Browsing Tag

health news

କ୍ଷୀର ପିଇବା ପୂର୍ବରୁ ଖାଆନ୍ତୁ ନାହିଁ ଏସବୁ ଖାଦ୍ୟ: ହୋଇଥାଏ ଖୁବ୍ କ୍ଷତିକାରକ

ସାଧାରଣତଃ ଆମେ ଜାଣନ୍ତି ଯେ, କ୍ଷୀର ଶରୀର ପାଇଁ ଖୁବ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। କ୍ଷୀରରେ ବିଭିନ୍ନ ପ୍ରକାର ପୌଷ୍ଟିକ ତତ୍ତ୍ବ, ଭିଟାମିନ୍‌ ଏବଂ ମିନେରାଲ ରହିଛି। ଯାହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।…
Read More...

ଗର୍ଭାବସ୍ଥାରେ ନିୟମିତ ଖାଆନ୍ତୁ ବିଟ୍‌: ଉଭୟ ମାଆ ଓ ଶିଶୁ ପାଇଁ ରାମବାଣ

ଗର୍ଭାବସ୍ଥାରେ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବାକୁ ଡାକ୍ତର ପରାମର୍ଶ ଦେଇଥାଆନ୍ତି। ଖାସ୍‌ କରି ଫଳ ଏବଂ ପନିପରିବା ଭରପୂର ମାତ୍ରାରେ ଖାଇବା ଉଚିତ। ଏଥିରେ ଥିବା ପୋଷକ ତତ୍ତ୍ୱ ଉଭୟ ମାଆ ଓ ଗର୍ଭସ୍ଥ ଶିଶୁର ବିକାଶ…
Read More...

ସପ୍ତାହକୁ ୨ ଥର ଖାଆନ୍ତୁ ମାଛ: ଦୂର ହେବ ଏହି ପ୍ରାଣଘାତୀ ରୋଗ ଆଶଙ୍କା

ଆଜିକାଲି ଅନିୟମିତ ଜୀବନଶୈଳୀ ଓ ଖାଦ୍ୟ ପେୟରେ ଅବହେଳା ଯୋଗୁଁ ଲୋକେ ନାନାଦି ପ୍ରାଣଘାତୀ ରୋଗର ଶିକାର ହେଉଛନ୍ତି। ତା’ ମଧ୍ୟରୁ ହୃଦ୍‌ରୋଗ ଅନ୍ୟତମ। ଏହା କେତେବେଳେ କାହାକୁ କେଉଁଠି ହେବ କହିହେବ ନାହିଁ। ସୁସ୍ଥ ଆହାର…
Read More...

କଟା ପିଆଜ ଫ୍ରିଜ୍‌ରେ ରଖୁଛନ୍ତି କି ?

ସାଧାରଣତଃ ଏହା ଆମେ ସମସ୍ତେ ଜାଣନ୍ତି ଯେ, ପିଆଜ ସ୍ବାସ୍ଥ୍ୟ ପ୍ରତି ଖୁବ୍ ଉପକାରୀ। ଏଥିରେ ଥିବା ଔଷଧୀୟ ଗୁଣ, ଆଣ୍ଟିି ବ୍ୟାକ୍ଟେରିଆଲ୍‌ ତତ୍ତ୍ୱଏବଂ ଆଣ୍ଟି ଇନ୍‌ଫ୍ଲାମେଟୋରୀ ଗୁଣ ହୃତପିଣ୍ଡ ଏବଂ ପାକସ୍ଥଳୀ ପାଇଁ…
Read More...

ଖାଲି ପେଟରେ ଖାଆନ୍ତୁ ନାହିଁ ଏସବୁ ଜିନିଷ: ଦେଖାଦେବ ଜଟିଳ ସମସ୍ୟା

ଏହା ଆମେ ସମସ୍ତେ ଜାଣନ୍ତି ଯେ, ସୁସ୍ଥ, ନିରୋଗ ତଥା ବଳବାନ୍ ରହିବା ପାଇଁ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ନିତାନ୍ତ ଆବଶ୍ୟକ। ଏହା ସହିତ ଖାଦ୍ୟକୁ ଠିକ୍ ସମୟରେ ମଧ୍ୟ ଖାଇବା ଉଚିତ। କାରଣ କୌଣସି ଖାଦ୍ୟକୁ ଭୁଲ ସମୟରେ…
Read More...

ଏସବୁ ଦିଗ ପ୍ରତି ଧ୍ୟାନ ଦେଲେ ମିଳିବ ଅଣ୍ଟା ଯନ୍ତ୍ରଣାରୁ ମୁକ୍ତି

ଆଜିକାଲି ଅଧିକାଂଶ ଲୋକ ଅଣ୍ଟା ବିନ୍ଧା ସମସ୍ୟାକୁ ନେଇ ଚିନ୍ତିତ। ଏପରିକି କିଛି ଲୋକ ଯେତେ ଯାହା ଉପଚାର କରାଇଲେ ମଧ୍ୟ କୌଣସି ସୁଫଳ ପାଇ ପାରୁନାହନ୍ତି। ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇ ଯନ୍ତ୍ରଣାରୁ କିଛି ସମୟ ପାଇଁ…
Read More...