Browsing Tag

health news

ଜାଣନ୍ତୁ, କେତେ ସମୟ ପର୍ଯ୍ୟନ୍ତ ଆପଣଙ୍କୁ ସୁରକ୍ଷିତ ରଖେ ସାନିଟାଇଜର

କରୋନା ଏବେ ସାରା ବିଶ୍ୱକୁ କବଳିତ କରିଛି। ଆମ ଦେଶ ମଧ୍ୟ ଏଥିରୁ ବାଦ୍‍ ପଡ଼ିନାହିଁ। ତେବେ କରୋନା ସଂକ୍ରମଣକୁ ଏଡ଼ାଇବା ପାଇଁ ବାରମ୍ବାର ହାତ ଧୋଇବା, ସାନିଟାଇଜର ବ୍ୟବହାର କରିବା, ମାସ୍କ ପିନ୍ଧିବା, ନାକ, ମୁହଁକୁ ହାତ…
Read More...

ଶୀତ ଋତୁରେ କରୋନା ଦ୍ବିତୀୟ ପର୍ଯ୍ୟାୟ : ଡାକ୍ତର ଗୁଲେରିଆ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିଲେ ମଧ୍ୟ ସ୍ଥିତି ଏକପ୍ରକାର ନିୟନ୍ତ୍ରଣରେ ରହିଛି । ତେବେ କରୋନାର ପରବର୍ତୀ ପର୍ଯ୍ୟାୟ ପାଇଁ ଏବେଠାରୁ ପ୍ରସ୍ତୁତ ରହିବାକୁ ପଡ଼ିବ । ଆସନ୍ତା ଶୀତଋତୁ ବେଳକୁ…
Read More...

ଜାଣନ୍ତୁ, N-95 ମାସ୍କ ବିଷୟରେ କିଛି ବିଶେଷ କଥା

କରୋନା ସଂକ୍ରମଣ ବ୍ୟାପିବା ପରେ ମାସ୍କର ବ୍ୟବହାର ବହୁଳ ମାତ୍ରାରେ ବୃଦ୍ଧି ପାଇଛି। କାରଣ ଏହି ଭୂତାଣୁଠାରୁ ରକ୍ଷା ପାଇବାର ସୁବୁଠାରୁ ବଡ଼ ମାଧ୍ୟମ ମାସ୍କ। ମାସ୍କ ପିନ୍ଧିବା ଦ୍ୱାରା ଆମ ନାକ, ପାଟି ସୁରକ୍ଷିତ ରହିଥାଏ।…
Read More...

କରୋନା ଯୁଦ୍ଧ ଜିତିବା ପାଇଁ ବଢାନ୍ତୁ ରୋଗ ପ୍ରତିରୋଧକ ଶକ୍ତି

କରୋନାରୁ ବର୍ତ୍ତିବା ପାଇଁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ନିହାତି ଆବଶ୍ୟକ। ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥିବା ବ୍ୟକ୍ତି କରୋନା ମୁକାବିଲା କରି ତାକୁ ହରାଇବାରେ ଅଧିକ ସକ୍ଷମ ହୋଇଥାଆନ୍ତି। କେବଳ…
Read More...

ବ୍ୟାୟାମ ପରେ ଓ ପୂର୍ବରୁ କ’ଣ କରିବେ କ’ଣ ନୁହେଁ…

ସାଧାରଣତଃ ସୁସ୍ଥ ଜୀବନ ଯାପନ କରିବା ପାଇଁ ପ୍ରତ୍ୟେକ ଦିନ ବ୍ୟାୟାମ କରିବା ଜରୁରୀ ବୋଲି ଆମେ ଜାଣିଛେ। ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ଦୈନିକ ବ୍ୟାୟାମ କରିବାକୁ ପରାମର୍ଶ ଦିଅନ୍ତି। ତେବେ ବ୍ୟାୟାମ କରିବା ପୂର୍ବରୁ…
Read More...

ଖଣ୍ଡିଆ ହୋଇଯାଇଛି କି? ଶୀଘ୍ର ଉପଶମ ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

ସାଧାରଣତଃ କୌଣସି ଆଘାତ କାରଣରୁ ଶରୀରରେ କ୍ଷତ ବା ଖଣ୍ଡିଆ ହୋଇଗଲେ ଅନେକ ରକ୍ତ ବାହାରିବା ସହ ଅସହ୍ୟ ଯନ୍ତ୍ରଣା ହୋଇଥାଏ। ତେଣୁ ଆମେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରି ଅନେକ ଔଷଧ ଖାଇବା ସହ କ୍ଷତ ସ୍ଥାନରେ ମଧ୍ୟ…
Read More...

ମୁଣ୍ଡବ୍ୟଥାରୁ କ୍ଷଣିକରେ ମୁକ୍ତିଦେବ ଏହି ଘରୋଇ ଉପଚାର

ମୁଣ୍ଡବ୍ୟଥାକୁ ନେଇ ଅନେକ ଲୋକ ଚିନ୍ତିତ। ଆଜିକାଲି ଏହା ଏକ ସାଧାରଣ ସମସ୍ୟା ପାଲଟି ଗଲାଣି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। କିଛି ଲୋକଙ୍କର ତ ପ୍ରତ୍ୟେକ ଦିନ ମୁଣ୍ଡବ୍ୟଥା ହୋଇଥାଏ।  ତେବେ ଏପରି କେତେକ ଘରୋଇ…
Read More...

ତ୍ବଚା ସହ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦୂର କରେ ଫିଟିକିରି

ଫିଟିକିରି ପ୍ରାୟତଃ ସମସ୍ତଙ୍କ ଘରେ ମିଳିଯାଏ। ଯଦି ଅବା ନ ଥାଏ, ବଜାରରେ ସହଜରେ ଉପଲବ୍ଧ ହୋଇଥାଏ। ଏହା ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତିଦେବା ସହ ସୌନ୍ଦର୍ଯ୍ୟ ବୃଦ୍ଧିରେ ବିଶେଷ ଭାବେ ସହୟକ ହୋଇଥାଏ। ଏହା ବ୍ୟତୀତ…
Read More...

ଓଜନ କମାଇବ ହଳଦୀ

ମୋଟାପଣ ବା ଓଜନ ବୃଦ୍ଧିକୁ ନେଇ ଆଜିକାଲି ଅନେକ ଲୋକ ଚିନ୍ତିତ। ଏକ ପତଳା ଚେହରା ପାଇବାକୁ କେତେ ଟଙ୍କା ଖର୍ଚ୍ଚ କରି ସେମାନେ କେତେ ଉପାୟ ଆପଣାଉଛନ୍ତି। ତେବେ ଏମିତି କିଛି ଘରୋଇ ଉପାୟ ଅଛି, ଯାହାକୁ ଆପଣାଇ ଖୁବ୍‌ କମ୍‌…
Read More...

ଖାଲି ପେଟରେ ଖାଆନ୍ତୁ ରସୁଣ ; ମିଳିବ ଅନେକ ରୋଗରୁ ମୁକ୍ତି

ଏହା ଆମେ ସମ​‌ସ୍ତେ ଜାଣନ୍ତି ଯେ, ରସୁଣ ଖାଦ୍ୟର ସ୍ବାଦ ବୃଦ୍ଧି କରିବା ସହ ଶରୀର ପାଇଁ ଖୁବ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ।​‌ ଆୟୁର୍ବେଦ ଚିକିତ୍ସା ପଦ୍ଧତିରେ ରସୁଣରୁ ଔଷଧ ପ୍ରସ୍ତୁତ ହୋଇଥାଏ। ଅନେକ ସ୍ବାସ୍ଥ୍ୟ…
Read More...