ବ୍ରଏଲର ଦୋକାନୀକୁ ମରଣାନ୍ତକ ଆକ୍ରମଣ ଯୁବକ ଗିରଫ

ପାଟଣା : କେନ୍ଦୁଝର ଜିଲା ଘଟଗାଁ ଥାନା ଅନ୍ତର୍ଗତ ସୁନାରିପଶି ଗ୍ରାମର ଚନ୍ଦ୍ରଚନ୍ଦ୍ରମଣି ବେହେରା(୫୬) ନାମକ ଜଣେ ବ୍ରଏଲର ଦୋକାନୀକୁ ଗାଁ ଦାଣ୍ଡରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଆକ୍ରମଣରେ ଚନ୍ଦ୍ରମଣିଙ୍କ ହାତ…
Read More...

ବିବାହ କରିବେ ‘ବାହୁବଳୀ’ ରାଣା

ହାଇଦରାବାଦ୍ ‌: ସୁପରଡୁପର ହିଟ୍‌ ଫିଲ୍ମ ‘ବାହୁବଳୀ’ ତାରକା ଅଭିନେତା ରାଣା ଡଗୁବଟି ଖୁବ୍‌ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ରାଣାଙ୍କ ବିବାହ ଖବର ପ୍ରଚାରିତ ହେବା ପରେ ଶୁଭେଚ୍ଛୁ ଓ ପ୍ରଶଂସକମାନେ ଖୁସି ଜାହିର…
Read More...

କେନ୍ଦୁପତ୍ର ତୋଳାଳିଙ୍କୁ ହାତୀ ଦଳିଦେଲା

ନାକଟଈଦେଉଳ : ସମ୍ବଲପୁର ଜିଲା ନାକଟୀଦେଉଳ ବନାଞ୍ଚଳ ବାଟଗାଁ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବେଠିଆବେର୍ଣ୍ଣୀ ଗ୍ରାମରେ ଶନିବାର ହାତୀ ଆକ୍ରମଣରେ ଜଣେ ବୃଦ୍ଧା କେନ୍ଦୁପତ୍ର ତୋଳାଳିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକ…
Read More...

‘ପାତାଲ୍‍ ଲୋକ’ ଦେଖି ଜୟଦୀପ ଅହଲାୱତଙ୍କ ପ୍ରଶଂସାରେ ଶତମୁଖ ଆଲିୟା

ମୁମ୍ବଇ: ଅନୁଷ୍କା ଶର୍ମାଙ୍କ ପ୍ରଯୋଜିତ ୱେବ୍‍ସିରିଜ୍‍ ‘ପାତାଲ୍‍ ଲୋକ’ ଦେଖି ଅଭିନେତା ଜୟଦୀପ ଅହଲାୱତଙ୍କ ଅଭିନୟରେ ବିମୁଗ୍ଧ ହୋଇଯାଇଛନ୍ତି ବଲିଉଡ଼ ଅଭିନେତ୍ରୀ ଆଲିୟା ଭଟ୍ଟ। ସାମାଜିକ ଗଣମାଧ୍ୟମ ଜରିଆରେ ଆଲିୟା…
Read More...

ଅମ୍ପନ ମୁକାବିଲା: ବାତ୍ୟାରେ କ୍ଷତିଗ୍ରସ୍ତ ବିଦ୍ୟୁତ୍‌ ସେବା ପୁନରୁଦ୍ଧାର କର୍ମଚାରୀଙ୍କ କାର୍ଯ୍ୟଶୈଳୀକୁ…

ଭୁବନେଶ୍ୱର : ଅମ୍ପନ ବାତ୍ୟାରେ କ୍ଷତିଗ୍ରସ୍ତ ବିଦ୍ୟୁତ୍‌ ସେବାକୁ ସ୍ୱାଭାବିକ କରିବା ପାଇଁ ବିଦ୍ୟୁତ୍‌ ବିଭାଗ କର୍ମଚାରୀମାନେ ଦିନରାତି ଅବିରତ ଭାବେ କାର୍ଯ୍ୟ କରୁଛନ୍ତି। ବାତ୍ୟାରେ କ୍ଷତିଗ୍ରସ୍ତ ବିଦ୍ୟୁତ୍‌ ସେବା…
Read More...

ମହିଳାଙ୍କୁ ଅସଦାଚରଣ ଅଭିଯୋଗ

ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ନରସିଂହପୁର ଅଞ୍ଚଳର ଜଣେ ମହିଳାଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ନରସିଂହପୁର ଗାଁର ପ୍ରତାପ ଚନ୍ଦ୍ର ଖଟୁଆଙ୍କ ସ୍ତ୍ରୀ କବିତା(୨୬) ଘରେ ଥିବା ସମୟରେ ସେହି…
Read More...

ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୩ ଲକ୍ଷ ଟଙ୍କା ଦାନ

ପାଟଣା : ପାଟଣା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କରୋନା ରିଲିଫ ପାଣ୍ଠିକୁ ୩ ଲକ୍ଷ ୨୩ ହଜାର ୪ ଶହ ଟଙ୍କା ପ୍ରଦାନ କରାଯାଇଛି । ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ…
Read More...

‘ରେଡ୍‌ ସ୍ବସ୍ତିକ୍’ର କରୋନା ସହାୟତା: କମିଶନରେଟ୍‌ ପୁଲିସକୁ ୫୦୦ ଭାଇଜର୍‌, ସଫେଇ କର୍ମଚାରୀଙ୍କୁ ଶୁଖିଲା ଖାଦ୍ୟ…

ଭୁବନେଶ୍ୱର : କରୋନା ମହାମାରୀ ସଂକ୍ରମଣକୁ ପ୍ରତିହତ ଓ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ପୁଲିସ୍ ବାହିନୀ ସବୁବେଳେ ପ୍ରସ୍ତୁତ ରହିଛି। କରୋନା ସଂକ୍ରମଣକୁ ଭୟ ନକରି ସେମାନେ ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି ଓ କରୋନା…
Read More...

ସରକାର ଚାଷୀଙ୍କୁ ଋଣର ମାୟା ଜାଲରେ ଛନ୍ଦନ୍ତୁ ନାହିଁ : କଂଗ୍ରେସ

ଭୁବନେଶ୍ଵର : କରୋନା ମହାମାରୀ ଜନିତ ତାଲାବନ୍ଦ ପରେ ପରେ ଅମ୍ପନ ମହାବାତ୍ୟା ଚାଷୀକୁଳର ମେରୁଦଣ୍ଡକୁ ସମ୍ପୂର୍ଣ୍ଣ ଭାଙ୍ଗିଦେଇଛି। ଚାଷୀକୁଳକୁ ରବି ଫସଲର କ୍ଷତି ମ୍ରିୟମାଣ କରି ଦେଇଥିବା ବେଳେ ଖରିଫ ଫସଲକୁ କିଭଳି…
Read More...

୪ ପଥର ବୋଝେଇ ଟ୍ରକରୁ ୪୦ ହଜାର ଟଙ୍କା ଆଦାୟ

ଖୁଣ୍ଟା : ଖୁଣ୍ଟା ବାଟ ଦେଇ ରାଜପଥରେ ଜିଏସଟି ଫାଙ୍କି ଦେଇ କ୍ରସରରୁ ପଥର ଚାଲାଣ କରୁଥିବା ୪ ଗୋଟି ଟ୍ରକରୁ ଗୋପବନ୍ଧୁ ନଗର ତହସିଲଦାରଙ୍କ ନିର୍ଦେଶରେ ୪୦ ହଜାର ଟଙ୍କା ଆଦାୟ କରାଯାଇଛି। ଘଟଣାରୁ ପ୍ରକାଶ ଯେ, ଜଗନ୍ନାଥ…
Read More...

ଅଭିଯୁକ୍ତକୁ ଥାନା ଭିତରେ ଥାର୍ଡ ଡିଗ୍ରୀ ଘଟଣାକୁ ନେଇ ପାଟଣାରେ ଜୋରଦାର ଚର୍ଚ୍ଚା

ପାଟଣା : କେନ୍ଦୁଝର ଜିଲା ପାଟଣା ଥାନାଧିକାରିଣୀ ସନ୍ଧ୍ୟାରାଣୀ ଜେନାଙ୍କ ଦ୍ୱାରା ଥାନା ଭିତରେ ତାଳସରୁଆ ଗ୍ରାମର ଚିତ୍ତରଞ୍ଜନ ମହାନ୍ତ ଓରଫ୍ ରାଜୁ ମହାନ୍ତ(୨୨) ନାମକ ଜଣେ ଯୁବକଙ୍କୁ ଲାଠିରେ ପ୍ରବଳ ମାଡ ଓ ଗୋଇଠା…
Read More...

ଚଳିତ ଖରିଫ ଋତୁରେ ୯୬ ଲକ୍ଷ ଟନ ଖାଦ୍ୟଶସ୍ୟ ଉତ୍ପାଦନ ଲକ୍ଷ୍ୟ

ଭୁବନେଶ୍ବର : ରାଜ୍ୟରେ ଚଳିତ ଖରିଫ ଋତୁରେ ୯୬ ଲକ୍ଷ ଟନ ଖାଦ୍ୟଶସ୍ୟ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବା ସହ କରୋନା ସଂକଟ ସତ୍ବେ କୃଷି କାର୍ଯ୍ୟକୁ କ୍ରିୟାଶୀଳ କରିବାକୁ କୃଷି…
Read More...

ବିପର୍ଯ୍ୟୟ କ୍ଷତିଗ୍ରସ୍ତ ଚାଷୀଙ୍କୁ ଦୁଇଗୁଣ ଇନପୁଟ ସବ୍‌ସିଡି ଦେବାକୁ କଂଗ୍ରେସର ଦାବି

ଭୁବନେଶ୍ବର : ପ୍ରାକୃତିକ ବିପର୍ଯ୍ୟୟରେ ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ଜାତୀୟ ବିପର୍ଯ୍ୟୟ ପାଣ୍ଠି ଓ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ପୂର୍ବ ପ୍ରଚଳିତ ଇନପୁଟ ସବ୍‌ସିଡିର ଦୁଇଗୁଣ ଦେବାକୁ ରାଜ୍ୟ କଂଗ୍ରେସ କୃଷକ ସେଲ ଦାବି…
Read More...

ଆଇସୋଲେସନ ୱାର୍ଡରୁ ଟିକ୍‍ଟକ୍‍ ଭିଡିଓ ଭାଇରାଲ

ଝାରସୁଗୁଡା : ଝାରସୁଗୁଡା ଜିଲା ମୁଖ୍ୟ ଚିକିତ୍ସାଳୟର ଆଇସୋଲେସନ ୱାର୍ଡରେ ଜଣେ ଯୁବକ ଟିକ୍‍ଟକ୍‍ ଭିଡିଓ କରିଛନ୍ତି। ଏଠାରେ ଥିବା ବେଡରେ ଶୋଇ ସେ ଭିଡିଓ ତିଆରି କରିଛନ୍ତି। ଭିଡିଓରେ ସେ ଖାଇବେନି କହୁଥିବାବେଳେ ମଦ…
Read More...

ଖୁଣ୍ଟା ବ୍ଲକରେ ନୂଆ ବିଇଓ ନିଯୁକ୍ତ 

ଖୁଣ୍ଟା: ଖୁଣ୍ଟା ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ଭାବରେ ରବିବାର ଉଦଳା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବଦତ୍ତ ସେଠୀଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି ଅବସରରେ ଖୁଣ୍ଟା ବ୍ଲକ ପ୍ରାଥମିକ…
Read More...

ଲକଡାଉନ ସମୟରେ ତୁରୁମୁଙ୍ଗାରେ ନିଆରା ବିବାହ

ପାଟଣା : ଦେଶରେ କରୋନା ନିୟନ୍ତ୍ରଣ ପାଇଁ ଜାରି ହୋଇଥିବା ତୃତୀୟ ପର୍ଯ୍ୟାୟ ଲକଡାଉନର ଶେଷ ଦିନରେ ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତ କଇଁଣ୍ଡା ଗ୍ରାମରେ ଏକ ନିଆରା ବାହାଘର ଅନୁଷ୍ଠିତ ହୋଇଯାଇଛି। ଲକଡାଉନର ସମସ୍ତ ନିୟମ…
Read More...

‘କରୋନା’ ପ୍ରତିରୋଧ ପାଇଁ ପ୍ରଶାସନ ସଜାଗ: ନୟାଗଡ଼ରେ ୨୬୯୮୭ ନାମ ପଞ୍ଜିକରଣ ୧୫୯୭ ସ୍ୱାବ ପରୀକ୍ଷା

ନୟାଗଡ଼ : ନୟାଗଡ଼ ଜିଲାକୁ ବାହାର ରାଜ୍ୟରୁ ଫେରିବା ନିମନ୍ତେ ରବିବାର ପର୍ଯ୍ୟନ୍ତ ୨୬ହଜାର ୯୮୭ଜଣ ସେମାନଙ୍କ ନାମ ପଞ୍ଜିକରଣ କରିଛନ୍ତି। ଆଜି ସୁଦ୍ଧା ଭୁବନେଶ୍ୱର ଏମ୍‍ସ ଏବଂ ଇନ୍‍ଷ୍ଟିଚ୍ୟୁଟ ଅଫ୍‍ ଲାଇଫ୍‍ ସାଇନ୍ସକୁ…
Read More...

ଆମେରିକା, ଆବୁଧାବି, ନାଇଜେରିଆ, କତାର, ଇଥିଓପିଆରୁ ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବା ପାଇଁ ବୈଜୟନ୍ତଙ୍କ ଉଦ୍ୟମ

ଭୁବନେଶ୍ବର : ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଆମେରିକା, ଆବୁ ଧାବି, ନାଇଜେରିଆ, କତାର, ଇଥୋପିଆ ସମେତ ବିଭିନ୍ନ ଦେଶରେ ଲକ୍‌ଡାଇନ ଯୋଗୁ ବିମାନ ଚଳାଚଳ ବନ୍ଦ ଥିବାରୁ ଫସିରହିଥିବା…
Read More...

କରୋନା ସମୟରେ ତୈଳଦର ବୃଦ୍ଧି ଜନସାଧାରଣଙ୍କ ପାଇଁ ବୋଝ ଉପରେ ଲଳିତା ବିଡ଼ା : ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : ପ୍ରତିଦିନ କେନ୍ଦ୍ର ଅର୍ଥମନ୍ତ୍ରୀ ପ୍ୟାକେଜ୍‍ ଘୋଷଣା କରିଚାଲିଛନ୍ତି। ତାକୁ ସମୀକ୍ଷା କଲେ ଜଣାଯିବ, ଏହି ପ୍ୟାକେଜ୍‍ ସବୁ ଲୋକଙ୍କୁ ଲୁଟିବାର ଗୋଟିଏ ରାସ୍ତା। ଦିନ ଦ୍ୱିପ୍ରହରରେ ଲୁଟିବାକୁ ଏମାନେ…
Read More...

କିରାସିନି ଯାଞ୍ଚ ହେବ କଡ଼ାକଡ଼ି : ଜିଲାପାଳଙ୍କୁ ଚିଠି ଲେଖିଲା ଯୋଗାଣ ବିଭାଗ

ଭୁବନେଶ୍ୱର : ରାଜ୍ୟରେ ସୁଲଭ ମୂଲ୍ୟ ଦୋକାନଗୁଡ଼ିକରେ ଖାଉଟିମାନଙ୍କୁ ନିର୍ଦ୍ଧାରିତ ଦରରେ କିରାସିନି ଯୋଗାଇଦେବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। କାର୍ଡଧାରୀମାନଙ୍କୁ ଯେପରି…
Read More...

ଲକ୍‌ଡାଉନ ପରବର୍ତ୍ତୀ ପରିସ୍ଥିତି ସମ୍ପର୍କରେ ଆଲୋଚନା: ଲୋକଙ୍କ ଉନ୍ନତି, ଶିଳ୍ପରେ ପ୍ରଗତିକୁ ପ୍ରାଧାନ୍ୟ

ଭୁବନେଶ୍ୱର : କୋଭିଡ-୧୯ ଯୋଗୁଁ ଦେଶରେ ଦେଖାଦେଇଥିବା ଅଚଳାବସ୍ଥାରେ ସୁଧାର ଆଣିବା ପାଇଁ ସମସ୍ତ କ୍ଷେତ୍ରରେ ଉଦ୍ୟମ ଚାଲିଛି। ଲକ୍‌ଡାଉନ୍‌ ପରବର୍ତ୍ତୀ ପରିସ୍ଥିତି ସମ୍ପର୍କରେ ସୁଧାର ଆଣିବା ପାଇଁ ଆଜି ଏକ ଉଚ୍ଚସ୍ତରୀୟ…
Read More...

ବଢ଼ିଲା ଭ୍ୟାଟ୍‌: ମହଙ୍ଗା ହେଲା ପେଟ୍ରୋଲ୍‌ ଓ ଡିଜେଲ୍‌

ଭୁବନେଶ୍ବର : ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରେ ରାଜ୍ୟ ସରକାର ଭାଟ୍‌ ବଢ଼ାଇଛନ୍ତି। ପେଟ୍ରୋଲ୍‌ରେ ୨୬ ପ୍ରତିଶତରୁ ୩୨ ପ୍ରତିଶତ ଭାଟ୍‌ ବୃଦ୍ଧି କରାଯାଇଛି। ଡିଜେଲ୍‌ରେ ୨୬ପ୍ରତିଶତରୁ ୨୮ ପ୍ରତିଶତ ଭାଟ୍‌ ବୃଦ୍ଧି…
Read More...

ବଜ୍ରପାତରେ ଜଣେ ମୃତ, ୮ ଗୁରୁତର

ମାଲକାନଗିରି : ମାଲକାନଗିରି ଜିଲ୍ଲା ଖଇରପୁଟରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮ ଜଣ ଗୁରୁତର ହୋଇଥିଛନ୍ତି। ମୃତକ ଜଣଙ୍କ ଜଣେ ଯୁବକ ଓ ତାଙ୍କର ନାମ ପବିତ୍ର ଗୋଲରି ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ,…
Read More...

ପହଞ୍ଚୁ ନାହିଁ ସରକାରୀ ଯୋଜନା : ଫରୱାର୍ଡ଼ ବ୍ଲକ୍‌ର ରାଜ୍ୟବ୍ୟାପୀ ପ୍ରତିବାଦ

ଭୁବନେଶ୍ୱର: ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ପ୍ରପୀଡ଼ିତଙ୍କ ପାଇଁ ଯୋଜନା ଓ ପ୍ୟାକେଜ୍‌ ପ୍ରସ୍ତୁତ ହେଉଛି। କିନ୍ତୁ ସେହି ସରକାରୀ ଯୋଜନା ଉପଯୁକ୍ତ ଲୋକଙ୍କ ପାଖରେ ପହଞ୍ଚୁ ନାହିଁ। ଏହାର ପ୍ରତିବାଦରେ…
Read More...

ନୂଆମାଣତ୍ରୀ ଗ୍ରାମରେ ଅଗ୍ନିକାଣ୍ଡ; ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଆଠମଲ୍ଲିକ : ଆଠମଲ୍ଲିକ ବ୍ଲକ ପୁରୁଣା ମାଣତ୍ରୀ ପଂଚାୟତର ନୂଆମାଣତ୍ରୀ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୧୦ରୁ ଉର୍ଦ୍ଧ୍ବ ବଖରା ଘର ଜଳି ଭଶ୍ମୀଭୂତ ହୋଇଥିବାର ଖବର ହସ୍ତଗତ ହୋଇଛି । ଶୁକ୍ରବାର ପ୍ରାୟ ରାତି ୯:୩୦ ମିନିଟରେ…
Read More...

ଉଡ଼ିବ ଘରୋଇ ବିମାନ : ପଞ୍ଜୀକରଣ ବାଧ୍ୟତାମୂଳକ

ନୂଆଦିଲ୍ଲୀ : ଭାରତରେ ଖୁବ୍‌ ଶୀଘ୍ର ଘରୋଇ ବିମାନ ଚଳାଚଳ କରିବ। ଏଥିପାଇଁ ଯାତ୍ରୀଙ୍କ ନିମନ୍ତେ ସ୍ବତନ୍ତ୍ର ନିର୍ଦେଶାବଳୀ ଜାରି କରାଯାଇଛି। କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଏୟାର୍‌ପୋର୍ଟ ଅଥରିଟି ଅଫ୍‌…
Read More...

ନିଖିଳ ଓଡ଼ିଶା ପାଇକ ମହାସଂଘ ପକ୍ଷରୁ କରୋନା ଯୋଦ୍ଧା ସାମ୍ବାଦିକଙ୍କୁ ‘ମହାସାରଥୀ’ ସମ୍ମାନ

ଭୁବନେଶ୍ୱର : ଅଦୃଶ୍ୟ ଶକ୍ତି କରୋନାକୁ ପ୍ରତିହତ କରିବା ପାଇଁ ଆରମ୍ଭ ହୋଇଥିବା ଯୁଦ୍ଧରେ ଡାକ୍ତର ଓ ନର୍ସ ନିଜ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି। ସେହିପରି ସାମ୍ବାଦିକମାନେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ କରୋନାକୁ…
Read More...

ଜାଣନ୍ତୁ, କେତେ ସମୟ ପର୍ଯ୍ୟନ୍ତ ଆପଣଙ୍କୁ ସୁରକ୍ଷିତ ରଖେ ସାନିଟାଇଜର

କରୋନା ଏବେ ସାରା ବିଶ୍ୱକୁ କବଳିତ କରିଛି। ଆମ ଦେଶ ମଧ୍ୟ ଏଥିରୁ ବାଦ୍‍ ପଡ଼ିନାହିଁ। ତେବେ କରୋନା ସଂକ୍ରମଣକୁ ଏଡ଼ାଇବା ପାଇଁ ବାରମ୍ବାର ହାତ ଧୋଇବା, ସାନିଟାଇଜର ବ୍ୟବହାର କରିବା, ମାସ୍କ ପିନ୍ଧିବା, ନାକ, ମୁହଁକୁ ହାତ…
Read More...

ଖସୁଛି ଭାରତୀୟ ଶେୟାର ବଜାର

ବେଙ୍ଗାଲୁର : ସାରା ବିଶ୍ବରେ କରୋନା ଭୂତାଣୁ ନିଜର କାୟା ବିସ୍ତାର କରି ନିଜର ଆଧିପତ୍ୟ ଜାହିର ରଖିଛି। ଭାରତ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ଦେଶରେ ମଧ୍ୟ ଦିନକୁ ଦିନ କରେନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ…
Read More...

‘ଗୁଲାବୋ ସିତାବୋ’କୁ ନେଇ ବଡ଼ ଘୋଷଣା: ପ୍ରୋକ୍ଷାଳୟରେ ନୁହେଁ ଘରେ ବସି ଦେଖିବେ ଦର୍ଶକ

ମୁମ୍ବଇ: ବଲିଉଡ଼ ଅଭିନେତା ଅମିତାଭ ବଚ୍ଚନ ଓ ଆୟୁଷ୍ମାନ ଖୁରାନା ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଗୁଲାବୋ ସିତାବୋ’କୁ ନେଇ ଗୁରୁବାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ଚଳଚ୍ଚିତ୍ରକୁ ପ୍ରେକ୍ଷାଳୟରେ ରିଲିଜ୍‍…
Read More...

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ବିୟୋଗରେ ଖଣି ଓ ଇସ୍ପାତ ମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ସାଂସଦ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ବିୟୋଗରେ ପୂର୍ତ୍ତ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।…
Read More...

ବନ୍ଦାଳୋ-ମଢିଆଳୀ ଗ୍ରାମପଞ୍ଚାୟତରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଭଣ୍ଡାରିପୋଖରୀ: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବନ୍ଦାଳୋ-ମଢିଆଳୀ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଗୁୁରୁବାର ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ କରୋନା ଯୋଦ୍ଧା ଅଙ୍ଗନୱାଡ଼ି କର୍ମୀ ଏବଂ…
Read More...

ଗୃହପାଳିତ ପଶୁଙ୍କୁ ଘରୁ ତଡିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ : କରୋନା ଭୂତାଣୁ ଯୋଗୁ ସାରା ବିଶ୍ୱରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପରିସ୍ଥିତିରେ, ଲୋକମାନେ ବିଭିନ୍ନ ଗୁଜବ ବିଷୟରେ ଶୁଣିବା ମାତ୍ରେ ଭୟଭୀତ ହୋଇପଡ଼ୁଥିବା ଦେଖାଯାଇଛି। ତେବେ ଗୃହପାଳିତ…
Read More...

ରବୀନା ମୋ ପାଇଁ ଭଗବାନ : ଫ୍ୟାନ୍‍

ମୁମ୍ବଇ: ସାଧାରଣତଃ ବଲିଉଡ଼ କଳାକାରମାନଙ୍କର ବହୁ ସଂଖ୍ୟକ ପ୍ରଶଂସକ ବା ଫ୍ୟାନ୍‍ ଥାଆନ୍ତି। ସେମାନଙ୍କ ମଧ୍ୟରୁ କିଛି ଫ୍ୟାନ୍‍ ଏମିତି ଥାଆନ୍ତି ଯେଉଁମାନଙ୍କ କାର୍ଯ୍ୟକଳାପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ସେମାନେ ନିଜ…
Read More...

ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳା ମୃତ

ଅନୁଗୋଳ : ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ ତଥା ତାଳଚେର ରେଞ୍ଜ ଅନ୍ତର୍ଗତ କୁଲେଇ ଜଙ୍ଗଲ ମୋହନ ତଇଳା ନିକଟରେ ଶୀକାରି ଜନ୍ତୁ ଶିକାର ପାଇଁ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି ।…
Read More...

ମଦ ହୋମ ଡେଲିଭରୀ ପାଇଁ ମହାରାଷ୍ଟ୍ରରେ ମିଳିଲା ଅନୁମତି

ମୁମ୍ବଇ : କୋଭିଡ୍‌-୧୯ ଯୋଗୁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବାବେଳେ କିଛି ରାଜ୍ୟରେ ମଦ ବିକ୍ରୀ ପାଇଁ ଅନୁମତି ଦିଆଯାଇଥିଲା। ମଦଦୋକାନ ଖୋଲିବା ପରେ ମଦ ନେବା ପାଇଁ ପ୍ରବଳ ଗହଳି ପରିଲକ୍ଷିତ ହୋଇଥିଲା। କେତେକ…
Read More...

ପ୍ରଧାନମନ୍ତ୍ରୀଙ୍କ ୨୦ ଲକ୍ଷ କୋଟି ଆର୍ଥିକ ପ୍ୟାକେଜ ଘୋଷଣାକୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ

ଭୁବନେଶ୍ୱର : ଭାରତକୁଏକ ଆତ୍ମନିର୍ଭର ଅର୍ଥନୀତି କରିବାରେ ଏବଂ ଆତ୍ମନିର୍ଭର ଭାରତ ପାଇଁ ମଜବୁତ୍ ସୁଧାର ତଥା ଚାଷୀ, ଶ୍ରମିକ, ମଧ୍ୟବତ୍ତି ଏବଂ ଉକ୍ୟାଗୀଙ୍କୁସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ…
Read More...

ସର୍ବସାଧାରଣରେ ଛେପ ପକାଇ ହଟହଟା ବାଇକ୍‍ ଆରୋହୀ: ନିଜ ହାତରେ କଲେ ସଫା, ଦେଖନ୍ତୁ ଭିଡିଓ

ଚଣ୍ଡିଗଡ଼: ସର୍ବସାଧାରଣ ସ୍ଥାନରେ ଛେପ ପକାଉଥିଲେ ସାବଧାନ ହୋଇଯାଆନ୍ତୁ। କାରଣ ଏପରି କରିବା ଜଣେ ବ୍ୟକ୍ତିଙ୍କୁ ଭାରି ପଡ଼ିଛି। ନିଜ ହାତରେ ବ୍ୟକ୍ତିଜଣକ ରାସ୍ତାରେ ପକାଇଥିବା ଛେପକୁ ସଫା କରିଛନ୍ତି। ଏହି ଭିଡିଓ ସାମାଜିକ…
Read More...

କରୋନା ପଜିଟିଭ ଲକ୍ଷଣ ନ ଥିବା ବ୍ୟକ୍ତି ଘରେ ରହି ଚିକିତ୍ସିତ ହୋଇପାରିବେ: ପ୍ରଦୀପ୍ତ ମହାପାତ୍ର

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରୋଗୀ ସଂଖ୍ୟା ବଢ଼ିବେ ଏ ଆକଳନ ମଧ୍ୟ ପୂର୍ବରୁ ଥିଲା। ଏହାକୁ ନେଇ ଜନସାଧାରଣ ଭୟଭୀତ ହୁଅନ୍ତୁ ନାହିଁ ବୋଲି ରାଜ୍ୟ ସରକାର…
Read More...

ଟ୍ରେନଯାତ୍ରା : ୩ ଘଣ୍ଟାରେ ୫୪ ହଜାର ଟିକେଟ ସଂରକ୍ଷିତ

ନୂଆଦିଲ୍ଲୀ : ମଙ୍ଗଳବାରଠାରୁ ଦେଶରେ ସ୍ବତନ୍ତ୍ର ଟ୍ରେନ ଚଳାଚଳ ଆରମ୍ଭ ହେବାକୁ ଥିବା ବେଳେ ସୋମବାର ସନ୍ଧ୍ୟାରେ ଅନଲାଇନରେ ଟିକେଟ ବୁକିଂ ହେଉଛି। ଟିକେଟ ବିକ୍ରି ଆରମ୍ଭ ହେବାର ୩ ଘଣ୍ଟାରେ ୫୪ ହଜାରରୁ ଉର୍ଦ୍ଧ୍ବ ଟିକେଟ…
Read More...

କୋଭିଡ୍‌-୧୯: କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକାରେ ପରିବର୍ତ୍ତନ ଆଣିଲେ ରାଜ୍ୟ ସରକାର

ଭୁବନେଶ୍ୱର : କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ରାଜ୍ୟ ବାହାରେ ରହିଥିବା ପ୍ରବାସୀ ଓଡ଼ିଆ ଓଡ଼ିଶାକୁ ଫେରିପାରିବେ। ସେମାନଙ୍କୁ ନେଇ ଭୟଭୀତ ହେବାର କୌଣସି…
Read More...

ଟ୍ରେନଯାତ୍ରୀଙ୍କ ପାଇଁ କଟକଣା : ନିର୍ଦ୍ଧାରିତ ସମୟର ୯୦ ମିନିଟ ପୂର୍ବରୁ କରିବାକୁ ହେବ ରିପୋର୍ଟ

ନୂଆଦିଲ୍ଲୀ : ମଙ୍ଗଳବାରଠାରୁ ଦେଶର ରାଜଧାନୀ ନୂଆଦିଲ୍ଲୀରୁ ବିଭିନ୍ନ ରାଜ୍ୟକୁ ୧୫ଟି ଟ୍ରେନ ଚାଳାଚଳ ଆରମ୍ଭ କରୁଛି। ଟ୍ରେନ ଛାଡିବାର ନିର୍ଦ୍ଧାରିତ ସମୟର ୯୦ ମିନିଟ ପୂର୍ବରୁ ଷ୍ଟେସନରେ ରିପୋର୍ଟ କରିବାକୁ ଯାତ୍ରୀଙ୍କୁ…
Read More...

ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିଆସନ୍ତୁ ମନମୋହନ ସିଂହ ଜୀ : ଅନୁପମ

ମୁମ୍ବଇ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ବଲିଉଡ଼ ଅଭିନେତା ଅନୁପମ ଖେର। ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ପାଇବା ପରେ ଉଦ୍‍ବେଗ ପ୍ରକାଶ କରିବା ସହ ସେ ଶୀଘ୍ର…
Read More...

ଶାହରୁଖଙ୍କ ସହ ଭିଡ଼ିଓ କଲରେ କଥା ହେବାକୁ ଚାହୁଁଛନ୍ତି କି? ପୂରା କରନ୍ତୁ ଏହି ଟାସ୍କ

ନୂଆଦିଲ୍ଲୀ : ବଲିଉଡର କିଙ୍ଗ ଖାନ ଶାହରୁଖ ଖାନ ତାଙ୍କ ପ୍ରଶଂସକଙ୍କ ସହ ବେଳେବେଳେ କଥାବାର୍ତ୍ତା ହୋଇଥାନ୍ତି ଏବଂ ସେମାନଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିବା ଦେଖାଯାଇଛି। ତେବେ ବର୍ତ୍ତମାନ ଲକଡାଉନ ଯୋଗୁ ଘରେ ବସି ଵୋର…
Read More...

ଭାରତର ଏହି ନଦୀରେ ଦୃଶ୍ୟମାନ ହୁଏ ହଜାର ହଜାର ଶିବଲିଙ୍ଗ

ପୃଥିବୀରେ ଅନେକ ସ୍ଥାନ ଅଛି, ଯାହାର ରହସ୍ୟ ବୁଝିବା ବହୁତ କଷ୍ଟକର। ଭାରତରେ ଏଭଳି ସ୍ଥାନଗୁଡ଼ିକର କୌଣସି ଅଭାବ ନାହିଁ, ଯଦି ଆମେ ସେମାନଙ୍କୁ ଅଜବ ସ୍ଥାନ ବୋଲି କହିବା ତେବେ ଅତ୍ୟୁକ୍ତି ହେବ ନାହିଁ। କର୍ଣ୍ଣାଟକରେ…
Read More...

ନିଜ ନୂଆ ଗୀତ ‘ମା’ ମାଧ୍ୟମରେ ମାତୃତ୍ୱକୁ ସମ୍ମାନ ଜଣାଇଲେ ଆୟୁଷ୍ମାନ 

ମୁମ୍ବଇ: ବିଶ୍ୱ ମାତୃତ୍ୱ ଦିବସ ଅର୍ଥାତ୍‍ ମାଆମାନଙ୍କ ପାଇଁ ସ୍ୱତନ୍ତ୍ର ଦିନଟିଏ। ଦିନଟିକୁ ମାଆ ପାଇଁ ଉତ୍ସର୍ଗ କରି ବିଭିନ୍ନ ଲୋକ ଭିନ୍ନ ଭିନ୍ନ ଉପାୟରେ ଏହାକୁ ପାଳନ କରୁଛନ୍ତି। ଏହି ଅବସରରେ ବଲିଉଡ଼ କଳାକାରମାନେ…
Read More...

ତାମିଲନାଡୁରୁ ସାଇକେଲରେ ଫେରିଲେ ବରଗଡ଼ ପ୍ରବାସୀ ଓଡ଼ିଆ ଶ୍ରମିକ

ପଦ୍ମପୁର: ତାମିଲନାଡୁର ତ୍ରିପୁରଠାରେ ବରଗଡ଼ ଜିଲା ଅନ୍ତର୍ଗତ ପଦ୍ମପୁର ଉପଖଣ୍ଡ କସର ଗ୍ରାମର ଦିଲ୍ଲୀପ ବେହେରା ଜଣେ ଶ୍ରମିକ ଭାବେ କାମ କରନ୍ତି । କରୋନା ପ୍ରଭାବରେ ସାରା ଦେଶକୁ ଲକ୍‍ଡାଉନ୍‍ ଡାଉନ୍‍ କରାଯାଇ ଥିବାରୁ…
Read More...

ବନ୍ୟଜନ୍ତୁ ଶିକାର ଅଭିଯୋଗରେ ଜଣେ ଗିରଫ

ରେଢ଼ାଖୋଲ : ରେଢ଼ାଖୋଲ ବନଖଣ୍ଡ ଅଧିନସ୍ଥ ବଡମାଳ ରେଂଜର ଟୁଡାବାହାଳ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଅବାଧ ହରିଣ ଶିକାର କିରଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି। ଏହାସହିତ ଅନ୍ୟ ୭ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିବା…
Read More...

ହୃଦଘାତରେ ପଶ୍ଚିମବଙ୍ଗ ଶ୍ରମିକଙ୍କ ମୃତ୍ୟୁ

ବିନିକା : ବିନିକା ଥାନା ଅନ୍ତର୍ଗତ ସିଂଘିଯୁବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଲକ୍ ଡାଉନ୍ ପରିପ୍ରେକ୍ଷୀରେ ରହୁଥିବା ପ୍ରାୟ ୮ ଜଣ ପଶ୍ଚିମବଙ୍ଗର ଶ୍ରମିକଙ୍କ ମଧ୍ୟରୁ ରାଜମିସ୍ତ୍ରୀ ଭାବରେ କାମ କରୁଥିବା ଜଣେ ୨୧…
Read More...

ଭୟଭୀତ ହୁଅନ୍ତୁ ନାହିଁ; ସଙ୍ଗରୋଧ ଅନୁପାଳନ ବଳରେ କରୋନାକୁ ପ୍ରତିହତ କରାଯାଇପାରିବ: ସୁବ୍ରତ୍‌ ବାଗ୍‌ଚୀ

ଭୁବନେଶ୍ବର : ରାଜ୍ୟରେ କୋଭିଡ୍‌-୧୯ ପଜିଟିଭ୍‌ ସଂଖ୍ୟା ଗତ ଏକ ମାସରୁ ଊର୍ଦ୍ଧ୍ୱ ସମୟ ମଧ୍ୟରେ ବିଶେଷ ବୃଦ୍ଧି ପାଇନଥିବା ବେଳେ ଗତ ଅଳ୍ପ କେତେଦିନ ମଧ୍ୟରେ ଏହା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି। କିନ୍ତୁ ଏଥି ପାଇଁ…
Read More...

ସୋସିଆଲ ମିଡିଆରେ ଚର୍ଚ୍ଚିତ ବିଷୟ ‘ବଇଜ୍‍ ଲକର୍‍ ରୁମ୍‍’ ମାମଲା; ୬ ଛାତ୍ରଙ୍କ ବୟାନ ରେକର୍ଡ଼ କଲା ପୁଲିସ

ସମାଜ ପୋର୍ଟାଲ ଡେସ୍କ: ସାଧାରଣ ଜନତା ଏବଂ ଦିଲ୍ଲୀ ପୁଲିସର ଚିନ୍ତା ବଡାଇବା ସହ ସୋସିଆଲ୍‍ ମିଡିଆରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ଇନ୍‍ଷ୍ଟାଗ୍ରାମର ‘ବଇଜ୍‍ ଲକର୍‍ ରୁମ୍‍’ ଚାଟ୍‍ ଗ୍ରୁପ୍‍ ଘଟଣା। ପୂର୍ବରୁ ଦିଲ୍ଲୀ…
Read More...

ଓଜେଇଇ-୨୦୨୦ ଅନ୍‌ଲାଇନ୍‌ ଆବେଦନ ଅବଧି ବଢ଼ିଲା

ଭୁବନେଶ୍ବର : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)-୨୦୨୦ ଅନ୍‌ଲାଇନ୍‌ ଆବେଦନ ଅବଧିକୁ ବଢ଼ାଇ ଦିଆଯାଇଛି। ଏଣିକି ଛାତ୍ରଛାତ୍ରୀ ଓଜେଇଇ-୨୦୨୦ ପାଇଁ ଅନ୍‌ଲାଇନ୍‌ ଆବେଦନ ମେ’ ୩୧ ପର୍ଯ୍ୟନ୍ତ କରିପାରିବେ।…
Read More...

କୋଭିଡ୍-୧୯ ଅନୁପାଳନ କରି ରକ୍ତଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ବର : ଆଜି ବିଶ୍ୱ ଥାଲାସେମିଆ ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଥାଲାସେମିଆ ସହ ବିଭିନ୍ନ ରୋଗରେ ଆକ୍ରାନ୍ତ ଲୋକମାନଙ୍କ ନିମେନ୍ତେ ରକ୍ତଭଣ୍ଡାରଗୁଡ଼ିକରେ ଯଥେଷ୍ଟ ପରିମାଣର ରକ୍ତ…
Read More...

ସିଙ୍ଗାପୁର ‘ମି ଠୁ’ ଘଟଣା ପରେ ଯୌନ ଉତ୍ପୀଡ଼ନ ବିରୁଦ୍ଧରେ ଲଢିବାକୁ ଭର୍ଚୁଆଲ୍‍ ରିଏଲିଟିର ବ୍ୟବହାର କରୁଛନ୍ତି ମହିଳା

“ବାଃ! ଆପଣଙ୍କ ଶାର୍ଟ ବାସ୍ତବରେ ବହୁତ ସୁନ୍ଦର ହୋଇଛି। କ’ଣ ଆପଣ ଏହା ସହ ମ୍ୟାଚିଙ୍ଗ୍‍ ଅଣ୍ଡରୱେର ବି ପିନ୍ଧିଛନ୍ତି”? ଜଣେ ପୁୁରୁଷ ବିନା କାରଣରେ ଏପରି କହୁଛି। ଏହା ଏକ ଭର୍ଚୁଆଲ୍‍ ବାସ୍ତବିକତା ବା ଭର୍ଚୁଆଲ୍‍…
Read More...

ଆତ୍ମନିର୍ଭରଶୀଳତା ବଢ଼ାଇଲା କରୋନା : ପିପିଇ କିଟ ପ୍ରସ୍ତୁତିରେ ଭାରତ ଅଗ୍ରଣୀ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ଦେଶକୁ ଗୋଟିଏ ପକ୍ଷରେ ଆର୍ଥିକ ଦୁର୍ଗତିକୁ ଠେଲିଦେଇଥିବା ବେଳେ ଅନ୍ୟପକ୍ଷରେ ଅତ୍ମନିର୍ଭରଶୀଳତା ବଢ଼ାଇଛି। କରୋନା ମୁକାବିଲା ନିମନ୍ତେ ଭାରତ ପିପିଇ କିଟ ପାଇଁ ଚୀନ ଓ ଆମେରିକା ଉପରେ…
Read More...

ସାମାଜିକ ଦୁରତ୍ୱ ରଖି ରାଜ୍ୟସ୍ତରୀୟ ଭୀମଭୋଇ ଜୟନ୍ତୀ ପାଳିତ

ରେଢ଼ାଖୋଲ : ଓଡିଶା ସାହିତ୍ୟ ଏକାଡେମୀ ଓ ପଞ୍ଚଖଣ୍ଡା କଳାପରିଷଦ ରେଢ଼ାଖୋଲଙ୍କ ମିଳିତ ଆନୂକୂଲ୍ୟରେ ସ୍ଥାନୀୟ କଦମ୍ବ ପଡିଆଠାରେ ପ୍ରତିବର୍ଷ ଅନୁଷ୍ଠିତ ହୋଇଥାଏ ରାଜ୍ୟ ସ୍ତରୀୟ ଜୟନ୍ତୀ। ହେଲେ ଚଳିତ ବର୍ଷ ମହାମାରୀ କରୋନା…
Read More...

ପ୍ରିୟଙ୍କାଙ୍କ ଦାଦାଙ୍କୁ ଛୁରୀ ଦେଖାଇ ଲୁଟିଲେ ଦୁର୍ବୃତ୍ତ; ଟ୍ୱିଟ୍‍ କରି ଏପରି କହିଲେ ଭଉଣୀ ମୀରା

ନୂଆଦିଲ୍ଲୀ: ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଦାଦା ତଥା ମୀରା ଚୋପ୍ରାଙ୍କ ପିତାଙ୍କଠାରୁ ଛୁରୀ ଦେଖାଇ ଲୁଟ୍‍ କରିଛନ୍ତି କିଛି ଦୁର୍ବୃତ୍ତ। ସାମାଜିକ ଗଣମାଧ୍ୟମ ଜରିଆରେ ନିଜେ ଏହି ସୂଚନା ଦେଇଛନ୍ତି ମୀରା।…
Read More...

ମହାକାଶରେ ଫିଲ୍ମ ଶୁଟିଂ କରିବେ ଟମ୍‍ କ୍ରୁଜ୍‍, ନାସା ସହ ଚାଲିଛି ଆଲୋଚନା

ମୁମ୍ବଇ: ମହାକାଶରେ ନିଜ ଆଗାମୀ ଚଳଚ୍ଚିତ୍ରର ଶୁଟିଂ କରିବେ ଲୋକପ୍ର୍ରିୟ ହଲିଉଡ଼ ଅଭିନେତା ଟମ୍‍ କ୍ରୁଜ୍‍। ପ୍ରତିଥର ଚଳଚ୍ଚିତ୍ରରେ ଦର୍ଶକଙ୍କୁ କିଛି ଭିନ୍ନ ସ୍ୱାଦ ଚଖାଉଥିôବା ଏହି ଅଭିନେତା ଏଥର ସମସ୍ତଙ୍କୁ ଚକିତ…
Read More...

କୋଭିଡ୍‌-୧୯ ନିୟମ ଉଲଙ୍ଘନରେ ୧୨ ମାମଲା, ୧୬ ଗିରଫ

ଭୁବନେଶ୍ବର : ଆଜି ରାଜ୍ୟର ୫୦୫୭ ଗ୍ରାମ ପଞ୍ଚାୟତରେ ୩,୧୧,୭୬୩ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ସେହିପରି ୧୧୩ ଟି ପୌରାଞ୍ଚଳରେ ୩୫,୮୯୪ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି । ରାଜ୍ୟରେ…
Read More...

ରବି ଋତୁରେ ୪୩ଟନ୍‌ ପରିବା ଉତ୍ପାଦିତ, ‘ଆମ କୃଷି’ ​ହେଲ୍‌ପଲାଇନ୍‌ ଜାରି

ଭୁବନେଶ୍ବର: ଚଳିତ ରବି ଋତୁରେ ରାଜ୍ୟରେ ଭଲ ଫସଲ ଅମଳ ହୋଇଛି । ସମୁଦାୟ ୪୩ ଲକ୍ଷ ମେଟ୍ରିକ୍‌ ଟନ୍‌ ପନିପରିବା ଉତ୍ପାଦିତ ହୋଇଛି । ବିପଣନ ଉଦ୍ଦେଶ୍ୟରେ ବ୍ୟବସାୟୀମାନଙ୍କ ସହିତ କୃଷକମାନଙ୍କୁ ସଂଯୁକ୍ତ କରିବା ପାଇଁ…
Read More...

ରାଜ୍ୟର ୧୦,୭୫୧ ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ୨୪ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ବର : କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୧୦୭୫୧ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛି । ଏଥିରେ ମୋଟ ୪ ଲକ୍ଷ ୬୮…
Read More...

ଶିମିଳିପାଳ ଅଭୟାରଣ୍ୟରୁ ଦୁଇ ଶିକାରୀ ଗିରଫ

ଖୁଣ୍ଟା : ଡୁକୁରା ବନ୍ୟପ୍ରାଣୀ ରେଞ୍ଜ ଅଧୀନ ଶିମିଳିପାଳ ଅଭୟାରଣ୍ୟ ଭିତରୁ ଶିକାର ପାଇଁ ଯାଇଥିବା ଦୁଇଜଣଙ୍କୁ ବନ କର୍ମଚାରୀମାନେ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଖୁଣ୍ଟା ଥାନା ଅଧୀନ ଖଣ୍ଡାବୁଡା…
Read More...

‘ଆଇ ଫର୍‍ ଇଣ୍ଡିଆ’: କରୋନା ଯୋଦ୍ଧାଙ୍କ ପାଇଁ ଏକାଠି ହୋଇ ଅର୍ଥ ଯୋଗାଡ଼ କଲେ ବଲିଉଡ଼ କଳାକାର

ମୁମ୍ବଇ: କରୋନା ଏବେ ସାରା ବିଶ୍ୱକୁ କବଳିତ କରିଛି। ଏହାର ପ୍ରଭାବରେ ଅନେକ କ୍ଷତି ହେବା ସହ ଲୋକେ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆମ ଦେଶ ମଧ୍ୟ କରୋନା ସଙ୍କଟ ଦେଇ ଗତି କରୁଛି। ଏଭଳି ଏକ ବିପଦ ସମୟରେ ବଲିଉଡ…
Read More...

ଋଷିଙ୍କ ଅସ୍ଥି ବିସର୍ଜନରେ କପୁର ପରିବାର ସହ ନଜର ଆସିଲେ ଆଲିୟା

ମୁମ୍ବଇ: ଲୋକପ୍ରିୟ ବଲିଉଡ଼ ଅଭିନେତା ସ୍ୱର୍ଗତଃ ୠଷି କପୁରଙ୍କର ରବିବାର ଅସ୍ଥି ବିସର୍ଜନ ହୋଇଛି। ପୁଅ ରଣବୀର କପୁର ମୁମ୍ବଇର ବାଣଗଙ୍ଗା ଘାଟରେ ପିତାଙ୍କ ଅସ୍ଥି ବିସର୍ଜନ କରିଛନ୍ତି। ବାଣଗଙ୍ଗା ଘାଟରେ ପୂଜାପାଠ କରି…
Read More...

ଜାଣନ୍ତୁ, N-95 ମାସ୍କ ବିଷୟରେ କିଛି ବିଶେଷ କଥା

କରୋନା ସଂକ୍ରମଣ ବ୍ୟାପିବା ପରେ ମାସ୍କର ବ୍ୟବହାର ବହୁଳ ମାତ୍ରାରେ ବୃଦ୍ଧି ପାଇଛି। କାରଣ ଏହି ଭୂତାଣୁଠାରୁ ରକ୍ଷା ପାଇବାର ସୁବୁଠାରୁ ବଡ଼ ମାଧ୍ୟମ ମାସ୍କ। ମାସ୍କ ପିନ୍ଧିବା ଦ୍ୱାରା ଆମ ନାକ, ପାଟି ସୁରକ୍ଷିତ ରହିଥାଏ।…
Read More...

ସାମାଜିକ ଗଣମାଧ୍ୟମରେ ଭାଇରାଲ୍‍ ହେଉଛି ଋଷିଙ୍କ ପ୍ରାର୍ଥନା ସଭା ଫଟୋ

ମୁମ୍ବଇ: ପ୍ରସିଦ୍ଧ ବଲିଉଡ଼ ଅଭିନେତା ଋଷି କପୁରଙ୍କ ବିୟୋଗରେ ତାଙ୍କ ପତ୍ନୀ ନିତୁ କପୁର ଓ ପୁଅ ରଣବୀର କପୁରଙ୍କ ଦ୍ୱାରା ରବିବାର ଘରେ ଏକ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରାର୍ଥନା ସଭାର ଫଟୋ ସାମାଜିକ…
Read More...

ଇତିହାସ ରଚିଲା ରାମାୟଣ

ନୂଆଦିଲ୍ଲୀ: କରୋନା ଲକ୍‍ଡାଉନ୍‍ ସମୟରେ ଲୋକଙ୍କ ମନୋରଞ୍ଜନ କରିବା ସହ ନୂଆ ଇତିହାସ ସୃଷ୍ଟି କରିଛି ଦୂରଦର୍ଶନରେ ପ୍ରସାରିତ ହେଉଥିବା ପୌରାଣିକ ଧାରାବାହିକ ‘ରାମାୟଣ’। ୩ ଦଶକ ପୂର୍ବରୁ ରାମାନନ୍ଦ ସାଗରଙ୍କ ଦ୍ୱାରା…
Read More...

କରୋନା ଯୁଦ୍ଧ ଜିତିବା ପାଇଁ ବଢାନ୍ତୁ ରୋଗ ପ୍ରତିରୋଧକ ଶକ୍ତି

କରୋନାରୁ ବର୍ତ୍ତିବା ପାଇଁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ନିହାତି ଆବଶ୍ୟକ। ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥିବା ବ୍ୟକ୍ତି କରୋନା ମୁକାବିଲା କରି ତାକୁ ହରାଇବାରେ ଅଧିକ ସକ୍ଷମ ହୋଇଥାଆନ୍ତି। କେବଳ…
Read More...

ରବିବାରଠାରୁ ପ୍ରସାରିତ ହେବ ‘ଶ୍ରୀକୃଷ୍ଣ’

ମୁମ୍ବଇ: ଆସନ୍ତାକାଲି ଅର୍ଥାତ୍‍ ରବିବାରଠାରୁ ଦୂରଦର୍ଶନରେ ପ୍ରସାରିତ ହେବ ଲୋକପ୍ରିୟ ପୌରାଣିକ ଧାରାବାହିକ ‘ଶ୍ରୀକୃଷ୍ଣ’। ରବିବାରଠାରୁ ପ୍ରତ୍ୟେକ ଦିନ ରାତି ୯ଟାରେ ଦର୍ଶକ ଏହାକୁ ଦେଖିପାରିବେ। ଏନେଇ ଦୂରଦର୍ଶନ ଏବଂ…
Read More...

‘ମୋ ପ୍ରତିଭା’ କାର୍ଯ୍ୟକ୍ରମ ପ୍ରତି ପିଲାମାନଙ୍କ ବିଶେଷ ଆକର୍ଷଣ

ଭୁବନେଶ୍ୱର : ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା କୋଭିଡ୍‍-୧୯ ଲକ୍‍ଡାଉନ୍‍ ପରିପ୍ରେକ୍ଷୀରେ ଆରମ୍ଭ ହୋଇଥିବା ‘ମୋ ପ୍ରତ୍ରିଭା’ କାର୍ଯ୍ୟକ୍ରମ ପ୍ରତି ପିଲାମାନଙ୍କ ଅହେତୁକ ଆକର୍ଷଣ ବୃଦ୍ଧି ହେଉଛି।…
Read More...

ଡାଲି ଓ ତୈଳବୀଜର ସଂଗ୍ରହ କାର୍ଯ୍ୟ ମଇ ୭ ରୁ ଆରମ୍ଭ ହେବ

ଭୁବନେଶ୍ୱର : କୋଭିଡ୍‌-୧୯ ପରିପେକ୍ଷୀରେ ସାମାଜିକ ଦୂରତ୍ୱ ଓ ମାର୍ଗଦର୍ଶିକାକୁ ବଜାୟ ରଖି ରାଜ୍ୟରେ ଡାଲି ଓ ତୈଳବୀଜର ସଂଗ୍ରହ କାର୍ୟ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ…
Read More...

ଋଷି କପୁର: ଯିଏ ଗାଉଥିଲେ ‘ମେରି ଉମର କେ ନୌଯବାନୋ…’ ଓ କହୁଥିଲେ ‘ମେଁ ହୁଁ ପ୍ରେମ ରୋଗୀ’!

ମୁମ୍ବଇ: ଲୋକପ୍ରିୟ ବଲିଉଡ଼ ଅଭିନେତା ଋଷି କପୁରଙ୍କର ଗୁରୁବାର ମୁମ୍ବଇରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ନେତାଠରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ସମସ୍ତଙ୍କୁ ଏକ ଶକ୍ତ ଧକ୍କା ଲାଗିଛି। ଅନେକ ବିଶିଷ୍ଟ ବ୍ୟକ୍ତି ଏବଂ…
Read More...

ବାକି ଥିବା ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ ହେବ ନାହିଁ : ସିବିଏସଇ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ରୋକିବାକୁ ଦେଶରେ ଲକଡାଉନ କରାଯାଇଥିବାରୁ ବାକି ରହିଥିବା ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ ହେବନାହିଁ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି। କଟକଣା କୋହଳ ହେବା ପରେ…
Read More...

କରୋନା ଭୟ : ୫୫ରୁ ଉର୍ଦ୍ଧ୍ବ ବୟସ୍କ ପୁଲିସ କର୍ମଚାରୀଙ୍କୁ ଘରେ ରହିବାକୁ ନିର୍ଦେଶ ଦେବାକୁ ବିହାର ପୁଲିସର ଯୋଜନା

ପାଟଣା : କରୋନା ସଂକ୍ରମଣରେ ଦାୟିତ୍ବରେ ଥିବା ପୁଲିସ କର୍ମଚାରୀ ସଂକ୍ରମିତ ହେଉଥିବା ଚିନ୍ତାର କାରଣ ହୋଇଛି। ବିଶେଷ କରି ୫୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ପୁଲିସ କର୍ମଚାରୀ ଏଥିରେ ଅଧିକ ସଂକ୍ରମିତ ହେବାର ଆଶଙ୍କା…
Read More...

କରୋନା ଯୋଦ୍ଧାଙ୍କୁ ୫୦ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, କୋଭିଡ୍‌-୧୯ ନିୟନ୍ତ୍ରଣ କାର୍ଯ୍ୟରେ ନିୟୋଜିତ ହୋଇଥିବା ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପୋଲିସ, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ଅନ୍ୟ କର୍ମଚାରୀ ହେଉଛନ୍ତି…
Read More...

କୋଭିଡ-୧୯ ସମ୍ପର୍କରେ ସଦ୍ୟତମ ସୂଚନା

ମେକ ଇନ ଇଣ୍ଡିଆ ଅନ୍ତର୍ଗତ କିଟ ଓ ଟିକା ବିକାଶ କାର୍ଯ୍ୟ ତ୍ବରାନ୍ବିତ କରିବା ଲାଗି ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପ୍ଲାଜମା ଥେରାପି ଚିକିତ୍ସା ପଦ୍ଧତିର ସୁନିଶ୍ଚିତ ପ୍ରମାଣିକତା ନାହିଁ :…
Read More...

୪୧ ଲକ୍ଷ ହିତାଧିକାରୀଙ୍କୁ ମାସିକ ପୁଷ୍ଟିସାଧନ ପାଇଁ ଶୁଖିଲା ଖାଦ୍ୟ

ଭୁବନେଶ୍ବର : କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ, ଶିଳ୍ପ, ଅଣୁ,…
Read More...

କୋଭିଡ୍‌-୧୯ ନିୟମ ଉଲଙ୍ଘନ କରି ୪୯ ଗିରଫ

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଅପ୍ରେଲ ୨୭ରୁ ଅପ୍ରେଲ ୨୮ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୪୯ଟି ମାମଲା ଦାୟର କରାଯାଇଛି। ସେଥିରୁ ୪୪ଟି ମାମଲା…
Read More...

ରାଜ୍ୟର ପ୍ରଗତିରେ ମଧୁବାବୁଙ୍କ ଅବଦାନ ସର୍ବଦା ସ୍ମରଣୀୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ତଥା ଆଧୁନିକ ଓଡ଼ିଶାର ନିର୍ମାତା ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ…
Read More...

ମୁମ୍ବଇ ପୁଲିସକୁ ସହାୟତାର ହାତ ବଢାଇ ପୁଣି ଚର୍ଚ୍ଚାରେ ଅକ୍ଷୟ

ମୁମ୍ବଇ: ପୁଣି ଥରେ କରୋନା ଯୁଦ୍ଧରେ ଦେଶକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ବଲିଉଡ଼ ଅଭିନେତା ଅକ୍ଷୟ କୁମାର। କରୋନା ଯୋଦ୍ଧାଙ୍କ ପାଇଁ ସହାୟତାର ହାତ ବଢାଇ ପୁନର୍ବାର ସେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସେ ମୁମ୍ବଇ…
Read More...

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ୪ଲକ୍ଷ ଶ୍ରମ ଦିବସ ସୃଷ୍ଟି

ଭୁବନେଶ୍ବର : ବର୍ତ୍ତମାନ କଠିନ ପରିସ୍ଥିତିରେ ଲୋକମାନଙ୍କୁ କର୍ମନିୟୋଜନ ଯୋଗାଇ ଦେଇ ସେମାନଙ୍କ ଜୀବିକାକୁ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ମନରେଗା ଯୋଜନାକୁ ତ୍ୱରାନ୍ୱିତ…
Read More...

୨୦୮ଟି ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ୧୯ଲକ୍ଷ ୫୨ହଜାର ମାସ୍କ ବିକ୍ରି

ଭୁବନେଶ୍ଵର : ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ନିୟୋଜିତ କରି ଓର୍‌ମାସ୍‌ ଜରିଆରେ ମାସ୍କ ପ୍ରସ୍ତୁତି ଓ ବିତରଣ କରାଯାଉଛି । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ(ଏସ୍‌ଆଇଆର୍‌ଡି), ଭୁବନେଶ୍ୱରଠାରେ ଗୋଟିଏ ବିକ୍ରୟ…
Read More...

ନୂଆପଡ଼ାରେ ୨୦୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କୋଭିଡ୍‌ ହସ୍‌ପିଟାଲ୍

ଭୁବନେଶ୍ବର: କୋଭିଡ୍‌-୧୯ ଚିକିତ୍ସା ସେବାକୁ ରାଜ୍ୟର ସବୁ ଜିଲ୍ଲାକୁ ସଂପ୍ରସାରିତ କରିବା ଉଦ୍ଦେଶ୍ୟରେ ନୂଆପଡ଼ା ଜିଲ୍ଲାରେ ୨୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ୍‌ ହସ୍‌ପିଟାଲ୍‌ କାର୍ଯ୍ୟକ୍ଷମ ହୋଇଛି। ଏହାକୁ ମିଶାଇ…
Read More...

ପ୍ରବାସୀ ଓଡ଼ିଆଙ୍କ ଯାତାୟତ ପାଇଁ ଜାତୀୟସ୍ତରୀୟ ନୀତି ନିର୍ଦ୍ଧାରଣ ହେଉ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆଜି ଏକ ଭିଡ଼ିଓ କନ୍‌ଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରି ଛାତ୍ର, ଶ୍ରମଜୀବୀ, ତୀର୍ଥଯାତ୍ରୀ, ରୋଗୀ ଓ ବୃତ୍ତିଜୀବୀମାନଙ୍କ ସମେତ ଅଟକି…
Read More...

ସଫେଇ କର୍ମଚାରୀଙ୍କ ପ୍ରତି ସମସ୍ତେ ସହାନୁଭୂତିଶୀଳ ହେବା ଆବଶ୍ୟକ: ‘ଭୋସ୍‍-୯୨’

ଭୁବନେଶ୍ୱର : କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକ୍‍ଡାଉନ୍‍ ଜାରି କରାଯାଇଛି। ଏହି ପରୀପ୍ରେକ୍ଷୀରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଠପଢ଼ାକୁ ବାତିଲ କରାଯାଇଥିବାବେଳେ ସରକାରୀ ନିୟମାନୁସାରେ…
Read More...

ଧନୀ ଲୋକଙ୍କଠୁ କରୋନା ଟିକସ ଆଦାୟ ପ୍ରସ୍ତାବକୁ ସରକାରଙ୍କ ଅସ୍ବୀକାର

ମୁମ୍ବଇ : କରୋନା କାଳରେ ସରକାରଙ୍କୁ ଆର୍ଥିକ ସ୍ଥିତିରେ ବୃଦ୍ଧି ପାଇଁ ଧନୀ ଲୋକଙ୍କଠାରୁ ଟିକସ ଆଦାୟ କରିବାକୁ ଭାରତୀୟ ରାଜସ୍ବ ସେବା(ଆଇଆରଏସ) ଅଧିକାରୀଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ସରକାର ଅସ୍ବୀକାର…
Read More...

ବିଶ୍ୱକୁ ଦେଖିବାର ଦୃଷ୍ଟିକୋଣ ବଦଳାଇ ଦେବ ଅନୁଷ୍କାଙ୍କ ୱେବ୍‍ସିରିଜ୍‍: ଦେଖନ୍ତୁ ଟିଜର୍‍

ମୁମ୍ବଇ: ୨୦୧୮ ମସିହାରେ ‘ଜିରୋ’ ଚଳଚ୍ଚିତ୍ର ରିଲିଜ ପରେ ବଲିଉଡ୍‌ ଇଣ୍ଡଷ୍ଟ୍ରିରୁ ଏକପ୍ରକାର ଦୂରେଇ ଯାଇଥିବା ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବଶୀଘ୍ର ପ୍ରଯୋଜକ ଭାବେ ଡିଜିଟାଲ ପ୍ଲାଟଫର୍ମକୁ ଓହ୍ଲାଇବେ। ଏକ ଲମ୍ବା…
Read More...

ଧାରାବାହିକର ଗୋଟିଏ ଏପିସୋଡ଼୍‍ ପାଇଁ କେତେ ଟଙ୍କା ନିଅନ୍ତି ଜେନିଫର୍‍ ?

ମୁମ୍ବଇ: ଜେନିଫର ୱିନ୍‍ଗେଟ୍‍ ହେଉଛନ୍ତି ହିନ୍ଦୀ ଧାରାବାହିକ ଜଗତର ସବୁଠୁ ଚର୍ଚ୍ଚିତ ଓ ଲୋକପ୍ରିୟ ଅଭିନେତ୍ରୀ। ନିଜ ସୁନ୍ଦର ଚେହେରା ଏବଂ ଦକ୍ଷ ଅଭିନୟ ପାଇଁ ସେ ଘରେ ଘରେ ପରିଚିତ। ଦର୍ଶକଙ୍କ ହୃଦୟରେ ଏକ ବିଶେଷ…
Read More...

ଗଣମାଧ୍ୟମ ଖବରର ପ୍ରଭାବ : ପଦକ୍ଷେପ ନେଲେ ମନ୍ତ୍ରୀ, ହିତାଧିକାରୀଙ୍କୁ ମଳିଲା ସାମଗ୍ରୀ

ଭୁବନେଶ୍ବର : ରାଜ୍ୟର କେତେକ ଅଂଚଳରେ ଗରିବ ଲୋକ ସରକାରୀ ସାହାଯ୍ୟ ପାଇ ନଥିବା ଖବର ଗଣମାଧ୍ୟମରେ ଆସିବା ପରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ତ୍ବରିତ ପଦକ୍ଷେପ…
Read More...

ଏକ ମାସ ପରେ ଖୋଲିଲା ଦୋକାନ : ମଧ୍ୟବିତ୍ତ ବ୍ୟବସାୟୀ ସାମାନ୍ୟ ଆଶ୍ୱସ୍ତ 

ସମ୍ବଲପୁର : କରୋନା ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ଆପଦା ସ୍ଥିତିକୁ ମୁକାବିଲା କରିବା ପାଇଁ ସରକାର ଦେଶକୁ ଏକ ମାସରୁ ଉର୍ଦ୍ଧ୍ବ ସମୟ ହେବ ଲକ ଡାଉନ କରି ରଖିଛନ୍ତି। କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନଗୁଡିକୁ…
Read More...

ଲୋକଙ୍କ ମନ କିଣୁଛି ଅଜୟଙ୍କ ଲକ୍‍ଡାଉନ୍‍ ଗୀତ

ମୁମ୍ବଇ: କରୋନା ଭୂତାଣୁ ଏବଂ ଲକଡାଉନକୁ ଦୃଷ୍ଟିରେ ରଖି ବଲିଉଡ ଅଭିନେତା ଅଜୟ ଦେବଗନ ୟୁଟ୍ୟୁବରେ ଏକ ନୂଆ ଗୀତ ରିଲିଜ୍‍ କରିଛନ୍ତି। ଏହି ଗୀତର ଟାଇଟଲ ରହିଛି ‘ଠେହେର୍‌ ଯା’। ଏହି ଗୀତ ସାହାଯ୍ୟରେ ଅଜୟ ଦେଶବାସୀଙ୍କୁ…
Read More...

ମେ ୩ପରେ ରଥଯାତ୍ରା ନିଷ୍ପତ୍ତି : ବିଧିରକ୍ଷାପାଇଁ ଶ୍ରୀମନ୍ଦିର ଭିତରେ ଚନ୍ଦନଯାତ୍ରା

ପୁରୀ : ମେ ୩ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ ବଳବତ୍ତର ଥିବାରୁ ସରକାରୀ କଟକଣା ଅନୁଯାୟୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ କୌଣସି ପର୍ବ ଓ ଯାତ୍ରା ମନ୍ଦିର ବାହାରେ କରାଯିବ ନାହିଁ। ଠାକୁରଙ୍କ ବିଧି ରକ୍ଷାପାଇଁ ଶ୍ରୀମନ୍ଦିର…
Read More...

ଚୁଟିକାଟିବା ବଢ଼ାଇଲା କରୋନା ଚିନ୍ତା : ଗୋଟିଏ ଗାଁର ୬ ସଂକ୍ରମିତ

ଭୋପାଳ : କରୋନା ସଂକ୍ରମଣ ରୋକିବାକୁ ଦେଶରେ ଲକଡାଉନ କରାଯାଇଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡି ଅନ୍ୟ କିଛି କାରବାର ନକରିବାକୁ କୁହାଯାଇଛି। କେବଳ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ମାତ୍ର କିଛି ଲୋକଙ୍କ…
Read More...

୬୫ହଜାର ଉଠାଦୋକାନୀଙ୍କ ପାଇଁ ୧୯କୋଟି ମଞ୍ଜୁର

ଭୁବନେଶ୍ବର :  କୋଭିଡ୍‌-୧୯ର ଲକ୍‌ ଡାଉନ୍‌ ସମୟରେ ସହରାଞ୍ଚଳ ଉଠା ଦୋକାନୀମାନଙ୍କ ଜୀବିକା ପ୍ରଭାବିତ ହୋଇଥିବା ପରିପ୍ରେକ୍ଷୀରେ ସେମାନଙ୍କୁ ସ୍ୱତନ୍ତ୍ର ଆର୍ଥିକ ସହାୟତା ଦେବା ନିମନ୍ତେ ରାଜ୍ୟ ସରକାର ୧୯ କୋଟି ଟଙ୍କା…
Read More...

୧୫,୩୯,୬୧୮ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ୨୩୧କୋଟି ଟଙ୍କା ପ୍ରଦାନ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ଅନୁସାରେ କୋଭିଡ୍‌-୧୯ ଲକ୍‌ ଡାଉନ୍‌ ସମୟରେ ରାଜ୍ୟର ୧୫,୩୯,୬୧୮ ଜଣ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ…
Read More...

ଡାକ୍ତରଖାନାକୁ ଡର; ବିଦ୍ୟାଳୟରେ ଖୋଲିଲା ଚିକିତ୍ସା କେନ୍ଦ୍ର

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଡାକ୍ତରଖାନା ସାମ୍ନା ପାଟଣା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅସ୍ଥାୟୀ ଜ୍ବର ଚିକିତ୍ସା କେନ୍ଦ୍ର ଖୋଲାଯାଇଛି । କରୋନା କଟକଣା…
Read More...

ଗାଁରେ ପହଞ୍ଚିଲା ବ୍ୟାଙ୍କ ଅଫ୍ ଇଣ୍ଡିଆର ଭ୍ରାମ୍ୟମାଣ ସେବା

ଖୁଣ୍ଟା : ବ୍ୟାଙ୍କ ଅଫ୍ ଇଣ୍ଡିଆର ଖୁଣ୍ଟା ଶାଖା ପକ୍ଷରୁ ଲକଡାଉନ ସମୟରେ ଗ୍ରାହକମାନଙ୍କ ନିକଟରେ ସେବା ପହଞ୍ଚାଇବା ଲକ୍ଷ୍ୟରେ ଗୁରୁବାରଠାରୁ ଖୁଣ୍ଟା ଓ ଗୋପବନ୍ଧୁ ନଗର ବ୍ଲକର କେତେକ ଗ୍ରାମରେ ଭ୍ରାମ୍ୟମାଣ ବ୍ୟାଙ୍କ…
Read More...

ବଜ୍ରାଘାତରେ ୨ ମୃତ, ଜଣେ ଗୁରୁତର

ବାସୁଦେବପୁର : ବାସୁଦେବପୁର ଅଂଚଳରେ ଗୁରୁବାର ବଜ୍ରପାତ ଘଟଣାରେ ପୃଥକ ଭାବେ ୨ ଜଣ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତ ବ୍ୟକ୍ତି ଦ୍ବୟ ହେଲେ ବିଷ୍ଣୁପଦ ବିଶ୍ବାସ(୪୫) ଓ ମହୁମାତା ହୋତା(୨୭)। ଉଭୟଙ୍କ…
Read More...

ହ୍ୱାଟ୍ସଆପରେ ଖୁବ୍‍ଶୀଘ୍ର ଆସିବ ୬ଟି ନୂଆ ଫିଚର୍‍; ଜାଣନ୍ତୁ ଏହା ସହ ଜଡ଼ିତ ଜରୁରୀ ତଥ୍ୟ

ନୂଆଦିଲ୍ଲୀ: ବହୁଳ ବ୍ୟବହୃତ ତଥା ଲୋକପ୍ରିୟ ମେସେଜିଂ ଆପ୍‍ ହ୍ୱାଟ୍ସଆପରେ କିଛି ନୂଆ ଫିଚର୍ସ ଉପଲବ୍ଧ ହେବ। ନୂଆ ଫିଚର୍ସକୁ ନେଇ କାମ ଚାଲିଛି ଏବଂ ଖୁବ୍‍ଶୀଘ୍ର ଏହାକୁ ଲଞ୍ଚ୍‍ କରାଯିବ ବୋଲି ଆଶା କରାଯାଉଛି। ତେବେ…
Read More...