www.samajalive.in
Tuesday, December 9, 2025
23.1 C
Bhubaneswar

ଗର୍ଭାବସ୍ଥାରେ ଭୁଲ୍‌ରେ ଖାଆନ୍ତୁ ନାହିଁ ଏସବୁ ଖାଦ୍ୟ; ହୋଇପାରେ ଗର୍ଭପାତ

ସାଧାରଣତଃ ଗର୍ଭାବସ୍ଥାରେ ଖାଦ୍ୟ-ପାନୀୟ ଉପରେ ବିଶେଷ ଧ୍ୟାନ ଦେବା ସହ ସତର୍କ ରହିବାକୁ ଡାକ୍ତର ପରାମର୍ଶ ଦେଇଥାଆନ୍ତି। କାରଣ ଏହି ସମୟରେ ଟିକିଏ ଅସାବଧାନତା ଯୋଗୁଁ ଗର୍ଭସ୍ଥ ଶିଶୁକୁ କ୍ଷତି ପହଞ୍ଚିଥାଏ। ଏପରି କିଛି ଖାଦ୍ୟ ଅଛି, ଯାହାକୁ ଏହି ସମୟରେ ଖାଇଲେ ଗର୍ଭପାତ ହେବାର ସମ୍ଭାବନା ମଧ୍ୟ ଥାଏ। ତେବେ ଆସନ୍ତୁ ଜାଣିବା, ଗର୍ଭାବସ୍ଥାରେ କେଉଁ ସବୁ ଖାଦ୍ୟ ଖାଇବା ଉଚିତ ନୁହେଁ –

ଅମୃତଭଣ୍ଡା : ଗର୍ଭାବସ୍ଥାର ଆରମ୍ଭରେ କଞ୍ଚା ଅମୃତଭଣ୍ଡା ଖାଇଲେ ଗର୍ଭପାତ ଆଶଙ୍କା ବଢ଼ିଥାଏ। ଅମୃତଭଣ୍ଡାରେ ପପେନ ନାମକ ଏକ ତତ୍ତ୍ୱ ରହିଛି, ଯାହା ଗର୍ଭସ୍ଥ ଶିଶୁର ବିକାଶରେ ବାଧା ସୃଷ୍ଟି କରିଥାଏ। ତେବେ ପ୍ରସବ ପରେ ଆପଣ ଅମୃତଭଣ୍ଡା ଖାଇପାରିବେ।

- Advertisement -

ଅଙ୍ଗୁର : ଗର୍ଭାବସ୍ଥାରେ ମହିଳାମାନେ ଅଙ୍ଗୁର ଖାଇବା ଉଚିତ ନୁହେଁ। ଏହା ଗର୍ଭସ୍ଥ ଶିଶୁ ପାଇଁ ହାନିକାରକ ସାବ୍ୟସ୍ତ ହୋଇଥାଏ।

ସପୁରୀ : ଗର୍ଭାବସ୍ଥାରେ ସପୁରୀ ଖାଇବା କ୍ଷତିକାରକ ହୋଇଥାଏ। ସପୁରୀରେ ବ୍ରୋମେଲିନ୍‌ ଅଧିକ ଥିବାରୁ ଶୀଘ୍ର ପ୍ରସବ ସମ୍ଭାବନା ବଢ଼ିଥାଏ।

ଚା’, କଫି: ଗର୍ଭାବସ୍ଥାରେ ଚା’ କିମ୍ବା କଫି ଆଦୌ ପିଇବା ଉଚିତ ନୁହେଁ। ଏହା ଗର୍ଭସ୍ଥ ଶିଶୁର ବିକାଶରେ ବାଧା ସୃଷ୍ଟି କରିଥାଏ।

ଜଙ୍କ୍‌ଫୁଡ୍‌ : ଗର୍ଭବତୀ ଜଙ୍କ୍‌ଫୁଡ୍‌ଠାରୁ ମଧ୍ୟ ଦୂରେଇ ରହିବା ଉଚିତ୍‌।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories