ଆୟୁଷ୍ମାନଙ୍କ ବିନା ନିର୍ମାଣ ହେବ ‘ବଧାଇ ହୋ-୨’: ଏହି ଅଭିନେତାଙ୍କୁ ମିଳିଲା ମୁଖ୍ୟ ଭୂମିକା

ମୁମ୍ବଇ: ୨୦୧୮ରେ ମୁକ୍ତିଲାଭ କରିଥିବା ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଚଳଚ୍ଚିତ୍ର ‘ବଧାଇ ହୋ’ ଖୁବ୍‍ ଲୋକପ୍ରିୟତା ହାସଲ କରିଥିଲା। କାହାଣୀଠୁ ଆରମ୍ଭ କରି ଅଭିନୟ ପର୍ଯ୍ୟନ୍ତ, ସବୁକିଛି ଅନେକ ପ୍ରଶଂସା ସାଉଁଟିଥିଲା।…
Read More...

ପର୍ସରେ ରଖନ୍ତୁ ଏହି ଜିନିଷ: କମିବ ଖର୍ଚ୍ଚ, ହେବନି ଟଙ୍କାର ଅଭାବ

ବେଳେବେଳେ ଏମିତି ହୁଏ, ଆୟ ତୁଳନାରେ ବ୍ୟୟ ଖୁବ୍‌ ଅଧିକ ହୋଇଥାଏ। ଆମେ ଯେତେ ଯାହା କଲେ ମଧ୍ୟ ଖର୍ଚ୍ଚ କମେନାହିଁ। ହେଲେ ଆମେ ଏ ବିଷୟରେ ଅବଗତ ନଥା’ନ୍ତି ଯେ, ଏପରି ହେବାର ଏକ ମୁଖ୍ୟ କାରଣ ବାସ୍ତୁଦୋଷ ମଧ୍ୟ ହୋଇଥାଏ।…
Read More...

ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କୁ ଉପହାର: ମୋ ବସ୍‌ରେ ମାଗଣାରେ ଯାତ୍ରା କରିବେ

ଭୁବନେଶ୍ବର: ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସରେ ରାଜ୍ୟ ସରକାର ମହିଳାମାନଙ୍କୁ ବିଶେଷ ସୁବିଧା ଯୋଗାଇଦେବେ। ଆସନ୍ତାକାଲି ମହିଳାମାନେ ମୋ ବସ୍ରେ ମାଗଣାରେ ଯାତ୍ରା କରିପାରିବେ। ଗୋଟିଏ ସ୍ଥାନରୁ ଆଉ ଗୋଟିଏ…
Read More...

ବକ୍ସ ଅଫିସରେ ରେକର୍ଡ଼ କଲା ‘ବାଗୀ-୩’

ମୁମ୍ବଇ: ବଲିଉଡ଼ ଅଭିନେତା ଟାଇଗର ଶ୍ରଫ୍‍ ଓ ଅଭିନେତ୍ରୀ ଶ୍ରଦ୍ଧା କପୁର ଅଭିନୀତ ଚଳଚ୍ଚିତ୍ର ‘ବାଗୀ-୩’ ବକ୍ସ ଅଫିସରେ ଉଲ୍ଲେଖନୀୟ ପ୍ରଦର୍ଶନ ଜାରି ରଖିଛି। ଆୟ ଭିତ୍ତିରେ ଚଳଚ୍ଚିତ୍ର ଅନେକ ରେକର୍ଡ଼ ସୃଷ୍ଟି କରିଛି।…
Read More...

ଗର୍ଭାବସ୍ଥାରେ ନିୟମିତ ଖାଆନ୍ତୁ ବିଟ୍‌: ଉଭୟ ମାଆ ଓ ଶିଶୁ ପାଇଁ ରାମବାଣ

ଗର୍ଭାବସ୍ଥାରେ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବାକୁ ଡାକ୍ତର ପରାମର୍ଶ ଦେଇଥାଆନ୍ତି। ଖାସ୍‌ କରି ଫଳ ଏବଂ ପନିପରିବା ଭରପୂର ମାତ୍ରାରେ ଖାଇବା ଉଚିତ। ଏଥିରେ ଥିବା ପୋଷକ ତତ୍ତ୍ୱ ଉଭୟ ମାଆ ଓ ଗର୍ଭସ୍ଥ ଶିଶୁର ବିକାଶ…
Read More...

ପାକ୍‍ କମେଡ଼ି କିଙ୍ଗ୍‍ଙ୍କ ପରଲୋକ: ଶୋକ ବ୍ୟକ୍ତ କଲେ ଇମ୍ରାନ୍‍ ଖାନ୍‍

ନୂଆଦିଲ୍ଲୀ: ପାକିସ୍ତାନର ଲୋକପ୍ରିୟ ହାସ୍ୟାଭିନେତା ଅମାନୁଲ୍ଲାହ ଖାନଙ୍କର ୭୦ ବର୍ଷ ବୟସରେ ପରଲୋକ ଘଟିଛି। ଶୁକ୍ରବାର ଲାହୋର ସ୍ଥିତ ଡାକ୍ତରଖାନାରେ ଫୁସ୍‍ଫୁସ୍‍ ଓ ବୃକକ୍‍ ଜନିତ ରୋଗ କାରଣରୁ ସେ ଶେଷ ନିଃଶ୍ୱାସ…
Read More...

କେବିସି ନାଁରେ ଠକେଇ ପଛରେ ପାକିସ୍ତାନୀ ଗ୍ୟାଙ୍ଗ୍‍, ୩ ଗିରଫ

ମୁମ୍ବଇ: ବଲିଉଡ଼ ମହାନାୟକ ଅମିତାଭ ବଚ୍ଚନଙ୍କ ଟିଭି ରିୟାଲିଟି ଶୋ’ ‘କୌନ୍‍ ବନେଗା କରୋଡ଼ପତି’ର ଲୋକପ୍ରିୟତା କାହାରିକୁ ଅଛପା ନାହିଁ। ହେଲେ ବହୁବାର ଦେଖିବାକୁ ମିଳିଛି ଶୋ’ର ଲୋକପ୍ରିୟତାର ଅପବ୍ୟବହାର କରାଯାଉଛି।…
Read More...

ବିକାଶ ନାଁରେ ବିନାଶ – ଆଦାୟ ହୋଇପାରୁନି ଆତ୍ମସାତ ଅର୍ଥ

ଲୋଇସିଂହା: ଗ୍ରାମାଞ୍ଚଳରେ ଗମନାଗମନର ବିକାଶ ପାଇଁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଅନୁଦାନ ଆସୁଥିବା ବେଳେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକରେ କିନ୍ତୁ ଏହାର କୌଣସି ପ୍ରଭାବ ଦେଖିବାକୁ…
Read More...

ଗୁଜବ: କରୋନା ଭୟରେ ଖାଉଛନ୍ତି ତୁଳସୀପତ୍ର

ଆଗଲପୁର: ସାରାବିଶ୍ୱରେ ଏବେ କରୋନା ଭାଇରସକୁ ନେଇ ଆତଙ୍କ ଖେଳିଯାଇଥିବା ବେଳେ ଏବେ ଏଥିରୁ ମୁକ୍ତି ପାଇବା ପାଇଁ ଜନସାଧାରଣ ତୁଳସୀ ପତ୍ର ଖାଉଥିବା ଦେଖିବାକୁ ମିଳୁଛିା ଏଭଳି ଘଟଣା ଦେଖିବାକୁ ମିଳିଛି ଆଗଲପୁର ଅଞ୍ଚଳରେ।…
Read More...

ହୋଲିରେ ଆପଣାନ୍ତୁ ଏହି ସ୍ବତନ୍ତ୍ର ଉପାୟ: ଦାରିଦ୍ର୍ୟତା ଦୂର ହେବା ସହ ବଜାୟ ରହିବ ସୁଖ-ଶାନ୍ତି

ପାଖେଇ ଆସୁଛି ରଙ୍ଗର ପର୍ବ ହୋଲି। ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକ ସମସ୍ତେ ଏହି ପର୍ବକୁ ଅତି ଆନନ୍ଦ ଉଲ୍ଲାସର ସହ ପାଳନ କରନ୍ତି। ବାସ୍ତୁଶାସ୍ତ୍ର ଅନୁଯାୟୀ ହୋଲି ପର୍ବ ଅତ୍ୟନ୍ତ ଶୁଭ ହୋଇଥାଏ। ତେଣୁ ଏହିଦିନ…
Read More...

ପରଦାରେ ‘ବାଗୀ-୩’: ଟାଇଗରଙ୍କ କ୍ୟାରିୟରର ସବୁଠୁ ବଡ଼ ରିଲିଜ୍‍

ମୁମ୍ବଇ: ଟାଇଗର ଶ୍ରଫ୍‍ ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘ବାଗୀ-୩’ ଶୁକ୍ରବାର ପରଦାକୁ ଆସିଛି। ‘ବାଗୀ’ ସିରିଜ୍‍ର ଏହା ତୃତୀୟ ଚଳଚ୍ଚିତ୍ର। ବକ୍ସ ଅଫିସରେ ଏହାକୁ ହିଟ୍‍ କରିବା ପାଇଁ ନିର୍ମାତା ଯଥାସମ୍ଭବ…
Read More...

ଏସ୍‌ସିବିରୁ ଚମ୍ପଟ୍ ମାରିଥିବା କରୋନା ସନ୍ଦିଗ୍ଧଙ୍କ ପତ୍ତା ମିଳିଲା

କଟକ: କଟକ ଏସ୍‌ସିବି ମେଡିକାଲରୁ ଶୁକ୍ରବାର ଚମ୍ପଟ୍ ମାରିଥିବା କରୋନା ସନ୍ଦିଗ୍ଧଙ୍କୁ ଠାବ କରାଯାଇଛି। ସେ ଭୁବନେଶ୍ୱରର ଏକ ହୋଟେଲରେ ରହିଥିବା ସୂଚନା ମିଳିଛି। ସନ୍ଦିଗ୍ଧ ବ୍ୟକ୍ତି ଜଣକ ଆୟର୍ଲାଣ୍ଡର ନାଗରିକ। ଗୁରୁବାର…
Read More...

ପାରାଦୀପରେ କରୋନା ସନ୍ଦିଗ୍ଧ: ଏସ୍‌ସିବି ସ୍ଥାନାନ୍ତର

ଜଗତସିଂହପୁର: ବିଶ୍ବବ୍ୟାପୀ ମହାମାରୀର ରୂପ ନେଇଥିବା କରୋନାର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଓଡ଼ିଶା ଏଯାବତ୍ ଏଥିରୁ ବର୍ତ୍ତି ରହିଥିବା ବେଳେ ମଙ୍ଗଳବାର ରାଜ୍ୟରେ ୨ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି।…
Read More...

ଆଜିଠୁ +୨ ପରୀକ୍ଷା: ଯାଜପୁରରେ ପରୀକ୍ଷା ଦେଲେ ୧୭ ହଜାର ୧୧୧ ଜଣ ଛାତ୍ରଛାତ୍ରୀ

ଯାଜପୁର: ମଙ୍ଗଳବାରଠାରୁ ଆରମ୍ଭହୋଇଛି +୨ ପରୀକ୍ଷା। ଜିଲାରେ ୫୬ଟି କଲେଜରେ ମୋଟ ୧୭ ହଜାର ୧୧୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ପରୀକ୍ଷାକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଜିଲାରେ ୭ଟି ପରୀକ୍ଷା ହବ୍ ଗଠନ…
Read More...

ଲାଞ୍ଜିଗଡ଼ରେ ଝାଡ଼ାବାନ୍ତି; ୩୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ, ଜଣେ ମୃତ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ସ୍ଥିତ ଛତ୍ରପୁର ପଞ୍ଚାୟତର ଟାଙ୍ଗକଣା ଗାଁ’ରେ ୧୫ ଦିନହେଲା ଝାଡ଼ାବାନ୍ତି ବ୍ୟାପିଛି। ଏଥିରେ ୩୦ରୁ ଅଧିକ ଲୋକ ଆକ୍ରାନ୍ତ ଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ସୋମବାର…
Read More...

ସପ୍ତାହକୁ ୨ ଥର ଖାଆନ୍ତୁ ମାଛ: ଦୂର ହେବ ଏହି ପ୍ରାଣଘାତୀ ରୋଗ ଆଶଙ୍କା

ଆଜିକାଲି ଅନିୟମିତ ଜୀବନଶୈଳୀ ଓ ଖାଦ୍ୟ ପେୟରେ ଅବହେଳା ଯୋଗୁଁ ଲୋକେ ନାନାଦି ପ୍ରାଣଘାତୀ ରୋଗର ଶିକାର ହେଉଛନ୍ତି। ତା’ ମଧ୍ୟରୁ ହୃଦ୍‌ରୋଗ ଅନ୍ୟତମ। ଏହା କେତେବେଳେ କାହାକୁ କେଉଁଠି ହେବ କହିହେବ ନାହିଁ। ସୁସ୍ଥ ଆହାର…
Read More...

ଆବୁଧାବୀରେ ‘ବଣ୍ଟି ଔର୍‍ ବବ୍‍ଲୀ-୨’ର ଶୁଟିଂ ଶେଷ

ମୁମ୍ବଇ: ଚଳିତ ବର୍ଷ ଖରାଦିନେ ମୁକ୍ତିଲାଭ କରିବାକୁ ଥିବା ୟଶରାଜ ଫିଲ୍ମସ୍‍ର ‘ବଣ୍ଟି ଔର୍‍ ବବ୍‍ଲୀ-୨’ର ଟିମ୍‍ ଆବୁଧାବୀରେ ଚଳଚ୍ଚିତ୍ରର ଅଧିକାଂଶ ଭାଗର ଶୁଟିଂ ଶେଷ କରିଛନ୍ତି। ଆବୁଧାବୀର ୨ ଟି ସ୍ଥାନ ଅର୍ଥାତ୍‍…
Read More...

ବୀଣାପାଣି ମହାନ୍ତିଙ୍କୁ ଅତିବଡ଼ୀ ସମ୍ମାନ

ଭୁବନେଶ୍ୱର: ନିଜର ଆଜୀବନ ସାହିତ୍ୟିକ କୃତି ପାଇଁ ନିକଟରେ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହୋଇଥିବା ପ୍ରଖ୍ୟାତ ସାହିତ୍ୟିକା ବୀଣାପାଣି ମହାନ୍ତି ୨୦୧୯ ବର୍ଷ ପାଇଁ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପାଇବେ। ଏହା…
Read More...

ଭାରତରେ ପୁଣି କରୋନା ଭୟ : ୨ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ପୁଣି ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଣେ ନୂଆଦିଲ୍ଲୀର ବାସିନ୍ଦା ହୋଇଥିବା ବେଳେ ଆଉ ଜଣେ ତେଲେଙ୍ଗାନାର ବୋଲି ଜଣାପଡ଼ିଛି। ସୋମବାର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା…
Read More...

ରିଲିଜ୍‍ ହେଲା ‘ସୂର୍ଯ୍ୟବଂଶୀ’ର ଟ୍ରେଲର

ମୁମ୍ବଇ: ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’ର ଟ୍ରେଲର ସୋମବାର ରିଲିଜ୍‍ ହୋଇଛି। ଅକ୍ଷୟ କୁମାରଙ୍କ ଅଭିନୀତ ଏହି ଆକ୍ସନ ଭିତ୍ତିକ ଚଳଚ୍ଚିତ୍ରରେ ଏଥର ସିଂଘମ୍‍ ଓ ସିମ୍ବାଙ୍କ ଝଲକ୍‍…
Read More...

ଶରୀରରୁ ଭାତୁଡ଼ି ହଟାଇବାର ଘରୋଇ ଉପାୟ

ଶରୀରରେ ଭାତୁଡ଼ି ହେଲେ ଏହା ଶରୀରକୁ ଅସୁନ୍ଦର କରିଦିଏ। ଏହାକୁ ହଟାଇବାକୁ ଲୋକେ ଅନେକ ଉପଚାର କରିଥାଆନ୍ତି। ଶେଷରେ ସବୁ ଉପଚାରରେ ବିଫଳ ହୋଇ ଅନେକ ଟଙ୍କା ଖର୍ଚ୍ଚ କରି ଅସ୍ତ୍ରୋପଚାର କରି ଏହାକୁ ଶରୀରରୁ ହଟାଇ…
Read More...

‘ମାଷ୍ଟର ସେଫ୍ ଇଣ୍ଡିଆ ସିଜନ୍-୬’ର ଟାଇଟଲ ହାସଲ କଲେ ଓଡ଼ିଆ ପୁଅ ଅବିନାଶ

ମୁମ୍ବଇ: ପୁଣି ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି ଜଣେ ଓଡ଼ିଆ। ଷ୍ଟାର ପ୍ଲସ୍‌ରେ ପ୍ରସାରିତ ହେଉଥିବା ଖାଦ୍ୟଭିତ୍ତିକ ରିୟାଲିଟି ଶୋ’ ‘ମାଷ୍ଟର ସେଫ୍ ଇଣ୍ଡିଆ ସିଜନ୍-୬’ର ବିଜେତା ହୋଇଛନ୍ତି ଓଡ଼ିଆ ପୁଅ ଅବିନାଶ…
Read More...

ଭାରତୀୟ ମଜଦୁର ସଂଘର ପ୍ରତିଷ୍ଠାତା ଠେଙ୍ଗଡିଜୀଙ୍କ ଜନ୍ମ ଶତବାର୍ଷିକୀ ପାଳିତ

ଧାମରା: ଭାରତୀୟ ମଜଦୁର ସଂଘର ପ୍ରାଣ ପ୍ରତିଷ୍ଠାତା ଦତୋପନ୍ତ ଠେଙ୍ଗଡିଜୀଙ୍କ ଜନ୍ମ ଶତ ବାର୍ଷିକୀ ଧାମରା ନିକଟସ୍ଥ ଜେଜେ ରିସୋର୍ଟ ହୋଟେଲର ସଭାକକ୍ଷରେ ରବିବାର ମହା ଆଡ଼ମ୍ବରରେ ପାଳିତ ହୋଇ ଯାଇଛି। ଏହି ଉପଲକ୍ଷେ ଆୟୋଜିତ…
Read More...

ମଦ ପିଇ ନାଗିନ୍‍ ଡାନ୍ସ କଲେ ୬ ପୁଲିସ କର୍ମୀ: ଭିଡିଓ ଭାଇରାଲ୍‍

ହାଇଦ୍ରାବାଦ: ତେଲଙ୍ଗାନାର କୋଥୁର ପୁଲିସ ଷ୍ଟେସନର ୬ ଜଣ ପୁଲିସ କର୍ମୀଙ୍କ ଏକ ଭିଡିଓ ଶନିବାରଠାରୁ ଭାଇରାଲ୍‍ ହେଉଛି। ସେମାନେ ଖୁଲ୍ଲମ୍‍ଖୁଲ୍ଲା ମଦ ପିଇ ନାଗିନ୍‍ ଡାନ୍ସ କରୁଥିବା ଦେଖିବାକୁ ମିଳିଛି। ଭିଡିଓରେ ନଜର…
Read More...

୬ ମାସର ଶିଶୁକୁ କଚାଡ଼ି କଚାଡ଼ି ହତ୍ୟା କଲା ମାଆ

ଅଲୀଗଡ଼: ଅଲୀଗଡ଼ର ଜୱାଁ ସ୍ଥିତ ରାମପୁର ଗାଁରେ ଘରୋଇ କଳହକୁ ନେଇ ଉତ୍ତ୍ୟକ୍ତ ମାଆ ନିଜ ଛଅ ମାସର ଶିଶୁକନ୍ୟାକୁ ଚଟାଣରେ କଚାଡ଼ି କଚାଡ଼ି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମହିଳାଙ୍କର ନିଜ ସ୍ୱାମୀଙ୍କ ସହ କୌଣସି କାରଣରୁ…
Read More...

ତ୍ବଚାର ଟ୍ୟାନ୍ ସମସ୍ୟା ଚୁଟ୍‌କିରେ ଦୂର କରିବ ଏହି ଉପାୟ

ଖରାଦିନ ଆସିଲେ ତ୍ୱଚାରେ ସନ୍‌ବର୍ନ ବା ଟ୍ୟାନିଂ ସମସ୍ୟାକୁ ନେଇ ଚିନ୍ତା ବଢିଯାଏ। ଏହାକୁ ଦୂର କରିବା ଲାଗି ଆମେ ବିଭିନ୍ନ ପ୍ରକାରର ଉପାୟ ମଧ୍ୟ ଆପଣେଇଥାଉ। ଯଦି ଆପଣ ଏଭଳି ସମସ୍ୟା ଦେଇ ଗତି କରୁଛନ୍ତି ତେବେ…
Read More...

‘ଭୁଲ୍‍ ଭୁଲୈୟା-୨’: ଡାହାଣୀଙ୍କ ମଝିରେ କାର୍ତ୍ତିକ-କିୟାରା

ମୁୁମ୍ବଇ: କାର୍ତ୍ତିକ ଆର୍ଯ୍ୟନ୍‍ ଏବେ ନିଜ ଆଗାମୀ ଚଳଚ୍ଚିତ୍ର ‘ଭୁଲ୍‍ ଭୁଲୈୟା-୨’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଜୟପୁରରେ ଏହାର ଶୁଟିଂ ଜାରି ରହିଛି। ପୂର୍ବରୁ ଶୁଟିଂ ସମୟର ଅନେକ ଭିଡିଓ ସାମାଜିକ ଗଣମାଧ୍ୟମରେ…
Read More...

‘ହାଥୀ ମେରେ ସାଥୀ’: ଭିନ୍ନ ରୂପରେ ରାଣା ଦଗୁବାତୀ

ମୁମ୍ବଇ: ବ୍ଲକ୍‍ବଷ୍ଟର ଚଳଚ୍ଚିତ୍ର ‘ବାହୁବଳୀ’ରେ ଭଲ୍ଲାଲଦେବ ଭୂମିକାରେ ଅଭିନୟ କରି ଖୁବ୍‍ ଲୋକପ୍ରିୟତା ହାସଲ କରିଥିବା ଅଭିନେତା ରାଣା ଦଗୁବାତୀ ଏବେ ତାଙ୍କ ଆଗାମୀ ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚାରେ ଅଛନ୍ତି।…
Read More...

କେଶ ଝଡ଼ିବା ସମସ୍ୟାରୁ ଚୁଟ୍‌କିରେ ମୁକ୍ତି ଦେବ ଏହି ଉପାୟ

ଆଜିକାଲି କେଶ ଝଡ଼ିବା ସମସ୍ୟାକୁ ନେଇ ସମସ୍ତେ ଚିନ୍ତିତ। ଖାସ୍‌ କରି ମହିଳାମାନଙ୍କ ପାଇଁ ଏବେ ଏହା ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏହା ବ୍ୟତୀତ କେଶ ଧଳା ହେବା ଓ ଦୋମୁହାଁ ହେବା ଆଦି ସମସ୍ୟା ମଧ୍ୟ ଦେଖାଦେଉଛି।…
Read More...

ଦିଲ୍ଲୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ସଂଜ୍ଞାହୀନ ଅବସ୍ଥାରେ ଯୁବତୀ ଉଦ୍ଧାର: ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଉତ୍ତର କ୍ୟାମ୍ପସ ସ୍ଥିତ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବୋଣ୍ଟା ପାହାଡ଼ିଆ ଅଞ୍ଚଳରୁ ଶନିବାର ଜଣେ ଯୁବତୀଙ୍କୁ ବେହୋସ୍‍ ଅବସ୍ଥାରେ ଉଦ୍ଧାର କରାଯାଇଛି। ଯୁବତୀଙ୍କ…
Read More...

ଟିଆର୍‍ପି ପାଇଁ ନାଟକ ବନ୍ଦ: ଖୁବ୍‍ଶୀଘ୍ର ନିଜ ପ୍ରେମିକାଙ୍କୁ ବିବାହ କରିବେ ଆଦିତ୍ୟ

ମୁମ୍ବଇ: ‘ଇଣ୍ଡିଆନ ଆଇଡଲ୍‍ ସିଜନ୍‍-୧୧’ ନିଜ ପ୍ରତିଯୋଗୀମାନଙ୍କୁ ନେଇ ଏମିତିରେ ଖୁବ୍‍ ଚର୍ଚ୍ଚାରେ ରହିଛି। ହେଲେ ଏହି ସିଜନ୍‍ରେ ବିଚାରପତି ଦାୟିତ୍ୱ ତୁଲାଉଥିବା ନେହା କକ୍କର୍‍ ଓ ଉପସ୍ଥାପକ ଆଦିତ୍ୟ ନାରାୟଣଙ୍କ…
Read More...

ମୋଦୀ ଓ ଟ୍ରମ୍ପ୍‍ଙ୍କ ସମ୍ମୁଖରେ ଜୟ-ଜୟ କାର କରିବେ କୈଳାଶ ଖେର

ନୂଆଦିଲ୍ଲୀ: ଗୁଜରାଟର ଅହମଦାବାଦରେ ସୋମବାର ଅନୁଷ୍ଠିତ ହେବାକୁ ଥିବା ‘ନମସ୍ତେ ଟ୍ରମ୍ପ୍‍’ ସମାରୋହରେ ପ୍ରସିଦ୍ଧ ଗାୟକ କୈଳାଶ ଖେର୍‍ଙ୍କ ଜୟ ଜୟ କାର ଧ୍ୱନିରେ ମୋଟେରା ଷ୍ଟାଡିୟମ୍‍ ପ୍ରକମ୍ପିତ ହେବ। ପ୍ରଧାନମନ୍ତ୍ରୀ…
Read More...

କଟା ପିଆଜ ଫ୍ରିଜ୍‌ରେ ରଖୁଛନ୍ତି କି ?

ସାଧାରଣତଃ ଏହା ଆମେ ସମସ୍ତେ ଜାଣନ୍ତି ଯେ, ପିଆଜ ସ୍ବାସ୍ଥ୍ୟ ପ୍ରତି ଖୁବ୍ ଉପକାରୀ। ଏଥିରେ ଥିବା ଔଷଧୀୟ ଗୁଣ, ଆଣ୍ଟିି ବ୍ୟାକ୍ଟେରିଆଲ୍‌ ତତ୍ତ୍ୱଏବଂ ଆଣ୍ଟି ଇନ୍‌ଫ୍ଲାମେଟୋରୀ ଗୁଣ ହୃତପିଣ୍ଡ ଏବଂ ପାକସ୍ଥଳୀ ପାଇଁ…
Read More...

୪୪ ବର୍ଷ ବୟସରେ ଦ୍ବିତୀୟ ଥର ପାଇଁ ମାଆ ହେଲେ ଶିଳ୍ପା: ଘରକୁ ଆସିଲା କୁନି ପରୀ

ମୁମ୍ବଇ: ବଲିଉଡ଼ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କୁନ୍ଦ୍ରା ୪୪ ବର୍ଷ ବୟସରେ ଦ୍ୱିତୀୟଥର ମାଆ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ଶିଳ୍ପା ନିଜେ ଏହି ସୂଚନା ଦେଇଛନ୍ତି। ସରୋଗେସି ଜରିଆରେ ଫେବୃୟାରୀ ୧୫ ତାରିଖରେ ତାଙ୍କର…
Read More...

ଖାଲି ପେଟରେ ଖାଆନ୍ତୁ ନାହିଁ ଏସବୁ ଜିନିଷ: ଦେଖାଦେବ ଜଟିଳ ସମସ୍ୟା

ଏହା ଆମେ ସମସ୍ତେ ଜାଣନ୍ତି ଯେ, ସୁସ୍ଥ, ନିରୋଗ ତଥା ବଳବାନ୍ ରହିବା ପାଇଁ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ନିତାନ୍ତ ଆବଶ୍ୟକ। ଏହା ସହିତ ଖାଦ୍ୟକୁ ଠିକ୍ ସମୟରେ ମଧ୍ୟ ଖାଇବା ଉଚିତ। କାରଣ କୌଣସି ଖାଦ୍ୟକୁ ଭୁଲ ସମୟରେ…
Read More...

ବକ୍ସ ଅଫିସରେ ଭିକି-ଆୟୁଷ୍ମାନଙ୍କ ମଧ୍ୟରେ କଡ଼ା ଟକ୍କର

ମୁମ୍ବଇ: ନିକଟରେ ଜାତୀୟ ପୁରସ୍କାର ପ୍ରାପ୍ତ ଦୁଇ ଲୋକପ୍ରିୟ କଳାକାରଙ୍କ ମଧ୍ୟରେ ଶୁକ୍ରବାର ବକ୍ସ ଅଫିସରେ କଡ଼ା ଟକ୍କର ଦେଖା ଦେଇଛି। ଭିକି କୌଶଲଙ୍କ ଅଭିନୀତ ଚଳଚ୍ଚିତ୍ର ‘ଭୂତ୍‍: ପାର୍ଟ ୧ ଦି ହଣ୍ଟେଡ୍‍ ସିପ୍‍’ ଓ…
Read More...

ଏସସି/ଏସଟି ଏବଂ ଓବିସିଙ୍କ ସଂରକ୍ଷଣକୁ ସାମ୍ବିଧାନିକ ଅଧିକାର କରିବା ଦାବିରେ ଗଣଧାରଣା

କଳାହାଣ୍ଡି: ଏସସି/ଏସଟି ଏବଂ ଓବିସିଙ୍କ ସଂରକ୍ଷଣକୁ ସାମ୍ବିଧାନିକ ଅଧିକାର ଭାବେ ସୁନିଶ୍ଚିତ କରିବା ନିମନ୍ତେ ଆମ୍ବେଦକରରାଇଟ ପାର୍ଟି ଅଫ ଇଣ୍ଡିଆ ପକ୍ଷରୁ ଦାବି ହୋଇଛି। ଏନେଇ ଆଜି(ଗୁରୁବାର) କଳାହାଣ୍ଡି ଜିଲାପାଳ…
Read More...

ଏଣିକି ଅଟୋରେ ଯିବେନି ସ୍କୁଲ ପିଲା: ଜାରି ହେବ ନିର୍ଦ୍ଦେଶନାମା

ଭୁବନେଶ୍ୱର: ଏଣିକି ଅଟୋରେ ସ୍କୁଲ ପିଲାଙ୍କୁ ନ ନେବା ପାଇଁ ନିର୍ଦ୍ଦେଶନାମା ଜାରି କରାଯିବ। ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଅଟୋ ଚାଳକ, ଅଭିଭାବକ ଏବଂ ସ୍କୁଲ୍‍ କର୍ତ୍ତୃପକ୍ଷଙ୍କୁ ତାଗିଦ୍‍ କରାଯିବ।…
Read More...

ବାସୁଦେବପୁର ଏସ୍‍ଆଇ ମହାପ୍ରସାଦ ନାୟକ ନିଲମ୍ବିତ

ବାସୁଦେବପୁର: ତଦନ୍ତରେ ଅବହେଳା ନେଇ ଭଦ୍ରକ ଜିଲା ବାସୁଦେବପୁର ଥାନା ଏସ୍‍ଆଇ ନିଲମ୍ବିତ ହୋଇଛନ୍ତି। ସବ୍‍ଇନ୍ସପେକ୍ଟର ମହାପ୍ରସାଦ ନାୟକଙ୍କୁ ଆଜି(ଗୁରୁବାର) ଏସ୍‍ପି କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ସୂଚନା…
Read More...

ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ଅନନ୍ୟା: ବିଜୟଙ୍କ ସହ ଆସିବେ ନଜର

ମୁମ୍ବଇ: ଖୁବ୍‍ଶୀଘ୍ର ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ନଜର ଆସିବେ ବଲିଉଡ଼ ଅଭିନେତ୍ରୀ ଅନନ୍ୟା ପାଣ୍ଡେ। ନିର୍ଦ୍ଦେଶକ ପୁରୀ ଜଗନ୍ନାଧଙ୍କ ଆଗାମୀ ପ୍ରେଜେକ୍ଟରେ ଲୋକପ୍ରିୟ ଦକ୍ଷିଣ ଭାରତୀୟ ଅଭିନେତା ବିଜୟ ଦେଭରକୋଣ୍ଡାଙ୍କ…
Read More...

ସିଲ୍ ହେଲା ପଟିଆ ବିଗ୍ ବଜାର

ଭୁବନେଶ୍ୱର: ରାଜଧାନୀର ପଟିଆ ସ୍ଥିତ ବିଗ୍ ବଜାରକୁ ଗୁରୁବାର ସିଲ୍ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିଶନର ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ମଲ୍ ସିଲ୍ ହୋଇଛି। ପରିମଳ, ଅଗ୍ନି ନିରାପତ୍ତା…
Read More...

ଆଖଣ୍ଡଳମଣିଙ୍କ ଜାଗରଯାତ୍ରା ପାଇଁ ବ୍ୟାପକ ପୁଲିସ ମୁତୟନ

ଆରଡ଼ି: ବାବା ଆଖଣ୍ଡଳମଣିଙ୍କ ଜାଗରଯାତ୍ରା ପାଇଁ ଭଦ୍ରକ ସ୍ଥିତ ଆରଡ଼ି ପୀଠରେ ବ୍ୟାପକ ପ୍ରସ୍ତୁତି ଚାଲିଛିି। ବିଶେଷ କରି ପୀଠର ଶାନ୍ତିଶୃଙ୍ଖଳା ନିମନ୍ତେ ୩ଜଣ ମାଜିଷ୍ଟ୍ରେଟଙ୍କ ସହ ଜଣେ ଏସପି, ଜଣେ ଏଏସପି, ୪ଜଣ ଡିଏସପି,…
Read More...

କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟର ବିଭିନ୍ନ ସମସ୍ୟା ନେଇ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଠାକୁରମୁଣ୍ଡା: ଦିନକୁ ଦିନ ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରି ସରକାର ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଉଥିବା ବେଳେ ମୟୁରଭଞ୍ଜ ଜିଲା କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।…
Read More...

କରୋନା ସଂକ୍ରମିତଙ୍କ ସହ ଜାପାନୀ ଜାହାଜରେ ଫସିଛନ୍ତି ଓଡ଼ିଆ ଇଞ୍ଜିନିୟର

ବ୍ରହ୍ମପୁର: ଜାପାନର ୟୋକୋହମା ବନ୍ଦରରେ ଅଟକି ଥିବା ଜାହାଜରେ ଫସି ରହିଛନ୍ତି ଜଣେ ଓଡ଼ିଆ ଇଞ୍ଜିନିୟର। ତାଙ୍କୁ ଉଦ୍ଧାର କରିବାକୁ ତାଙ୍କ ବାପା ରାଜ୍ୟ ସରକାର ଓ ଭାରତ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି। ସେ ହେଉଛନ୍ତି…
Read More...

ଉଚ୍ଛେଦକୁ ବିରୋଧ କରି ସାଲିଆ ସାହିରେ ଉତ୍ତେଜନା: ବସ୍ତି ବାସିନ୍ଦା-ପୁଲିସ ମୁହାଁମୁହିଁ

ଭୁବନେଶ୍ୱର: ରାସ୍ତା ନିର୍ମାଣ ପାଇଁ ଉଚ୍ଛେଦକୁ ନେଇ ଭୁବନେଶ୍ବର ସାଲିଆ ସାହିରେ ବୁଧବାର ପ୍ରବଳ ଉତ୍ତେଜନା ଦେଖାଦେଇଛି। ଏପରିକି ପୁଲିସ ଓ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।…
Read More...

ଶ୍ରେଣୀଗୃହରୁ ଶିକ୍ଷକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପୁରୀ: ପୁରୀ ଜିଲା ନିମାପଡ଼ା ସ୍ଥିତ ଧୀରପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକଙ୍କ ଝୁଲନ୍ତା ମୃତଦେହ ବୁଧବାର ଶ୍ରେଣୀଗୃହରୁ ଉଦ୍ଧାର ହୋଇଛି। ମୃତ ଶିକ୍ଷକଙ୍କ ନାଁ ଆର୍ତ୍ତତ୍ରାଣ ସ୍ୱାଇଁ। ତେବେ ସେ ଆତ୍ମହତ୍ୟା…
Read More...

ପରୀକ୍ଷା ଆରମ୍ଭ ଦିନରୁ ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ !

ଧର୍ମଗଡ଼: ବୋର୍ଡ଼ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ସତ୍ତ୍ବେ ଚଳିତ ବର୍ଷ ମଧ୍ୟ ମାଟ୍ରିକ୍ ପଶ୍ନପତ୍ର ଲିକ୍‌କୁ ରୋକା ଯାଇପାରିନାହିଁ। ପରୀକ୍ଷାର ଆରମ୍ଭ ଦିନରେ ହିଁ ମାତୃଭାଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଘଟଣା ସାମ୍ନାକୁ…
Read More...

ଶ୍ରୀଲୋକନାଥ ମନ୍ଦିରରେ ପଙ୍କୋଦ୍ଧାର ଏକାଦଶୀ

ପୁରୀ: ମହାଶିବରାତ୍ରୀ ପୂର୍ବରୁ ବୁଧବାର ପୁରୀ ଶ୍ରୀଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ ଅନୁଷ୍ଠିତ ହୋଇଛି। ଏହି ଅବସରରେ ମନ୍ଦିର ଭିତରୁ ପଙ୍କୋଦ୍ଧାର କରାଯାଇଛି। ପରମ୍ପରା ମୁତାବକ, ଫାଲୁଗୁନ କୃଷ୍ଣପକ୍ଷ ଏକାଦଶୀରେ…
Read More...

ସିଟି ପବ୍ଲିକ୍‍ ସ୍କୁଲ୍‍ର ରୌପ୍ୟ ଜୟନ୍ତୀ ଉତ୍ସବ ପାଳିତ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ସିଟି ପବ୍ଲିକ୍‍ ସ୍କୁଲ୍‍ର ରୌପ୍ୟ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ କିସ୍‍ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଡ. ସୁଜାତା ଆଶର୍ଯ୍ୟ ମୁଖ୍ୟ ଅତିଥି ଓ ଗିତାଳି ପଣ୍ଡା ସମ୍ମାନୀତ…
Read More...

ଦର୍ଶକଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ଗୋବିନ୍ଦାଙ୍କ ନୂଆ ପ୍ରୟାସ

ମୁମ୍ବଇ: ବଲିଉଡ଼ର ବହୁମୁଖୀ ପ୍ରତିଭା ତଥା ଲୋକପ୍ରିୟ କଳାକାର ଗୋବିନ୍ଦା ନିଜର ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଲଞ୍ଚ୍ କରିଛନ୍ତି। ତାଙ୍କ ଚ୍ୟାନେଲର ନାଁ ରହିଛି ‘ଗୋବିନ୍ଦା ନଂ-୧’। ସମୟ ସହିତ ତାଳ ଦେଇ ସେ ମଧ୍ୟ ଡିଜିଟାଲ…
Read More...

ଏସବୁ ଦିଗ ପ୍ରତି ଧ୍ୟାନ ଦେଲେ ମିଳିବ ଅଣ୍ଟା ଯନ୍ତ୍ରଣାରୁ ମୁକ୍ତି

ଆଜିକାଲି ଅଧିକାଂଶ ଲୋକ ଅଣ୍ଟା ବିନ୍ଧା ସମସ୍ୟାକୁ ନେଇ ଚିନ୍ତିତ। ଏପରିକି କିଛି ଲୋକ ଯେତେ ଯାହା ଉପଚାର କରାଇଲେ ମଧ୍ୟ କୌଣସି ସୁଫଳ ପାଇ ପାରୁନାହନ୍ତି। ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇ ଯନ୍ତ୍ରଣାରୁ କିଛି ସମୟ ପାଇଁ…
Read More...

କଏଦୀରୁ ଏମ୍‍ବିବିଏସ୍‍ : ଜେଲରେ ୧୪ ବର୍ଷ କାଟି ମଧ୍ୟ ସ୍ୱପ୍ନ ସାକାର କଲେ ସୁଭାଷ

କାଲାବୁରାଗୀ: କର୍ଣ୍ଣାଟକ ସ୍ଥିତ କାଲାବୁରାଗୀର ସୁଭାଷ ପାଟିଲ ଜେଲରେ ରହି ନିଜ ସ୍ୱପ୍ନକୁ ସାକାର କରିଛନ୍ତି। ଡାକ୍ତର ହୋଇ ଲୋକମାନଙ୍କ ସେବା କରିବାର ଇଚ୍ଛା ତାଙ୍କର ପିଲାବେଳୁ ଥିଲା, ଯାହା ଆଜି ସାକାର ହୋଇଛି। ୧୪…
Read More...

ତ୍ବଚାକୁ ସୁସ୍ଥ ଓ ଚମକପ୍ରଦ ରଖିବାର ସର୍ବୋତ୍ତମ ଉପାୟ ବାମ୍ଫ

ସାଧାରଣତଃ ଏକ ସୁନ୍ଦର ଓ ଆକର୍ଷଣୀୟ ତ୍ବଚା ପାଇବାକୁ ସମସ୍ତେ ଚାହାନ୍ତି। ଖାସ୍‌ କରି ମହିଳାମାନେ ନିଜ ତ୍ବଚାକୁ ନେଇ ଅଧିକ ସଚେତନ। ନିଜ ଦୈନନ୍ଦିନ ଜୀବନରେ ମଧ୍ୟ ମହିଳାମାନେ ନିଜ ତ୍ୱଚା ପାଇଁ କିଛି ସମୟ ଦେଇଥାଆନ୍ତି ଓ…
Read More...

ମହାଶିବରାତ୍ରୀ-୨୦୨୦: ଏଥର ଏହି ସ୍ବତନ୍ତ୍ର ସ୍ଥାନରେ ପାଳନ୍ତୁ ମହାଦେବଙ୍କ ପର୍ବ

ଆଉ ମାତ୍ର କିଛିଦିନ ପରେ ଅର୍ଥାତ୍ ୨୧ ଫେବୃଆରୀରେ ମହାଶିବରାତ୍ରୀ। ସେଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଦେଶର ସମସ୍ତ ଶୈବପୀଠ। ତେବେ ଆମ ଦେଶର କିଛି ବିଶେଷ ସ୍ଥାନରେ ମହାଶିବରାତ୍ରୀର ସ୍ବତନ୍ତ୍ର ମାହାତ୍ମ୍ୟ ରହିଛି। ସେହି…
Read More...

ସରକାରୀ ଯୋଜନାର କାର୍ଯ୍ୟାନ୍ବୟନ ତଦାରଖ କରିବେ କିନ୍ନର

ଯାଜପୁର: ଆଉ ସରକାରୀ ବାବୁ ନୁହେଁ ଏଣିକି କିନ୍ନରମାନେ ହେବେ ପରିବର୍ତ୍ତନର ବାର୍ତ୍ତାବହ। ଏଭଳି ଏକ ନିଆରା ଉଦ୍ୟମ ଆରମ୍ଭ କରିଛି ଯାଜପୁର ଜିଲାପ୍ରଶାସନ। ସରକାରୀ ଯୋଜନାକୁ ସଠିକ୍ ଢ଼ଙ୍ଗରେ କାର୍ଯ୍ୟକାରୀ କରିବା ଦିଗରେ…
Read More...

ଜମି ପଟ୍ଟା ବଣ୍ଟନରେ ଅନିୟମିତତା ଅଭିଯୋଗ: ଟିଟିଲାଗଡ଼ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ଟିଟିଲାଗଡ଼: ଜମି ପଟ୍ଟା ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ କରି ଟିଟିଲାଗଡ଼ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ନରାବାହାଲି ଗ୍ରାମର ଭୂମିହୀନ ପରିବାର ବିକ୍ଷୋଭ ପ୍ରଦର୍ଶନ କରିବା ସହ ନାରାବାଜି…
Read More...

ପରଦାକୁ ଆସିଲା ‘ଲଭ୍‍ ଆଜ୍‍ କଲ୍‍-୨’: କାହାଣୀକୁ ନେଇ ନିରାଶ ଦର୍ଶକ

ମୁମ୍ବଇ: ବଲିଉଡ଼ର ନୂଆ ତଥା ଲୋକପ୍ରିୟ ଯୋଡ଼ି କାର୍ତ୍ତିକ ଆର୍ଯ୍ୟନ୍‍-ସାରା ଅଲୀ ଖାନ୍‍ ଅଭିନୀତ ଚଳଚ୍ଚିତ୍ର ‘ଲଭ୍‍ ଆଜ୍‍ କଲ୍‍-୨’ ଶୁକ୍ରବାର ଭାଲେଣ୍ଟାଇନ୍ସ ଡେ’ ଅବସରରେ ମୁକ୍ତିଲାଭ କରିଛି। ଇମ୍‍ତିଆଜ୍‍ ଅଲୀଙ୍କ…
Read More...

ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‍ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ପ୍ରସଙ୍ଗ: ମାମଲା ସ୍ଥାନାନ୍ତର ନେଇ ସରକାରଙ୍କ ବିଜ୍ଞପ୍ତି

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ୍‍ ପ୍ରତିଷ୍ଠା ଦାବିରେ ଆଇନଜୀବୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଫଳରେ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ମାମଲାଗୁଡ଼ିକର ଶୁଣାଣି ହୋଇ ପାରୁନାହିଁ। ଏହାକୁ ଦୃଷ୍ଟିରେ…
Read More...

ମାଟ୍ରିକ୍ ପରୀକ୍ଷାକୁ ନେଇ ପ୍ରଧାନଶିକ୍ଷକମାନଙ୍କ ସଚେତନତା କର୍ମଶାଳା

ଯାଜପୁର: ଆସନ୍ତା ୧୯ ତାରିଖରୁ ସାରା ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା। ଗୋଟିଏ ପଟେ ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତି ଚଳାଇଥିବା ବେଳେ ଅନ୍ୟପଟେ ପରୀକ୍ଷା ପରିଚାଳନା ପାଇଁ ପୁରା…
Read More...

ସତ୍ୟବାଦୀରେ ଆଚାର୍ଯ୍ୟ ହରିହର ଜୟନ୍ତୀ ପାଳିତ

ସୁଆଣ୍ଡୋ: ପୁରୀ ଜିଲା ସତ୍ୟବାଦୀରେ ବୁଧବାର ରୂଷିପ୍ରତିମ ଆଚାର୍ଯ୍ୟ ହରିହରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ସତ୍ୟବାଦୀ ବିକାଶ ପରିଷଦ ପକ୍ଷରୁ ଆୟୋଜନ କରାଯାଇଥିଲା। ପରିଷଦ ସଭାପତି ଗୁଣ୍ଡିଚା ବରାଳ…
Read More...

ଏସ୍‌ପିଙ୍କୁ ଭେଟି ନ ପାରିବାରୁ ନିଜ ଦେହରେ ନିଆଁ ଲଗାଇଲେ ବିଜେଡ଼ି ନେତ୍ରୀ

ବ୍ରହ୍ମପୁର: ଏସ୍‌ପିଙ୍କୁ ଭେଟି ନ ପାରିବାରୁ ବିଜେଡ଼ି ନେତ୍ରୀ ମିନାକ୍ଷୀ ମିଶ୍ର ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଏମକେସିଜି ମେଡିକାଲରେ ଭର୍ତ୍ତି…
Read More...

ରାଉରକେଲାରେ ପ୍ରତିଷ୍ଠା ହେବ ଟୁଲ୍ ରୁମ୍ ଟ୍ରେନିଂ ସେଣ୍ଟର: ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ବର: ଓଡ଼ିଶାର ରାଉରକେଲାରେ ଟୁଲ୍ ରୁମ୍ ଟ୍ରେନିଂ ସେଣ୍ଟର ପ୍ରତିଷ୍ଠା ହେବ। କେନ୍ଦ୍ର ସରକାର ଏଥିପାଇଁ ୨୦୦ କୋଟି ଟଙ୍କା ଖର୍ଚ୍ଚ କରିବେ। ରାଜ୍ୟ ସରକାର ଏଥିପାଇଁ ଜମି ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛନ୍ତି…
Read More...

ଶ୍ରୀଜୀଉଙ୍କ ବନକଲାଗି ନୀତି ପାଇଁ ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିରରେ ଆଜି(ବୁଧବାର) ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ…
Read More...

ଆତ୍ମସମର୍ପଣ କଲା ମାଓବାଦୀ କମାଣ୍ଡର ଜିପ୍ରୋ ହବିକା

ମାଲକାନଗିରି: ମାଓବାଦୀ କମାଣ୍ଡର ଜିପ୍ରୋ ହବିକା ବୁଧବାର ମାଲକାନଗିରି ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ଜିପ୍ରୋର ଘର କୋରାପୁଟ ଜିଲା ଖଜାଗୁଡ଼ା ଗାଁରେ। ସେ ୨୦୧୨ରେ ସିପିଆଇ(ମାଓବାଦୀ ସଙ୍ଗଠନ)ରେ ଯୋଗ ଦେଇଥିଲା।…
Read More...

ପ୍ରତ୍ୟେକ ଦିନ ବାସ୍‌ ଗୋଟିଏ ସେଓ !

ସାଧାରଣତଃ ସେଓ ଖାଇବାକୁ ଅଧିକାଂଶ ଲୋକ ଭଲପାଆନ୍ତି। ହେଲେ ଖୁବ୍‌ କମ୍‌ ଲୋକ ଏହାର ଉପକାରୀତା ବିଷୟରେ ଜାଣନ୍ତି। ପ୍ରତ୍ୟେକ ଦିନ ମାତ୍ର ଗୋଟିଏ ସେଓ ଖାଇଲେ ଯାବତୀୟ ରୋଗ ଆପଣଙ୍କଠାରୁ ଦୂରେଇ ରହିବ। ନିୟମିତ ସେଓ ଖାଇବା…
Read More...

ଆଦିବାସୀ ବିକାଶ ସମିତି ସଭାପତିଙ୍କୁ ନିଲମ୍ବନ ଦାବିରେ ଛାତ୍ରଛାତ୍ରୀଙ୍କ ରାସ୍ତା ଅବରୋଧ

ବଲାଣି: କେନ୍ଦୁଝର ଜିଲା ବଡ଼ବିଲ ଥାନା ସେରେଣ୍ଡା ସ୍ଥିତ ଆଦିବାସୀ ବିକାଶ ସମିତି ସଭାନେତ୍ରୀ ଦମୟନ୍ତୀ ସାମଲଙ୍କ ବହିଷ୍କାର ଦାବିରେ ମଙ୍ଗଳବାର ଆଦିବାସୀ ବିକାଶ ସମିତି ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ମାନେ…
Read More...

ଝିଅ ପ୍ରେମ ବିବାହ କରିବାରୁ ଜୀବନ ହାରିଲେ ପୂରା ପରିବାର

ଗଡ଼ଚିରୋଲି: ମହାରାଷ୍ଟ୍ରରେ ଜଣେ ୨୪ ବର୍ଷୀୟା ଯୁବତୀ ଅନ୍ୟ ଜାତିର ଯୁବକଙ୍କୁ ପ୍ରେମ ବିବାହ କରିବାରୁ ଯୁବତୀଙ୍କ ପରିବାର ଏପରି ଏକ ପଦକ୍ଷେପ ନେଇଛନ୍ତି, ଯାହା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସମାଜରେ…
Read More...

କିଛି ବିଶେଷ ଘରୋଇ ଉପାୟ, ଯାହା ତ୍ବଚାରେ ଆଣିବ ଅଦ୍ଭୁତ ଚମକ

ସାଧାରଣତଃ ଗୋରା, ଚମକପ୍ରଦ ଏବଂ କୋମଳ ତ୍ୱଚା ପାଇଁ ସମସ୍ତେ ଚାହାନ୍ତି। ଏଥିପାଇଁ ବଜାରରୁ ଅନେକ ଦାମୀ ପ୍ରସାଧନ ସାମଗ୍ରୀ ଆଣି ବ୍ୟବହାର କରିବା ସହିତ ଡାକ୍ତରଙ୍କ ନିକଟକୁ ଯାଇ ଅନେକ ଅର୍ଥ ବ୍ୟୟରେ ଉପଚାର ମଧ୍ୟ…
Read More...

‘କଭି ଇଦ୍‍ କଭି ଦିୱାଲୀ’: ସଲମାନଙ୍କ ନାୟିକା ସାଜିବେ ପୂଜା ହେଗଡ଼େ

ମୁମ୍ବଇ: ବଲିଉଡ଼ ସୁପରଷ୍ଟାର ସଲମାନ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ‘କଭି ଇଦ୍‍ କଭି ଦିୱାଲୀ’ର ଘୋଷଣା ହୋଇସାରିଛି। ଚଳଚ୍ଚିତ୍ର ବିଷୟରେ ଘୋଷଣା ହେବା ପରଠାରୁ ସିନେପ୍ରେମୀମାନେ ଚଳଚ୍ଚିତ୍ରରେ ସଲମାନଙ୍କ ନାୟିକା କିଏ…
Read More...

ଗିରିରାଜଙ୍କୁ ଅଶ୍ରୁଳ ବିଦାୟ: ଶେଷ ଦର୍ଶନ ପାଇଁ ଜନତାଙ୍କ ଭିଡ଼

କାନପୁର: ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଦେଶର ପ୍ରଖ୍ୟାତ ସାହିତ୍ୟିକ, ଗାନ୍ଧୀବାଦୀ ତଥା ଆଇଆଇଟି କାନପୁରର ପୂର୍ବତନ ରେଜିଷ୍ଟ୍ରାର ଗିରିରାଜ କିଶୋରଙ୍କ ଅନ୍ତିମ ଦର୍ଶନ ପାଇଁ ସୋମବାର ଅଶ୍ରୁଳ ବିଦାୟ ଦିଆଯାଇଛି। ଏହି…
Read More...

ମାଛ ଖାଇଲେ ଦୂର ହୁଏ ଅନେକ ରୋଗ

ଆମ ଭିତରୁ ଅନେକ ଲୋକ ମାଛ ଖାଇବାକୁ ଭଲପାଆନ୍ତି। ଏପରି କିଛି ଲୋକ ମଧ୍ୟ ଅଛନ୍ତି, ଯେଉଁମାନେ ମାଛ ଖାଇବାକୁ ଏତେଟା ପସନ୍ଦ କରନ୍ତି ନାହିଁ କିମ୍ବା ଆଦୌ ଖାଆନ୍ତି ନାହିଁ। ତେବେ ମାଛ ଖାଇବା ଦ୍ବାରା ମିଳୁଥିବା…
Read More...

ଟେଡି ଡେ’ : ହୃଦୟର ଭାବନାକୁ ବ୍ୟକ୍ତ କରିବାର ସର୍ବୋତ୍କୃଷ୍ଟ ମାଧ୍ୟମ ଟେଡି

୧୦ ଜାନୁଆରୀ ହେଉଛି ଭାଲେଣ୍ଟାଇନ ସପ୍ତାହର ଚତୁର୍ଥ ଦିନ ବା ଟେଡି ଡେ। ପ୍ରେମୀଯୁଗଳ ଏହି ଦିନକୁ ଆନନ୍ଦର ସହ ଧୁମ୍‌ଧାମ୍‌ରେ ପାଳନ କରନ୍ତି। ଏହା ଏକ କୌତୁତିଆ ତଥା ମନୋହର ଜିନିଷ ହୋଇଥିବାରୁ କେହି କେହି ନିଜ ବନ୍ଧୁ…
Read More...

ଏକ ତରଫା ପ୍ରେମକୁ ନେଇ ଶିକ୍ଷୟିତ୍ରୀଙ୍କ ଦେହରେ ନିଆଁ ଲଗାଇଥିଲା ବିବାହିତ ବ୍ୟକ୍ତି; ଚିକିତ୍ସାଧୀନ ଅବସ୍ଥାରେ ଆଖି…

ୱାର୍ଦ୍ଧା: ଏକ ତରଫା ପ୍ରେମକୁ ନେଇ ଆକ୍ରମଣର ଶିକାର ହୋଇଥିବା ମହାରାଷ୍ଟ୍ରର ୱାର୍ଦ୍ଧା ସ୍ଥିତ ହିଙ୍ଗନଘାଟର ଶିକ୍ଷୟିତ୍ରୀ ଶେଷରେ ସୋମବାର ଆଖି ବୁଜିଛନ୍ତି। ଅର୍ଦ୍ଧଦଗ୍ଧ ଅବସ୍ଥାରେ ଡାକ୍ତରଖାନାରେ ସପ୍ତାହେ ଧରି ଜୀବନ…
Read More...

ଆପଣଙ୍କ ଉଜ୍ବଳତା କମାଇଥାଏ ଏସବୁ ଖାଦ୍ୟ-ପାନୀୟ

ସାଧାରଣତଃ ଏକ ସୁନ୍ଦର ଓ ଆକର୍ଷଣୀୟ ତଥା ଉଜ୍ଜ୍ଵଳ ଚେହେରା ପାଇବାକୁ ସମସ୍ତେ ଚାହାନ୍ତି। ଖାସ୍‌ କରି ମହିଳାମାନେ ଏ ଦିଗ ପ୍ରତି ଅଧିକ ସଚେତନ। କିନ୍ତୁ ବେଳେବେଳେ ତ୍ବଚାର ଅନେକ ଯତ୍ନ ନେଇ ମଧ୍ୟ ତ୍ବଚା ମଳିନ ଦେଖାଯିବା…
Read More...

ପୁଲିସ ସହ ଦୌଡ଼ିଲେ ‘ସୂର୍ଯ୍ୟବଂଶୀ’ ଟିମ୍‍

ମୁମ୍ବଇ: ଆଗାମୀ ବଲିଉଡ଼ ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’ର ଟିମ୍‍ ଆଜି(ରବିବାର) ମହାରାଷ୍ଟ୍ର ପୁଲିସର ଅନ୍ତର୍ଜାତୀୟ ଗଣଦୌଡ଼ରେ ସାମିଲ ହୋଇଛନ୍ତି। ମୁମ୍ବଇରେ ଆୟୋଜିତ ହୋଇଥିବା ଏହି ଗଣଦୌଡ଼ରେ ଚଳଚ୍ଚିତ୍ରର ମୁଖ୍ୟ ଅଭିନେତା…
Read More...

ଗର୍ଭାବସ୍ଥାରେ ଭୁଲ୍‌ରେ ଖାଆନ୍ତୁ ନାହିଁ ଏସବୁ ଖାଦ୍ୟ; ହୋଇପାରେ ଗର୍ଭପାତ

ସାଧାରଣତଃ ଗର୍ଭାବସ୍ଥାରେ ଖାଦ୍ୟ-ପାନୀୟ ଉପରେ ବିଶେଷ ଧ୍ୟାନ ଦେବା ସହ ସତର୍କ ରହିବାକୁ ଡାକ୍ତର ପରାମର୍ଶ ଦେଇଥାଆନ୍ତି। କାରଣ ଏହି ସମୟରେ ଟିକିଏ ଅସାବଧାନତା ଯୋଗୁଁ ଗର୍ଭସ୍ଥ ଶିଶୁକୁ କ୍ଷତି ପହଞ୍ଚିଥାଏ। ଏପରି କିଛି…
Read More...

ଜାପାନରୁ ଆସିଲା ୨ ଓଡ଼ିଆଙ୍କ ମୃତଦେହ; ସହଯୋଗ କଲା ‘ଓଡ଼ିଶା-ମୋ ପରିବାର’

ଭୁବନେଶ୍ୱର: ଜାପାନର ଟୋକିଓ ସହରରେ ଗତ ୨୯ ତାରିଖରେ ମୃତ୍ୟୁ ଘଟିଥିବା ୨ ଓଡ଼ିଆ ଯୁବକଙ୍କ ମୃତଦେହ ଆଣିବାରେ ‘ଓଡ଼ିଶା-ମୋ ପରିବାର’ ସହଯୋଗ କରିଛି। ଖୋଦ୍‍ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ‘ଓଡ଼ିଶା-ମୋ ପରିବାର’ ଆବାହକ…
Read More...

କରୋନା ପାଇଁ ଔଷଧ ତିଆରି କଲେ ତିବ୍ଦତୀୟ ଡାକ୍ତର

ଧର୍ମଶାଳା: ଚୀନ ସମେତ ଅନେକ ଦେଶର ଶହଶହ ଲୋକଙ୍କ ପ୍ରାଣ ନେଇଥିବା କରୋନା ଭାଇରସରୁ ରକ୍ଷା ପାଇବାର ଔଷଧ ଜଣେ ତିବ୍ଦତୀୟାନ ଡାକ୍ତର ପ୍ରସ୍ତୁତ କରିଥିବା ଦାବି କରିଛନ୍ତି। ମେକ୍ଲୋଡ୍‍ଗଞ୍ଜ ସ୍ଥିତ ତିବ୍ଦତୀୟାନ ମେଡିକାଲ…
Read More...

୭ ଲକ୍ଷ ଟଙ୍କାର ଗଞ୍ଜେଇ ଓ ଭାଙ୍ଗ ଜବତ; ୪ ଗିରଫ

କଟକ: କଟକ ମଙ୍ଗୁଳି ଛକରୁ ରବିବାର ୭ ଲକ୍ଷ ଟଙ୍କାର ଗଞ୍ଜେଇ ଓ ଭାଙ୍ଗ ଜବତ ହୋଇଛି। ଏହା ସହିତ ୪ ଜଣ ନିଶା ବେପାରୀଙ୍କୁ ଗିରଫ କରାଯାଇଛି। କଟକ କେନ୍ଦ୍ରାଞ୍ଚଳ ଅବକାରୀ ସ୍କ୍ବାଡ୍ ଚଢାଉ କରି ନିଶା ବେପାରୀଙ୍କୁ ଗିରଫ…
Read More...

ପଥର ଖୋଲରୁ ଡିଜେଲ ବାହାରିବା ଘଟଣା: ପେଟ୍ରୋଲ ପମ୍ପ ବନ୍ଦ କଲେ ମାଲିକ

କନ୍ଧମାଳ: ଦାରିଙ୍ଗବାଡ଼ିର ଲଦପାଙ୍ଗା ଅଞ୍ଚଳରେ ଏକ ପଥର ଖୋଲରୁ ଡିଜେଲ ବାହାରିବା ଘଟଣା ପରେ ଶନିବାର ସନ୍ଧ୍ୟାରୁ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପକୁ ମାଲିକ ବନ୍ଦ କରିଦେଇ ଛନ୍ତି। ତେବେ ପେଟ୍ରୋଲ ପମ୍ପ କେଉଁ କାରଣ…
Read More...

ନିଆଁ ଲାଗି ଜଳିଗଲା ଘର

ବାଲେଶ୍ବର: ବାଲେଶ୍ବର ଜିଲା ସୋର ପୌରସଂସ୍ଥାର ୧୫ନମ୍ବର ଓ୍ବାର୍ଡ ତୁଣ୍ଡପଡ଼ା ଗ୍ରାମରେ ଅଗ୍ନିକାଣ୍ଡ ଘଟି ଶରତ ନାଥଙ୍କ ଘର ଭସ୍ମୀଭୂତ ହୋଇଯାଇଛି। ସୋର ଅଗ୍ନିଶମ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ…
Read More...

ମୋ ବସ୍‌ରେ ଭାରତୀୟ ହକି ଖେଳାଳି

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିିୟମ୍‌ରେ ଶନିବାର ଭାରତ ଓ ବେଲ୍‍ଜିୟମ ମଧ୍ୟରେ ପ୍ରୋ-ଲିଗ୍‍ ହକି ମ୍ୟାଚ୍‍ ଖେଳାଯିବ। ମ୍ୟାଚ୍‍ ପୂର୍ବରୁ ଆଜି(ଶୁକ୍ରବାର) ଅପରାହ୍ନରେ ମୋ ବସ୍‌ରେ ଯାତ୍ରା କରି ଖେଳାଳି ଅଭ୍ୟାସ…
Read More...

ସତ୍ୟବାଦୀ ମହୋତ୍ସବ ପାଇଁ ସୁଆଣ୍ଡୋରୁ ବାହାରିଲା ଗୋପବନ୍ଧୁ ଜ୍ୟୋତି

ସୁଆଣ୍ଡୋ: ସତ୍ୟବାଦୀ ମହୋତ୍ସବ ଉପଲକ୍ଷେ ଶୁକ୍ରବାର ସୁଆଣ୍ଡୋରୁ ଗୋପବନ୍ଧୁ ଜ୍ୟୋତି ଯାତ୍ରା ଆରମ୍ଭ ହୋଇଛି। ପଣ୍ଡିତଜୀଙ୍କ ଷଠିଘରୁ କମିଟି ସଦସ୍ୟଙ୍କ ଦ୍ଵାରା ଜ୍ୟୋତିକୁ ନିଆଯାଇଛି। ମହୋତ୍ସବ କମିଟି ପକ୍ଷରୁ…
Read More...

ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ତାରାତାରିଣୀ ମନ୍ଦିର ସେବାୟତ

ଭୁବନେଶ୍ୱର: ରାଜ୍ୟର ପୁରାତନ ଶକ୍ତି ସ୍ଥଳ ତାରାତାରିଣୀ ପୀଠର ଉନ୍ନତିକରଣ ପାଇଁ ପ୍ରସ୍ତୁତ ବିକାଶ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବାରୁ ଶୁକ୍ରବାର ମନ୍ଦିର ସେବାୟତମାନେ ନବୀନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।…
Read More...

ଆସନ୍ତାକାଲି ରାଷ୍ଟ୍ରୀୟ ଲୋକ ଅଦାଲତ

କଟକ: ଓଡ଼ିଶା ହାଇକୋର୍ଟ ସମେତ ରାଜ୍ୟର ବିଭିନ୍ନ ଅଦାଲତରେ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ଚଳିତ ବର୍ଷର ଏହି ପ୍ରଥମ ଲୋକ ଅଦାଲତ ପାଇଁ ୫୫ ହଜାରରୁ ଊର୍ଦ୍ଧ୍ବ ମାମଲା ଫଇସଲା ପାଇଁ ତାଲିକାଭୁକ୍ତ ହୋଇଛି।…
Read More...

ସ୍ୱାଭିମାନ ଅଞ୍ଚଳରେ ମାଓବାଦୀ ଦମନ ଅପରେସନ ଜୋରଦାର: ବିପୁଳ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ

ମାଲକାନଗିରି: ମାଲକାନଗିରି ଜିଲାର ସ୍ୱାଭିମାନ ଅଞ୍ଚଳରେ ମାଓବାଦୀ ଦମନ ଅପରେସନକୁ ଜୋରଦାର କରାଯାଇଛି। ଓଡ଼ିଶା ପୁଲିସ, ବିଏସଏଫ, କୋବ୍ରା ଏବଂ ଆନ୍ଧ୍ର ପୁଲିସ ପକ୍ଷରୁ କରାଯାଇଥିବା ଏହି ଅପରେସନ ସମୟରେ ବିପୁଳ ପରିମାଣର…
Read More...

ବିଧାନସଭା ଷ୍ଟାଣ୍ଡିଂ କମିଟିର ସମ୍ବଲପୁର ଗସ୍ତ

ସମ୍ବଲପୁର: ବିଧାନସଭା ଷ୍ଟାଣ୍ଡିଂ କମିଟିର ୪ ଜଣିଆ ଟିମ୍ ଶୁକ୍ରବାର ସମ୍ବଲପୁର ଗସ୍ତରେ ଆସିଛନ୍ତି। ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇଙ୍କ ଅଧ୍ୟକ୍ଷତାରେ ବିଧାନସଭା ଷ୍ଟାଣ୍ଡିଂ କମିଟିର ବୈଠକ ସମ୍ବଲପୁରର ସର୍କିଟ…
Read More...

ପିକ୍ଅପ୍ ଭ୍ୟାନ୍ ତଳେ ଚାପି ହୋଇ ଚାଲିଗଲା ଶ୍ରମିକଙ୍କ ଜୀବନ

ବାଲେଶ୍ବର: ବାଲେଶ୍ବର ଜିଲା ଶିଳ୍ପାଞ୍ଚଳ ଥାନା ନିକଟ ଜାତୀୟ ରାଜପଥର ବାମପଦା ଛକ ନିକଟରେ ଶୁକ୍ରବାର ସକାଳ ପ୍ରାୟ ସାଢ଼େ ୯ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ…
Read More...

କେନ୍ଦ୍ର ରେଳ ବଜେଟରେ ମୟୁରଭଞ୍ଜ ଜିଲା ଦାବିଗୁଡିକୁ ଅବହେଳା ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ

ମୟୁରଭଞ୍ଜ: କେନ୍ଦ୍ର ରେଳ ବଜେଟରେ ମୟୁରଭଞ୍ଜ ଜିଲାର ଦୀର୍ଘଦିନର ଦାବିଗୁଡିକୁ ସମ୍ପୂର୍ଣ୍ଣ ଭାବେ ଅବହେଳା ପ୍ରତିବାଦରେ ଗୁରୁବାର ଜିଲାପାଳଙ୍କ ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭଂଜସେନା ପକ୍ଷରୁ ଏହି…
Read More...

ବ୍ୟବସାୟୀଙ୍କ ଏଜେଣ୍ଟଠାରୁ ଲୁଟ୍ ଘଟଣା; ୫ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁରରେ ବ୍ୟବସାୟୀଙ୍କ ଏଜେଣ୍ଟ ଠାରୁ ଲୁଟ୍ ହୋଇଥିବା ଘଟଣାରେ ଗୁରୁବାର ୫ ଜଣଙ୍କୁ ଗିରଫ କରିଛି ବ୍ରହ୍ମପୁର ପୁଲିସ। ଗିରଫ ଅଭିଯୁକ୍ତଙ୍କ ନିକଟରୁ ୩୬, ୭୭,୦୦୦ ଟଙ୍କା, ୪୭,୦୦୦ ଟଙ୍କା ମୂଲ୍ୟର ସୁନା…
Read More...

‘କରୋନା’ ସ୍ଥିତି ସମୀକ୍ଷା ପାଇଁ ଏସ୍‌ସିବିରେ କେନ୍ଦ୍ରୀୟ ଟିମ୍

କଟକ: କୋରୋନାର ସ୍ଥିତି ଅନୁଧ୍ୟାନ ପାଇଁ ଗୁରୁବାର କେନ୍ଦ୍ରୀୟ ଟିମ୍ କଟକ ଏସ୍‌ସିବି ମେଡକାଲରେ ପହଞ୍ଚିଛନ୍ତି। ଡକ୍ଟର ଶିଖା ବର୍ଦ୍ଧନ, ଡକ୍ଟର କପୁର ଚୌଧୁରୀ ଓ ଡକ୍ଟର ଅନୁରାଧା ସୁଲାନିଆଙ୍କୁ ନେଇ ଗଠିତ ଏହି ଟିମ୍…
Read More...

ନିଶା ଖାଇ ରାସ୍ତାରେ ଗଡ଼ୁଥିଲେ ଏସ୍ଆଇ: ନିଲମ୍ବନ କଲେ ଏସ୍‌ପି

ବେତନଟୀ: ନିଶାସକ୍ତ ଅବସ୍ଥାରେ ରାସ୍ତାରେ ଗଡ଼ୁଥିବା ଜଣେ ପୁଲିସ୍ ଏସ୍ଆଇଙ୍କୁ ବୁଧବାର ଆରକ୍ଷୀ ଅଧୀକ୍ଷକ ନିଲମ୍ବନ କରିଛନ୍ତି। ଏପରି ଘଟଣା ଘଟିଛି ମୟୁରଭଞ୍ଜ ଜିଲା ବେତନଟୀରେ। ସୂଚନା ଅନୁସାରେ, ବେତନଟୀ ଥାନା ଏସଆଇ…
Read More...

ଯାଜପୁରରେ ସିଏଏ ପ୍ରତିବାଦ ସମାବେଶ

ଯାଜପୁର: ନାଗରିକତା ସଂଶୋଧନ ଆଇନ(ସିଏଏ) ପ୍ରତିବାଦରେ ଗୁରୁବାର ଯାଜପୁରରେ ବିରାଟ ପ୍ରତିବାଦ ସମାବେଶ ଅନୁଷ୍ଠିତ ହୋଇଛି। ଆମେ ଭାରତବାସୀ ସଙ୍ଗଠନ ପକ୍ଷରୁ ଆୟୋଜିତ ଏହି ପ୍ରତିବାଦ ଶୋଭାଯାତ୍ରା ସମ୍ପୂର୍ଣ୍ଣ ଯାଜପୁର ସହର…
Read More...

ଟିଟିଲାଗଡ଼ରେ ନୂତନ ବ୍ୟାଙ୍କ କୋଠାର ଭିତ୍ତିପ୍ରସ୍ତର ସ୍ଥାପନ

ଟିଟିଲାଗଡ଼: ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ ଏବଂ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଦ୍ବାରା ଗୁରୁବାର ଟିଟିଲାଗଡ଼ ସହରରେ ନୂତନ ବ୍ୟାଙ୍କ…
Read More...

କେନ୍ଦ୍ର ବଜେଟ୍‌ରେ ପୂର୍ବତଟ ରେଳପଥକୁ ୫୮୬୫ କୋଟି: ଓଡ଼ିଶାର ଭାଗ ୪୩୭୩ କୋଟି

କମିଲା ଅନୁଦାନ, ମିଳିଲା ୨ ନୂଆ ପ୍ରକଳ୍ପ ନୂଆଦିଲ୍ଲୀ : ଚଳିତ ମାସ ୧ ତାରିଖରେ କେନ୍ଦ୍ର ସରକାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସଂସଦରେ ରେଳ ବଜେଟ ସହିତ ସାଧାରଣ ବଜେଟ ଉପସ୍ଥାପନ କରିସାରିଛନ୍ତି। ଚଳିତ ରେଳ ବଜେଟ…
Read More...

ଏସ୍‌ସିବିରେ ଆଉ ଜଣେ କରୋନା ସନ୍ଦିଗ୍ଧ

କଟକ: କରୋନା ସନ୍ଦେହରେ ମଙ୍ଗଳବାର ବିଳମ୍ବିତ ରାତିରେ ପୁଣି ଜଣେ ଚୀନ ଫେରନ୍ତା ଯୁବକ ଏସ୍‌ସିବିରେ ଭର୍ତ୍ତି ହୋଇଛନ୍ତି। ଯୁବକଙ୍କୁ ଏସ୍‌ସିବିରେ ସ୍ୱତନ୍ତ୍ର ୱାର୍ଡରେ ଭର୍ତ୍ତି କରାଯାଇଛି। ତାଙ୍କ ଘର ଜଗତସିଂହପୁର…
Read More...