www.samajalive.in
Saturday, December 13, 2025
21.1 C
Bhubaneswar

ମାଛ ଖାଇଲେ ଦୂର ହୁଏ ଅନେକ ରୋଗ

ଆମ ଭିତରୁ ଅନେକ ଲୋକ ମାଛ ଖାଇବାକୁ ଭଲପାଆନ୍ତି। ଏପରି କିଛି ଲୋକ ମଧ୍ୟ ଅଛନ୍ତି, ଯେଉଁମାନେ ମାଛ ଖାଇବାକୁ ଏତେଟା ପସନ୍ଦ କରନ୍ତି ନାହିଁ କିମ୍ବା ଆଦୌ ଖାଆନ୍ତି ନାହିଁ। ତେବେ ମାଛ ଖାଇବା ଦ୍ବାରା ମିଳୁଥିବା ସ୍ବାସ୍ଥ୍ୟଗତ ଲାଭ ବିଷୟରେ ଜାଣିଲେ ବୋଧ ହୁଏ ଆଜିଠାରୁ ହିଁ ସେମାନେ ମାଛ ଖାଇବା ଆରମ୍ଭ କରିଦେବେ। ମାଛ ଖାଇବା ଦ୍ବାରା ଅନେକ ରୋଗରୁ ମୁକ୍ତି ମିଳିଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଥଆନ୍ତି। ଏଥିରେ ଅନେକ ପୌଷ୍ଟିକ ତତ୍ତ୍ୱ ଭରି ରହିଛି। ମାଛରେ ପ୍ରୋଟିନ୍‌ ଏବଂ ଓମେଗା ୩ ଫ୍ୟାଟି ଏସିଡ୍‌ ରହିଛି, ଯାହା ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ। ତେବେ ଆସନ୍ତୁ ଜାଣିବା ମାଛ ଖାଇବା ଦ୍ବାରା ଆମକୁ କେଉଁ ସବୁ ଲାଭ ମିଳିଥାଏ –
– ମାଛ ଖାଉଥିବା ଲୋକଙ୍କର ହୃଦ୍‌ଘାତ ଆଶଙ୍କା କମ୍‌ ରହିଥାଏ।

– ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ମାଛ ଖୁବ୍ ଲାଭଦାୟକ।

- Advertisement -

– ମାଛ ଖାଇବା ଦ୍ବାରା ମାଂସପେଶୀକୁ ସୁଦୃଢ଼ ହୋଇଥାଏ।

– ମାଛ ଖାଇଲେ ମାନସିକ ବିକାଶ ହୋଇଥାଏ।

– ମାଛ ଖାଉଥିବା ବ୍ୟକ୍ତିଙ୍କର ଦୃଷ୍ଟିଶକ୍ତି ଭଲ ରହିଥାଏ।

– ନିଦ୍ରାହୀନତା ରୋଗ ଦୂର କରିବାରେ ମାଛ ସହାୟକ ହୋଇଥାଏ। ମାଛରେ ଥିବା ଭିଟାମିନ୍‌-ଡି ଉତ୍ତମ ନିଦ୍ରା ପାଇଁ ବେଶ୍‌ ଲାଭଦାୟକ।

– ମାଛ ଖାଇଲେ ତ୍ବଚାରେ ଚମକ ଆସେ।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories