www.samajalive.in
Saturday, December 6, 2025
26.1 C
Bhubaneswar

ଅପରାହ୍ନ ୫ଟା ମୁଖ୍ୟ ଖବର

ବିଜେଡିରୁ ଇସ୍ତଫା ଦେଲେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା..

ମହାନଦୀରୁ ମିଳିଲା ୬୦ରୁ ଅଧିକ ନାଗ ମୂର୍ତ୍ତି.. କଟକ ଜିଲା ବାଙ୍କୀର ସୁବର୍ଣ୍ଣପୁର ଜାତମୁଣ୍ଡିଆ ବ୍ରିଜ ନିକଟରୁ ମହାନଦୀରୁ ମିଳିଛି ୬୦ରୁ ଅଧିକ ପିତଳ ନାଗ ମୂର୍ତ୍ତି ଓ ବୃଷଭଙ୍କ ଦୁଇଟି ମୂର୍ତ୍ତି ..

- Advertisement -

ବାୟୁସେନାର ୪ଟି ୟୁନିଟକୁ ରାଷ୍ଟ୍ରପତି ପତାକା ଓ ମାନକ ପ୍ରଦାନ..

ରାଜସ୍ଥାନର କୋଟାରେ ମହାଶିବରାତ୍ରୀ ଶୋଭାଯାତ୍ରାରେ ବଡ଼ ଅଘଟଣ.. କରେଣ୍ଟ ଲାଗି ୧୪ ପିଲା ହସ୍ପିଟାଲରେ ଭର୍ତ୍ତି..

ଶାହାଜାହାନ ଶେଖଙ୍କ ବାସଭବନରେ ସିବିଆଇ ଚଢ଼ାଉ..

ରାଜ୍ୟସଭାକୁ ମନୋନୀତ ହେଲେ ସୁଧା ମୂର୍ତ୍ତି.. ଏକ୍ସ ପୋଷ୍ଟ୍‌ କରି ସୂଚନା ଦେଲେ ମୋଦୀ..

ପୁଣି ରାଜଧାନୀରେ ମାତିଲେ ଲୁଟେରା .. ମଞ୍ଚେଶ୍ୱର ଥାନା ଜଗନ୍ନାଥ ନଗରରେ ସିରିଜ ଲୁଟ୍‌‌..

ପୁଣି କେନ୍ଦ୍ରାପଡା ରାଜନଗରରେ କୁମ୍ଭୀର ଆତଙ୍କ.. ପରିବାଚାଷ ପାଇଁ ପାଣି ଦେଉଥିଲେ, ଟାଣିନେଲା କୁମ୍ଭୀର..

ଅନ୍ତର୍ଜାତୀୟ ମହିଳା ଦିବସରେ ମୋଦୀଙ୍କ ବଡ ଭେଟି.. ଗ୍ୟାସ ସିଲିଣ୍ଡର ପିଛା ୧୦୦ଟଙ୍କା ହ୍ରାସ କରିଥିବା ଏକ୍ସ ଆକାଉଣ୍ଟରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ମୋଦୀ..

ମହାଶିବରାତ୍ରୀ: ଓଁ ନମଃ ଶିବାୟ ଧ୍ୱନିରେ କମ୍ପୁଛି ଶୈବପୀଠ, ଚାଲିଛି ସ୍ୱତନ୍ତ୍ର ପୂଜା..

ପ୍ରଥମ ନ୍ୟାସନାଲ କ୍ରିଏଟର ଆୱାର୍ଡ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ.. ୨୦ଟି ବିଭାଗରେ ୨୩ଜଣଙ୍କୁ ଦିଆଯାଇଛି ପୁରସ୍କାର.. କଥାବାଚକ ଜୟାକିଶୋରୀ, ୟୁଟ୍ୟୁବର କାମିୟା ଜାନି, କଣ୍ଠଶିଳ୍ପୀ ମୈଥିଲୀ ଠାକୁର ପୁରସ୍କୃତ..

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories