ପବିତ୍ର ମକର ସଂକ୍ରାନ୍ତି ଅବସରରେ ବରୁଣେଶ୍ୱରଙ୍କ ପୀଠରେ ଭକ୍ତଙ୍କ ଭିଡ଼

ଯାଜପୁର: ପବିତ୍ର ମକର ସଂକ୍ରାନ୍ତି ଅବସରରେ ବୁଧବାର ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅରେଇ ଠାରେ ଥିବା ବାବା ବରୁଣେଶ୍ୱରଙ୍କ ପୀଠ ଚଳଚଞ୍ଚଳ ହୋଇ ଉଠିଛି। ଆଜିର ଦିନକୁ ବାବାଙ୍କ ସ୍ୱନକ୍ଷତ୍ର ଦିବସ ଭାବେ ପାଳନ କରାଯାଏ।…
Read More...

ହଜି ଯାଇଥିବା ଚମକକୁ ଚୁଟ୍‌କିରେ ଫେରାଇ ଆଣିବ ଅଙ୍ଗୁର ଫେସ୍‌ପ୍ୟାକ୍

ଶୀତଦିନେ ଥଣ୍ଡା ପବନ ଯୋଗୁ ଅଧିକାଂଶ ଲୋକମାନଙ୍କର ତ୍ୱଚା ଶୁଷ୍କ ହୋଇଯିବା ସହ ଚମକ ମଧ୍ୟ ହଜିଯାଏ। ତେଣୁ ଶୀତ ଦିନେ ତ୍ୱଚା ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଏପରି ଏକ ଘରୋଇ ଫେସ୍‌ପ୍ୟାକ୍ ଅଛି, ଯାହାକୁ ବ୍ୟବହାର…
Read More...

‘୮୩’: ୟଶପାଲ ଶର୍ମାଙ୍କ ଭୂମିକାରେ ଜତିନ, ସାମ୍ନାକୁ ଆସିଲା ପ୍ରଥମ ଲୁକ୍

ମୁମ୍ବଇ: ‘୮୩’ ଚଳଚ୍ଚିତ୍ରରେ କ୍ରିକେଟର ୟଶପାଲ ଶର୍ମାଙ୍କ ଭୂମିକାରେ ଅଭିନେତା ଜତିନ ସରନାଙ୍କ ପ୍ରଥମ ଲୁକ୍‍ ପୋଷ୍ଟର ମଙ୍ଗଳବାର ସାମ୍ନାକୁ ଆସିଛି। ପୋଷ୍ଟରରେ ସେ ବ୍ୟାଟ୍‍ ଉଠାଇ ୟଶପାଲଙ୍କ ଭଳି ସ୍ୱତନ୍ତ୍ର ଭଙ୍ଗିରେ…
Read More...

ଡୁଡଲ୍‍ ଜରିଆରେ କୈଫି ଆଜ୍‍ମୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲା ଗୁଗଲ୍‍

ନୂଆଦିଲ୍ଲୀ: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ଶବାନା ଆଜ୍‍ମୀଙ୍କ ପିତା ତଥା ପ୍ରସିଦ୍ଧ ଉର୍ଦ୍ଦୁ କବି ଓ ଲେଖକ କୈଫି ଆଜ୍‍ମୀଙ୍କ ୧୦୧ତମ ଜନ୍ମଦିନ ଅବସରରେ ମଙ୍ଗଳବାର ସର୍ବାଧିକ ବ୍ୟବହୃତ ସର୍ଚ୍ଚ ଇଂଜିନ ଗୁଗଲ୍‍ ତାଙ୍କୁ…
Read More...

ନିର୍ଭୟା ମାମଲା: ୨ ଦୋଷୀଙ୍କ କ୍ୟୁରେଟିଭ୍‍ ପିଟିଶନ ଖାରଜ, ଫାଶୀ ଥୟ

ନୂଆଦିଲ୍ଲୀ: ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଦୋଷୀ ବିନୟ ଶର୍ମା ଓ ମୁକେଶ ପକ୍ଷରୁ ଆବେଦନ କରାଯାଇଥିବା କ୍ୟୁରେଟିଭ୍‍ ପିଟିଶନ୍‍କୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ମଙ୍ଗଳବାର ଜଷ୍ଟିସ୍‍ ଏନ୍‍.ଭି. ରମଣା,…
Read More...

ନିଜ ଡାନ୍ସରେ ହ୍ରିତିକ୍‌ଙ୍କୁ ଚକିତ କରିଦେଲେ ଟିକ୍‍ଟକ୍‍ ୟୁଜର: ଅଭିନେତା କହିଲେ, କିଏ ଇଏ?

ମୁମ୍ବଇ: ବଲିଉଡ଼ର ଅଭିନେତା ହ୍ରିତିକ୍‍ ରୋଶନ ନିଜ ଅଭିନୟ ସହ ନୃତ୍ୟ ପାଇଁ ବେଶ୍‍ ଲୋକପ୍ରିୟ। ତାଙ୍କ ଭଳି ଡାନ୍ସ ମୁଭ୍‍ସ କରିବା ବଲିଉଡ଼ରେ ବୋଧ ହୁଏ ଆଉ କାହା ପାଇଁ ଏତେ ସହଜ ନୁହେଁ। କିନ୍ତୁ କ’ଣ ହେବ ଯଦି ନିଜେ…
Read More...

ସାମ୍ନାକୁ ଆସିଲା ‘ମିଷ୍ଟର ଲେଲେ’ର ପ୍ରଥମ ଲୁକ୍‍

ମୁମ୍ବଇ: ବଲିଉଡ଼ ଅଭିନେତା ବରୁଣ ଧାୱନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ମିଷ୍ଟର ଲେଲେ’ର ପ୍ରଥମ ଲୁକ୍‍ ସୋମବାର ସାମ୍ନାକୁ ଆସିଛି। ଚଳଚ୍ଚିତ୍ରର ପ୍ରଯୋଜକ କରଣ ଜୋହର ଓ ବରୁଣ ସାମାଜିକ ଗଣମାଧ୍ୟମରେ ଏହି ଲୁକ୍‍ ଶେୟାର…
Read More...

ଜାନୁଆରୀ ୧୭ରେ ଉତ୍‌କ୍ଷେପଣ ହେବ ଜିସାଟ୍-୩୦: ବଢିବ ଇଣ୍ଟରନେଟ୍‌ ସ୍ପିଡ୍

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ) ୧୭ ଜାନୁଆରୀରେ ଦେଶର ସବୁଠୁ ଶକ୍ତିଶାଳୀ ସଞ୍ଚାର ଉପଗ୍ରହ ଜିସାଟ୍-୩୦ ଉତ୍‌କ୍ଷେପଣ କରିବ। ଫ୍ରେଞ୍ଚ୍ ଗୁଏନାର କୋରୋଉ ଲଞ୍ଚପ୍ୟାଡ୍‌ରୁ ୟୁରୋପିଆନ୍ ହେଭି ରକେଟ୍…
Read More...

କାଶୀ ବିଶ୍ୱନାଥ ମନ୍ଦିରରେ ଲାଗୁ ହେବ ଡ୍ରେସ୍‍ କୋଡ୍‍ ବ୍ୟବସ୍ଥା

ବାରଣସୀ: ବାରଣସୀର କାଶୀ ବିଶ୍ୱନାଥ ମନ୍ଦିରରେ ଦର୍ଶନ ପାଇଁ ଡ୍ରେସ୍‍ କୋଡ୍‍ ବ୍ୟବସ୍ଥା କରାଯାଇଛି। ନିର୍ଦ୍ଧାରିତ ଡ୍ରେସ୍‍ କୋଡ୍‍ ମୁତାବକ ମନ୍ଦିରରେ କାଶୀ ବିଶ୍ୱନାଥଙ୍କ ସ୍ପର୍ଶ ଦର୍ଶନ ପାଇଁ ଏଣିକି ପୁରୁଷଙ୍କୁ…
Read More...

ବରଫରେ ଖସି ପାକ୍‍ ସୀମାରୁ ନିଖୋଜ ହେଲେ ଭାରତୀୟ ଯବାନ

ଡେରାଡୁନ୍‍: କାଶ୍ମୀରର ଗୁଲମର୍ଗରେ ମୁତୟନ ଥିବା ଡେରାଡୁନ ନିବାସୀ ଭାରତୀୟ ଯବାନ ରାଜେନ୍ଦ୍ର ସିଂହ ନେଗୀ ବରଫରେ ଖସିଯାଇ ପାକିସ୍ତାନ ସୀମାରେ ପହଞ୍ଚି ସେଠାରୁ ନିଖୋଜ ହୋଇଯାଇଛନ୍ତି। ରାଜେନ୍ଦ୍ର ସେନାରେ ହାବିଲଦାର…
Read More...

ଖୁବ୍‍ଶୀଘ୍ର ବର୍ଷର ପ୍ରଥମ ବ୍ଲକ୍‍ବଷ୍ଟର ଫିଲ୍ମ ପାଲଟିବ ‘ତାନାଜୀ’: ଜବରଦସ୍ତ ଆୟ ଜାରି

ମୁମ୍ବଇ: ଅଜୟ ଦେବଗନଙ୍କ ଅଭିନୀତ ଚଳଚ୍ଚିତ୍ର ‘ତାନାଜୀ: ଦି ଅନ୍‍ସଙ୍ଗ୍‍ ୱାରିୟର୍‍’ ଚଳିତ ବର୍ଷର ପ୍ରଥମ ବ୍ଲକ୍‍ବଷ୍ଟର ସିନେମା ପାଲଟିବାକୁ ଆଉ ମାତ୍ର କିଛି ପାଦ ଦୂରରେ ଅଛି। ପ୍ରଥମ ଦିନରେ ବକ୍ସ ଅଫିସରେ ୧୫.୧୦ କୋଟି…
Read More...

ଅତି ସହଜରେ ଓ କମ୍‌ ଖର୍ଚ୍ଚରେ ପାଆନ୍ତୁ ମୋଟାପଣରୁ ମୁକ୍ତି

ବର୍ତ୍ତମାନ ସ୍ଲିମ୍ ଟ୍ରିମ୍‌ର ଯୁଗ। ସମସ୍ତେ ଏକ ପତଳା ଓ ଆର୍ଷଣୀୟ ଶରୀର ଚାହୁଁଛନ୍ତି। ଅତ୍ୟଧିକ ମୋଟାପଣ କେବଳ ଲୁକ୍‌କୁ ବିଗାଡ଼ି ନ ଥାଏ ବରଂ ଏହା ଦ୍ବାରା ଶରୀରରେ ଅନେକ ରୋଗ ମଧ୍ୟ ସୃଷ୍ଟି ହୋଇଥାଏ। ତେବେ ନିଜ…
Read More...

ପରଦାକୁ ଆସିଲା ‘ବାବୁ ଭାଇଜାନ୍’

ଭୁବନେଶ୍ବର: ଓଲିଉଡ଼ ଅଭିନେତା ଅରିନ୍ଦମ୍‌ ରୟ ଓ ଅଭିନେତ୍ରୀ ଶିବାନୀ ସଙ୍ଗୀତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ବାବୁ ଭାଇଜାନ୍‌’ ରବିବାର ପରଦାକୁ ଆସିଛି। ଏହାର କାହାଣୀ ବାସ୍ତବଧର୍ମୀ ଓ ସତ୍ୟ ଆଧାରିତ। ଦିଲ୍ଲୀର ଜଣେ…
Read More...

ପଲି ଉମ୍ରିଗର ପୁରସ୍କାରରେ ସମ୍ମାନିତ ହେବେ ବୁମ୍‍ରା

ମୁମ୍ବଇ: ଭାରତୀୟ କ୍ରିକେଟ ଦଳର ଦ୍ରୁତଗାମୀ ବୋଲର୍‍ ଯଶପ୍ରୀତ ବୁମ୍‍ରାଙ୍କୁ ୨୦୧୮-୧୯ ବର୍ଷରେ ଅନ୍ତର୍ଜାତୀୟ କ୍ରିକେଟରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପ୍ରତିଷ୍ଠିତ ପଲି ଉମ୍ରିଗର ପୁରସ୍କାରରେ ସମ୍ମାନିତ କରାଯିବ।…
Read More...

ଯନ୍ତ୍ରଣା ଆଗରେ ବିଜୟ: ଚେ​‌ହେରା ହଜିଛି, ଚେତନା ନୁହେଁ

ତରଳ ନିଆଁରେ ତରଳିଗଲା ମୁହଁର କୋମଳ ଚର୍ମ। ପ୍ରଭାବିତ ହେଲା ଦୃଷ୍ଟିଶକ୍ତି। ଆଇନାକୁ ଚାହିଁବାର ସାହସ ହଜିଗଲା। ନିମିଷକରେ ବଦଳିଗଲା ଜୀବନ। ନିଜ ପ୍ରତି ଏକ ଅସହ୍ୟ ଭାବ ଚାଲିଆସିଲା। ମନ, ମସ୍ତିଷ୍କ, ଶରୀରର ଯନ୍ତ୍ରଣା-…
Read More...

‘୮୩’: ସୁନୀଲ ଗାଭାସ୍କରଙ୍କ ଲୁକ୍‌ରେ ତାହିର

ମୁମ୍ବଇ: କବୀର ଖାନଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘୮୩’ରେ ସୁନୀଲ ଗାଭାସ୍କରଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତା ତାହିର ରାଜ ଭସୀନଙ୍କ ପ୍ରଥମ ଲୁକ୍‍ ଶନିବାର ସାସ୍ନାକୁ ଆସିଛି। ପୂର୍ବରୁ ଚଳଚ୍ଚିତ୍ରର ମୁଖ୍ୟ…
Read More...

ଶୋଇବା ପୂର୍ବରୁ ତ୍ବଚା ପାଇଁ ଦିଅନ୍ତୁ ମାତ୍ର ୧୫ ମିନିଟ୍‌ ; ପାଇବେ ଅବିଶ୍ବସନୀୟ ଚମକ

ସଧାରଣତଃ ଏକ ସୁନ୍ଦର ତଥା ଆକର୍ଷଣୀୟ ଚେହେରା ପାଇବାକୁ ପ୍ରାୟ ସମସ୍ତଙ୍କର ଇଛା ଥାଏ। ଏଥିପାଇଁ କିଏ ଅନେକ ଟଙ୍କା ଖର୍ଚ୍ଚ କରୁଛନ୍ତି ତ ଆଉ କିଏ ବ୍ୟସ୍ତତା କାରଣରୁ ତ୍ବଚାର ସଠିକ୍ ଯତ୍ନ ନେଇପାରୁ ନାହିନ୍ତି। ହେଲେ…
Read More...

ଦୀପିକାଙ୍କୁ ସମ୍ମାନିତ କରିବେ ମଧ୍ୟପ୍ରଦେଶ ସରକାର

ମୁମ୍ବଇ: ‘ଛପାକ୍‍’ ଚଳଚ୍ଚିତ୍ର ପାଇଁ ମଧ୍ୟପ୍ରଦେଶ ସରକାର ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ସମ୍ମାନିତ କରିବେ। ମୁକ୍ତିଲାଭ ପୂର୍ବରୁ ହିଁ ମଧ୍ୟପ୍ରଦେଶରେ ଏହି ଚଳଚ୍ଚିତ୍ରକୁ ଟିକସ ମୁକ୍ତ ଘୋଷଣା କରାଯାଇଥିବା…
Read More...

ଗୃହିଣୀଙ୍କ ପାଇଁ ସହଜ ଓ ଆବଶ୍ୟକୀୟ ଟିପ୍ସ

ଘରର ସବୁ ଜିନିଷକୁ ସୁରକ୍ଷିତ ରଖିବା ତଥା ପରିଷ୍କାର ପରିଚ୍ଛନ୍ନତାକୁ ନେଇ ଘରର ଗୃହିଣୀମାନେ ସର୍ବଦା ଚିନ୍ତିତ ଥାଆନ୍ତି। ଏଥିପାଇଁ ସେମାନେ ଟିକିଏ ବି ବିଶ୍ରାମ ନ ନେଇ ସର୍ବଦା କାମରେ ଲାଗି ଥାଆନ୍ତି। ହେଲେ ଆଜି ଆମେ…
Read More...

ରିଲିଜ୍ ହେଲା ‘ମଲଙ୍ଗ୍‌’ର ପ୍ରଥମ ଗୀତ

ମୁମ୍ବଇ: ବଲିଉଡ଼ ଅଭିନେତା ଆଦିତ୍ୟ ରୟ କପୁର ଓ ଅଭିନେତ୍ରୀ ଦିଶା ପଟାନୀଙ୍କ ଅଭିନୀତ ଚଳଚ୍ଚିତ୍ର ‘ମଲଙ୍ଗ୍‌’ର ପ୍ରଥମ ଗୀତ ଶୁକ୍ରବାର ରିଲିଜ୍ ହୋଇଛି। ଗୀତର ନାଁ ରହିଛି ‘ଚଲ୍‌ ଘର ଚଲେଁଟ୍ଟ’। ଗୀତକୁ ଦର୍ଶକଙ୍କ ଭଲ…
Read More...

ସୀମାରେ ପାକ୍‌ର ଅତର୍କିତ ଗୁଳି ବର୍ଷଣ: ୨ ଯବାନ ଶହୀଦ

ପୁଞ୍ଛ: ଜମ୍ମୁ-କାଶ୍ମୀରରେ ନିୟନ୍ତ୍ରଣ ରେଖା ନିକଟରେ ଶୁକ୍ରବାର ପାକିସ୍ତାନ ପକ୍ଷରୁ ଅତର୍କିତ ଗୁଳିଗୋଳା ବର୍ଷଣ ଫଳରେ ୨ ଜଣ ଭାରତୀୟ ଯବାନ ଶହୀଦ ହେବା ସହ ୨ ଜଣ ଆହତ ହୋଇଛନ୍ତି। ଆକ୍ରମଣରେ ଶହୀଦ ହୋଇଥିବା ୨ ଯବାନ…
Read More...

ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରେ ଲବଙ୍ଗ ତେଲ

ଏହା ଆମେ ସମସ୍ତେ ଜାଣନ୍ତି ଯେ, ଲବଙ୍ଗର ଅନେକ ଉପକାରୀ ଗୁଣ ରହିଛି। ଏହା ମସଲା ଭାବେ ବ୍ୟବହାର ହେବା ସହ ଶରୀରର ଅନେକ ସମସ୍ୟା ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ। ହେଲେ କ’ଣ ଆପଣ ଜାଣନ୍ତି, ଏହାର ତେଲ ଆମ…
Read More...

ବକ୍ସ ଅଫିସରେ ତାନାଜୀ-ଛପାକ୍‍: କିଏ ମାରିବ ବାଜି?

ମୁମ୍ବଇ: ବକ୍ସ ଅଫିସରେ ଶୁକ୍ରବାର(୧୦ ଜାନୁଆରୀ) ବଲିଉଡ଼ର ଦୁଇ ବଡ଼ ତାରକାଙ୍କ ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ଅଜୟ ଦେବଗନଙ୍କ ଅଭିନୀତ ଐତିହାସିକ ଚଳଚ୍ଚିତ୍ର ‘ତାନାଜୀ: ଦି ଅନ୍‍ସଙ୍ଗ୍‍ ୱାରିୟର’ ଓ ଦୀପିକା ପାଦୁକୋନଙ୍କ…
Read More...

ଯୁବ ସମାଜର ଆଦର୍ଶ ପ୍ରତିନିଧି ସ୍ୱାମୀ ବିବେକାନନ୍ଦ

ସ୍ୱାମୀ ବିବେକାନନ୍ଦ ହେଉଛନ୍ତିି ଆଧୁନିକ ମାନବ ତଥା ଯୁବ ସମାଜର ଆଦର୍ଶ ପ୍ରତିନିଧି। ଯୁବ ସମାଜକୁ ନେଇ ସେ ଅନେକ ସ୍ୱପ୍ନ ଦେଖିଥିଲେ। ସେମାନଙ୍କୁ ନିଜ କର୍ତ୍ତବ୍ୟବୋଧ ପ୍ରତି ସଚେତନ ତଥା ଜାଗ୍ରତ କରିବାକୁ ସର୍ବଦା…
Read More...

୩ଟି ପ୍ରକଳ୍ପର ସଂପ୍ରସାରଣକୁ ଅନୁମତି: ସୃଷ୍ଟି ହେବ ୬୫୩୯ ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟରେ ନିଯୁକ୍ତି ସୃଷ୍ଟି କରିବା ତଥା ଶିଳ୍ପାୟନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସରକାର ୩ଟି ପ୍ରକଳ୍ପର ସମ୍ପ୍ରସାରଣ ପ୍ରସ୍ତାବକୁ ଗୁରୁବାର ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ…
Read More...

ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡାଟା ଏଣ୍ଟ୍ରି ଅପରେଟର

ଭଦ୍ରକ: ଭଦ୍ରକ ଗ୍ରାମ୍ୟ ଉନ୍ନୟମ ବିଭାଗ(୧)ର ଡାଟା ଏଣ୍ଟ୍ରି ଅପରେଟର ପ୍ରିୟବ୍ରତ ପଣ୍ଡା ଗୁରୁବାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ସେ କଣ୍ଟ୍ରାକ୍ଟର ଦିଗମ୍ବର ଦାସଙ୍କର ପ୍ରାୟ ୮ ଲକ୍ଷ…
Read More...

ତେଜିଲେ ମହିଳା: ପୋଖରୀରେ ଢାଳିଲେ ଶହ ଶହ ଲିଟର ମଦ

ବାଲେଶ୍ବର: ବାଲେଶ୍ବର ଜିଲା ସୋର ପୌରପାଳିକା ଖଣ୍ଡାସାହି ଗ୍ରାମର ସ୍ୱଂୟ ସହାୟିକା ଗୋଷ୍ଠୀ ମହିଳାମାନେ ଗୁରୁବାର ଶହ ଶହ ଲିଟର ମଦ ପୋଖରୀରେ ଢାଳି ଦେଇଛନ୍ତ। ୧୦ଟି ଅଖାରେ ଭର୍ତ୍ତି ଥିବା ଚୋରା ମଦକୁ ଜବତ କରି…
Read More...

କୁମ୍ଭକାରଙ୍କୁ ବୈଦ୍ୟୁତିକ ଚକ ବିତରଣ କଲେ ପ୍ରତାପ ଷଡ଼ଙ୍ଗୀ

ପୁରୀ: ଶ୍ରୀଜୀଉଙ୍କ ପାଇଁ ହାଣ୍ଡି, କଳସୀ ଆଦି ନିର୍ମାଣ ପାଇଁ ପୁରୀ ଜିଲା କୁମ୍ଭାରପଡ଼ା ଗାଁ’ର କୁମ୍ଭକାରମାନଙ୍କୁ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ୧୨୦ଟି ବିଦ୍ୟୁତ୍‍ ଚାଳିତ ଚକ ବଣ୍ଟନ କରିଛନ୍ତି। ଗୁରୁବାର ପୁରୀର…
Read More...

ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ; ୨ ଅଟକ

ହରଭଙ୍ଗା: ବୌଦ୍ଧ ଜିଲା ହରଭଙ୍ଗା ଥାନା ଅନ୍ତର୍ଗତ ମହାଲ୍ଲିକପଡ଼ା ପଞ୍ଚାୟତର ଭାବପୁର ଗ୍ରାମରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ବୁଧୁବାର ରାତିରେ ପୀଡ଼ିତା ନିଜେ ହରଭଙ୍ଗା ଥାନାରେ ଅଭିଯୋଗ…
Read More...

କୋଣାର୍କରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌

ପୁରୀ: ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ ନିଜ ଟିମ୍ ସହ ଗୁରୁବାର କୋଣାର୍କରେ ପହଞ୍ଚି  ସୂର୍ଯ୍ୟ ମନ୍ଦିର ଚତୁଃପାଶ୍ୱର୍ର ବିକାଶ ନେଇ ସମୀକ୍ଷା କରିଛନ୍ତି। ସଚିବ ପାଣ୍ଡିଆନ ଓ ଟିମ୍ ପୁରୀ ପ୍ରଶାସନର କିଛି ଅଧିକାରୀଙ୍କ ସହ…
Read More...

ଦୀପିକାଙ୍କୁ ପ୍ରଶଂସା କଲେ ପାକ୍‍ ସେନା: ପରେ ଡିଲିଟ୍‍ କଲେ ଟ୍ୱିଟ୍‍

ନୂଆଦିଲ୍ଲୀ: ପାକିସ୍ତାନ ସେନା ପ୍ରବକ୍ତା ଆସିଫ ଗଫୁର ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଜେଏନୟୁ ଛାତ୍ରଙ୍କ ବିରୋଧ ପ୍ରଦର୍ଶନରେ ସାମିଲ ହେବାକୁ ନେଇ ପ୍ରଶଂସା କରିଛନ୍ତି। ଟ୍ୱିଟ୍‍ କରି ସେ ଦୀପିକାଙ୍କୁ ପ୍ରଶଂସା…
Read More...

ବିଜ୍ଞାପନ କରି ଫଶିଗଲେ ଅକ୍ଷୟ: ଥାନାରେ ମାମଲା

ମୁମ୍ବଇ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏକ ନାମୀଦାମୀ ବ୍ରାଣ୍ଡର ଓ୍ବାଶିଂ ପାଉଡର ବିଜ୍ଞାପନ କରି ବିବାଦରେ ଫଶି ଯାଇଛନ୍ତି। ଏହି ବିଜ୍ଞାପନ ମାଧ୍ୟମରେ ମରାଠା ଯୋଦ୍ଧାଙ୍କ ପରିହାସ କରିଥିବା ନେଇ ଅକ୍ଷୟଙ୍କ ନାଁରେ…
Read More...

ବାସ୍ତୁ ଅନୁଯାୟୀ ସଜାନ୍ତୁ କାର୍ଯ୍ୟାଳୟ: ହେବ ସମୃଦ୍ଧି

ଉଭୟ ଘରେ ଓ କାର୍ଯ୍ୟାଳୟରେ ବାସ୍ତୁ ଅନୁସାରେ ଜିନିଷ ପତ୍ର ରହିଲେ ଅନେକ ସମସ୍ୟା ଦୂର ହେବା ସହ ଧନ ଓ ମାନ ବୃଦ୍ଧି ହୋଇଥାଏ।  ଆମେ ଘରେ ତ ବାସ୍ତୁ ନିୟମ ଅନୁସାରେ ପ୍ରାୟ କାମ କରି ଥାଆନ୍ତି, ହେଲେ କାର୍ଯ୍ୟାଳୟରେ ଏ ଦିଗ…
Read More...

ଦୀପିକାଙ୍କ ଜେଏନୟୁ ଗସ୍ତ ଲୋକ ଦେଖାଣିଆ: ବିଭିନ୍ନ ମହଲରେ କଡ଼ା ସମାଲୋଚନା

ନୂଆଦିଲ୍ଲୀ: ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନ ମଙ୍ଗଳବାର ଜେଏୟୁ ଗସ୍ତ କରି କ୍ୟାମ୍ପସ୍‌ରେ ଛାତ୍ରଛାତ୍ରୀଙ୍କ ସମର୍ଥନ କରିବା ସହ ବିରୋଧ ପ୍ରଦର୍ଶନରେ ସାମିଲ ହୋଇଛନ୍ତି। ତେବେ ତାଙ୍କର ଏହି ଗସ୍ତକୁ କିଛି ଲୋକ…
Read More...

ମୟୂରଭଞ୍ଜ ଗସ୍ତରେ ମୁଖ୍ୟମନ୍ତ୍ରୀ: ଆଦାନୀ-କିସ୍‍ର କଲେ ଉଦ୍‍ଘାଟନ

ବାରିପଦା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନିକିଆ ମୟୁରଭଞ୍ଜ ଜିଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ସେ ବାରିପଦାର ବାଙ୍କିଶୋଳ ସ୍ଥିତ…
Read More...

ପାକ୍‍ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ: ୨ ମୃତ

କରାଚୀ: ପାକିସ୍ତାନ ବାୟୁସେନା(ପିଏଏଫ୍‍)ର ଏକ ବିମାନ ମଙ୍ଗଳବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଫ୍ଲାଇଙ୍ଗ୍‍ ଅଫିସର ଇବାଦ ଓ ସ୍କ୍ୱାଡନ ଲିଡର୍‍ ହାରିସଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସ୍ଥାନୀୟ…
Read More...

‘ଶିକାରା’ ଟ୍ରେଲର: ଦେଖିବାକୁ ମିଳିଲା କାଶ୍ମୀରୀ ପଣ୍ଡିତଙ୍କ ଦୁଃଖଭରା କାହାଣୀର ଝଲକ୍‍

ମୁମ୍ବଇ: ବିଧୁ ବିନୋଦ ଚୋପ୍ରାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଶିକାରା’ର ଟ୍ରେଲର ମଙ୍ଗଳବାର ରିଲିଜ୍‍ ହୋଇଛି। ଏହାକୁ ଫକ୍ସ ଷ୍ଟାର ହିନ୍ଦୀର ୟୁଟ୍ୟୁବ୍‍ ଚ୍ୟାନେଲରେ ଅପ୍‍ଲୋଡ଼ କରାଯାଇଛି। ଚଳଚ୍ଚିତ୍ରରେ ଆଦିଲ ଖାନ ଓ…
Read More...

ଆପଣାନ୍ତୁ ଏହି ଉପାୟ: ପିଲା ରହିବ ଚଳଚଞ୍ଚଳ ଓ ହେବ ବୁଦ୍ଧିଆ

ସାଧାରଣତଃ ସବୁ ବାପା-ମାଆ ଚାହାନ୍ତି ତାଙ୍କ ପିଲା ଉତ୍ତମ ଗୁଣ ସମ୍ପର୍ଣ୍ଣ ହେବା ସହ ଚଳଚଞ୍ଚଳ, ଚାଲାଖ୍‌ ତଥା ସ୍ମାର୍ଟ ହେଉ। ତେଣୁ ସେମାନେ ଛୋଟ ବେଳୁ ହିଁ ତାଙ୍କ ଶିଶୁର ବିଶେଷ ଯତ୍ନ ନେଇଥାଆନ୍ତି। ହେଲେ ବେଳେବେଳେ…
Read More...

ମଧୁମେହଠାରୁ ତ୍ବଚା ସମସ୍ୟା ପର୍ଯ୍ୟନ୍ତ, ଅନେକ ରୋଗ ଦୂର କରେ ମୂଳା

ସାଧାରଣତଃ ଶୀତଦିନେ ମୂଳା ବଜାରରେ ଅଧିକ ଉପଲବ୍ଧ ହୋଇଥାଏ। କିଛି ଲୋକ ମୂଳା ଖାଇବାକୁ ପସନ୍ଦ କରୁଥିବା ବେଳେ ଅନେକ ଲୋକ ଅଛନ୍ତି, ଯେଉଁମାନେ ମୂଳା ଖାଇବାକୁ ଆଦୌ ଭଲପାଆନ୍ତି ନାହିଁ। ହେଲେ ସେମାନେ ମୂଳାର ଉପକାରୀ ଗୁଣ…
Read More...

ରିଲିଜ୍‍ ହେଲା ‘ହାପି ହାର୍ଡି ଆଣ୍ଡ୍‍ ହୀର୍‍’ର ଟ୍ରେଲର: ଦ୍ୱୈତ ଭୂମିକାରେ ହିମେଶ

ମୁମ୍ବଇ: ହିମେଶ ରେଶମିୟାଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ହାପି ହାର୍ଡି ଆଣ୍ଡ୍‍ ହୀର୍‍’ର ଟ୍ରେଲର ମଙ୍ଗଳବାର ରିଲିଜ୍‍ ହୋଇଛି। ୨ ମିନିଟ୍‍ର ଏହି ଟ୍ରେଲର ଦେଖି ଜଣାପଡ଼ୁଛି, ଏହା ଏକ ତ୍ରିକୋଣୀୟ ପ୍ରେମ କାହାଣୀ ଉପରେ…
Read More...

ଦେଶର ଅନ୍ୟ ସହରକୁ ବ୍ୟାପୁଛି ଜେଏନୟୁ ନିଆଁ: ଅହମଦାବାଦରେ ଏବିଭିପି-ଏନଏସୟୁଆଇ ମାରପିଟ

ଅହମଦାବାଦ: ଦିଲ୍ଲୀ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ) ହିଂସାର ନିଆଁ ଏବେ ଦେଶର ଅନ୍ୟ ସହରମାନଙ୍କୁ ବ୍ୟାପୁଛି। ମଙ୍ଗଳବାର ଗୁଜରାଟର ଅହମଦାବାଦରେ ଏବିଭିପି ଓ ଏନଏସୟୁଆଇ ଛାତ୍ରଙ୍କ ମଧ୍ୟରେ ହିଂସା ଦେଖିବାକୁ…
Read More...

ଖାଦ୍ୟ ଖାଇବାର ତୁରନ୍ତ ପରେ ପାଣି ପିଉଛନ୍ତି କି? ହୋଇ ଯାଆନ୍ତୁ ସାବଧାନ

ସାଧାରଣତଃ ଆମ ମଧ୍ୟରୁ ଅନେକ ଲୋକ ଖାଦ୍ୟ ଖାଇବା ପରେ ସଙ୍ଗେ ସଙ୍ଗେ ପାଣି ପିଇ ଥାଆନ୍ତି। କିଛି ଲୋକଙ୍କର ତ ଏହା ଅଭ୍ୟାସ ପାଲଟି ଯାଇଥାଏ। ହେଲେ ଖାଦ୍ୟ ଖାଇ ତୁରନ୍ତ ପାଣି ପିଇଲେ ଆମ ଶରୀରକୁ ଯେଉଁ କ୍ଷତି ପହଞ୍ଚିଥାଏ,…
Read More...

‘ଏକ୍‍ ଭିଲେନ୍‍-୨’ରେ ଜନ୍‍ ଓ ଆଦିତ୍ୟ!

ମୁମ୍ବଇ: କିଛି ଦିନ ତଳେ ‘ପାଗଲପନ୍ତି’ ଚଳଚ୍ଚିତ୍ରରେ କମେଡ଼ି ଚରିତ୍ରରେ ଅଭିନୟ କରି ଦର୍ଶକଙ୍କୁ ହସାଇ ହସାଇ ବେଦମ କରିବା ପରେ ଜନ୍‍ ଆବ୍ରାହମ୍‍ ଏବେ ଗମ୍ଭୀର ଚରିତ୍ରରେ ନଜର ଆସିବେ। ତାଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର…
Read More...

ଶୀତଦିନିଆ କେଶ ସମସ୍ୟାରୁ ମୁକ୍ତି ଦେବ ମେଥି

ଶୀତଦିନେ ସାଧାରଣତଃ କେଶ ଜନିତ ଅନେକ ସମସ୍ୟା ଦେଖାଦେଇଥାଏ। ବିଶେଷକରି ମୁଣ୍ଡରେ ରୁପି ହେବା, କେଶ ଝଡ଼ିବା, ଦୋମୁହାଁ କେଶ ଭଳି ସମସ୍ୟା ଏହି ସମୟରେ ଦେଖାଦେଇଥାଏ। ଅନେକ ଉପାୟ ଆପଣାଇ ମଧ୍ୟ ଏଥିରୁ ମୁକ୍ତି ପାଇବାରେ…
Read More...

ଖୁବ୍‍ଶୀଘ୍ର ୨୦୦ କୋଟି କ୍ଲବ୍‌ରେ ସାମିଲ ହେବ ‘ଗୁଡ୍‍ ନ୍ୟୁଜ୍‍’

ମୁମ୍ବାଇ: ଅକ୍ଷୟ କୁମାର ଓ କରୀନା କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗୁଡ୍‍ ନ୍ୟୁଜ୍‍’ର ମୁକ୍ତିଲାଭକୁ ୧୦ ଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବକ୍ସ ଅଫିସରେ ଏହା ଦର୍ଶକଙ୍କୁ କିମିଆ କରୁଛି। ଖୁବ୍‍ଶୀଘ୍ର ଏହି…
Read More...

କଟକରେ ସିଏଏ ସମ୍ପର୍କିତ ଜନଜାଗରଣ ଶୋଭାଯାତ୍ରା: ବିରୋଧୀଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର

କଟକ: ନାଗରିକତା ସଂଶୋଧନ ଆଇନ(ସିଏଏ) ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ରବିବାରଠାରୁ ଭାରତୀୟ ଜନତା ପାର୍ଟି ସମଗ୍ର ଦେଶରେ ଜନଜାଗରଣ ଯାତ୍ରା ଆରମ୍ଭ କରିଛି। ଏହି ପରିପ୍ରେକ୍ଷୀରେ ସୋମାବାର କଟକରେ…
Read More...

ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ୫ ଜୀବନ: ୨ ଗୁରୁତର

ଗାଜିଆବାଦ: ଉତ୍ତରପ୍ରଦେଶର ଗାଜିଆବାଦ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୫ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୁରାଦନଗରରେ ରବିବାର ରାତି ପ୍ରାୟ ୨ଟା ୩୦ ସମୟରେ ଏକ ଅଜଣା ଗାଡ଼ି ଧକ୍କାରେ ଟ୍ରଲିରେ…
Read More...

ବୋଲେରୋ ଧକ୍କାରେ ୧ ମୃତ, ଜଣେ ଗୁରୁତର

ସୋର: ବାଲେଶ୍ବର ଜିଲା ସୋର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ନାୟକ ବନ୍ଧ ଠାରେ ରବିବାର ଏକ ବୋଲେରୋ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ସୋର ଥାନା…
Read More...

ଟ୍ରକ୍‌-ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ୧ ଗୁରୁତର

ନବରଙ୍ଗପୁର: ନବରଙ୍ଗପୁର ଜିଲା ସ୍ଥିତ ପାପଡ଼ାହାଣ୍ଡି ସହିଦ ମିନାର ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଏକ ବାଇକ୍‌ ଗୋଟିଏ…
Read More...

କଟକ: ଟେଣ୍ଟ ହାଉସ୍‌ ଷ୍ଟୋର ରୁମ୍‌ରେ ଅଗ୍ନିକାଣ୍ଡ

କଟକ: କଟକ ସ୍ଥିତ ପୁରୀଘାଟ ଥାନା ନିକଟବର୍ତ୍ତୀ ଏକ ଟେଣ୍ଟ ହାଉସ୍‌ ଷ୍ଟୋର ରୁମ୍‌ରେ ରବିବାର ଅଗ୍ନିକାଣ୍ଡ ଘଟିଛି। ତେବେ ଏଥିରେ କେହି ମୃତାହତ ହୋଇଥିବା ସୂଚନା ଏପର୍ଯ୍ୟନ୍ତ ମିଳିପାରି ନାହିଁ। ଖବର ପାଇବା ପରେ…
Read More...

‘ଓଡ଼ିଶା ମୋ ପରିବାର’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲା ବିଜେଡ଼ି

ଭୁବନେଶ୍ବର: ରବିବାର ବିଜେଡ଼ି ‘ଓଡ଼ିଶା ମୋ ପରିବାର’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି। ନବୀନ ନିବାସରେ ‘ମୋ ପରିବାର’ ବୈଠକ ପରେ ବିଧିବଦ୍ଧ ଭାବେ ଏହି କାର୍ଯ୍ୟକ୍ରମ ବିଷୟରେ ଘୋଷଣା କରାଯାଇଛି। ବିଜେଡ଼ି ନେତା ତଥା…
Read More...

ଜେଲ୍ ଗଲେ ଆଇଏଏସ୍ ବିଜୟ କେତନ ଉପାଧ୍ୟାୟ

ଭୁବନେଶ୍ବର: ଆଇଏଏସ ଅଧିକାରୀ ବିଜୟ କେତନ ଉପାଧ୍ୟାୟ ରବିବାର ଜେଲ୍ ଯାଇଛନ୍ତି। ରିମାଣ୍ଡ ସରିବା ପରେ ବିଜୟଙ୍କୁ ଆଜି ଝାରପଡ଼ା ଜେଲ୍ ପଠାଯାଇଛି। ଲକ୍ଷେ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ…
Read More...

ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ

ଭଦ୍ରକ: ଭଦ୍ରକ ଜିଲା ଧାମନଗର ଥାନା ଖଡ଼ିପଦା ପଞ୍ଚାୟତ ସ୍ଥିତ କାଞ୍ଜିଆପାଳ ଗାଁରେ ଥିବା ଏକ ପୋଖରୀରୁ ରବିବାର ଜଣେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର ହୋଇଛି। ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ…
Read More...

ଗାଁରେ ରାତି କାଟିଲେ ବିଧାୟକ: ଲୋକଙ୍କ ସୁଖ ଦୁଃଖ ପଚାରି ବୁଝିଲେ

ଯାଜପୁର: ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଦଶରଥପୁର ବ୍ଲକ ଅନ୍ତର୍ଗତ ଶୁଶୁଆ ପଞ୍ଚାୟତ ଗରଡିହ ଗାଁରେ ରାତ୍ରିଯାପନ କରିଛନ୍ତି। ଶନିବାର ସଂଧ୍ୟାରେ ବିଧାୟକ ଗାଁରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ଗାଁର ସମସ୍ୟା…
Read More...

ସାମ୍ନାକୁ ଆସିଲା ‘ମଲଙ୍ଗ’ର ପ୍ରଥମ ପୋଷ୍ଟର: ଭିନ୍ନ ଲୁକ୍‌ରେ ଆଦିତ୍ୟ

ମୁମ୍ବାଇ: ଆଦିତ୍ୟ ରୟ କପୁର ଓ ଦିଶା ପଟାନୀଙ୍କ ଅଭିନୀତ ଚଳଚ୍ଚିତ୍ର ‘ମଲଙ୍ଗ’ର ପ୍ରଥମ ପୋଷ୍ଟର ଶୁକ୍ରବାର ସାମ୍ନାକୁ ଆସିଛି। ଏଥିରେ ଆଦିତ୍ୟ ତାଙ୍କ ପୂର୍ବ ଚଳଚ୍ଚିତ୍ରଗୁଡ଼ିକ ତୁଳନାରେ ସମ୍ପୂର୍ଣ୍ଣ ଭିନ୍ନ ଲୁକ୍‌ରେ…
Read More...

ପାଣ୍ଡ୍ୟାଙ୍କ ପରେ ପନ୍ତଙ୍କ ପାଳି: ପ୍ରେମିକାଙ୍କ ସହ ବରଫ ପାହାଡ଼ରେ ବିତାଉଛନ୍ତି ସମୟ

ମୁମ୍ବାଇ: ନୂଆ ବର୍ଷରେ ମଡେଲ ନତାଶା ଷ୍ଟାନ୍‌କୋଭିକ୍‌ଙ୍କ ସହ ନିର୍ବନ୍ଧ କରି ହାର୍ଦ୍ଦିକ ପାଣ୍ଡ୍ୟା ସମସ୍ତଙ୍କୁ ଚକିତ କରି ଦେଇଥିବା ବେଳେ ଏବେ ଆଉ ଜଣେ ଭାରତୀୟ କ୍ରିକେଟର ନିଜ ପ୍ରେମିକାଙ୍କ ସହ କିଛି ଫଟୋ ସାମାଜିକ…
Read More...

ରେଳ ଧାରଣା କାଟିଲା ସ୍ବାମୀ: ଲେଖିଲା-ସ୍ତ୍ରୀକୁ ନେଇଯାଅ, ନଚେତ୍ ଧ୍ବଂସଲୀଳା ରଚିବି

ମଉ: ପ୍ରେମ ବିବାହ କରିବା ପରେ ଜ‌ଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ନେଇ ଏତେ ଅତିଷ୍ଠ ହୋଇଗଲେ ଯେ ସେ ଆଶ୍ଚର୍ଯ୍ୟ କଲାଭଳି ପଦକ୍ଷେପ ନେଇଛନ୍ତି। ବ୍ୟକ୍ତି ଜଣକ ରେଳ ଧାରଣାକୁ କାଟି ଦେବା ସହ ସେଠାରେ ଏକ ଚିଠି ଛାଡ଼ି…
Read More...

ତରବରିଆ ଭାବେ ଖାଦ୍ୟ ଖାଉଥିଲେ ସାବଧାନ ! ଦେଖାଦେବ ଗମ୍ଭୀର ସମସ୍ୟା

ସାଧାରଣତଃ ସମୟ ଅଭାବରୁ କିମ୍ବା ଅନ୍ୟ କୌଣସି କାରଣରୁ ଅଧିକାଂଶ ସମୟ ଆମେ ତରବର ହୋଇ ଖାଇଥାଉ। କିଛି ଲୋକଙ୍କର ତ ଏହା ଅଭ୍ୟାସରେ ପରିଣତ ହୋଇଯାଇଥାଏ। ଯଦି ଆପଣଙ୍କର ମଧ୍ୟ ଅଭ୍ୟାସ ଅଛି, ତେବେ ସାବଧାନ ହୋଇଯାଆନ୍ତୁ। ନଚେତ…
Read More...

ଭାରତୀୟ ବାୟୁସେନା ଅଧିକାରୀ ବେଶରେ ଅଜୟ

ମୁମ୍ବାଇ: ବଲିଉଡ଼ ଅଭିନେତା ଅଜୟ ଦେବଗନ ଖୁବଶୀଘ୍ର ପରଦାରେ ଭାରତୀୟ ବାୟୁସେନା ଅଧିକାରୀ ଭୂମିକାରେ ନଜର ଆସିବେ। ଚଳିତ ମାସ ‘ତାନାଜୀ’ ଜରିଆରେ ବକ୍ସ ଅଫିସରେ ଦର୍ଶକଙ୍କୁ ନୂଆ ବର୍ଷ ଉପହାର ଭେଟି ଦେବା ସହ ଅଜୟ ଅଗଷ୍ଟରେ…
Read More...

ଜମ୍ମୁ-କାଶ୍ମୀର: ସଡ଼କ ଦୁର୍ଘଟଣାରେ ୧୦ ମୃତ, ୧୫ ଆହତ

ରାଜୌରୀ: ଜମ୍ମୁ-କାଶ୍ମୀରର ରାଜୌରୀ ଜିଲାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହେବା ସହ ୧୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ନିକଟସ୍ଥ…
Read More...

ରୋଡ଼୍ ରୋମିଓ ସାବଧାନ ! କଡ଼ା ନଜର ରଖିଛନ୍ତି ଏସ୍‌ପିଓ

ଭୁବନେଶ୍ବର: କଟକ-ଭୁବନେଶ୍ୱରର ରାସ୍ତା ଓ ଛକରେ ମହିଳାଙ୍କୁ ଅସଦାଚରଣ ତଥା ହଇରାଣ କରିବା ପୂର୍ବରୁ ଏଣିକି ୧୦୦ ଥର ଭାବିବେ ରୋଡ଼୍‌ ରୋମିଓ। ନଚେତ୍ କଡ଼ା ଜବାବ ଦେବେ ସ୍ପେଶାଲ ପୁଲିସ୍ ଅଫିସର(ଏସ୍‌ପିଓ)। ଯୁବତୀ ଓ…
Read More...

ଯୁବକ-ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଲାଙ୍ଗୀର: ବଲାଙ୍ଗୀର ଜିଲା ତୁରେକେଲା ଥାନା ଅନ୍ତର୍ଗତ ଭରୁଆକାନି ଗାଁ ନିକଟରେ ଥିବା ବିଜିଲି ଜଙ୍ଗଲରୁ ଗୁରୁବାର ଜଣେ ଯୁବକ ଓ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଦୁହେଁ ପ୍ରେମୀ ଯୁଗଳ ବୋଲି…
Read More...

ମଙ୍ଗୁମଠ ଉଚ୍ଛେଦ ପ୍ରତିବାଦ: ଛାତରେ ଚଢି ୪ ଶିଖ୍‌ଙ୍କ ଆତ୍ମହତ୍ୟା ଉଦ୍ୟମ

ପୁରୀ: ଶ୍ରୀମନ୍ଦିର ନିକଟବର୍ତ୍ତୀ ମଙ୍ଗୁମଠ ଭଙ୍ଗା ପ୍ରତିବାଦରେ ଗୁରୁବାର ୪ ଜଣ ଶିଖ୍ ଧର୍ମାବଲମ୍ବୀ ମଠ ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସିଂହଦ୍ବାର ଥାନା ପୁଲିସ ସେମାନଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।…
Read More...

କଥା, କାର୍ଯ୍ୟ ଓ ଚିନ୍ତାରେ ହିଂସା ତ୍ୟାଗ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର: କଥା, କାର୍ଯ୍ୟ ଓ ଚିନ୍ତାରେ ହିଂସା ତ୍ୟାଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ କରିଛନ୍ତି। ଗୁରୁବାର ଭୁବନେଶ୍ୱର ସ୍ୱାଧୀନତା ସଂଗ୍ରାମୀ ପଡ଼ିଆରେ ୩୩ତମ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବ…
Read More...

କେରଳରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ: ମୃତଦେହ ଆଣିବାକୁ ପ୍ରଶାସନକୁ ଗୁହାରୀ କଲେ ପରିବାର

ଲାଞ୍ଜିଗଡ଼: ବୁଧବାର କେରଳରେ ପୁଣି ଜଣେ ଓଡ଼ିଶା ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। କେରଳରେ ରାଜମିସ୍ତ୍ରୀ ଭାବେ କାମ କରୁଥିବା କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ମୂଷାନାଳ ଗାଁର ପ୍ରଦୀପ…
Read More...

କଳିଙ୍ଗନଗର ଗୁଳିକାଣ୍ଡକୁ ୧୪ ବର୍ଷ: ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ ଶହୀଦ ସ୍ମୃତି ଦିବସ ପାଳିତ

ଯାଜପୁର: ଯାଜପୁର କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ଗୁରୁବାର ୧୪ ବର୍ଷ ପୂର୍ତ୍ତି ହୋଇଛି। ଏହି ଅବସରରେ ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ କଳିଙ୍ଗନଗରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଦିନକୁ…
Read More...

ଶବ ସତ୍କାରରେ ଧର୍ମ ପ୍ରତିବନ୍ଧକ: ଦୀର୍ଘ ସମୟ ଧରି ପଡ଼ି ରହିଛି ମୃତଦେହ

ବଡ଼ସାହି: ମୟୂରଭଞ୍ଜ ଜିଲା ସୀମାନ୍ତରେ ଥିବା ଭୀମଦା ପଞ୍ଚାୟତର ମଙ୍ଗଳପୁର ଗ୍ରାମ ଫାଦର ସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶବ ସତ୍କାରରେ ଧର୍ମ ପ୍ରତିବନ୍ଧକ ସାଜିଥିବାରୁ ଦୀର୍ଘ ସମୟ ଧରି ମୃତଦେହ ପଡ଼ି…
Read More...

ବଲିଉଡ଼ରେ ୨୦୧୯ ଥିଲା ନୂଆ କଳାକାରଙ୍କ ବର୍ଷ

ମୁମ୍ବାଇ: ୨୦୧୯ରେ ବଲିଉଡ଼ ଅନେକ ନୂଆ କଳାକାରଙ୍କୁ ଦର୍ଶକମାନଙ୍କୁ ଭେଟିଦେଇଛି। କିଛି ସଫଳତା ଓ କିଛି ବିଫଳତାକୁ ନେଇ ୨୦୧୯ ଭିନ୍ନ ସ୍ୱାଦର ଚଳଚ୍ଚିତ୍ର ପରିବେଷଣ କରିବାରେ ସକ୍ଷମ ହୋଇଛି। ଏ ବର୍ଷ ଅନେକ ନୂଆ କଳାକାରଙ୍କ…
Read More...

ଆରମ୍ଭ ହେଲା ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା: ପ୍ରଥମ ଦିନରେ ବିରାଟ ସାଂସ୍କୃତିକ ଶୋଭାଯାତ୍ରା

ବରଗଡ଼: ମଙ୍ଗଳବାରଠାରୁ ଆରମ୍ଭ ହୋଇଯାଇଛି ବରଗଡ଼ର ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା। ୭୨ତମ ଧନୁଯାତ୍ରାର ଶୁଭାରମ୍ଭ ଉପଲକ୍ଷେ ଏକ ବିରାଟ ସାଂସ୍କୃତିକ ଶୋଭାଯାତ୍ରା ଆୟୋଜିତ ହୋଇଛି। ବରଗଡ଼ କଲ୍ୟାଣ ମଣ୍ଡପରୁ…
Read More...

ଜାଣନ୍ତୁ, କେଉଁ ଦିଗକୁ ମୁଣ୍ଡ କରି ଶୋଇଲେ କି ଫଳ ମିଳେ

ଏହା ଆମେ ଜାଣନ୍ତି ଯେ, ସୁସ୍ଥ ରହିବା ପାଇଁ ନିଦ୍ରା ନିହାତି ଆବଶ୍ୟକ। ସୁସ୍ଥ ଓ ନୀରୋଗ ରହିବା ପାଇଁ ଜଣେ ବ୍ୟକ୍ତି ୮ଘଣ୍ଟା ଶୋଇବା ଉଚିତ ବୋଲି ଡାକ୍ତରମାନେ ମଧ୍ୟ ପରାମର୍ଶ ଦେଇଥାଆନ୍ତି। ଏହାଦ୍ବାରା ଆଗାମୀ ଦିନ ପାଇଁ…
Read More...

‘ସୂର୍ଯ୍ୟବଂଶୀ’ରେ କ୍ୟାଟ୍ରିନାଙ୍କ ଚରିତ୍ରକୁ ନେଇ ମୁହଁ ଖୋଲିଲେ ରୋହିତ୍

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ‘ସୂର୍ଯ୍ୟବଂଶୀ’ ଚଳଚ୍ଚିତ୍ର ଜରିଆରେ ପୁଣି ଥରେ ପରଦାରେ ଏକାଠି ନଜର ଆସିବେ। ପୂର୍ବରୁ ଅନେକ ହିଟ୍‌ ଚଳଚ୍ଚିତ୍ର ଭେଟି ଦେଇଥିବା ଏହି…
Read More...

ମନାଲୀ ଯାଉଥିବା ପର୍ଯ୍ୟଟକ ବସ୍‍ ଦୁର୍ଘଟଣାଗ୍ରସ୍ତ: ଅନେକ ଗୁରୁତର

ବିଳାସପୁର: ହିମାଚଳପ୍ରଦେଶର ବିଳାସପୁର ସ୍ଥିତ ମନାଲୀ-ଚଣ୍ଡିଗଡ଼ ଜାତୀୟ ରାଜପଥର ଗମ୍ଭର ପୋଲ ନିକଟରେ ମଙ୍ଗଳବାର ଏକ ପର୍ଯ୍ୟଟକ ବସ୍‍ ଦୁର୍ଘଟଣା ଗ୍ରସ୍ତ ହୋଇଛି। କେରଳର ଏମଇଏସ କଳା ଓ ବିଜ୍ଞାନ କଲେଜର ଛାତ୍ରଛାତ୍ରୀ ଓ…
Read More...

ଶୀତଦିନେ ଶୀଘ୍ର ଶଯ୍ୟା ତ୍ୟାଗ କରନ୍ତୁ: ସୁସ୍ଥ ରହିବ ଦେହ ଓ ମନ

ସାଧାରଣତଃ ଶୀତଦିନେ ଅଧିକ ଅଳସୁଆ ଲାଗେ ଏବଂ ବିଛଣା ଛାଡ଼ିବାକୁ ଇଚ୍ଛା ହୁଏନାହିଁ। ତେଣୁ ଲୋକେ ବିଳମ୍ବ ଯାଏ ଶୋଇ ଥାଆନ୍ତି। ହେଲେ କ’ଣ ଆପଣ ଜାଣନ୍ତି, ଶୀତଦିନେ ସକାଳୁ ଶୀଘ୍ର ଉଠିବା ଦ୍ୱାରା ଉଭୟ ଦେହ ଓ ମନ ସୁସ୍ଥ…
Read More...

କେତେ ସୁରକ୍ଷିତ ଦେଶର ସାମ୍ବାଦିକ? ଚଳିତ ବର୍ଷ ୩୬ ଆକ୍ରମଣ ମାମଲା

ଭୁବନେଶ୍ବର: ଦିନକୁ ଦିନ ଦେଶରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ବାରମ୍ବାର ଏହି ଘଟଣାର ପୁନରାବୃତ୍ତି ହେଉଥିଲେ ମଧ୍ୟ ଏଥିପ୍ରତି କୌଣସି ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ।…
Read More...

ପୂଜାପାଠ ସମୟରେ କରନ୍ତୁ ନାହିଁ ଏସବୁ ଭୁଲ୍‌: ମିଳିବ ବିପରୀତ ଫଳ

ସାଧାରଣତଃ ଘରେ ପ୍ରତ୍ୟେକ ଦିନ ଆମେ ପୂଜାପାଠ କରିଥାଉ। ଈଶ୍ବରଙ୍କୁ ପ୍ରସନ୍ନ କରିବା ପାଇଁ ତଥା ତାଙ୍କ କୃପା ପାଇଁ ଆମେ ପୂଜାପାଠ କରିଥାଉ ସତ, ହେଲେ ବେଳେବେଳେ ଅଜାଣତରେ ଏଥିରେ ଆମେ କିଛି ଭୁଲ୍‌ କରି ବସନ୍ତି। ଯଦ୍ବାରା…
Read More...

ସୋଲାର୍‍ ଅଟୋ ତିଆରି କଲେ ବିପନ: ଥରେ ଚାର୍ଜ ହେଲେ ଚାଲିବ ୨ଶହ କି.ମି.

ଉନା: ଆଇଆଇଟି ମଣ୍ଡୀର ପ୍ରଶିକ୍ଷାର୍ଥୀ ତଥା ଉନା ଜିଲା ସ୍ଥିତ ବସୋଲୀ ଗାଁର ଯୁବକ ବିପନ ଧୀମାନ ସୌର ଶକ୍ତି ଦ୍ୱାରା ଚାଳିତ ଅଟୋ ତିଆରି କରିବାରେ ସଫଳ ହୋଇଛନ୍ତି। ଏଥିରେ ୮୦୦ ୱାଟ୍‍ର ସୋଲାର୍‍ ପ୍ୟାନେଲ୍‍ ଲଗାଯାଇଛି।…
Read More...

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ: ୫ ଶିଶୁ ସମେତ ୬ ଜଣଙ୍କ ମୃତ୍ୟୁ

ଗାଜିଆବାଦ: ଉତ୍ତର ପ୍ରଦେଶର ଗାଜିଆବାଦ ଜିଲାରେ ସୋମବାର ଏକ ଘରେ ନିଆଁ ଲାଗି ଦୁଇଟି ପରିବାରର ୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟ ୫ ଜଣ ଶିଶୁ ଓ ଜଣେ ମହିଳା ଥିବା ଜଣାପଡ଼ିଛି। ଏବେ ନିଆଁକୁ ଆୟତ୍ତ କରାଯାଇଥିବା…
Read More...

ଫାଲ୍‌କେ ପୁରସ୍କାର ପାଇଁ ମୋତେ ଯୋଗ୍ୟ ମଣିଥିବାରୁ ମୁଁ କୃତଜ୍ଞ: ଅମିତାଭ

ନୂଆଦିଲ୍ଲୀ: ଦାଦା ସାହେବ ଫାଲ୍‌କେ ପୁରସ୍କାର ପାଇଁ ମୋତେ ଯୋଗ୍ୟ ମଣିଥିବାରୁ ମୁଁ କୃତଜ୍ଞ। ମୁଁ ଏହି ସମ୍ମାନକୁ ବିନମ୍ରତାର ସହ ଗ୍ରହଣ କରୁଛି। ରବିବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ‘ଦାଦା…
Read More...

ମନ ମୁତାବକ ଜୀବନସାଥୀଟିଏ ପାଇବା ପାଇଁ ଯୁବତୀମାନେ କରନ୍ତୁ ଏହି ଉପାୟ

ସାଧାରଣତଃ ସବୁ ଝିଅଙ୍କ ସ୍ବପ୍ନ ଥାଏ ଯେ, ତାଙ୍କୁ ଜଣେ ଭଲ ଜୀବନସାଥୀ ମିଳୁ। ଯିଏ ତାଙ୍କୁ ଭଲ ଭାବେ ବୁଝି ପାରିବ ଓ ତାଙ୍କ ସୁଖ ଦୁଃଖର ସାଥୀ ହେବ। ହେଲେ ଅନେକ ସମୟରେ ଏମିତି ହୁଏ, ସମ୍ପର୍କ ଦୃଢ ଥାଇ ମଧ୍ୟ ସମ୍ପର୍କ…
Read More...

ସେନା ଡାକ୍ତର ସାଜିଲେ ଦେବଦୂତ: ଚଳନ୍ତା ଟ୍ରେନରେ ପ୍ରସବ କରାଇ ବଞ୍ଚାଇଲେ ମାଆ ଓ ଶିଶୁର ଜୀବନ

ଚଣ୍ଡିଗଡ଼: ଟ୍ରେନରେ ଗୁରୁତର ଅବସ୍ଥାରେ ଜଣେ ମହିଳାଙ୍କ ପ୍ରସବ କରାଇ ଭାରତୀୟ ସେନା ପୁଣି ପ୍ରମାଣ କରି ଦେଇଛନ୍ତି ଯେ, ଦେଶବାସୀଙ୍କ ସେବା ତାଙ୍କ ପାଇଁ ସର୍ବୋପରି। ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ଅମୃତସରରୁ…
Read More...

ବକ୍ସ ଅଫିସରେ କମାଲ୍‍ କରୁଛି ‘ଗୁଡ୍‍ ନ୍ୟୁଜ୍‍’: ଜାଣନ୍ତୁ ୨ ଦିନର ଆୟ

ମୁମ୍ବାଇ: ବଲିଉଡ଼ ଅଭିନେତା ଅକ୍ଷୟ କୁମାର ଓ କାରୀନା କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗୁଡ୍‍ ନ୍ୟୁଜ୍‍’ ବକ୍ସ ଅଫିସରେ ଜବରଦସ୍ତ ଆୟ କରୁଛି। ପ୍ରଥମ ଦିନରେ ଚଳଚ୍ଚିତ୍ର ୧୭ କୋଟି ୫୬ ଲକ୍ଷ ଟଙ୍କାର ବ୍ୟବସାୟ କରିଛି।…
Read More...

ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଲେ ଗୋବିନ୍ଦା: ଗୋରଖନାଥ ମନ୍ଦିରରେ କଲେ ପୂଜାର୍ଚ୍ଚନା

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସାଂସଦ ତଥା ଲୋକପ୍ରିୟ ବଲିଉଡ଼ ଅଭିନେତା ଗୋବିନ୍ଦା ରବିବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି। ସେ କେବଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନାହାନ୍ତି ବରଂ…
Read More...

ଧାରା ୧୪୪ କ’ଣ ଓ ଉଲ୍ଲଂଘନ କଲେ କ’ଣ ହୁଏ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ସମାଜ ପୋର୍ଟାଲ ଡେସ୍କ: ଗତ କିଛି ଦିନ ଧରି ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ‌‌ନେଇ ଦେଶରେ ଅଶାନ୍ତିର ବାତାବରଣ ଲାଗି ରହିଛି। ଏଥିପାଇଁ ଅନେକ ସ୍ଥାନରେ ଧାରା ୧୪୪ ଲାଗୁ କରାଯାଉଛି। ପୂର୍ବରୁ ମଧ୍ୟ ଦେଶର ଅନେକ ସ୍ଥାନରେ…
Read More...

ଶରୀରରେ ରକ୍ତର ଅଭାବ ପୂରଣ କରିବ ଏସବୁ ଫଳ ଓ ପନିପରିବା

ସାଧାରଣତଃ ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଲୋକେ ନିଜ ଖାଦ୍ୟ-ପାନୀୟ ପ୍ରତି ଏତେଟା ଧ୍ୟାନ ଦେଇ ପାରୁ ନାହାନ୍ତି। ଫଳରେ ଖୁବ୍ କମ୍ ବୟସରୁ ନାନାଦି ରୋଗର ସମ୍ମୁଖୀନ ହେଉଛନ୍ତି। ତନ୍ମଧ୍ୟରୁ ରକ୍ତ ହୀନତା ଏକ ପ୍ରମୁଖ…
Read More...

ଦିନ ଦ୍ୱିପହରେ ବ୍ୟାଙ୍କ୍‍ ସାମ୍ନାରୁ ୧.୫ ଲକ୍ଷ ଝାମ୍ପି ନେଲେ ଦୁର୍ବୃତ୍ତ

ଭଣ୍ଡାରିପୋଖରୀ: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ୍‍ ଅନ୍ତର୍ଗତ ମଞ୍ଜୁରୀରୋଡ଼ ବଜାରରେ ଶୁକ୍ରବାର ଦିନ ଦ୍ୱିପ୍ରହରରେ ବ୍ୟାଙ୍କ୍‍ ସାମ୍ନାରୁ ଜଣେ ବ୍ୟକ୍ତିଙ୍କଠାରୁ ଦୁର୍ବୃତ୍ତ ୧.୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।…
Read More...

ଅଭିନେତା କୁଶଲ ପଞ୍ଜାବୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ଆତ୍ମହତ୍ୟା ସନ୍ଦେହ

ମୁମ୍ବାଇ: ହିନ୍ଦୀ ଚଳଚ୍ଚିତ୍ର ତଥା ଧାରାବାହିକ ଜଗତର ଜଣାଶୁଣା ଅଭିନେତା କୁଶଲ ପଞ୍ଜାବୀଙ୍କ ଝୁଲନ୍ତା ମୃତଦେହ ଗୁରୁବାର ରାତିରେ ତାଙ୍କ ମୁମ୍ବାଇ ସ୍ଥିତ ବାସ ଭବନରୁ ଉଦ୍ଧାର ହୋଇଛି। ୩୭ ବର୍ଷୀୟ କୁଶଲ ଆତ୍ମହତ୍ୟା…
Read More...

ପରଦାକୁ ଆସିଲା ‘ଗୁଡ଼୍‍ ନ୍ୟୁଜ୍‍’: ଲୋକେ କହିଲେ ବ୍ଲକ୍‍ବଷ୍ଟର

ମୁମ୍ବଇ: ରାଜ ମେହତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଗୁଡ଼୍‍ ନ୍ୟୁଜ୍‍’ ଶୁକ୍ରବାର ପରଦାକୁ ଆସିଛି। ଏଥିରେ ଅକ୍ଷୟ କୁମାର, କରୀନା କପୁର, ଦିଲଜିତ୍‍ ଦୋସାଂଝ୍‍ ଓ କିୟାରା ଆଡ଼ଭାଣୀ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ…
Read More...

୨୦୨୩ ସୁଦ୍ଧା ବଲାଙ୍ଗୀର ପର୍ଯ୍ୟନ୍ତ ରେଳ ଲାଇନ ସଂପ୍ରସାରଣ ନେଇ ରାଜ୍ୟ ସରକାରଙ୍କ ସହଯୋଗ ଲୋଡିଲେ ଧର୍ମେନ୍ଦ୍ର

-୨୦୨୧ ମାର୍ଚ୍ଚ ସୁଦ୍ଧା ଦଶପଲ୍ଲା ଯାଏ ରେଳ ଲାଇନ ସଂପ୍ରସାରଣ ଲକ୍ଷ୍ୟ - ବଲାଙ୍ଗୀର–ଖୋର୍ଦ୍ଧା ରେଳ ଲାଇନ ସମୃଦ୍ଧ ଓଡିଶାର ଉଦାହରଣ -୧୨ କିମି ବ୍ୟାପୀ ନୂଆ ରେଳ ଲାଇନ ନୟାଗଡବାସୀଙ୍କ ମନରେ ନୂଆ ଉତ୍ସାହ ଓ ଉଦ୍ଦୀପନା…
Read More...

ବାଙ୍ଗିରିପୋଷି ଓ ସାରସକଣାରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ

କଳାବାଡ଼ିଆ: ମୟୁରଭଞ୍ଜ ଜିଲା ବାଙ୍ଗିରିପୋଷି ଓ ସାରସକଣା ନିର୍ବାଚନ ମଣ୍ଡଳୀରେ ଗୁରୁବାର ବିଜୁ ଜନତା ଦଳର ୨୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଏହି ଉତ୍ସବରେ ଦଳର ଅନେକ ନେତା ମନ୍ତ୍ରୀ ଯୋଗ ଦେଇ ନିଜର ଅଭିଭାଷଣ…
Read More...

ହିଂସାର ରୂପ ନେଲା ନବରଙ୍ଗପୁର ବନ୍ଦ ପାଳନ: ଜାଳିଦେଲେ କାର୍

ନବରଙ୍ଗପୁର: ଶାନ୍ତିପୂର୍ଣ୍ଣ ଭାବେ ନବରଙ୍ଗପୁର ବନ୍ଦ ପାଳନ ହିଂସାର ରୂପ ନେଇଛି। ରାସ୍ତା କଡ଼ରେ ଥୁଆ ହୋଇଥିବା ଏକ କାର୍‌କୁ ଉତ୍ତ୍ୟକ୍ତ ଲୋକେ ନିଆଁ ଲଗାଇ ଦେଇଛନ୍ତି। ପରେ କାର୍‌ଟି ହୁତ ହୁତ ହୋଇ ଜଳିଥିଲା। ଏହି…
Read More...

ସୂର୍ଯ୍ୟପରାଗରେ ଶ୍ରୀ ଲିଙ୍ଗରାଜଙ୍କ ପରାଗ ସ୍ନାନ

ଭୁବନେଶ୍ବର: ସୂର୍ଯ୍ୟପରାଗ ଅବସରରେ ଗୁରୁବାର ସକାଳ ୯ଟା ୩୦ ମିନିଟ୍ ସମୟରେ ବିନ୍ଦୁସାଗରରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପରାଗ ସ୍ନାନ ଅନୁଷ୍ଠିତ ହୋଇଛି। ପ୍ରଭୁ ଲିଙ୍ଗରାଜଙ୍କ ସହ ବାସୁଦେବ, ଦେବୀ ରୁକୁଣା, ଦେବୀ…
Read More...

ବଡ଼ସାହିରେ ବିଜେଡ଼ିର ୨୩ତମ ପ୍ରତିଷ୍ଠା ଦିବସ ପାଳିତ

ବଡ଼ସାହି: ବିଜେଡି ଗୁରୁବାର ୨୩ ବର୍ଷରେ ପଦାର୍ପଣ କରିଛି। କିନ୍ତୁ ପରିଣତ ବୟସର ବିଚାର ଧାରାରେ ଦଳ ସମଗ୍ର ଦେଶରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି। ମୟୁରଭଞ୍ଜ ଜିଲା…
Read More...

କଂଗ୍ରେସ ଦେଶରେ ଅରାଜକତା ସୃଷ୍ଟି କରୁଛି: ଧର୍ମେନ୍ଦ୍ର

ଭୁବନେଶ୍ୱର: କଂଗ୍ରେସ ଦେଶରେ ଅରାଜକତା ସୃଷ୍ଟି କରିବାର ବାତାବରଣ ତିଆରି କରୁଛି। ବିଭିନ୍ନ ସମୟରେ ଭାରତର ସମ୍ବିଧାନ, ଭାରତର ବିଧି ନିର୍ଣ୍ଣାୟକ ବ୍ୟବସ୍ଥା ତଥା କୋର୍ଟ ଇତ୍ୟାଦିର ଉଲ୍ଲିଖିତ ପ୍ରସଙ୍ଗଗୁଡ଼ିକର ଭୁଲ୍‍…
Read More...

ଭୀମକୁଣ୍ଡ ସାନ କୁଣ୍ଡରେ ଗାଧୋଇବା ବେଳେ ପାଣିରେ ବୁଡ଼ି ଯୁବକ ନିଖୋଜ

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକର ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡର ସାନ କୁଣ୍ଡରେ ଗାଧୋଇବା ବେଳେ ପାଣିରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଯୁବକ ଜଣକ ବୁଧବାର ଅପରାହ୍ନରେ ସାନ କୁଣ୍ଡରେ ଗାଧୋଉଥିବା ବେଳେ…
Read More...

ସୂର୍ଯ୍ୟପରାଗ ପାଇଁ ଶ୍ରୀଜୀଉଙ୍କ ସ୍ବତନ୍ତ୍ର ନୀତି କାନ୍ତି: ସାରା ରାତି ଖୋଲା ରହିବ ଶ୍ରୀମନ୍ଦିର

ପୁରୀ: ଆସନ୍ତାକାଲି ବର୍ଷର ଶେଷ ସୂର୍ଯ୍ୟପରାଗ। ଏଥିପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ପରାଗ ପୂର୍ବଦିନ ଅର୍ଥାତ୍ ବୁଧବାର ରାତି ସାରା ଶ୍ରୀମନ୍ଦିର ଖୋଲା ରହିବ। ସାରା ରାତି…
Read More...

ଆସନ୍ତା କାଲି ବର୍ଷର ଶେଷ ସୂର୍ଯ୍ୟପରାଗ: ଜାଣନ୍ତୁ କାହା ପାଇଁ ଶୁଭ ଓ କାହା ପାଇଁ ଅଶୁଭ

ପୁରୀ: ଆସନ୍ତା କାଲି ଅର୍ଥାତ୍ ଗୁରୁବାର ପୌଷକୃଷ୍ଣ ଅମାବାସ୍ୟାରେ କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ୟ୍ୟପରାଗ ସମ୍ପୂର୍ଣ୍ଣ ଭାରତରେ ଦୃଶ୍ୟମାନ ହେବ। ଏହି ପରାଗ କାଳର ଅବଧି ୩ ଘଣ୍ଟା ୯ ମିନଟ ରହିବ। ପରାଗସ୍ପର୍ଶ ସକାଳ ୮ଟା…
Read More...

ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ ଗାଡ଼ି ମନା

ଭୁବନେଶ୍ବର: କମ୍ ବୟସ୍କ ଛାତ୍ରଛାତ୍ରୀମାନେ ଏଣିକି ସ୍କୁଲକୁ ଗାଡ଼ି ନେଇ ଆସି ପାରିବେ ନାହିଁ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବୁଧବାର ଏନେଇ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି। ନିର୍ଦ୍ଦେଶନାମା…
Read More...