Browsing Tag

health news

ଅଧିକ ଲୁଣ ଖାଇ ବର୍ଷକୁ ପ୍ରାଣ ହରାଉଛନ୍ତି ୨୦ ଲକ୍ଷ ଲୋକ

ସମାଜ ଡିଜିଟାଲ ଡେସ୍କ: ଲୁଣ ବିନା ଖାଦ୍ୟ ସ୍ଵାଦହୀନ ବୋଲି କୁହାଯାଏ। କିଛି ବ୍ୟକ୍ତି ଖାଦ୍ୟରେ ଅଧିକ ଲୁଣ ମଧ୍ୟ ଖାଇଥା’ନ୍ତି। ତେବେ ଅଧିକ ଲୁଣ ଖାଇବା ମଣିଷ ପାଇଁ ଘାତକ। ଇତିମଧ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତରଫରୁ…
Read More...

କ’ଣ ସତରେ ରାତିରେ ଅଧିକ ପାଣି ପିଇଲେ ଖରାପ ହୁଏ କିଡ୍‌ନୀ?

ସମାଜ ଡିଜିଟାଲ ଡେସ୍କ: ଜୀବନ ପାଇଁ ଜଳ ଆବଶ୍ୟକ। ବିଶେଷକରି ଗ୍ରୀଷ୍ମ ଋତୁରେ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଉଚିତ୍। ତେବେ ଅନେକ ଥର ଶୁଣିବାକୁ ମିଳିଥାଏ ଯେ ରାତିରେ ଅଧିକ ପାଣି ପିଇବା ଦ୍ୱାରା କିଡ୍‌ନୀ ନଷ୍ଟ…
Read More...

ଶରୀରରେ ରକ୍ତ ଜମାଟ ବାନ୍ଧିଲେ କ’ଣ ହୁଏ: ଜାଣନ୍ତୁ ଲକ୍ଷଣ ଓ ନିରାକରଣ

ସମାଜ ଡିଜିଟାଲ ଡେସ୍କ: ଆଜିକାଲିର ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଏବଂ ଖାଦ୍ୟପେୟ ଅଭ୍ୟାସ ମଣିଷ ପାଇଁ ସାଂଘାତିକ ପ୍ରମାଣିତ ହେଉଛି। ଏହିପରି ଅନେକ ଗମ୍ଭୀର ସମସ୍ୟା ଯୋଗୁ ଜୀବନଶୈଳୀ ଖରାପ ହେବାର କାରଣ ପାଲଟିଛି। ଶରୀରରେ…
Read More...

ଭାରତରେ କମ୍‌‌ ବୟସ୍କ କାହିଁକି ହେଉଛନ୍ତି କର୍କଟ ରୋଗର ଶିକାର

ନୂଆଦିଲ୍ଲୀ: କର୍କଟ ରୋଗରେ ଭାରତ ଅନେକ ଦେଶକୁ ପଛରେ ପକାଇ ସାରିଲାଣି। ଆହୁରି ଚିନ୍ତାଜନକ ବିଷୟ ହେଉଛି ୫୦ବର୍ଷ ପରେ ଯେଉଁ ସବୁ ରୋଗ ହୋଇଥାଏ ଭାରତୀୟଙ୍‌‌ଙ୍କ ମଧ୍‌‌ଧ୍ୟରେ ତାହା ମାତ୍ର ୩୦-୩୫ ବର୍ଷ ବୟସ୍କଙ୍କଠାରେ…
Read More...

ଇତିହାସ ରଚିଲା ଏମ୍ସ: ସଫଳତାର ସହ ଏକକାଳୀନ ପ୍ରତିରୋପଣ ହେଲା ଉଭୟ କିଡ୍‌ନୀ

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ ପ୍ରଥମ ଥର ପାଇଁ ଏକକାଳୀନ ଦୁଇଟି ବୃକ୍‌କ ପ୍ରତିରୋପଣ(କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ) ହୋଇଛି। ଏମ୍ସର ସର୍ଜରୀ ବିଭାଗର ପ୍ରଫେସର ଡା. ଅସୁରୀ…
Read More...

କର୍କଟ ରୋଗରୁ ଦୂରେଇ ରଖିବ ଏସବୁ ଫଳ, ଦୈନନ୍ଦିନ ଖାଦ୍ୟରେ କରନ୍ତୁ ସାମିଲ

ଡେସ୍କ: ଅତ୍ୟଧିକ ମଦ୍ୟପାନ, ଧୂମପାନ ଏବଂ ଖରାପ ଜୀବନଶୈଳୀ କାରଣରୁ କର୍କଟ ରୋଗ ତା’ର କାୟା ବିସ୍ତାର କରିବାରେ ଲାଗିଛି। କେତେକ କ୍ଷେତ୍ରରେ ବଂଶାନୁକ୍ରମିକ କାରଣ ମଧ୍ୟ ରହିଥାଏ। କିନ୍ତୁ ଯଦି ଆମେ ଆମର ଜୀବନଶୈଳୀକୁ…
Read More...

କେବଳ ଆମ୍ବ ନୁହେଁ, ଏହାର ଚୋପା ମଧ୍ୟ ବେଶ୍‌ ଲାଭଦାୟକ

ପରିବା କିମ୍ବା ଫଳ କାଟିବା ପୂର୍ବରୁ ପ୍ରଥମେ ଆମେ ତା’ର ଚୋପା ଛଡ଼ାଇ ଥାଉ। ଚୋପାକୁ ଅଦରକାରୀ ଭାବି ଲୋକେ ଫିଙ୍ଗି ଦେଇଥା’ନ୍ତି। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଫଳ ଓ ପରିବା ଚୋପାରେ ମଧ୍ୟ ପୋଷକ ତତ୍ତ୍ବ ଥାଏ, ଯାହା…
Read More...

୧୪ ଡାକ୍ତର ଓ ୨ ଘଣ୍ଟାର ଅପରେସନ: ମହିଳାଙ୍କ ପେଟରୁ ବାହାରିଲା ୪୫ କିଲୋର ଟ୍ୟୁମର

ନୂଆଦିଲ୍ଲୀ: ଡାକ୍ତରମାନେ ଅସ୍ତ୍ରୋପଚାର କରି ଜଣେ ମହିଳାଙ୍କ ପେଟରୁ ପ୍ରାୟ ୪୫ କିଲୋର ଟ୍ୟୁମର ବାହାର କରିଛନ୍ତି। ଏତେ ବଡ଼ ଟ୍ୟୁମର ଦେଖି ଅପରେସନ କରୁଥିବା ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ଡାକ୍ତରମାନେ କହିଛନ୍ତି…
Read More...

ମୁହଁ ଚମକାଇବ ପାନପତ୍ର

ଆମ ଭିତରୁ ଅନେକ ଲୋକ ପାନ ଖାଇବାକୁ ପସନ୍ଦ କରନ୍ତି। ପ୍ରାୟତଃ ଲୋକେ ଖାଦ୍ୟ ଖାଇବା ପରେ ପାନ ଖାଆନ୍ତି। ଏମିତି କରିଲେ ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ପାନ ପାଚନ ତନ୍ତ୍ର ସୁସ୍ଥ ରହିଥାଏ। ଶୁଭ କାର୍ଯ୍ୟରେ ମଧ୍ୟ ପାନ…
Read More...

କରୋନା ରୋଗୀଙ୍କ ମୁଖ୍ୟ ସମସ୍ୟା ଅମ୍ଳଜାନ ସ୍ତର କମିବା; ଜାଣନ୍ତୁ ଏହାର ଲକ୍ଷଣ ଓ ନିରାକରଣ

କରୋନା ସାରା ବିଶ୍ବକୁ କବଳିତ କରି ରଖିଛି। ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଅନେକ ଚେଷ୍ଟା କରି ମଧ୍ୟ ଲୋକେ ଏଥିରେ ଆକ୍ରାନ୍ତ ହେଉଛନ୍ତି। ତେବେ ଏହି କରୋନା କାଳରେ ମୁଖ୍ୟ ସମସ୍ୟା ସାଜିଛି ରୋଗୀ ଶରୀରରେ ଅମ୍ଳଜାନ ସ୍ତର…
Read More...