ଡେସ୍କ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୪ ଦିନଆ ଓଡ଼ିଶା ଗସ୍ତରେ ଥିବାବେଳେ ଶୁକ୍ରବାର ସେ କଟକରେ ପହଞ୍ଚିଛନ୍ତି। କଟକ ଇନ୍ଡୋର୍ ଷ୍ଟାଡିୟମରେ ଆୟୋଜିତ ପ୍ରଜାପିତା ବ୍ରହ୍ମକୁମାରୀର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ରାଷ୍ଟ୍ରପତି ଯୋଗ ଦେଇଛନ୍ତି। କାର୍ଯ୍ୟକ୍ରମରେ ତାଙ୍କ ସହ ରାଜ୍ୟପାଳ ରଘୁବର ଦାସଙ୍କ ସମେତ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରମୁଖ ଉପସ୍ଥିତ ଅଛନ୍ତି।
Popular Categories



