mission shakti banner

ଅସୁସ୍ଥ ପ୍ରକାଶ ରାଓଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : କଟକ ବଡ଼ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର…
Read More...

କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦ ଗିରଫ

ଇସଲାମାବାଦ : ୨୬-୧୧ ମୁମ୍ବଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦ ବୁଧବାର ଗିରଫ ହୋଇଛି। ଲାହୋରରୁ ଗୁଜରନ୍ଓ୍ୱାଲା ଯାଉଥିବା ବେଳେ ପାକିସ୍ତାନର କାଉଣ୍ଟର ଟେରରିଜିମ୍ ଡିପାର୍ଟମେଣ୍ଟ ଓ…
Read More...

କନିଷ୍ଠ ଶିକ୍ଷକଙ୍କ ଦରମା ବନ୍ଦ ପ୍ରତିବାଦରେ ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ

ଜଗତସିଂହପୁର : ଜଗତସିଂହପୁର ଜିଲା ଏରସମା ବ୍ଲକର କୁଞ୍ଜକୋଠୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର କନିଷ୍ଠ ଶିକ୍ଷକଙ୍କ ଦରମା ବନ୍ଦ ପ୍ରତିବାଦରେ ବୁଧବାର ବ୍ଲକ ଶିକ୍ଷାଧିକାରୀ(ବିଇଓ)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ…
Read More...

ଦିଲ୍ଲୀରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ

ସୁନ୍ଦରଗଡ : ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ଦିଲ୍ଲୀ ଗସ୍ତ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ପାଞ୍ଚ ଜଣ କେନ୍ଦ୍ରମନ୍ତ୍ରୀଙ୍କ ସହ ସାକ୍ଷାତ କରିଛନ୍ତି।…
Read More...

କେନ୍ଦ୍ରାପଡ଼ାରେ ୮ ଘଣ୍ଟିଆ ବନ୍ଦ ଡାକରା

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଗୁଲାମୁଣ୍ଡାରେ ବ୍ୟବସାୟୀଙ୍କୁ ଗୁଳି ମାଡ଼ ଘଟଣାରେ ବୁଧବାର ଜିଲାବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। ସମସ୍ତ ଦୋକାନ ବଜାର ଓ ଗାଡ଼ି ଚଳାଚଳକୁ ବନ୍ଦ ରଖାଯାଇଛି। ଘଟଣାକୁ ଚାରି ଦିନ ବିତି…
Read More...

ରିଲିଜ୍ ହେଲା ହିମେଶଙ୍କ ‘ହାପି ହାର୍ଡି ଆଣ୍ଡ ହୀର’ର ଟିଜର

ମୁମ୍ବଇ: ବଲିଉଡ଼ କଣ୍ଠଶିଳ୍ପୀ ତଥା ଅଭିନେତା ହିମେଶ ରେଶମିୟାଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ହାପି ହାର୍ଡି ଆଣ୍ଡ ହୀର’ର ଟିଜର ମଙ୍ଗଳବାର ରିଲିଜ୍ ହୋଇଛି। ପୂର୍ବରୁ ଏହାର ମୋଶନ୍ ପୋଷ୍ଟର ରିଲିଜ୍ ହୋଇଥିବା ବେଳେ ଏବେ…
Read More...

ଇତିହାସ ରଚିବ ‘ସାହୋ’ : ୮ ମିନିଟ୍‍ର ଦୃଶ୍ୟରେ ଖର୍ଚ୍ଚ ହୋଇଛି ୭୦ କୋଟି!

ମୁମ୍ବଇ : ବାହୁବଳୀ ଷ୍ଟାର ପ୍ରଭାସଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ସାହୋ’କୁ ନେଇ ଚର୍ଚ୍ଚା ଜାରି ରହିଛି। ଚଳଚ୍ଚିତ୍ରର ପୋଷ୍ଟର, ଟିଜର ଓ ପ୍ରଥମ ଗୀତ ରିଲିଜ୍‍ ହୋଇସାରିଛି। ‘ସାହୋ’କୁ ଚଳିତ ବର୍ଷର ସବୁଠାରୁ ବଡ଼ ଆକ୍ସନ…
Read More...

ଶରୀର ପାଇଁ ଖୁବ୍ ଲାଭଦାୟକ ତେନ୍ତୁଳି

ତେନ୍ତୁଳି ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ହେଲେ ହୁଏତ ଖୁବ୍ କମ୍ ଲୋକ ଏହାର ଉପକାରୀ ଗୁଣ ବିଷୟରେ ଜାଣିଥିବେ। ତେବେ ଆସନ୍ତୁ ଜାଣିବା ଶରୀର ପାଇଁ କେତେ ଉପକାରୀ ତେନ୍ତୁଳି – -ତେନ୍ତୁଳି ଖାଇବା ଦ୍ବାରା…
Read More...

୧୪୯ ବର୍ଷ ପରେ ଆସିଛି ଏହି ଚନ୍ଦ୍ରଗ୍ରହଣ : କିଛି ବିଶେଷ ଉପାୟ ଆପଣାଇ ପାଆନ୍ତୁ ଅନେକ ଲାଭ

୧୬ ଜୁଲାଇ ଗୁରୁପୂର୍ଣ୍ଣିମାରେ ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ ଲାଗୁଛି। ଏହି ଚନ୍ଦ୍ରଗ୍ରହଣ ଅନେକ କାରଣକୁ ବହୁତ ଖାସ୍‍। ଏଥର ଚନ୍ଦ୍ରଗ୍ରହଣରେ ସେହି ଦୁର୍ଲଭ ଯୋଗ ରହିଛି ଯାହା ୧୪୯ ବର୍ଷ ପୂର୍ବେ ୧୨ ଜୁଲାଇ ୧୮୭୦ର…
Read More...

‘ଡିଆଇଡି’ର ଗୋଟିଏ ଏପିସୋଡ଼୍‍ ପାଇଁ ଚକିତ କଲା ଭଳି ଫିସ୍ ନେଉଛନ୍ତି କରୀନା!

ମୁମ୍ବଇ : ବଲିଉଡ଼ ଅଭିନେତ୍ରୀ କରୀନା କପୁର ଖାନ୍‍ ଜୀ’ ଟିଭିରେ ପ୍ରସାରିତ ଲୋକପ୍ରିୟ ନୃତ୍ୟ ଭିତ୍ତିକ ରିୟାଲିଟି ଶୋ ‘ଡାନ୍ସ ଇଣ୍ଡିଆ ଡାନ୍ସ(ଡିଆଇଡି)’ର ୭ମ ସଂସ୍କରଣରେ ବିଚାରପତି ଭାର ବହନ କରିଛନ୍ତି। ଶୋ’କୁ ନେଇ…
Read More...

ଅନେକ ରୋଗରୁ ରକ୍ଷା କରେ ବିନ୍ସ

ଏହା ଆମେ ଜାଣନ୍ତି ଯେ ସବୁଜ ପନିପରିବା ଖାଇବା ସ୍ବାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ ହୋଇଥାଏ। ଏହା ଶରୀରକୁ ଅନେକ ରୋଗ ସହ ଲଢିବାକୁ ଶକ୍ତି ଦେଇଥାଏ ଓ ଶରୀରକୁ ସୁସ୍ଥ ରଖିଥାଏ। ସବୁଜ ପରିବାରେ ଅନେକ ପ୍ରକାରର ପୋଷକ ତତ୍ତ୍ବ…
Read More...

‘ସୁପର ୩୦’ ବକ୍ସ ଅଫିସ ରିପୋର୍ଟ : ୨ ଦିନରେ ୨୯ କୋଟି

ମୁମ୍ବଇ : ବଲିଉଡ଼ ଅଭିନେତା ହ୍ରିତିକ୍‍ ରୋଶନଙ୍କ ଅଭିନୀତ ଚଳଚ୍ଚିତ୍ର ‘ସୁପର ୩୦’ ବକ୍ସ ଅଫିସରେ ଉଲ୍ଲେଖନୀୟ ଆୟ ଜାରି ରଖିଛି। ମୁକ୍ତିଲାଭର ପ୍ରଥମ ଦିନ ଶୁକ୍ରବାର ଚଳଚ୍ଚିତ୍ର ପ୍ରାୟ ୧୨ କୋଟି ଟଙ୍କା ଆୟ କରିଥିଲା।…
Read More...

ଅନେକ ସମସ୍ୟା ଦୂର କରିବା ସହ ସୌନ୍ଦର୍ଯ୍ୟ ବୃଦ୍ଧି କରେ ଦେଶୀ ଘିଅ

ସାଧାରଣତଃ ଏହା ଆ‌ମେ ଜାଣନ୍ତି ଯେ, ଘିଅର ଅନେକ ଉପକାରୀ ଗୁଣ ଅଛି ଓ ଏହା ଖୁବ୍ ପବିତ୍ର ମଧ୍ୟ। ଏହାକୁ ବିଶେଷତଃ ଆମେ ଖାଦ୍ୟ ଓ ପୂଜା ଆଦିରେ ବ୍ୟବହାର କରିଥାଉ। ହେଲେ କ’ଣ ଆପଣ ଜାଣନ୍ତି ସୌନ୍ଦର୍ଯ୍ୟ ବୃଦ୍ଧିରେ ମଧ୍ୟ…
Read More...

ଦେଖନ୍ତୁ, ବୁଢୀ ହେଲେ କିପରି ଦେଖାଯିବେ ସୋନମ!

ମୁମ୍ବଇ: ବଲିଉଡ଼ ଅଭିନେତ୍ରୀ ସୋନମ କପୁର ନିଜର ଏକ ଫଟୋ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି। ଯେଉଁଥିରେ ସେ ବୟସ୍କା ଦେଖାଯାଉଛନ୍ତି। ସୋନମଙ୍କ ଏହି ଫଟୋ ସହ କ୍ୟାପ୍ସନରେ ଲେଖା ଅଛି ‘‘ଦେଖ, ଯେବେ ସେ ୭୫-୮୦ ବର୍ଷର…
Read More...

ମହିଳାଙ୍କ ଅସ୍ତ୍ରୋପଚାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ

କୋଟଗଡ : କନ୍ଧମାଳ ଜିଲା ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମହିଳାଙ୍କ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ବେଳର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ସାଧାରଣରେ ଆଲୋଚନା ପର୍ଯ୍ୟାଲୋଚନା…
Read More...

ଜ୍ବର ଦୂର କରିବାର ଘରୋଇ ଉପାୟ

ଏବେ ବର୍ଷା ଋତୁ। ଏହି ଦିନରେ ସାଧାରଣତଃ ଜ୍ବର, ଥଣ୍ଡା ଆଦି ରୋଗ ଅଧିକ ହୋଇଥାଏ। ତେଣୁ ଏହି ଦିନମାନଙ୍କରେ ବିଶେଷ ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥାଏ। ତେବେ ଜ୍ବର ହେଲେ ସମୟ ସମୟରେ ଆମେ ହଠାତ୍ ଡାକ୍ତରଙ୍କ ପାଖକୁ…
Read More...

ଭିଜିଲାନ୍ସ ଜାଲରେ ଦେଓଗାଁ ଅତିରିକ୍ତ ତହସିଲଦାର

ବଲାଙ୍ଗୀର : ବଲାଙ୍ଗୀର ଜିଲା ଦେଓଗାଁ ତହସିଲର ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ଚୌଧୁରୀଙ୍କୁ ଲାଞ୍ଚ ନେବା ସମୟରେ ଶୁକ୍ରବାର ଭିଜିଲାନ୍ସ ଗିରଫ କରିଛି। ଦେଓଗାଁର ଏକ ବାଲିକ୍ୱାରୀ ଟେଣ୍ଡର ନେଇଥିବା ବୀରେନ ଦଳେଇଙ୍କ…
Read More...

ପହଣ୍ଡି ପରେ ରଥରେ ତିନି ଠାକୁର

ପୁରୀ : ଶ୍ରୀଜୀଉଙ୍କ ନବଦିନାତ୍ମକ ଯାତ୍ରାର ଆଜି ହେଉଛି ଶେଷ ଦିନ। ଆଉ ମାତ୍ର କିଛି ସମୟ ମଧ୍ୟରେ ଭାଇ ଭଉଣୀଙ୍କୁ ସାଥୀରେ ଧରି ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିବେ କାଳିଆ ସାଆନ୍ତ। ଏଥିପାଇଁ ପହଣ୍ଡି ସାରି…
Read More...

ପରଦାକୁ ଆସିଲା ହ୍ରିତିକ୍‍ଙ୍କ ‘ସୁପର ୩୦’

ମୁମ୍ବଇ : ହ୍ରିତିକ୍‍ ରୋଶନଙ୍କ ଅଭିନୀତ ଚଳଚ୍ଚିତ୍ର ‘ସୁପର ୩୦’ ଶୁକ୍ରବାର(୧୨ ଜୁଲାଇ) ମୁକ୍ତିଲାଭ କରିଛି। ଚଳଚ୍ଚିତ୍ର ଦର୍ଶକଙ୍କୁ ଖୁବ୍‍ ପସନ୍ଦ ଆସୁଥିବା ଜଣାପଡ଼ିଛି। ସାମାଜିକ ଗଣମାଧ୍ୟମରେ ମଧ୍ୟ ଚଳଚ୍ଚିତ୍ର ଓ…
Read More...

ଖାଆନ୍ତୁ ଏହି ଫଳ, ନିୟନ୍ତ୍ରିତ ରହିବ କୋଲେଷ୍ଟ୍ରଲ ସ୍ତର

ସାଧାରଣତଃ ଏହା ପ୍ରାୟ ଆମେ ସମସ୍ତେ ଜାଣନ୍ତି ଯେ, ଶରୀରରେ କୋଲେଷ୍ଟ୍ରଲର ମାତ୍ରା ଅଧିକ ହେଲେ ନାନାଦି ମାରାତ୍ମକ ରୋଗ ଦେଖା ଦେଇଥାଏ। ତେଣୁ ଆମେ ଏଥିପ୍ରତି ସତର୍କ ରହିବା ଆବଶ୍ୟକ। ଖାଦ୍ୟ-ପାନୀୟକୁ ନେଇ ସଚେତନତା…
Read More...

ଚୋରା କାଠ ବୋଝେଇ ଗାଡ଼ି ଜବତ କଲା ପାଟଣା ବନ ବିଭାଗ

ପାଟଣା : କେନ୍ଦୁଝର ଜିଲା ପାଟଣା ବିଭାଗ ପକ୍ଷରୁ ଗୁରୁବାର ଏକ ଚୋରା କାଠ ବୋଝେଇ ପିକ୍ଅପ୍ ଭ୍ୟାନକୁ ପୋଇପାଣି ନିକଟରୁ ଗୋଡାଇ ଗୋଡାଇ ୨୦ନମ୍ବର ରାଜପଥ ପିପିଳିଆ ଛକ ନିକଟରେ ଜବତ କରିଛି ପାଟଣା ବନ ବିଭାଗ। ଏକ ପିକ୍ଅପ୍…
Read More...

ନବୀନଙ୍କ ମନ୍ତ୍ରୀ ପରିଷଦ ବୈଠକ : ୫ଦିଗ ଉପରେ ଗୁରୁତ୍ବାରୋପ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଞ୍ଚଟି ଦିଗ ଉପରେ ଧ୍ୟାନ ଦେବା ପାଇଁ ମନ୍ତ୍ରୀ ପରିଷଦ ସଦସ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି। ଗୁରୁବାର ସଚ୍ଚିବାଳୟରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦର ଏକ ଗୁରୁତ୍ବପୂର୍ଣ୍ଣ…
Read More...

ଶ୍ରୀରାମପୁର ଷ୍ଟେଟବ୍ୟାଙ୍କ ଶାଖାରେ ଦିନ ଦ୍ବିପ୍ରହରରେ ଡକାୟତି

ବାଲେଶ୍ବର : ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଶ୍ରୀରାମପୁର ଷ୍ଟେଟବ୍ୟାଙ୍କ ଶାଖାରେ ଦିନ ଦ୍ବିପ୍ରହରରେ ଡକାୟତି ହୋଇଥିବା ଅଭିଯୋଗ ହୋଇଛି। ଗୁରୁବାର ୬ ଜଣ ଯୁବକ ବାଇକରେ ଆସି ବ୍ୟାଙ୍କ କୋଷାଧ୍ୟକ୍ଷଙ୍କ ବେକରେ…
Read More...

ବିଶ୍ବକପ ସେମିରେ ଭାରତର ପରାଜୟ ସହି ନ ପାରି ବିଷ ପିଇଲେ ଯୁବକ

କଳାହାଣ୍ଡି : ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ବୁଧବାର ହୋଇଥିବା ବିଶ୍ୱକପ ସେମିଫାଇନାଲରେ ଭାରତ ପରାସ୍ତ ହେବା କାରଣରୁ କଳାହାଣ୍ଡି ଜିଲାର ଜଣେ ଯୁବକ ଗୁରୁବାର ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଯୁବକ ଜଣକ ହେଉଛନ୍ତି…
Read More...

ଗ୍ରାମରେ ଭାଇଚାରା ରକ୍ଷା କରିବା ସହ ପ୍ରତି ପରିବାର ଗୋଟିଏ ଗଛ ଲଗାଅ : ସୁବାରାଓ

ସୁଆଣ୍ଡୋ : ଜାତୀୟ ଯୁବ ପ୍ରକଳ୍ପର ପ୍ରତିଷ୍ଠାତା ତଥା ଲୋକସେବକ ମଣ୍ଡଳର ଟ୍ରଷ୍ଟି ଡ. ଏସ୍.ଏନ୍ ସୁବାରାଓଙ୍କୁ ସାକ୍ଷୀଗୋପାଳ କାଦୁଆ ଆଶ୍ରମ ଠାରେ ବୁଧବାର ବିଭିନ୍ନ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା।…
Read More...

ଏହି ୩ ରାଶିର ଲୋକଙ୍କ କ୍ଷେତ୍ରରେ ରହିଛି ପ୍ରେମ ବିବାହର ଅଧିକ ସମ୍ଭାବନା

ସାଧାରଣତଃ ପୁଅ ହୁଅନ୍ତୁ ଅବା ଝିଅ ସମସ୍ତେ ନିଜ ଜୀବନସାଥୀଙ୍କୁ ନେଇ ଅନେକ ସ୍ବପ୍ନ ଦେଖିଥାଆନ୍ତି। ସମସ୍ତେ ନିଜ ମନ ମୁତାବକ ଜୀବନସାଥୀଟିଏ ପାଇବାକୁ ଆଶା କରିଥାଆନ୍ତି। ହେଲେ କାହାକୁ ନିଜ ପସନ୍ଦ ମୁତାବକ ଜୀବନସାଥୀଟିଏ…
Read More...

ସ୍ବାସ୍ଥ୍ୟ ସହ ସୁନ୍ଦରତା ବୃଦ୍ଧିରେ ସହାୟକ ହୁଏ ନିମ୍ବ ପାଉଡର

ସାଧାରଣତଃ ଏହା ସମସ୍ତେ ଜାଣନ୍ତି ଯେ, ନିମ୍ବର ଅନେକ ଔଷଧୀୟ ଗୁଣ ରହିଛି। ନିମ୍ବ କେବଳ ସ୍ବାସ୍ଥ୍ୟ ନୁହେଁ କେଶ ଓ ତ୍ବଚା ପାଇଁ ମଧ୍ୟ ଖୁବ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ନିମ୍ବ ପତ୍ର ଗୁଣ୍ଡ ବ୍ୟବହାରରେ ଆମକୁ ଅନେକ…
Read More...

ପ୍ରଥମ ଥର ପାଇଁ ପରଦାରେ ଏକାଠି ହେବେ ହ୍ରିତିକ-ଦୀପିକା!

ମୁମ୍ବଇ : ବଲିଉଡ଼ ଅଭିନେତା ହ୍ରିତିକ ରୋଶନ ଓ ଅଭିନେତ୍ରୀ ଦୀପିକା ପାଦୁକୋନ ଖୁବଶୀଘ୍ର ପରଦାରେ ଏକାଠି ନଜର ଆସିବେ। ଫରାହ ଖାନଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ରରେ ଦୁହିଁଙ୍କୁ ପ୍ରଥମ ଥର ପାଇଁ ଏକାଠି ଦେଖିବାକୁ…
Read More...

ଚିକିତ୍ସା ଅବହେଳାରୁ କର୍ମଚାରୀଙ୍କ ମୃତ୍ୟୁ ଅଭିଯୋଗ : କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା

ଭୁବନେଶ୍ବର : ଭୁବନେଶ୍ବର ସ୍ଥିତ କ୍ୟାପିଟାଲ ହସ୍ପିଟାଲର ଜଣେ କର୍ମଚାରୀଙ୍କର ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ହସ୍ପିଟାଲ ପରିସରରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ମୃତକଙ୍କ ଅନ୍ୟ…
Read More...

ଭିନ୍ନକ୍ଷମ ଯୁବତୀଙ୍କୁ ବଳାତ୍କାର ଅଭିଯୋଗ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ତାପଙ୍ଗରେ ଥିବା ଏକ କ୍ରସର ନିକଟରେ ବୁଧବାର ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତା ଭିନ୍ନକ୍ଷମ ଯୁବତୀ ଜଣକ କ୍ରସରରେ କାମ କରନ୍ତି। ଆଜି କାମ…
Read More...

ଆକ୍ସନ ଅବତାରରେ କଙ୍ଗନା

ମୁମ୍ବଇ : କଙ୍ଗନା ରାଣାୱତ୍‍ଙ୍କ ଅଭିନୀତ ଆଗାମୀ ଆକ୍ସନ-ଥ୍ରୀଲର ଭିତ୍ତିକ ଚଳଚ୍ଚିତ୍ର ‘ଧାକଡ଼’ର ପୋଷ୍ଟର ମଙ୍ଗଳବାର ରିଲିଜ୍‍ ହୋଇଛି। ପୋଷ୍ଟରରେ କଙ୍ଗନାଙ୍କ ବନ୍ଧୁକ ଧରିଥିବା ଆକ୍ସନ ଅବତାର ଦେଖିବାକୁ ମିଳିଛି।…
Read More...

ମୁହଁର ଦାଗ ଦୂର କରି ଗୋରା ଓ ଚିକ୍କଣ କରେ ପୁଦିନା

ସାଧାରଣତଃ ଏହା ଆମେ ଜାଣନ୍ତି ଯେ, ପୁଦିନାରେ ଅନେକ ଔଷଧୀୟ ଗୁଣ ରହିଛି। ପୁଦିନା ପତ୍ରକୁ ଆମେ ଖାଦ୍ୟ କିମ୍ବା ପାନୀୟରେ ବ୍ୟବହାର କରିଥାଉ। ହେଲେ କ’ଣ ଆପଣ ଜାଣନ୍ତି ତ୍ବଚାର ସୌନ୍ଦର୍ଯ୍ୟ ବୃଦ୍ଧିରେ ମଧ୍ୟ ପୁଦିନା ବିଶେଷ…
Read More...

ରିଲିଜ୍‍ ହେଲା ‘ମିଶନ ମଙ୍ଗଳ’ର ପ୍ରଥମ ଟିଜର୍‍

ମୁମ୍ବଇ : ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ମିଶନ ମଙ୍ଗଳ’ର ପ୍ରଥମ ଟିଜର୍‍ ମଙ୍ଗଳବାର ରିଲିଜ୍‍ ହୋଇଛି। ୪୫ ସେକେଣ୍ଡର ଏହି ଟିଜରରେ ସମସ୍ତ କଳାକାରଙ୍କ ସମେତ ଚଳଚ୍ଚିତ୍ରର ବିଷୟବସ୍ତୁ ମଧ୍ୟ ଦେଖିବାକୁ ମିଳିଛି।…
Read More...

ମନୋରଞ୍ଜନ ସାଜିଲା କାଳ : ହରର୍‍ ଚଳଚ୍ଚିତ୍ର ଦେଖି ପ୍ରେକ୍ଷାଳୟରେ ବୃଦ୍ଧଙ୍କ ମୃତ୍ୟୁ!

ନୂଆଦିଲ୍ଲୀ : ସାଧାରଣତଃ ଚଳଚ୍ଚିତ୍ର ମନୋରଞ୍ଜନର ଏକ ମାଧ୍ୟମ ହୋଇଥାଏ, କିନ୍ତୁ ବେଳେବେଳେ ଏହି ଚଳଚ୍ଚିତ୍ର କାହାପାଇଁ ପ୍ରାଣଘାତୀ ମଧ୍ୟ ସାଜିଥାଏ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଥାଇଲାଣ୍ଡରେ। ପ୍ରେକ୍ଷାଳୟରେ…
Read More...

ମାତ୍ର କିଛି ଦାନା ଚାଉଳ ଦୂର କରିବ ଆପଣଙ୍କ ସମସ୍ତ ସମସ୍ୟା

ସାଧାରଣତଃ ଆମେ ଜାଣନ୍ତି ଚାଉଳ ଆମ ଖାଦ୍ୟରେ ବ୍ୟବହୃତ ହେବା ସହ ପୂଜାର୍ଚ୍ଚନାରେ ମଧ୍ୟ ଆବଶ୍ୟକ ପଡ଼ିଥାଏ। ହେଲେ ଏହା ହୁଏତ କମ୍ ଲୋକ ଜାଣିଥିବେ ଯେ, ଆମର ଅନେକ ସଙ୍କଟ ତଥା ସମସ୍ୟା ଦୂର କରିବାରେ ମଧ୍ୟ ଚାଉଳ ବିଶେଷ…
Read More...

ରିଲିଜ୍‍ ହେଲା ‘ବାଟଲା ହାଉସ’ର ନୂଆ ଟିଜର

ମୁମ୍ବଇ : ଜନ୍‍ ଆବ୍ରାହମ୍‍ଙ୍କ ଅଭିନୀତ ଚଳଚ୍ଚିତ୍ର ‘ବାଟଲା ହାଉସ’ର ନୂଆ ଟିଜର ସୋମବାର ରିଲିଜ୍‍ ହୋଇଛି। ଜନ୍‍ ନିଜେ ସାମାଜିକ ଗଣମାଧ୍ୟମରେ ଏହି ଟିଜର ଶେୟାର କରିଛନ୍ତି। ଇଣ୍ଡିଆନ୍‍ ମୁଜାହିଦୀନ ଆତଙ୍କବାଦୀ ସଙ୍ଗଠନ…
Read More...

ଏସବୁ ସ୍ବପ୍ନ ଦେଖୁଛନ୍ତି କି ? ତେବେ ଜାଣନ୍ତୁ ହେବାକୁ ଯାଉଛନ୍ତି ମାଲାମାଲ୍

ସାଧାରଣତଃ ଶୋଇବା ସମୟରେ ବହୁତ ଲୋକ ସ୍ବପ୍ନ ଦେଖିଥାଆନ୍ତି। କେହି ଭଲ ସ୍ବପ୍ନ ଦେଖନ୍ତି ତ ଆଉ କିଏ ଭୟଙ୍କର ବା ଖରାପ ସ୍ପପ୍ନ ଦେଖନ୍ତି। ତେବେ କ’ଣ ଆପଣ ଜାଣନ୍ତି ପ୍ରତ୍ୟେକ ସ୍ବପ୍ନର କିଛି ଅର୍ଥ ଥାଏ। ପ୍ରତ୍ୟେକ…
Read More...

ପାଟିକୁ ସୁଆଦିଆ ଦେହକୁ ଉପକାରୀ ଚେରୀ

ସାଧାରଣତଃ ଚେରୀ ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ଅତ୍ୟଧିକ ମିଠା ହେଇଥିବାରୁ ଏହାକୁ ଖାଇବା ଶରୀର ପାଇଁ କ୍ଷତିକାରକ ବୋଲି ଅନେକ ଲୋକ ଭାବନ୍ତି। ହେଲେ ଏପରି ଭାବିବା ଭୁଲ୍। କାରଣ ଚେରୀରେ ଶରୀରକୁ କ୍ଷତି…
Read More...

ସ୍ୱାଧୀନତା ଦିବସରେ ବକ୍ସ ଅଫିସରେ ମହାସଂଗ୍ରାମ : ଅକ୍ଷୟ, ପ୍ରଭାସ ଓ ଜନ୍‍ ସାମ୍ନାସାମ୍ନି

ମୁମ୍ବଇ : ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ବକ୍ସ ଅଫିସରେ ତିନି ସୁପରଷ୍ଟାରଙ୍କ ୩ଟି ଚଳଚ୍ଚିତ୍ର ମଧ୍ୟରେ ମହାସଂଗ୍ରାମ ଦେଖିବାକୁ ମିଳିବ। ଚଳଚ୍ଚିତ୍ର ଗୁଡ଼ିକ ହେଉଛି – ‘ମିଶନ ମଙ୍ଗଳ’, ‘ବାଟଲା ହାଉସ’ ଏବଂ…
Read More...

୩୮ ବର୍ଷରେ ପାଦ ଦେଲେ ଧୋନି

ମୁମ୍ବଇ : ଭାରତୀୟ କ୍ରିକେଟ୍‍ ଦଳର ଅନ୍ୟତମ ସଫଳ ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ରବିବାର ୩୮ ବର୍ଷ ବୟସରେ ପାଦ ଦେଇଛନ୍ତି। ଏହି ଅବସରରେ ସେ ତାଙ୍କ ଝିଅ ଜିଭାଙ୍କ ସହ ମିଶି ନିଜ ଜନ୍ମଦିନ କେକ୍‍…
Read More...

ହୋଟେଲରୁ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତ ଦେହ ଉଦ୍ଧାର; ହତ୍ୟା ସନ୍ଦେହ

କୋରାଇ : ଯାଜପୁର ଜିଲା ପାଣିକୋଇଲି ବଜାର ସ୍ଥିତ ଏକ ହୋଟେଲରୁ ରବିବାର ଜଣେ ଯୁବକର ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତ ଯୁବକ ସଂପୃକ୍ତ ହୋଟେଲର ମାଲିକ ରବିନ୍ଦ୍ରକୁମାର ସାହୁ। ସେ ପାଣିକୋଇଲି ଗାଁର…
Read More...

ଦିନ ଦ୍ବିପ୍ରହରରେ ଟଙ୍କା ସହ ସ୍କୁଟି ଲୁଟି ନେଲେ ଦୁର୍ବୃତ୍ତ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ବାଣପୁର ଥାନା ଅନ୍ତର୍ଗତ କୁମାରଙ୍ଗ ରୋଡ଼ ବଡ଼ଶଙ୍ଖଠାରେ ରବିବାର ଦିନ ଦ୍ବିପ୍ରହରରେ ରାସ୍ତା ଉପରୁ ଟଙ୍କା ଓ ସ୍କୁଟି ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଜଣେ ଘରୋଇ ଫାଇନାନ୍ସ କମ୍ପାନୀ…
Read More...

ଶ୍ରୀଜିଉଙ୍କର ଆଜି ବନକ ଲାଗି ନୀତି

ପୁରୀ : ରତ୍ନ ସିଂହାସନରୁ ଓହ୍ଲାଇ ବଡ଼ଦାଣ୍ଡରେ ଭକ୍ତଙ୍କ ସହ ମିଳନ ପରେ ତିନି ଠାକୁର ଏବେ ମାଉସୀମା ବାଡ଼ିରେ ବିରାଜିତ। ଆଜି ହେଉଛି ଆଷାଢ କୃଷ୍ଣ ଚତୁର୍ଦ୍ଦଶୀ ତିଥି। ଗୁଣ୍ଡିଚା ମନ୍ଦିରରେ ଆଜି(ରବିବାର) ଶ୍ରୀଜିଉଙ୍କର…
Read More...

ଓଭରବ୍ରିଜ ନାହିଁ : ବିପଦପୂର୍ଣ୍ଣ ଭାବେ ଲୋକେ ପାର ହେଉଛନ୍ତି ରେଳଧାରଣା

ଲକ୍ଷ୍ମୀପୁର : କୋରାପୁଟ ଜିଲା ସ୍ଥିତ ଲକ୍ଷ୍ମୀପୁର ରେଳଷ୍ଟେସନରେ ଓଭରବ୍ରିଜ ନଥିବା କାରଣରୁ ଯାତ୍ରୀମାନଙ୍କୁ ବିପଦପୂର୍ଣ୍ଣ ଭାବେ ରେଳଧାରଣା ପାର ହେବାକୁ ପଡୁଛି। ଦୀର୍ଘ ୨ଦଶନ୍ଧି ହେଲାଣି ଉକ୍ତ ରେଳ ପଥରେ ଯାତ୍ରୀବାହୀ…
Read More...

ଜୀବନରେ ସୁଖ-ସମୃଦ୍ଧି ପାଇଁ ଜାଣି ରଖନ୍ତୁ ଝାଡ଼ୁ ସହ ଜଡ଼ିତ କିଛି ବିଶେଷ କଥା

ସାଧାରଣତଃ ମା’ ଲକ୍ଷ୍ମୀଙ୍କୁ ଧନ ଓ ବୈଭବର ଦେବୀ ବୋଲି କୁହାଯାଏ। ମା’ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ରହିଲେ ଯେପରି କୌଣସି ଜିନିଷର ଅଭାବ ରହେନାହଁ, ଠିକ୍ ସେହିପରି ମା’ କ୍ରୋଧିତ ହେଲେ ଯେତେ ଉପାର୍ଜନ କଲେ ମଧ୍ୟ ଅଭାବ…
Read More...

ଜାଣନ୍ତୁ, କେତେ ଉପକାରୀ ସିଝା ବାଦାମ !

ସାଧାରଣତଃ ଅନେକ ଲୋକ ବାଦାମ ଖାଇବାକୁ ଭଲ ପାଆନ୍ତି। କେବଳ ପାଟିକୁ ସୁଆଦିଆ ଭାବି ଏମାନେ ଏହାକୁ ବେଳେବେଳେ ଖାଇ ଥଆନ୍ତି। ହେଲେ ଏହାର ଉପାଦେୟତା ବିଷୟରେ ଖୁବ୍ କମ୍ ଲୋକ ଅବଗତ। ବାଦମରେ ପ୍ରଚୁର ପରିମାଣର ପୌଷ୍ଟିକ…
Read More...

ପରଦାକୁ ଆସିଲା ଭଂସାଲୀଙ୍କ ‘ମଲାଲ’

ମୁମ୍ବଇ : ଦୁଇ ନବାଗତ କଳାକାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ମଲାଲ’ ଶୁକ୍ରବାର(୫ ଜୁଲାଇ) ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ର ମାଧ୍ୟମରେ ପ୍ରଯୋଜକ-ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ଭାଣିଜୀ ଶର୍ମିନ ସହଗଲ ଓ ଅଭିନେତା…
Read More...

ଘୋଷଣାରେ କଥା ରହିଲା : ଆଦାୟ ହେଲା ଟୋଲ୍‌ଗେଟ୍‌ ଫି’

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଉପରେ ଥିବା ପିପିଲି ଟୋଲ୍‌ଗେଟ୍‌ରେ ରଥଯାତ୍ରାରେ ଟୋଲ୍‍ ଫି’ ଆଦାୟ ହୋଇଛି। ରଥଯାତ୍ରା, ବାହୁଡ଼ା ଓ ସୁନାବେଶରେ ପିପିଲି ଟୋଲ୍‌ଗେଟ୍‌ରେ ଟୋଲ୍‍ ଫି’ ଛାଡ଼ ହେବ ବୋଲି ସରକାରଙ୍କ…
Read More...

ମହିଳାଙ୍କ ଏସବୁ କାର୍ଯ୍ୟକଳାପ ପାଇଁ ଘରେ ଦେଖାଦିଏ ଅଭାବ ଓ ଅଶାନ୍ତି

ସାଧାରଣତଃ ଘରର ମହିଳା ବା ବୋହୂଙ୍କୁ ଗୃହ ଲକ୍ଷ୍ମୀ ବୋଲି କୁହାଯାଏ। ଘରର ଉନ୍ନତି ଏବଂ ଅବନତି ଘରର ମହିଳାଙ୍କ କାର୍ୟ୍ୟକଳାପ ସହ ଜଡ଼ିତ ହୋଇଥାଏ। ବେଳେବେଳେ ଯେତେ ଆୟ କଲେ ମଧ୍ୟ ଘରେ ଅଭାବ ଅନଟନ ଦେଖା ଦେବା ସହ ଅନେକ…
Read More...

ନିର୍ଦ୍ଧାରିତ ସମୟ ପୂର୍ବରୁ ଗଡ଼ିଲା ରଥ

ପୁରୀ : ରଥ ଟଣା ଆରମ୍ଭ ହୋଇଯାଇଛି। ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବରୁ ରଥରେ ବସି ଶ୍ରୀଗୁଣ୍ଡିଚା ଅଭିମୁଖେ ଶ୍ରୀଜିଉ ଯାତ୍ରା ଆରମ୍ଭ କରିଛନ୍ତି। ଅପରାହ୍ନ ୪ଟାରେ ରଥଟଣା ହେବ ବୋଲି ପୂର୍ବରୁ ଧାର୍ଯ୍ୟ ହୋଇଥିଲେ ମଧ୍ୟ…
Read More...

ବିଶ୍ବବାସୀଙ୍କୁ ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମହାପ୍ରଭୁଙ୍କର ବିଶ୍ବ ପ୍ରସିଦ୍ଧ ପବିତ୍ର ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ବିଶ୍ବବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟ୍ବିଟ୍ କରି ମୁଖ୍ୟମନ୍ତ୍ରୀ ଏହି ଶୁଭେଚ୍ଛା ବାର୍ତ୍ତା…
Read More...

ସରିଲା ପହଣ୍ଡି : ରଥରେ ତିନି ଠାକୁର

ପୁରୀ : ଆରମ୍ଭ ହୋଇଯାଇଛି ମହାପ୍ରଭୁଙ୍କର ନବଦିନାତ୍ମକ ଯାତ୍ରା ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ବଡ଼ ଦାଣ୍ଡରେ ଆଜି ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଇତି ମଧ୍ୟରେ ପ୍ରଭୁଙ୍କର ପହଣ୍ଡି ସମାପ୍ତ ହୋଇସାରିଛି। ଗୋଟି…
Read More...

ପୁଲିସ ପଞ୍ଝାରେ ଆନ୍ତଃଜିଲା ଡ଼କାୟତ ଗ୍ୟାଙ୍ଗ

ସୁନ୍ଦରଗଡ଼ : ଗତ ଜାନୁଆରୀ ମାସରୁ ଜୁନ ମାସ ପର୍ୟ୍ୟନ୍ତ ସୁନ୍ଦରଗଡ଼ ପୁଲିସ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ପେଟ୍ରୋଲ ପମ୍ପ ଲୁଟ ସମେତ ଅନ୍ୟାନ୍ୟ ସଙ୍ଗିନ ଅପରାଧ ଘଟାଇ ଆସୁଥିବା ଆନ୍ତଃଜିଲା ଡ଼କାୟତ ଗ୍ୟାଙ୍ଗକୁ ଗିରଫ…
Read More...

ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

ଜଗତସିଂହପୁର : ଜଗତସିଂହପୁର ଜିଲା ନାଉଗାଁ ଥାନା ଅନ୍ତର୍ଗତ ନୂଆଗାଁରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ବୁଧବାର ଅଭିଯୋଗ ହୋଇଛି। ମୃତକଙ୍କ ନାଁ ବନ୍ଧନ ମହାନ୍ତି। ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ବିତ…
Read More...

ସାମ୍ନାକୁ ଆସିଲା ‘ଟାଇପ ରାଇଟର’ର ପ୍ରଥମ ଲୁକ୍‍

ମୁମ୍ବଇ : ଆଗାମୀ ୱେବସିରିଜ୍‍ ‘ଟାଇପ ରାଇଟର’ର ପ୍ରଥମ ଲୁକ୍‍ ବୁଧବାର ସାମ୍ନାକୁ ଆସିଛି। ଟ୍ରେଡ଼ ଆନାଲିଷ୍ଟ ତରଣ ଆଦର୍ଶ ସାମାଜିକ ଗଣମାଧ୍ୟମରେ ୱେବ ସିରିଜର ଲୁକ୍‍ ଶେୟାର କରିଛନ୍ତି। ବଲିଉଡ଼ର ଜଣାଶୁଣା ନିର୍ଦ୍ଦେଶକ…
Read More...

ଆରମ୍ଭ ହେଲା ଯୁକ୍ତ ଦୁଇ ନାମଲେଖା

ଭୁବନେଶ୍ବର : ଚଳିତ ବର୍ଷର ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ବୁଧବାରଠାରୁ ଆରମ୍ଭ ହୋଇଛି। ବିଦ୍ୟାର୍ଥୀମାନେ ୬ ତାରିଖ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ପାରିବେ। ଏଥିପାଇଁ ମଙ୍ଗଳବାର ଅପରାହ୍ଣରେ ପ୍ରଥମ…
Read More...

ସିଂହଦ୍ବାର ସମ୍ମୁଖକୁ ବିଜେ କରୁଛନ୍ତି ତିନି ରଥ

ପୁରୀ : ଆସନ୍ତା କାଲି ଗୁରୁବାର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇଉଠିଛି। ବିଭିନ୍ନ ସ୍ଥାନରୁ ପୁରୀକୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁଅ…
Read More...

ନବୀନ ନିବାସରେ ନବ ବିର୍ବାଚିତ ବିଧାୟକଙ୍କ ବୈଠକ : ପରାମର୍ଶ ଦେଉଛନ୍ତି ନବୀନ

ଭୁବନେଶ୍ଵର : ନବୀନ ନିବାସରେ ବୁଧବାର ବିଜେଡିର ନବ ବିର୍ବାଚିତ ବିଧାୟକଙ୍କ ବୈଠକ ଅନୁଷ୍ଠିତ ହେଉଛି। ବିଧାନସଭାରେ ନିଜ ଅଞ୍ଚଳର ସମସ୍ୟା ଉପସ୍ଥାପନ କରିବା, ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେବା ଆଦି ବିଭିନ୍ନ…
Read More...

ଅଜଣା ଗାଡ଼ି ଧକ୍କାରେ ୨ ବାଇକ୍ ଆରୋହୀ ମୃତ

ବଣାଇ : ସୁନ୍ଦରଗଡ଼ ଜିଲା ବଣାଇ ସ୍ଥିତ ତେନସା ଘାଟି ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡ଼ି ଧକ୍କାରେ ଦୁଇଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ବାଇକଟି ତେନସା…
Read More...

ଅନ୍ତର୍ଜାତୀୟ ସ୍ତରରେ କୃତିତ୍ୱ ହାସଲ କରିଥିବା ଟିଟିଲାଗଡ଼ର ପୁଅ ଜିତେନ୍ଦ୍ର ମିଶ୍ର

ଟିଟିଲାଗଡ଼ : ଜାତୀୟ, ଆନ୍ତର୍ଜାତୀୟ ସ୍ତରରେ ୧୧୦ଟି ଚଳଚ୍ଚିତ୍ରର ପ୍ରଯୋଜନା ସହ ଜଡ଼ିତ ତଥା ଜଣେ ସମ୍ମାନାସ୍ପଦ ଜୁରି ମେମ୍ବର ଭାବରେ ବିଭିନ୍ନ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଟିଟିଲାଗଡ ମାଟିର ଜିତେନ୍ଦ୍ର ମିଶ୍ର…
Read More...

ଟିଟିଲାଗଡ଼ ଜଗନ୍ନାଥ ମନ୍ଦିରରେ ତିନି ଠାକୁରଙ୍କ ନବଯୌବନ ଦର୍ଶନ

ଟିଟିଲାଗଡ଼ : ମହାସ୍ନାନ ପୁର୍ଣ୍ଣିମାରୁ ଅଣସର ଘରେ ବିରାଜମାନ କରୁଥିବା ତିନି ଠାକୁରଙ୍କର ମଙ୍ଗଳବାର ନବଯୌବନ ଦର୍ଶନ ପାଇଁ ଟିଟିଲାଗଡ଼ ସ୍ଥିତ ଏକ ଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗି ରହିଥିଲା। ପୂଜକ…
Read More...

ଜନ୍ମମାଟିରେ ଗୋପବନ୍ଧୁଙ୍କ ତିଳତର୍ପଣ ; ଷଠିଘରେ ଶ୍ରଦ୍ଧାଞ୍ଜଳି ସଭା

ସୁଆଣ୍ଡୋ : ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ଅବସରରେ ଜନ୍ମମାଟି ସୁଆଣ୍ଡୋ ସ୍ଥିତ ଭାର୍ଗବୀ ନଦୀ କୂଳରେ ଗୋପବନ୍ଧୁ ସ୍ମୃତିପରିଷଦ ଆନୁକୁଲ୍ୟରେ ତିଳତର୍ପଣ ଅନୁଷ୍ଠିତ ହୋଇଯାଇଛି ।…
Read More...

ବଡ଼ସାହି : ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ

ବଡ଼ସାହି : ମୟୁରଭଞ୍ଜ ଜିଲା ବଡ଼ସାହି ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧଦିବସ ମଙ୍ଗଳବାର ପାଳିତ ହୋଇଯାଇଛି। ପ୍ରଭଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ…
Read More...

ଭିଜିଲାନ୍ସ ଜାଲରେ ତହସିଲଦାର

କଳାହାଣ୍ଡି : କଳାହାଣ୍ଡି ଜିଲାର କର୍ଲାମୁଣ୍ଡା ତହସିଲଦାର ଅବନୀ କାନ୍ତ ସାହୁ ମଙ୍ଗଳବାର ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା ଅନୁସାରେ, କର୍ଲାମୁଣ୍ଡା ବ୍ଳକର ଦେଗାଁ ଗ୍ରାମର ଲାଲ ସାହେବ…
Read More...

ମୁହଁର କଳାଦାଗ ଦୂରେଇବା ପାଇଁ ଆପଣାନ୍ତୁ ଏହି ସରଳ ଉପାୟ : ୧୫ ଦିନ ମଧ୍ୟରେ ଜାଣିପାରିବେ ଫରକ

ସାଧାରଣତଃ ଏକ ସୁନ୍ଦର ଚେହେରା ପାଇବା ପାଇଁ ସମସ୍ତେ ଇଚ୍ଛା କରିଥାଆନ୍ତି। ହେଲେ ଯେତେ ସୁନ୍ଦର ହେଲେ ମଧ୍ୟ ଯଦି ମୁହଁରେ ସାମାନ୍ୟ କଳା ଦାଗ ଥାଏ ତେବେ ତାହା ଆପଣଙ୍କୁ ସୁନ୍ଦରତାରେ ମଧ୍ୟ ଦାଗ ଲଗାଇଥାଏ। ବିଶେଷ କରି…
Read More...

ବକ୍ସ ଅଫିସରେ ଧିମା ଗତିରେ ଆଗେଇ ଚାଲିଛି ‘ଆର୍ଟିକଲ୍‍-୧୫’

ନୂଆଦିଲ୍ଲୀ : ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଆର୍ଟିକଲ୍‍-୧୫’ ବକ୍ସ ଅଫିସରେ ଧିମା ଗତିରେ ଆୟ ଜାରି ରଖିଛି। ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଆଶାନୁଯାୟୀ ବ୍ୟବସାୟ କରିବାରେ ବିଫଳ ହୋଇଛି।…
Read More...

‘ସମାଜ’ ପକ୍ଷରୁ ରାଜ୍ୟବ୍ୟାପୀ ରକ୍ତଦାନ ଶିବିର

ଭୁବନେଶ୍ୱର : ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୧ତମ ଶ୍ରାଦ୍ଧ ଦିବସ ଅବସରରେ ମଙ୍ଗଳବାର ‘ସମାଜ’ ଓ ଲୋକସେବକ ମଣ୍ଡଳ ପକ୍ଷରୁ ରାଜ୍ୟବ୍ୟାପୀ ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ସମାଜର…
Read More...

ଜଳ ନିଷ୍କାସନ ସମସ୍ୟା ନେଇ ଧାମରା-ବାସୁଦେବପୁର ରାଜପଥ ଅବରୋଧ

ଧାମରା : ଜଳ ନିଷ୍କାସନ ସମସ୍ୟା ନେଇ କଇଥଖୋଲା ବାସିନ୍ଦା ସୋମବାର ଦୀର୍ଘ ସମୟ ଧରି ଧାମରା-ବାସୁଦେବପୁର ରାଜପଥ ଅବରୋଧ କରିିଥିଲେ। କଇଥଖୋଲା ବଜାର ମଧ୍ୟରେ ଜଳ ନିଷ୍କାସନ ହେଉ ନଥିବା ବେଳେ ଆଜିର ଲଘୁଚାପ ବର୍ଷାରେ…
Read More...

‘ସମାଜ’ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ଭୁବନେଶ୍ୱର : ‘ସମାଜ’ର ୧୦୦ ବର୍ଷ ପାଳନ ଏବଂ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୧ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ମଙ୍ଗଳବାର ଜୁଲାଇ ୨ ତାରିଖ ଭୁବନେଶ୍ବରର ଖାରବେଳ ନଗର ସ୍ଥିତ ସାମ୍ବାଦିକ ଭବନରେ ଏକ…
Read More...

ଧାମରା ଥାନାରେ ୩ଫୁଟ ପାଣି

ଧାମରା : ଧାମରାରେ ନୂତନ ଭାବେ ଖୋଲା ହୋଇଥିବା ଥାନା ମଧ୍ୟରେ ସୋମବାର ୩ଫୁଟ ଉଚ୍ଚର ପାଣି ଦେଖିବାକୁ ମିଳିଛି। ଅବିଶ୍ରାନ୍ତ ବର୍ଷାରେ ଧାମରା ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ଧାମରା ବନ୍ଦର ପ୍ରୀତି ଏବଂ ଆରକ୍ଷୀ…
Read More...

ଶ୍ରେଣୀ ଗୃହରେ ଶିକ୍ଷୟିତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ

କଟକ : କଟକ ନିଆଳି ଥାନା ଅନ୍ତର୍ଗତ ଆମ୍ବପଡା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ସୋମବାର ଶ୍ରେଣୀ ଗୃହରେ ପାଠ ପଢାଉଥିବା ବେଳେ ଜଣେ ଶିକ୍ଷୟିତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଜଣେ…
Read More...

ଗୋପବନ୍ଧୁ ସ୍ମାରକ ତର୍କ ପ୍ରତିଯୋଗିତା ‘ଓଜସ୍ବିନୀ ଓଡ଼ିଶା’

କଟକ : ଆସନ୍ତାକାଲି (ମଙ୍ଗଳବାର) ହେଉଛି ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୧ତମ ଶ୍ରାଦ୍ଧବାର୍ଷିକୀ। ଏହାର ଅବ୍ୟବହିତ ପୂର୍ବରୁ ଲୋକସେବକ ମଣ୍ଡଳ ଓ ‘ସମାଜ’ ଆନୁକୂଲ୍ୟରେ ସୋମବାର ବିଜୁ ପଟ୍ଟନାୟକ…
Read More...

ଚାଉଳଧୁଆ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

କୋଟଗଡ଼ : କନ୍ଧମାଳ ଜିଲା କୋଟଗଡ଼ ଥାନା ଅନ୍ତର୍ଗତ ଜୁଡାବାଲି ପଞ୍ଚାୟତର ଚାଉଳଧୁଆ ନଦୀରୁ ସୋମବାର ସନ୍ଦେହ ଜନକ ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ, ଦୁଇ ତିନି ହେବ ମୃତଦେହ ନଦୀରେ…
Read More...

କଂଗ୍ରେସରୁ ଅଶ୍ବିନୀ ପୂଜାହାରୀଙ୍କ ଇସ୍ତଫା

ଭୁବନେଶ୍ବର : ଚଳିତ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ସାମିଲ ହୋଇଥିବା ସମ୍ବଲପୁର ଭିମସାର ମେଡ଼ିକାଲ କଲେଜର ପୂର୍ବତନ ନିର୍ଦ୍ଦେଶକ ଡ. ଅଶ୍ୱିନୀ ପୂଜାହାରୀ ସୋମବାର ଦଳରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫା…
Read More...

ରାଜ୍ୟରେ ଲଘୁଚାପ ପ୍ରଭାବ : ୩ ଯାଏ ବର୍ଷିବ, ୮ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର : ସାରା ରାଜ୍ୟରେ ରବିବାର ସନ୍ଧ୍ୟାରୁ ଲଘୁଚାପଜନିତ ବର୍ଷା ଲାଗିରହିଛି। ଉତ୍ତର-ପୂର୍ବ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆସନ୍ତା ୩ ତାରିଖ ପର୍ୟ୍ୟନ୍ତ ବର୍ଷା ଲାଗି ରହିବ…
Read More...

ବେଆଇନ ବାଉଁଶ ଚାଲାଣ ବେଳେ ୨ ଗାଡ଼ି ଜବତ, ୭ ଗିରଫ

ବଲାଙ୍ଗୀର : ବଲାଙ୍ଗୀର ଜିଲା ଗୁଡିଭେଳା ବନାଞ୍ଚଳ ଅଧିନସ୍ଥ ସିକେରପାଟ ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବେ ବାଉଁଶ ଚାଲାଣ ବେଳେ ସୋମବାର ୨ଟି ବାଉଁଶ ବୋଝେଇ ଗାଡ଼ିକୁ ବନ ବିଭାଗ ଜବତ କରିଛି। ରବିବାର ରାତିରେ ଚାଲାଣ ସମୟରେ…
Read More...

ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ; ହତ୍ୟା ସନ୍ଦେହ

କଟକ : କଟକ ବାଦାମବାଡ଼ି ଥାନା ଅନ୍ତର୍ଗତ ଓଏସ୍‍ଏଲ୍‍ ଟାୱାର ସମ୍ମୁଖରୁ ସୋମବାର ଜଣେ ଅଜଣା ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ବ୍ୟକ୍ତିଙ୍କ ପରିଚୟ ଏଯାବତ୍‍ ମିଳିପାରି ନାହିଁ। ଯୁବକଙ୍କ ଶରୀରରେ ଅନେକ କ୍ଷତ…
Read More...

ଦୁଃସ୍ବପ୍ନରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ସରଳ ଉପାୟ

ସାଧାରଣତଃ ରାତିରେ ଶୋଇବା ସମୟରେ ଅନେକ ଲୋକ ସ୍ବପ୍ନ ଦେଖିଥାଆନ୍ତି। କିଛି ଲୋକଙ୍କୁ ଭଲ ସ୍ବପ୍ନ ଆସିଥାଏ ତ ଆଉ କିଛି ଲୋକ ଖରାପ କିମ୍ବା ଭୟଙ୍କର ସ୍ବପ୍ନ ଦେଖିଥାଆନ୍ତି। ଯେଉଁଥିପାଇଁ ଭୟଭୀତ ହୋଇ ହଠାତ୍ ନିଦ ଭାଙ୍ଗି…
Read More...

ରତ୍ନ ବେଦୀରୁ ଜନ୍ମ ବେଦୀକୁ ନବଦିନାତ୍ମକ ଯାତ୍ରା

ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ବିଶ୍ବପ୍ରସିଦ୍ଧ। ପୁଷ୍ୟାନକ୍ଷତ୍ରଯୁକ୍ତ ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରୁ ଆରମ୍ଭ ହୋଇ ଦଶମୀ ଯାଏ ଚାଲିଥାଏ ପ୍ରଭୁଙ୍କର ଏହି ନବଦିନାତ୍ମକ ଯାତ୍ରା। ରାତି ପାହିଲା ବେଳକୁ…
Read More...

ସମ୍ବଲପୁରର ରଥଯାତ୍ରା

ରଥଯାତ୍ରା ସାଧାରଣତଃ ଦେଶର ଅନେକ ସ୍ଥାନରେ ପାଳନ କରାଯାଏ। ତନ୍ମଧ୍ୟରୁ ସମ୍ବଲପୁରର ରଥଯାତ୍ରା ଅନ୍ୟତମ। ସମ୍ବଲପୁରର ସବୁ ଗ୍ରାମରେ ଜଗନ୍ନାଥ ମନ୍ଦିର ଦେଖିବାକୁ ମିଳେ। ଏଠାରେ ଜଗନ୍ନାଥଙ୍କୁ ଆରାଧ୍ୟ ଦେବତା ଭାବେ ପୂଜା…
Read More...

ତିନି ଠାକୁରଙ୍କ ତିନି ରଥ ଓ ଏହାର ବିଶେଷତ୍ବ

ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ମାଆ ସୁଭଦ୍ରାଙ୍କ ତିନି ଗୋଟି ରଥ ପ୍ରତ୍ୟେକବର୍ଷ ନିର୍ମାଣ କରାଯାଇଥାଏ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ଶିଳ୍ପ ଶାସ୍ତ୍ରୀୟ ପଦ୍ଧତିରେ ଏହାକୁ ନିର୍ମାଣ କରାଯାଇଥାଏ।…
Read More...

ଭିନ୍ନ ନାମରେ ରଥଯାତ୍ରା

ଚତୁର୍ଦ୍ଧା ମୂର୍ତ୍ତିଙ୍କ ରଥଯାତ୍ରା ଆହୁରି ଅନେକ ନାମରେ ପରିଚିତ। ଆସନ୍ତୁ ଜାଣିବା ରଥଯାତ୍ରାର ବିଭିନ୍ନ ନାମ - -ଘୋଷଯାତ୍ରା: ବିଶ୍ୱର ମଙ୍ଗଳ ଘୋଷଣା କରୁଥିବାରୁ ବା ନନ୍ଦିଘୋଷ ରଥରେ ବସି ଯାତ୍ରା କରୁଥିବାରୁ…
Read More...

ଭକ୍ତ ପାଇଁ ରତ୍ନ ସିଂହାସନରୁ ଓହ୍ଲାଇବେ ମହାପ୍ରଭୁ

ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ଆସୁଛି ରଥଯାତ୍ରା। ଆଉ କେତେଟା ଦିନ ପରେ ପ୍ରଭୁ ରଥାରୂଢ ହେବେ। ଭକ୍ତମାନଙ୍କ ସହ ପ୍ରତ୍ୟକ୍ଷ ଭାବେ ମିଶିବା ନିମନ୍ତେ ବର୍ଷକ ପରେ ପୁଣି ରତ୍ନ ସିଂହାସନରୁ ଚତୁର୍ଦ୍ଧା ମୂର୍ତ୍ତି ଓହ୍ଲାଇ…
Read More...

ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର : ବହୁଚର୍ଚ୍ଚିତ ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟାକାଣ୍ଡ ଘଟଣାରେ ଗୁରୁବାର ୫ ଦୋଷୀଙ୍କୁ ଆଜୀବନ କରାଦଣ୍ଡରେ ଦଣ୍ଡିତ କରାଯାଇଛି। ଖଲିକୋଟ ଏଡିଜେ କୋର୍ଟର ବିଚାରପତି ମାମଲାର ଶୁଣାଣି କରି ସମସ୍ତ ସାକ୍ଷ୍ୟ…
Read More...

ଧୂଳିଝଡ଼ ଓ ବଜ୍ରପାତ ସହ ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା ଜାରି

ଭୁବନେଶ୍ବର : ରାଜ୍ୟର କିଛି ସ୍ଥାନରେ ଗୁରୁବାର ଧୂଳିଝଡ଼ ଓ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅପରାହ୍ନ ୫ଟା ୪୫ ପର୍ୟ୍ୟନ୍ତ…
Read More...

ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ : ଆମ୍ବୁଲାନ୍ସକୁ ଦାୟୀ କଲେ ଲୋକେ

ମାଲକାନଗିରି : ମାଲକାନଗିରି ଜିଲା କୋଇଲିପାରି ନିକଟରେ ଗୁରୁବାର ସଡ଼କ ଦୁର୍ଘଟଣାରେ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ହୋଇଛି। ବିଳମ୍ବରେ ଆମ୍ବୁଲାନ୍ସ ଆସିବାରୁ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ସମେତ କଲେଜର…
Read More...

ରାଜ୍ୟରେ ଖାଲିପଡ଼ିଛି ୫୦୩ ଆରଆଇ ପଦବୀ : ଗୃହରେ ଉଦ୍‌ବେଗ

ଭୁବନେଶ୍ୱର : ରାଜ୍ୟରେ ମୋଟ ୨୪୫୩ ରାଜସ୍ବ ନିରୀକ୍ଷକ(ଆରଆଇ) ପଦବୀ ରହିଥିବା ବେଳେ ସେଥିରୁ ୫୦୩ ପଦବୀ ଖାଲି ପଡ଼ିଛି। ଗୁରୁବାର ବିଧାନସଭା ଅଧିବେଶନର ପ୍ରଶ୍ନକାଳରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଏହି ସୂଚନା…
Read More...

ବ୍ରଜରାଜନଗରରେ ଯୁବକଙ୍କୁ ହତ୍ୟା ମାମଲାରେ ୩ ଗିରଫ

ବ୍ରଜରାଜନଗର : ବ୍ରଜରାଜନଗର ବସଷ୍ଟାଣ୍ଡରେ ଅମିତ ଧଳ ନାମକ ଯୁବକଙ୍କୁ ଗୁଳିକରି ହତ୍ୟା ଘଟଣାରେ ଗୁରୁବାର ପୁଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏହି ମାମଲାରେ ଝାରସୁଗୁଡା ଏସପିଙ୍କ ନିର୍ଦ୍ଦେଶରେ…
Read More...

ସ୍ୱାଧୀନତା ସଂଗ୍ରାମୀ ମହମ୍ମଦ ବାଜିଙ୍କ ୧୦୨ ବର୍ଷରେ ପରଲୋକ

ନବରଙ୍ଗପୁର : ନବରଙ୍ଗପୁରର ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବୀ ମହମ୍ମଦ ବାଜିଙ୍କର ଗୁରୁବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୨ ବର୍ଷ ବୟସ ହୋଇଥିଲା। ମହମ୍ମଦ ବାଜି ଭୂଦାନ ଆନ୍ଦୋଳନରେ ମଧ୍ୟ ସକ୍ରିୟ ଭାବେ…
Read More...

କିନ୍ନରଙ୍କୁ ଟ୍ରେନରେ ଭିକ୍ଷାବୃତ୍ତି ମନା : ଯାତ୍ରୀଙ୍କ ସୁରକ୍ଷା ନେଇ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି

ଭୁବନେଶ୍ବର: ଏଣିକି କିନ୍ନରମାନେ ଷ୍ଟେସନ ଓ ଟ୍ରେନରେ ଆଉ ହଇରାଣ କରିପାରିବେନି। ଯାତ୍ରୀ ହିସାବରେ ସେମାନେ ଯାଇ ପାରିବେ କିନ୍ତୁ ଟ୍ରେନ କିମ୍ବା ଷ୍ଟେସନରେ ଭିକ୍ଷାବୃତ୍ତି କରି ପାରିବେ ନାହିଁ। ବୁଧବାର ରେଳବାଇ…
Read More...

ରାଜଧାନୀରେ ଠକ : ଜମି ଯୋଗାଇଦେବା ନାଁରେ ୭ କୋଟି ଠକି ୩ ଗିରଫ

ଭୁବନେଶ୍ବର : ରାଜଧାନୀରେ ୭କୋଟି ଟଙ୍କା ଠକେଇ ଅଭିଯୋଗରେ ବୁଧବାର କ୍ରାଇମବ୍ରାଞ୍ଚ ୩ଜଣଙ୍କୁ ଗିରଫ କରିଛି। ଏମାନେ ଜମିଦେବା ନାଁରେ ଲୋକଙ୍କୁ ଠକୁଥିବା ସୂଚନା ମିଳିଛି। ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଆଜି ଘଟଣାର…
Read More...

ରାଉରକେଲା ଷ୍ଟିଲ୍‍ ପ୍ଲାଣ୍ଟରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ

ରାଉରକେଲା : ରାଉରକେଲା ଷ୍ଟିଲ୍‍ ପ୍ଲାଣ୍ଟରେ କାର୍ଯ୍ୟରତ ଜଣେ ଠିକା ଶ୍ରମିକଙ୍କର ବୁଧବାର ମୃତ୍ୟୁ ହୋଇଛି। ମୃତକଙ୍କ ନାଁ କପିଳ ମହନ୍ତ। ସେ ଶକ୍ତି ବିତରଣ ବିଭାଗରେ ୱେଲଡିଂ କାର୍ଯ୍ୟରେ ନିୟୋଜିତ ଥିଲେ। ତେବେ ମୃତ୍ୟୁର…
Read More...

ନର୍ସଙ୍କ ଟିକ୍‍ଟକ୍‍ ନିଶା : ଏସଏନସିୟୁରେ ଚିକିତ୍ସା ଛାଡ଼ି ଭିଡିଓ ଶୁଟିଂରେ ମାତିଲେ, ନିଲମ୍ବନ ପାଇଁ ସୁପାରିଶ

ମାଲକାନଗିରି : ସାରା ବିଶ୍ୱକୁ ଏବେ ଟିକ୍‍ଟକ୍‍ ନିଶା ଘାରିଥିବା ବେଳେ ହସ୍ପିଟାଲର କର୍ମଚାରୀମାନେ ମଧ୍ୟ ଏଥିରୁ ବାଦ୍‍ ପଡ଼ିନାହାନ୍ତି। ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟର ଗୁରୁତ୍ୱପୂର୍ଣ୍ଣ ବିଭାଗ ଏସଏନସିୟୁ…
Read More...

ଦାୟିତ୍ୱ ଗ୍ରହଣ କଲେ ନୂଆ ଆଡ଼ଭୋକେଟ୍ ଜେନେରାଲ

କଟକ : ବରିଷ୍ଠ ଆଇନଜୀନୀ ଅଶୋକ ପରିଜା ବୁଧବାର ହାଇକୋର୍ଟର ନୂଆ ଆଡ଼ଭୋକେଟ୍ ଜେନେରାଲ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଡ଼ଭୋକେଟ୍ ଜେନେରାଲ ପଦବୀରେ ଥିବା ସୂର୍ଯ୍ୟ ମିଶ୍ରଙ୍କ ଠାରୁ ସେ ବିଧିବଦ୍ଧ ଭାବେ କାର୍ଯ୍ୟଭାର…
Read More...

‘ବର୍ଡ଼ର’ ପରେ ‘ଭୁଜ-ଦି ପ୍ରାଇଡ଼୍‍ ଅଫ୍‍ ଇଣ୍ଡିଆ’ରେ ଦେଖିବାକୁ ମିଳିବ ଲୋଙ୍ଗେୱାଲା ଯୁଦ୍ଧର କାହାଣୀ

ମୁମ୍ବଇ : ୧୯୯୭ ମସିହାରେ ପରଦାକୁ ଆସିଥିବା ଚଳଚ୍ଚିତ୍ର ‘ବର୍ଡ଼ର’ ପରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଲୋଙ୍ଗେୱାଲା ଯୁଦ୍ଧକୁ ନେଇ ପୁଣିଥରେ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି। ଆଗାମୀ ଚଳଚ୍ଚିତ୍ର ‘ଭୁଜ-ଦି…
Read More...