ନିଲାମ ହେବନି ସନ୍ନିଙ୍କ ବଙ୍ଗଳା; କଂଗ୍ରେସର ପ୍ରଶ୍ନ- ବିଜ୍ଞପ୍ତି ପ୍ରତ୍ୟାହାର ପାଇଁ କିଏ ଉସୁକାଇଲା

ମୁମ୍ବଇ: ଅଭିନେତା ତଥା ବିଜେପି ସାଂସଦ ସନ୍ନି ଦେଓଲଙ୍କ ଜୁହୁ ବଙ୍ଗଳା ଇ-ନିଲାମ ଉପରେ ରୋକ୍‌ ଲଗାଇଛି ବ୍ୟାଙ୍କ ଅଫ୍ ବରୋଦା। ଏବେ ଏହାକୁ ନେଇ ବିବାଦ ଘନେଇବାରେ ଲାଗିଛି। କଂଗ୍ରେସ ପ୍ରଶ୍ନ କରିଛି ଯେ, ‘ବୈଷୟିକ କାରଣ’…
Read More...

୩୧ରୁ ସାମୂହିକ ଛୁଟିରେ ଯିବେ ସମସ୍ତ କୄଷି ଅଧିକାରୀ; ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଫୁଲବାଣୀ: ଦୀର୍ଘ ଦୁଇ ବର୍ଷର ସଂଘର୍ଷ ଓ ବାରମ୍ବାର ଆଲୋଚନା ପର୍ଯ୍ୟାଲୋଚନା ପରେ ମଧ୍ୟ ଓଡ଼ିଶା କୄଷି ସେବା କ୍ୟାଡର ପୁନର୍ବିନ୍ୟାସକୁ ନେଇ ସରକାରଙ୍କ ଉଦାସୀନତା ଯୋଗୁଁ କୄଷି ଅଧିକାରୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ…
Read More...

କେନ୍ଦୁଝର କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପକ୍ଷରୁ ୨ଦିନିଆ ସଚେତନତା କାର୍ଯ୍ୟକ୍ରମ

କେନ୍ଦୁଝର: ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ, କ୍ଷେତ୍ର କାର୍ଯ୍ୟାଳୟ କେନ୍ଦୁଝର ପକ୍ଷରୁ ଏକ ଦୁଇ ଦିନିଆ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ଜନାର୍ଦନପୁର…
Read More...

ସନ୍ଧ୍ୟା ୭ଟା ମୁଖ୍ୟ ଖବର

ପୁରୀ ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜରେ ରାଗିଂ ଅଭିଯୋଗ.. ରାଗିଂ ନେଇ କଲେଜ ଡିନଙ୍କ ମେରାଇନ ଥାନାରେ ଅଭିଯୋଗ.. ଦ୍ବିତୀୟ ବର୍ଷର ୩ଜଣ ଛାତ୍ରଙ୍କ ନାମରେ ଅଭିଯୋଗ.. କମିଶନରେଟ୍ ପୁଲିସର କଡ଼ା ଚେତାବନୀ.. ଗଜାନନଙ୍କ…
Read More...

ରୁଷ୍‌ର ଚନ୍ଦ୍ର ଅଭିଯାନ ବିଫଳ; କ୍ରାସ୍‌ ହେଲା ‘ଲୁନା-୨୫’

ମସ୍କୋ: ରୁଷ୍‌ର ଚନ୍ଦ୍ର ଅଭିଯାନ ବିଫଳ ହୋଇଛି। ଚନ୍ଦ୍ରପୃଷ୍ଠରେ ଅବତରଣ ପୂର୍ବରୁ କ୍ରାସ୍‌ ହୋଇଛି ରୁଷ୍‌ର ମହାକାଶ ଯାନ ‘ଲୁନା-୨୫’। ରୁଷର ମହାକାଶ ସଂସ୍ଥା ରୋସ୍‌କସ୍‌ମସ୍ ଏନେଇ ସୂଚନା ପ୍ରଦାନ କରିଛି। ରୋସ୍‌କସ୍‌ମସ୍…
Read More...

ପାଖେଇ ଆସୁଛି ସମୟ, ବଢୁଛି ହୃତ୍‌ସ୍ପନ୍ଦନ; ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ସମୟ ଘୋଷଣା

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା(ଇସ୍ରୋ)ର ବହୁପ୍ରତୀକ୍ଷିତ ମିଶନ ‘ଚନ୍ଦ୍ରଯାନ-୩’କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ‘ଚନ୍ଦ୍ରଯାନ-୩’ର ଲ୍ୟାଣ୍ଡିଂ ସମୟ ଘୋଷଣା କରିଛି ଇସ୍ରୋ। ଅଗଷ୍ଟ ୨୩ ତାରିଖ…
Read More...

ବିପଦପୂର୍ଣ୍ଣ ଯାତାୟତ, ୨୦ଦିନ ହେଲା ରାସ୍ତାରୁ ହଟୁନି ଗଛ

ଫୁଲବାଣୀ: କନ୍ଧମାଳ ଜିଲା ଚକାପାଦ ବ୍ଲକର ଡ଼େଙ୍ଗାପଦରଠାରୁ ଲାଇନପଡ଼ାକୁ ସଂଯୋଗ କରୁଥିବା ରାସ୍ତାର ଲଦା ଗ୍ରାମର ଘାଟିରେ ଏକ ବିରାଟ ଗଛ ପଡ଼ିଥିବା ଯୋଗୁଁ ଲୋକେ ଯାତାୟତରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତ…
Read More...

ଉଦ୍ୟାନପ୍ରେମୀଙ୍କ ପାଇଁ ଖୁସି ଖବର; ସ୍ମାର୍ଟ ଗମଲା ଉଦ୍ଭାବନ କଲେ ଯୁବ ଇଞ୍ଜିନିୟର

ରେଙ୍ଗାଲି: ବିଗତ ଦିନରେ ରୋବଟିକ୍‌‌ ନର୍ସ, ଇ-ମାସ୍କ୍‌‌, ଟେମ୍ପରିଂ ପ୍ରୁଫ୍‌‌ ଭୋଟିଂ ମେସିନ୍‌‌, ଅଟୋ ଫ୍ଲସ୍‌‌ ଟଏଲେଟ୍‌‌, ରାସ୍ତାରୁ ବିଦ୍ୟୁତ ଶକ୍ତି ଉତ୍ପାଦକ ମେସିନ୍‌‌, ପଙ୍ଖା ଏବଂ ଲାଇଟ୍‌‌ ଯୁକ୍ତ ହେଲମେଟ୍‌‌…
Read More...

ଋଣ ଭାର ସହି ନପାରି ଚାଷୀ ତଥା ପୂର୍ବତନ ସରପଞ୍ଚଙ୍କ ଆତ୍ମହତ୍ୟା ଅଭିଯୋଗ

ଧାମରା: ଧାମରା ଅଞ୍ଚଳରେ ଜଣେ ଚାଷୀ ଋଣ ଭାର ସହି ନପାରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପ୍ରାପ୍ତ ଖବରରୁ ଜଣାଯାଇଛି, କରଣ ପଲ୍ଲୀ ପଂଚାୟତର ପୂର୍ଣ୍ଣଚନ୍ଦ୍ର ମାନ୍ନା ଜଣେ ଚାଷୀ ଏବଂ ବରିଷ୍ଠ କଂଗ୍ରେସ ନେତା ଭାବେ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଭୁବନେଶ୍ବରରେ ଓଡ଼ିଶାର ସର୍ବପ୍ରଥମ ସିଏନଜି ଗ୍ୟାସ ଚାଳିତ ‘ଶବଦାହ ଗୃହ’ ଲୋକାର୍ପିତ.. ମଣିପୁର ହିଂସା.. ରାଜ୍ୟପାଳଙ୍କୁ ରିପୋର୍ଟ ଦେଲା ସିଆରପିଏଫ.. ବାରିପଦା ମେଡିକାଲ କଲେଜରେ ଭୟାବହ ଅଗ୍ନିକାଣ୍ଡ.. ଓଡିଆ…
Read More...

ଓଡ଼ିଶାର ସର୍ବପ୍ରଥମ ସିଏନଜି ଗ୍ୟାସ ଚାଳିତ ‘ଶବଦାହ ଗୃହ’ ଲୋକାର୍ପିତ

ଭୁବନେଶ୍ୱର: ଭୁବନେଶ୍ୱର ଓ କଟକ ଦ୍ୱୈତ ନଗରୀର ଅନେକ ଘରକୁ ଗେଲ୍ ଇଣ୍ଡିଆ ଦ୍ୱାରା ପାଇପ ଯୋଗେ ରୋଷେଇ ଗ୍ୟାସର ସୁବିଧା ଦିଆଯିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାଗରିକଙ୍କ ପାଇଁ ‘ଇଜ୍ ଅଫ୍ ଲିଭିଂ’ ବା ସହଜ…
Read More...

ପିପିଲିରେ ୫-ଟି ସଚିବ: ଲୋକଙ୍କ ଅଭିଯୋଗ ଶୁଣିଲେ, ୭ଦିନରେ ସମାଧାନ ପ୍ରତିଶୃତି ଦେଲେ

ପିପିଲି: ଦୁଇଦିନିଆ ପୁରୀ ଜିଲା ଗସ୍ତରେ ଥିବା ୫-ଟି ସଚିବ ଭି.କେ ପାଣ୍ଡିଆନ ଶୁକ୍ରବାର ପିପିଲିରେ ଜନସାଧାରଣଙ୍କ ସୁଖ ଦୁଃଖ ବୁଝିବା ସହ ସେମାନଙ୍କର ବିଭିନ୍ନ ଦାବି ସଂପର୍କରେ ଅଭିଯୋଗପତ୍ର ଗ୍ରହଣ କରିଛନ୍ତି। ପିପିଲି…
Read More...

ସାପ କାମୁଡ଼ାରେ ମହିଳା ଗୁରୁତର

କଲମପୁର : କଲମପୁର ବ୍ଲକ ଅନ୍ତର୍ଗତ ହାରାମାଲ ପଞ୍ଚାୟତ ଝରାବାହାଲି ଗ୍ରାମର ଜଣେ ମହିଳା ସାପ କାମୁଡ଼ାରେ ଗୁରୁତର ହୋଇଛନ୍ତି। ମହିଳା ଜଣକ ନିଜ ଚାଷ ଜମିକୁ ଯାଉଥିବା ବେଳେ ତାଙ୍କ ଗୋଡ଼କୁ ଏକ ସାପ କାମୁଡ଼ି ଦେଇଥିଲା।…
Read More...

୯ଦଫା ଦାବିକୁ ନେଇ କଂଗ୍ରେସ ତରଫରୁ ତୁରେକେଲା ବ୍ଲକ ଘେରାଉ

କଣ୍ଟାବାଞ୍ଜି: ରାଜ୍ୟରେ ବ୍ଲକମାନଙ୍କରେ ବ୍ୟାପକ ପିସି କାରବାର ବନ୍ଦ କରିବା ସହ ୯ ଦଫା ଦାବିକୁ ନେଇ ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ରାଜ୍ୟର ୩୧୪ଟି ବ୍ଲକ ଘେରାଉ ଡାକରା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ…
Read More...

ନିଖିଳ ଉତ୍କଳ ପିଇଓ ସଂଘ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ଢେଙ୍କାନାଳ ସଦର : ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ, ଓଡ଼ିଶାର ଡାକରାକ୍ରମେ ଢେଙ୍କାନାଳ ଜିଲ୍ଲାର ସମସ୍ତ ୮ଟି ବ୍ଲକର ୧୩୦ ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀ ଚଳିତ ମାସ ୧୮ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ…
Read More...

ବାଲିଘାଟ ପରିବେଶ ମଞ୍ଜୁରୀ ପାଇଁ ଜନଶୁଣାଣି

ହରଭଙ୍ଗା: ହରଭଙ୍ଗା ତହସିଲ ଅର୍ନ୍ତଗତ ସରସରା ରାଜସ୍ୱ ସର୍କଲର ବଡବଙ୍କାପଡ଼ା ମହାନଦୀ ବାଲିଘାଟର ପରିବେଶ ମଞ୍ଜୁରୀ ପାଇଁ ଜିଲ୍ଲାପ୍ରଶାସନ ଏବଂ ପ୍ରଦୂଷଣ କଂଟ୍ରୋଲ ବୋର୍ଡ ମିଳିତ ସହଯୋଗରେ ଗୁରୁବାର ଏକ ସର୍ବସାଧାରଣ…
Read More...

ରିଲିଜ୍‌ ହେଲା ‘ଟାଇଗର ନାଗେଶ୍ବର ରାଓ’ ଟିଜର୍‌: ଭୟଙ୍କର ଅବତାରରେ ରବି ତେଜା

ମୁମ୍ବଇ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ରବି ତେଜା ଏବେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଟାଇଗର ନାଗେଶ୍ବର ରାଓ’କୁ ନେଇ ଚର୍ଚ୍ଚାରେ। ଏହି ଫିଲ୍ମ ମାଧ୍ୟମରେ ଅଭିନେତା ସର୍ବଭାରତୀୟ ସ୍ତରରେ ନିଜ ଅଭିନୟର ଯାଦୁ ଦେଖାଇବେ।…
Read More...

ଓଡ଼ିଶାରେ ‘ମୋ ମାଟି ମୋ ଦେଶ’ ଅଭିଯାନରେ ସାମିଲ ହେଲେ ଅର୍ଥମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର/ପୁରୀ: ରାଷ୍ଟ୍ର ପାଇଁ ବଳିଦାନ ଦେଇଥିବା ଅମର ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ଦେଇଥିବା ଆହ୍ୱାନକ୍ରମେ ‘ମେରି ମାଟି ମେରା ଦେଶ’ ବା ମୋ ମାଟି,…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଭାରତୀୟ ପ୍ରଶାସନିକ ସେବାସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର.. ଜ୍ୟୋତିପ୍ରକାଶ ଦାସ ହେଲେ ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି.. ବୋର୍ଡ ସଭାପତି ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ ଜ୍ୟୋତିପ୍ରକାଶ.. ବୋର୍ଡ…
Read More...

ଶହେବର୍ଷ ତଳର ହାଟ ବଦଳାଇଛି ଠିକଣା; କର୍ପୂର ଉଡ଼ିଛି କନା ପଡ଼ିଛି

ପାତ୍ରପୁର: ବ୍ରିଟିଶ ଶାସନ କାଳରେ ପାତ୍ରପୁର ଅଞ୍ଚଳର ସୁରଙ୍ଗୀ ଏବଂ ଜରଡ଼ା ଅଞ୍ଚଳରେ ଦୁଇ ଜଣ ଗଡ଼ଜାତ ରାଜା(ଜମିଦାର) ଶାସନ କରୁଥିଲେ। ସେହି ସମୟରେ ଅଞ୍ଚଳର ଲୋକଙ୍କ ପାଇଁ ବଜାର ସୁବିଧା ନଥିବା ଫଳରେ ଜିନିଷ କିଣା…
Read More...

ଏଟିଏମ୍‌ ନା ଆବର୍ଜ୍ଜନା କୁଣ୍ଡ ? ପାନଛେପ, ଚିରାକାଗଜରେ ଭର୍ତ୍ତି

ହରଭଙ୍ଗା: ହରଭଙ୍ଗା ବ୍ଲକ ସଦରମହକୁମା ଚାରିଛକ ବଜାର ଉପକଣ୍ଠରେ ରହିଥିବା ଏକ ଏସବିଆଇ ଏଟିଏମ କାଉଣ୍ଟର ବର୍ତମାନ ଆବର୍ଜ୍ଜନା କୁଣ୍ଡ ପାଲଟିଥିବା ଦେଖିବାକୁ ମିଳିଛି, ଯାହା ସ୍ବଚ୍ଛତା ଉପରେ ବଡ ପ୍ରଶ୍ନଚିହ୍ନ ଛିଡ଼ା…
Read More...

ଦେଶୀବନ୍ଧୁକ ଓ ଜୀବନ୍ତ ଗୁଳି ଜବତ; ଯୁବକ ଗିରଫ

ବୁର୍ଲା: ବୁର୍ଲା ଥାନା ପୁଲିସ ସନ୍ଦିଗ୍ଧ ଅବସ୍ଥାରେ ଜଣେ ଦୁର୍ବୃତ୍ତକୁ ଦେଶୀବନ୍ଧୁକ, ଗୋଟିଏ ଜୀବନ୍ତ ଗୁଳି ଏବଂ ଫୁଟା ଗୁଳି ସହିତ ଗିରଫ କରିବାରେ ସଫଳ ହୋଇଛି। ପୁଲିସ ସୂଚନା ମୁତାବକ, ମୁଣ୍ଡୋଘାଟ ବ୍ରିଜ୍ ନିକଟରୁ…
Read More...

ଆଗାମୀ ନିର୍ବାଚନରେ ସଫଳତା ପାଇଁ ବିଜେଡିର ବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ, ୯ ପ୍ରସ୍ତାବ ଗୃହୀତ

ଭବାନୀପାଟଣା: ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ କଳାହାଣ୍ଡି ବିଜୁ ଜନତା ଦଳ ନିଜର ପ୍ରାର୍ଥୀମାନଙ୍କୁ ଯେପରି ସଫଳତା ସହିତ ବିଜୟ କରି ନୂତନ ଅଧ୍ୟାୟ ସୃଷ୍ଟି କରିବ ସେଥିପାଇଁ ଜିଲ୍ଲାଠାରୁ ଆରମ୍ଭ କରି…
Read More...

ବାଂଶଡା ପଞ୍ଚାୟତରେ ରକ୍ତଦାନ ଶିବିର; ୬୪ୟୁନିଟ ରକ୍ତ ସଂଗ୍ରହ

ଧାମରା: ଧାମରା ନିକଟସ୍ଥ ବାଂଶଡା ପଂଚାୟତରେ ଗୁରୁବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ଚାନ୍ଦବାଲି ବ୍ଲକ କଂଗ୍ରେସ ନେତା ଦିଗମ୍ବର ଦାସ ପ୍ରଦ୍ୱୀପ ପ୍ରଜ୍ଜ୍ବଳନ ପୂର୍ବକ ଆନୁଷ୍ଠାନିକ ଭାବେ…
Read More...

ସୈଫ୍‌ଙ୍କ ପ୍ରଶଂସକଙ୍କୁ ମିଳିଲା ଉପହାର; ସାମ୍ନାକୁ ଆସିଲା ‘ଦେଭ୍‌ରା’ରୁ ଅଭିନେତାଙ୍କ ପ୍ରଥମ ଲୁକ୍‌

ମୁମ୍ବଇ: ବଲିଉଡ଼ ଅଭିନେତା ସୈଫ୍‌ ଅଲୀ ଖାନ୍‌ଙ୍କ ଜନ୍ମଦିନ ଅବସରରେ ବୁଧବାର ତାଙ୍କ ପ୍ରଶଂସକଙ୍କୁ ମିଳିଛି ଏକ ଉପହାର। ଆଗାମୀ ଚଳଚ୍ଚିତ୍ର ‘ଦେଭ୍‌ରା’ରୁ ସୈଫ୍‌ଙ୍କ ପ୍ରଥମ ଲୁକ୍‌ ସାମ୍ନାକୁ ଆସିଛି। ଦକ୍ଷିଣ ଭାରତୀୟ…
Read More...

ରାଜଧାନୀରେ ଚାଞ୍ଚଲ୍ୟ: ଶଯ୍ୟାଶାୟୀ ବୃଦ୍ଧାଙ୍କୁ ତଣ୍ଟିକାଟି ହତ୍ୟା, ଅଚେତ ଅବସ୍ଥାରେ ବୋହୂ ଉଦ୍ଧାର

ଖଣ୍ଡଗିରି: ଭରତପୁର ଥାନା ଖଣ୍ଡଗିରିବାରି ବସ୍ତିରେ ମଙ୍ଗଳବାର ସଂଧ୍ୟା ପ୍ରାୟ ୭ଟା ସମୟରେ ଘଟିଛି ଏକ ବିଭତ୍ସ ହତ୍ୟାକାଣ୍ଡ। ଗତ ସପ୍ତାହରୁ ଡାକ୍ତରଖାନାରୁ ଡିସଚାର୍ଡ ହୋଇ ଘରେ ଶଯ୍ୟାଶାୟୀ ଥିବା ଜଣେ ବୃଦ୍ଧାଙ୍କ…
Read More...

ବନ ବିଭାଗ ଚଢ଼ାଉ; ୮୦ ସେଫଟି ପଟା ଜବତ

ଦେଓଗାଁ : ବଲାଙ୍ଗୀର ବନାଞ୍ଚଳ ଅନ୍ତର୍ଗତ ଆଠଗାଁ ଫରେଷ୍ଟ ସେକ୍ସନ ଅଧୀନରେ ଥିବା ଦେଓଗାଁ ବ୍ଲକର ମୁକୁନ୍ଦପୁର ଗାଁରେ ବନ ବିଭାଗ ଚଢ଼ାଉ କରି ବିଭିନ୍ନ ପ୍ରକାର କାଠ ପଟା ଜବତ କରିଥିବା ଜଣାପଡିଛି। ବଲାଙ୍ଗୀର ରେଞ୍ଜର ବନ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଭୁବନେଶ୍ବର ମାର୍କେଟ ବିଲ୍ଡିଂରେ ପୁଣି ଉତ୍ତେଜନା.. ଉଠା ଦୋକାନୀ-ସ୍ଥାୟୀ ଦୋକାନୀ ମୁହାଁମୁହିଁ.. ଉଠା ଦୋକାନୀ ଜବରଦସ୍ତ ବସିବାକୁ ଉଦ୍ୟମ ବେଳେ ମୁହାଁମୁହିଁ.. କଲବଲ କଲାଣି ବର୍ଷା.. ହିମାଚଳ ଓ ଉତ୍ତରାଖଣ୍ଡରେ…
Read More...

ପୁଣି ବାହାର ରାଜ୍ୟରେ ଦାଦନ ମୃତ୍ୟୁ; ହତ୍ୟା ଅଭିଯୋଗ ଆଣିଲା ପରିବାର

କଲମପୁର: କାମ କରି ପେଟ ପୋଷିବା ପାଇଁ ସୁଦୁର ବେଙ୍ଗାଲୁରୁ ଦାଦନ ଖଟିବାକୁ ଯାଇଥିଲା ପୁଅ। କିନ୍ତୁ ଘରୁ ବାହାରିବାର ୧୫ ଦିନ ନଯାଉଣୁ ତାର ମରଣ ଖବର ଆସିଛି। ପୁଅକୁ ମୋର ଜାଣି ଶୁଣି ମାରି ଦିଆଯାଇଛି। ଏହା ଏକ ହତ୍ୟା…
Read More...

ମିଳୁନି ଜଳସେଚନ ସୁବିଧା; ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ଚାଷୀ

କଲମପୁର : କେନାଲ ମାଧ୍ୟମରେ ଜଳ ସେଚନ ପାଇବାରୁ ବଞ୍ଚିତ ହୋଇଥିବା ୨୦ରୁ ଅଧିକ ଚାଷୀ କଲମପୁର ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହାସହ ଚାଷ ଜମିକୁ ଜଳ ସେଚନ ଯୋଗାଇ ଦେବା ପାଇଁ ଦାବୀ କରିଛନ୍ତି। ସୂଚନା…
Read More...

ବରଗଡ଼ରେ ହେବ ୩ଟି ନୂଆ ବୃହତ୍ ସେତୁ; ୩୯ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବରଗଡ ଜିଲାରେ ନିର୍ମାଣ ହେବ ୩ଟି ବୃହତ୍ ସେତୁ। ଏଥିପାଇଁ ୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ୩ ସେତୁ ଦ୍ବାରା ଜିଲାର ପ୍ରାୟ ୭.୨୫ ଲକ୍ଷ ଲୋକ ଉପକୃତ ହେବେ ବୋଲି…
Read More...

୧୮ରେ ପିପିଲି ଆସିବେ ୫-ଟି ସଚିବ; ପ୍ରସ୍ତୁତି ଜୋରଦାର

ପିପିଲି: ୫-ଟି ସଚିବ ଭି.କେ ପାଣ୍ଡିଆନ ଆସନ୍ତା ୧୮ ତାରିଖରେ ପିପିଲି ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଶୁକ୍ରବାର ପୂର୍ବାହ୍ନ ସାଢେ ୧୧ଟାରେ ପାଣ୍ଡିଆନ…
Read More...

ରେସ୍ତୋରାଁ ଚିକେନ ଥାଳିରେ ମଲା ମୂଷା; ଥାନାରେ ମାମଲା

ମୁମ୍ବଇ: ମହାରାଷ୍ଟ୍ରର ଏକ ରେସ୍ତୋରାଁ ଖାଦ୍ୟରେ ମଲା ମୂଷା ବାହାରିବା ଖବର ସାମ୍ନାକୁ ଆସିଛି। ଗ୍ରାହକ ଅନୁରାଗ ସିଂହଙ୍କ ଅଭିଯୋଗ ଆଧାରରେ ବାନ୍ଦ୍ରା ପୁଲିସ ଏନେଇ ଏକ ମାମଲା ରୁଜୁ କରିଛି। ଅଭିଯୋଗକାରୀ ଅନୁରାଗ…
Read More...

ଭୈରବୀ ଡିଗ୍ରୀ କଲେଜର ମୋ ମାଟି, ମୋ ଦେଶ କାର୍ଯ୍ୟକ୍ରମ

ହରଭଙ୍ଗା: ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ଭୈରବୀ ଡିଗ୍ରୀ କଲେଜ ପରିସରରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରେଣିଆଙ୍କ ଅଧ୍ୟକ୍ଷତାରେ କଲେଜର ମୋ ମାଟି, ମୋ ଦେଶ କାର୍ଯ୍ୟକ୍ରମ ପାଳିତ…
Read More...

ଲୁହରେ ଭିଜିଲା ଜନ୍ମମାଟି; ବରଗଡ଼ରେ ଶହୀଦ ବୀର ଯବାନ ନୀଳାଞ୍ଚଳଙ୍କ ପାର୍ଥିବ ଶରୀର

ବରଗଡ଼: ବରଗଡ଼ ମାଟିର ବୀର ପୁତ୍ର ଶହୀଦ ନୀଳାଞ୍ଚଳ ପଟେଲଙ୍କ ପାର୍ଥିବ ଶରୀର ସୋମବାର ବରଗଡ଼ରେ ପହଞ୍ଚିଛି। ବରଗଡ଼ ଜିଲା ଭେଡେନ ବ୍ଲକ ଅନ୍ତର୍ଗତ ସୁନାଲରମ୍ଭା ନିକଟସ୍ଥ ବାଘପାଲି ଗ୍ରାମର ବୀର ଯବାନ ନୀଳାଞ୍ଚଳ ପଟେଲ(୪୫)…
Read More...

ହିମାଚଳପ୍ରଦେଶ: ବର୍ଷା ଓ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି

ଶିମଳା : ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା ଓ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି। ଏଥିସହ ମାଟିତଳେ ୪୦ରୁ ଊର୍ଦ୍ଧ୍ବ ଲୋକ ଫଶି ରହିଥିବା ଜଣାପଡ଼ିଛି। ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର…
Read More...

