www.samajalive.in
Tuesday, December 9, 2025
17.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ୍‌.. ଚନ୍ଦ୍ରବାବୁ ନାଇଡୁଙ୍କୁ ନେଇ ଦେଇଥିଲେ ଅପମାନଜନକ ମନ୍ତବ୍ୟ..

ରାଜଧାନୀ ଭୁବନେଶ୍ବର ସହ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା..

- Advertisement -

ବର୍ଷା, ଘଡ଼ଘଡ଼ି ନେଇ ୬ ଜିଲାକୁ ସତର୍କସୂଚନା ଜାରି.. ଏହି ୬ ଜିଲାଗୁଡ଼ିକ ହେଉଛି କୋରାପୁଟ, ରାୟଗଡ଼ା, କନ୍ଧମାଳ, କଟକ, ଗଞ୍ଜାମ ଏବଂ ନୟାଗଡ଼..

ତାତିରୁ ସାମାନ୍ୟ ଆଶ୍ବସ୍ତି.. ଅପରାହ୍ନ ସାଢେ ୨ଟା ସୁଦ୍ଧା ୩୮ ଡିଗ୍ରୀ ତଳେ ତାପମାତ୍ରା.. ୩୭.୨ ଡିଗ୍ରୀ ସହ ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର..

ଅନନ୍ତନାଗ ଆସନରୁ ନିର୍ବାଚନ ଲଢିବେ ପିଡିପି ସଭାପତି ମେହବୁବା ମୁଫତି.. ପାର୍ଟି ପକ୍ଷରୁ ଘୋଷଣା..

ଲାଓସରେ ଫସିଥିଲେ ୧୭ ଓଡ଼ିଆ ଶ୍ରମିକ.. ଭାରତୀୟ ରାଷ୍ଟ୍ରଦୂତଙ୍କ ହସ୍ତକ୍ଷେପ ପରେ ଘରକୁ ଫେରିଲେ..

ମୃତ ମାଫିଆ ମୁଖତାର ଅନସାରୀର ପରିବାରକୁ ଭେଟିଲେ ଅଖିଳେଶ..

ଆଇପିଏଲ୍‌ର ୨୦ତମ ମ୍ୟାଚ୍‌.. ଟସ୍ ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ, ପ୍ରଥମେ ବୋଲିଂ ନିଷ୍ପତ୍ତି..

କଟକରେ ମହାନଦୀର ତୁଳସୀପୁର ହାତୀଗଡ଼ା ଘାଟରେ ଅଘଟଣ.. ଜେଜେବାପାଙ୍କ ଶୁଦ୍ଧିକ୍ରିୟା କାମରେ ଯୋଗ ଦେବାକୁ ଆସି ନଦୀରେ ବୁଡ଼ି ନାତି ମୃତ..

ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା..

ସରିଲା ହ୍ବାଟ୍ସଆପ୍‌ ଯୁଗ! ଆସୁଛି ଗୁଗଲ୍‌ ସାଟେଲାଇଟ୍‌ ମେସେଜିଂ ଫିଚର୍‌, ବିନା ଇଣ୍ଟରନେଟ୍‌ରେ ହେବ ଚାଟିଂ

ମନ୍ଦିରରୁ ଚୋରି କରୁଥିବା ୭ ଜଣିଆ ଗ୍ୟାଙ୍ଗକୁ ଧରିଲା ବାଲେଶ୍ୱର ପୁଲିସ..

କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ଆପ୍‌ର ସାମୂହିକ ଅନଶନ..

ମହାଖଳାକୁ ଉଠିଲା ରୁକୁଣା ରଥ ଚକ ଓ ଅଖ..

କଳାହାଣ୍ଡି ଜିଲ୍ଲା ମୁଖ୍ୟ କାରାଗାରର ପାଚେରୀ ଡେଇଁ ଦୁଇ ଜଣ କଏଦୀ ଫେରାର..

ବିଜୁଳି ଘଡଘଡି ସହ ବର୍ଷା ନେଇ ୩ ଘଣ୍ଟା ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ..

ବିଜେପି ଛାଡି ବିଜେଡିରେ ମିଶିଲେ ଲେଖାଶ୍ରୀ ସାମନ୍ତସିଂହାର

ଆଜିଠୁ ତାତିରେ ଲାଗିବ ବ୍ରେକ୍.. କାଳବୈଶାଖୀ ବର୍ଷା ଆଣିବ ସାମାନ୍ୟ ଆଶ୍ବସ୍ତି..

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories