MEllora 950×100
Browsing Tag

health news

କେବଳ ଆମ୍ବ ନୁହେଁ, ଏହାର ଚୋପା ମଧ୍ୟ ବେଶ୍‌ ଲାଭଦାୟକ

ପରିବା କିମ୍ବା ଫଳ କାଟିବା ପୂର୍ବରୁ ପ୍ରଥମେ ଆମେ ତା’ର ଚୋପା ଛଡ଼ାଇ ଥାଉ। ଚୋପାକୁ ଅଦରକାରୀ ଭାବି ଲୋକେ ଫିଙ୍ଗି ଦେଇଥା’ନ୍ତି। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଫଳ ଓ ପରିବା ଚୋପାରେ ମଧ୍ୟ ପୋଷକ ତତ୍ତ୍ବ ଥାଏ, ଯାହା…
Read More...

୧୪ ଡାକ୍ତର ଓ ୨ ଘଣ୍ଟାର ଅପରେସନ: ମହିଳାଙ୍କ ପେଟରୁ ବାହାରିଲା ୪୫ କିଲୋର ଟ୍ୟୁମର

ନୂଆଦିଲ୍ଲୀ: ଡାକ୍ତରମାନେ ଅସ୍ତ୍ରୋପଚାର କରି ଜଣେ ମହିଳାଙ୍କ ପେଟରୁ ପ୍ରାୟ ୪୫ କିଲୋର ଟ୍ୟୁମର ବାହାର କରିଛନ୍ତି। ଏତେ ବଡ଼ ଟ୍ୟୁମର ଦେଖି ଅପରେସନ କରୁଥିବା ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ଡାକ୍ତରମାନେ କହିଛନ୍ତି…
Read More...

ମୁହଁ ଚମକାଇବ ପାନପତ୍ର

ଆମ ଭିତରୁ ଅନେକ ଲୋକ ପାନ ଖାଇବାକୁ ପସନ୍ଦ କରନ୍ତି। ପ୍ରାୟତଃ ଲୋକେ ଖାଦ୍ୟ ଖାଇବା ପରେ ପାନ ଖାଆନ୍ତି। ଏମିତି କରିଲେ ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ପାନ ପାଚନ ତନ୍ତ୍ର ସୁସ୍ଥ ରହିଥାଏ। ଶୁଭ କାର୍ଯ୍ୟରେ ମଧ୍ୟ ପାନ…
Read More...

କରୋନା ରୋଗୀଙ୍କ ମୁଖ୍ୟ ସମସ୍ୟା ଅମ୍ଳଜାନ ସ୍ତର କମିବା; ଜାଣନ୍ତୁ ଏହାର ଲକ୍ଷଣ ଓ ନିରାକରଣ

କରୋନା ସାରା ବିଶ୍ବକୁ କବଳିତ କରି ରଖିଛି। ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଅନେକ ଚେଷ୍ଟା କରି ମଧ୍ୟ ଲୋକେ ଏଥିରେ ଆକ୍ରାନ୍ତ ହେଉଛନ୍ତି। ତେବେ ଏହି କରୋନା କାଳରେ ମୁଖ୍ୟ ସମସ୍ୟା ସାଜିଛି ରୋଗୀ ଶରୀରରେ ଅମ୍ଳଜାନ ସ୍ତର…
Read More...

ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ଏସବୁ ସମସ୍ୟାରୁ ମୁକ୍ତି ଦିଏ ତେଜପତ୍ର

ତେଜପତ୍ର ପ୍ରାୟତଃ ସମସ୍ତଙ୍କ ରୋଷେଇଘରେ ସହଜରେ ଉପଲବ୍ଧ। କୌଣସି ତରକାରୀରେ ତେଜପତ୍ର ପଡ଼ିଲେ ଏହାର ସ୍ବାଦ ଦ୍ବିଗୁଣିତ ହୋଇଯାଇଥାଏ। ହେଲେ କ’ଣ ଆପଣ ଜାଣନ୍ତି ତେଜପତ୍ର ଖାଲି ତରକାରୀର ସ୍ବାଦ ବଢାଇ ନଥାଏ, ବରଂ ଏହାର…
Read More...

କରୋନା ଟିକା ନେବା ପୂର୍ବରୁ ଓ ପରେ କ’ଣ ଖାଇବେ, କ’ଣ ନ ଖାଇବେ

ଗତ କିଛିଦିନ ହେବ ରେକର୍ଡ଼ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହିତ ଦେଶରେ ଟିକାକରଣକୁ ମଧ୍ୟ ବ୍ୟାପକ କରାଯାଇଛି। ଅନେକ ଲୋକ ଟିକା ନେଇସାରିଥିବା ବେଳେ ଆଉ କିଛି ଲୋକ ଟିକା ନେବା ପାଇଁ ଆଗ୍ରହ ପ୍ରକାଶ…
Read More...

ଶୀତଦିନେ ଗରମ ପାଣି, ଉପକାରୀ ନା ଅପକାରୀ ?

ଶୀତଦିନେ ସାଧାରଣତଃ ଗରମ ପାଣିର ବ୍ୟବହାର କରିବାକୁ ଭଲଲାଗେ। କିଛି ଲୋକ ତ ଏହିଦିନେ ଗରମ ପାଣିର ବହୁଳ ବ୍ୟବହାର କରିଥାଆନ୍ତି। ଏପରିକି ସେମାନେ ଗରମ ପାଣିର ଅଭ୍ୟସ୍ତ ହୋଇପଡ଼ନ୍ତି। କିନ୍ତୁ ହୁଏତ ଖୁବ୍‍ କମ୍‍ ଲୋକ…
Read More...

ଆଜି ୧.୪୮ ଲକ୍ଷଙ୍କୁ ଦିଆଗଲା ଟିକା

ନୂଆଦିଲ୍ଲୀ: ଦେଶରେ ଗତ ଶନିବାରଠାରୁ ଆରମ୍ଭ ହୋଇଥିବା କରୋନା ଟିକାକରଣ ଜାରି ରହିଛି। ସୋମବାର ଦେଶବ୍ୟାପୀ ୧ ଲକ୍ଷ ୪୮ ହଜାର ୨୬୬ ଜଣ ହିତାଧିକାରୀଙ୍କୁ କରୋନା ଟିକା ଦିଆଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ…
Read More...

ଥଣ୍ଡା କ୍ଷୀର ପିଇଲେ ଶରୀରକୁ ମିଳେ ଅନେକ ଲାଭ

ଏହା ଆମେ ସମସ୍ତେ ଜାଣନ୍ତି ଯେ, କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ଖୁବ୍‍ ଉପକାରୀ ହୋଇଥାଏ। ପ୍ରାୟତଃ ଅଧିକାଂଶ ଲୋକଙ୍କୁ ଉଷୁମ କ୍ଷୀର ପିଇବାକୁ ଭଲ ଲାଗିଥାଏ। ହେଲେ ଖୁବ୍‍ କମ୍‍ ଲୋକ ହୁଏତ ଏହା ଜାଣିଥିବେ ଯେ, ଥଣ୍ଡା…
Read More...

କ୍ରୋଧକୁ ନିୟନ୍ତ୍ରଣ କରିବାର ଉପାୟ…..

କଥାରେ ଅଛି କ୍ରୋଧ ମଣିଷର ପରମ ଶତ୍ରୁ। ତେଣୁ ଏହାକୁ ଯିଏ ନିୟନ୍ତ୍ରଣରେ ରଖିପାରେ ସେ ସବୁ ପରିସ୍ଥିତିକୁ ସହଜରେ ସାମ୍ନା କରିପାରେ ଏବଂ ସମସ୍ୟାର ସାମାଧାନ କରବାରେ ସକ୍ଷମ ହୋଇଥାଏ। ଅନେକ ପରିସ୍ଥିତିରେ କ୍ରୋଧକୁ…
Read More...