲା ‘ଟାଇଗର୍‌ର ମେସେଜ୍’: କଡ଼ା ମିଜାଜରେ ଭାଇଜାନ୍‌

ମୁମ୍ବଇ: ବଲିଉଡ଼ ଭାଇଜାନ୍‌ ସଲମାନ ଖାନ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଟାଇଗର-୩’କୁ ନେଇ ରର୍ଚ୍ଚାରେ। କିଛିଦିନ ତଳେ ଫିଲ୍ମର ପୋଷ୍ଟର ରିଲିଜ୍‌ ହୋଇଥିବା ବେଳେ ବୁଧବାର ସାମ୍ନାକୁ ଆସିଛି ‘ଟାଇଗର-୩’ର ଟିଜର। ଶେୟାର…
Read More...

ଗୋରୁଙ୍କ କବ୍‌ଜାରେ ଗଞ୍ଜାମ ସହର ମୁଖ୍ୟ ରାସ୍ତା

ଗଞ୍ଜାମ: ଗଞ୍ଜାମ ସହରରେ ସନ୍ଧ୍ୟାରେ ମୁଖ୍ୟ ରାସ୍ତାରେ ଗାଈ ଗୋରୁଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହାକୁ ନେଇ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଫଳରେ ସାଧାରଣରେ ଏହାକୁ ନେଇ ଘୋର ଅସନ୍ତୋଷ ପ୍ରକାଶ ପାଉଛି।…
Read More...

ଚାଲିପାରିଲା ନାହିଁ ଗୃହ; ୪ଟା ଯାଏଁ ମୁଲତବୀ ଘୋଷଣା କଲେ ବାଚସ୍ପତି

ଭୁବନେଶ୍ବର: ପ୍ରବଳ ହଟ୍ଟଗୋଳ ଯୋଗୁ ଚାଲିପାରିଲା ନାହିଁ ଗୃହ। ଯାହାକୁ ନେଇ ଅପରାହ୍ନ ୪ଟା ଯାଏ ବିଧାନସଭାକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ଶାସକ-ବିରୋଧୀ ମୁହାଁମୁହିଁ ହୋଇ ଆଜି ବିଧାନସଭାରେ ପ୍ରବଳ ହଟ୍ଟଗୋଳ…
Read More...

ବୈତରଣୀ ନଦୀକୂଳରୁ ଗାଈକୁ ଝାମ୍ପିନେଲା କୁମ୍ଭୀର; ଭୟଭୀତ ନଦୀକୂଳିଆ ଗ୍ରାମବାସୀ

ଆରଡି: ଆରଡ଼ି ନିକଟସ୍ଥ ଷାଠିବାଙ୍କୁଡା ଗାଁରେ ମଙ୍ଗଳବାର ମଧ୍ୟାହ୍ନ ୧ଟା ସମୟରେ ବୈତରଣୀ ନଦୀକୂଳରୁ ଏକ ଗାଈକୁ ଝାମ୍ପି ନେଇଛି ହିଂସ୍ର କୁମ୍ଭୀର। ନଦୀକୂଳରେ ଷାଠିବାଙ୍କୁଡା ଗାଁର ସୁରେଶ ପାତ୍ର ଓ ସାଥି ସାଙ୍ଗହୋଇ କିଛି…
Read More...

ଗ୍ରାମାଞ୍ଚଳରେ ଏବେ ଚୋରା ବିଦେଶୀ ମଦର ସମ୍ପ୍ରସାରିତ କାଉଣ୍ଟର

ଲଡୁଗାଁ: କୋକସରା ଥାନା ଅନ୍ତର୍ଗତ ଗ୍ରାମାଞ୍ଚଳମାନଙ୍କରେ ଲୋକଙ୍କ ହାତ ପାହାନ୍ତାରେ ଚୋରା ବିଦେଶୀ ମଦ ଉପଲବ୍ଧ ହେଉଛି । ଆଉ ଏହି ଚୋରା ମଦ କାରବାରର କାର୍ପଟଦାର ସାଜିଛନ୍ତି ବ୍ଲକର ଲାଇସେନ୍ସପ୍ରାପ୍ତ ମଦ ଦୋକାନୀ । ମଦ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଆଠଗଡ଼: ଶ୍ରମିକ ମୃତ୍ୟୁ ନେଇ ଷ୍ଟିଲ ପ୍ଲାଣ୍ଟ ଆଗରେ ଉତ୍ତେଜନା.. ଖୁଣ୍ଟୁଣି ଥାନା ଘଣ୍ଟିଖାଲ ନିକଟ ଆରତୀ ଷ୍ଟିଲ ପ୍ଲାଣ୍ଟ ସାମ୍ନାରେ ଧାରଣା.. ସିସୋର ଠକେଇ: ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କ ନାଁରେ ଇଡିର…
Read More...

ଏସୀୟ କ୍ରୀଡ଼ା: ଭାରତକୁ ତୃତୀୟ ସ୍ବର୍ଣ୍ଣ, ୪୧ ବର୍ଷ ପରେ ଅଶ୍ୱ ଚାଳନାରେ ରେକର୍ଡ଼

ହାଙ୍ଗଝୌ: ଚୀନର ହାଙ୍ଗଝୌରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାରେ ମଙ୍ଗଳବାର ଭାରତକୁ ମିଳିଛି ତୃତୀୟ ସ୍ବର୍ଣ୍ଣ ପଦକ। ଦୀର୍ଘ ୪୧ ବର୍ଷ ପରେ ଅଶ୍ୱ ଚାଳନାରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛି ଭାରତ। ଭାରତୀୟ ଅଶ୍ବାରୋହୀ…
Read More...

ୱାହିଦା ରେହମାନ ପାଇବେ ଦାଦାସାହେବ ଫାଲକେ ପୁରସ୍କାର-୨୦୨୩

ମୁମ୍ବଇ: ବଲିଉଡ଼ର ବର୍ଷିୟାନ୍ ଅଭିନେତ୍ରୀ ୱାହିଦା ରେହମାନ ପାଇବେ ଚଳିତ ବର୍ଷର ସମ୍ମାନଜନକ ଦାଦାସାହେବ ଫାଲକେ ପୁରସ୍କାର। ଏନେଇ ମଙ୍ଗଳବାର କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଘୋଷଣା କରିଛନ୍ତି। I…
Read More...

ମାଟିଆ ଜଙ୍ଗଲରୁ ମୁମୁର୍ଷୁ ଅବସ୍ଥାରେ ନିଖୋଜ ମହିଳା ଉଦ୍ଧାର

କଲମପୁର: ଜଣେ ମହିଳାଙ୍କୁ ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମଙ୍ଗଳବାର କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି। ମହିଳା ଜଣକ ଗତ ୨୦ ତାରିଖ ବିଳମ୍ବିତ ରାତିରୁ ନିଖୋଜ ହୋଇଯାଇ ମାଟିଆ…
Read More...

ସବୁ ଜାଣି ଅଜଣା ଅବକାରୀ ବିଭାଗ; ଲାଇସେନ୍ସପ୍ରାପ୍ତ ବିଦେଶୀ ମଦ ଦୋକାନରେ ଚଢ଼ା ଦରରେ ମଦ ବିକ୍ରି

ଲଡୁଗାଁ: କୋକସରା ବ୍ଲକ ସଦର ମହକୁମା ଚିଲିଗୁଡାଠାରେ ହୋଇଥିବା ଲାଇସେନ୍ସପ୍ରାପ୍ତ ବିଦେଶୀ ମଦ ଦୋକାନରେ ଚଢ଼ା ଦରରେ ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ଏଥିସହ ଖୁଲମଖୁଲା ବେଆଇନ ବିଦେଶୀ ମଦ ଚୋରା ଚାଲାଣ ହେଉଥିବାରୁ…
Read More...

ପ୍ରକୃତିର ଗନ୍ତାଘର କେନ୍ଦୁଝରବାସୀଙ୍କ ଦୁଃଖ ଦୂର ହେବ କେବେ ?

କେନ୍ଦୁଝରଗଡ଼: ଖଣିଜ ସମ୍ପଦ ଓ ପ୍ରାକୃତିକ ଶୋଭାରାଜିରେ ଭରପୁର କେନ୍ଦୁଝର ଜିଲାର ଭାଗ୍ୟ ଉଦୟ ହୋଇପାରିଲା ନାହିଁ। ଯେଉଁଥିପାଇଁ ପ୍ରାଚୁର୍ଯ୍ୟ ଭିତରେ ଦାରିଦ୍ର୍ୟତା କେନ୍ଦୁଝର ଜିଲାର ଅନ୍ୟତମ ପରିଚୟ ସୃଷ୍ଟି କରିଛି। ଏହି…
Read More...

ହଜାରେ ବର୍ଷର ପୁରାତନ ଶୈବପୀଠର ଉନ୍ନତି କରାଯାଉ

ପାତ୍ରପୁର: ପାତ୍ରପୁର ଅଞ୍ଚଳର କେନ୍ଦ୍ରସ୍ଥଳ ପାତ୍ରପୁର ଗ୍ରାମରେ ଥିବା ଏକ ହଜାର ବର୍ଷ ତଳର ପୁରାତନ ଶୈବପୀଠ କାଶୀ ବିଶ୍ଵନାଥ(ଦେଉଳିଆ) ଶିବ ମନ୍ଦିର ଉନ୍ନତି ସହିତ ରାସ୍ତା ପକ୍କା କରିବା ପାଇଁ ବିଭିନ୍ନ ମହଲରୁ ଦାବୀ…
Read More...

କୋଟଗାଁ ପଞ୍ଚାୟତରେ ଜନ ଅଭିଯୋଗ ଶୁଣାଣୀ ଶିବିର; ଯୋଗଦେଲେ ବିଡିଓ ଏବଂ ତହସିଲଦାର

କଲମପୁର: କଲମପୁର ବ୍ଲକ ଅଧିନସ୍ଥ କୋଟଗାଁ ପଂଚାୟତର ଅସ୍ଥାୟୀ କାର୍ଯ୍ୟାଳୟଠାରେ ସୋମବାର ଜନ ଅଭିଯୋଗ ଶୁଣାଣୀ ଏବଂ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସରପଞ୍ଚ ଚନ୍ଦନ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ବିଡିଓ…
Read More...

ଜରୁରୀକାଳୀନ ସମସ୍ୟାର ସମାଧାନ ପାଇଁ ଅଗ୍ନିଶମ ବିଭାଗର ପ୍ରଶିକ୍ଷଣ ଶିବିର

କଲମପୁର: ନଈବଢ଼ି ହେଉକି ଘର ପୋଡି, ଏଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଜକୁ ଏବଂ ଅନ୍ୟକୁ କିଭଳି ସୁରକ୍ଷିତ ରଖାଯାଇ ପାରିବ ସେନେଇ ସୋମବାର କଲମପୁର ଅଗ୍ନିଶମ ବିଭାଗ ପକ୍ଷରୁ ଧନପୁର ଅଚ୍ୟୁତାନନ୍ଦ ଉଚ୍ଚ…
Read More...

କାଠପାଳ ଫେକର ବେଦାନ୍ତ କମ୍ପାନୀ ସମ୍ମୁଖରେ ଆଞ୍ଚଳିକ କ୍ରୋମାଇଟ ଖଣି କମିଟିର ଗଣଧାରଣା 

କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡର କଙ୍କଡ଼ାହାଡ଼ ଥାନା ବିରାଶାଳ ପଞ୍ଚାୟତର କାଠପାଳ ସ୍ଥିତ ଫେକର ବେଦାନ୍ତ କମ୍ପାନୀ ସମ୍ମୁଖରେ ଗଣଧାରଣା ଦେଇଛନ୍ତି ଶତାଧିକ ଆଞ୍ଚଳିକ କ୍ରୋମାଇଟ ଖଣି କମିଟି ସଦସ୍ୟ। ସୂଚନା…
Read More...

ଉପଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଧାରଣା

ଗୁଣପୁର: ସ୍ଥାନୀୟ ବିକ୍ରମପୁରସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ସୋମବାର ଉପଜିଲପାଳ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀମାନେ ଧାରଣାରେ ବସିଛନ୍ତି। ବିଭାଗୀୟ ଅଧିକାରୀମାନେ ଅସନ୍ତୋଷ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବିଜେପିକୁ ଝଟ୍‌କା.. ଏନଡିଏରୁ ଅଲଗା ହେଲା ଏଆଇଏଡିଏମକେ.. ମାହାଙ୍ଗା ଡବଲ ମର୍ଡର: ବିଧାୟକ ପ୍ରତାପ ଜେନାଙ୍କ ନାଁରେ ମାମଲା ଚାଲୁ ରଖିବାକୁ କୋର୍ଟଙ୍କ ନିର୍ଦେଶ.. ଧର୍ତ୍ତବ୍ୟ ଅପରାଧ ଭାବେ ମାମଲା ଚାଲୁ ରଖିବାକୁ…
Read More...

ଜନ୍ମଦିନ ଉପହାର ପଠାଇଲେ ବଲିଉଡ଼ ଷ୍ଟାର ସୁନୀଲ ସେଟ୍ଟୀ; ଫୁଲବାଣୀ ଫ୍ୟାନ୍ ରିଣ୍ଟୁନ ଖୁସ୍

ଫୁଲବାଣୀ: ବଲିଉଡ଼ ସୁପରଷ୍ଟାର ସୁନୀଲ ସେଟ୍ଟୀ ଫ୍ୟାନ କ୍ଲବର ସଦସ୍ୟ ତଥା ଫୁଲବାଣୀ ସହର କେନ୍ଦୁପଦର ନିବାସୀ ରିଣ୍ଟୁନ ନାୟକଙ୍କ ପାଖକୁ ଜନ୍ମଦିନର ଶୁଭେଚ୍ଛା ସହ ଉପହାର ପଠାଇଛନ୍ତି ଅଭିନେତା ସୁନୀଲ ସେଟ୍ଟୀ। ସେ ଲଞ୍ଚ୍…
Read More...

ଏସୀୟ କ୍ରୀଡ଼ାରେ ଭାରତକୁ ପୁଣି ସ୍ବର୍ଣ୍ଣ: ଇତିହାସ ରଚିଲା ମହିଳା କ୍ରିକେଟ୍ ଦଳ

ହାଙ୍ଗଝୌ: ଚୀନର ହାଙ୍ଗଝୌରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଛି ଭାରତୀୟ ମହିଳା କ୍ରିକେଟ୍ ଦଳ। ପ୍ରଥମ ଥର ପାଇଁ ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା କ୍ରିକେଟ୍ ଟିମ୍‌ ସ୍ୱର୍ଣ୍ଣ ପଦକ…
Read More...

ସାମ୍ନାକୁ ଆସିଲା ରାଜକୀୟ ବିବାହର ଝଲକ୍‌; ପ୍ରଶଂସକଙ୍କ ମନ ମୋହୁଛି ପରିଣୀତି-ରାଘବ ଯୋଡ଼ି

ଉଦୟପୁର: ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆମ୍‌ ଆଦ୍‌ମୀ ପାର୍ଟି ସାଂସଦ ରାଘବ ଚଢା ସବୁଦିନ ପାଇଁ ଏକାଠି ହୋଇଯାଇଛନ୍ତି। ଉଭୟ ରବିବାର ଉଦୟପୁରର ଲୀଲା ପ୍ୟାଲେସ୍‌ରେ ପଞ୍ଜାବୀ ରୀତିନୀତିରେ ଧୁମ୍‌ଧାମ୍‌ରେ ବିବାହ…
Read More...

୫-ଟି ସ୍କୁଲର ସ୍ମାର୍ଟ ଶ୍ରେଣୀଗୃହରୁ ଖସିଲା ପିଓପି ସିଲିଂ

କଲମପୁର: ସ୍ମାର୍ଟ ଶ୍ରେଣୀ ଗୃହରେ ବସି ପିଲାଏ ପାଠ ପଢ଼ି ସ୍ମାର୍ଟ ହେବେ। ଗ୍ରାମାଞ୍ଚଳର ପିଲାଏ ସହରୀ ଢାଞ୍ଚାରେ ପାଠ ପଢ଼ିବାର ସୁଯୋଗ ପାଇବେ। ଏହି ଉଦ୍ଦେଶ୍ୟରେ ୫-ଟି ମାଧ୍ୟମରେ ବିଦ୍ୟାଳୟ ସବୁ ରୁପାନ୍ତରିକରଣ…
Read More...

ଅଖା ବ୍ୟବସାୟୀଙ୍କ ଗୋଦାମ ଘରେ ଅଗ୍ନିକାଣ୍ଡ

ତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ ଘଟିଛି। ଖବର ଅନୁଯାୟୀ, ରବିବାର ସକାଳ ପ୍ରାୟ ୯ଟା ସମୟରେ ବିଦ୍ୟୁତ୍ ସର୍ଟ ସର୍କିଟ…
Read More...

ଭବାନୀପାଟଣା ସମେତ କଳାହାଣ୍ଡି ଗଡ଼ଜାତ ଅଞ୍ଚଳରେ ନୂଆଁଖାଇ ପାଳିତ

ଭବାନୀପାଟଣା: ମାଣିକେଶ୍ଵରୀଙ୍କ ପୀଠ ସ୍ଥଳୀ ଭବାନୀପାଟଣା ସହରରେ ରବିବାର ଲୋକେ ନୂଆଁ ଖାଉଛନ୍ତି । ସେଥିପାଇଁ ଆଜି ସକାଳୁ ସ୍ଥାନୀୟ ମା’ ମାଣିକେଶ୍ଵରୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା। ପୂର୍ବ ସ୍ଥିରୀକୃତ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଇନ୍ଦୋର ଦିନିକିଆରେ ଭାରତ ୩୯୯/୫.. ଗିଲ ଓ ଆୟରଙ୍କ ଶତକ ପରେ ରାହୁଲ ଓ ସୂର୍ଯ୍ୟଙ୍କ ଅର୍ଦ୍ଧଶତକ.. ସୁନ୍ଦରଗଡ଼: ଛୁରାମାଡ଼ କରି ପେଟ୍ରୋଲ ପମ୍ପରୁ ଟଙ୍କା ଲୁଟ୍‌.. ତଳସର ଥାନା ତୁମୁଲିଆ ନିକଟ ପେଟ୍ରୋଲ ପମ୍ପରୁ…
Read More...

ଛାତ୍ରୀ ବିଜୟିନୀ ସ୍ୱାଇଁଙ୍କୁ ‘ସଞ୍ଜୟ ତୁଳ’ ସମ୍ମାନ

ନବରଙ୍ଗପୁର: ନବରଙ୍ଗପୁର ଶ୍ରୀଶ୍ରୀ କୁଞ୍ଜବିହାରୀ ପାଠାଗାରରେ ମାସିକ ସାହିତ୍ୟ ଆଲୋଚନା ଚକ୍ର ଏବଂ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ନାରାୟଣ ପଣ୍ଡା ସଭାପତିତ୍ବ କରି ସାହିତ୍ୟ ସମାଜକୁ…
Read More...

ବୋଟ୍‌ରେ ମାଛ ମାରିବା ବେଳେ ପ୍ରାଣ ହରାଇଲେ ଧୀବର

ଧାମରା: ଧାମରା ନିକଟସ୍ଥ ଜଳରାଶିରେ ବୋଟରେ ଜଣେ ଧୀବର ମାଛ ମାରୁଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ଧାମରା ସାମୁଦ୍ରିକ ଥାନାଧିକାରୀ କୃଷ୍ଣଚନ୍ଦ୍ର ଜାନି ସୂଚନା ଦେଇଛନ୍ତି। ରବିବାର ସକାଳ ସମୟରେ ସାବିତ୍ରୀ ନାମକ…
Read More...

ପାକିସ୍ତାନରେ ଟ୍ରେନ୍‌ ଦୁର୍ଘଟଣା; ୩୧ ଆହତ

ଇସଲାମାବାଦ: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ରବିବାର ଘଟିଛି ଏକ ରେଳ ଦୁର୍ଘଟଣା। ରେଳ ଲାଇନରେ ଠିଆ ହୋଇଥିବା ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଛି ଏକ ଯାତ୍ରୀବାହୀ ଟ୍ରେନ। ଏହି ଦୁର୍ଘଟଣାରେ ପ୍ରାୟ ୩୧ ଜଣ ଲୋକ ଆହତ…
Read More...

ଝିଅ ଘରୁ ଫେରୁଥିଲେ; ନଦୀରେ ବୁଡ଼ି ଚାଲିଗଲା ଜୀବନ

ତେଲକୋଇ: ଝିଅ ଘରୁ ଫେରୁଥିବା ବେଳେ ସମାକୋଇ ନଦୀରେ ବୁଡି ପ୍ରାଣ ହରାଇଲେ ବୃଦ୍ଧା । ଘଟଣା ଘଟିଛି ତେଲକୋଇ ଥାନା ଶିବନାରାୟଣପୁର ଗୋଡା ପଞ୍ଚାୟତ କମଳାଙ୍ଗ ଗ୍ରାମରେ । କମଳାଙ୍ଗ ମୁଣ୍ଡା ସାହିର ସାବିତ୍ରୀ ମୁଣ୍ଡା(୬୦)…
Read More...

ପଳାଶପଙ୍ଗାରେ ଜନ୍ତାଳ ପର୍ବ: ସନ୍ଥେଭଞ୍ଜ ପାହାଡ଼ ଉନ୍ନତିକରଣ ସହ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦାବୀ

କେନ୍ଦୁଝରଗଡ଼: କେନ୍ଦୁଝର ସଦର ବ୍ଲକ ପଳାଶପଙ୍ଗା ସନ୍ଥେଭଞ୍ଜ ପାହାଡ ଉପରେ ଅବସ୍ଥାପିତ ପ୍ରଭୁ ସନ୍ଥେଭଞ୍ଜଙ୍କ ନିକଟରେ ରବିବାର ଜନ୍ତାଳ ପର୍ବ ଅନୁଷ୍ଠିତ ହୋଇଯାଇଛି। ଆଖପାଖ ୫୦ରୁ ଊର୍ଦ୍ଧ୍ବ ଗ୍ରାମର ହଜାର ହଜାର ମହିଳା ଓ…
Read More...

ଉଧେଇପାରୁନି ଓଡ଼ିଶା ରକ୍ତ କେନ୍ଦ୍ର କେନ୍ଦୁଝର ଶାଖା

କେନ୍ଦୁଝରଗଡ଼: ଆବଶ୍ୟକ ଭିତ୍ତିଭୂମି ଅଭାବ ସାଙ୍ଗକୁ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ୬୦ବର୍ଷରୁ ଊର୍ଦ୍ଧ୍ବ ସମୟଧରି କାର୍ଯ୍ୟକ୍ଷମ ଜିଲା ରକ୍ତ ଭଣ୍ଡାର ବା…
Read More...

ଚିତି ସାପ କାମୁଡ଼ାରେ ମହିଳା ମୃତ

ଦେବଗଡ଼: ବିଷାକ୍ତ ଚିତି ସାପ କାମୁଡ଼ାରେ ବାରକୋଟ ଥାନା ଅନ୍ତର୍ଗତ ସଇଡା ଗ୍ରାମପଞ୍ଚାୟତ ସଦର ମହକୁମାର ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ସଇଡା ଗ୍ରାମର ଯୋଗେଶ୍ୱର ଲୁହୁରାଙ୍କ ପତ୍ନୀ ସୁଷମା…
Read More...

ପୋଖରୀରେ ବୁଡ଼ି ଗାଈ ଚରାଳିଙ୍କ ମୃତ୍ୟୁ

କାମାକ୍ଷାନଗର: କାମାକ୍ଷାନଗର ଥାନା ବାଙ୍ଗୁରା ଗ୍ରାମ ପୋଖରୀରେ ବୁଡ଼ି ଜଣେ ଗାଈ ଚରାଳିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାଙ୍ଗୁରା ଗ୍ରାମ ଗୋଡି ସାହିର ରଘୁ ଖଟୁଆ। ଶନିବାର ଗାଈ ଚରାଇବାକୁ ଯାଇଥିବା ବେଳେ କୌଣସି…
Read More...

ଋଣ ଟଙ୍କା ନେଇ ମହିଳା ଗୋଷ୍ଠୀ ମୁଖ୍ୟ ଫେରାର; ଥାନାରେ ଅଭିଯୋଗ

କାମାକ୍ଷାନଗର: ଏବେ ଗାଁ ଗହଳିର ଅନେକ ଅଞ୍ଚଳରେ ବ୍ୟାପି ସାରିଲାଣି ଘରୋଇ ଋଣ। ଯାହା ଫଳରେ ଅନେକ ଗରିବ ଅସହାୟ ନିଷ୍ପେସିତ ପରିବାର କିସ୍ତି ସୁଝି ନପାରି ଓଡ଼ିଶା ବାହାରକୁ ଚାଲି ଯାଉଛନ୍ତି ଦାଦନ ଖଟିବାକୁ ତ ଆଉ କିଏ…
Read More...

ଏନଡିଏରେ ସାମିଲ ହେଲା ଜେଡିଏସ

ନୂଆଦିଲ୍ଲୀ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି କୁମାରସ୍ୱାମୀ ଶୁକ୍ରବାର ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି। ଏହାପରେ ଜନତା ଦଳ(ସେକ୍ୟୁଲାର)…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବିଧାନସଭାରେ ୨୦୨୩-୨୪ ଅତିରିକ୍ତ ବଜେଟ ଉପସ୍ଥାପିତ.. ଅତିରିକ୍ତ ବଜେଟ ପରିମାଣ ୨୮ ହଜାର ୨୦୦ କୋଟି.. ଏନଡିଏରେ ବିଧିବଦ୍ଧ ଭାବେ ସାମିଲ ହେଲା ଜେଡିଏସ.. ସନାତନ ଧର୍ମ ସମ୍ପର୍କରେ ବୟାନ ମାମଲାରେ ଉଦୟନିଧି…
Read More...

୧୫ଦଫା ଦାବୀ ନେଇ ସିପିଆଇଏମର ବିକ୍ଷୋଭ

ଗଞ୍ଜାମ: ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ମାର୍କ୍ସବାଦୀ) ଗଞ୍ଜାମ ଆଞ୍ଚଳିକ କମିଟି ପକ୍ଷରୁ ୧୫ ଦଫା ଦାବୀ ନେଇ ଶୁକ୍ରବାର ହୁମାଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ହୁମାଠାରୁ…
Read More...

ଗର୍ଜିଲେ ହଜାର ହଜାର ଅଙ୍ଗନବାଡ଼ି କର୍ମୀ; ସରକାରଙ୍କୁ ଦେ​‌ଲେ ଅନ୍ତିମ ଚେତାବନୀ

ଭୁବନେଶ୍ବର: ୧୦ ଦଫା ଦାବି ନେଇ ଶୁକ୍ରବାର ରାଜଧାନୀରେ ଆନ୍ଦୋଳନ କରିଛନ୍ତି ହଜାର ହଜାର ଅଙ୍ଗନବାଡ଼ି କର୍ମୀ। ଅଙ୍ଗନବାଡ଼ି କର୍ମୀଙ୍କ ସମସ୍ୟାଗୁଡ଼ିକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ବାରମ୍ବାର ଦାବିପତ୍ର ମାଧ୍ୟମରେ…
Read More...

ପିପିଲି ଶିଶୁ ମନ୍ଦିରର ସଫଳତା; ଅଖିଳ ଭାରତୀୟ ସଂସ୍କୃତି ଜ୍ଞାନ ପ୍ରଶ୍ନମଞ୍ଚ ପାଇଁ ୩ ଛାତ୍ରୀ ମନୋନୀତ

ପିପିଲି: ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ପକ୍ଷରୁ କଟକ ଗତିରାଉତ ପାଟଣା କେଶବଧାମ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ଆୟୋଜିତ ପୂର୍ବ କ୍ଷେତ୍ରସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାର ସଂସ୍କୃତି ମହୋତ୍ସବ-୨୦୨୩ରେ…
Read More...

ଋଷିକୁଲ୍ୟା ୯ ନମ୍ବର କେନାଲରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ହିଞ୍ଜିଳିକାଟୁ: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ମୋହନାପଲ୍ଲୀ ଗ୍ରାମ ନିକଟସ୍ଥ ଋଷିକୁଲ୍ୟା ୯ନଂ କେନାଲରୁ ଶୁକ୍ରବାର ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତି ଜଣକ ହିଞ୍ଜିଳି ଥାନା ଅଧିନ…
Read More...

ବାଂଶଡା-ଧାମରା ଆଞ୍ଚଳିକ ବିକାଶ ମଞ୍ଚ ପକ୍ଷରୁ ଗଣଧାରଣା; ଧାମରା-ଭଦ୍ରକ ରେଳ ଚଳାଚଳ ବନ୍ଦ

ଧାମରା: ଧାମରା ନିକଟସ୍ଥ ବାଂଶଡାଠାରେ ଏକ ଗଳାପୋଲ ନିର୍ମାଣକୁ ନେଇ ବାଂଶଡା-ଧାମରା ଆଞ୍ଚଳିକ ବିକାଶ ମଞ୍ଚ ପକ୍ଷରୁ ଶୁକ୍ରବାର ଏକ ଗଣାଧାରଣା ଦିଆଯାଇଥିଲା। ଏହି ଗଣଧାରଣା ସକାଳ ୬ଟାରୁ ଆରମ୍ଭ ହୋଇଥିବା ବେଳେ ଏଥିରେ…
Read More...

ତେଜୁଛି ବିବାଦ: କାନାଡ଼ାରେ ଭାରତୀୟ ଭିସା ସେବା ବନ୍ଦ

ନୂଆଦିଲ୍ଲୀ: ବଢିବାରେ ଲାଗିଛି ଭାରତ-କାନାଡ଼ା କୂଟନୈତିକ ବିବାଦ। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟା ପଛରେ ଭାରତର ହାତ ଥିବା କାନାଡ଼ା କହିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଦେଖାଯାଇଛି। ଇତି…
Read More...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ୨ ମୃତ, ଜଣେ ଗୁରୁତର

ଦେବଗଡ଼: ବାରକୋଟ ଥାନା ମରଡଙ୍ଗ ଗ୍ରାମ ନିକଟସ୍ଥ ୨୩ ନମ୍ବର ଜାତୀୟ ରାଜପଥରେ ଗୁରୁବାର ୨ଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଅନ୍ୟ ଜଣେ ଗୁରୁତର ଆହତ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବାରକୋଟ ଥାନା ମରଡଙ୍ଗ ଗ୍ରାମ ନିକଟସ୍ଥ ୨୩ ନମ୍ବର ଜାତୀୟ ରାଜପଥରେ ୨ ବାଇକ ମୁହାଁ ମୁହିଁ.. ୨ ମୃତ, ଜଣେ ଗୁରୁତର.. ହୀରାକୁଦ ଜଳଭଣ୍ଡାରର ୬ଟି ଫାଟକ ଖୋଲିଲା.. ଜଳଭଣ୍ଡାର ବାମ ପାର୍ଶ୍ବରେ ୪ଟି ଓ ଡାହାଣ ପାର୍ଶ୍ବରେ…
Read More...

ଆରପାରିରେ ଅଭିନେତା ଅଖିଳ ମିଶ୍ରା; ଆକସ୍ମିକ ମୃତ୍ୟୁରେ ସ୍ତବ୍ଧ ବଲିଉଡ଼

ମୁମ୍ବଇ: ଲୋକପ୍ରିୟ ବଲିଉଡ ଚଳଚ୍ଚିତ୍ର ‘ଥ୍ରୀ ଇଡିଅଟ୍ସ’ରେ ଲାଇବ୍ରେରିଆନ୍ ଦୁବେ ଭୂମିକାରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିବା ଅଭିନେତା ଅଖିଳ ମିଶ୍ରା(୫୮)ଙ୍କ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ,…
Read More...

ଲଗାଣ ବର୍ଷା ପ୍ରଭାବ: ଭାଙ୍ଗିଲା ଗୁମାବାହାଲ ଗାଁର ଠେଲକୋ ସାଗର ବନ୍ଧ

କଲମପୁର: ଗୁମାବାହାଲ ଗ୍ରାମର ଠେଲକୋ ସାଗର ବନ୍ଧ ଗୁରୁବାର ଅପରାହ୍ନରେ ଭାଙ୍ଗି ଯାଇଛି। ଯାହା ଫଳରେ ତଳମୁଣ୍ଡର ଚାଷ ଜମିରେ ଏବେ ପାଣି ପଶି ଧାନ ଚାଷ ନଷ୍ଟ ହେବାର ଆଶଙ୍କା କରାଯାଉଛି। ସୂଚନା ଅନୁସାରେ, ଗୁମାବାହାଲ…
Read More...

‘ଏକତ୍ବର ମୂର୍ତ୍ତି’: ଆଦି ଶଙ୍କରାଚାର୍ଯ୍ୟଙ୍କ ବିଶାଳକାୟ ପ୍ରତିମୂର୍ତ୍ତି ଅନାବରଣ କଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ…

ଖଣ୍ଡୱା: ମଧ୍ୟପ୍ରଦେଶର ଖଣ୍ଡୱା ଜିଲାସ୍ଥିତ ଓଁକାରେଶ୍ବରଠାରେ ଗୁରୁବାର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ୧୦୮ ଫୁଟ୍‌ ଉଚ୍ଚତା ବିଶିଷ୍ଟ ବହୁ ଧାତୁ ନିର୍ମିତ ପ୍ରତିମୂର୍ତ୍ତି ଅନାବରଣ…
Read More...

ବରିଷ୍ଠ କର୍ମଚାରୀ ନେତା ମୁରଲୀ ମିଶ୍ରଙ୍କ ବିୟୋଗରେ ଶୋକ 

କେନ୍ଦୁଝରଗଡ଼: କେନ୍ଦୁଝର ଜିଲାର ବରିଷ୍ଠ କର୍ମଚାରୀ ନେତା, ସମାଜସେବୀ ତଥା ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି କେନ୍ଦୁଝର ଶାଖାର ମାର୍ଗଦର୍ଶକ ମୁରଲୀଧର ମିଶ୍ର(୮୨)ଙ୍କର ପରଲୋକ ଘଟିଛି। ବୁଧବାର ସକାଳ…
Read More...

୨୪ ନିର୍ବାଚନ: ବିଜେଡି ରାସ୍ତାରେ ସନାତନ କଣ୍ଟା, ଫାଇଦା ଆଶାରେ ବିଜେପି

କେନ୍ଦୁଝରଗଡ଼: ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ଶାସକ ବିଜେଡି ଏବଂ ବିରୋଧୀ ବିଜେପି ଓ କଂଗ୍ରେସ ପକ୍ଷରୁ ତୃଣମୂଳସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଶାସକ ବିଜେଡି ନିରଙ୍କୁଶ ସଂଖ୍ୟା…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ପାଇଁ ଜୋ ବାଇଡେନଙ୍କୁ ନିମନ୍ତ୍ରଣ.. ଗଣତନ୍ତ୍ର ଦିବସରେ ଅତିଥି ହେବାକୁ ଜୋ ବାଇଡେନଙ୍କୁ ନିମନ୍ତ୍ରଣ.. ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ନିମନ୍ତ୍ରଣ ନେଇ ସୂଚନା ଦେଲେ ଆମେରିକା…
Read More...

ପୁରିଆ ସାହି ପାଣି ସଂରକ୍ଷଣ ଦାବୀ କଲେ ପୂର୍ବତନ ବାଚସ୍ପତି

ପାତ୍ରପୁର: ପାତ୍ରପୁର ବ୍ଲକ ତୁମ୍ବା ପଞ୍ଚାୟତ ପୁରିଆସାହିଠାରେ ଥିବା ମହେନ୍ଦ୍ର ତନୟା କ୍ଷୁଦ୍ର ଜଳସେଚନ ଯୋଜନା ପାଣି ବର୍ତ୍ତମାନ ସୁଦ୍ଧା କେନାଲ ଶେଷ ଅଂଶକୁ ପହଞ୍ଚି ନଥିବା ବେଳେ ଚଳିତ ବର୍ଷର ଅନିୟମିତ ବୃଷ୍ଟିକୁ…
Read More...

ବାସୀଭୋଗ ଖାଇ ୫୦ରୁ ଊର୍ଦ୍ଧ୍ବ ଅସୁସ୍ଥ; ୩୦ ଗୁରୁତର

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ୱର ପଞ୍ଚାୟତର ମୂଷାଡ ଗ୍ରାମରେ ନୂଆଁଖାଇ ଭଳି କୃଷିଭିତ୍ତିକ ପର୍ବରେ ଏକ ଅଭାନୀୟ ଘଟଣା ସାମ୍ନାକୁ ଆସିଛି। ଗାଁରେ ଅନୁଷ୍ଠିତ ହୋଇଥିବା ଗଣେଶ ପୂଜାର ବାସୀଚୁଡ଼ା ଭୋଗ ଖାଇ…
Read More...

ଲଗାଣ ବର୍ଷା ସତ୍ତ୍ୱେ କଳାହାଣ୍ଡିର ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସରେ ନୂଆଁଖାଇ ପାଳିତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଗତ ଜୁନ ଓ ଜୁଲାଇ ମାସରେ ଭଲ ବର୍ଷା ହୋଇନଥିବା ବେଳେ ଅଗଷ୍ଟ ମାସରୁ ଅଦ୍ୟାବଧି ଲଗାଣ ବର୍ଷା ହେବା ଫଳରେ ଧାନ ଓ ଅନ୍ୟାନ୍ୟ ଫସଲ ଭଲ ହୋଇଛି। ସେଥିପାଇଁ ଚାଷୀ ମନରେ ନାହିଁ ନଥିବା…
Read More...

ନୂଆଁଖାଇ ଜୁହାର ଜଣାଇଲେ ନବୀନ

ଭୁବନେଶ୍ବର: ଗଣପର୍ବ ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶା ଚଳଚଞ୍ଚଳ। ନିଜର ନୂଆ ଫସଲକୁ ଇଷ୍ଟ ଦେବାଦେବୀଙ୍କୁ ଅର୍ପଣ କରିଛନ୍ତି ଚାଷୀ। ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ଆଜି ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ପୂର୍ବାହ୍ନ…
Read More...

କଇଥଖୋଲାରେ ପଡିି ସାମଗ୍ରୀକୁ ନେଇ ବଢ଼ୁଛି ଅଡ଼ୁଆ

ଧାମରା: ଧାମରା ନିକଟସ୍ଥ କଇଥଖୋଲା ପଂଚାୟତରେ ପଡ଼ି ସାମଗ୍ରୀକୁ ନେଇ ବଢ଼ି ଚାଲିଛି ଅଡୁଆ। ପ୍ରଶାସନ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ସୁସମାଧାନ କରିବା ପାଇଁ ପ୍ରୟାସ ଜାରି ରଖିଥିଲେ ମଧ୍ୟ ତାହାର ଆଶୁ ସମାଧାନ ହେବା…
Read More...

କଇଥଖୋଲାରେ ବିଜେଡିର ନୂତନ ଅଫିସ ଉଦଘାଟିତ

ଧାମରା: ଧାମରା ନିକଟସ୍ଥ କଇଥଖୋଲାଠାରେ ବିଜୁ ଜନତା ଦଳର ନୂତନ ଅଫିସ ଗୃହ ଉଦଘାଟିତ ହୋଇଯାଇଛି। ଏହି ଅଫିସ ଉଦଘାଟନ ଉତ୍ସବ ଏବଂ ହୋଇଥିବା ସଭାରେ ବିଜୁ ଜନତା ଦଳର କଇଥଖୋଲା ପଂଚାୟତର ସଭାପତି ବନବିହାରୀ ମାଇତି ଯୋଗ ଦେଇ…
Read More...

ନାବାଳିକାଙ୍କୁ ଅଶୋଭନୀୟ ଆଚରଣ; ଅଭିଯୁକ୍ତ କୋର୍ଟ ଚାଲାଣ

କଲମପୁର : କଲମପୁର ଥାନା ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ଜଣେ ନାବାଳିକାଙ୍କୁ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିବା ଜନୈକ ଅଭିଯୁକ୍ତକୁ ଗିରଫ କରି ଭବାନୀପାଟଣା ପୋକ୍ସୋ କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁସାରେ,…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ପାରାଦ୍ବୀପ ମୁହାଣରେ ଓଲଟିଲା ମାଛଧରା ଡଙ୍ଗା.. ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି.. ଡଙ୍ଗାରେ ୭/୮ଜଣ ମତ୍ସ୍ୟଜୀବୀ ଥିବା ସୂଚନା.. ଲୋକସଭାରେ ଉପସ୍ଥାପନ ହେଲା ମହିଳା ସଂରକ୍ଷଣ ବିଲ୍‌.. ନୂଆ…
Read More...

ଲୋକସଭାରେ ମହିଳା ସଂରକ୍ଷଣ ବିଧେୟକ ଆଗତ

ନୂଆଦିଲ୍ଲୀ: ବହୁପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଧେୟକ ଲୋକସଭାରେ ଆଗତ ହୋଇଛି। ମଙ୍ଗଳବାର ନୂଆ ସଂସଦର ପ୍ରଥମ ଅଧିବେଶନରେ ଏହି ବିଧେୟକ ଉପସ୍ଥାପନ କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ…
Read More...

ଝାଡ଼ାବାନ୍ତି ପ୍ରବଣ ବିରିଗୁଡ଼ା ଗ୍ରାମରେ କେନ୍ଦ୍ରୀୟ ସୂକ୍ଷ୍ମ ଜୀବବିଜ୍ଞାନୀ ଟିମ୍

ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ଓଡ଼ିଆପେଣ୍ଠ ପଞ୍ଚାୟତର ବିରିଗୁଡା ଗ୍ରାମରେ ପ୍ରାୟ ୧୫ଦିନ ମଧ୍ୟରେ ଝାଡାବାନ୍ତି ରୋଗରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୋମବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ…
Read More...

ଟ୍ରକ-ଅଟୋ ମୁହାଁମୁହିଁ ଧକ୍କା: ୨ ମୃତ, ୭ ଆହତ

ଭବାନୀପାଟଣା: ଜୁନାଗଡ଼ ଥାନା ଅନ୍ତର୍ଗତ ଦାସିଗାଁ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିବା ସହ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଜିଲ୍ଲା ମୁଖ୍ୟ…
Read More...

କୋଚିଲାଖାଇ ସରକାରୀ ଜମି ଜବରଦଖଲ ଅଭିଯୋଗ; ଉଚ୍ଛେଦ ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ଗ୍ରାମବାସୀ

ହରଭଙ୍ଗା: ହରଭଙ୍ଗା ତହସିଲ ଅର୍ନ୍ତଗତ ସୁରୁଣ୍ଡି ମୌଜାର ପଶ୍ଚିମ ସରହଦକୁ ଲାଗିରହିଥିବା କୋଚିଲାଖାଇ ସରକାରୀ ଜମି ଜବରଦଖଲ ଘଟଣାରେ ସୁରୁଣ୍ଡି ଗ୍ରାମବାସୀ ସୋମବାର ହରଭଙ୍ଗା ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତୁରନ୍ତ…
Read More...

ଆଶୀର୍ବାଦ ସେବା ସଂଗଠନ ପକ୍ଷରୁ ଶିଶୁଙ୍କୁ ପୋଷାକ ବଣ୍ଟନ

ରେଙ୍ଗାଲିକ୍ୟାମ୍ପ: ସମାଜ ସେବାର ମହାନ ଉଦ୍ଦେଶ୍ୟ ନେଇ ଅତାବିରାରେ ଗଢି ଉଠିଥିବା ଆଶୀର୍ବାଦ ସେବା ସଂଗଠନ ଆଗେଇ ଚାଲିଛି ଲୋକଙ୍କ ସେବାରେ। ଆଗକୁ ଆସୁଛି ପଶ୍ଚିମ ଓଡ଼ିଶାର ମହାନ ଗଣ ପର୍ବ ନୂଆଖାଇ। ଏହି ପର୍ବରେ ସମସ୍ତେ…
Read More...

ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଅଭିଯୋଗ; ସଂଘ ପକ୍ଷରୁ ଉପଜିଲାପାଳଙ୍କୁ ଦାବିପତ୍ର

କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡ ପରଜଙ୍ଗର ଜଣେ ସାମ୍ବାଦିକଙ୍କୁ ବ୍ଲକ ପ୍ରୋଗ୍ରାମ କୋଅର୍ଡିନେଟର(ବିପିସି)ଙ୍କ ଦୁର୍ବ୍ୟବହାର ନେଇ ସୋମବାର ସଂଘ ପକ୍ଷରୁ ଉପଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ପରଜଙ୍ଗ…
Read More...

ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ସ୍ଥଗିତ; ଡିସେମ୍ବର ଯାଏ ସମୟ ନେଲେ ସରକାର

ଭୁବନେଶ୍ବର: ସ୍ଥଗିତ ରହିଲା ପ୍ରାଥମିକ ଶିକ୍ଷକ ଆନ୍ଦୋଳନ। ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘର ମହାସଚିବ ଚାରୁଲତା ମହାପାତ୍ର ସୂଚନା ଦେଇଛନ୍ତି। ଆନ୍ତଃ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ସ୍ଥଗିତ.. ଦାବୀ ପୂରଣ ପାଇଁ ଡିସେମ୍ବର ଯାଏ ସମୟ ନେଲେ ସରକାର.. ଜଗତସିଂହପୁର ଜିଲ୍ଲାର ରାହାମା ଖୁସାଲପୁର ଗଳି ପୋଲ ନିକଟରେ ଭାସିଗଲା କାର.. ଗଛରେ ଚଢ଼ିଗଲେ କାର ଚାଳକ..…
Read More...

ଖବରକାଗଜ କାର୍ଯ୍ୟାଳୟରେ ଇଓଡବ୍ଲ୍ୟୁ ଚଢାଉ

ଭୁବନେଶ୍ବର: ଭୁବନେଶ୍ବର ରସୁଲଗଡ଼ସ୍ଥିତ ଏକ ଦୈନିକ ଖବରକାଗଜ କାର୍ଯ୍ୟାଳୟରେ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ପକ୍ଷରୁ ଚଢାଉ କରାଯାଇଛି। ଋଣ ଠକେଇ ମାମଲାରେ ଏହି ଚଢାଉ କରାଯାଇଥିବା ଜଣାପଡ଼ିଛି। ଇଓଡବ୍ଲ୍ୟୁ…
Read More...

କାର-ଟ୍ରକ ଧକ୍କା: ୪ ମୃତ, ୧ ଗୁରୁତର

ତିଗିରିଆ: ତିଗିରିଆ ନୂଆସଡ଼କ ଛକରେ ସୋମବାର ଦିନ ପ୍ରାୟ ୩ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର ଓ ଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ୪ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ଜଣେ ଗୁରୁତର ଭାବେ ଆହତ…
Read More...

ଶିକ୍ଷକଙ୍କୁ ସମର୍ଥନ କରି ଆନ୍ଦୋଳନରେ ସାମିଲ ହେଲା କଂଗ୍ରେସ

କଲମପୁର: ଶିକ୍ଷାଦାନ ଭଳି ମହତ୍‌‌ ଦାନରେ ନିୟୋଜିତ ଶିକ୍ଷକ ନିଜ ନ୍ୟାର୍ଯ୍ୟ ଦାବୀ ପାଇଁ ଏବେ ରାଜ ରାସ୍ତାରେ। ରାଜ୍ୟର ଅଗଣିତ କୋମଳମତି ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଏବେ ଅନ୍ଧାରକୁ ଠେଲି ହୋଇଯାଉଛି। କିନ୍ତୁ ସରକାର…
Read More...

ବାଇକ ଦୁର୍ଘଟଣା: ସ୍ୱାମୀ-ସ୍ତ୍ରୀଙ୍କ ସମେତ ସ୍କୁଲଛାତ୍ରୀ ଗୁରୁତର

କଲମପୁର: କଲମପୁର ଥୁଆମୁଳ ରାମପୁର ମୁଖ୍ୟ ରାସ୍ତାର କୁଲେଇଜୋର ବୁଲାଣି ନିକଟରେ ସୋମବାର ଘଟିଛି ଏକ ବାଇକ ଦୁର୍ଘଟଣା। ଏଥିରେ ସ୍ୱାମୀ, ସ୍ତ୍ରୀଙ୍କ ସମେତ ଜଣେ ସ୍କୁଲଛାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ…
Read More...

ଫୁଲବାଣୀରେ ଆୟୋଜିତ ହେବ ରାଜ୍ୟ ଆଇନଜୀବୀ ସଂଘର ୫୨ତମ ଅଧିବେଶନ

ଫୁଲବାଣୀ: ରାଜ୍ୟ ଆଇନଜୀବୀ ସଂଘର ୫୨ତମ ଅଧିବେଶନ ଚଳିତ ବର୍ଷ ଫୁଲବାଣୀରେ ଆୟୋଜିତ ହେବ। ସ୍ଥାନୀୟ ଵାର ଆସୋସିଏସନ ସମ୍ମିଳନୀ କକ୍ଷରେ ରବିବାର ଫୁଲବାଣୀ ଜିଲ୍ଲା ବାର ଆସୋସିଏସନ ଓ ରାଜ୍ୟ ଓକିଲ ସଂଘ ତରଫରୁ ଅନୁଷ୍ଠିତ ଏକ…
Read More...

ବାଂଶଡ଼ାରେ ଆଦାନୀ କର୍ତ୍ତୃପକ୍ଷ ଗଳାପୋଲ ନିର୍ମାଣ ନକଲେ ୨୨ରେ ରେଳବନ୍ଦ ଚେତାବନୀ

ଧାମରା: ଧାମରା ନିକଟସ୍ଥ ବାଂଶଡ଼ାଠାରେ ଏକ ଗଳାପୋଲ ନିର୍ମାଣକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଦିନରେ ଧାମରା ବନ୍ଦର ଏହି ଗଳାପୋଲ ନିର୍ମାଣ ନକଲେ ଆନ୍ଦୋଳନ ଚେତାବନୀ ମଧ୍ୟ ଦିଆଯାଇଛି।…
Read More...

ମଠକରଗୋଳା ମହାବିଦ୍ୟାଳୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ

କାମାକ୍ଷାନଗର: ମଠକରଗୋଳା ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଯୋଗ୍ୟ ଏବଂ ପ୍ରତ୍ୟାଶୀ ଭୋଟରମାନଙ୍କ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଏବଂ କାମାକ୍ଷାନଗର ଉପଖଣ୍ଡ ପ୍ରଶାସନ ମିଳିତ…
Read More...

ବଜ୍ରପାତରେ ୩ ଯୁବକଙ୍କ ମୃତ୍ୟୁ

ଲାଠିକଟା: ସୁନ୍ଦରଗଡ଼ ଜିଲା ଲାଠିକଟା ବ୍ଲକ ଅଞ୍ଚଳର ଗର୍ଜନ ପଞ୍ଚାୟତ ଗାରୱାଲ ଗାଁରେ ବଜ୍ରପାତରେ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। ସୂଚନା ମୁତାବକ, ଗାଁ ଖେଳ ପଡ଼ିଆରେ ରବିବାର…
Read More...

ଏସିଆ କପ୍‌-୨୦୨୩ ଟାଇଟଲ୍‌ ହାତେଇଲା ଭାରତ

କଲମ୍ବୋ: ଏସିଆ କପ୍‌-୨୦୨୩ ନିଜ ନାଁରେ କରିଛି ଭାରତ। ୧୯ ଦିନର ଏହି ଟୁର୍ନାମେଣ୍ଟରେ ୧୩ଟି ମ୍ୟାଚ୍ ଖେଳାଯାଇଥିଲା। ଫାଇନାଲରେ ଶ୍ରୀଲଙ୍କାକୁ ଶୋଚନୀୟ ଭାବେ ୧୦ ଓ୍ବିକେଟରେ ପରାସ୍ତ କରି ୮ମ ଥର ପାଇଁ ଟାଇଟଲ ହାତେଇଛି…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଏସିଆ କପ୍‌ ଜିତିଲା ଭାରତ.. ଅଷ୍ଟମ ଥର ପାଇଁ ଟିମ୍‌ ଇଣ୍ଡିଆ ଚମ୍ପିଆନ୍‌.. ଏସିଆ କପ୍‌ ଫାଇନାଲ: ୫୦ ରନ୍‌ରେ ଅଲ୍‌ଆଉଟ୍‌ ଶ୍ରୀଲଙ୍କା.. ବଡ ଭଉଣୀ ଗୀତା ମେହଟ୍ଟାଙ୍କ ଅନ୍ତିମ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ…
Read More...

କଳାହାଣ୍ଡିରେ ସ୍କ୍ରବ୍ ଟାଇଫସ ଆତଙ୍କ: ଜଣେ ମୃତ, ୨ ସୁସ୍ଥ ହୋଇ ଫେରିଲେ

ଭବାନୀପାଟଣା: ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲା ପରେ କଳାହାଣ୍ଡି ଜିଲ୍ଲାକୁ ସ୍କ୍ରବ୍ ଟାଇଫସ ରୋଗ ବ୍ୟାପିଛି । ଜିଲ୍ଲାରେ ଜଣେ ସ୍କ୍ରବ୍ ଟାଇଫସରେ ପ୍ରାଣ ହରାଇଥିବା ବେଳେ ୨ ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଏ…
Read More...

ଉତ୍କଳ ବାଳାଶ୍ରମରେ ହାଇଜେନିକ୍ କିଟ୍ ବଣ୍ଟନ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜିସ୍ଥିତ ଉତ୍କଳ ବାଳାଶ୍ରମରେ ବଲାଙ୍ଗୀର ଜିଲ୍ଲା ଜୁନିୟର ରେଡକ୍ରସ ତରଫରୁ ହାଇଜେନିକ କିଟ୍ ବଣ୍ଟନ କରାଯାଇଛି। ଜୁନିୟର ରେଡକ୍ରସ ପରାମର୍ଶଦାତା ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ…
Read More...

ହୁତୁ ହୁତୁ ହୋଇ ଜଳିଲା ହୋଟେଲ୍‌, ଲୋକେ ଆତଙ୍କିତ

ମସୁରୀ: ଉତ୍ତରାଖଣ୍ଡର ମୁସୁରୀ ସ୍ଥିତ ‘ଦି ରିଙ୍କ୍‌’ ହୋଟେଲରେ ରବିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଭୋର୍‌ ୪ଟା ସମୟରେ ହୋଟେଲରେ ନିଆଁ ଲାଗିଥିବା ଜଣାପଡ଼ିଥିଲା। ଏହି ସମୟରେ ହୋଟେଲ ମାଲିକ ଭିତରେ ଶୋଇଥିଲେ। ନିଆଁ…
Read More...

ଓଡ଼ିଆ ବିଶ୍ୱବିଦ୍ୟାଳୟରେ ପ୍ରଥମ ଜାତୀୟ ପାଠଚକ୍ର

ସାକ୍ଷୀଗୋପାଳ: ଓଡ଼ିଆ ବିଶ୍ୱବିଦ୍ୟାଳୟ ସତ୍ୟବାଦୀର ପ୍ରଥମ ଜାତୀୟ ପାଠଚକ୍ର ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଜାତୀୟ ପାଠଚକ୍ର ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର୍ ସବିତା ପ୍ରଧାନଙ୍କ…
Read More...

ଆରଆରକେ ଇଣ୍ଡୋର କ୍ରିକେଟ୍‌‌ ଏକାଡେମୀ ଲୋକାର୍ପିତ

ପିପିଲି: ପିପିଲି ବ୍ଲକ ଅନ୍ତର୍ଗତ ସିଉଳାଠାରେ ଆରଆରକେ ଇଣ୍ଡୋର କ୍ରିକେଟ୍‌‌ ଏକାଡେମୀ ନାମକ ଏକ ଅନ୍ତର୍ଜାତୀୟ ମାନର ଅତ୍ୟାଧୁନିକ ଘରୋଇ ଇଣ୍ଡୋର କ୍ରିକେଟ୍‌‌ ତାଲିମ ଅନୁଷ୍ଠାନ ରବିବାର ଲୋକାର୍ପିତ ହୋଇଯାଇଛି। ୧୨ହଜାର…
Read More...

‘ଯଶୋଭୂମି’ରେ ବିଶ୍ବକର୍ମା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବିଶ୍ୱକର୍ମା ପୂଜା ଏବଂ ନିଜ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ବଡ଼ ଉପହାର ଦେଇଛନ୍ତି। ରବିବାର ବିଶ୍ବକର୍ମା ଯୋଜନାର ଶୁଭାରମ୍ଭ ହୋଇଛି। କୌଳିକ ବୃତ୍ତିକୁ ପ୍ରୋତ୍ସାହିତ…
Read More...

ଭଉଣୀ ଗୀତା ମେହେଟ୍ଟାଙ୍କ ଅନ୍ତିମ ଦର୍ଶନ କଲେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ନୂଆଦିଲ୍ଲୀରେ ପହଞ୍ଚି ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ ଅନ୍ତିମ ଦର୍ଶନ କରିଛନ୍ତି। ଭଉଣୀ ଗୀତା ମେହେଟ୍ଟାଙ୍କ ପରଲୋକରେ ଗଭୀର ମର୍ମାହତ ଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ…
Read More...

ଗୋପାଳପୁର-ସମ୍ବଲପୁର ରେଳପଥରୁ ଫୁଲବାଣୀ ବାଦ୍; ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଜେପିର ଦାବିପତ୍ର

ଫୁଲବାଣୀ: ଗୋପାଳପୁର-ସମ୍ବଲପୁର ଭାୟା ଫୁଲବାଣୀ ରେଳପଥରୁ ରେଳ ବିଭାଗର ଓ୍ବେବସାଇଟରୁ ଫୁଲବାଣୀକୁ ବାଦ ପକାଯାଇଥିବା ପ୍ରତିବାଦରେ ଶୁକ୍ରବାର କନ୍ଧମାଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସଭାପତି ଗୋଲକ ବିହାରୀ…
Read More...

୫-ଟି ସ୍କୁଲରେ ତାଲା ପକାଇଲେ ଠିକାଦାର; ନିର୍ମାଣ ଦେୟ ମିଳିନଥିବା ଅଭିଯୋଗ

ଫୁଲବାଣୀ: ବାକିରେ ୫-ଟି ସ୍କୁଲ ନିର୍ମାଣ କରି ବାଃ ବାଃ ନେବା ବ୍ଲକ ପ୍ରଶାସନ ପାଇଁ ମହଙ୍ଗା ପଡ଼ିଛି। ସ୍କୁଲ ନିର୍ମାଣ ଦେୟ ବାକି ଥିବାରୁ ୫-ଟି ସ୍କୁଲରେ ତାଲା ପକାଇଦେଇଛନ୍ତି ଦୁଇ ଜଣ ପେଟି ଠିକାଦାର। ଏଭଳି ଅଭାବନୀୟ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଓଏଏସ୍‌ ଅଧିକାରୀ ସଂଗ୍ରାମ କେଶରୀ ଜେନା ଗିରଫ.. ଗଞ୍ଜାମ ଜିଲା ବୁଗୁଡ଼ାର ପୂର୍ବତନ ତହସିଲଦାର ସଂଗ୍ରାମ ଜେନା.. ଏସିଆ କପ୍‌ କ୍ରିକେଟରେ ଭାରତ-ବାଂଲାଦେଶ ମ୍ୟାଚ.. ବାଂଲାଦେଶ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର…
Read More...

ପୁଣି ଚର୍ଚ୍ଚାରେ ଭାରତ-ପାକ୍‌ ଦ୍ୱିପାକ୍ଷିକ କ୍ରିକେଟ୍ ସମ୍ପର୍କ: ଯେ ପର୍ଯ୍ୟନ୍ତ ସୀମାପାର ଆତଙ୍କବାଦ ବନ୍ଦ ନ ହୋଇଛି..

ନୂଆଦିଲ୍ଲୀ: ନିକଟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ ଭାରତୀୟ ସେନା ଅଧିକାରୀ ଶହୀଦ ହେବା ପରେ ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ କ୍ରିକେଟ୍ ସମ୍ପର୍କକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି। ଶୁକ୍ରବାର କେନ୍ଦ୍ର କ୍ରୀଡ଼ା…
Read More...