ମାନସିକ ଚାପରୁ ମୁକ୍ତି ଚାହୁଁଛନ୍ତି କି? ଆପଣାନ୍ତୁ ଏହି ସରଳ ଉପାୟ

ଦୈନନ୍ଦିନର ବ୍ୟସ୍ତ ବହୁଳ ଜୀବନଶୈଳୀ, କାମ ଚାପ, ପାରିବାରିକ ଚିନ୍ତା ଏହିଭଳି ଆହୁରି କିଛି ସମସ୍ୟାକୁ ନେଇ ମଣିଷ ଚାପଗ୍ରସ୍ତ ହୋଇଥାଏ। ସବୁବେଳେ ଏପରି ଚାପଗ୍ରସ୍ତ ତଥା ଚିନ୍ତିତ ରହିଲେ ଏହାର ପ୍ରଭାବ ଧିରେଧିରେ ଶରୀର…
Read More...

ଗଲୱାନରେ ନିହତ ସୈନ୍ୟଙ୍କ ବିଷୟରେ ତଥ୍ୟ ଦେବାକୁ ମନା କଲା ଚୀନ୍‍

ବେଜିଂ: ଗଲଓ୍ଵାନ ସଂଘର୍ଷରେ ଭାରତ ତୁଳନାରେ ଚୀନର ଦୁଇ ଗୁଣ ଅଧିକ ସୈନ୍ୟ ନିହତ ହୋଇଥିବା ନେଇ କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବତନ ସେନାଧ୍ୟକ୍ଷ ଭି.କେ.ସିଂହ ଦେଇଥିବା ବୟାନ ଉପରେ କୌଣସି ମନ୍ତବ୍ୟ ଦେବାକୁ ଚୀନ ମନା…
Read More...

ଫିଲ୍ମ ନିର୍ମାଣ କରିଥାଆନ୍ତେ ସୁଶାନ୍ତ; ସାମ୍ନାକୁ ଆସିଲା ପୋଷ୍ଟର

ମୁମ୍ବଇ: ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ଏଯାଏଁ ମଧ୍ୟ ଲୋକେ ସହଜରେ ଗ୍ରହଣ ପାରୁ ନାହାନ୍ତି। ଅନେକ ମହଲରୁ ଦାବି ହେବା ପରେ ପୁଲିସ ଏବେ ତାଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ଜୋରସୋର ଚଲାଇଛି।…
Read More...

ଶିଶୁଙ୍କୁ ନେଲ୍‍ପଲିସ୍‍ ଲଗାଉଥିଲେ ସାବଧାନ!

ସାଧାରଣତଃ ଘରେ ଛୋଟ ପିଲାଙ୍କୁ ସଜାଇବା ବେଳେ ଆମେ ତାଙ୍କୁ ନେଲ୍‍ପଲିସ୍‍ ଲଗାଇଦେଉ। କେତେକ ସମୟରେ ସେମାନେ ଜିଦ୍‍ ଧରି ନିଜେ ନିଜେ ନେଇ ଆସି ନେଲ୍‍ପଲିସ୍‍ ନିଜ ନଖରେ ଓ ଦେହରେ ଲଗାଇ ଦିଅନ୍ତି। କିନ୍ତୁ ଏହା ହୁଏତ ଆପଣ…
Read More...

ନେପାଳ ଏଫଏମରେ ବାଜୁଛି ଭାରତ ବିରୋଧୀ ଗୀତ; ରେଡିଓ ଶୁଣିବା ବନ୍ଦ କଲେ ସୀମାନ୍ତବର୍ତ୍ତୀ ବାସିନ୍ଦା

ଡେରାଡୁନ: ଭାରତ-ନେପାଳ ବିବାଦ ମଧ୍ୟରେ ଏବେ ନେପାଳର ଏଫଏମ ରେଡିଓରେ ଭାରତ ବିରୋଧୀ ଗୀତ ଶୁଣିବାକୁ ମିଳିଛି। ବାରମ୍ବାର ଦେଶ ବିରୋଧୀ ଗୀତ ଶୁଣିବା ପରେ ସୀମାନ୍ତବର୍ତ୍ତୀ ଲୋକମାନେ ଏଫଏମ ରେଡିଓ ଶୁଣିବା ବନ୍ଦ କରି…
Read More...

ସୁଶାନ୍ତଙ୍କ ବାନ୍ଧବୀ ରିୟାଙ୍କ ବିରୋଧରେ ମାମଲା; ଆତ୍ମହତ୍ୟା ଲାଗି ଉସୁକାଇଥିବା ଅଭିଯୋଗ

ମୁମ୍ବଇ: ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ତାଙ୍କ ବାନ୍ଧବୀ ବୋଲାଉଥିବା ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ବିହାରରେ ମାମଲା ରୁଜୁ ହୋଇଛି। ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇବା…
Read More...

ଜୁନ୍‍ ୨୧ରୁ ଜୁଲାଇ ୫ ମଧ୍ୟରେ ଘଟିବାକୁ ଯାଉଛି ୩ଟି ଅଶୁଭ ଘଟଣା, ପୃଥିବୀ ପାଇଁ ଆଣିପାରେ ଦୁଃଖ

ସମାଜ ପୋର୍ଟାଲ ଡେସ୍କ: ଜୁନ୍‍ ୨୧ ତାରିଖରୁ ଜୁଲାଇ ୫ ତାରିଖ ମଧ୍ୟରେ ତିନୋଟି ଘଟଣା ଘଟିବାକୁ ଯାଉଛି, ଯାହାକି ପୃଥିବୀ ପାଇଁ ଅତ୍ୟନ୍ତ ଅଶୁଭକର ହେବ। ଏକ ପକ୍ଷ ଭିତରେ ଏହି ତିନୋଟି ଘଟଣା ଘଟିବା ପୃଥିବୀ ତଥା ଭାରତବର୍ଷ…
Read More...

ଅଙ୍କିତାଙ୍କୁ ଝୁରୁଥିଲେ ସୁଶାନ୍ତ : ମନୋଚିକିତ୍ସକ

ମୁମ୍ବଇ: ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ସାରା ଦେଶକୁ ଏକ ଶକ୍ତ ଧକ୍କା ଦେଇଛି। ତାଙ୍କ ମୃତ୍ୟୁକୁ ଲୋକେ ସହଜରେ ଗ୍ରହଣ କରିପାରୁ ନ ଥିବା ବେଳେ ଅନେକ ଲୋକଙ୍କ ଦାବି ପରେ ପୁଲିସ ଏବେ ଏହି ମାମଲାର…
Read More...

ଫାଦର୍ସ ଡେ’: ପିତାଙ୍କ ପାଇଁ ଦିନଟିଏ….

“ପିତା ସ୍ୱର୍ଗ, ପିତା ଧର୍ମ, ପିତା ହିଁ ପରମ ତପ, ପିତରି ପ୍ରତୀମା ପନ୍ନେ, ପ୍ରିୟନ୍ତେ ସର୍ବ ଦେବତା” ଜୀବନରେ ପିତାଙ୍କ ସ୍ଥାନ ଓ ମହତ୍ତ୍ୱ ସର୍ବୋଚ୍ଚ ହୋଇଥାଏ। ସନ୍ତାନଙ୍କ ଲାଳନ ପାଳନ ସହ ସେମାନଙ୍କୁ ଭଲ ମଣିଷ…
Read More...

ଶାଢୀ ସାଥୀରେ ଔଷଧ, କାଢା, ମାସ୍କ ମାଗଣା

ସୁରତ: ଦୀର୍ଘଦିନର ଲକଡାଉନ ପରେ ଧିରେ ଧିରେ ଦେଶ ଅନ୍‍ଲକ୍‍ ହେବା ଆରମ୍ଭ କରିଛି। କ଼ିନ୍ତୁ କରୋନାର ପ୍ରକୋପ ଥମିବାର ନାଁ ନେଉନାହିଁ। ମାନ୍ଦା ପଡ଼ିଥିବା ଅର୍ଥନୀତିକୁ ସାମାନ୍ୟ ସୁଧାରିବା ପାଇଁ ବ୍ୟବସାୟ କ୍ଷେତ୍ରରେ…
Read More...

ଏହି ରାଶିର ବ୍ୟକ୍ତି କରନ୍ତୁ ନାହିଁ ପରାଗ ଦର୍ଶନ; ଅଶୁଭ ଥିବାରୁ ବାରଣ କରିଛି ଜ୍ୟୋତିଷ ଶାସ୍ତ୍ର

ସମାଜ ପୋର୍ଟାଲ ଡେସ୍କ: ସାଧାରଣତଃ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ସମୟ ଆସିଲେ ଲୋକେ ବ୍ୟସ୍ତ ହୋଇ ପଡ଼ନ୍ତି। କେତେବେଳେ ଲାଗିବ, କେତେବେଳେ ଛାଡ଼ିବ ଓ ପାକ ତ୍ୟାଗ ଆଦି ଜାଣିବାକୁ ବ୍ୟଗ୍ର ହୁଅନ୍ତି। ଏହା ସହିତ କେଉଁ…
Read More...

ରବିବାର ସୂର୍ଯ୍ୟ ପରାଗ: ଜାଣନ୍ତୁ ସ୍ପର୍ଶଠାରୁ ଆରମ୍ଭ କରି ସର୍ବମୋକ୍ଷ ପର୍ଯ୍ୟନ୍ତର ସମ୍ପୂର୍ଣ୍ଣ ତଥ୍ୟ

ସମାଜ ପୋର୍ଟାଲ ଡେସ୍କ: ଆସନ୍ତା ୨୧ ତାରିଖ ରବିବାର ରାହୁଗ୍ରସ୍ତ ଚୁଡ଼ାମଣୀ ଯୋଗ ସୂର୍ଯ୍ୟ ପରାଗ। ଏହା ଚଳିତ ବର୍ଷର ପ୍ରଥମ ଓ ଦୀର୍ଘ ସମୟ ବିଶିଷ୍ଟ ବିରଳ ସୂର୍ଯ୍ୟ ପରାଗ। ଆସନ୍ତୁ ଜାଣିବା ଏହି ପରାଗର ସ୍ପର୍ଶ,…
Read More...

ସ୍ୱପ୍ନରେ ମୃତ ପରିଜନଙ୍କୁ ଦେଖୁଛନ୍ତି କି? ଜାଣନ୍ତୁ ଏହା କି ସଙ୍କେତ

ସାଧାରଣତଃ ଅନେକ ସମୟରେ ଆମେ ଆମ ମୃତ ପରିଜନଙ୍କୁ ସ୍ୱପ୍ନରେ ଦେଖିଥାଆନ୍ତି। କିନ୍ତୁ ଏହା କେବଳ ସ୍ୱପ୍ନ, ଆଉ କିଛି ନୁହେଁ ବୋଲି ଭାବି ଏହାକୁ ଅଣଦେଖା କରନ୍ତି। ହେଲେ ବାସ୍ତବରେ ସ୍ୱପ୍ନରେ ମୃତ ପରିଜନଙ୍କୁ ଦେଖିବା ଆମକୁ…
Read More...

କେଶ ପାଇଁ ତୁଳସୀ…..

ସାଧାରଣତଃ ତୁଳସୀ ଗଛକୁ ଆମେ ଖୁବ୍‍ ପବିତ୍ର ବୋଲି ମନେ କରିଥାଉ ଏବଂ ଏହାକୁ ପୂଜା ମଧ୍ୟ କରିଥାଉ। ଧାର୍ମିକ ମହତ୍ତ୍ୱ ବ୍ୟତୀତ ଏହା ଅନେକ ଔଷଧୀୟ ଗୁଣରେ ଭରପୂର। ଏହା ଅନେକ ପ୍ରକାର ସଂକ୍ରମଣରୁ ରକ୍ଷା କରେ। ଖୁବ କମ୍‍…
Read More...

ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲା: ରିୟା ଚକ୍ରବର୍ତ୍ତୀଙ୍କ ବୟାନ ରେକର୍ଡ଼ କଲା ପୁଲିସ

ମୁମ୍ବଇ: ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲା ବଲିଉଡ଼ ସମେତ ସାରା ଦେଶରେ ଏକ ପ୍ରକାର ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁଲିସ ଏନେଇ ଜୋରସୋର ତଦନ୍ତ ଚଳାଇଛି। ଗୁରୁବାର ସୁଶାନ୍ତଙ୍କ ବାନ୍ଧବୀ ରିୟା…
Read More...

୨୧ ଜୁନ୍‍ ସୂର୍ଯ୍ୟ ପରାଗ: ଏହିଦିନ ଘରକୁ ଆଣନ୍ତୁ କିଛି ଖାସ୍‍ ଚେରମୂଳି, ମିଳିବ ଅନେକ ଶୁଭଫଳ

ସମାଜ ପୋର୍ଟାଲ ଡେସ୍କ: ଆସନ୍ତା ୨୧ ତାରିଖ ବର୍ଷର ପ୍ରଥମ ମହା ସୂର୍ଯ୍ୟ ପରାଗ। ପରାଗ ପ୍ରାୟ ୯ଟା ୧୫ ମିନିଟରେ ଆରମ୍ଭ ହୋଇ ମଧ୍ୟାହ୍ନ ୩ଟା ୦୪ ମିନିଟରେ ଶେଷ ହେବ। ଏହା ଏକ ବିରଳ ଏବଂ ଦୀର୍ଘ ସମୟ ବିଶିଷ୍ଟ ସୂର୍ଯ୍ୟ…
Read More...

ମାଛପ୍ରେମୀ ସାବଧାନ! ବର୍ଷାଦିନେ ମାଛ ଖାଇବା ପୂର୍ବରୁ ଜାଣି ରଖନ୍ତୁ ଏସବୁ କଥା

ସାଧାରଣତଃ ମାଛ ଖାଇବାକୁ ଅଧିକାଂଶ ଲୋକ ଭଲପାଆନ୍ତି। କିନ୍ତୁ ବର୍ଷା ଋତୁରେ ମାଛ ଖାଇବା ପୂର୍ବରୁ ଥରୁଟିଏ ଭାବନ୍ତୁ। ମାଛପ୍ରେମୀ ଲୋକେ ଜାଣି ରଖିବା ଉଚିତ ଯେ, ବର୍ଷା ଋତୁରେ ମାଛ ଖାଇବା ସ୍ୱାସ୍ଥ୍ୟ ପ୍ରତି ହାନିକାରକ…
Read More...

ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ଦେଖି ସମାନ ଢଙ୍ଗରେ ଜୀବନ ହାରିଲେ ପ୍ରଶଂସକ

ମୁମ୍ବଇ: ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ବଲିଉଡ଼ ସମେତ ତାଙ୍କ ପ୍ରଶଂସକମାନଙ୍କୁ ଶକ୍ତ ଧକ୍କା ଦେଇଛି। ବର୍ତ୍ତମାନ ସୁଦ୍ଧା ଲୋକେ ତାଙ୍କ ମୃତ୍ୟୁକୁ ଗ୍ରହଣ କରି ପାରୁ ନ ଥିବା ବେଳେ ଏହି ସମୟରେ…
Read More...

ବିଶ୍ୱ ପିତୃ ଦିବସ: ଜାଣନ୍ତୁ ଏହାର ଇତିହାସ

ସମାଜ ପୋର୍ଟାଲ ଡେସ୍କ: ଆସନ୍ତା ୨୧ ତାରିଖ ବିଶ୍ୱ ପିତୃ ଦିବସ। ସନ୍ତାନମାନଙ୍କ ପ୍ରତି ପିତାଙ୍କ ବଳିଦାନ ଓ ଭଲପାଇବାକୁ ସମ୍ମାନ ଜଣାଇ ତଥା ମନେ ପାକାଇ ଏହି ଦିନଟିକୁ ପାଳନ କରାଯାଏ। ତେବେ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ…
Read More...

ଏହା ଆତ୍ମହତ୍ୟା ନୁହେଁ, ଷଡଯନ୍ତ୍ର, ସିବିଆଇ ତଦନ୍ତ ହେଉ : ପପୁ ଯାଦବ

ପାଟଣା : ଏମଏସ ଧୋନି: ଦି ଅନଟୋଲ୍ଡ ଷ୍ଟୋରୀ, କେଦାରନାଥ ଏବଂ ଛିଛୋରେ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଜି ଏହି ଦୁନିଆକୁ ବିଦାୟ ଦେଇଛନ୍ତି। ରବିବାର (୧୪ ଜୁନ୍) ରେ ସେ ଫାଶୀ ଲଗାଇ…
Read More...

କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନ: ୨୪ଘଣ୍ଟାରେ ୧୨ ମାମଲା, ୪୧ ଗିରଫ

ଭୁବନେଶ୍ବର : ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ୧୨ ଟି ମାମଲା ଦାୟର କରାଯାଇଛି। ଏଥି ମଧ୍ୟରୁ ୧୦ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୨ଟି…
Read More...

ରକ୍ତଦାନ ହେଉଛି ମାନବିକତାର ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଶ୍ୱ ରକ୍ତଦାତା ଦିବସ ଅବସରରେ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ରକ୍ତଦାନ ହେଉଛି ମାନବିକତାର ମହତ୍ତ୍ୱପୂର୍ଣ୍ଣ କାର୍ୟ୍ୟ ଏବଂ ଅନ୍ୟମାନଙ୍କ ପାଇଁ ବୃହତ୍ତମ ଜୀବନ…
Read More...

ରାଜ୍ୟକୁ ଫେରିଲେଣି ୫,୪୩,୯୦୫ ପ୍ରବାସୀ ଶ୍ରମିକ, ଜୀବନ ଜୀବିକା ସୁବିଧା ପାଇଁ ସୃଷ୍ଟି ହୋଇଛି ୨୦କୋଟି ଶ୍ରମ ଦିବସ

ଭୁବନେଶ୍ବର: ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆ ଭାଉଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତି। ଆଜି ୪,୯୬୮ ଜଣ ଓଡ଼ିଆ ଭାଉଭଉଣୀ ଓଡ଼ିଶାରେ ପହଞ୍ଚିଛନ୍ତି। ଏ ପର୍ୟ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ୫,୪୩,୯୦୫ ଜଣ…
Read More...

ପ୍ରେସର କୁକରରେ ଫସିଲା ଶିଶୁର ମୁଣ୍ଡ: ଡାକ୍ତର ବି ମାନିଲେ ହାର୍‍, ଶେଷରେ…..

ଗୁଜରାଟ: ଗୁଜରାଟର ଭାବନଗର ଜିଲାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ଶିଶୁ ମୁଣ୍ଡରେ ପ୍ରେସର କୁକର ଫସିଯିବା ଫଳରେ ଅବସ୍ଥା ଏପରି ହେଲା ଯେ ଶେଷରେ ତାକୁ ଡାକ୍ତରଖାନା ନେବାକୁୂ ପଡ଼ିଲା। ସେଠାରେ ଶିଶୁ ଦେହରେ…
Read More...

ଏସବୁ ଲକ୍ଷଣ ଦେଇଥାଏ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବାର ସଙ୍କେତ

ଶରୀରର ରୋଗ ପ୍ରତିରୋଧକ ଶକ୍ତି ଠିକ୍ ଥିଲେ କୌଣସି ସଂକ୍ରାମକ ରୋଗ ଆମର କିଛି କ୍ଷତି କରିପାରିବ ନାହିଁ। ଏହା ରୋଗ ସହ ଲଢି ଏହାକୁ ପରାସ୍ତ କରିବାରେ ସହାୟକ ହୋଇଥାଏ। ଏବେ ସାରା ବିଶ୍ୱ ପାଇଁ ମୁଣ୍ଡ ବ୍ୟଥାର କାରଣ…
Read More...

ତ୍ୱଚା ପାଇଁ ବରଦାନ ଚନ୍ଦନ

ଅନିୟମିତ ଜୀବନଶୈଳୀ ସହ ଦୂଷିତ ବାୟୁମଣ୍ଡଳ କାରଣରୁ ଆଜିକାଲି ଅଧିକାଂଶ ଲୋକଙ୍କର ତ୍ୱଚା ସମସ୍ୟା ଦେଖାଦେଉଛି। ଏନେଇ ଯେତେ ଉପଚାର କରାଇଲେ ମଧ୍ୟ ପ୍ରାୟତଃ ବିଫଳତା ହିଁ ମିଳୁଛି। ତେବେ ଏ କ୍ଷେତ୍ରରେ ତ୍ୱଚା ପାଇଁ ଖୁବ୍‍…
Read More...

ଅଭିନେତ୍ରୀ ଦୀପିକା ସିଂହଙ୍କ ମାଆ କରୋନା ସଂକ୍ରମିତ; ଦୁଃଖ ଜଣାଇବା ପରେ ସାହାଯ୍ୟର ହାତ ବଢାଇଲେ ସରକାର

ମୁମ୍ବଇ: ଲୋକପ୍ରିୟ ଟେଲି ଅଭିନେତ୍ରୀ ଦୀପିକା ସିଂହଙ୍କ ମାଆ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମାଆଙ୍କ ରିପୋର୍ଟ ପଜିଟିଭ୍‍ ଆସିଥିବା ଅଭିନେତ୍ରୀ ନିଜେ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ପୋଷ୍ଟ କରି ସୂଚନା ଦେବା ସହ…
Read More...

ସାବଧାନ! ଶରୀରର କୌଣସି ସ୍ଥାନ ପୋଡ଼ିଗଲେ କରନ୍ତୁ ନାହିଁ ଏସବୁ ଭୁଲ୍‍

ଅନେକ ଥର ଅସାବଧାନତା ଯୋଗୁ ରୋଷେଇ କଲା ବେଳେ କିମ୍ବା ଅନ୍ୟ କୌଣସି କାରଣରୁ ଆମ ହାତ ଗୋଡ଼ ପୋଡ଼ିଯାଏ। କେତେକ କ୍ଷେତ୍ରରେ ତ ଦେହ ହାତ ପୋଡ଼ି ଅବସ୍ଥା ଗୁରୁତର ହୋଇଯାଏ। ତେବେ ଏଭଳି ସ୍ଥିତିରେ ତର ବର ହୋଇ ଅଜାଣତରେ ଆମେ…
Read More...

ରଜ ପର୍ବର ଅନ୍ତିମ ଦିନ ବସୁମତୀ ସ୍ନାନ: ଜାଣନ୍ତୁ ଏହାର ମହତ୍ତ୍ୱ

ସମାଜ ପୋର୍ଟାଲ ଡେସ୍କ: ତିନି ଦିନ ପରେ ଚତୁର୍ଥ ଦିନ ବସୁମତୀ ସ୍ନାନ। ଏହା ରଜ ପର୍ବର ଅନ୍ତିମ ଦିନ। ତିନିଦିନ ବିଶ୍ରାମ ପରେ ଏହି ଦିନ ଧରିତ୍ରୀ ମାତା ସ୍ନାନ କରି ଶୁଦ୍ଧ ପବିତ୍ର ହୋଇଥାଆନ୍ତି। ଏହିଦିନ ବଡ଼ି ଭୋରୁ…
Read More...

ସାମାନ୍ୟ ବର୍ଷାରେ ବାଙ୍କୀ-ବୈଦ୍ୟେଶ୍ୱର ରାସ୍ତା ଜଳାର୍ଣ୍ଣବ; ଯାତାୟତ ବାଧାପ୍ରାପ୍ତ

କଳାପଥର(ବାଙ୍କୀ) : ବାଙ୍କୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନସ୍ଥ ୧୧ ନମ୍ବର ଓ ୧୨ ନମ୍ବର ଓାର୍ଡ ମଧ୍ୟ ଦେଇ ଯାଇଥିବା ବାଙ୍କୀ - ବୈଦ୍ୟେଶ୍ୱର ରାସ୍ତାର କଲେଜ ଛକ ଅଞ୍ଚଳ ସାମାନ୍ୟ ବର୍ଷାରେ ଜଳାର୍ଣ୍ଣବ ହୋଇ ପଡୁଛି। ଫଳରେ…
Read More...

ନାବାଳକ ହତ୍ୟା ଘଟଣାରେ ତଥ୍ୟ ଅନୁଧ୍ୟାନ କମିଟି ଗଠନ କଲା କଂଗ୍ରେସ

ଭୁବନେଶ୍ୱର : ମାଲାକାନଗିରୀ ଜିଲ୍ଲାର କେନ୍ଦୁଗୁଡ଼ା ଗ୍ରାମରେ ଗତ ୪ ତାରିଖରେ ହୋଇଥିବା ନାବାଳକ ହତ୍ୟା ଘଟଣାର ତଥ୍ୟ ଅନୁଧ୍ୟାନ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାକ ଏକ ତଥ୍ୟ…
Read More...

ଆଦିବାସୀ ଅଞ୍ଚଳରେ ଅନ୍ତୋଦୟ ସଂସ୍ଥା ତରଫରୁ ସଚେତନତା ଓ ଶୁଖିଲା ଖାଦ୍ୟ ବଣ୍ଟନ

କଲମପୁର : କରୋନା ମହାମାରୀ ସମୟରେ ଏପର୍ୟ୍ୟନ୍ତ ସ୍ୱଭାବିକ ହେଇ ପାରୁନି ଜୀବନ ଯାତ୍ରା। ପ୍ରଭାବିତ ହେଉଛି ଆଦିବାସୀଙ୍କ ଜିବୀକା ଅର୍ଜନ। ପୁଣି ଏଭଳି ସ୍ଥିତିରେ ଘର ବାହୁଡା ହେଉଛନ୍ତି ଶ୍ରମିକ। ରୋଜଗାର ଶୂନ୍ୟ ହୋଇ ଘରେ…
Read More...

ଆରପାରିରେ ‘ଶ୍ରୀଗଣେଶ’ ଧାରାବାହିକର ମୁଖ୍ୟ ଅଭିନେତା ଜାଗେଶ ମୁକାତି

ମୁମ୍ବଇ: ‘ଅମିତା କା ଅମିତ’ ଓ ‘ଶ୍ରୀଗଣେଶ’ ପରି ଲୋକପ୍ରିୟ ଧାରାବାହିକରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତା ଜାଗେଶ ମୁକାତିଙ୍କ ପରଲୋକ ଘଟିଛି। ବୁଧବାର ମୁମ୍ବଇ ସ୍ଥିତ ଏକ ଡାକ୍ତରଖାନାରେ ସେ ଶେଷ ନିଃଶ୍ୱାସ…
Read More...

ବିଚିତ୍ର ଦେଶ: ସରକାରୀ ନିୟମରେ କାଟିବାକୁ ପଡ଼ିବ ଚୁଟି; ସାଧାରଣ ନାଗରିକଙ୍କୁ କାର କିଣିବା ମନା

ପରମାଣୁ ପରୀକ୍ଷଣ ଏବଂ ଆମେରିକା ସହିତ ତିକ୍ତତା କାରଣରୁ ଉତ୍ତର କୋରିଆ ବିଶ୍ୱବ୍ୟାପୀ ଜଣାଶୁଣା। ଏହି ଦେଶରେ କିଛି ଅଜବ ନିୟମ ଅଛି ଯାହାକୁ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ। ଏଥିପାଇଁ ଉତ୍ତର କୋରିଆ ସାରା ବିଶ୍ୱରେ…
Read More...

ଜୁନ୍‍ ୨୪ରୁ ଆରମ୍ଭ ହେବ ‘ଦି କପିଲ ଶର୍ମା ଶୋ’ର ଶୁଟିଂ

ମୁମ୍ବଇ: କପିଲ ଶର୍ମା ଓ ତାଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ ‘ଦି କପିଲ ଶର୍ମା ଶୋ’ର ପ୍ରଶଂସକଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ଟିଭିରେ ପୁଣିଥରେ ଦର୍ଶକ ଏହାକୁ ଦେଖିବାକୁ ପାଇବେ। କାରଣ ୨୪ ଜୁନ୍‍ରୁ ଏହାର ଶୁଟିଂ ଆରମ୍ଭ…
Read More...

ବେସରକାରୀ ଶିକ୍ଷାନୁଷ୍ଠାନରେ ନାମଲେଖା ଫିସ୍‌ ଓ ମାସିକ ଦେୟ ୭୦% ହ୍ରାସ ହେଉ: ଛାତ୍ର କଂଗ୍ରେସ

ଭୁବନେଶ୍ୱର : କରୋନା ବିପତ୍ତିର ଦୟନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ପ୍ରଦେଶ ଛାତ୍ର କଂଗ୍ରେସର ରାଜ୍ୟ ସଂଯୋଜକ ୟାସିର ନୱାଜଙ୍କ ନେତୃତ୍ୱରେ ବେସରକାରୀ ଶିକ୍ଷାନୁଷ୍ଠାନମାନଙ୍କରେ ନାମଲେଖା ଫିସ୍ ଓ ମାସିକ ଦେୟ ୭୦…
Read More...

ୟୁଜି ୬ଷ୍ଠ ଓ ପିଜି ୪ର୍ଥ ସେମିଷ୍ଟାର ପରୀକ୍ଷା ବାତିଲ: ଆଗ୍ରହୀ ଛାତ୍ରଛାତ୍ରୀ ଦେଇ ପାରିବେ ପରୀକ୍ଷା

ଭୁବନେଶ୍ବର : କରୋନା ଭୂତାଣୁ ସଂକ୍ରମଣ ଆଶଙ୍କା କରି ୟୁଜି ଷଷ୍ଠ ସେମିଷ୍ଟାର ଏବଂ ପିଜି ଚତୁର୍ଥ ସେମିଷ୍ଟାର ବାତିଲ ପାଇଁ ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟ ଓ କଲେଜ ଛାତ୍ରଛାତ୍ରୀ ଦାବି କରିଥିଲେ। ପରୀକ୍ଷା ବାତିଲ ନେଇ…
Read More...

ରଜ ସଂକ୍ରାନ୍ତିରେ ଝିଅମାନେ କରନ୍ତୁ ନାହିଁ ଏସବୁ ଭୁଲ୍‍: ପରିଣାମ ଭୋଗିବ ସାରା ପରିବାର

ସମାଜ ପୋର୍ଟାଲ ଡେସ୍କ: ରଜର ଦ୍ୱିତୀୟ ଦିନ ହେଉଛି ରଜ ସଂକ୍ରାନ୍ତି। ଏହାକୁ ମିଥୁନ ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ। ଏହିଦିନ ସୂର୍ଯ୍ୟ ବୃଷ ରାଶି ତ୍ୟାଗ କରି ମିଥୁନ ରାଶିରେ ପ୍ରବେଶ କରିଥାଆନ୍ତି। ତେବେ ଏହି ଦିନ…
Read More...

ଅଦ୍ଭୁତ ଗାଁ : ଯେଉଁଠି ଚାଷ କରାଯାଏ ବିଷାକ୍ତ ସାପ

ଫସଲ, ଫଳ ଏବଂ ପନିପରିବା ଚାଷ ହେବା ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ। କିନ୍ତୁ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେ, ବିଶ୍ବର ଏମିତି ଏକ ଗ୍ରାମ ଅଛି ଯେଉଁଠି ବିଷାକ୍ତ ସାପ ଚାଷ କରାଯାଏ। ହ ଆଜ୍ଞା ଚୀନର ଏକ ଗ୍ରାମ ଅଛି…
Read More...

ନେଟଫ୍ଲିକ୍ସରେ ରିଲିଜ୍‍ ହେବ ଜାହ୍ନବୀଙ୍କ ‘ଗୁଞ୍ଜନ ସକ୍ସେନା-ଦି କାର୍ଗିଲ ଗର୍ଲ’

ମୁମ୍ବଇ: ବଲିଉଡ଼ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଗୁଞ୍ଜନ ସକ୍ସେନା ଦି କାର୍ଗିଲ ଗର୍ଲ’କୁ ନେଇ ମଙ୍ଗଳବାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ଚଳଚ୍ଚିତ୍ର କୌଣସି ସିନେମା ହଲରେ ମୁକ୍ତିଲାଭ…
Read More...

ଏପର୍ଯ୍ୟନ୍ତ ଅବିବାହିତ ଏହି ବଲିଉଡ ଅଭିନେତ୍ରୀ : ବିବାହକୁ ଅପେକ୍ଷା କରିଛନ୍ତି ପ୍ରଶଂସକ

ମୁମ୍ବଇ : ଚଳଚ୍ଚିତ୍ର ବ୍ୟତୀତ ବଲିଉଡ ତାରକାମାନେ ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ବହୁତ ଚର୍ଚ୍ଚିତ। ସେମାନଙ୍କ ପରିବାର, ସମ୍ପର୍କୀୟ, ସ୍ୱାମୀ ଏବଂ ସ୍ତ୍ରୀଙ୍କ ଯୋଗୁଁ ଏହି ତାରକାମାନେ ହେଡଲାଇନରେ…
Read More...

ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସଲିୟନଙ୍କ ଆତ୍ମହତ୍ୟା

ମୁମ୍ବଇ : ଲୋକପ୍ରିୟ ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସଲିୟନ ଏକ ବିଲ୍ଡିଂରୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୁମ୍ବଇର ମଲାଡ୍‍ ସ୍ଥିତ ଏକ ୧୪ ମହଲା ବିଲ୍ଡିଂରୁ ଦିଶା…
Read More...

ଆସୁଛି ରଜ; ବ୍ୟବସାୟିକ ପ୍ରତିଷ୍ଠାନରେ ଜମିଲା ଭିଡ଼, ପ୍ରଶାସନ ପାଇଁ ବଢ଼ିଲା ଚିନ୍ତା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ୧୧ଟି ଜିଲାରେ ଶନିବାର ଓ ରବିବାର ଦୁଇଦିନ ସଟ୍‍ଡାଉନ୍‍ ଘୋଷଣା କରାଯାଇଛି। ଅତ୍ୟାବଶ୍ୟକ ସେବା ଛାଡ଼ି ଦେଲେ ଅନ୍ୟ ସବୁ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି। ଓଡ଼ିଆଙ୍କ ଗଣପର୍ବ ରଜ…
Read More...

ଭୁବନେଶ୍ବର ଏମ୍‌ସର ୪ଡାକ୍ତରଙ୍କୁ କରୋନା

ଭୁବନେଶ୍ବର : ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ସ)ର ୪ଡାକ୍ତରଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି। ସର୍ଜରୀ, ପାଥୋଲୋଜି, ଫାର୍ମାକୋଲୋଜିର ୩ ସିନିୟର ରେସିଡେଣ୍ଟ ଡାକ୍ତର ଏବଂ ଅନ୍ୟ ଜଣେ ଜୁନିୟର…
Read More...

ମିଳନର ପର୍ବ ରଜ: ବର୍ଷାର ପ୍ରଥମ ଛୁଆଁ ପାଇଁ ଆକୁଳ ହୋଇ ଅପେକ୍ଷା କରିଥାଏ ମାଟି

ସମାଜ ପୋର୍ଟାଲ ଡେସ୍କ: ଓଡ଼ିଶାର ଗଣପର୍ବ ରଜ। କୁମାର, କୁମାରୀଙ୍କ ସମେତ ଗୃହିଣୀ, କୃଷକ ଓ ବୟସ୍କ ସମସ୍ତେ ଆତୁରତାର ସହ ଅପେକ୍ଷା କରି ରହି ଥାଆନ୍ତି ଆନନ୍ଦ ଉଲ୍ଲାସର ଏହି ପର୍ବକୁ। ତେବେ କେବଳ ମଣିଷ ଜାତି ନୁହେଁ…
Read More...

ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ଗାୟନ ଶୈଳୀରେ ପରିବେଷିତ ହେବ ‘ବନ୍ଦେ ଉତ୍କଳ ଜନନୀ’; ଅବଧି ୨ ମିନିଟ୍ ୧୧ ସେକେଣ୍ଡ୍

ଭୁବନେଶ୍ବର : କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ପ୍ରଦାନ କରାଯାଇଛି। ରାଜ୍ୟବାସୀଙ୍କ ଦୀର୍ଘ ଦିନର ଦାବିକୁ ରାଜ୍ୟ ସରକାର ସ୍ବୀକୃତି ଦେଇଛନ୍ତି। ଏଥିନେଇ…
Read More...

ଓଡିଶା ପାଇଁ ଗୌରବ ସାଉଁଟୁଛନ୍ତି କଣ୍ଠଶିଳ୍ପୀ ଏଲ୍‍.ନିତେଶ କୁମାର

ଦେବଗଡ଼ : ଅଭିନବ କଣ୍ଠଶ୍ୱର ଓ ସଙ୍ଗୀତ ଉପସ୍ଥାପନା ପାଇଁ ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବା ଦେବଗଡ ମାଟିର ଯୁବ କଣ୍ଠଶୀଳ୍ପୀ ଏଲ୍‍.ନିତେଶ କୁମାର ସଂପ୍ରତ୍ତି କରୋନା ମହାମାରୀରୁ ରକ୍ଷା ପାଇବା ନିମନ୍ତେ ନିଜର ଭଜନ…
Read More...

କରୋନା ରୋଗୀଙ୍କ ଶବକୁ ଅସମ୍ମାନ: ଗାତରେ ଫିଙ୍ଗି ଚାଲିଗଲେ ସରକାରୀ କର୍ମଚାରୀ, ଭିଡିଓ ଭାଇରାଲ୍‌

ଚେନ୍ନଇ: କରୋନାକୁ ନେଇ ସାରା ବିଶ୍ୱ ଏବେ ଚିନ୍ତିତ ଥିବା ବେଳେ ପୁଡୁଚେରୀରେ କରୋନା ରୋଗୀଙ୍କ ମୃତଦେହକୁ ଅସମ୍ମାନ କରିବା ଘଟଣା ସାମାଜିକ ଗଣମାଧ୍ୟମରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କୋଭିଡ୍‍-୧୯ ରୋଗୀଙ୍କ ଶବକୁ…
Read More...

୩ ମୁଣ୍ଡ ନେଲାପରେ ହାଜତକୁ ଗଲା ବାଘ

ଭୋପାଳ: ଏଣକି ବୁଲିବା ଦିନ ସରିଗଲା। ଏବେ ଯିବ ହାଜତକୁ। ଦୀର୍ଘ ଦିନ ଧରି ଲୋକଙ୍କୁ ଆତଙ୍କିତ କରି ରଖିଥିବା ମହାରାଷ୍ଟ୍ରର ନରହନ୍ତା ବାଘକୁ ଏବେ ବନ ବିଭାଗର ଏକ ହାଜତ ମଧ୍ୟକୁ ପଠାଯାଇଛି । ୨୦୧୮ ମସିହାରେ ଏହି ବାଘ ମଣିଷ…
Read More...

ସଂକ୍ଷିପ୍ତ ​ହେବ ସିବିଏସ୍‌ଇ ସିଲାବସ୍‌ : ମାସେ ମଧ୍ୟରେ କାର୍ଯ୍ୟକାରୀ କରାଯିବ

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ପକ୍ଷରୁ ଚଳିତ ବର୍ଷ ପାଠ୍ୟକ୍ରମ ସଂକ୍ଷିପ୍ତ କରାଯିବ। କରୋନା ମହାମାରୀ ଯୋଗୁ ସ୍କୁଲ ବନ୍ଦ ଥିବାରୁ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ସିଲାବସ୍‌ ପ୍ରସ୍ତୁତ…
Read More...

ଖୋର୍ଦ୍ଧା ସବ୍‌ଜେଲ୍‌ରୁ ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ

ଭୁବନେଶ୍ବର : ଖୋର୍ଦ୍ଧା ସବ୍‌ଜେଲ୍‌ରେ ବିପୁଳ ପରିମାଣର ମାଦକଦ୍ରବ୍ୟ କାରବାର ସାଙ୍ଗକୁ ଧଳା ଜହର କାରବାରର ପର୍ଦାଫାଶ ହୋଇଛି। ଖୋର୍ଦ୍ଧା ସବ୍‌ଜେଲ୍‌ରେ ଖୁଲମ୍‌ଖୁଲା ମାଦକଦ୍ରବ୍ୟ କାରବାର ହେଉଥିବା ଅଭିଯୋଗ ଆସିଥିଲା।…
Read More...

ବାଣୀବିହାର ଅଧ୍ୟାପିକାଙ୍କ ଝିଅଙ୍କୁ କରୋନା, ୩ଟି ବିଭାଗ ସିଲ୍‌ କଲା ଉତ୍କଳ ବିଶ୍ବବିଦ୍ୟାଳୟ

ଭୁବନେଶ୍ବର : ବାଣୀବିହାର ଅଧ୍ୟାପିକାଙ୍କ ଝିଅ କରୋନା ଆକ୍ରାନ୍ତ ହୋଇଛନ୍ତି। ଅଧ୍ୟାପିକା ଝିଅ ସଂସ୍ପର୍ଶରେ ଆସିବା ପରେ ଅଫିସ୍‌ ଆସିଥିଲେ ଏବଂ କ୍ୟାମ୍ପସରେ ବୁଲାବୁଲି କରିଥିଲେ। ଏହା ଜଣାପଡ଼ିବା ପରେ ଉତ୍କଳ…
Read More...

କ୍ରିକେଟ ଗ୍ରାଉଣ୍ଡ ପରେ ଏବେ ପରଦାରେ ନଜର ଆସିବେ ହରଭଜନ; ସାମ୍ନାକୁ ଆସିଲା ଫିଲ୍ମର ପୋଷ୍ଟର

ମୁମ୍ବଇ: କ୍ରୀଡ଼ା କ୍ଷେତ୍ରରେ ଅଦମ୍ୟ ସଫଳତା ହାସଲ କରିବା ପରେ ଏବେ ଅଭିନୟ କ୍ଷେତ୍ରକୁ ଓହ୍ଲାଇଛନ୍ତି ଲୋକପ୍ରିୟ ଭାରତୀୟ କ୍ରିକେଟର୍‍ ହରଭଜନ ସିଂହ। ସାମାଜିକ ଗଣମାଧ୍ୟମରେ ହରଭଜନ ତାଙ୍କ ଅଭିନୀତ ପ୍ରଥମ ଫିଲ୍ମର ପୋଷ୍ଟର…
Read More...

ଦୀର୍ଘ ଦିନ ପରେ ଅଭିନୟ ଜଗତକୁ ଫେରିଲେ ସୁସ୍ମିତା: ରିଲିଜ୍‍ ହେଲା ‘ଆର୍ଯ୍ୟ’ର ଟ୍ରେଲର

ମୁମ୍ବଇ: ଦୀର୍ଘ ୫ ବର୍ଷ ପରେ ଅଭିନୟ ଜଗତକୁ ଫେରିଛନ୍ତି ବଲିଉଡ଼ ଅଭିନେତ୍ରୀ ସୁସ୍ମିତା ସେନ୍‍। ତାଙ୍କ ଅଭିନୀତ ୱେବ୍‍ ସିରିଜ୍‍ ‘ଆର୍ଯ୍ୟ’ର ଟ୍ରେଲର ରିଲିଜ୍‍ ହୋଇଯାଇଛି। ପ୍ରଥମ ଥର ପାଇଁ ଡିଜିଟାଲ ପ୍ଲାଟଫର୍ମକୁ…
Read More...

ନିଜ ଷ୍ଟାଫ୍‍ ମେମ୍ବରଙ୍କ ସୁରକ୍ଷା ପାଇଁ ଯତ୍ନବାନ୍‍ ଭାରତୀ; ଅର୍ଡର କଲେ ସବୁଠୁ ଭଲ ପିପିଇ କିଟ୍‌

ମୁମ୍ବଇ: ଏହି କରୋନା ମହାମାରୀ ସମୟରେ କେବଳ ନିଜର ନୁହେଁ ବରଂ ନିଜ କର୍ମଚାରୀମାନଙ୍କ ସୁରକ୍ଷା ପାଇଁ ମଧ୍ୟ ଚିନ୍ତିତ ଲୋକପ୍ରିୟ ହାସ୍ୟ କଳାକାର ଭାରତୀ ସିଂହ। ଷ୍ଟାଫ୍‍ ମେମ୍ବରଙ୍କ ସୁରକ୍ଷା ପାଇଁ ସେ ପିପିଇ କିଟ୍‌…
Read More...

ବ୍ୟବସାୟରେ କ୍ଷତି ହେଉଥିଲେ…..

ସାଧାରଣତଃ ବେଳେବେଳେ ଏମିତି ହୁଏ, ଯେତେ ପରିଶ୍ରମ କଲେ କଲେ ମଧ୍ୟ ବ୍ୟବସାୟରେ ବାରମ୍ବାରା କ୍ଷତି ସହିବାକୁ ପଡ଼େ। ଏଥିପାଇଁ ଅନେକ ଉପାୟ ଆପଣାଇ କୌଣସି ଫଳ ନ ପାଇ ଶେଷରେ ଆମେ ମାନସିକ ଦୁଶ୍ଚିନ୍ତାର ଶିକାର ହେଉ। କେହି…
Read More...

ଏମିତି ଏକ ରେଷ୍ଟୁରାଣ୍ଟ; ଯାହା ସମ୍ପୂର୍ଣ୍ଣ ଭାବେ ଲୁଣରେ ନିର୍ମିିତ

ନୂଆଦିଲ୍ଲୀ: ଏହି ଦୁନିଆରେ ଅନେକ ଆଶ୍ଚର୍ଯ୍ୟ ଦେଖିବାକୁ ମିଳେ। ଏପରି ଅନେକ ଜିନିଜ ଅଛି ଏହି ଦୁନିଆରେ ଯାହା ଅମାକୁ ହତବାକ୍‍ କରି ଦେଇଥାଏ। ଠିକ୍‍ ସେହିପରି ଏକ ଆଶ୍ଚର୍ଯ୍ୟକର ନିର୍ମାଣ ରହିଛି ଇରାନରେ। ଏଠାରେ ଏପରି ଏକ…
Read More...

ଜାହ୍ନବୀ ଓ ଖୁସିଙ୍କ ସହ ବୋନି କପୁରଙ୍କର ହେଲା କରୋନା ପରୀକ୍ଷା

ମୁମ୍ବଇ: ବଲିଉଡ଼ ଚଳଚ୍ଚିତ୍ର ନିର୍ମାତା ବୋନି କପୁରଙ୍କ ସମେତ ପରିବାର ଲୋକଙ୍କର କରୋନା ପରୀକ୍ଷା ହୋଇଛି। କିଛିଦିନ ପୂର୍ବରୁ ତାଙ୍କ ଘରେ କାମ କରୁଥିବା ତିନି ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ…
Read More...

ପଶ୍ଚିମବଙ୍ଗରେ ୧୦ ଜୁନ୍‌ରୁ ସିରିଏଲ୍ ଶୁଟିଂ ପାଇଁ ଅନୁମତି

କୋଲକାତା : ପ୍ରାୟ ଦୁଇମାସ ଲକଡାଉନ୍ ପରେ ଏବେ ଧୀରେ ଧୀରେ ଲକଡାଉନକୁ କୋହଳ କରାଯାଉଛି। ବର୍ତ୍ତମାନ ଲାଗୁ ହୋଇଥିବା ଅନଲକ୍-୧ରେ ଦେଶର ଅନେକ ରାଜ୍ୟରେ ଚଳପ୍ରଚଳ ପାଇଁ ଅନୁମତି ଦିଆଯିବା ସହ ଜରୁରୀ ଦୋକାନ ବଜାର ଖୋଲିବାକୁ…
Read More...

ବାସୁ ଚାଟାର୍ଜୀଙ୍କ କେତୋଟି ପ୍ରମୁଖ ଚଳଚ୍ଚିତ୍ର : ପ୍ରତ୍ୟେକ ଚଳଚ୍ଚିତ୍ର ଚୋରି କରିଛି ଦର୍ଶକଙ୍କ ହୃଦୟ

ମୁମ୍ବଇ : ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ବାସୁ ଚାଟାର୍ଜୀଙ୍କର ବିୟୋଗ ହୋଇଛି। ସେ ଗୁରୁବାର ୯୩ ବର୍ଷ ବୟସରେ ମୁମ୍ବଇସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ସେ ଦୀର୍ଘ ଦିନ ଧରି…
Read More...

ଓଡ଼ିଶାର ସୋନୁ ସୁଦ୍‍ ସବ୍ୟସାଚୀ; ବେଙ୍ଗାଲୁରୁରୁ ଏକ ପରିବାରକୁ ବିମାନ ଯୋଗେ ଓଡ଼ିଶା ଫେରାଇ ଆଣିଲେ

ଭୁବନେଶ୍ୱର: ବଲିଉଡ଼ ଅଭିନେତା ସୋନୁ ସୁଦ୍‍ଙ୍କ ପରେ ବାହାର ରାଜ୍ୟରେ ଫସିଥିବା ଓଡ଼ିଆଙ୍କ ପାଇଁ ଦେବଦୂତ ସାଜିଲେ ଓଲିଉଡ଼ ଅଭିନେତା ସବ୍ୟସାଚୀ ମିଶ୍ର। ପୂର୍ବରୁ କେବଳ ରାଜ୍ୟ ଭିତରେ ଥିବା ଲୋକଙ୍କୁ ସାହାଯ୍ୟ କରୁଥିବା…
Read More...

ଖରାଦିନେ ଏସବୁ ଖାଦ୍ୟଠାରୁ ରୁହନ୍ତ ଦୂରେଇ, ନଚେତ୍‍ ଭୋଗିବାକୁ ପଡ଼ିବ ଅନେକ ସ୍ୱାସ୍ଥ୍ୟ ସମସ୍ୟା

ଖରାଦିନେ ସାଧାରଣତଃ ଖାଦ୍ୟପେୟକୁ ନେଇ ଅଧିକ ସଚେତନ ରହିବାକୁ ପଡ଼ିଥାଏ। କାରଣ ଏହିଦିନେ ଖାଦ୍ୟପେୟରେ ସାମାନ୍ୟ ଅବହେଳା ଯୋଗୁଁ ଆମକୁ ବଡ଼ ବଡ଼ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏପରି କିଛି ଖାଦ୍ୟ ଅଛି ଯାହାକୁ…
Read More...

ମାସ ଆରମ୍ଭରେ କରନ୍ତୁ ଏହି କାମ: ଦୂର ହେବ ସମସ୍ତ ସମସ୍ୟା, ମିଳିବ ଶୁଭ ଫଳ

ସାଧାରଣତଃ ଆମେ ସମସ୍ତେ ଚାହାନ୍ତି ଆମ ଦିନଟି କିପରି ଭଲରେ କଟୁ। ତେଣୁ ସକାଳୁ ଉଠି ପୂଜା ପାଠ କରିବା ସହ କେହି କେହି ଅନ୍ୟ କିଛି ଉପାୟ ମଧ୍ୟ ଆପଣାଇ ଥାଆନ୍ତି। ତେବେ କ’ଣ ଆପଣ ଜାଣନ୍ତି, ବାସ୍ତୁ ଅନୁସାରେ ମାସ ଆରମ୍ଭରୁ…
Read More...

ଫେରିଲେ ବାଟହୁଡ଼ି ତାମିଲନାଡୁରୁ ନାଗପୁର ଯାଇଥିବା ଓଡ଼ିଆ​‌ ପ୍ରବାସୀ

ଝାରସୁଗୁଡ଼ା : କରୋନା ମହାମାରୀ ପାଇଁ ପ୍ରବାସୀ ଶ୍ରମିକଙ୍କ ପଳାୟନ ଲାଗି ରହିଛି। ଏମିତିରେ ଅନେକ ପ୍ରବାସୀ ବିଭିନ୍ନ ଶ୍ରମିକ ଟ୍ରେନରେ ନିଜର ଗନ୍ତବ୍ୟ ସ୍ଥାନକୁ ନଯାଇ ଅନ୍ୟତ୍ର ଚାଲି ଯାଉଛନ୍ତି; ଫଳରେ ସେମାନେ ନାହିଁ…
Read More...

ଆଦର୍ଶ ବିବାହ : ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବିବାହ ଖର୍ଚ୍ଚ ପ୍ରଦାନ କଲେ ନବ ଦମ୍ପତି

ଭୁବନେଶ୍ବର : କରୋନା ଲକଡାଉନ୍ ମଧ୍ୟରେ ପୂର୍ବ ନିର୍ଦ୍ଧାରିତ ତିଥିରେ ସରକାରଙ୍କ ନିୟମକୁ ପ୍ରଧାନ୍ୟ ଦେଇ ବିନା ବରଯାତ୍ରୀ, ବିନା ରୋଷଣୀରେ ନିରାଡ଼ମ୍ବର ଭାବେ କଟକରେ ବିବାହ କରିଛନ୍ତି ବିଜେଡ଼ିର ରାଜ୍ୟ ସାଧାରଣ…
Read More...

୧୦୦ କୋଟି ବଜେଟରେ ନିର୍ମିତ ପ୍ରଥମ ଧାରାବାହିକ ଥିଲା ସିଦ୍ଧାର୍ଥ ତିୱାରୀଙ୍କ ‘ମହାଭାରତ’

ମୁମ୍ବଇ: ସିଦ୍ଧାର୍ଥ କୁମାର ତିୱାରୀଙ୍କ ନିର୍ଦ୍ଦେଶିତ ‘ମହାଭାରତ’ ଧାରାବାହିକ କାହାକୁ ଅବା ଭଲ ନ ଲାଗେ। ୨୦୧୩ରେ ଷ୍ଟାରପ୍ଲସରେ ପ୍ରସାରିତ ହୋଇଥିବା ଏହି ଧାରାବାହିକ ଦେଖିବା ପାଇଁ ଲୋକେ ନିଜ କାମ ଭୁଲି ଯାଉଥିଲେ। ଏହି…
Read More...

ସଲମାନଙ୍କ ଫିଲ୍ମରୁ କ୍ୟାରିଅର ଆରମ୍ଭ କରି ବଲିଉଡରେ ରାଜ୍ କରିଥିଲା ସାଜିଦ-ୱାଜିଦଙ୍କ ଯୋଡି

ମୁମ୍ବଇ : ବଲିଉଡର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଓ୍ୱାଜିଦ ଖାନଙ୍କ ୪୨ ବର୍ଷ ବୟସରେ ରବିବାର ରାତିରେ ମୁମ୍ବଇର ଏକ ହସ୍ପିଟାଲରେ ଦେହାନ୍ତ ହୋଇଛି। ତାଙ୍କ ଦେହାନ୍ତରେ ବଲିଉଡକୁ ଏକ ଶକ୍ତ ଧକ୍କା ଲାଗିଛି। ଓ୍ୱାଜିଦଙ୍କ…
Read More...

କରୋନା ମୁକାବିଲା: ୩୦ ଜିଲାର ୨୪୯ ଡାକ୍ତର, ୨୭୩ ସେବିକାଙ୍କୁ ତାଲିମ

ଭୁବନେଶ୍ବର : କରୋନା ସଂକ୍ରମଣର ଦୃଢ଼ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଷଷ୍ଠ ପର୍ଯ୍ୟାୟ କୋଭିଡ୍‌ କ୍ରିଟିକାଲ୍‌ କେୟାର ତାଲିମ ଶିବିର ଶେଷ ହୋଇଛି। ଏଥିରେ ଦୀର୍ଘ ୪୫ ଦିନ ଧରି ୩୦ଟି ଜିଲ୍ଲାର ୨୪୯…
Read More...

ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ତାମିଲନାଡୁରୁ ରାଉରକେଲା ଆସିଲେ ପ୍ରବାସୀ ଶ୍ରମିକ

ରାଉରକେଲା : କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ସାରା ଦେଶକୁ ଲକ୍‌ଡାଉନ୍‌ କରାଯାଇଛି। ଫଳରେ କାମଧନ୍ଦା ଓ ବେରୋଜଗାର ହେବାକୁ ଘର ମୁହଁ ହୋଇଛନ୍ତି ପ୍ରବାସୀ ଶ୍ରମିକ। ଏବେ ସେମାନେ ଲକଡାଉନ ପାଇଁ ଘରକୁ ବାହୁଡୁଛନ୍ତି ।…
Read More...

ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ଲିଙ୍ଗରାଜ ସେବାୟତଙ୍କୁ ସହାୟତା ମିଳୁ : ଏକାମ୍ର ବିଜେପି

ଭୁବନେଶ୍ବର : କରୋନା ମହାମାରୀ ସଂକ୍ରମଣ ଆଶଙ୍କାରେ ସାରା ଦେଶରେ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ବର ଶ୍ରୀଲିଙ୍ଗରାଜ ମନ୍ଦିର ମଧ୍ୟ ବନ୍ଦ ରହିଛି। ଶ୍ରଦ୍ଧାଳୁମାନଙ୍କୁ ମନ୍ଦିର ଭିତରକୁ…
Read More...

ନ୍ୟୁଜିଲ୍ୟାଣ୍ଡ କିପରି ଆବିଷ୍କୃତ ହେଲା? କାହାଣୀ ଅତ୍ୟନ୍ତ କୌତୁହଳପୂର୍ଣ୍ଣ

ନୂଆଦିଲ୍ଲୀ:  ଆପଣ ନ୍ୟୁଜିଲ୍ୟାଣ୍ଡ ବିଷୟରେ ନିଶ୍ଚୟ ଜାଣିଥିବେ, କାରଣ ଏହି ଦେଶର କ୍ରିକେଟ୍ ଦଳ ଦୁନିଆର ସର୍ବୋତ୍ତମ ଦଳ ଭାବରେ ପରିଗଣିତ ହୁଏ। କିନ୍ତୁ ଆପଣ ନ୍ୟୁଜିଲ୍ୟାଣ୍ଡର ପୁରା ଇତିହାସ ଜାଣିଛନ୍ତି କି? ଯେପରି -…
Read More...

ବର୍ଷା ପରେ ଆକାଶରେ ଇନ୍ଦ୍ରଧନୁ ସୃଷ୍ଟି ହୁଏ କାହିଁକି ?

ସମାଜ ପୋର୍ଟାଲ ଡେସ୍କ: ସାଧାରଣତଃ ସମସ୍ତେ ଇନ୍ଦ୍ରଧନୁ ଦେଖିଥିବେ। ବର୍ଷାଦିନେ ଏହା ଅଧିକାଂଶ ସମୟରେ ଦେଖାଯାଏ। ବାସ୍ତବରେ, ଅନେକ ରଙ୍ଗ ଏକାସାଙ୍ଗରେ ଆକାଶରେ ଦେଖାଯାଏ, ଯାହା ଧନୁ ପରି, ତେଣୁ ସେମାନଙ୍କୁ ଇନ୍ଦ୍ରଧନୁ…
Read More...

ବିଚିତ୍ର ପରମ୍ପରା: ପୂର୍ବପୁରୁଷଙ୍କ କେଶରେ ସଜେଇ ହୁଅନ୍ତି ଏଠାକାର ମହିଳା

ନୂଆଦିଲ୍ଲୀ: ବିଶ୍ୱର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ତେବେ କିଛି ସ୍ଥାନରେ ଏପରି କିଛି ପରମ୍ପରା ଅଛି, ଯାହା ଆମକୁ ଆଶ୍ଚର୍ଯ୍ୟ କରିଦେଇଥାଏ। ଠିକ୍‍ ଏମିତି ହିଁ କିଛି ଆଶ୍ଚର୍ଯ୍ୟକର ପରମ୍ପରା ରହିଛି…
Read More...

ହଟଷ୍ଟାରରେ ରିଲିଜ୍‍ ହେବ ଅକ୍ଷୟଙ୍କ ‘ଲକ୍ଷ୍ମୀ ବମ୍‍’!

ମୁମ୍ବଇ: ବଲିଉଡ଼ର ଖିଲାଡ଼ି ବୟ ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଲକ୍ଷ୍ମୀ ବମ୍‍’କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପ୍ରେକ୍ଷାଳୟରେ ନୁହେଁ ବରଂ ଦର୍ଶକ ଏହାକୁ ଘରେ ବସି ଦେଖିପାରିବେ। ମିଳିଥିବା ସୂଚନା…
Read More...

ଆସାମରେ ବନ୍ୟା : ୬ ମୃତ, ୩.୭ ଲକ୍ଷ ଲୋକ ପ୍ରଭାବିତ

ଗୌହାଟି : ଦେଶରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଆସାମରେ ବନ୍ୟା ଆସିବା ଯୋଗୁ ୬ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି। ତା’ଛଡା ୩.୭ ଲକ୍ଷ ଲୋକ ଏଥିରେ ପ୍ରଭାବିତ ହୋଇଥିବା ଜଣାପଡିଛି। କୃଷକ, ମତ୍ସ୍ୟଜୀବୀଙ୍କ ସମେତ…
Read More...

ନିଆରା ଢ଼ଙ୍ଗରେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲା କଂଗ୍ରେସ

ଭୁବନେଶ୍ୱର : ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନ ପରିସରରେ ମହାମାରୀ କରୋନାକୁ ପ୍ରତିହତ କରିବା ନିମନ୍ତେ କାର୍ଯ୍ୟରତ ସମସ୍ତ ବର୍ଗର ଭାଇ ଓ…
Read More...

ନବୀନ ନିବାସରେ ‘ବନ୍ଦେ ଉତ୍କଳ ଜନନୀ’ ଗାଇଲେ ନବୀନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ସମଗ୍ର ବିଶ୍ୱର ବିଭିନ୍ନ ସ୍ଥାନରେ ରହିଥିବା ଓଡ଼ିଆ ଭାଇଭଉଣୀମାନେ କୋଭିଡ୍‌ ଯୋଦ୍ଧାମାନଙ୍କ ନିଷ୍ଠା, ତ୍ୟାଗ ଓ ସେବାକୁ ସମ୍ମାନ ଜଣାଇ ସନ୍ଧ୍ୟା…
Read More...

ନୀଳଗିରି ବ୍ଲକ ଅଧ୍ୟକ୍ଷାଙ୍କୁ ମରଣାନ୍ତକ ଆକ୍ରମଣ

ନୀଳଗିରି: ବାଲେଶ୍ୱର ଜିଲା ଅଧୀନ ନୀଳଗିରି ବ୍ଲକର ଅଧ୍ୟକ୍ଷାଙ୍କୁ କେତେକ ଦୁର୍ବୃତ୍ତ ରାତିଅଧିଆ ମରଣାନ୍ତକ ଆକ୍ରମଣ କରିଛନ୍ତି। ଆକ୍ରମଣ କରିବା ପରେ ଅଭିଯୁକ୍ତମାନେ ଏକ ନିର୍ଦ୍ଦିଷ୍ଟ ଦଳର ପତାକା ଧରି ଜୟଗାନ କରିବା ସହ…
Read More...

ଆସନ୍ତାକାଲି ଡିଜିଟାଲ୍‍ ପ୍ଲାଟଫର୍ମ ଜରିଆରେ ପାର୍ଟିର କାର୍ଯ୍ୟକର୍ତ୍ତା ଓ ଦେଶବାସୀଙ୍କୁ ସମ୍ବୋଧନ କରିବେ ଜେ.ପି.ନଡ୍ଡା

ଭୂବନେଶ୍ୱର : ବିଶ୍ୱର ସବୁଠୁ ଅଧିକ ଲୋକପ୍ରିୟ ନେତା ଏବଂ ଭାରତବର୍ଷର ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ମୋଦୀ-୨.୦ ସରକାରର ପ୍ରଥମ ବର୍ଷ ଆସନ୍ତାକାଲି ୩୦ ମେ ୨୦୨୦ରେ ପୂର୍ତ୍ତି ହେବାକୁ…
Read More...

ବଲିଉଡରେ ଏଣ୍ଟ୍ରି କରିବେ ହ୍ରିତିକ ରୋଶନଙ୍କ ଭଉଣୀ !

ମୁମ୍ବଇ : ଅଭିନେତା ହ୍ରିତିକ ରୋଶନଙ୍କ ଭଉଣୀ ପଶ୍ଚିମା ଆଗାମୀ ଦିନରେ ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ପଶ୍ଚିମାଙ୍କ ଅସାଧାରଣ ପ୍ରତିଭା ସମ୍ପର୍କରେ ହ୍ରିତିକ ଟ୍ବିଟ କରିବା ପରେ ଏ ନେଇ ଚର୍ଚା ଆରମ୍ଭ ହୋଇଛି।…
Read More...

ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଲେ ଫ୍ରାନ୍ସ, ଇଟାଲୀ ଏବଂ ବେଲଜିୟମ

ପ୍ୟାରିସ : ସମଗ୍ର ବିଶ୍ୱ କରୋନା ମହାମାରୀରେ ପୀଡିତ। ଏହି ରୋଗ ପାଇଁ କୌଣସି ଔଷଧ କିମ୍ବା ଟିକା ଏପର୍ୟ୍ୟନ୍ତ ବାହାରି ନାହିଁ। ତେବେ ଆଣ୍ଟି-ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନର ବ୍ୟବହାର କରୋନା ଚିକିତ୍ସା…
Read More...

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ସୋସିଆଲ ମିଡିଆରେ ଦାବି ରଖିଲା କଂଗ୍ରେସ

ପାଟଣା : କରୋନା କଟକଣା ସମୟରେ ସଭାସମିତି ଓ ସାମବେଶରେ ଦାବି ରଖିବା ବର୍ତ୍ତମାନ ପାଇଁ ସମ୍ଭବ ନ ଥିବାରୁ ଜାତୀୟ କଂଗ୍ରେସ ଡାକରାରେ କଂଗ୍ରେସ ନେତା ଓ କର୍ମୀମାନେ ଆଜି ସୋସିଆଲ ମିଡିଆରେ ଅଭିନବ ଢଙ୍ଗରେ କେନ୍ଦ୍ର ଓ…
Read More...

କୋଭିଡ୍‌-୧୯ ଚିନ୍ତା : ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ରାୟଗଡ଼ା ଜିଲ୍ଲା ଉନ୍ନୟନ କାର୍ଯ୍ୟ…

ଭୁବନେଶ୍ୱର : ଆଜି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଏକ ଉଚ୍ଚସ୍ତରୀୟ ବୈଠକରେ ରାୟଗଡ଼ା ଜିଲାର ବିଭନ୍ନି ସଙ୍ଗରୋଧ କେନ୍ଦ୍ରର ପରିଚାଳନା, ଟିଏମ୍‌ସି ସେଣ୍ଟର (ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର)ପରିଚାଳନା,…
Read More...

‘ବିଶ୍ବରୂପମ୍‌’ ଫିଲ୍ମର ଅଭିନେତ୍ରୀ ପୂଜାଙ୍କ ସହ ଡେଟିଂ କରୁଛନ୍ତି ସୁପରଷ୍ଟାର କମଲ ହାସନ

ନୂଆଦିଲ୍ଲୀ : ସୁପରଷ୍ଟାର କମଲ ହାସନ ତାଙ୍କ ଦ୍ବାରା ପ୍ରଯୋଜିତ ଓ ନିର୍ଦେଶିତ ତାମିଲ୍‌ ଫିଲ୍ମ ‘ବିଶ୍ବରୂପମ’ ସିରିଜ୍‌ର ସହ ଅଭିନେତ୍ରୀ ପୂଜାଙ୍କ ସହ ଡେଟିଂ କରୁଛନ୍ତି ବୋଲି ଇଣ୍ଟରନେଟ୍‌ରେ ଝଡ଼ ସୃଷ୍ଟି କରିଥିବା ଗୁଜବ…
Read More...

ଗ୍ରାମାଞ୍ଚଳରେ କ୍ୱାରେଣ୍ଟାଇନ୍‌ ସ୍ୱାସ୍ଥ୍ୟସେବାକୁ ସଶକ୍ତ ପାଇଁ ୧୬,୬୬୩ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର

ଭୁବନେଶ୍ବର : କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ କ୍ୱାରେଣ୍ଟାଇନ୍‌ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୧୬,୬୬୩ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛି। ଏଥିରେ…
Read More...

କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନ: ୨୪ଘଣ୍ଟାରେ ୧୦ ମାମଲା, ୧୮ ଗିରଫ

ଭୁବନେଶ୍ବର : ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ୧୦ଟି ମାମଲା ଦାୟର କରାଯାଇଛି। ଏଥି ମଧ୍ୟରୁ ୬ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୩ଟି…
Read More...

ସଡ଼କ ଦୁର୍ଘଟଣାରେ କନ୍ନଡ଼ ଟେଲିଭିଜନ ଅଭିନେତ୍ରୀ ମେବିନା ମାଇକେଲଙ୍କ ମୃତ୍ୟୁ

ବେଙ୍ଗାଲୁରୁ : କନ୍ନଡ଼ ଟେଲିଭିଜନ ଅଭିନେତ୍ରୀ ମେବିନା ମାଇକେଲଙ୍କ ପ୍ରଶଂସକଙ୍କ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ବୁଧବାର ମେବିନା ମାଇକେଲଙ୍କର ମୃତ୍ୟୁ ହୋଇଛି। ତାଙ୍କୁ ମାତ୍ର…
Read More...

ଆରଡିପୀଠରେ ୧୪୪ଧାରା ଜାରି : ବିନା ଆଡମ୍ବରରେ ସମ୍ପନ୍ନ ହେଲା ଆଖଣ୍ଡଳମଣିଙ୍କ ବିବାହ

ଆରଡି : ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ପଞ୍ଚମୀ ତଥି ଅବସରରେ ବୁଧବାର ଦେବଦେବ ମହାଦେବ ବାବା ଆଖଣ୍ଡଳମଣିଙ୍କ ସହ ମାତା ପାର୍ବତୀଙ୍କର ବିବାହ ଉତ୍ସବ ସମ୍ପନ୍ନ ହୋଇଛି। ମହାମାରୀ କରୋନା ପାଇଁ ଲକଡାଉନ ଜାରି ରହିଥିବା ବେଳେ…
Read More...

ଆଇସିୟୁରେ ବିଜୟ ମହାନ୍ତି : ସ୍ବାସ୍ଥ୍ୟାବସ୍ଥା ସ୍ଥିର, ଆଶୁ ଆରୋଗ୍ୟ କାମନା କଲା ଓଲିଉଡ ପରିବାର

ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ର ଜଗତର ଅପ୍ରତିଦ୍ବନ୍ଦ୍ବୀ ଅଭିନେତା, ନିର୍ଦେଶକ ବିଜୟ ମହାନ୍ତି ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ହାଇଦରାବାଦର ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେ…
Read More...

କରଣ ଜୋହରଙ୍କ ଦୁଇ କର୍ମଚାରୀ କରୋନା ସଂକ୍ରମିତ

ମୁମ୍ବଇ : ବଲିଉଡର ଜଣାଶୁଣା ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହରଙ୍କ ଦୁଇ ଜଣ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। କରଣଙ୍କ ଘରେ ଏହି ଦୁଇ କରୋନା ସଂକ୍ରମିତ କାମ କରୁଥିବା ଜଣାପଡିଛି। ଏ ସମ୍ପର୍କରେ ସୂଚନା…
Read More...

ଜିଲାରେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ‘କୋଭିଡ-୧୯’ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ କେବେ?

କେନ୍ଦୁଝରଗଡ : କେନ୍ଦୁଝର ସହର ଉପକଣ୍ଠ ରାଙ୍କିସ୍ଥିତ ନବନିର୍ମିତ ‘ଅନ୍ୱେଷା’ ହଷ୍ଟେଲକୁ ଅସ୍ଥାୟୀ ଭାବେ ‘କୋଭିଡ-୧୯ ହସ୍ପିଟାଲ’ କାର୍ଯ୍ୟକ୍ଷମ ନେଇ ଉତ୍କଳ ହସ୍ପିଟାଲ ପ୍ରା.ଲିଃ. ଭୁବନେଶ୍ୱର ସହ ଗତ ଅପ୍ରେଲ ୬ ତାରିଖରେ…
Read More...

ଝାରସୁଗୁଡାରେ ହେବ ମଦ ହୋମ ଡେଲିଭରୀ : ମଙ୍ଗଳବାର ଷ୍ଟକ ଯାଞ୍ଚ

ବ୍ରଜରାଜନଗର : ଲକ୍ ଡାଉନ୍ ପ୍ରଭାବରେ ପ୍ରାୟ ଦୁଇ ମାସ ଧରି ବନ୍ଦ ରହିଥିଲା ରାଜ୍ୟର ସମସ୍ତ ବିଦେଶୀ ମଦ ଦୋକାନ। ହେଲେ ରାଜ୍ୟ ସରକାର ମଦ ହୋମ ଡେଲିଭରି ପାଇଁ ଶନିବାର ଅନୁମତି ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ…
Read More...

କେନ୍ଦୁଝରରେ ଆଉ ୪ କରୋନା ପଜିଟିଭ ଚିହ୍ନଟ

କେନ୍ଦୁଝରଗଡ : ଚମ୍ପୁଆରୁ ରବିବାର ସନ୍ଧ୍ୟାରେ ଜଣେ, ସୋମବାର ହରିଚନ୍ଦନପୁର ବ୍ଲକ ଜିରାଙ୍ଗ ପଞ୍ଚାୟତରୁ ଜଣେ, ପାଟଣା ବ୍ଲକ ଓ ହାଟଡ଼ିହି ବ୍ଲକର ଜଣେ ନୂତନ କରୋନା ପଜିଟିଭ ଚିହ୍ନଟକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ…
Read More...

କରୋନା ଭୟ: ଓଡ଼ିଶା ଫେରିଲେଣି ୨,୮୬୦୨୦ ପ୍ରବାସୀ

ଭୁବନେଶ୍ୱର : କୋଭିଡ୍‌-୧୯ ମୁକାବିଲା ପାଇଁ ଗ୍ରାମାଞ୍ଚଳରେ ସଙ୍ଗରୋଧକୁ ‌ ସଶକ୍ତ କରାଯାଇଛି। ଏଥିପାଇଁ ଗ୍ରାମାଞ୍ଚଳରେ ୬୭୯୮ ଗ୍ରାମ ପଞ୍ଚାୟତରେ ୧୬,୬୨୬ ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛି। ଏଥିରେ ମୋଟ…
Read More...

କରୋନା ଯୋଦ୍ଧା ଭାବେ ଡାକ୍ତର ଓ ନର୍ସଙ୍କୁ ସମ୍ବର୍ଦ୍ଧନା ଦେଲା ତୁଷାର ଚାରିଟେବୁଲ୍ ଟ୍ରଷ୍ଟ

ଭୁବନେଶ୍ୱର: କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ସାରା ଦେଶ ଲଢ଼େଇ କରୁଛି। ଏହି ଲଢେଇର ଆଗଧାଡ଼ିର ଯୋଦ୍ଧା ହେଉଛନ୍ତି ଡାକ୍ତର ଓ ନର୍ସ। ସେମାନଙ୍କ ଅକ୍ଲାନ୍ତ ପରିଶ୍ରମ ଏବଂ ଉତ୍ସର୍ଗିକୃତ ସେବା ମନୋଭାବ ଯୋଗୁ…
Read More...

କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନ: ୨୪ ଘଣ୍ଟାରେ ୬ ମାମଲା, ୩୧ ଗିରଫ

ଭୁବନେଶ୍ବର : ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ୬ଟି ମାମଲା ଦାୟର କରାଯାଇଛି। ଏଥି ମଧ୍ୟରୁ ୫ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୧ଟି…
Read More...

ଅଦ୍ଭୁତ ପରମ୍ପରା: ପରିବାରରେ କାହାର ମୃତ୍ୟୁ ହେଲେ, କାଟିବାକୁ ପଡ଼େ ଘରର ମହିଳାଙ୍କ ଆଙ୍ଗୁଠି

ନୂଆଦିଲ୍ଲୀ: ଦୁନିଆର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ହେଲେ ଏପରି କିଛି ପ୍ରଥା ବା ପରମ୍ପରା ରହିଛି, ଯାହା ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ଅନୁଭୂତ ହୋଇଥାଏ। ଠିକ୍‍ ସେହିଭଳି ଏକ ଅଦ୍ଭୁତ ପରମ୍ପରା…
Read More...

ବଲିଉଡ଼ ଅଭିନେତା କିରଣ କୁମାର କରୋନା ପଜିଟିଭ୍‍

ମୁମ୍ବଇ: ଲୋକପ୍ରିୟ ବଲିଉଡ ଅଭିନେତା କିରଣ କୁମାର କରୋନାର ଶୀକାର ହୋଇଥିବା ଜଣାପଡିଛି। ତାଙ୍କ ରିପୋର୍ଟ ପଜିଟିଭ୍‍ ଆସିଥିବା କିରଣ ନିଜେ ସୂଚନା ଦେଇଛନ୍ତି। ମିଳିଥିବା ଖବର ମୁତାବକ, କିରଣଙ୍କଠାରେ କରୋନା ଭାଇରସର…
Read More...

ବାଦୁଡିଙ୍କୁ ଚଳିତ ବର୍ଷ ପାଣିପାଗ ସୁହାଇଲା

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ପାଟଣା ମେଡିକାଲ ନିକଟରେ ଏକ ବଡ ତେନ୍ତୁଳି ଗଛ ରାତ୍ରିଚର ବାଦୁଡିଙ୍କ ପାଇଁ ବର୍ଷ ତମାମ ଦିନ ସମୟରେ ଆଶ୍ରୟ ସ୍ଥଳ ପାଲଟି ଥିବା ବେଳେ ଘଟଗାଁ ବ୍ଳକ ହଳଧରପୁର ଗ୍ରାମର ଏକ…
Read More...