ଓପିଏସ୍‌ସିର ନୂଆ ପୋର୍ଟାଲ ଉଦ୍‌ଘାଟିତ

କଟକ: ନିଯୁକ୍ତି ବ୍ୟବସ୍ଥାରେ ସ୍ବଚ୍ଛତା ତଥା ଉତ୍ତରଦାୟିତ୍ବ ବୃଦ୍ଧି କରିବାକୁ ବୁଧବାର ଓପିଏସସି(ଓଡ଼ିଶା ପବ୍ଲିକ୍ ସର୍ଭିସ୍‌ କମିଶନ)ର ନୂଆ ସିଏସ୍‌ଏମ୍‌ଏସ୍‌ ପୋର୍ଟାଲ ଉଦ୍‌ଘାଟିତ ହୋଇଛି। ସିଏସ୍‌ଏମ୍‌ଏସ୍ ଅର୍ଥ…
Read More...

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ବାସୁଦେବ ସାହୁ

ସୋର: ସୋର ରାସ୍ତା ଓ ଗୃହ ନିର୍ମାଣ ବିଭାଗ ସହକାରୀ ଯନ୍ତ୍ରୀ ବାସୁଦେବ ପ୍ରସାଦ ସାହୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଇ ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ବିଲ୍ ପାସ୍ କରାଇଦେବାକୁ ଜଣେ ଠିକାଦାରଙ୍କଠାରୁ ୨ ଲକ୍ଷ…
Read More...

ବେଆଇନ ଗଚ୍ଛିତ କଫ୍‌ ସିରପ ଜବତ, ଜଣେ ଅଟକ

ଜୟପୁର: ବେଆଇନ କଫ୍‌ ସିରପ ଗଚ୍ଛିତ ଅଭିଯୋଗରେ ବୁଧବାର କୋରାପୁଟ ଜିଲା ଜୟପୁର ସହରର ଲିଙ୍ଗରାଜ ନଗର ସ୍ଥିତ ଏକ ଘରେ ଡ୍ରଗ୍ସ ଇନ୍ସପେକ୍ଟର ଓ ପୁଲିସ ମିଳିତ ଭାବେ ଚଢାଉ କରିଛି। ଏହି ଚଢାଉରେ ପ୍ରାୟ ହଜାର ବୋତଲ…
Read More...

ବାଦଶାହଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ଅଳ୍ପକେ ବର୍ତ୍ତିଲେ ର‍୍ୟାପର୍‍

ମୁମ୍ବଇ: ବଲିଉଡ଼ କଣ୍ଠଶିଳ୍ପୀ ତଥା ର‍୍ୟାପର୍‍ ବାଦଶାହଙ୍କ କାର୍‍ ପଞ୍ଜାବର ଲୁଧିଆନାଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ମାତ୍ର ବାଦଶାହ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଓ ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡ଼ିଛି।…
Read More...

ଟୋକିଓରୁ ପୁଅର ମୃତଦେହ ଆଣିବାକୁ ସରକାରଙ୍କୁ ପରିବାରର ଗୁହାରୀ

ଯାଜପୁର: ଜାପାନର ଟୋକିଓ ସହରରେ ମୃତ୍ୟୁବରଣ କରିଥିବା ଓଡ଼ିଆ ଶ୍ରମିକଙ୍କ ମୃତଦେହ ଆଣିବାକୁ ପରିବାର ଲୋକେ ସରକାରଙ୍କ ନିକଟରେ ଆକୁଳ ନିବେଦନ କରିଛନ୍ତି। ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ପଠାନ ମହଲାର ସେକ…
Read More...

ଶିଶୁ ସୁରକ୍ଷା ୟୁନିଟ୍ ଦ୍ବାରା ଶିଶୁପୁତ୍ର ଉଦ୍ଧାର

ଯାଜପୁର: ଯାଜପୁର ଜିଲା ଶିଶୁ ସୁରକ୍ଷା ୟୁନିଟ୍ ଦ୍ବାରା ବ୍ୟାସନଗର ପୌରାଞ୍ଚଳ ଅନ୍ତର୍ଗତ ଚୋରଦା ଜେନାସାହିରୁ ମଙ୍ଗଳବାର ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ସୂଚନା ମୁତାବକ, ଏଠାକାର ଜଣେ ମହିଳାଙ୍କ ନିକଟରୁ…
Read More...

୫ରେ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା: ସମର୍ଥନ କରିବ କିନ୍ତୁ ସାମିଲ ହେବନି କଳାହାଣ୍ଡି ଓକିଲ ସଂଘ

ଭବାନୀପାଟଣା: ଆସନ୍ତା ୫ ତାରିଖରେ ପଶ୍ଚିମ ଓଡ଼ିଶା ଓକିଲ ସଂଘ ତରଫରୁ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ତେବେ ଏହି ବନ୍ଦରେ କଳାହାଣ୍ଡି ଓକିଲ ସଂଘ ସାମିଲ ହେବନାହିଁ ବୋଲି ନିଷ୍ପତ୍ତି ନେଇଛି। କିନ୍ତୁ ପଶ୍ଚିମ…
Read More...

ଯାଜପୁରରୁ ଭଦ୍ରକ ବରଯାତ୍ରୀ ଯାଇଥିବା ଯୁବକ ହତ୍ୟାକାଣ୍ଡ ଘଟଣା: ନିରପେକ୍ଷ ତଦନ୍ତ ଦାବି କଲା ପରିବାର

ଯାଜପୁର: ଯାଜପୁରରୁ ଭଦ୍ରକ ବରଯାତ୍ରୀ ଯାଇଥିବା ଯୁବକଙ୍କ ହତ୍ୟାକାଣ୍ଡ ଘଟଣାରେ ମଙ୍ଗଳବାର ପରିବାର ଲୋକେ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ଘଟଣାକୁ ୫ ଦିନ ବିତିଯାଇଥିଲେ ହେଁ ଏ ପର୍ଯ୍ୟନ୍ତ କୌଣସି ଅଭିଯୁକ୍ତ ଗିରଫ…
Read More...

‘ହୱା ସିଂହ’ ପୋଷ୍ଟର; ଭିନ୍ନ ଲୁକ୍‌ରେ ସୁରଜ

ମୁମ୍ବଇ: ବଲିଉଡ଼ ଅଭିନେତା ସୁରଜ ପଞ୍ଚୋଲି ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ହୱା ସିଂହ’ର ପ୍ରଥମ ପୋଷ୍ଟର ମଙ୍ଗଳବାର ସାମ୍ନାକୁ ଆସିଛି। ବଲିଉଡ଼ ଭାଇଜାନ୍‍ ସଲମାନ ଖାନ ସାମାଜିକ ଗଣମାଧ୍ୟମରେ ଏହି ପୋଷ୍ଟର ଶେୟାର କରିଛନ୍ତି।…
Read More...

ପାଦ ଫାଟୁଥିଲେ….

ଆମ ମଧ୍ୟରୁ ଅଧିକାଂଶ ଲୋକଙ୍କର ଶୀତଦିନେ ପାଦ ଫାଟିଥାଏ। କିଛି ଲୋକଙ୍କର ତ ବର୍ଷକ ବାରମାସ ଏହି ସମସ୍ୟା ଦେଖା ଦେଇଥାଏ। ସାଧାରଣତଃ ପରିବେଶ ଶୁଷ୍କ ହେବାରୁ ଏହାର ପ୍ରଭାବ ଶରୀର ଉପରେ ପଡ଼ି ଏପରି ହୋଇଥାଏ। ହେଲେ ପାଚନ…
Read More...

‘ବିଶ୍ବ କର୍କଟ ଦିବସ’ : ୫ଟି ଖାଦ୍ୟ, ଯାହା ଆପଣଙ୍କୁ କ୍ୟାନ୍ସରଠାରୁ ରଖିବ ଦୂରେଇ

ଚଳିତ ଦିନରେ ଅଧିକାଂଶ ଲୋକ କର୍କଟ ରୋଗରେ ପୀଡ଼ିତ। ହୁଏତ କ୍ବଚିତ୍ ଲୋକ ଏହି ରୋଗ ସହ ଲଢି ବିଜୟ ହାସଲ କରି ପାରୁଛନ୍ତି। ଆଜି କାଲିର ଅନିୟମିତ ଜୀବନଶୈଳୀ ଓ ଖାଦ୍ୟପେୟ ଏହାର ଏକ ମୁଖ୍ୟ କାରଣ। ତେଣୁ କର୍କଟରୁ ଦୂରେଇ…
Read More...

‘ଭୂତ ପାର୍ଟ ୱନ୍‍: ଦ ହଣ୍ଟେଡ଼୍‍ ସିପ୍‍’ ଟ୍ରେଲର: ଭୟର ଜାଲରେ ଫସିଛନ୍ତି ଭିକି

ମୁମ୍ବଇ: ଭିକି କୌଶଲଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଭୂତ ପାର୍ଟ ୱନ୍‍: ଦି ହଣ୍ଟେଡ଼୍‍ ସିପ୍‍’ର ଟ୍ରେଲର ସୋମବାର ରିଲିଜ୍‍ ହୋଇଛି। ଚଳଚ୍ଚିତ୍ରରେ ଏକ ନୂଆ କାହାଣୀ ସହ ଛାତି ଥରାଇଳା ଭଳି ଭୟାନକ ଦୃଶ୍ୟ ଦେଖିବାକୁ…
Read More...

ଏକ ତରଫା ପ୍ରେମର କରୁଣ ପରିଣତି: ଶିକ୍ଷୟିତ୍ରୀଙ୍କ ଦେହରେ ନିଆଁ ଲଗାଇଲା ବିବାହିତ ବ୍ୟକ୍ତି

ୱାର୍ଦ୍ଧା: ମହାରାଷ୍ଟ୍ରରେ ଏକ ତରଫା ପ୍ରେମକୁ ନେଇ ଜଣେ ବିବାହିତ ବ୍ୟକ୍ତି ଜଣେ ଶିକ୍ଷୟିତ୍ରୀଙ୍କୁ ଜିଅନ୍ତା ଜାଳି ହତ୍ୟା କରିବାକୁ ଉଦ୍ୟମ କରିଛି। ପୀଡ଼ିତାଙ୍କୁ ନାଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ…
Read More...

ପାକିସ୍ତାନରେ ଅନ୍ତିମ ସଂସ୍କାର ହେଲା ମହଙ୍ଗା: ଶବ ପୋତି ଦେଉଛନ୍ତି ହିନ୍ଦୁ

ଅମୃତସର: ପାକିସ୍ତାନରେ ହିନ୍ଦୁମାନଙ୍କ ପାଇଁ ଅନ୍ତିମ ସଂସ୍କାର କରିବା ମହଙ୍ଗା ହୋଇଯାଇଛି। ଏହି କାରଣରୁ ଅନେକ ହିନ୍ଦୁ ଶବକୁ ପୋତି ଦେଉଛନ୍ତି ଓ ଆଉ କିଛି ଲୋକ ଅସ୍ଥି ବିସର୍ଜନ ପାଇଁ ଅପେକ୍ଷା କରି ରହିଛନ୍ତି।…
Read More...

ସାମ୍ନାକୁ ଆସିଲା ‘ବାଗୀ-୩’ର ପ୍ରଥମ ପୋଷ୍ଟର: ଜାଣନ୍ତୁ, କେ​‌ବେ ଆସିବ ଟ୍ରେଲର

ମୁମ୍ବଇ: ବଲିଉଡ଼ ଅଭିନେତା ଟାଇଗର ଶ୍ରଫଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ବାଗୀ-୩’ର ପ୍ରଥମ ପୋଷ୍ଟର ସୋମବାର ସାମ୍ନାକୁ ଆସିଛି। ପୋଷ୍ଟରରେ ଟାଇଗର କୌଣସି ଏକ ଯୁଦ୍ଧ ମୈଦାନରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଟାଇଗର…
Read More...

ହୃଦ୍‌ରୋଗୀ ଏହି ୩ଟି ଖାଦ୍ୟ ଦ୍ରବ୍ୟଠାରୁ ରୁହନ୍ତୁ ଦୂରେଇ

ଆଜିକାଲି ଅନିୟମିତ ଜୀବନଶୈଳୀ ଓ ଖାଦ୍ୟପେୟ ଯୋଗୁ ଆମକୁ ଅନେକ ମାରାତ୍ମକ ରୋଗର ସମ୍ମୁଖୀନ ହେବାକୁ ପଡ଼ୁଛି। ତନ୍ମଧ୍ୟରୁ ସବୁଠୁ ପ୍ରାଣଘାତୀ ବା ମାରାତ୍ମକ ହେଉଛି ହୃଦ୍‌ରୋଗ। ହୃଦ୍‌ରୋଗୀମାନଙ୍କ ଜୀବନ ଉପରେ ସବୁବେଳେ…
Read More...

ବକ୍ସ ଅଫିସରେ ସ୍ଥିତି ସୁଦୃଢ କରୁଛି ‘ଜୱାନୀ ଜାନେମନ’

ମୁମ୍ବଇ: ଶୁକ୍ରବାର ପରଦାକୁ ଆସିଥିବା ସୈଫ୍‍ ଅଲୀ ଖାନ୍‍ଙ୍କ ଅଭିନୀତ ଚଳଚ୍ଚିତ୍ର ‘ଜୱାନୀ ଜାନେମନ’ ବକ୍ସ ଅଫିସରେ ଧୀରେଧୀରେ ନିଜର ସ୍ଥିତ ସୁଦୃଢ କରୁଛି। ମୁକ୍ତିଲାଭର ପ୍ରଥମ ଦିନରେ ଚଳଚ୍ଚିତ୍ର ୩.୨୪ କୋଟି ଟଙ୍କା ଆୟ…
Read More...

ଜାଣନ୍ତୁ କେଉଁ ବାସନରେ ଖାଇଲେ ଶରୀରରେ କି ପ୍ରଭାବ ପଡ଼େ

ଏହା ଆମେ ସମସ୍ତେ ଜାଣନ୍ତି ଯେ ଖାଦ୍ୟ-ପାନୀୟ ଓ ଏହାର ପ୍ରକାରଭେଦ ଦ୍ବାରା ଆମ ଶରୀର ପ୍ରଭାବିତ ହୋଇଥାଏ।  ହେଲେ କ’ ଆପଣ ଜାଣନ୍ତି, ଖାଲି ଖାଦ୍ୟ ନୁହେଁ ଖାଦ୍ୟ ଖାଉଥିବା ପାତ୍ର ବା ବାସନ ମଧ୍ୟ ସ୍ବାସ୍ଥ୍ୟ ଉପରେ ବିଶେଷ…
Read More...

ଘୋଷଣା ହେଲା ‘ବ୍ରହ୍ମାସ୍ତ୍ର’ର ମୁକ୍ତିଲାଭ ତାରିଖ

ମୁମ୍ବଇ: ରଣବୀର କପୁର, ଆଲିୟା ଭଟ୍ଟ ଓ ଅଭିତାଭ ବଚ୍ଚନଙ୍କ ଅଭିନୀତ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ର ମୁକ୍ତିଲାଭ ତାରିଖ ରବିବାର ଘୋଷଣା କରାଯାଇଛି। ଚଳଚ୍ଚିତ୍ର ୪ ଡିସେମ୍ବର, ୨୦୨୦ରେ ପରଦାକୁ ଆସିବ। ଆଲିୟା ଏକ ଭିଡିଓ…
Read More...

ଶ୍ରୀନଗରରେ ଗ୍ରେନେଡ଼୍‍ ମାଡ଼: ୨ ସ୍ଥାନୀୟ ନାଗରିକ ଓ ଦୁଇ ଯବାନ ଆହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ଶ୍ରୀନଗର ସ୍ଥିତ ଲାଲ ଚୌକ ଅଞ୍ଚଳରେ ରବିବାର ଆତଙ୍କବାଦୀମାନେ ସିଆରପିଏଫ୍‍ ଟିମ୍‍ ଉପରକୁ ଆକ୍ରମଣ ସ୍ୱରୂପ ଗ୍ରେନେଡ଼୍‍ ମାଡ଼ କରିଛନ୍ତି। ଏହି ଆକ୍ରମଣରେ ୨ ସ୍ଥାନୀୟ ନାଗରିକଙ୍କ ସମେତ ଦୁଇ…
Read More...

ଦିନ ଦ୍ୱିପହରେ ବିଶ୍ୱ ହିନ୍ଦୁ ମହାସଭା ନେତାଙ୍କୁ ଗୁଳି କରି ହତ୍ୟା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଆଇନ ବ୍ୟବସ୍ଥା ଉପରେ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଠାରେ ରାଜଧାନୀ ଲକ୍ଷ୍ନୌର ହଜରତଗଞ୍ଜଠାରେ ବିଶ୍ୱ ହିନ୍ଦୁ ମହାସଭାର ରାଜ୍ୟ ଅଧ୍ୟକ୍ଷ ରଞ୍ଜିତ ବଚ୍ଚନଙ୍କୁ ଦିନ ଦ୍ୱିପହରେ ବିଚ୍‍…
Read More...

୧୪ ଦିନ ପରେ ଡାକ୍ତରଖାନାରୁ ଫେରିଲେ ଶବାନା

ମୁମ୍ବଇ: ପ୍ରଖ୍ୟାତ ବଲିଉଡ଼ ଅଭିନେତ୍ରୀ ଶବାନା ଆଜମୀ ୧୪ ଦିନ ପରେ ଶୁକ୍ରବାର ଡାକ୍ତରଖାନାରୁ ଘରକୁ ଫେରିଛନ୍ତି। ଶନିବାର ଶବାନା ନିଜେ ପ୍ରଶଂସକମାନଙ୍କୁ ସାମାଜିକ ଗଣମାଧ୍ୟମ ଜରିଆରେ ଡାକ୍ତରଖାନାରୁ ଫେରିବା ନେଇ ସୂଚନା…
Read More...

ଦେବାଳିଆ ସରକାରଙ୍କ ଦେବାଳିଆ ବଜେଟ୍‍: ଅଖିଳେଶ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ୍‍କୁ ଦେବାଳିଆ ବଜେଟ୍‍ ବୋଲି କହିଛନ୍ତି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ। ସେ କହିଛନ୍ତି, ଏହା…
Read More...

‘ସୂର୍ଯ୍ୟବଂଶୀ’ରେ ଜ୍ୟାକିଙ୍କ ଏଣ୍ଟ୍ରି

ମୁମ୍ବଇ: ବଲିଉଡ଼ର ଲୋକପ୍ରିୟ ଅଭିନେତା ଜ୍ୟାକି ଶ୍ରଫ୍‍ ଶନିବାର(୧ ଫେବୃଆରୀ) ନିଜର ଜନ୍ମଦିନ ପାଳନ କରୁଛନ୍ତି। ଜ୍ୟାକିଙ୍କ ଜନ୍ମଦିନ ଅବସରରେ ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ପ୍ରଶଂସକମାନଙ୍କୁ ଏକ ଖୁସି ଖବର ଦେଇଛନ୍ତି। ସେ…
Read More...

ବଜେଟ୍‍ ୨୦୨୦-୨୧: ମହିଳାଙ୍କ ପାଇଁ ବଡ଼ ଘୋଷଣା, ବଦଳିପାରେ ମାତୃତ୍ୱର ବୟସ ସୀମା

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ଆର୍ଥିକ ବର୍ଷ ବଜେଟ୍‌ ଆଗତ କରି ନିଜ ଅଭିଭାଷଣରେ ଅନେକ ବଡ଼ ଘୋଷଣା କରିଛନ୍ତି। ଏହା ସହିତ ଦେଶର ମହିଳାମାନଙ୍କ ପାଇଁ ମଧ୍ୟ ବିଶେଷ ତଥା ଗୁରୁତ୍ବପୂର୍ଣ୍ଣ ଘେଷଣା…
Read More...

ବଜେଟ୍‍ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀଙ୍କ କବିତା ପାଠ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଲୋକସଭାରେ ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ୨ୟ ବଜେଟ୍‍ ଉପସ୍ଥାପନ କରୁଛନ୍ତି। ବଜେଟ୍‍ ଉପସ୍ଥାପନ ସମୟରେ ଅଭିନବ ଶୈଳୀରେ ସେ ପଣ୍ଡିତ ଦୀନାନାଥ କୌଲଙ୍କ…
Read More...

ନିର୍ଭୟା ମାମଲା: ବିଚାର ଶେଷ ହୋଇଥିବା ୩ ଦୋଷୀଙ୍କୁ କାଲି ଫାଶୀ ଦେବାକୁ ଅଦାଲତଙ୍କୁ ଅନୁମତି ମାଗିଲା ତିହାର ଜେଲ

ନୂଆଦିଲ୍ଲୀ: ନିର୍ଭୟା ଗଣବଳାତ୍କାର ଓ ହତ୍ୟା ଘଟଣାର ୪ ଦୋଷୀଙ୍କ ମଧ୍ୟରୁ ଜଣଙ୍କର ରାଜକ୍ଷମା ଆବେଦନ ଏବେ ବିଚାର ଅପେକ୍ଷାରେ ରହିଛି। ତେଣୁ ବିଚାର ସରିଥିବା ଅନ୍ୟ ତିନି ଦୋଷୀଙ୍କର ଫାଶୀ ଦଣ୍ଡାଦେଶକୁ ଆସନ୍ତାକାଲି ହିଁ…
Read More...

‘ମିଷ୍ଟର ଓଡ଼ିଶା ଏସିଆ ଇଣ୍ଟରନେସନାଲ୍‍ ଇଣ୍ଡିଆ’ ଅଭିଷେକ

ଭୁବନେଶ୍ୱର: ନୂଆଦିଲ୍ଲୀରେ ଅନୁଷ୍ଠିତ ‘ଗ୍ଲୋବାଲ ମିଷ୍ଟର ଆଣ୍ଡ୍‍ ମିସ୍‍ ଏସିଆ ଇଣ୍ଟରନେସନାଲ୍‍ ଇଣ୍ଡିଆ ୨୦୧୯-୨୦’ରେ ଓଡ଼ିଆ ପୁଅ ଅଭିଷେକ ପ୍ରକାଶ ବେହେରା ‘ମିଷ୍ଟର ଓଡ଼ିଶା ଏସିଆ ଇଣ୍ଟରନେସନାଲ୍‍ ଇଣ୍ଡିଆ’ ଟାଇଟଲ ହାସଲ…
Read More...

କାନପୁରରୁ ୫ ପିଏଫଆଇ ସଦସ୍ୟ ଗିରଫ, ସିଏଏ ବିରୋଧୀ ହିଂସା କରାଉଥିଲେ

କାନପୁର: ସିଏଏ, ଏନଆରସି ଓ ଏନପିଆର ବିରୋଧରେ ସାରା ଦେଶରେ ହିଂସାର ବାତାବାରଣ ଲାଗି ରହିଛି। ଏଭଳି ପରିସ୍ଥିତିରେ କାନପୁର ସମେତ ଅନ୍ୟ ଜିଲାରେ ସିଏଏ ଓ ଏନଆରସି ବିରୋଧରେ ହିଂସା ସୃଷ୍ଟି କରାଉଥିବା ପିଏଫଆଇ(ପପୁଲାର…
Read More...

ରିଲିଜ୍‍ ହେଲା ‘ଭୂତ-ପାର୍ଟ ୱନ୍‍: ଦି ହଣ୍ଟେଡ଼ ସିପ୍‍’ର ଟିଜର୍‍

ମୁମ୍ବଇ: ଭିକି କୌଶଲଙ୍କ ଅଭିନୀତ ହରର୍‍-ଡ୍ରାମା ଚଳଚ୍ଚିତ୍ର ‘ଭୂତ-ପାର୍ଟ ୱନ୍‍: ଦି ହଣ୍ଟେଡ଼ ସିପ୍‍’ର ଟିଜର୍‍ ଶୁକ୍ରବାର ରିଲିଜ୍‍ ହୋଇଛି। ପୋଷ୍ଟର ପରି ଚଳଚ୍ଚିତ୍ରର ଟିଜର ମଧ୍ୟ ଖୁବ୍‍ ଭୟାନକ ହୋଇଛି। ଅନ୍ଧାର ରାତି…
Read More...

ଡ୍ରେନେଜରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ପିପିଲି: ପୁରୀ ଜିଲା ସୀମାବର୍ତ୍ତୀ ତେଇଶିପୁର ପଞ୍ଚାୟତ ଅନ୍ତର୍ଗତ ସୋଲଣା ଗ୍ରାମ ନିକଟସ୍ଥ ଏକ ଦଳ ଭର୍ତ୍ତି ଡ୍ରେନେଜ ମଧ୍ୟରୁ ଜନୈକା ମହିଳାଙ୍କ ଗଳିତ ମୃତଦେହକୁ ପିପିଲି ପୁଲିସ ଗୁରୁବାର ଉଦ୍ଧାର କରିଛି। ମୃତଦେହର…
Read More...

ଯାଜପୁର ଜିଲାପାଳଙ୍କ ଅଭିନବ ପ୍ରୟାସ: ଦକ୍ଷ କର୍ମଚାରୀଙ୍କୁ ପ୍ରଶଂସା ଓ ଠକ କର୍ମଚାରୀଙ୍କୁ…..

ଯାଜପୁର: ଦକ୍ଷ କର୍ମଚାରୀଙ୍କୁ ପ୍ରଶଂସା ଓ ଠକ କର୍ମଚାରୀଙ୍କୁ ଲଜ୍ଜିତ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଯାଜପୁର ଜିଲାପାଳ ରଞ୍ଜନନ କୁମାର ଦାସ ଏପରି କିଛି କରି ଏବେ ଚର୍ଚ୍ଚାରେ ରହିଛନ୍ତି। ବର୍ତ୍ତମାନ ସାରା…
Read More...