ଧଳପୁର କ୍ଷୁଦ୍ର ଜଳସେଚନ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ

ହରଭଙ୍ଗା: ହରଭଙ୍ଗା ବ୍ଲକ ଧଳପୁର ପଂଚାୟତ ସଦରମହକୁମାରେ କ୍ଷୁଦ୍ରଜଳସେଚନ ବିଭାଗର ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ନଜରକୁ ଆସିଛି। ଫଳରେ କେନାଲ ପାଣି ଜମିରେ ମାଡିବା ବଦଳରେ ଧଳପୁର ମାର୍କେଟ ଉପରେ ଥିବା ମାରୱାର୍ଡି…
Read More...

ଅନ୍ଧାରରେ ଦାନିକାପେଲ ଗାଁ

ଲାଞ୍ଜିଗଡ଼: ସରକାର ଗାଁଠାରୁ ସହର ପର୍ଯ୍ୟନ୍ତ ଘରକୁ ଘର ବିଦ୍ୟୁତ ସଂଯୋଗ କରିବା ପାଇଁ ପ୍ରତିଶୃତିବଦ୍ଧ। ଗାଁକୁ ବିଦ୍ୟୁତ ଆସିଲା, ଗ୍ରାମବାସୀଙ୍କ ମନରେ ଏକ ଖୁସିର ଲହରୀ ଖେଳି ଯାଇଥିଲା। ହେଲେ ବିଦ୍ୟୁତ ସଂଯୋଗ ମାତ୍ର…
Read More...

ପଶ୍ଚିମଓଡ଼ିଶା ସ୍ତରୀୟ ଗ୍ରନ୍ଥାଗାରିକ ଦିବସ

ରେଙ୍ଗାଲିକ୍ୟାମ୍ପ: ପୁସ୍ତକାଳୟ ତଥା ସୂଚନା ବିଜ୍ଞାନର ଜନକ ଏସ ଆର୍ ରଙ୍ଗନାଥନଙ୍କ ଜନ୍ମ ଦିବସ ଜାତୀୟ ଗ୍ରନ୍ଥାଗାରିକ ଦିବସ ରୂପେ ସାରା ଭାରତ ବର୍ଷରେ ପାଳିତ ହୋଇଆସୁଛି । ଏହି ଉପଲକ୍ଷେ ପଶ୍ଚିମ ଓଡ଼ିଶାସ୍ତରୀୟ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା.. ଏଣିକି ସୀମାରେ ପହରା ଦେବ ଅତ୍ୟାଧୁନିକ ଡ୍ରୋନ.. ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଇଛି ହେରୋନ ମାର୍କ-୨ ଡ୍ରୋନ.. ଅନୁପ୍ରବେଶକାରୀ ଓ ଆତଙ୍କବାଦୀଙ୍କ ଉପରେ ନଜର…
Read More...

ଅଯୋଧ୍ୟା: ରାମମନ୍ଦିର ପୂଜକଙ୍କୁ ମିଳିବ ସରକାରୀସ୍ତରୀୟ ସୁବିଧା, ବଢିବ ଦରମା

ଅଯୋଧ୍ୟା: ଶ୍ରୀରାମ ଜନ୍ମଭୂମି ପୁରୋହିତମାନଙ୍କ ପାଇଁ ଖୁସି ଖବର। ଏବେ ପୁରୋହିତ ଏବଂ କର୍ମଚାରୀମାନଙ୍କୁ ସରକାରୀସ୍ତରୀୟ ସୁବିଧା ଯୋଗାଇବା ପାଇଁ ପ୍ରସ୍ତୁତି ଚାଲିଛି। ଶ୍ରୀରାମ ଜନ୍ମଭୂମିର ମୁଖ୍ୟ ପୂଜକ ଆଚାର୍ଯ୍ୟ…
Read More...

ବିଜେପି ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

କଲମପୁର: ଆଜାଦୀକା ଅମୃତ ମହୋତ୍ସବ ପାଳନ ଅବସରରେ ରବିବାର କଲମପୁର ମଣ୍ଡଳ ବିଜେପି ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମଣ୍ଡଳ ସଭାପତି କମଳ ବାଗ, ସାଂସଦଙ୍କ ପ୍ରତିନିଧି ହୃଷିକେଶ ବେହେରା,…
Read More...

ଅଜଣା ବାଇକ ଧକ୍କାରେ ଯୁବକ ଗୁରୁତର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

କଲମପୁର: କଲମପୁର ମୁଖ୍ୟ ବଜାରଠାରେ ଏକ ଅଜଣା ବାଇକ ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ସୂଚନା…
Read More...

ରାଜଧାନୀକୁ ସ୍ବଚ୍ଛ ଓ ସୁନ୍ଦର ରଖିବ ଟିମ୍ ସାଇନ୍

ଭୁବନେଶ୍ବର: ରାଜଧାନୀକୁ ସ୍ବଚ୍ଛ ଏବଂ ସୁନ୍ଦର ରଖିବା ପାଇଁ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଏକ ନୂଆ ପଦକ୍ଷେପ ସ୍ବରୂପ ଗଠନ ହୋଇଛି ଟିମ୍ ସାଇନ୍(ସାନିଟେସନ ଆଣ୍ଡ୍‌ ହାଇଜିନ୍ ଇନସ୍ପେକସନ ଫର୍ ନିଟ୍ ଏନଭରନମେଣ୍ଟ)।…
Read More...

ଜିଲା ଦାବୀ ନେଇ ୧୭ରେ ଟିଟିଲାଗଡ଼ ବନ୍ଦ

ଟିଟିଲାଗଡ଼: ଦୀର୍ଘ ୩୧ ବର୍ଷ ଧରି ଟିଟିଲାଗଡ଼ ଜିଲ୍ଲା ଆନ୍ଦୋଳନ ଦିନକୁ ଦିନ ତେଜୀୟାନ ହେବାରେ ଲାଗିଛି। ନିର୍ବାଚନ ପାଖେଇ ଆସୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ୫-ଟି ସଚିବ ଭିକେ ପାଣ୍ଡିଆନ ରାଜ୍ୟ ସାରା ଗସ୍ତ…
Read More...

ରାସ୍ତାରୋକର ଦୁଇ ଦିନ ପରେ ହିତାଧିକାରୀଙ୍କୁ ବଣ୍ଟନ ହେଲା ଚାଉଳ

ହରଭଙ୍ଗା: ହରଭଙ୍ଗା ବ୍ଲକ ବୀରନରସିଂହପୁର ପଂଚାୟତରେ ରବିବାର ବାଲିପୁର ଏବଂ ନୂଆପଡ଼ା ଗ୍ରାମର ରାସନ କାର୍ଡଧାରୀଙ୍କୁ ୩ମାସର ଚାଉଳ ବ୍ଲକ ଯୋଗାଣ ଅଧିକାରୀ ବିପିନ ମହାପାତ୍ରଙ୍କ ଉପସ୍ଥିତିରେ ବଣ୍ଟନ କରାଯାଇଛି। ରାସନ…
Read More...

ଧାମରା ମାଛଧରା ବନ୍ଦରରେ ବୋଟ୍‌ରୁ ଖସି ଧୀବର ନିଖୋଜ

ଧାମରା: ଧାମରା ମାଛଧରା ବନ୍ଦରରେ ଜଣେ ଧୀବର ବୋଟରୁ ଖସି ନିଖୋଜ ହୋଇଯାଇଛନ୍ତି। ଧାମରା ମେରାଇନ ଥାନାଧିକାରୀଙ୍କ ବୟାନ ଅନୁଯାୟୀ, ଯାଜ୍ଞସେନୀ ନାମକ ଏକ ବୋଟ ଧାମରାଠାରେ ନଙ୍ଗର ପକାଇ ରହିଥିଲା। ରବିବାର ଦିନ ୨ଟା ସମୟରେ…
Read More...

ଆଜାଦୀ କା ଅମୃତ ମହୋତ୍ସବରେ ୧୨୫୦ ବୃକ୍ଷରୋପଣ

କଲ୍ୟାଣସିଂହପୁର: ରାୟଗଡା ଡିଭିଜନ କଲ୍ୟାଣସିଂହପୁର ଫରେଷ୍ଟ ରେଞ୍ଜରେ ଆଜାଦୀ କା ଅମୃତ ମହୋତ୍ସବ-୨୦୨୩ ଅବସରରେ ୧୨୫୦ଟି ବୃକ୍ଷରୋପଣ କରାଯାଇଛି । ରବିବାର ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ସ୍ଥାନୀୟ ବନବିଭାଗର ବନାଞ୍ଚଳ…
Read More...

ଚଳନ୍ତା ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

କଣ୍ଟାବାଞ୍ଜି : ଚଳନ୍ତା ଟ୍ରେନ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ଯୁବକ ଜଣକ ହେଉଛନ୍ତି କଣ୍ଟାବାଞ୍ଜି ସହର ଗୋରୁ ବଜାର ନିକଟ ପୁଡାପଦର ପଡା,୧୧ ନଂ ୱାର୍ଡର ବିଷ୍ଣୁ ଠାକୁର(୪୨)। ବୁଧବାର ରାତିରେ…
Read More...

ସନ୍ଧ୍ୟା ୭ଟା ମୁଖ୍ୟ ଖବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ କାଟ ଖାଇଲା.. ଅନାସ୍ଥା ପ୍ରସ୍ତାବରେ ପୁଣି ଜିତିଲା ମୋଦୀ ସରକାର.. ଅନାସ୍ଥାରେ ହାରିଲେ ବିରୋଧୀ.. ବାଚନିକ ଭୋଟରେ କାଟ ଖାଇଲା ବିରୋଧୀଙ୍କ…
Read More...

ଚାଉଳ ପାଇଁ ହିତାଧିକାରୀଙ୍କ ଜାତୀୟ ରାଜପଥ ଅବରୋଧ

ହରଭଙ୍ଗା: ହରଭଙ୍ଗା ବ୍ଲକ ବୀରନରସିଂହପୁର ପଂଚାୟତ ଅର୍ନ୍ତଗତ ନୂଆପଡ଼ା ଛକରେ ଗୁରୁବାର ଶତାଧିକ ହିତାଧିକାରୀ ଚାଉଳ ପାଇଁ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ଅବରୋଧ କରିଥିବା ଜଣାପଡ଼ିଛି। ପ୍ରକାଶ ଯେ, ଏହି ପଂଚାୟତ…
Read More...

ବ୍ଲକର ୧୧ଗୋଟି ପ୍ରାଥମିକ ବିଦ୍ୟାଳୟକୁ ସ୍ମାର୍ଟ ଟିଭି ପ୍ରଦାନ

କଲମପୁର: ସମଗ୍ର ଶିକ୍ଷା ଅଭିଯାନ ସୌଜନ୍ୟରୁ କଲମପୁର ବ୍ଲକର ୧୧ ଗୋଟି ପ୍ରାଥମିକ ବିଦ୍ୟାଳୟକୁ ସ୍ମାର୍ଟ ଟିଭି ପ୍ରଦାନ କରାଯାଇଛି। ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ଏବେ ସ୍ମାର୍ଟ ଟିଭି ମାଧ୍ୟମରେ ବିଦ୍ୟାଳୟ ଓ ଗଣ ଶିକ୍ଷା…
Read More...

କଲମପୁରରେ ସତ୍ୟସାଇଙ୍କ ପାଦୁକା ରଥକୁ ସ୍ୱାଗତ ସମ୍ବର୍ଦ୍ଧନା

କଲମପୁର : ସମଗ୍ର ଦେଶରେ ଶାନ୍ତି ଓ ମୈତ୍ରୀର ବାର୍ତ୍ତା ନେଇ ପୁଟ୍ଟାପର୍ତିଠାରୁ ପରିକ୍ରମା ଆରମ୍ଭ କରିଛି ସତ୍ୟସାଇଙ୍କ ପାଦୁକା ରଥ। ଓଡ଼ିଶା ସତ୍ୟସାଇ ସଂଗଠନ ପକ୍ଷରୁ ଗୁରୁବାର ଏହି ରଥ କଳାହାଣ୍ଡି ଜିଲ୍ଲା କଲମପୁରଠାରେ…
Read More...

ପୂର୍ବତନ ଡକାୟତ ମଲଖାନ ସିଂହ କଂଗ୍ରେସରେ ସାମିଲ

ଭୋପାଳ: ପୂର୍ବତନ ଡକାୟତ ମଲଖାନ ସିଂହ କଂଗ୍ରେସରେ ସାମିଲ ହୋଇଛନ୍ତି। ମଧ୍ୟପ୍ରଦେଶସ୍ଥିତ ପାର୍ଟି ମୁଖ୍ୟାଳୟରେ ବୁଧବାର ସନ୍ଧ୍ୟାରେ ପିସିସି ମୁଖ୍ୟ କମଲ ନାଥ ଏବଂ ବିରୋଧୀ ଦଳ ନେତା ଗୋବିନ୍ଦ ସିଂହଙ୍କ ଉପସ୍ଥିତିରେ ସେ…
Read More...

ରଜନୀକାନ୍ତଙ୍କ ‘ଜେଲର୍’ ପାଇଁ କଲେଜ, ଅଫିସ୍‌ ଛୁଟି

ବେଙ୍ଗାଲୁରୁ: ସୁପରଷ୍ଟାର ରଜନୀକାନ୍ତଙ୍କ ଚଳଚ୍ଚିତ୍ର ‘ଜେଲର୍’ ଗୁରୁବାର ମୁକ୍ତିଲାଭ କରିଛି। ଏହି ଫିଲ୍ମ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଛି। ଦୀର୍ଘଦିନରୁ ଫିଲ୍ମକୁ ଅପେକ୍ଷା କରି ରହିଥିବା ରଜନୀକାନ୍ତଙ୍କ…
Read More...

କରଞ୍ଜମାଳ ପଞ୍ଚାୟତରେ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ଦାବୀ

ଧାମରା: କରଞ୍ଜମାଳଠାରେ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରିବାକୁ ଅଞ୍ଚଳବାସୀ ପୁଣି ନିଜର ଦାବୀ ରଖିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ଚାନ୍ଦବାଲି ତହସିଲଦାର ଚାନ୍ଦବାଲି ତହସିଲ ଅଞ୍ଚଳରେ ଥିବା ସମସ୍ତ ସରକାରୀ ଜମିରୁ…
Read More...

ବଦଳିଯିବ କେରଳର ନାଁ, ବିଧାନସଭାରେ ପ୍ରସ୍ତାବ ଗୃହୀତ

ତିରୁଅନନ୍ତପୁରମ: ବଦଳିବ ଦକ୍ଷିଣ ଭାରତୀୟ ରାଜ୍ୟ କେରଳର ନାଁ। ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ବୁଧବାର ବିଧାନସଭାରେ ରାଜ୍ୟର ନାମ ପରିବର୍ତ୍ତନ ସମ୍ବନ୍ଧୀୟ ପ୍ରସ୍ତାବ ଆଗତ କରିଛନ୍ତି। ସେ କହିଛନ୍ତି କେରଳର ନାମ…
Read More...

ଅଡାଳ ଗ୍ରାମରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ଅଡାଳ ଗ୍ରାମରେ ବୁଧବାର ରାସ୍ତା ପ୍ରଶସ୍ତିକରଣ ପାଇଁ ଜବରଦଖଲ ଉଚ୍ଛେଦ କରାଯାଇଛି । ଦୀର୍ଘଦିନ ହେଲା ଏଠାରେ ରାସ୍ତା ଦୁଇ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ପୁରୁଷୋତ୍ତମପୁରର ଋଷିକୂଲ୍ୟା ନଦୀ ଉପରେ ନିର୍ମାଣ ହେଲା ସେତୁ.. ଉପକୃତ ହେବେ ୧୦ଟି ପଞ୍ଚାୟତର ଲୋକ.. ବହୁ ଚର୍ଚ୍ଚିତ କଟକରୋଡ ହୋଟେଲରେ ଛାତ୍ରୀଙ୍କ ମୃତ୍ୟୁ ଘଟଣା.. ପୁଲିସକୁ ମିଳିଲା ମୃତା ଛାତ୍ରୀଙ୍କ ସିଡିଆର…
Read More...

୮ଦିନ ମଧ୍ୟରେ ପାଉଁଶ ପରିବହନ ବନ୍ଦ ନହେଲେ ରାସ୍ତାରୋକ ଚେତାବନୀ

ରେଙ୍ଗାଲି: ସମ୍ବଲପୁର ଜିଲା ରେଙ୍ଗାଲି ବ୍ଳକ୍‌‌ କତରବଗା ଗ୍ରାମପଞ୍ଚାୟତ ରଚଦଳିପିଟା, ଝରନପାଲି, ତିଲିଙ୍ଗିକେମ୍ପ, ଭୁଲିଆଟିକ୍ରା, ପିତାପାଲି ଆଦି ଗ୍ରାମ ଦେଇ ବେଆଇନ୍‌‌ ଭାବେ ହେଉଥିବା ପାଉଁଶ ପରିବହନ ଆସନ୍ତା ୮ଦିନ…
Read More...

ଏଲଆଣ୍ଡଟି କମ୍ପାନୀର ମନମୁଖୀ କାର୍ଯ୍ୟ; ପାଇପ ପୋତିଲା ବେଳେ ଉପୁଡ଼ିଲା ଶାଗୁଆନ ଗଛ  

ହରଭଙ୍ଗା: ହରଭଙ୍ଗାଠାରେ ବୃହତ ପାଇପ୍‌‌ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରୁଥିବା ଏଲଆଣ୍ଡଟି କମ୍ପାନୀର ମନମୁଖୀ କାର୍ଯ୍ୟ ବାରମ୍ବାର ସାମ୍ନାକୁ ଆସୁଛି। କେତେବେଳେ ପାଇପ୍‌‌ ପୋତିବା ନାଁରେ ଗାଁ ମୁଖ୍ୟ ରାସ୍ତା…
Read More...

ମୁଣ୍ଡ ଗୁଞ୍ଜିବାକୁ ନାହିଁ ଘର, ବାରଣ୍ଡାରେ ବିତୁଛି ଜୀବନ

ହରଭଙ୍ଗା: ସରକାର ପ୍ରତ୍ୟେକ ଗରିବ ପରିବାରକୁ ମାଗଣାରେ ଘର ଖଣ୍ଡିଏ ଯୋଗାଇବାକୁ ବ୍ୟବସ୍ଥା କରିଛନ୍ତି। ମାତ୍ର ସରକାରଙ୍କ ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ, ମୋ କୁଡ଼ିଆ ଆଉ ଏବେ ମୋ ଘର ଭଳି ମାଳ ମାଳ ଯୋଜନା…
Read More...

ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ଅଭିନବ ଓ କ୍ରାନ୍ତିକାରୀ ପଦକ୍ଷେପ

ଲାଞ୍ଜିଗଡ: ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟ କେବଳ ଶିକ୍ଷା ପାଇଁ ନୁହେଁ, ଅନ୍ୟ କ୍ଷେତ୍ରରେ ମଧ୍ୟ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ମାନସିକ ଓ ଶାରୀରିକ…
Read More...

ଜିଲା ଆୟୁର୍ବେଦ ଚିକିତ୍ସା ବିଭାଗ ପକ୍ଷରୁ ବିଦ୍ୟାଳୟ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଟୋପଠାରେ ଆୟୁଷ୍ମାନ ଭାରତ ଯୋଜନା ଏବଂ ଓଡ଼ିଶା ଆୟୁଷ ମିଶନ ମିଳିତ ଆନୁକୂଲ୍ୟରେ ଜିଲା ଆୟୁର୍ବେଦ ଚିକିତ୍ସା ବିଭାଗ ପକ୍ଷରୁ…
Read More...

ହରଭଙ୍ଗାରେ ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

ହରଭଙ୍ଗା : ହରଭଙ୍ଗା ବ୍ଲକ୍ ସାମ୍ପୋଚ ପଞ୍ଚାୟତରେ ରାଜ୍ୟ ପଞ୍ଚାୟତିରାଜ ଜଙ୍ଗଲ ଏବଂ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ହୋଇଯାଇଛି। ମଙ୍ଗଳବାର…
Read More...

କଳାବ୍ୟାଜ୍ ପିନ୍ଧି କାର୍ଯ୍ୟ କଲେ ପିଇଓ

ଦେଓଗାଁ: ଦେଓଗାଁ ଓ ସଦର ବ୍ଲକରେ କାର୍ଯ୍ୟ କରୁଥିବା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ବିଭିନ୍ନ ଦାବୀ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ନିଜର ଦାବୀ ପୂରଣ ପାଇଁ ଅଧିକାରୀମାନେ କଳାବ୍ୟାଜ୍ ପରିଧାନ କରି କାର୍ଯ୍ୟ…
Read More...

୬ ରାଜ୍ୟର ୭ ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ : ୬ ରାଜ୍ୟର ୭ ବିଧାନସଭା ଆସନ ପାଇଁ ମଙ୍ଗଳବାର ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ୬ ରାଜ୍ୟ ହେଉଛି ଝାଡ଼ଖଣ୍ଡ, ତ୍ରିପୁରା, କେରଳ,…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

୬ ରାଜ୍ୟରେ ୭ ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା.. ସେପ୍ଟେମ୍ବର ୫ରେ ମତଦାନ.. ୮ରେ ପ୍ରକାଶ ପାଇବ ଫଳାଫଳ.. ସଂସଦରେ  ଅନାସ୍ଥା ପ୍ରସ୍ତାବକୁ ବିରୋଧ କଲା ବିଜେଡି.. କେନ୍ଦ୍ର ସରକାର ଓ ମୋଦୀଙ୍କ…
Read More...

ଆଦିବାସୀ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ କଲ୍ୟାଣସିଂହପୁର ଗସ୍ତ; ଦେବଗିରି ଉନ୍ନତି ନେଇ ଆଲୋଚନା

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକରେ ଥିବା ପ୍ରସିଦ୍ଧ ଐତିହାସିକ ପଞ୍ଚମୁଖେଶ୍ୱର ଦେବଗିରି ପାହାଡ଼ର ଉନ୍ନତି ନେଇ ମଙ୍ଗଳବାର ଆଦିବାସୀ ଉନ୍ନୟନ ଯନ୍ତ୍ରୀ ଅଶୋକ ସେଠୀ କଲ୍ୟାଣସିଂହପୁର ଗସ୍ତ…
Read More...

ସ୍କୁଲରେ ନାମଲେଖା ପାଇଁ ବାଧ୍ୟତାମୂଳକ ନୁହେଁ ଆଧାରକାର୍ଡ଼

ଭୁବନେଶ୍ବର: ଏଣିକି ଆଧାର ପରିଚୟପତ୍ର ବିନା ସ୍କୁଲରେ ନାମ ଲେଖାଇ ପାରିବେ ଛାତ୍ରଛାତ୍ରୀ। ସ୍କୁଲରେ ନାମ ଲେଖାଇବା ପାଇଁ ଆଧାରକାର୍ଡ଼ ବାଧ୍ୟତାମୂଳକ ନୁହେଁ। ଏନେଇ ମଙ୍ଗଳବାର ସମସ୍ତ ଜିଲା ଶିକ୍ଷାଧିକାରୀଙ୍କୁ ଚିଠି…
Read More...

ପାକିସ୍ତାନ: ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୟୁସି ଚେୟାରମ୍ୟାନଙ୍କ ସମେତ ୭ ମୃତ

ବେଲୁଚିସ୍ତାନ: ପାକିସ୍ତାନର ବେଲୁଚିସ୍ତାନ​‌ରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଛି। ଏଥିରେ ୟୁନିୟନ କାଉନସିଲ ଚେୟାରମ୍ୟାନଙ୍କ ସମେତ ମୋଟ୍‌ ୭ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନାନୁସାରେ, ସୋମବାର ବିଳମ୍ବିତ ରାତିରେ…
Read More...

ଏକ ବିକଶିତ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ: ଭିକେ ପାଣ୍ଡିଆନ

ଆଠଗଡ଼: ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ସ୍ୱପ୍ନ ଦେଖୁଛନ୍ତି, ତାହାକୁ ସାକାର କରିବା ପାଇଁ ଓଡ଼ିଶାବାସୀଙ୍କର ଅକୁଣ୍ଠ ସହଯୋଗ ଲୋଡ଼ା ବୋଲି ଆଠଗଡ଼ ଗସ୍ତରେ ଆସିଥିବା…
Read More...

ମାଲକାନଗିରିରେ ମାଓ କ୍ୟାମ୍ପ ଠାବ; ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି: ସୀମା ସୁରକ୍ଷା ବାହିନୀ(ବିଏସଏଫ୍)କୁ ମିଳିଛି ଏକ ବଡ଼ ସଫଳତା। ୧୪୨ ବାଟାଲିଅନ୍‌ ବିଏସଏଫ ପକ୍ଷରୁ ମାଲକାନଗିରି ଜିଲା କାଲିମେଳା ବ୍ଲକ୍ ଭେଜଙ୍ଗିୱାଡ଼ା ସଂରକ୍ଷିତ ଜଙ୍ଗଲରେ ଏକ ମାଓ କ୍ୟାମ୍ପ ଠାବ…
Read More...

କଳାହାଣ୍ଡିରୁ ଉଡ଼ିବ ବିମାନ; ଉତ୍‌କେଲା ବିମାନବନ୍ଦରକୁ ଡିଜିସିଏ ଲାଇସେନ୍ସ

ଭୁବନେଶ୍ୱର: ଖୁବ୍‌ଶୀଘ୍ର କଳାହାଣ୍ଡିରୁ ଉଡ଼ିବ ବିମାନ। ଉତ୍‌କେଲାରୁ ବିମାନ ଉଡ଼ିବା ନେଇ ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ(ଡଜିସିଏ) ଅନୁମତି ପ୍ରଦାନ କରିଛି। ଉତ୍‌କେଲା ବିମାନବନ୍ଦରକୁ ଡିଜିସିଏ ଲାଇସେନ୍ସ…
Read More...

୫-ଟି ସ୍କୁଲକୁ ବର୍ଷେ ପୁରିନି, ଖସିଲା ସିଲିଂ

ରେଙ୍ଗାଲିକ୍ୟାମ୍ପ: ପଦାକୁ ଆସିଲା ୫-ଟି ବିଦ୍ୟାଳୟର ଅସଲ ଚିତ୍ର। ବିଦ୍ୟାଳୟକୁ ୫-ଟି ରୂପାନ୍ତରିତ ହେବା ବର୍ଷେ ପୂରିନି, ଖସିପଡ଼ିଛି ବିଜ୍ଞାନଗାରର ସିଲିଂ। ପିଲାମାନେ ବିଜ୍ଞାନଗାରରେ ପରୀକ୍ଷା କରୁଥିବା ବେଳେ ନିମ୍ନ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ରାଜସ୍ଥାନରେ ୧୯ଟି ନୂଆ ଜିଲା ପ୍ରତିଷ୍ଠା କଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ.. ନୂଆଦିଲ୍ଲୀ: ବିରୋଧୀଙ୍କ ପ୍ରବଳ ବିରୋଧ ସତ୍ତ୍ବେ ଲୋକସଭାରେ ଡିଜିଟାଲ ବ୍ୟକ୍ତିଗତ ଡାଟା ସୁରକ୍ଷା ବିଲ-୨୦୨୩ ଗୃହିତ.. ବିହାରରେ…
Read More...

୧୯ ନୂଆ ଜିଲା ପ୍ରତିଷ୍ଠା କଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ

ଜୟପୁର: ରାଜସ୍ଥାନର ଜୟପୁର ସ୍ଥିତ ବିରଲା ଅଡିଟୋରିୟମ୍‌ରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସୋମବାର ରାଜ୍ୟର ୧୯ଟି ନୂତନ ଜିଲା ପ୍ରତିଷ୍ଠା କରିଛନ୍ତି। ନୂଆ ଜିଲାର ପ୍ରତିଷ୍ଠା ଦିବସ ସମାରୋହ ହିନ୍ଦୁ ଧାର୍ମିକ ରୀତିନୀତି…
Read More...

ମୃତ୍ୟୁର ଅଧଘଣ୍ଟା ପରେ ଜିଇ ଉଠିଲେ ବିଜେପି ନେତା ମହେଶ ବଘେଲ !

ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ମୃତ୍ୟୁ ପରେ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ପୁଣି ଜୀବିତ ହୋଇଗଲେ ବିଜେପି ନେତା। ବିଜେପିର ପୂର୍ବତନ ଜିଲା ସଭାପତି…
Read More...

ସାମ୍ବାଦିକ ସ୍ବାସ୍ଥ୍ୟବୀମା ଆବେଦନ ଅବଧି ବୃଦ୍ଧି; ମୁଖ୍ୟମନ୍ତ୍ରୀଙ୍କୁ ଓଜେୟୁର କୃତଜ୍ଞତା ଜ୍ଞାପନ

ସମ୍ବଲପୁର: ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ ସ୍ବାସ୍ଥ୍ୟବୀମା ଯୋଜନା ୨୦୨୩-୨୪ ପାଇଁ ହିତାଧିକାରୀ ପଞ୍ଜିକରଣ ଆବେଦନ ଅବଧି ବୃଦ୍ଧି କରାଯାଇଛି। ପୂର୍ବ ତାରିଖ ଅଗଷ୍ଟ ୭ ଥିବାବେଳେ ଏବେ ଏହାକୁ ଅଗଷ୍ଟ ୧୫ ତାରିଖ…
Read More...

ଜମ୍ମୁ କାଶ୍ମୀର: ୩୧ ସପ୍ତାହର କଠୋର ତାଲିମ ପରେ ଅଗ୍ନିବୀରଙ୍କ ପ୍ରଥମ ବ୍ୟାଚ୍‌ ପ୍ରସ୍ତୁତ

ଶ୍ରୀନଗର: ଜମ୍ମୁ କାଶ୍ମୀର ଲାଇଟ୍ ଇନ୍‌ଫାଣ୍ଟ୍ରି ରେଜିମେଣ୍ଟର ଅଗ୍ନିବୀରମାନଙ୍କ ପ୍ରଥମ ବ୍ୟାଚ୍ ଏବେ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ। ଦେଶର ସୁରକ୍ଷା ପାଇଁ ଅଗ୍ନିବୀରଙ୍କ କଠୋର ତାଲିମ ଅଗଷ୍ଟ ୫, ୨୦୨୩ରେ ଶେଷ ହୋଇଛି।…
Read More...

ସମାଜ ରିଲିଫ ଅନୁଷ୍ଠାନ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ

ଧାମନଗର: ଧାମନଗର ବ୍ଲକ ଅନ୍ତର୍ଗତ ରଇପୁର ପଞ୍ଚାୟର ବନ୍ୟା ଘେରରେ ଥିବା ବିଭିନ୍ନ ଗ୍ରାମର ଲୋକମାନଙ୍କୁ ସମାଜ ରିଲିଫ ଅନୁଷ୍ଠାନ ପକ୍ଷରୁ ରିଲିଫ ବଣ୍ଟନ କରାଯାଇଛି। ରବିବାର ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ…
Read More...

ପୁରୁଣା ରାଞ୍ଚିରୋଡ଼ରେ ଧାନ ରୋଇଲେ ଜିଲାପରିଷଦ ସଭ୍ୟ ଓ ସ୍ଥାନୀୟ ଲୋକେ

ରେଙ୍ଗାଲି: ସମ୍ବଲପୁର ସହର ଉପକଣ୍ଠ ସିନ୍ଦୁରପଙ୍କ ଛକରୁ ପରମାଣପୁର ଦେଇ ରାଞ୍ଚିକୁ ସଂଯୋଗ କରୁଥିବା ପୁରୁଣା ରାଞ୍ଚିରୋଡର ଚୁହୁକି ଗ୍ରାମ ପାଖରେ ନବନିର୍ମିତ ଚୁହୁକି ପୋଲର ଆପ୍ରୋଚ୍ ରାସ୍ତା ଖାଲଖମାରେ ପରିପୂର୍ଣ୍ଣ…
Read More...

ରାସ୍ତା ମଝିରେ ବିଦ୍ୟୁତ୍‌‌ ଖୁଣ୍ଟ, ଝୁଲୁଛି ମୃତ୍ୟୁର ଖଣ୍ଡା

ହରଭଙ୍ଗା: ହରଭଙ୍ଗା ବ୍ଲକ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରୁ ଯାଜପୁର, ଅଠରନଳା, ଡିଗିସିରା, ବାଲିସାହି, ବିଲାବାଡି ଭଳି ୫ଖଣ୍ଡ ଗାଁକୁ ସଂଯୋଗ ପାଇଁ ଲକ୍ଷ୍ମୀନାଳ ଉପରେ ଏକ ବିଜୁସେତୁ ନିର୍ମାଣ କାର୍ଯ୍ୟ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ପାକିସ୍ତାନରେ ବଡ଼ ଧରଣର ରେଳ ଦୁର୍ଘଟଣା..୨୫ ମୃତ, ୮୦ରୁ ଊର୍ଦ୍ଧ୍ବ ଆହତ.. ନବରଙ୍ଗପୁର ଟାଉନ୍‌ ଥାନା ଅନ୍ତର୍ଗତ ବଡ଼ଡାଇଭଟା ଗାଁରେ ସ୍ତ୍ରୀକୁ ଛତାମୁନରେ ଭୁସି ହତ୍ୟା କଲା ମଦ୍ୟପ ସ୍ବାମୀ.. ତୁଷୁରା ଗସ୍ତରେ…
Read More...

ଜାତୀୟ ରାଜପଥରେ ଲାଗିନି ସ୍ପିଡ୍ ମିଟର ସୂଚନା ଫଳକ; ଚାଲାଣ କାଟିବାକୁ ନେଇ ତେଜୁଛି ଅସନ୍ତୋଷ

ହରଭଙ୍ଗା: ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ସାବାଡ କରିବା ସାଙ୍ଗକୁ ଦୁର୍ଘଟଣା ରୋକିବା ଦିଗରେ ପରିବହନ ବିଭାଗ ନୂଆ ନୂଆ ତରିକା ଆପଣାଉଛି। ଆଉ ଆଗ ଭଳି ଗାଡି ଚେକିଂ କରାନଯାଇ ସିଧାସଳଖ ପରିବହନ ବିଭାଗର ଇଂଟରସେପ୍ଟର…
Read More...

ଉପରସାଜା କଲଭର୍ଟ ଭୁଶୁଡ଼ିବା ଘଟଣା; ମୃତକଙ୍କ ପରିବାରକୁ ଭେଟିଲେ କୋରାପୁଟ ସାଂସଦ

କଲ୍ୟାଣସିଂହପୁର: କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା ରବିବାର ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଗସ୍ତ କରି ଉପରସାଜା କଲଭର୍ଟ ଭୁଶୁଡ଼ିବା ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ସାକ୍ଷାତ କରିଛନ୍ତି।…
Read More...

ପାକିସ୍ତାନରେ ବଡ଼ ରେଳ ଦୁର୍ଘଟଣା: ୨୫ ମୃତ, ୮୦ରୁ ଊର୍ଦ୍ଧ୍ବ ଆହତ

ଇସ୍‌ଲାମାବାଦ: ପାକିସ୍ତାନରେ ବଡ଼ ଧରଣର ରେଳ ଦୁର୍ଘଟଣା ଘଟିଥିବା ନେଇ ରବିବାର ଖବର ସାମ୍ନାକୁ ଆସିଛି। ପାକିସ୍ତାନୀ ଗଣମାଧ୍ୟମ ସୂଚନା ଅନୁସାରେ, ରାୱଲପିଣ୍ଡିରୁ ଚାଲୁଥିବା ହଜାରା ଏକ୍ସପ୍ରେସର ୧୦ଟି ବଗି ଲାଇନଚ୍ୟୁତ…
Read More...

ମୁହଁରେ କଳାପଟି ବାନ୍ଧି ୫-ଟି ସଚିବଙ୍କ ଗସ୍ତକୁ କଂଗ୍ରେସର ବିରୋଧ

ଦେଓଗାଁ: ବଲାଙ୍ଗୀର ଜିଲା ଗସ୍ତରେ ଆସିଥିବା ୫-ଟି ସଚିବ ଭି.କେ. ପାଣ୍ଡିଆନ ବିଭିନ୍ନ ବ୍ଲକକୁ ଯାଇ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ସାତ ଦିନ ଭିତରେ ଖୁସି ଖବର ଆସିବ ବୋଲି ଲୋକଙ୍କୁ କହିଛନ୍ତି। କିନ୍ତୁ ଦେଓଗାଁ ବ୍ଲକ…
Read More...

ଫିରିଙ୍ଗିଆ ଥାନା ପୋଡ଼ି ଘଟଣା: ଆଇଆଇସିଙ୍କୁ ବଦଳି, ୨ ହୋମଗାର୍ଡ ନିଲମ୍ବିତ

ଫିରିଙ୍ଗିଆ: କନ୍ଧମାଳ ଜିଲା ଫିରିଙ୍ଗିଆ ଥାନାରେ ନିଆଁ ଲଗାଇବା ଏବଂ ପୁଲିସ୍ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ଆଇଆଇସିଙ୍କ ବଦଳି ହୋଇଛି। ଫିରିଙ୍ଗିଆ ଥାନା ଆଇଆଇସି ତପନ କୁମାର ନାହାକଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି…
Read More...

ଜଳସ୍ତର କମିବା ସତ୍ତ୍ବେ ବିପଦ ସଂକେତ ଉପରେ ଦୟା ଓ ଭାର୍ଗବୀ

ପିପିଲି: ପିପିଲି ଦେଇ ପ୍ରବାହିତ ଦୟା ଓ ଭାର୍ଗବୀ ନଦୀରେ ଜଳସ୍ତର ଧିରେ ଧିରେ ହ୍ରାସ ପାଉଥିଲେ ମଧ୍ୟ ଏବେବି ଏହା ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଭାର୍ଗବୀ ନଦୀର ହରିପୁରଠାରେ ବିପଦ ସଙ୍କେତ ୧୨.୦୯ ମିଟର ରହିଥିବା…
Read More...

ଭୋଟର ତାଲିକା ସଂଶୋଧନ ଏବଂ ପ୍ରସ୍ତୁତି ତାଲିମ ଶିବିର

କଲମପୁର: କଲମପୁର ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହଠାରେ ଶୁକ୍ରବାର ଭୋଟର ତାଲିକା ସଂଶୋଧନ ଏବଂ ପ୍ରସ୍ତୁତି ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହେଇଯାଇଛି। ଏଥିରେ ବିଡିଓ ବିଜୟ କୁମାର ମାଣ୍ଡାଙ୍ଗିଙ୍କ…
Read More...

ଅସହାୟ ବଳରାମଙ୍କ ପାଖରେ ପହଞ୍ଚିଲା ପ୍ରଶାସନ

କଲମପୁର: ଏପଟେ ରୋଗ ଯନ୍ତ୍ରଣାରେ ଛଟପଟ ସେପଟେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଝିଅକୁ ବାହା ଦେବା ପରେ ଘରେ ପତ୍ନୀ ଓ ଗୋଟିଏ ପୁଅ ବ୍ୟତୀତ ଅନ୍ୟ କେହି ନାହିଁ। କାହାକୁ ଗୁହାରି କରିବ, ଶୁଣିବ କିଏ। ବଞ୍ଚିବାର…
Read More...

ବିଷାକ୍ତ ମଦ ପିଇ ଜଣେ ମୃତ

ଧାମରା: ଧାମରା ଅଞ୍ଚଳରେ ବିଷାକ୍ତ ମଦ ପିଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଧାମରା ଥାନା ଅର୍ନ୍ତଗତ ଦୋସିଙ୍ଗା ପଂଚାୟତର ଚିଆଣୀପାଇଠାରେ ବହୁ ଦିନ ହେବ ଦେଶୀ ମଦ ତିଆରି କରିବା ସହ ବିକ୍ରି କରି ଆସୁଥିବା ଜଣାଯାଇଛି।…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ହୀରାକୁଦ ଜଳଭଣ୍ଡାରର ଆଉ ୫ ଗେଟ୍ ଖୋଲିଲା.. ବର୍ତ୍ତମାନ ୧୨ ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି.. ଭକ୍ତମାନଙ୍କ ପାଇଁ ଏବେ ଖୋଲିବନି ଶ୍ରୀମନ୍ଦିର ୪ ଦ୍ବାର.. ଏବେ ୪ ଦ୍ବାରା ନ ଖୋଲିବାକୁ ଶ୍ରୀମନ୍ଦିର ପରିଚାଳନା…
Read More...

ଲୁହା ସ୍କ୍ରାପ ବୋଝେଇ ଗାଡ଼ି ଜବତ, ୩ ଗିରଫ

ଝୁମ୍ପୁରା: ଝୁମ୍ପୁରା ବ୍ଲକ ବାରିଆ ଥାନା ପୁଲିସ ଶୁକ୍ରବାର ବେଆଇନ ଭାବରେ ଲୁହା ସ୍କ୍ରାପ ନେଇ ଯାଇଥିବା ଏକ ଗାଡ଼ିକୁ ଜବତ କରିଛି। ଏଥିସହ ଗାଡ଼ିର ଚାଳକ, ହେଲପର ଏବଂ ଗାଡ଼ିକୁ ସୁରକ୍ଷା ଦେଇ ନେଉଥିବା ମଧ୍ୟସ୍ଥିକୁ…
Read More...

ଜ୍ଞାନବାପି ମାମଲା: ମୁସ୍‌ଲିମ୍‌ ପକ୍ଷକୁ ‘ସୁପ୍ରିମ’ ଝଟ୍‌କା, ଜାରି ରହିବ ସର୍ବେକ୍ଷଣ

ନୂଆଦିଲ୍ଲୀ: ଜ୍ଞାନବାପି ପରିସରରେ ବୈଜ୍ଞାନିକ ସର୍ବେକ୍ଷଣକୁ ସବୁଜ ସଙ୍କେତ ଦେଇଛନ୍ତି ସୁପ୍ରିମକୋର୍ଟ। ଜ୍ଞାନବାପି ମସ୍‌ଜିଦ୍‌ ପରିସରରେ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ(ଏଏସ୍‌ଆଇ) ଟିମ୍‌ର ବୈଜ୍ଞାନିକ ସର୍ଭେ…
Read More...

ଖୋଲିଲା ହୀରାକୁଦର ଆଉ ୫ଟି ଗେଟ୍‌

ହୀରାକୁଦ: ହୀରାକୁଦ ଡ୍ୟାମରେ ବୃଦ୍ଧି ପାଉଥିବା ଜଳସ୍ତରକୁ ଦୃଷ୍ଟିରେ ରଖି ଶୁକ୍ରବାର ଡ୍ୟାମର ଆଉ ୫ଟି ଗେଟ୍ ଖୋଲାଯାଇଛି। ପୂର୍ବରୁ ୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିଲା। ଏବେ ଏହି ୫ଟି ଗେଟ୍‌ ଖୋଲିବା ପରେ…
Read More...

ରତ୍ନାକର ଜେନା କେନ୍ଦୁଝର ସଦର ବିଧାନସଭାର କଂଗ୍ରେସ ସଂଯୋଜକ

କେନ୍ଦୁଝରଗଡ଼: କେନ୍ଦୁଝର ଜିଲାର ବରିଷ୍ଠ ଦଳିତ କଂଗ୍ରେସ ନେତା ରତ୍ନାକର ଜେନା କେନ୍ଦୁଝର ସଦର ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ସଂଯୋଜକ ଭାବେ ନିଯୁକ୍ତ ହୋଇଛନ୍ତି। ଅଖିଳ ଭାରତୀୟ କଂଗ୍ରେସ କମିଟି ନିଷ୍ପତ୍ତି…
Read More...

ବନ୍ୟା ସ୍ରୋତରେ ଭାସିଯାଇ ଯୁବକ ମୃତ

ଭଦ୍ରକ: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ନୌରଙ୍ଗପୁର ଗାଁରେ ବନ୍ୟା ଜଳରେ ଭାସିଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାଁ ସୁଜୟ ରାଉତ(୧୮)। ସୁଜୟଙ୍କୁ ଉଦ୍ଧାର କରି ପରିବାର ଲୋକେ ଯାଜପୁର…
Read More...

ଲୋକସଭା ନିର୍ବାଚନ ଲଢିବେ ସୀମା! କେନ୍ଦ୍ରମନ୍ତ୍ରୀଙ୍କ ଦଳ ଦେଲା ପ୍ରସ୍ତାବ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଯୁବକ ସଚିନଙ୍କ ପ୍ରେମରେ ପଡ଼ି ଚାରି ପିଲାଙ୍କ ସହ ନେପାଳ ଦେଇ ବେଆଇନ ଭାବେ ଭାରତ ଆସିଥିବା ପାକିସ୍ତାନୀ ମହିଳା ସୀମା ହାଇଦାରଙ୍କର ସତେ ଯେପରି ଲଟେରୀ ଲାଗିଯାଇଛି। ସୀମାଙ୍କୁ ଗୋଟିଏ ପରେ…
Read More...