କଏଦୀ ଫେରାର ଘଟଣାରେ ୫ ପୁଲିସ କର୍ମଚାରୀଙ୍କୁ ବିଦା କଲେ ଏସ୍‌ପି

ନୟାଗଡ଼ : ନୟାଗଡ଼ ପୁଲିସକୁ ଚକମା ଦେଇ ଜଣେ ବିଚାରାଧୀନ କଏଦୀ ଫେରାର ହେବା ମାମଲାରେ ରବିବାର ଏସ୍‌ପି ଶଶିଭୂଷଣ ଶତପଥୀ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ଘଟଣାରେ ଜଣେ ହାବିଲଦାରଙ୍କ ସମେତ ୫ ଜଣ ପୁଲିସ…
Read More...

‘ଦବଙ୍ଗ-୩’ ପୂର୍ବରୁ ପରଦାକୁ ଆସିବ ‘ମର୍ଦ୍ଦାନୀ-୨’

ମୁମ୍ବଇ: ସଲମାନ ଖାନଙ୍କ ‘ଦବଙ୍ଗ-୩’ର ଠିକ୍ ସପ୍ତାହେ ପୂର୍ବରୁ ପରଦାକୁ ଆସିବ ରାଣୀ ମୁଖାର୍ଜୀଙ୍କ ‘ମର୍ଦ୍ଦାନୀ-୨’। ଚୁଲ୍‌ବୁଲ୍‌ ପାଣ୍ଡେଙ୍କ ଦବଙ୍ଗଗୀରି ପୂର୍ବରୁ ଆଇପିଏସ୍ ଶିବାନୀ ରୟ ପରଦାରେ ନିଜର ଯାଦୁ ଦେଖାଇବେ।…
Read More...

ବିଷମ ପରିସ୍ଥିତିରେ ମଧ୍ୟ ଶାନ୍ତ ରୁହନ୍ତି ମୋଦୀ : ବେୟର ଗ୍ରିଲ୍ସ

ମୁମ୍ବଇ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଟିଳ ପରିସ୍ଥିତିରେ ମଧ୍ୟ ଶାନ୍ତ ଏବଂ ସନ୍ତୁଳିତ ରହିଥାଆନ୍ତି। କୌଣସି ପରିସ୍ଥିତି ତାଙ୍କୁ ବ୍ୟସ୍ତ ବିବ୍ରତ କରିପାରେ ନାହିଁ। ଡିସ୍କଭରୀ ଚ୍ୟାନେଲରେ ଏକ ଦୁଃସାହସିକ…
Read More...

କୌଣସି ମହୌଷଧୀରୁ କମ୍ ନୁହେଁ ଅମୃତଭଣ୍ଡା ଓ ଲେମ୍ବୁର ମିଶ୍ରଣ 

ସାଧାରଣତଃ ଏହା ଆମେ ସମସ୍ତେ ଜାଣନ୍ତି ଯେ ଅମୃତଭଣ୍ଡା ଆମ ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ହୋଇଥାଏ। ସେହିପରି ଲେମ୍ବୁ ମଧ୍ୟ ଖୁବ୍ ସ୍ବାସ୍ଥ୍ୟ ଉପଯୋଗୀ। ହେଲେ କ’ଣ ଆପଣ ଜାଣନ୍ତି ଏ ଦ୍ବୟର ମିଶ୍ରଣ କୌଣସି ମହୌଷଧୀରୁ କମ୍…
Read More...

ଭୁଲରେ ମଧ୍ୟ ଫିଙ୍ଗନ୍ତୁ ନାହିଁ ଏସବୁ ଫଳ ଓ ପରିବା ଚୋପା : ହୋଇଥାଏ ଖୁବ୍ ଲାଭଦାୟକ

ସାଧାରଣତଃ ଏହା ଆମେ ଜାଣନ୍ତି ଯେ, ଫଳ ଏବଂ ପନିପରିବା ଖାଇବା ଆମ ସ୍ବସ୍ଥ୍ୟ ପାଇଁ ଖୁବ୍ ଜରୁରୀ ଏବଂ ଲାଭଦାୟକ ହୋଇଥାଏ। ହେଲେ ଏହାର ଚୋପା ମଧ୍ୟ ଆମ ପାଇଁ ବହୁତ ଉପକାରୀ ବୋଲି ହୁଏତ ଖୁବ୍ କମ୍ ଲୋକଙ୍କୁ ଜଣାଥିବ। ଏପରି…
Read More...

ଭେଣ୍ଟିଲେଟରରେ ବିଦ୍ୟା ସିହ୍ନା

ମୁମ୍ବଇ : ୯୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ବିଦ୍ୟା ସିହ୍ନା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ମୁମ୍ବଇର ସିଟି କେୟର ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଛି। ତେବେ ତାଙ୍କ ଅବସ୍ଥା…
Read More...

ନିର୍ମାଣ ହେବ ନାରାୟଣ ମୂର୍ତ୍ତିଙ୍କ ବାୟୋପିକ୍‍ : ଏହି ନିର୍ଦ୍ଦେଶକ ଦମ୍ପତି ସମ୍ଭାଳିବେ ଦାୟିତ୍ୱ

ମୁମ୍ବଇ : ବଲିଉଡ଼ର ନିର୍ଦ୍ଦେଶକ ଦମ୍ପତି ନିତେଶ ତିୱାରୀ ଓ ଅଶ୍ୱିନୀ ଆୟର ତିୱାରୀ ଇନ୍‌ଫୋସିସ୍‌ର ସହପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ଓ ତାଙ୍କ ପତ୍ନୀ ସୁଧା ମୂର୍ତ୍ତିଙ୍କ ଜୀବନ କାହାଣୀ ଉପରେ ଚଳଚ୍ଚିତ୍ର ନିର୍ମାଣ…
Read More...

ଭୁଲରେ ମଧ୍ୟ ରାତିରେ ଶୋଇବା ପୂର୍ବରୁ ଖାଆନ୍ତୁ ନାହିଁ ଏସବୁ ଖାଦ୍ୟ : ବଢିବ ଓଜନ

ଆଜିକାଲି ଓଜନ ବଢିବା ସମସ୍ୟାକୁ ନେଇ ବହୁତ ଲୋକ ଚିନ୍ତିତ। କାରଣ ଏବେ ସ୍ଲିମ୍ ଟ୍ରିମ୍ର ଯୁଗ। ତେଣୁ ସମସ୍ତେ ପତଳା ଶରୀର ପାଇବା ପାଇଁ ଚେଷ୍ଟିତ। ହେଲେ ଏହା ହୁଏତ ଆପଣ ଜାଣି ନଥିବେ ଯେ, ଏପରି କିଛି ଖାଦ୍ୟ ଅଛି ଯାହାକୁ…
Read More...

ମୁକ୍ତିଲାଭ କଲା ବହୁ ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର ‘ନାୟକର ନାଁ ଦେବଦାସ’

ଭୁବନେଶ୍ୱର : ଅସୀତ ପାତ୍ର, ଅନୁ ଚୌଧୁରୀ ଏବଂ ଭୂମିକାଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ବିଗ୍ ବଜେଟ୍ ଓଡ଼ିଆ ଚଳଚ୍ଚିତ୍ର ‘ନାୟକର ନାଁ ଦେବଦାସ’ ଶୁକ୍ରବାର(୯ ଅଗଷ୍ଟ) ମୁକ୍ତିଲାଭ କରିଛି। ଆଞ୍ଜନେୟ ମିଡିଆ ବ୍ୟାନରରେ…
Read More...

ଦମ୍‍ଦାର୍‍ ଆକ୍ସନ ଅବତାରରେ କଙ୍ଗନା : ରିଲିଜ୍‍ ହେଲା ‘ଧାକଡ଼’ର ଟିଜର

ମୁମ୍ବଇ : କଙ୍ଗନା ରାଣାୱତ୍‍ଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଧାକଡ଼’ର ଟିଜର ଶୁକ୍ରବାର ରିଲିଜ୍‍ ହୋଇଛି। ଟିଜର ଦେଖି ଜାଣି ହେଉଛି କଙ୍ଗନା ଏଥର ଦମ୍‍ଦାର୍‍ ଆକ୍ସନ ଅବତାରରେ ନଜର ଆସିବେ। ୪୫ ସେକେଣ୍ଡର ଏହି ଟିଜରରେ…
Read More...

ପରଦାକୁ ଆସିଲା ସିଦ୍ଧାର୍ଥ-ପରିଣୀତିଙ୍କ ‘ଜବରିୟା ଯୋଡ଼ି’

ମୁମ୍ବଇ : ବଲିଉଡ଼ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଓ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଜବରିୟା ଯୋଡ଼ି’ ଶୁକ୍ରବାର(୯ ଅଗଷ୍ଟ) ମୁକ୍ତିଲାଭ କରିଛି। ଚଳଚ୍ଚିତ୍ରର କାହାଣୀ କମେଡ଼ି ଭିତ୍ତିକ ହୋଇଥିଲେ…
Read More...

ଦଳିଦେଲା ଦନ୍ତା, ଜଣେ ମୃତ

ଦ୍ୱାରଶୁଣି : ମୟୂରଭଞ୍ଜ ଜିଲାରେ ଲୋକମାନେ ବାରମ୍ବାର ହାତୀ ଆକ୍ରମଣର ଶିକାର ହେଉଛନ୍ତି। ବୁଧବାର ବାଙ୍ଗିରିପୋଷି ରେଞ୍ଜରେ ହାତୀ ପ୍ରାଦୁର୍ଭାବ ଦେଖିବାକୁ ମିଳିଥିବା ବେଳେ ଗୁରୁବାର ଭୁର୍ଲୁବଣି ଗାଁରେ ଜଣଙ୍କୁ ପାଦରେ…
Read More...

ଆଇଓସିଏଲ ଗ୍ୟାସ ପାଇପ ଲାଇନ ଜମି ଅଧିଗ୍ରହଣ ପାଇଁ ବୈଠକ

ଜଗତସିଂହପୁର : ଜଗତସିଂହପୁର ଜିଲା ଏରସମା ବ୍ଲକ ସମ୍ମିଳନୀ କକ୍ଷରେ ପାରାଦ୍ୱୀପର ଆଇଓସିଏଲ ଓ ଏରସମା ତହସିଲ ପକ୍ଷରୁ ଗ୍ୟାସ୍ ପାଇପ ଲାଇନ ଜମି ଅଧି ଗ୍ରହଣ ପାଇଁ ସ୍ଥାନୀୟ ଜନ ସାଧାରଣଙ୍କୁ ନେଇ ଗୁରୁବାର ଏକ ବୈଠକ…
Read More...

କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଅଣ୍ଟା ଭିଡ଼ିଲେ କୋରାପୁଟ ସାଂସଦ

କୋରାପୁଟ : କୋରାପୁଟ ସାଂସଦ ସପ୍ତଗିରି ଉଲାକା ଗୁରୁବାର କୁନ୍ଦୁଲି ପୀଡ଼ିତାଙ୍କ ଗାଁକୁ ଯାଇ ପରିବାର ଳୋକଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନା କାଳରେ ସେ ପୀଡ଼ିତାଙ୍କ ମାଆ ଏବଂ ଗ୍ରାମବାସୀଙ୍କଠାରୁ ଘଟଣା ଏବଂ ତଦନ୍ତ…
Read More...

ସାପ କାମୁଡ଼ାରେ ପୁଅ ମୃତ, ବାପା ଗୁରୁତର

ଅନୁଗୁଳ : ଅନୁଗୁଳ ଜିଲା ବନ୍ତଳା ଥାନା ଅନ୍ତର୍ଗତ ଗଡ଼ତରାସ ପଞ୍ଚାୟତର କନ୍ତମେଘ ଗ୍ରାମରେ ଗୁରୁବାର ସାପ କାମୁଡ଼ାରେ ଗୋଟିଏ ପରିବାରରେ ପୁଅର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଥିବା ଜଣାପଡ଼ିଛି। ସୂଚନା ଅନୁସାରେ,…
Read More...

ଟ୍ରେନରୁ ୭ ଲକ୍ଷ ଟଙ୍କାର ଅଳଙ୍କାର ଚୋରୀ : ୨ ଗିରଫ

ଟିଟିଲାଗଡ଼ : ପୁରୀ ସୁରତ ଏକ୍ସପ୍ରେସ ଟ୍ରେନର ଏସି ବଗିରୁ ମହିଳାଙ୍କ ୭ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଭର୍ତ୍ତି ବ୍ୟାଗ ଚୋରି ଅଭିଯୋଗରେ ଗୁରୁବାର ଜଣେ କ୍ରେତା ଏବଂ ଜଣେ ଚୋରକୁ ଗିରଫ କରାଯାଇଛି। ଟିଟିଲାଗଡ଼ ଜିଆରପି…
Read More...

ଡିଜିପି ଦାୟିତ୍ବ ଗ୍ରହଣ କଲେ ବି.କେ ଶର୍ମା

ଭୁବନେଶ୍ବର : ବରିଷ୍ଠ ଆଇପିଏସ୍ ଅଧିକାରୀ ବିଜୟ କୁମାର ଶର୍ମା ଗୁରୁବାର ପୁଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ପୂର୍ବରୁ ଏହି ପଦବୀରେ ଥିବା ରାଜେନ୍ଦ୍ର ପ୍ରସାଦ ଶର୍ମା ନୂଆ ଲୋକାୟୁକ୍ତ ସଦସ୍ୟ ଭାବେ…
Read More...

ସ୍କୁଲ ଯିବାବେଳେ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ବାଲେଶ୍ବର : ବାଲେଶ୍ବର ଜିଲା ରେମୁଣା ଥାନା ଅନ୍ତର୍ଗତ ଖୋସାଲିଗଞ୍ଜ ପ୍ରାଥମିକ ବିଦ୍ୟାଳୟର ଉର୍ଦ୍ଦୁ ଶିକ୍ଷକ ସେକ ସାଦ୍ଦିକଙ୍କୁ ଗୁରୁବାର ସ୍କୁଲ ଯିବା ସମୟରେ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଛନ୍ତି।…
Read More...

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବଡ଼ସାହି : ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅନ୍ତର୍ଗତ ଛେଳିଆ(କ) ପଞ୍ଚାୟତର ବିଦ୍ୟାଧରପୁର ଗ୍ରାମରେ ଗୁରୁବାର ପୋଖରୀରୁ ଜଣେ ଯୁବକଙ୍କ ମୃତ ଦେହକୁ ପୁଲିସ ଉଦ୍ଧାର କରିଛି। ଯୁବକ ଜଣକ ହେଉଛନ୍ତି ସେହି ଗ୍ରାମର ଜଳଧର…
Read More...

ବିପଦ ସଙ୍କେତ ଟପିଲା ବଂଶଧରା ନଦୀର ଜଳସ୍ତର : ଗ୍ରାମବାସୀଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର

ଗଜପତି : ଲଗାଣ ବର୍ଷା ଯୋଗୁଁ ବଂଶଧାରା ନଦୀର ଜଳସ୍ତର ବୃଦ୍ଧି ପାଇ ଗଜପତି ଜିଲା କାଶୀନଗର ଠାରେ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଛି। ଏଠାରେ ବିପଦ ସଙ୍କେତ ୫୪.୬୦ ମିଟର ଥିବା ବେଳେ ବୁଧବାର ଅପରାହ୍ନ ୪ଟା ବେଳେ…
Read More...

କୋରାପୁଟ-ରାୟଗଡ଼ା ରେଳ ପଥରେ ପାଣି : ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ

କାଶୀପୁର : ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ପ୍ରବଳ ବର୍ଷା ଯୋଗୁଁ କୋରାପୁଟ-ରାୟଗଡ଼ା ରେଳ ପଥରେ ପ୍ରବଳ ପାଣି ଜମିଛି ଏବଂ ମାଟି ଅତଡ଼ା ଖସି ରେଳ ଟ୍ରାକ୍ ଉପରେ ଗଛ ପଡ଼ିରହିଛି। ଫଳରେ ଟିକିରି ଷ୍ଟେସନରେ ଡିଏମୟୁ ଟ୍ରେନ…
Read More...

ବିଜୟ କୁମାର ଶର୍ମାଙ୍କୁ ଭାରପ୍ରାପ୍ତ ଡିଜିପି ଦାୟିତ୍ବ

ଭୁବନେଶ୍ବର : ଆଇପିଏସ୍ ଅଧିକାରୀ ବିଜୟ କୁମାର ଶର୍ମାଙ୍କୁ ବୁଧବାର ପୁଲିସ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତଦାୟିତ୍ବ ପ୍ରଦାନ କରାଯାଇଛି। ପୂର୍ବରୁ ଏହି ପଦବୀରେ ଥିବା ରାଜେନ୍ଦ୍ର ପ୍ରସାଦ ଶର୍ମା ନୂଆ ଲୋକାୟୁକ୍ତ ସଦସ୍ୟ…
Read More...

ଲଗାଣ ବର୍ଷାରେ ଧୋଇଗଲା ଟ୍ରାକ୍ : ମାଲବାହୀ ଟ୍ରେନର ୩ ବଗି ଲାଇନଚ୍ୟୁତ

ରାୟଗଡ଼ା : ଲଗାଣ ବର୍ଷା ଯୋଗୁଁ ସମ୍ବଲପୁର ଡିଭିଜନ୍ ଅନ୍ତର୍ଗତ ରାୟଗଡ଼ା ଜିଲାର ଡାଇକାଲୁ ଓ ଅମ୍ବାଦଳା ରେଳ ଟ୍ରାକ୍ ଉପରେ ବନ୍ୟା ଜଳ ପ୍ରବାହିତ ହେବା ଫଳରେ ୧୦୦ ମିଟର ଟ୍ରାକ୍ ଧୋଇ ଯାଇଛି। ଫଳରେ ଅମ୍ବାଦଳା ଷ୍ଟେସନ…
Read More...

ଲଗାଣ ବର୍ଷା ଯୋଗୁଁ ଲାଞ୍ଜିଗଡ଼ରେ ବନ୍ୟା ପରିସ୍ଥିତି : ଯୋଗାଯୋଗ ବିଚ୍ଛିନ୍ନ

ଲାଞ୍ଜିଗଡ଼ : ସୋମବାର ଠାରୁ ବର୍ତ୍ତମାନ ଯାଏଁ ଲଗାଣ ବର୍ଷା ହେବା ଫଳରେ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସ୍ଥିତି ବିଗିଡ଼ିବାକୁ ଲାଗିଛି। ବ୍ଲକର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତା ଉପରେ…
Read More...

ପେଟଫୁଲା ନଦୀରେ ଭାସି ଯୁବକ ନିଖୋଜ

କଳାହାଣ୍ଡି : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର-କାଶୀପୁର ମୁଖ୍ୟ ରାସ୍ତାର ତୁଜେର ନିକଟରେ ପ୍ରବାହିତ ପେଟଫୁଲା ନଦୀରେ ଭାସିଯାଇ ବୁଧବାର ଜଣେ ଯୁବକ ନିଖୋଜ ହୋଇଥିବା ସୂଚନା ମିଳିଛି। ନିଖୋଜ ଯୁବକ ଥୁଆମୂଳ ରାମପୁର ବ୍ଲକ…
Read More...

ପ୍ରତିଦିନ ସକାଳୁ ପିଅନ୍ତୁ ହଳଦୀ ପାଣି ; ମିଳିବ ଚମତ୍କାରୀ ଲାଭ

ହଳଦୀରେ ଅନେକ ଔଷଧୀୟ ଗୁଣ ରହିଛି। ଏହା ତ୍ବଚା ପାଇଁ ଯେତିକି ଲାଭଦାୟକ ସ୍ବାସ୍ଥ୍ୟ ପାଇଁ ମଧ୍ୟ ସେତିକି ଉପକାରୀ। ହେଲେ କ’ଣ ଆପଣ ହଳଦୀ ପାଣି ପିଇବାର ଚମତ୍କାରୀ ଲାଭ ବିଷୟରେ ଜାଣନ୍ତି? ପ୍ରତିଦିନ ସକାଳୁ ଉଠି ନଖ ଉଷୁମ…
Read More...

ଅଜିତ୍ ଡୋଭାଲଙ୍କ ଭୂମିକାରେ ନଜର ଆସିବେ ଅକ୍ଷୟ!

ମୁମ୍ବଇ : ଦେଶଭକ୍ତି ଉପରେ ଆଧାରିତ ଚଳଚ୍ଚିତ୍ର ପାଇଁ ବଲିଉଡ଼ରେ ସୁପରିଚିତ ଅଭିନେତା ଅକ୍ଷୟ କୁମାର ଖୁବ୍‌ଶୀଘ୍ର ପରଦାରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ଭୂମିକାରେ ନଜର ଆସିବେ। ନିର୍ଦେଶକ ନୀରଜ…
Read More...

ଆପଣଙ୍କ ଘରେ ସବୁବେଳେ ପିମ୍ପୁଡ଼ି ହେଉଛନ୍ତି କି? ଜାଣନ୍ତୁ ଏହା ଶୁଭ ନା ଅଶୁଭ

ସାଧାରଣତଃ ଅନେକ ସମୟରେ ଆପଣଙ୍କ ଘରେ ପିମ୍ପୁଡ଼ି ନିଶ୍ଚୟ ଦେଖା ଦେଉଥିବେ। ଏମାନେ ଅନେକ ଖାଦ୍ୟ ଦ୍ରବ୍ୟ ନଷ୍ଟ କରିବା ସହ ଆମକୁ କାମୁଡ଼ି ଥାଆନ୍ତି ମଧ୍ୟ। ହେଲେ କ’ଣ ଆପଣ ଜାଣନ୍ତି, ପିମ୍ପୁଡ଼ିଙ୍କ ସହ ଘରର ଲାଭ ଓ କ୍ଷତି…
Read More...

ଚାଷଜମିକୁ ପାଣି ନ ଆସିବାରୁ ରାସ୍ତା ଅବରୋଧ ; ଉପ ନିର୍ବାହୀ ଯନ୍ତ୍ରୀଙ୍କୁ ଘେରାଉ

ମାର୍ଶାଘାଇ : କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ୨ଟି ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମିକୁ କେନାଲ ପାଣି ନ ଆସିବାରୁ ମଙ୍ଗଳବାର ଶତାଧିକ ଚାଷୀ କେନ୍ଦ୍ରାପଡା-ଓରତ ରାସ୍ତାର ପସ୍ତାଛକ ଠାରେ ଟାୟାର…
Read More...

ନିଆଁରେ ପୋଡ଼ି ପତ୍ନୀଙ୍କୁ ହତ୍ୟା ଅଭିଯୋଗ

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ ଲକ୍ଷ୍ମଣସାହି ଗ୍ରାମରେ ଏକ ଅଭାବନୀୟ ଘଟଣା କ୍ରମରେ ସ୍ୱାମୀ ନିଜ ସ୍ତ୍ରୀକୁ ପୋଡ଼ି ମାରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଗ୍ରାମର ଧନୁର୍ଜୟ ମହାନ୍ତ ନିଜ…
Read More...

ଏହିଦିନ ମାନଙ୍କରେ ତୋଳନ୍ତୁ ନାହିଁ ବେଲପତ୍ର : ହୋଇଥାଏ ଅଶୁଭ

ଏବେ ଚାଲିଛି ଶ୍ରାବଣ ମାସ। ଏହି ମାସରେ ପ୍ରଭୁ ଶିବଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ। ଭଗବାନ ଶିବଙ୍କର ଅତିପ୍ରିୟ ହେଉଛି ବେଲପତ୍ର। ବେଲପତ୍ର ଅର୍ପଣ କରିବା ଦ୍ବାରା ପ୍ରଭୁ ପ୍ରସନ୍ନ ହୋଇଥାଆନ୍ତି ଏବଂ ଭକ୍ତଙ୍କ…
Read More...

ବଲିଉଡ଼ରେ ପାଦ ଥାପିଲେ ସନ୍ନି ଦେଓଲଙ୍କ ପୁଅ : ରିଲିଜ୍ ହେଲା ଚଳଚ୍ଚିତ୍ରର ଟିଜର୍

ମୁମ୍ବଇ: ବଲିଉଡ୍ ଅଭିନେତା ସନ୍ନି ଦେଓଲଙ୍କ ପୁଅ କରନ ଦେଓଲଙ୍କ ଅଭିନୀତ ଚଳଚ୍ଚିତ୍ର ‘ପଲ୍ ପଲ୍ ଦିଲ୍ କେ ପାସ୍’ର ଟିଜର ସୋମବାର ରିଲିଜ୍ ହୋଇଛି। ଏହି ଚଳଚ୍ଚିତ୍ର ମାଧ୍ୟମରେ କରନ ବଲିଉଡ଼ରେ ପାଦ ଥାପିଛନ୍ତି। ଏଥିରେ…
Read More...

ପ୍ରଭାସ ପାଲଟିଲେ ସବୁଠାରୁ ଦାମୀ ଭାରତୀୟ ଅଭିନେତା ! 

ମୁମ୍ବଇ : ସବୁଠାରୁ ଦାମୀ ଭାରତୀୟ ଅଭିନେତା ପାଲଟିଛନ୍ତି ବାହୁବଳୀ ଷ୍ଟାର ପ୍ରଭାସ। ୩୦ ଅଗଷ୍ଟରେ ମୁକ୍ତିଲାଭ କରିବାକୁ ଥିବା ୨୦୧୯ର ସବୁଠୁ ବଡ଼ ଚଳଚ୍ଚିତ୍ର ‘ସାହୋ’ ପାଇଁ ତାଙ୍କୁ ୧୦୦ କୋଟି ଟଙ୍କା ଫିସ୍‍ ମିଳିଥିବା…
Read More...

ଆପଣାନ୍ତୁ ଏହି ଘରୋଇ ଉପାୟ, କେବେହେଲେ କମ୍ ହେବନି ଦୃଷ୍ଟିଶକ୍ତି

ଦୃଷ୍ଟି ଶକ୍ତି କମ୍ ହେବା ଆଜିକାଲି ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତଙ୍କର ଏକ ମୁଖ୍ୟ ସମସ୍ୟା ପାଲଟିଛି। ଯଦ୍ବାରା ସେମାନଙ୍କୁ ଚଷମାର ସାହାଯ୍ୟ ନେବାକୁ ପଡ଼ୁଛି। ହେଲେ ଥରେ ଏହି ଚଷମା…
Read More...

ଏୟାର ହୋଷ୍ଟେସ୍‍ ସାଜିବେ ଶ୍ରଦ୍ଧା : ଚାଲିଛି ଜୋରଦାର ପ୍ରସ୍ତୁତି

ମୁମ୍ବଇ : ପ୍ରତ୍ୟେକ ଚଳଚ୍ଚିତ୍ରରେ ସର୍ବଦା ଭିନ୍ନ ଭିନ୍ନ ଭୂମିକାରେ ନଜର ଆସୁଥିବା ଅଭିନେତ୍ରୀ ଶ୍ରଦ୍ଧା କପୁର ଏବେ ଏୟାର ହୋଷ୍ଟେସ୍‍ ସାଜିବେ। ଟାଇଗର୍‍ ଶ୍ରଫଙ୍କ ଅଭିନୀତ ଚଳଚ୍ଚିତ୍ର ‘ବାଗୀ’ର ତୃତୀୟ ଭାଗ ଅର୍ଥାତ୍‍…
Read More...

ଚକା ଫାଟି ରାସ୍ତା ତଳକୁ ଖସିଲା ଡମ୍ପର : ୨ ଗୁରୁତର

ବାଲେଶ୍ବର : ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ମଥାନୀ ନିକଟରେ ରବିବାର ଅପରାହ୍ନରେ ଏକ ଡ଼ମ୍ପର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଡ୍ରାଇଭର ଓ ଖଲାସୀ ଗୁରୁତର ଆହତ ହୋଇଛନ୍ତି।…
Read More...

ରିଲିଜ୍‍ ହେଲା ‘ଛିଛୋରେ’ର ଟ୍ରେଲର

ମୁମ୍ବଇ : ସୁଶାନ୍ତ ସିଂହ ରାଜପୁତ୍‍ ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଛିଛୋରେ’ର ଟ୍ରେଲର ରବିବାର ରିଲିଜ୍‍ ହୋଇଛି। ଫକ୍ସ ଷ୍ଟାର ହିନ୍ଦୀର ଭେରିଫାଇଡ଼୍‍ ୟୁଟ୍ୟୁବ୍‍ ଚ୍ୟାନେଲରେ ଏହି ଟ୍ରେଲରକୁ ରିଲିଜ୍‍…
Read More...

ନେମାଳ ପୀଠରୁ ବ୍ୟକ୍ତିଙ୍କୁ ଅପହରଣ : ପୁଲିସର ତନାଘନା

ସାଲେପୁର : କଟକ ଜିଲା ସାଲେପୁର ଅନ୍ତର୍ଗତ ନେମାଳ ସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦ ପୀଠରୁ ରବିବାର ଜଣେ ଭକ୍ତଙ୍କୁ ବଳପୂର୍ବକ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଭକ୍ତ ଜଣକ ହେଉଛନ୍ତି ଭୁବନେଶ୍ୱର ଭୀମଟାଙ୍ଗି ଅଞ୍ଚଳର…
Read More...

ଏସବୁ ଖାଦ୍ୟ ଖାଇ କ୍ଷୀର ପିଇବା ବିଷ ସହ ସମାନ

ଏହା ଆମେ ସମସ୍ତେ ଜାଣନ୍ତି ଯେ ନିୟମିତ କ୍ଷୀର ପିଇବା ଶରୀର ପାଇଁ ଖୁବ୍ ଲାଭଦାୟକ ହୋଇଥାଏ। ଏହା ଶରୀରକୁ ଶକ୍ତି ଯୋଗାଇବା ସହିତ ଅନେକ ରୋଗ ସହ ଲଢିବାର ସାମର୍ଥ୍ୟ ଦେଇଥାଏ। ମାତ୍ର ଏପରି କିଛି ଖାଦ୍ୟ ଅଛି ଯାହାକୁ ଖାଇବା…
Read More...

‘ସାହୋ’ର ମୁକ୍ତିଲାଭ ପରେ ବିବାହ କରିବେ ପ୍ରଭାସ! ଜାଣନ୍ତୁ କିଏ ହେବେ ତାଙ୍କ ଜୀବନସାଥି

ମୁମ୍ବଇ : ଖୁବ୍‍ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବାହୁବଳୀ ଷ୍ଟାର ପ୍ରଭାସ। ତାଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ସାହୋ’ର ମୁକ୍ତିଲାଭ ପରେ ସେ ବିବାହ କରିପାରନ୍ତି ବୋଲି ସୂଚନା ମିଳିଛି। ଏକ…
Read More...

ତ୍ବଚା ପାଇଁ ଖୁବ୍ ଉପକାରୀ ସୋରିଷ ତେଲ

ସାଧାରଣତଃ ତ୍ବଚା ଜନିତ ସମସ୍ୟା ଦୂର କରି ତ୍ବଚାକୁ ସୁନ୍ଦର କରିବା ପାଇଁ ଆମେ ଅନେକ ଉପାୟ ଆପଣାଇଥାଉ। ବଜାରରେ ମିଳୁଥିବା ଅନେକ ପ୍ରସାଧନ ସାମଗ୍ରୀର ବ୍ୟବହାର ସହ ଅନେକ ଡାକ୍ତରୀ ଚିକିତ୍ସା ମଧ୍ୟ କରିଥାଆନ୍ତି। ହେଲେ…
Read More...

କେଶ ଝଡ଼ିବାକୁ ନେଇ ଚିନ୍ତିତ କି? କେବଳ ନଖ ଘଷି ପାଆନ୍ତୁ ଏହି ସମସ୍ୟାରୁ ମୁକ୍ତି

ଏପରି କିଛି ଜାଣିବା କଥା ଅଛି ଯାହା ବିଷୟରେ ଅବଗତ ହେଲେ ଆମେ ନିଜେ ହିଁ ନିଜର ଅନେକ ରୋଗ ତଥା ସମସ୍ୟାର ସମାଧାନ କରିପାରିବା। ଆଜିକାଲି କେଶ ଝଡ଼ିବା ପ୍ରାୟ ସମସ୍ତଙ୍କର ଏକ ବଡ଼ ସମସ୍ୟା ପାଲଟିଛି। ଏହି ସମସ୍ୟାରୁ…
Read More...

ସଞ୍ଜୟଙ୍କ ଜନ୍ମଦିନ ଅବସରରେ ସାମ୍ନାକୁ ଆସିଲା ‘କେଜିଏଫ୍‍-୨’ର ପ୍ରଥମ ପୋଷ୍ଟର

ମୁମ୍ବଇ : ସଞ୍ଜୟ ଦତ୍ତ ସୋମବାର ନିଜର ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କ ଅଭିନୀତ ଆଗାମୀ କନ୍ନଡ଼ ଚଳଚ୍ଚିତ୍ର ‘କେଜିଏଫ୍‍-୨’ର ପ୍ରଥମ ପୋଷ୍ଟର ରିଲିଜ୍‍ ହୋଇଛି। ନିଜେ ସଞ୍ଜୟ ଇନ୍‍ଷ୍ଟାଗ୍ରାମ୍‍…
Read More...

ପଶୁଙ୍କୁ ନ୍ୟାୟ ଦେବାକୁ ଅଣ୍ଟା ଭିଡ଼ିଲେ ବଲିଉଡ଼ ଅଭିନେତ୍ରୀ : କୁକୁରକୁ ପିଟିଥିବା ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ

ମୁମ୍ବଇ : ପଶୁମାନଙ୍କୁ ନ୍ୟାୟ ଦେବା ପାଇଁ ଆଗକୁ ବାହାରିଛନ୍ତି ବଲିଉଡ଼ ଅଭିନେତ୍ରୀ। ଗୋଟିଏ କୁକୁରକୁ ନ୍ୟାୟ ଦେବା ପାଇଁ ସାମାଜିକ ଗଣମାଧ୍ୟମରେ ହଇଚଇ ସୃଷ୍ଟି କରିଛନ୍ତି ୩ ବଲିଉଡ଼ ଅଭିନେତ୍ରୀ। ସୂଚନା ଅନୁସାରେ,…
Read More...

୧୦୦କୋଟିର ନିକଟତର ‘ଦି ଲାୟନ କିଙ୍ଗ୍‍’

ମୁମ୍ବଇ : ଗତ ୧୯ ତାରିଖରେ ମୁକ୍ତିଲାଭ କରିଥିବା ଡିଜନୀର ଆନିମେଟେଡ଼୍‍ ଚଳଚ୍ଚିତ୍ର ‘ଦି ଲାୟନ କିଙ୍ଗ୍‍’ ବକ୍ସ ଅଫିସରେ ଏଯାବତ୍‍ ନିଜ ପ୍ରଭାବ ବିସ୍ତାର କରି ରଖିଛି। ଟ୍ରେଡ଼ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ୍‍ କରି…
Read More...

ବିଶ୍ୱ ହେପାଟାଇଟିସ୍‍ ଦିବସ : ଏହି ରୋଗର ଲକ୍ଷଣ ଏବଂ ନିରାକରଣ

୨୮ ଜୁଲାଇ ଅର୍ଥାତ୍‍ ଆଜି ବିଶ୍ୱ ହେପାଟାଇଟିସ୍‍ ଦିବସ ପାଳନ କରାଯାଉଛି। ଉକ୍ତ ରୋଗର ଲକ୍ଷଣ, ପରୀକ୍ଷଣ ଏବଂ ନିରାକରଣ ବିଷୟରେ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଶ୍ୱ ହେପାଟାଇଟିସ୍‍ ଦିବସ ପାଳନ କରାଯାଏ।…
Read More...

୨ କଦଳୀ ପାଇଁ ୪୪୨ ଟଙ୍କା ନେବା ପଡ଼ିଲା ମହଙ୍ଗା : ହୋଟେଲ ଦେବ ୨୫ ହଜାର ଜୋରିମାନା

ଚଣ୍ଡିଗଡ଼ : ଅଭିନେତା ରାହୁଲ ବୋଷଙ୍କଠାରୁ ୨ଟି କଦଳୀ ପାଇଁ ୪୪୨.୫୦ ଟଙ୍କା ନେବା ଜେଡବ୍ଲ୍ୟୁ ମାରିଅଟ୍‍ ହୋଟେଲକୁ ଭାରି ପଡ଼ିଛି। ଚଣ୍ଡିଗଡ଼ର ଉତ୍ପାଦ ଶୁଳ୍କ ଓ ଟିକସ ବିଭାଗ ପକ୍ଷରୁ ହୋଟେଲ ନାଁରେ ୨୫ ହଜାର ଟଙ୍କାର…
Read More...

ସୂର୍ଯ୍ୟାସ୍ତ ପରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏସବୁ କାମ : ନଚେତ୍ ପିଛା ଛାଡ଼ିବନି ଦୁର୍ଭାଗ୍ୟ

ସାଧାରଣତଃ ଦୈନନ୍ଦିନ ଜୀବନରେ ଅଜାଣତରେ ଆମେ ଏମିତି କିଛି ଭୁଲ୍ କରିଥାଉ, ଯାହା ଦ୍ବାରା ଆମକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ। ହେଲେ ଆମେ ସେ ବିଷୟରେ ନ ଜାଣି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅନେକ ଉପାୟ ତଥା…
Read More...

ଶରୀର ପାଇଁ ଖୁବ୍ ଉପକାରୀ ମୁଗଡାଲି ପାଣି

ସାଧାରଣତଃ ଏହା ଆମେ ଜାଣନ୍ତି ଯେ ଡାଲି ଶରୀର ପାଇଁ ଖୁବ୍ ଲାଭଦାୟକ ହୋଇଥାଏ। ଏଥିରେ ଭରପୁର ମାତ୍ରାରେ ପ୍ରୋଟିନ୍ ରହିଥାଏ। ତେବେ ସମସ୍ତ ଡାଲି ମଧ୍ୟରୁ ମୁଗଡାଲି ଅନ୍ୟତମ। ଏଥିରେ ଥିବା ଜରୁରୀ ଭିଟାମିନ୍ ଏବଂ ମିନେରାଲ୍ସ…
Read More...

କାର୍‍ଗିଲ୍‍ ଯୁଦ୍ଧ ସମୟରେ ଭାରତ ପାଇଁ ସଙ୍କଟ ମୋଚକ ସାଜିଥିଲା ଇସ୍ରାଏଲ୍‍

ଆଜି ଅର୍ଥାତ୍ ୨୬ ଜୁଲାଇରେ ୨୦ ତମ କାର୍‌ଗିଲ୍ ବିଜୟ ଦିବସ ପାଳନ କରାଯାଉଛି। ୧୯୯୯ ମସିହାରେ ହୋଇଥିବା ଏହି ଐତିହାସିକ ଯୁଦ୍ଧ ସମୟରେ ଭାରତକୁ ଖୁବ୍‍ ସାହାଯ୍ୟ କରିଥିଲା ଇସ୍ରାଏଲ୍‍। ସେ ସମୟରେ ଭାରତୀୟ ବାୟୁସେନା…
Read More...

ଦୁର୍ବଳତା ଦୂର କରି ଶରୀରକୁ ମଜବୁତ୍ କରିବା ପାଇଁ ଖାଆନ୍ତୁ ଏହି ଜିନିଷ

ସାଧାରଣତଃ ଆଜିକାଲି ଅନେକ ଲୋକ ଦୁର୍ବଳତାର ଶିକାର ହେଉଛନ୍ତି। ଅନିୟମିତ ଖାଦ୍ୟପେୟ ଏବଂ ବିଶୃଙ୍ଖଳିତ ଜୀବନଶୈଳୀ ହେଉଛି ଏହାର ମୁଖ୍ୟ କାରଣ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକେ ଅନେକ ଔଷଧ ଆଦି ସେବନ…
Read More...

ରିଲିଜ୍‍ ହେଲା ‘ବଚ୍ଚନ ପାଣ୍ଡେ’ର ପ୍ରଥମ ପୋଷ୍ଟର

ମୁମ୍ବଇ : ଅକ୍ଷୟ କୁମାରଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ବଚ୍ଚନ ପାଣ୍ଡେ’ର ପ୍ରଥମ ପୋଷ୍ଟର ଶୁକ୍ରବାର ରିଲିଜ୍‍ ହୋଇଛି। ଟ୍ରେଡ଼ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ୍‍ କରି ପୋଷ୍ଟର ଶେୟାର କରିବା ସହ ମୁକ୍ତିଲାଭ ବିଷୟରେ ମଧ୍ୟ…
Read More...

ଫ୍ରାଇଡେ ରିଲିଜ୍ : ୨ ବଲିଉଡ଼ ଚଳଚ୍ଚିତ୍ର ମଧ୍ୟରେ କଡ଼ା ଟକ୍କର

ମୁମ୍ବଇ : ୨୬ ଜୁଲାଇ ଶୁକ୍ରବାର ମୁକ୍ତିଲାଭ କରିଛି ୨ଟି ବଲିଉଡ଼ ଚଳଚ୍ଚିତ୍ର। ଗୋଟିଏ ହେଉଛି କଙ୍ଗନା ରାଣାୱତ୍‍-ରାଜକୁମାର ରାଓଙ୍କ ଅଭିନୀତ ‘ଜଜ୍‌ମେଣ୍ଟଲ ହୈ କ୍ୟା’ ଏବଂ ଅନ୍ୟଟି କୃତି ସେନନ-ଦିଲଜିତ୍‍ ଦୋସାଂଝଙ୍କ…
Read More...

ରୂପେଲୀ ପରଦାରେ କାର୍‍ଗିଲ ଯୁଦ୍ଧ

(ଉପସ୍ଥାପନା-ପ୍ରତିଜ୍ଞା ମିଶ୍ର) : ଜୁଲାଇ ୨୬ ତାରିଖ ଅର୍ଥାତ୍‍ କାଲି କାର୍‍ଗିଲ ବିଜୟର ୨୦ ବର୍ଷ ପୂରଣ ହେଉଛି। ୧୯୯୯ ମସିହାରେ ହୋଇଥିବା ଏହି ଯୁଦ୍ଧରେ ଭାରତ ପାକିସ୍ତାନକୁ ପରାସ୍ତ କରି ବିଜୟ ହାସଲ କରିଥିଲା।…
Read More...

ଅନ୍ଧବିଶ୍ବାସ : ମୃତକଙ୍କୁ ବଞ୍ଚାଇବାକୁ ମେଡିକାଲ୍‌ରେ ଝଡ଼ାଫୁଙ୍କା

ଭବାନୀପାଟଣା : କଳାହାଣ୍ଡି ଜିଲାର ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତ ବ୍ୟକ୍ତିକୁ ବଞ୍ଚାଇବା ପାଇଁ ଜବରଦସ୍ତ ଝଡ଼ାଫୁଙ୍କା କରାଯାଇଥିବା ସୂଚନା ମିଳିଛି। ଡାକ୍ତର ମୃତ ଘୋଷଣା କରିବା ପରେ ପରିବାର ଲୋକେ ଗୁଣି…
Read More...

ଟ୍ରକ ସହ କାର ମୁହାଁମୁହିଁ ଧକ୍କା, ୪ ଆହତ

ପାଟଣା : କେନ୍ଦୁଝର ଜିଲା ଘଟଗାଁ ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ଢେଙ୍କିକୋଟ ଓଭରବ୍ରିଜ ଉପରେ ଗୁରୁବାର ଏକ ଟ୍ରକ ସହ କାରର ମୁହାଁମୁହିଁ ଧକ୍କା ହୋଇଛି। ଫଳରେ କାରରେ ଥିବା ୪ଜଣ ଆହତ ହୋଇଛନ୍ତି। ସେମାନଙ୍କ…
Read More...

ବନ୍ଧୁର ଜୀବନ ନେଲା ବନ୍ଧୁ

ସମ୍ବଲପୁର : ସମ୍ବଲପୁର ଜିଲା ଅଇଁଠାପାଲି ଅନ୍ତର୍ଗତ ଫାଟକ ଅଞ୍ଚଳରେ ଗୁରୁବାର ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ମୃତ ଯୁବକ ଜଣକ ହେଉଛନ୍ତି ଜଗନ୍ନାଥ କଲୋନୀର ସଞ୍ଜୟ ପଟ୍ଟନାୟକଙ୍କ ପୁଅ ସନ୍ତୋଷ…
Read More...

ଗ୍ୟାସରେ ରୋଷେଇ ସମୟରେ ଲାଗିଲା ନିଆଁ : ୨ ଗୁରୁତର

ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସଲାଗୁଡା ଗ୍ରାମରେ ଗୁରୁବାର ଗ୍ୟାସରେ ରୋଷେଇ ସମୟରେ ଅଗ୍ନିକାଣ୍ଡ ଘଟି ଦୁଇଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନେ ହେଉଛନ୍ତି ସନ୍ତୋଷ ପ୍ରଧାନ ଓ ଦିପକ କହଁର।…
Read More...

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ଼

ବାଲେଶ୍ବର : ବାଲେଶ୍ବର ଜିଲା ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ତେଲେଙ୍ଗାସାହିରେ ଗୁରୁବାର ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଯୁବକ ଜଣକ ହେଉଛନ୍ତି ସ୍ବର୍ଗତଃ ଏନ ସଞ୍ଜିବ ରାଓଙ୍କ ପୁଅ ରୋହିତ ରାଓ(୧୮)।…
Read More...

ଜାଣନ୍ତୁ, କାର୍‍ଗିଲ ଯୁଦ୍ଧ ସହ ଜଡ଼ିତ ୮ଟି ଗୁରୁତ୍ୱପୂର୍ଣ୍ଣ କଥା

(ଉପସ୍ଥାପନା-ପ୍ରତିଜ୍ଞା ମିଶ୍ର) : ୨୦ ବର୍ଷ ପୂର୍ବେ ଅର୍ଥାତ୍‍ ୨୬ ଜୁଲାଇ ୧୯୯୯ରେ ଭାରତ କାର୍‍ଗିଲ ଯୁଦ୍ଧରେ ପାକିସ୍ତାନକୁ ପରାସ୍ତ କରି ବିଜୟ ହାସଲ କରିଥିଲା। ସେହିଦିନଠାରୁ ୨୬ ଜୁଲାଇକୁ ସାରା ଭାରତ ବର୍ଷରେ…
Read More...

ଗାଈ ଜଗୁଆଳ ଦେଇଥିଲେ ପାକିସ୍ତାନ କାର୍‍ଗିଲ କବ୍‍ଜା କରିବାର ସୂଚନା

(ଉପସ୍ଥାପନା-ପ୍ରତିଜ୍ଞା ମିଶ୍ର) : ପାକିସ୍ତାନୀ ସେନାର ପ୍ରାୟ ୫୦୦୦ ସୈନିକ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ କରି ୩ ମେ’ ୧୯୯୯ରେ କାର୍‍ଗିଲର ଉଚ୍ଚ ପାହାଡ଼ଗୁଡ଼ିକୁ କବ୍‍ଜା କରି ନେଇଥିଲେ। ଏହି ସୂଚନା ଜଣେ ଗାଈ ଜଗୁଆଳ…
Read More...

ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଅନୁଗୁଳ ବନ୍ଦ ଡାକରା

ଅନୁଗୁଳ : ଅନୁଗୁଳ ସହରରେ ବୁଧବାର ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ସ୍ବରୂପ ୫୫ ନମ୍ବର ଜାତୀୟ ରାଜପଥର ହୁଲୁରିସିଂଘା ଛକ ଓ ତୁରଙ୍ଗ ଛକ ଠାରେ ରାସ୍ତା ଅବରୋଧ କରାଯାଇଛି। ଫଳରେ ଦୋକାନ…
Read More...

କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବାଲେଶ୍ୱର : ବାଲେଶ୍ୱର ଜିଲା ଜଳେଶ୍ୱର ମହିଳା ମହାବିଦ୍ୟାଳୟର କିରାଣୀ ତରଣୀ କୁମାର ଭୁୟାଁଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢାଉ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଥିବା ସୂଚନା ମିଳିଛି।
Read More...

ଛାତରୁ ଖସି ଶ୍ରମିକ ମୃତ

ନୀଳଗିରି: ନୀଳଗିରି ଥାନା ଅଧୀନସ୍ଥ ଜଡ଼ିବାଲି ଗାଁ’ରେ ଛାତରୁ ଖସି ପଡ଼ି ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ଶ୍ରମିକଙ୍କ ନାଁ ବିଜୟ ଖଟୁଆ(୩୫)। ସୂଚନା ଅନୁସାରେ, ବିଜୟ କାମରୁ ଫେରି ଥକ୍କା…
Read More...

ବୁଧବାର ଭୁଲ୍‌ରେ ମଧ୍ୟ କରନ୍ତୁ ନାହିଁ ଏସବୁ କାର୍ଯ୍ୟ, ମାଡ଼ି ଆସିବ ଦୁର୍ଦ୍ଦଶା

ବୁଧବାର ହେଉଛି ପ୍ରଭୁ ଗଣେଶଙ୍କ ଦିନ। ଏହି ଦିନରେ ଲୋକେ ଗଣେଶଙ୍କ ବିଶେଷ ପୂଜାର୍ଚ୍ଚନା କରିବା ସହ ତାଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ କାର୍ଯ୍ୟ କରିଥାଆନ୍ତି। ତେବେ ଶାସ୍ତ୍ର ଅନୁସାରେ, ଏପରି କିଛି କାର୍ଯ୍ୟ ଅଛି…
Read More...

୫୨୭ ବୀର ସନ୍ତାନଙ୍କୁ ମାଆ କୋଳରୁ ଛଡ଼ାଇ ନେଇଥିଲା କାର୍‍ଗିଲ ଯୁଦ୍ଧ

(ଉପସ୍ଥାପନା-ପ୍ରତିଜ୍ଞା ମିଶ୍ର) : ୧୯୯୯ ମସିହା ମେ’ ମାସ ୩ ତାରିଖରେ ଆରମ୍ଭ ହୋଇଥିଲା କାର୍‍ଗିଲ ଯୁଦ୍ଧ, ଯାହା ଜୁଲାଇ ୨୬ ତାରିଖରେ ଭାରତର ବିଜୟ ସହ ଶେଷ ହୋଇଥିଲା। ସେହିଦିନଠାରୁ ୨୬ ଜୁଲାଇକୁ କାର୍‍ଗିଲ ବିଜୟ ଦିବସ…
Read More...

କାର୍‍ଗିଲ ବିଜୟ ଦିବସ : ଉଜ୍ଜୀବିତ କରେ ଭାରତୀୟ ସେନାର ବୀରତ୍ୱର ଗାଥା

(ଉପସ୍ଥାପନା-ପ୍ରତିଜ୍ଞା ମିଶ୍ର) : ୨୦ ବର୍ଷ ପୂର୍ବେ ଅର୍ଥାତ୍‍ ୧୯୯୯ ମସିହା ଜୁଲାଇ ୨୬ ତାରିଖରେ ଭାରତୀୟ ସେନା ପାକିସ୍ତାନ ସେନାକୁ ପରାସ୍ତ କରି କାର୍‍ଗିଲ ଯୁଦ୍ଧରେ ବିଜୟ ହାସଲ କରିଥିଲା। ତେଣୁ ପ୍ରତ୍ୟେକ ବର୍ଷ ୨୬…
Read More...

ବସ୍ ପଛକୁ ଧକ୍କା ଦେଲା ବାଇକ୍ ; ୨ ଗୁରୁତର

ପାଟଣା : କେନ୍ଦୁଝର ଜିଲା ୨୨୦ ନମ୍ବର ଜାତୀୟ ରାଜପଥର ପାଟଣା ଥାନା ଦକ୍ଷିଣପଶି ଛକ ନିକଟରେ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ପୂଜାରିଣୀ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ପଛକୁ ଏକ ବାଇକ୍ ଧକ୍କା ଦେଇ ୨ ଜଣ…
Read More...

ନାଲ୍‌କୋ ପ୍ଲାଣ୍ଟରେ ଦୁର୍ଘଟଣା ; ୪ ଗୁରୁତର

ଅନୁଗୁଳ : ଅନୁଗୁଳ ସ୍ଥିତ ନାଲ୍‌କୋ ପ୍ଲାଣ୍ଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟି ୪ ଜଣ କର୍ମଚାରୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ‌ସ୍ମେଲଟରର କାଷ୍ଟ ହାଉସ୍ ବି’ରେ ଫ୍ଲାଶ୍ ଓଭରରୁ ନିଆଁ ଲାଗି ଯାଇଥିଲା। ନିଆଁକୁ…
Read More...

୫ ଦିନ ହେଲା ମିଳୁନି ପାଣି, ବାଲଟି-ମାଠିଆ ଧରି ଲୋକଙ୍କ ରାସ୍ତା ଅବରୋଧ

ବ୍ରହ୍ମପୁର: ବ୍ରହ୍ମପୁର ସହରର ୧୦ରୁ ଅଧିକ ଅଞ୍ଚଳରେ ଆଜକୁ ୫ ଦିନ ହେବ ପିଇବା ପାଣି ମିଳୁନଥିବାରୁ ଜନ ସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ମଙ୍ଗଳବାର ଲୋକମାନେ ବାଲଟି, ମାଠିଆ ଧରି ରାସ୍ତା ଅବରୋଧ…
Read More...

ବିଦ୍ୟୁତ ସମସ୍ୟା ସମାଧାନ ଦାବିରେ ବିଜେପିର ବିକ୍ଷୋଭ

ବ୍ରହ୍ମପୁର : ବ୍ରହ୍ମପୁର ସମେତ ଆଖପାଖ ଅଞ୍ଚଳରେ ଲାଗି ରହିଥିବା ଅଘୋଷିତ ବିଦ୍ୟୁତ କାଟ ସମସ୍ୟା ସହ ବିଭିନ୍ନ ଦାବି ନେଇ ଗଞ୍ଜାମ ଜିଲା ବିଜେପି ପକ୍ଷରୁ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେପି କର୍ମୀମାନେ…
Read More...

ବିଦ୍ୟୁତ୍ ଆଘାତରେ ୩ ମୃତ

ବ୍ରହ୍ମପୁର: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ରବିବାର ୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବ୍ରହ୍ମପୁର ଅଳକାପୁରୀସ୍ଥିତ ୬ ନମ୍ବର ଲେନରେ ଘର ମାଲିକଙ୍କ ସମେତ ଜଣେ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ…
Read More...

ଅପେକ୍ଷାର ଅନ୍ତ : ବର୍ଷେ ପରେ କଲେଜ ଫେରାଇଲା ବନ୍ଧକ ରଖିଥିବା ଶିକ୍ଷାଗତ ପ୍ରମାଣ ପତ୍ର

ଦାରିଙ୍ଗବାଡ଼ି : ମାତ୍ର ୧୦ ହଜାର ଟଙ୍କା ପାଇଁ ଆଦିବାସୀ ଛାତ୍ରୀଙ୍କ ସମସ୍ତ ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ର ଘରୋଇ ମହାବିଦ୍ୟାଳୟ ପାଖରେ ଏକ ବର୍ଷ ହେଲା ବନ୍ଧା ପଡ଼ିଛି। ଏଭଳି ଏକ ଘଟଣା ସମ୍ପର୍କରେ ଗତ ୧୫ ତାରିଖରେ…
Read More...

ନାଏବ ସରପଞ୍ଚଙ୍କୁ ଗୁଳିକରି ହତ୍ୟା କଲେ ମାଓବାଦୀ

କଳାହାଣ୍ଡି : କଳାହାଣ୍ଡି ଜିଲା ଲାଞିଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର ଥାନା ଅଧିନସ୍ଥ ପାହାଡ଼ପଦର ଗ୍ରାମପଞ୍ଚାୟତର ନାଏବ ସରପଞ୍ଚ ରାଜେନ୍ଦ୍ର ସାହୁ(୪୫)ଙ୍କୁ ରବିବାର ମାଓବାଦୀ ମାନେ ଗୁଳିକରି ହତ୍ୟା କରିଥିବା ଅଭିଯୋଗ…
Read More...

୧୦୦ କୋଟି କ୍ଲବ ଅଭିମୁଖେ ‘ସୁପର ୩୦’

ମୁମ୍ବଇ : ହ୍ରିତିକ ରୋଶନଙ୍କ ଅଭିନୀତ ଚଳଚ୍ଚିତ୍ର ‘ସୁପର ୩୦’ ଦୁଇ ସପ୍ତାହ ହେଲା ବକ୍ସ ଅଫିସରେ ନିଜ ଯାଦୁ ବଜାୟ ରଖିଛି। ମୁକ୍ତିଲାଭର ମାତ୍ର ତିନି ଦିନରେ ୫୦ କୋଟି ଟଙ୍କାର ବ୍ୟବସାୟ କରିଥିବା ଏହି ଚଳଚ୍ଚିତ୍ର ଦ୍ରୁତ…
Read More...

ବିଚାରପତି ଆସନରେ ରବିନା

ମୁମ୍ବଇ : ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ପ୍ରଯୋଜିତ ନୃତ୍ୟ ଭିତ୍ତିକ ରିୟାଲିଟି ଶୋ’ ‘ନଚ୍ ବଲିୟେ-୯’ ଆରମ୍ଭ ହୋଇଯାଇଛି। ଏବେ ଶୋ’ର ଗ୍ରାଣ୍ଡ ପ୍ରିମିୟର ଚାଲିଥିବା ବେଳେ ଇତି ମଧ୍ୟରେ ଏଥିରେ ବଲିଉଡ଼ ଅଭିନେତ୍ରୀ…
Read More...

ସକାଳୁ ଉଠି କରନ୍ତୁ ନାହିଁ ଏସବୁ କାମ : ନଚେତ୍ ସୃଷ୍ଟି ହେବ ନାନାଦି ସମସ୍ୟା

ସାଧାରଣତଃ ଆମର କିଛି ଖରାପ ଅଭ୍ୟାସ ଯୋଗୁଁ ଆମକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ହେଲେ ଆମେ ସେ ବିଷୟରେ ଜାଣି ନପାରି ବିଭିନ୍ନ ଉପଚାର କରିବାରେ ଲାଗିଥାଆନ୍ତି। ଆଜିକାଲିର ଲୋକେ ବିଶେଷ କରି…
Read More...

‘ଆଗରା’ ଜରିଆରେ ବଲିଉଡ଼କୁ ଫେରୁଛନ୍ତି ଆଶିକି ଷ୍ଟାର ରାହୁଲ ରୟ

ମୁମ୍ବଇ : ୧୯୯୦ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଆଶିକି’ ଜରିଆରେ ରାତାରାତି ଷ୍ଟାର ପାଲଟି ଯାଇଥିଲେ ଅଭିନେତା ରାହୁଲ ରୟ। କିନ୍ତୁ ଏହାପରେ ତାଙ୍କ ଯାଦୁ ଆଉ କାମ କରି ନଥିଲା ଓ ସେ ବଲିଉଡ଼ରୁ କିଛି ସମୟ…
Read More...

ଭାଣିଜୀର କାଠଫାଳିଆ ମାଡ଼ରେ ମାମୁଁ ମୃତ

ବାଲେଶ୍ୱର : ବାଲେଶ୍ବର ଜିଲା ଚାନ୍ଦିପୁର ଥାନା ଅନ୍ତର୍ଗତ ସାହାଦା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଭାଣିଜୀର କାଠ ଫାଳିଆ ମାଡ଼ରେ ମାମୁଁର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ନାଁ ତେଲି ସିଂ(୪୨)।…
Read More...

ଶରୀର ପାଇଁ କୌଣସି ବରଦାନରୁ କମ୍ ନୁହେଁ ସଜନା ପତ୍ର ଚା’

ସାଧାରଣତଃ ଏହା ଆମେ ସମସ୍ତେ ଜାଣନ୍ତି ଯେ ଶାଗ ଖାଇବା ଶରୀର ପାଇଁ ଖୁବ୍ ଆବଶ୍ୟକ ହୋଇଥାଏ। ଏହାଦ୍ବାରା ଆମକୁ ଅନେକ ଉପକାର ମିଳିଥାଏ। ତେବେ ସବୁ ଶାଗ ମଧ୍ୟରୁ ସଜନା ଶାଗ ଖାଇବାକୁ ପ୍ରାୟ ବହୁତ ଲୋକ ପସନ୍ଦ କରନ୍ତି। ଏହା…
Read More...

ପାଟକୁରା ନିର୍ବାଚନ : ୧୧ଟା ସୁଦ୍ଧା ୨୬% ମତଦାନ

ପାଟକୁରା : ପାଟକୁରା ବିଧାନସଭା ଆସନ ପାଇଁ ଶନିବାର ମତଦାନ ଚାଲିଛି। ନିର୍ବାଚନୀ ମୈଦାନକୁ ଓହ୍ଲାଇଥିବା ମୋଟ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ୨ ଲକ୍ଷ ୪୪ ହଜାର ୭୪୭ ମତଦାତା ନିର୍ଦ୍ଧାରଣ କରୁଛନ୍ତି। ତେବେ ଦିନ ୧୧ଟା…
Read More...

ଜାଣନ୍ତୁ, ବର୍ଷାଦିନେ କେମିତି ନେବେ କେଶର ଯତ୍ନ

ବର୍ଷାଦିନେ କେଶର ବିଶେଷ ଯତ୍ନ ନେବାକୁ ପଡ଼ିଥାଏ। ନଚେତ୍ କେଶ ଜନିତ ଅନେକ ସମସ୍ୟା ଦେଖାଦେବା ସହ କେଶ ନଷ୍ଟ ହୋଇଯାଇଥାଏ। ତେବେ ଆସନ୍ତୁ ଜାଣିବା ବର୍ଷା ଦିନରେ କେମିତି ନେବେ କେଶର ଯତ୍ନ - -ଏହି ଋତୁରେ କେଶ ମୂଳ…
Read More...

ଫ୍ରାଇଡେ ରିଲିଜ୍‌ରେ ବକ୍ସ ଅଫିସରେ ୩ଟି ଚଳଚ୍ଚିତ୍ର : ଚର୍ଚ୍ଚାରେ ‘ଦି ଲାୟନ କିଙ୍ଗ୍‍’ 

ମୁମ୍ବଇ : ବକ୍ସ ଅଫିସରେ ଶୁକ୍ରବାର(୧୯ ଜୁଲାଇ) ତିନିଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ପ୍ରଥମଟି ହେଉଛି ହଲିଉଡ଼ ଚଳଚ୍ଚିତ୍ର ‘ଦି ଲାୟନ କିଙ୍ଗ୍‍’, ଦ୍ୱିତୀୟଟି ‘ଫ୍ୟାମିଲି ଅଫ୍‍ ଠାକୁରଗଞ୍ଜ’ ଏବଂ ଅନ୍ୟଟି ‘ଝୁଠା କହିଁ…
Read More...

ସ୍ବପ୍ନ ସହ ଜଡ଼ିତ କିଛି ବିଶେଷ କଥା ; ଜାଣିଲେ ହେବେ ଲାଭବାନ୍

ସାଧାରଣତଃ ଆମେ ସମସ୍ତେ ଶୋଇବା ପରେ ଅଧିକାଂଶ ସମୟରେ କିଛି ସ୍ବପ୍ନ ଦେଖିଥାଆନ୍ତି। କାହାକୁ ଭଲ ସ୍ବପ୍ନ ଆସିଥାଏ ତ ଆଉ କାହାକୁ ଖରାପ। ହେଲେ ସ୍ବପ୍ନ ସହ ଜଡ଼ିତ ଏପରି କିଛି କଥା ଅଛି ଯାହା ହୁଏତ ଖୁବ୍ କମ୍ ଲୋକେ…
Read More...

ଶିଶୁ କଳାକାର ଶିବଲେଖ ସିଂହଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ

ମୁମ୍ବଇ : ଛୋଟ ପରଦାର ଶିଶୁ କଳାକାର ଶିବଲେଖ ସିଂହ(୧୪)ଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗୁରୁବାର ଛତିଶଗଡ଼ ରାୟପୁରର ଉପାନ୍ତ ଅଞ୍ଚଳରେ ତାଙ୍କ କାର୍ ଗୋଟିଏ ଟ୍ରକ୍ ସହ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ହିଁ…
Read More...

ବଦଳିଲା ‘ସାହୋ’ର ମୁକ୍ତିଲାଭ ତାରିଖ

ମୁମ୍ବଇ : ବାହୁବଳୀ ଷ୍ଟାର ପ୍ରଭାସଙ୍କ ଅଭିନୀତ ଚଳଚ୍ଚିତ୍ର ‘ସାହୋ’ର ମୁକ୍ତିଲାଭ ତାରିଖ ପରିବର୍ତ୍ତନ କରାଯାଇଛି। ପ୍ରଥମେ ଏହା ୧୫ ଅଗଷ୍ଟରେ ମୁକ୍ତିଲାଭ କରିବାର ଥିଲା କିନ୍ତୁ ଏବେ ୩୦ ଅଗଷ୍ଟରେ ପରଦାକୁ ଆସିବ। ଟ୍ରେଡ଼…
Read More...

ଅତିଥି ଅଧ୍ୟାପକଙ୍କୁ ବହିଷ୍କାର ଦାବି : ଏନ୍‌ସି କଲେଜ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ

ଯାଜପୁର : ଯାଜପୁର ନରସିଂହ ଚୌଧୁରୀ ମହାବିଦ୍ୟାଳୟରେ ଗୁରୁବାର ଛାତ୍ର ଅଶାନ୍ତି ଦେଖାଦେଇଛି। ଅତିଥି ଅଧ୍ୟାପକ ପ୍ରଦୀପ ବେହୁରିଆଙ୍କୁ ବହିଷ୍କାର କରିବା ଦାବିରେ ଛାତ୍ରଛାତ୍ରୀମାନେ ଗେଟରେ ତାଲା ପକାଇଛନ୍ତି। ସୂଚନା…
Read More...

ଡକାୟତି ଉଦ୍ୟମ ପଣ୍ଡ, ୫ ଗିରଫ

ବ୍ରଜରାଜନଗର : ବ୍ରଜରାଜନଗର ଠାକୁରପଡ଼ା ପଡ଼ିଆରେ ବୁଧବାର ରାତିରେ ୫ ଜଣିଆ ଡକାୟତି ଦଳ ଏକ ପେଟ୍ରୋଲ ପମ୍ପରେ ଡକାୟତି କରିବା ପାଇଁ କରିଥିବା ଯୋଜନା ପଣ୍ଡ ହୋଇଥିବା ଜଣାପଡ଼ିଛି। ଉକ୍ତ ଯୋଜନା ବିଷୟରେ କୌଣସିମତେ…
Read More...

ସାମ୍ବାଦିକଙ୍କୁ ଏସ୍‌ପିଙ୍କ ଦୁର୍ବ୍ୟବହାର ଘଟଣାକୁ ନେଇ ଗୃହରେ ହଟ୍ଟଗୋଳ

ଭୁବନେଶ୍ୱର: ଏକ ଘରୋଇ ଟିଭି ଚ୍ୟାନେଲର ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ କେନ୍ଦ୍ରାପଡ଼ା ଆରକ୍ଷୀ ଅଧୀକ୍ଷକଙ୍କ ଦୁର୍ବ୍ୟବହାର ଘଟଣାକୁ ନେଇ ଗୁରୁବାର ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହୋଇଛି। ବିରୋଧୀ ବିଜେପି ବିଧାୟକମାନେ…
Read More...

ଏକତରଫା ପ୍ରେମକୁ ନେଇ ନାବାଳିକାଙ୍କ ବେକ କାଟିଲା ଯୁବକ

ଯାଜପୁର : ଯାଜପୁର ଜିଲା ଟମକା ଥାନା ଅନ୍ତର୍ଗତ ଓସ୍ତପାଳ ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଏକତରଫା ପ୍ରେମକୁ ନେଇ ଜଣେ ଯୁବକ ନାବାଳିକାଙ୍କ ବେକ କାଟି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଗୁରୁତର…
Read More...

୪୮ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେଇପାରେ ଘୂର୍ଣ୍ଣିବଳୟ

ଭୁବନେଶ୍ୱର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ୪୮ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହୋଇପାରେ। ଏହାର ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା…
Read More...

ପ୍ରକାଶ ପାଇଲା ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ

ଭୁବନେଶ୍ୱର : ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ ଗୁରୁବାର ପ୍ରକାଶ ପାଇଛି। ଏଥିରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନେ ଜୁଲାଇ ୧୯ରୁ ୨୪ ତାରିଖ ଅପରାହ୍ନ ୫ଟା ମଧ୍ୟରେ ନାମଲେଖାଇ ପାରିବେ। ସୂଚନା ଅନୁସାରେ,…
Read More...

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବାରିପଦା : ବାରିପଦା କ୍ଷୁଦ୍ରଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ହୁଦେଶ୍ୱର ବେହେରାଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ…
Read More...

କଳାହାଣ୍ଡିର ମା’ ମାଣିକେଶ୍ୱରୀ ମନ୍ଦିରରୁ ଚୋରି ଅଭିଯୋଗ

କଳାହାଣ୍ଡି : କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ୱରୀ ମନ୍ଦିରରୁ ମଙ୍ଗଳବାର ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ମା’ ଙ୍କ ବାସନକୁସନକୁ ଚୋରି କରି ନେଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ…
Read More...

ଅସୁସ୍ଥ ପ୍ରକାଶ ରାଓଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : କଟକ ବଡ଼ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର…
Read More...

କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦ ଗିରଫ

ଇସଲାମାବାଦ : ୨୬-୧୧ ମୁମ୍ବଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦ ବୁଧବାର ଗିରଫ ହୋଇଛି। ଲାହୋରରୁ ଗୁଜରନ୍ଓ୍ୱାଲା ଯାଉଥିବା ବେଳେ ପାକିସ୍ତାନର କାଉଣ୍ଟର ଟେରରିଜିମ୍ ଡିପାର୍ଟମେଣ୍ଟ ଓ…
Read More...