ସାମ୍ନାକୁ ଆସିଲା ‘ଥପ୍ପଡ଼୍‍’ର ପ୍ରଥମ ପୋଷ୍ଟର

ମୁମ୍ବଇ: ତାପସୀ ପନ୍ନୁଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଥପ୍ପଡ଼୍‍’ର ପ୍ରଥମ ପୋଷ୍ଟର ଗୁରୁବାର ସାମ୍ନାକୁ ଆସିଛି। ପୋଷ୍ଟରରେ ମଥାରେ ବିନ୍ଦି ଲଗାଇ ସଜେଇ ହୋଇଥିବା ତାପସୀଙ୍କ ଗାଲରେ କେହି ଚାପୁଡ଼ା ମାରୁଥିବା ଦେଖିବାକୁ…
Read More...

ନିର୍ଭୟା ଦୋଷୀ ଅକ୍ଷୟ ସିଂହର କ୍ୟୁରେଟିଭ ପିଟିସନ ଖାରଜ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ଅକ୍ଷୟ ସିଂହ ଠାକୁରର କ୍ୟୁରେଟିଭ ପିଟିସନ ଗୁରୁବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଫାଶୀ ପ୍ରକ୍ରିୟାକୁ ବିଳମ୍ବିତ କରିବା ତଥା ଏଥିରୁ ବର୍ତ୍ତିବା ପାଇଁ…
Read More...

କ୍ୟାଡର ନକ୍ସଲ ସୁମନର ଆତ୍ମସମର୍ପଣ

ରାଉରକେଲା: ସମ୍ବଲପୁର-ସୁନ୍ଦରଗଡ଼-ଦେବଗଡ଼ ଡିଭିଜନର କ୍ୟାଡର ନକ୍ସଲ ପୋଗା ସୁରିନ ଓରଫ ସୁମନ ଗୁରୁବାର ରାଉରକେଲା ପୁଲିସ ଏବଂ ସିଆରପିଏଫ୍ ୧୯ ବାଟାଲିୟନ୍ ନିକଟରେ ଆତ୍ମସମର୍ପଣ କରିଛି। ସୁମନର ଘର ଝାଡ଼ଖଣ୍ଡର ଛୋଟା ନାଗରା…
Read More...

ଅନୁଗୋଳ ଏସଆଇ ଅରକ୍ଷିତ ସେଠୀ ନିଲମ୍ବିତ

ଅନୁଗୋଳ: ଅନୁଗୋଳ ଥାନା ସବ୍ ଇନ୍ସପେକ୍ଟର ଅରକ୍ଷିତ ସେଠୀଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ଗୁରୁବାର ନିଲମ୍ବନ କରାଯାଇଛି। ମାମଲାର ସଠିକ୍ ତଦନ୍ତ ନ କରିବା ଓ ଅପରାଧୀ ପ୍ରତି କୋହଳ ମନୋଭାବ ପୋଷଣ କରିଥିବା ତାଙ୍କ ନାଁରେ…
Read More...

କଙ୍କଡ଼ାହାଡ଼ ଆଇଆଇସି ନିଲମ୍ବିତ

କଙ୍କଡ଼ାହାଡ଼: ଢୋଙ୍କାନାଳ ଜିଲା କଙ୍କଡ଼ାହାଡ଼ ଆଇଆଇସି ପ୍ରମୋଦ କୁମାର ଲେଙ୍କାଙ୍କୁ ଗୁରୁବାର ସସ୍‌ପେଣ୍ଡ କରାଯାଇଛି। କାର୍ଯ୍ୟରେ ଅନିୟମିତତା ଓ ବିଶୃଙ୍ଖଳିତ ଆଚରଣ ପାଇଁ ପୁଲିସ ଡିଜି ଅଭୟ ତାଙ୍କୁ ନିଲମ୍ବନ…
Read More...

ଗଞ୍ଜାମ ଜିଲାପରିଷଦ ବୈଠକ ଅନୁଷ୍ଠିତ

ଛତ୍ରପୁର: ଗଞ୍ଜାମ ଜିଲା ସପ୍ତମ ସାଧାରଣ ଅଧିବେଶନ ଜିଲାପରିଷଦ ବୈଠକ ଛତ୍ରପୁର ଜିଲାପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲାପରିଷଦ ଅଧ୍ୟକ୍ଷା ସୋନାମ ପଲାଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ…
Read More...

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଛୁରା ମାଡ଼ ଅଭିଯୋଗ

ସମ୍ବଲପୁର: ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢାରାଜା ବଜାରରେ ବୁଧବାର ପୂର୍ବ ଶତ୍ରୁତାକୁ ନେଇ ଜଣେ ଯୁବକଙ୍କୁ ଛୁରା ମାଡ଼ କରାଯାଇଥିବା ଅଭିଯୋଗ ହୋଇଛି। ଛୁରା ମାଡ଼ରେ ସୁଶାନ୍ତ ଓରାମ ନାମକ ଜଣେ ଯୁବକ…
Read More...

୩୨୦୦ ଖଣ୍ଡ ଜିଲୋଟିନ୍‍ ଷ୍ଟିକ୍‍ ସହ ୧୯୬ କ୍ୱିଣ୍ଟାଲ ବିସ୍ଫୋରକ ଜବତ; ଜଣେ ଗିରଫ

ଗଞ୍ଜାମ: ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ଗୋପାଳପୁର ଗାଁରେ ବୁଧବାର ଗୋଦାମ ଭର୍ତ୍ତି ବିସ୍ଫୋରକ ଜବତ କରିଛି ଏସଟିଏଫ୍‍। ଏହା ସହିତ ବେଆଇନ ବିସ୍ଫୋରକ ରଖିଥିବା ଅଭିଯୋଗରେ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। ଗିରଫ…
Read More...

ଶ୍ରୀରାମକୃଷ୍ଣ ଆଶ୍ରମର ପ୍ରତିଷ୍ଠାତା ସ୍ୱାମୀ ବୈରାଗ୍ୟାନନ୍ଦଙ୍କ ପରଲୋକ

ଭବାନୀପାଟଣା: କଳାହାଣ୍ଡି ଜିଲାର ମଦନପୁରରାମପୁର ସ୍ଥିତ ଶ୍ରୀରାମକୃଷ୍ଣ ଆଶ୍ରମର ପ୍ରତିଷ୍ଠାତା ଶ୍ରୀମଦ୍ ସ୍ୱାମୀ ବୈରାଗ୍ୟାନନ୍ଦଙ୍କର ପରଲୋକ ଘଟିଛି। ୭୫ ବର୍ଷ ବୟସରେ ଭୁବନେଶ୍ବର ସ୍ଥିତ ଏମ୍ସ ହସ୍ପିଟାଲରେ ମଙ୍ଗଳବାର…
Read More...

ଭଦ୍ରକ: ନିଆଁ ଲାଗି ଯୁବତୀ ଗୁରୁତର

ବାସୁଦେବପୁର: ଭଦ୍ରକ ଜିଲା ବାସୁଦେବପୁର ସ୍ଥିତ କୃଷ୍ଣପୁର ଲୁଣିସାହି ଗ୍ରାମରେ ବୁଧବାର ନିଆଁ ଲାଗି ଜଣେ ଯୁବତୀ ଗୁରୁତର ହୋଇଛନ୍ତି। ଯୁବତୀ ଜଣକ ହେଉଛନ୍ତି ଗ୍ରାମର ଗଜେନ୍ଦ୍ର ରାଉତଙ୍କ ଝିଅ ଜ୍ୟୋତ୍ସାରାଣୀ ରାଉତ।…
Read More...

ସ୍ପିରିଟ୍ ପିଇ ବିଚାରାଧୀନ କଏଦୀ ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

ଜୟପୁର: କୋରାପୁଟ ଜିଲା ଜୟପୁର ଉପ କାରାଗାରର ଜଣେ ବିଚାରାଧୀନ କଏଦୀ ବୁଧବାର ଫାଷ୍ଟ ଏଡ଼ ସ୍ପିରିଟ୍ ପିଇ ଗୁରୁତର ହୋଇଛନ୍ତି। ତାଙ୍କୁ ଜୟପୁର ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର କଏଦୀ ଜଣକ ହେଲେ…
Read More...

ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଓଲଟିଲା ଟ୍ରକ୍, ଜଣେ ଗୁରୁତର

ଭୁବନେଶ୍ବର: ଭୁବନେଶ୍ବରରୁ-ପୁରୀ ଜାତୀୟ ରାଜପଥସ୍ଥିତ ଧଉଳି ଛକ ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଏକ ୧୪ ଚକିଆ ରାବିସ ଟ୍ରକ ୩୩ କେଭି ବିଦ୍ୟୁତ ଖୁଣ୍ଟକୁ ଭାଙ୍ଗି…
Read More...

ରିଲିଜ୍‍ ହେଲା ‘ମଲଙ୍ଗ’ର ନୂଆ ଗୀତ ‘ଫିର୍‍ ନା ମିଲେଁ କଭି…’

ମୁମ୍ବଇ: ଆଦିତ୍ୟ ରୟ କପୁର ଓ ଦିଶା ପଟାନୀଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ମଲଙ୍ଗ’ର ନୂଆ ଗୀତ ମଙ୍ଗଳବାର ରିଲିଜ୍‍ ହୋଇଛି। ଗୀତର ନାଁ ରହିଛି ‘ଫିର୍‍ ନା ମିଲେଁ କଭି...’। ଗୀତରେ ଆଦିତ୍ୟ ଓ ଦିଶାଙ୍କୁ ଦେଖିବାକୁ…
Read More...

ଯୁବତୀଙ୍କ ଏସିଡ଼୍‍ ମାଡ଼ରେ ଯୁବକ ଗୁରୁତର

ଉନ୍ନାଓ: ଉତ୍ତରପ୍ରଦେଶର ଉନ୍ନାଓ ଜିଲାରେ ସୋମବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବତୀ ଜଣେ ଯୁବକଙ୍କ ଉପରକୁ ଏସିଡ଼୍‍ ମାଡ଼ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ…
Read More...

ପ୍ରେମିକଙ୍କ ସହ ଧରାପଡ଼ିଲେ ବିବାହିତା: ଉଭୟଙ୍କ ନାକ କାଟିଲେ ଗ୍ରାମବାସୀ

ଉତ୍ତରପ୍ରଦେଶ: ବିବାହିତ ମହିଳାଙ୍କୁ ପ୍ରେମିକ ସହ ଆପତ୍ତିଜନକ ଅବସ୍ଥାରେ ପାଇ ଗ୍ରାମବାସୀ କଡ଼ା ଦଣ୍ଡ ଦେଇଛନ୍ତି। ମହିଳା ଓ ତାଙ୍କ ପ୍ରେମିକଙ୍କୁ ବାନ୍ଧି ପିଟିବା ସହ ଉଭୟଙ୍କ ନାକ କାଟି ଦେଇଛନ୍ତି। ଏଭଳି ଆଶ୍ଚର୍ଯ୍ୟକର…
Read More...

ମୋଦୀଙ୍କ ପରେ ‘ମ୍ୟାନ୍‌ ଭର୍ସେସ୍‌ ୱାଇଲ୍ଡ’ରେ ରଜନୀକାନ୍ତ

ନୂଆଦିଲ୍ଲୀ: ଡିସ୍କଭରି ଚ୍ୟାନେଲରେ ପ୍ରସାରିତ ହେଉଥିବା ବେୟର ଗ୍ରୀଲ୍ସଙ୍କ ‘ମ୍ୟାନ୍‌ ଭର୍ସେସ୍‌ ୱାଇଲ୍ଡ’ ଶୋ ବେଶ୍ ଲୋକପ୍ରିୟ। ଗତବର୍ଷ ଏହି ଶୋ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହୋଇଥିଲେ ଓ ସେହି…
Read More...

ସୌନ୍ଦର୍ଯ୍ୟ ବୃଦ୍ଧି କରିବ ଚିନି

ସାଧାରଣତଃ ଚିନି ସମସ୍ତଙ୍କ ଘରେ ନିଶ୍ଚତ ରୂପେ ଉପଲବ୍ଧ। ଖାଦ୍ୟ, ପାନୀୟ ପ୍ରସ୍ତୁତିରେ ଏହା ବିଶେଷ ଭୂମିକା ଗ୍ରହଣ କରିଥାଏ। ହେଲେ କ’ଣ ଆପଣ ଜାଣନ୍ତି ସୌନ୍ଦର୍ଯ୍ୟ ବୃଦ୍ଧିରେ ମଧ୍ୟ ଚିନି ସହାୟକ ହୋଇଥାଏ। ଚିନି…
Read More...

ଦମ୍‍ଦାର୍‍ ହେବ ‘ରାଧେ’ର ଫାଇଟ୍‍ ସିନ୍‍: ୨୦ ମିନିଟ୍‍ ପାଇଁ ଖର୍ଚ୍ଚ ହେବ ୭ କୋଟି

ମୁମ୍ବଇ: ବଲିଉଡ଼ ଭାଇଜାନ୍‍ ସଲମାନ ଖାନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ରର ଘୋଷଣା ହୋଇସାରିଛି ଓ ଏହାକୁ ନେଇ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଯାଇଛି। ଚଳଚ୍ଚିତ୍ରର ନାଁ ରହିଛି ‘ରାଧେ’। ନିକଟରେ ମିଳିଥିବା ଖବର ଅନୁଯାୟୀ,…
Read More...

ସାଧାରଣତନ୍ତ୍ର ଦିବସ ସମ୍ପର୍କରେ ୮ଟି ଗୁରୁତ୍ବପୂର୍ଣ୍ଣ କଥା

ଆଉ ମାତ୍ର ୩ ଦିନ ପରେ ସାରା ଦେଶ ପାଳନ କରିବ ୭୧ତମ ସାଧାରଣତନ୍ତ୍ର ଦିବସ। ୧୯୫୦ ମସିହାରୁ ପାଳିତ ହୋଇ ଆସୁଥିବା ଏହି ଦିବସ ପ୍ରତ୍ୟେକ ଭାରତୀୟ ପାଇଁ ଏକ ବିଶେଷ ଓ ଗର୍ବର ଦିନ। ଦୀର୍ଘଦିନ ଇଂରାଜୀ ଶାସନାଧିନ ଥିବା ଭାରତ…
Read More...

ଧାନ ବୋଝେଇ ଟ୍ରକ୍‌କୁ ୫୮ ହଜାର ଜରିମାନା

ଭଦ୍ରକ: ଭଦ୍ରକର ତିହିଡ଼ି ଅଞ୍ଚଳରେ ଗୁରୁବାର ଏକ ଧାନ ବୋଝେଇ ଟ୍ରକକୁ ୫୮ ହଜାର ୪୦ ଟଙ୍କା ଜରିମାନା ହୋଇଛି। ଓଭର ଲୋଡିଂ, ଗାଡ଼ିର ପରମିଟ୍ ଓ ଲାଇସେନ୍ସ ନ ଥିବାରୁ ଭଦ୍ରକ ପରିବହନ ବିଭାଗ ପକ୍ଷରୁ ଏହି ଜରିମାନା…
Read More...

ମାର୍କେଟ୍ ବିଲ୍ଡିଂରେ ଆକ୍ରମଣ ଘଟଣା: ୩ ଅଭିଯୁକ୍ତଙ୍କ ବିରୋଧରେ ଏନଏସଏ

ଭୁବନେଶ୍ବର: ଭୁବନେଶ୍ୱର ମାର୍କେଟ୍ ବିଲ୍ଡିଂରେ ଦୁର୍ବୃତ୍ତଙ୍କ ଆକ୍ରମଣ ଘଟଣାରେ କମିଶନରେଟ୍ ପୁଲିସ ୩ ଅଭିଯୁକ୍ତଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ ବା ଏନଏସଏ ଲାଗୁ କରିଛି। ୩ ଅଭିଯୁକ୍ତ ଚନ୍ଦନ ଦାସ, ବିଶ୍ୱନାଥ…
Read More...

ଗୋପବନ୍ଧୁଙ୍କ ପରି ‘ସମାଜ’ ସାରା ଦେଶ ପାଇଁ ଚିନ୍ତିତ: ପ୍ରଶାନ୍ତ ନନ୍ଦ

ଭୁବନେଶ୍ୱର: ଗୋପବନ୍ଧୁ ଯେପରି ଓଡ଼ିଶାର ହୋଇ ମଧ୍ୟ ସାରା ଦେଶ ପାଇଁ ଚିନ୍ତା କରୁଥିଲେ, ସେହିପରି ‘ସମାଜ’ ରାଜ୍ୟ ସହ ସାରା ଦେଶ ପାଇଁ ଚିନ୍ତିତ। ଏହା କହିଛିନ୍ତି ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା, ନିର୍ଦେଶକ, ଅଭିନେତା ତଥା…
Read More...

ଶ୍ରୀମନ୍ଦିରରେ ଏଏସଆଇ ଟିମ୍: ନାଟମଣ୍ଡପ,ଜଗମୋହନ ସ୍ଥିତି ସମୀକ୍ଷା କଲେ

ପୁରୀ: ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସଆଇ)ର ଯୁଗ୍ମ ଡିଜି ଡ. ଜାହ୍ନବୀ ଶର୍ମାଙ୍କ ନେତୃତ୍ୱରେ ଗୁରୁବାର ୬ ଜଣିଆ କୋରକମିଟି ଟିମ୍ ଶ୍ରୀମନ୍ଦିର ପରିଦର୍ଶନରେ ଆସି ନାଟମଣ୍ଡପ, ଜଗମୋହନର ସ୍ଥିତି…
Read More...

ପ୍ରକାଶ ପାଇଲା ଡିସେମ୍ବର ମାସ ପାଇଁ ଓଡିଶା ଷ୍ଟାର ରେଟିଙ୍ଗ୍

ଭୁବନେଶ୍ୱର: ଡିସେମ୍ବର ମାସ ପାଇଁ ଓଡିଶା ଷ୍ଟାର ରେଟିଙ୍ଗ ପ୍ରକାଶ ପାଇଛି। ନିକଟରେ ପ୍ରକାଶିତ ହୋଇଥିବା ଏହି ରେଟିଙ୍ଗ ଅନୁସାରେ, ଓଡ଼ିଶାରେ ୭୩ଟି ଶିଳ୍ପାନୁଷ୍ଠାନର ପରିବେଶ ପାରଦର୍ଶିତା ଧାର୍ୟ୍ୟ ମାନକ ଠାରୁ କମ୍…
Read More...

ସିଏଏ ସମର୍ଥନରେ ଯାଜପୁରରେ ବିଜେପିର ବିଶାଳ ଜନ ଜାଗରଣ ଶୋଭାଯାତ୍ରା

ଯାଜପୁର:ଯାଜପୁର ଜିଲା ସଦର ମହକୁମାରେ ବୁଧବାର ନାଗରିକତା ସଂଶୋଧନ ଆଇନ(ସିଏଏ) ସମର୍ଥନରେ ବିଜେପିର ବିଶାଳ ଜନ ଜାଗରଣ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଜିଲା ସଭାପତି ଗୌତମ ରାୟଙ୍କ ନେତୃତ୍ୱରେ ସହସ୍ରାଧିକ ବିଜେପି କର୍ମୀ…
Read More...

ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ

ବଳଙ୍ଗା: ପୁରୀ ଜିଲା ବଳଙ୍ଗା ଜଳସମ୍ପଦ ଉପଖଣ୍ଡ ପରିସରରେ ବୁଧବାର ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ହୋଇଯାଇଛି। ପୁରୀ ଜଳ ସମ୍ପଦ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି…
Read More...

ଭିଜିଲାନ୍ସ ଜାଲରେ କିରାଣୀ

ବାଲେଶ୍ବର: ବାଲେଶ୍ବର ଟାଉନ୍‌ ଶ୍ରମ କାର୍ଯ୍ୟାଳୟର କିରାଣୀ ସତ୍ୟବ୍ରତ ବେହେରା ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଚଢାଉ କରି ସତ୍ୟବ୍ରତଙ୍କୁ ଗିରଫ କରିଛି।…
Read More...

ଜୁଲାଇ ପହିଲାରୁ ଭୁବନେଶ୍ବରରୁ ପ୍ରୟାଗରାଜକୁ ଉଡ଼ିବ ବିମାନ

ଭୁବନେଶ୍ବର: ଜୁଲାଇ ପହିଲାରୁ ଭୁବନେଶ୍ବରରୁ ପ୍ରୟାଗରାଜକୁ ସିଧା ବିମାନ ସେବା ଆରମ୍ଭ ହେବ। ବୁଧବାର ରାଜ୍ୟରେ ବିମାନ ସଂଯୋଗ ବୃଦ୍ଧି ପ୍ରସଙ୍ଗରେ ଚାଲିଥିବା ଉଚ୍ଚସ୍ତରୀୟ ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ…
Read More...

ମୀରାଦେବୀ ସଂସ୍କୃତ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

କଟକ: କଟକ ଜିଲା ମାହାଙ୍ଗା ବ୍ଲକ୍‍ ଅନ୍ତର୍ଗତ କଇଥା ଗ୍ରାମପଞ୍ଚାୟତର ତ୍ରିନାଥପୁର ମୀରାଦେବୀ ସଂସ୍କୃତ ମହାବିଦ୍ୟାଳୟରେ +୩ ତୃତୀୟ ବର୍ଷ ଓ +୨ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ମଙ୍ଗଳବାର ବିଦାୟକାଳୀନ…
Read More...

କଟକ ଗସ୍ତରେ ୫-ଟି ସଚିବ: ଏସସିବି ଦ୍ବିତୀୟ କ୍ୟାମ୍ପସ୍ ନେଇ ଆଲୋଚନା

କଟକ: ୫-ଟି ସଚିବ ଭି.କେ ପାଣ୍ଡିଆନ ବୁଧବାର କଟକ ଗସ୍ତ କରି ମହାନଦୀରେ ଚାଲିଥିବା ଡ୍ରେଜିଂ ଏବଂ ଏହାଦ୍ବାରା ନିର୍ମାଣ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ସହ ଆଲୋଚନା…
Read More...

କ୍ରିଷ୍ଟଲ ଆୱାର୍ଡ଼ରେ ସମ୍ମାନିତ ହେଲେ ଦୀପିକା

ଦାବୋସ: ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ସ୍ୱିଜରଲ୍ୟାଣ୍ଡର ଦାବୋସରେ କ୍ରିଷ୍ଟଲ ଆୱାର୍ଡ଼ରେ ସମ୍ମାନିତ କରାଯାଇଛି। ମାନସିକ ସ୍ୱାସ୍ଥ୍ୟ ବିଷୟରେ ସଚେତନତା ସୃଷ୍ଟି କରିବା ଓ ଏହାର ନେତୃତ୍ୱ ନେବା ପାଇଁ ତାଙ୍କୁ…
Read More...

ଜାଣନ୍ତୁ, କେତେ ଉପକାରୀ ହେଙ୍ଗୁ

ପ୍ରାୟତଃ ସମସ୍ତଙ୍କ ରୋଷେଇ ଘରେ ହେଙ୍ଗୁ ନିଶ୍ଚିତ ଥିବ। ଖାଦ୍ୟ ପ୍ରସ୍ତୁତିରେ ଏହା ବ୍ୟବହୃତ ହୋଇଥାଏ, ଯାହା ଖାଦ୍ୟର ସ୍ବାଦକୁ ଦୁଇ ଗୁଣିତ କରିଦଏ। ତେବେ ଏହା କେବଳ ଖାଇବାର ସ୍ୱାଦ ବଢାଇନଥାଏ ବରଂ ଆପଣଙ୍କୁ ସୁସ୍ଥ ମଧ୍ୟ…
Read More...

ରିଲିଜ୍‍ ହେଲା ‘ଝୁଣ୍ଡ୍‍’ର ଟିଜର୍

ମୁମ୍ବଇ: ଅମିତାଭ ବଚ୍ଚନ ଅଭିନୀତ ଆଗାମୀ ସ୍ପୋର୍ଟ୍‍ସ-ଡ୍ରାମା ଚଳଚ୍ଚିତ୍ର ‘ଝୁଣ୍ଡ୍‍’ର ଟିଜର୍ ମଙ୍ଗଳବାର ରିଲିଜ୍‍ ହୋଇଛି। ଟିଜର୍ ଭିଡିଓର ଆରମ୍ଭରେ ଅମିତାଭ କହୁଛନ୍ତି, “ଝୁଣ୍ଡ୍‍ କୁହନ୍ତୁନି ସାର୍‍ ଟିମ୍‍…
Read More...

ସର୍ବଦା ମୋବାଇଲରେ ବ୍ୟସ୍ତ ରହୁଥିଲେ ପତ୍ନୀ: ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ

ଜୟପୁର: ରାଜସ୍ଥାନର ଜୟପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଅଧିକାଂଶ ସମୟ ମୋବାଇଲରେ ବ୍ୟସ୍ତ ରହୁଥିବାରୁ ସ୍ୱାମୀ ନିଜ ସ୍ତ୍ରୀକୁ ହତ୍ୟା କରିଛି। ଅଭିଯୁକ୍ତ ସ୍ୱାମୀ ଅୟାଜ ଅହମଦ ଆନ୍‍ସାରୀ(୨୬) ପତ୍ନୀ ରେଶମା ଓରଫ୍‍ ନୈନା…
Read More...

‘୮୩’: ବଲୱିନ୍ଦର ସନ୍ଧୁଙ୍କ ରୂପରେ ଏମି ଭିର୍କ

ମୁମ୍ବଇ: ରଣବୀର ସିଂହଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘୮୩’ର ଆଉ ଜଣେ ଖେଳାଳିଙ୍କ ଲୁକ୍‍ ସୋମବାର ସାମ୍ନାକୁ ଆସିଛି। ସେ ଆଉ କେହି ନୁହେଁ ବରଂ ପୂର୍ବତନ କ୍ରିକେଟର ବଲୱିନ୍ଦର ସିଂହ ସନ୍ଧୁ। ପଞ୍ଜାବୀ ଅଭିନେତା ଏମି…
Read More...

ରିଲିଜ୍‍ ହେଲା ‘ଶୁଭ ମଙ୍ଗଲ୍‍ ଜ୍ୟାଦା ସାବଧାନ’ର ଟ୍ରେଲର

ମୁମ୍ବଇ: ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଆଗାମୀ ରୋମାଣ୍ଟିକ୍‍-କମେଡ଼ି ଚଳଚ୍ଚିତ୍ର ‘ଶୁଭ ମଙ୍ଗଲ୍‍ ଜ୍ୟାଦା ସାବଧାନ’ର ଟ୍ରେଲର ସୋମବାର ରିଲିଜ୍‍ ହୋଇଛି। ଏହା ୨୦୧୭ରେ ମୁକ୍ତିଲାଭ କରିଥିବା ସୁପରହିଟ୍‍ ଚଳଚ୍ଚିତ୍ର ‘ଶୁଭ…
Read More...

ନିର୍ଭୟା ଦୋଷୀ ପବନ ଗୁପ୍ତାର ପିଟିସନ ଖାରଜ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଫାଶୀ ଦଣ୍ଡ ପାଇଥିବା ପବନ ଗୁପ୍ତାର ଆବେଦନକୁ ସୋମବାର ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ସେ ଆବେଦନରେ ଦେଇଥିବା ଦଲିଲରେ କିଛି ନୂଆ ତଥ୍ୟ ନ ଥିବା କହି…
Read More...

ଜେପି ନଡ୍ଡା ହେଲେ ବିଜେପିର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ

ନୂଆଦିଲ୍ଲୀ: ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ସୋମବାର ଜଗତ ପ୍ରକାଶ ନଡ୍ଡା ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ନଡ୍ଡା ନୂତନ ଅଧ୍ୟକ୍ଷ ହୋଇଥିବା ନେଇ ଦଳର ଜାତୀୟ ନିର୍ବାଚନ ଅଧିକାରୀ ରାଧାମୋହନ ସିଂହ…
Read More...

ଶୁଭାରମ୍ଭ ହେଲା କୃଷି ଓଡ଼ିଶା: କୃଷି ନୀତି-୨୦୨୦ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଚଳିତ ବର୍ଷର କୃଷି ଓଡ଼ିଶା ମହୋତ୍ସବରେ ରାଜ୍ୟ କୃଷି ନୀତି ୨୦୨୦କୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଛନ୍ତି। ପାରମ୍ପରିକ ଧାରାକୁ ଛାଡ଼ି ଚାଷୀମାନେ କିଭଳି ନୂତନ ଜ୍ଞାନକୌଶଳ ସହାୟତାରେ…
Read More...

ଜାମ୍ମୁ-କାଶ୍ମୀର: ଯବାନଙ୍କ ଗୁଳିରେ ଟଳିଲେ ୩ ଆତଙ୍କୀ

ଜାମ୍ମୁ-କାଶ୍ମୀର: ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲାରେ ସୋମବାର ଆତଙ୍କବାଦୀ ଓ ସୁରକ୍ଷାବଳ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ସର୍ଚ୍ଚ…
Read More...

୨୦୨୦ରେ ପରଦାକୁ ଫେରିବେ ଶାହରୁଖ୍‍: କରୀନାଙ୍କ ସହ ଆସିବେ ନଜର!

ମୁମ୍ବଇ: ବଲିଉଡ କିଙ୍ଗ ଖାନ୍‌ ଶାହରୁଖଙ୍କ ଗତ କେତୋଟି ଚଳଚ୍ଚିତ୍ର ଫ୍ଲପ୍ ହେବା ପରେ ଏବେ ସିନେମା ଚୟନକୁ ନେଇ ସେ ଅଧିକ ସଚେତନ ହୋଇ ପଡ଼ିଛନ୍ତି ଏବଂ ପରଦାରେ ନଜର ଆସୁ ନାହାନ୍ତି। ତାଙ୍କୁ ପରଦାରେ ଦେଖିବାକୁ ଦର୍ଶକେ…
Read More...

‘୮୩’: କିର୍ମାନୀଙ୍କ ଲୁକ୍‌ରେ ସାହିଲ୍

ମୁମ୍ବଇ: କବୀର ଖାନ୍‍ଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ‘୮୩’ରୁ ଜଣକ ପରେ ଜଣେ କରି ସମସ୍ତ କଳାକାରଙ୍କ ଲୁକ୍‍ ଧିରେଧିରେ ସାମ୍ନାକୁ ଆସିବାରେ ଲାଗିଛି। ଏହି ଧାରାରେ ରବିବାର ଭାରତୀୟ କ୍ରିକେଟ୍‍ ଦଳର ପୂର୍ବତନ…
Read More...

ଶିରିଡ଼ି ବନ୍ଦ, କିନ୍ତୁ ଭକ୍ତଙ୍କ ପାଇଁ ଖୋଲା ବାବାଙ୍କ ଦ୍ବାର

ଶିରିଡ଼ି: ଶିରିଡ଼ି ସାଇବାବାଙ୍କ ଜନ୍ମ ସ୍ଥାନ ବିଷୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହେବା ପରେ ରବିବାର ଶିରିଡ଼ି ବନ୍ଦ ପାଳନ କରାଯାଉଛି। ସକାଳୁ ଶିରିଡ଼ିର ସମସ୍ତ ଦୋକାନ…
Read More...

ଦେଶ ବିଭାଜନର ପ୍ରାୟଶ୍ଚିତ ସିଏଏ: ପ୍ରତାପ ଷଡ଼ଙ୍ଗୀ

ସୁରତ: ଦେଶ ବିଭାଜନର ପ୍ରାୟଶ୍ଚିତ ହେଉଛି ନାଗରିକତା ସଂଶୋଧ ଆଇନ(ସିଏଏ)। କଂଗ୍ରେସ ଦେଶକୁ ବିଭାଜନ କରି ଯେଉଁ ପାପ କରିଛି, ସିଏଏ ମାଧ୍ୟମରେ ଆମେ ତା’ର ପ୍ରାୟଶ୍ଚିତ କରୁଛୁ। ଏହାକୁ ବିରୋଧ କରିବା ପରିବର୍ତ୍ତେ ଏହାକୁ…
Read More...

ଜନ୍ମଦିନରେ ଭକ୍ତକବିଙ୍କୁ ଶ୍ରଦ୍ଧାଞ୍ଜଳି

(ସମାଜ ପୋର୍ଟାଲ ଡେସ୍କ): ବିଶିଷ୍ଟ ଓଡ଼ିଆ କବି ତଥା ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଭକ୍ତକବି ମଧୁସୂଦନ ରାଓଙ୍କର ଆଜି(ରବିବାର) ହେଉଛି ୧୬୭ତମ ଜୟନ୍ତୀ। ୧୮୫୩ ମସିହା ଜାନୁଆରୀ ୧୯ ତାରିଖରେ ପୁରୀର ପଥୁରିଆ…
Read More...

ଦହି ସହ ଖାଆନ୍ତୁ ନାହିଁ ଏସବୁ ଖାଦ୍ୟ: ହୋଇଥାଏ ବିଷ ସଦୃଶ

ଆମ ଭିତରୁ ଅଧିକାଂଶ ଲୋକେ ଦହି ଖାଇବାକୁ ଭଲପାଆନ୍ତି। ବିଭିନ୍ନ ପୋଷକ ତତ୍ତ୍ୱରେ ଭରପୁର ଦହି ଶରୀର ପାଇଁ ଉପକାରୀ ମଧ୍ୟ ହୋଇଥାଏ। ହେଲେ ଏପରି କିଛି ଖାଦ୍ୟ ଅଛି, ଯାହାକୁ ଦହି ସହିତ ଖାଇବା ଦ୍ବାରା ଏହା ଶରୀର ପାଇଁ ଖୁବ୍…
Read More...

ଗୁଡ଼ ସାହାଯ୍ୟରେ ଘରୋଇ ଫେସିଆଲ୍

ସାଧାରଣତଃ ଗୁଡ଼କୁ ଆମେ ଖାଦ୍ୟରେ ବ୍ୟବହାର କରିଥାଉ। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ପାଟିକୁ ସ୍ବାଦିଷ୍ଟ ଲାଗୁଥିବା ଏହି ଗୁଡ଼ ଆପଣଙ୍କ ତ୍ବଚାକୁ ଚମକାଇବାରେ ମଧ୍ୟ ସହାୟକ ହୋଇଥାଏ। ଘରୋଇ ଉପାୟରେ ଗୁଡ଼କୁ…
Read More...

‘୮୩’: ରୋଜର ବିନ୍ନୀଙ୍କ ଲୁକ୍‌ରେ ନିଶାନ୍ତ

ମୁମ୍ବଇ: କବୀର ଖାନଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ‘୮୩’ରୁ ଲୋକପ୍ରିୟ ଭାରତୀୟ କ୍ରିକେଟ୍‍ ଅଲ୍‍ ରାଉଣ୍ଡର ରୋଜର ବିନ୍ନୀଙ୍କ ଭୂମିକାରେ ଅଭିନେତା ନିଶାନ୍ତ ଦହିୟାଙ୍କ ପ୍ରଥମ ଲୁକ୍‍ ଶୁକ୍ରବାର ସାମ୍ନାକୁ ଆସିଛି।…
Read More...

‘#ମିଠୁ’ ମାମଲାରେ ଅନୁଙ୍କୁ ଆଶ୍ବସ୍ତି: ପ୍ରମାଣ ନ ଥିବାରୁ କେସ୍ ବନ୍ଦ କଲା ମହିଳା କମିଶନ

ମୁମ୍ବଇ: ବଲିଉଡ଼ର ଲୋକପ୍ରିୟ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକଙ୍କୁ ‘#ମିଠୁ’ ଜରିଆରେ ହୋଇଥିବା ଯୌନ ନିର୍ଯାତନା ମାମଲାରେ ଶୁକ୍ରବାର ଆଶ୍ବସ୍ତି ମିଳିଛି। କଣ୍ଠଶିଳ୍ପୀ ସୋନା ମହାପାତ୍ର, ଶ୍ବେତା ପଣ୍ଡିତଙ୍କ…
Read More...

ଜେଲରେ ନିର୍ଭୟା ଦୋଷୀ ବିନୟର ଆତ୍ମହତ୍ୟା ଉଦ୍ୟମ

ନୂଆଦିଲୀ: ନିର୍ଭୟା ମାମଲାର ଦୋଷୀ ବିନୟ ଶର୍ମା ଜେଲରେ ଆତ୍ମହତ୍ୟା ଉଦ୍ୟମ କରିଛି। ଶୌଚାଳୟରେ କପଡ଼ା ଓ ଗାମୁଛାରେ ଫାଶି ଲଗାଇ ଆତ୍ମହତ୍ୟା କରୁଥିବା ବେଳେ ଜେଲ ସୁରକ୍ଷାକର୍ମୀମାନେ ତାକୁ ଉଦ୍ଧାର କରିଛନ୍ତି। ବିନୟର ଏପରି…
Read More...

ସମବାୟ ବ୍ୟାଙ୍କରେ ଜଳିଗଲେ ସମ୍ପାଦକ

ବ୍ରହ୍ମପୁର: ଗଞ୍ଜାମ ଜିଲା ବ୍ରହ୍ମପୁର ସ୍ଥିତ ଲୋଚାପଡ଼ା ସେବା ସମବାୟ ସମିତି ଲିମିଟେଡ଼ ବ୍ୟାଙ୍କ ତଥା ଡିପୋଜିଟ କାଉଣ୍ଟରରେ ଗୁରୁବାର ଅଗ୍ନିକାଣ୍ଡ ଘଟି ଏହାର ସମ୍ପାଦକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ସମ୍ପାଦକଙ୍କ…
Read More...

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ରକ୍ତଦାନ ଶିବିର

ଛତ୍ରପୁର: ଗଞ୍ଜାମ ଜିଲାର ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଗୁରୁବାର କଲେଜର ଯୁବ ରେଡକ୍ରସ ଅନୁଷ୍ଠାନ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଯୁବ ରେଡକ୍ରସ ଅନୁଷ୍ଠାନର ପରାମର୍ଶଦାତା…
Read More...

ଛତ୍ରପୁର ପୁଲିସର ସଡ଼କ ସୁରକ୍ଷା ରାଲି

ଛତ୍ରପୁର: ଟ୍ରାଫିକ ନିୟମକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଗୁରୁବାର ଗଞ୍ଜାମ ଜିଲାର ଛତ୍ରପୁର ପୁଲିସ ପକ୍ଷରୁ ଛତ୍ରପୁର ଠାରେ ଏକ ସଡ଼କ ସୁରକ୍ଷା ରାଲି ଆୟୋଜିତ ହୋଇଛି। ଛତ୍ରପୁର ମିନି…
Read More...

ବନ ବିଭାଗ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ସମ୍ବଲପୁର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ପଡ଼ିଆବାହାଲ ବନ ବିଭାଗ ଅଧିକାରୀ(ରେଞ୍ଜର)ଙ୍କ ଘରେ ସମ୍ବଲପୁର ଭିଜିଲାନ୍ସ ଚଢ଼ାଉ କରିଛି। ରେଞ୍ଜର ସୁରେଶ ମିର୍ଧାଙ୍କ ପୁଟି ବନ୍ଧ ସ୍ଥିତ ଘର ସମେତ ୩ ଟି…
Read More...

ମକର ବୁଡ଼ ବେଳେ ନଦୀରେ ବୁଡ଼ି ନାବାଳକ ମୃତ

ପାଟଣା: କେନ୍ଦୁଝର ଜିଲା ପାଟଣା ଥାନା ଉଦୟପୁର ମୁଣ୍ଡା ସାହିରେ ମକର ସଂକାନ୍ତିରେ ଏକ ଅଭାବନୀୟ ଘଟଣା ଘଟିଛି। ବୈତରଣୀ ନଦୀରେ ମକର ବୁଡ ପକାଇବାକୁ ଯାଇ ମୁଣ୍ଡା ସାହିର ଜଣେ ନାବାଳକଙ୍କର ପାଣିରେ ବୁଡ଼ି ମୃତ୍ୟୁ ଘଟିଛି।…
Read More...

ସାମ୍ନାକୁ ଆସିଲା ‘ଶିକାରା’ର ନୂଆ ପୋଷ୍ଟର

ମୁମ୍ବଇ: କାଶ୍ମୀର ପଣ୍ଡିତଙ୍କ ଦୁଃଖ ଭରା କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ଶିକାରା’ର ଆଉ ଏକ ନୂଆ ପୋଷ୍ଟର ବୁଧବାର ସାମ୍ନାକୁ ଆସିଛି। ପୂର୍ବରୁ ଚଳଚ୍ଚିତ୍ରର କିଛି ପୋଷ୍ଟର ଓ ଟ୍ରେଲର ମଧ୍ୟ ରିଲିଜ୍‍ ହୋଇଛି, ଯାହାକୁ…
Read More...

୫.୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ବସ୍ତା: ବାଲେଶ୍ବର ଜିଲା ବସ୍ତା ବ୍ଲକର ସିଂଲା ଥାନା ପୁଲିସ ୫.୧୦ ଲକ୍ଷ ଟଙ୍କା ମୂଲ୍ୟର ୫୧ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ଏହା ସହିତ ନଗଦ ୨ ଲକ୍ଷ ୪୫ ହଜାର ଟଙ୍କା ଓ ବାଇକ ମଧ୍ୟ ଜବତ…
Read More...

ଚୋରା ଚାଲାଣ ବେଳେ ୨୦୦ ଲିଟରରୁ ଅଧିକ ଦେଶୀମଦ ଜବତ: ଜଣେ ଅଟକ

ବାଲେଶ୍ବର: ବାଲେଶ୍ବର ଜିଲା ଖନ୍ତାପଡ଼ା ପୁଲିସ ବୁଧବାର ଚୋରା ଚାଲାଣ ହେଉଥିବା ୨୦୦ ଲିଟରରୁ ଅଧିକ ଦେଶୀମଦ ଜବତ କରିବା ସହ ଜଣଙ୍କୁ ଅଟକ ରଖିଛି। ୧୬ ନମ୍ବର ଜାତୀୟ ରାଜପଥ ଦେଇ ଯାଉଥିବା ଏହି ଚୋରା ଚାଲାଣ ଗାଡ଼ି ବିଷୟରେ…
Read More...

ବ୍ରହ୍ମପୁର: ନାବାଳିକା ଗଣଦୁଷ୍କର୍ମ ମାମଲାରେ ୨ କଲେଜ ଛାତ୍ର ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ମେରାଇନ ଥାନା ଅଞ୍ଚଳର ନାବାଳିକା ଗଣଦୁଷ୍କର୍ମ ମାମଲାରେ ୨ ଜଣ କଲେଜ ଛାତ୍ରଙ୍କୁ ଗିରଫ କରାଯାଇ ଆଜି(ବୁଧବାର) କୋର୍ଟ ଚାଲାଣ କରାଯାଇଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସପି…
Read More...

ଶ୍ରୀମନ୍ଦିର ପରିଚାଳନା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟ ସରକାର ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି: କଂଗ୍ରେସ

ଭୁବନେଶ୍ବର: ଶ୍ରୀମନ୍ଦିରରେ ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତି ନେଇ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅବମାନନା କରୁଥିବା କଂଗ୍ରେସ ଅଭିଯୋଗ କରିଛି। ବୁଧବାର ଏକ ସାମ୍ବାଦିକ…
Read More...