www.samajalive.in
Saturday, December 6, 2025
14.1 C
Bhubaneswar

ମାତ୍ର ୨୭ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଲେ ଏହି ହଲିଉଡ଼ ଅଭିନେତା

ସମାଜ ଡିଜିଟାଲ ଡେସ୍କ: ଲୋକପ୍ରିୟ ହଲିଉଡ଼ ଅଭିନେତା ଚାନ୍ସ ପେରଡୋମୋଙ୍କ ପରଲୋକ ଘଟିଛି। ମାତ୍ର ୨୭ ବର୍ଷ ବୟସରେ ସେ ଏହି ଦୁନିଆରୁ ବିଦାୟ ନେଇଛନ୍ତି। ଶନିବାର ବାଇକ୍‌ ଦୁର୍ଘଟଣାରେ ଅଭିନେତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତାଙ୍କ ଅକାଳ ବିୟୋଗ ହଲିଉଡ଼ ଇଣ୍ଡଷ୍ଟ୍ରିକୁ ଏକ ଶକ୍ତ ଧକ୍କା ଦେଇଛି। ପ୍ରଶଂସକମାନେ ମଧ୍ୟ ତାଙ୍କ ପ୍ରିୟ ଅଭିନେତାଙ୍କ ଏପରି ହଠାତ୍‌ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନାହାନ୍ତି।

- Advertisement -

ଚାନ୍ସ ପେରଡୋମୋ ‘ଜେନ୍ ଭି ମୁମିନଭେଲି’ ଓ ‘ଆଫ୍ଟର ୱି ଫେଲ୍‌’ ଭଳି ଚଳଚ୍ଚିତ୍ର ଓ ସିରିଜ୍‌ରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ଅଧିକାର କରିଥିଲେ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories