www.samajalive.in
Friday, December 5, 2025
20.1 C
Bhubaneswar

କ୍ଷୀର ପିଇବା ପୂର୍ବରୁ ଖାଆନ୍ତୁ ନାହିଁ ଏସବୁ ଖାଦ୍ୟ: ହୋଇଥାଏ ଖୁବ୍ କ୍ଷତିକାରକ

ସାଧାରଣତଃ ଆମେ ଜାଣନ୍ତି ଯେ, କ୍ଷୀର ଶରୀର ପାଇଁ ଖୁବ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। କ୍ଷୀରରେ ବିଭିନ୍ନ ପ୍ରକାର ପୌଷ୍ଟିକ ତତ୍ତ୍ବ, ଭିଟାମିନ୍‌ ଏବଂ ମିନେରାଲ ରହିଛି। ଯାହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ମାତ୍ର କ୍ଷୀର ପିଇବା ପୂର୍ବରୁ ଏମିତି କିଛି ଖାଦ୍ୟ ପାନୀୟ ରହିଛି, ଯାହାକୁ ସେବନ କଲେ ଶରୀର ଉପରେ ଏହାର କୁପ୍ରଭାବ ପଡ଼ିଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି। ସମୟ ସମୟରେ ପ୍ରତିକ୍ରିୟା ସୃଷ୍ଟି ଏହା ଶରୀର ପାଇଁ ବିପଜ୍ଜନକ ସାବ୍ୟସ୍ତ ହୋଇଥାଏ। ତେବେ ଆସନ୍ତୁ ଜାଣିବା କ୍ଷୀର ପିଇବା ପୂର୍ବରୁ କେଉଁ ସବୁ ଖାଦ୍ୟ ଖାଇବା ଅନୁଚିତ୍ –

ଲୁଣ: ଲୁଣ ଖାଇବା ପରେ କ୍ଷୀର ଆଦୌ ପିଇବା ଉଚିତ୍‌ ନୁହେଁ। ଏହା ଶରୀର ପ୍ରତି ହାନିକାରକ।

- Advertisement -

ବିରି: କ୍ଷୀର ପିଇବା ପୂର୍ବରୁ ବିରି ଡାଲି କିମ୍ବା ବିରିରେ ତିଆରି କୌଣସି ଖାଦ୍ୟ ଖାଇବା ଅନୁଚିତ। କାରଣ ଏହାକୁ ଖାଇଲେ ବିଭିନ୍ନ ପେଟ ଜନିତ ସମସ୍ୟା ଦେଖା ଦେଇଥାଏ।

ଖଟାଫଳ: ସାଇଟ୍ରିକ୍‌ ଏସିଡ୍‌ ଯୁକ୍ତ ଖଟା ଫଳ ଖାଇବା ପରେ କ୍ଷୀର ପିଇବା ହାନିକାରକ।

ଆମିଷ: ଆମିଷ ଖାଦ୍ୟ ଖାଇ କ୍ଷୀର ପିଇବା ଅନୁଚିତ। ବିଶେଷକରି ମାଛ ଖାଇ କ୍ଷୀର ଆଦୌ ପିଇବା ଉଚିତ୍‌ ନୁହେଁ। ଏହା ଦ୍ୱାରା ପାଚନକ୍ରିୟା ପ୍ରଭାବିତ ହୋଇଥାଏ। ଅନ୍ତତଃ ମାଛ ଖାଇବାର ଦୁଇ ଘଣ୍ଟା ପରେ କ୍ଷୀର ପିଇବା ଉଚିତ୍‌।

 

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories