www.samajalive.in
Tuesday, December 9, 2025
16.1 C
Bhubaneswar

କେଶ ପାଇଁ ତୁଳସୀ…..

ସାଧାରଣତଃ ତୁଳସୀ ଗଛକୁ ଆମେ ଖୁବ୍‍ ପବିତ୍ର ବୋଲି ମନେ କରିଥାଉ ଏବଂ ଏହାକୁ ପୂଜା ମଧ୍ୟ କରିଥାଉ। ଧାର୍ମିକ ମହତ୍ତ୍ୱ ବ୍ୟତୀତ ଏହା ଅନେକ ଔଷଧୀୟ ଗୁଣରେ ଭରପୂର। ଏହା ଅନେକ ପ୍ରକାର ସଂକ୍ରମଣରୁ ରକ୍ଷା କରେ। ଖୁବ କମ୍‍ ଲୋକ ଏହା ଜାଣିଥିବେ ଯେ, ତ୍ୱଚା ସହିତ ଏହା କେଶ ପାଇଁ ମଧ୍ୟ ଖୁବ୍‍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। କେଶକୁ ସୁସ୍ଥ ରଖିବାରେ ତୁଳସୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆସନ୍ତୁ ଜାଣିବା କେଶ ପାଇଁ ତୁଳସୀର ବ୍ୟବହାର ବିଷୟରେ-

-କେଶର ଶୁଷ୍କତା ଏବଂ ରୂପି ଦୂର କରିବାରେ ତୁଳସୀ ସହାୟକ ହୁଏ। ତେଣୁ ନିୟମିତ ଭାବେ ତୁଳସୀ ପତ୍ରକୁ ବାଟି କେଶରେ ଲଗାନ୍ତୁ। ଏକ ଘଣ୍ଟା ପରେ କେଶ ଧୋଇ ଦିଅନ୍ତୁ।

- Advertisement -

-ତୁଳସୀ ପତ୍ର ପରି ତୁଳସୀ ତେଲ ମଧ୍ୟ ଖୁବ୍ ଉପଯୋଗୀ। ଏହାକୁ କେଶରେ ମାଲିସ କଲେ ଖପୁରୀରେ ରକ୍ତ ସଞ୍ଚାଳନ ହୋଇଥାଏ। ଫଳରେ କେଶ ଝଡ଼ିବା ବନ୍ଦ ହୁଏ।

-ତୁଳସୀରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ଯୋଗୁ କେଶର ମଇଳା ସଂପୂର୍ଣ୍ଣ ଭାବେ ସଫା ହେବା ସହ କେଶର ବୃଦ୍ଧିରେ ସହାୟକ ହୁଏ।

-କେଶ ପାଚୁଥିଲେ ମଧ୍ୟ ତୁଳସୀର ପେଷ୍ଟ ଲଗାଇବା ଉଚିତ। ଏହାଦ୍ୱାରା ଅଳ୍ପ ପାଚିଥିବା କେଶ କଳା ହେବା ସହ ଅସମୟରେ କେଶ ପାଚିବ ନାହିଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories