www.samajalive.in
Saturday, December 6, 2025
15.1 C
Bhubaneswar

ସପ୍ତାହକୁ ୨ ଥର ଖାଆନ୍ତୁ ମାଛ: ଦୂର ହେବ ଏହି ପ୍ରାଣଘାତୀ ରୋଗ ଆଶଙ୍କା

ଆଜିକାଲି ଅନିୟମିତ ଜୀବନଶୈଳୀ ଓ ଖାଦ୍ୟ ପେୟରେ ଅବହେଳା ଯୋଗୁଁ ଲୋକେ ନାନାଦି ପ୍ରାଣଘାତୀ ରୋଗର ଶିକାର ହେଉଛନ୍ତି। ତା’ ମଧ୍ୟରୁ ହୃଦ୍‌ରୋଗ ଅନ୍ୟତମ। ଏହା କେତେବେଳେ କାହାକୁ କେଉଁଠି ହେବ କହିହେବ ନାହିଁ। ସୁସ୍ଥ ଆହାର ଏବଂ ନିୟମିତ ବ୍ୟାୟାମ ଦ୍ୱାରା ହିଁ ଏଥିରୁ ମୁକ୍ତି ମିଳିବ। ତେବେ ଏମିତି ଏକ ଖାଦ୍ୟ ରହିଛି, ଯାହାକୁ ଖାଇବା ଦ୍ବାରା ହୃଦ୍‌ରୋଗ ଆଶଙ୍କା ଅନେକାଂଶରେ ଦୂର ହୋଇଥାଏ। ଆସନ୍ତୁ ଜାଣିବା ସେହି ଖାଦ୍ୟ ବିଷୟରେ –

ଏକ ପରୀକ୍ଷା କରି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି, ସପ୍ତାହରେ ଦୁଇଥର ମାଛ ଖାଇଲେ ହୃଦ୍‌ରୋଗ ଆଶଙ୍କା କମ୍‌ ହୋଇଥାଏ। ସପ୍ତାହରେ ଅତି କମ୍‌ରେ ୨ ଥର ଖାଦ୍ୟରେ ମାଛ ସାମିଲ କରନ୍ତୁ। ମାଛରେ ଓମେଗା–୩ ଫ୍ୟାଟି ଏସିଡ୍‌ ଏବଂ ଭିଟାମିନ୍‌-ଏ ରହିଛି। ଏହା ଅନ୍ତରେ ରକ୍ତ ଜମାଟ ତିଆରିକୁ ରୋକି ରକ୍ତ ପ୍ରବାହକୁ ବଢ଼ାଇଥାଏ।

- Advertisement -

ଏଥିସହିତ ନିଶାଦ୍ରବ୍ୟଠାରୁ ଦୂରେଇ ରହିବା ଉଚିତ୍‌। ନିୟମିତ ବ୍ୟାୟାମ କଲେ ମଧ୍ୟ ହୃଦରୋଗ ଆଶଙ୍କା କମ୍‌ ହୋଇଥାଏ। ଶାକାହାରୀମାନେ ଡାକ୍ତରଙ୍କ ପରାମର୍ଶ ନେଇ ଫିଶ୍‌ ଅଏଲ କ୍ୟାପସୁଲ ଖାଇବା ଉଚିତ୍‌।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories