www.samajalive.in
Saturday, December 6, 2025
15.1 C
Bhubaneswar

ରବିବାର ସୂର୍ଯ୍ୟ ପରାଗ: ଜାଣନ୍ତୁ ସ୍ପର୍ଶଠାରୁ ଆରମ୍ଭ କରି ସର୍ବମୋକ୍ଷ ପର୍ଯ୍ୟନ୍ତର ସମ୍ପୂର୍ଣ୍ଣ ତଥ୍ୟ

ସମାଜ ପୋର୍ଟାଲ ଡେସ୍କ: ଆସନ୍ତା ୨୧ ତାରିଖ ରବିବାର ରାହୁଗ୍ରସ୍ତ ଚୁଡ଼ାମଣୀ ଯୋଗ ସୂର୍ଯ୍ୟ ପରାଗ। ଏହା ଚଳିତ ବର୍ଷର ପ୍ରଥମ ଓ ଦୀର୍ଘ ସମୟ ବିଶିଷ୍ଟ ବିରଳ ସୂର୍ଯ୍ୟ ପରାଗ। ଆସନ୍ତୁ ଜାଣିବା ଏହି ପରାଗର ସ୍ପର୍ଶ, ସର୍ବମୋକ୍ଷ, ପାକ ତ୍ୟାଗ ବିଷୟରେ ସବିଶେଷ ବିବରଣୀ –

ସ୍ପର୍ଶ ସମୟ(ଲାଗିବ): ରବିବାର ଦିବା ୧୦ଘ. ୩୭ମି. ୫୫ ସେକେଣ୍ଡ ସମୟରେ ପରାଗ ସ୍ପର୍ଶ ହେବ।

- Advertisement -

ସର୍ବମୋକ୍ଷ ସମୟ(ଛାଡ଼ିବ): ଦିବା ୨ଘ. ୦୯ମି. ୦୨ ସେକେଣ୍ଡରେ ପରାଗ ସମାପ୍ତି ହେବ।

ସ୍ପର୍ଶଠାରୁ ମୋକ୍ଷ କାଳ: ୦୩ଘ. ୩୨ମି. ୦୭ ସେକେଣ୍ଡ।

ପାକ ତ୍ୟାଗ: ପୂର୍ବ ରାତ୍ର ଅର୍ଥାତ୍‍ ଶନିବାର ରାତ୍ର ୧୦ଘ. ୩୭ମି. ୫୫ ସେକେଣ୍ଡଠାରୁ ରବିବାର ଦିବା ୦୨ଘ. ୦୯ମି. ୦୨ ସେକେଣ୍ଡ ପର୍ଯ୍ୟନ୍ତ ପାକ ତ୍ୟାଗ ସମୟ।

ଏହି ସମୟରେ ଅନ୍ନ ଭୋଜନ, ପାକ କର୍ମ, ଦେବ ନୀତି ନିଷେଧ ରହିବ। ଶିଶୁ, ବୃଦ୍ଧ ଓ ରୋଗୀଙ୍କ ପାଇଁ ଏହି ନିୟମ ଲାଗୁ ହେବନାହିଁ। ସର୍ବମୋକ୍ଷ ପରେ ସ୍ନାନ କରି ଦାନ, ଧର୍ମ, ଦେବ ଦର୍ଶନ କରିପାରିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories