www.samajalive.in
Saturday, December 6, 2025
16.1 C
Bhubaneswar

ସ୍କୁଲରେ ତାଲା ପକାଇଲେ ଠିକାଦାର, ବାହାରେ ବୁଲିଲେ ପିଲା ଓ ଶିକ୍ଷକ

ବାଲେଶ୍ଵର: ବାଲେଶ୍ଵର ସହର ନିକଟସ୍ଥ ଦହପଡ଼ା ଚିନ୍ତାମଣି ହାଇସ୍କୁଲରେ ତାଲା ପକାଇଛନ୍ତି ଠିକାଦାର। ୫-ଟି ରୂପାନ୍ତର ବେଳେ ଗ୍ରାମର ୬ ଜଣ ବ୍ୟକ୍ତିଙ୍କୁ କନଷ୍ଟ୍ରକ୍ସନ୍ କାମ ଦିଆ ଯାଇଥିଲା। ତେବେ କାମ ସମ୍ପୂର୍ଣ୍ଣ ହେବାର ବର୍ଷେରୁ ଅଧିକ ସମୟ ବିତିଥିଲେ ମଧ୍ୟ ଆଜି ଯାଏଁ ସେମାନେ ତାଙ୍କର ବଳକା ଟଙ୍କା ପାଇ ପାରିନାହାନ୍ତି। ଫଳରେ ମଙ୍ଗଳବାର ସେମାନେ କାମ କରିଥିବା ୫ଟି ଶ୍ରେଣୀ ଗୃହରେ ତାଲା ପକାଇ ବନ୍ଦ ରଖିଥିଲେ। ଯଦ୍ଵାରା ଛାତ୍ରଛାତ୍ରୀଙ୍କ ପାଠପଢାରେ ବାଧା ସୃଷ୍ଟି ହୋଇଛି। ଅଷ୍ଟମ, ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଆସି ବାହାରେ ବୁଲିବା ସହ ଶିକ୍ଷକମାନେ ମଧ୍ୟ ବାହାରେ ଛିଡା ହୋଇଥିଲେ। ତେବେ ଘଟଣା ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଖବର ଦେବା ପରେ ତଦନ୍ତ କରୁଛନ୍ତି ବୋଲି କହିଛନ୍ତି।

Hot this week

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

Related Articles

Popular Categories