www.samajalive.in
Sunday, December 14, 2025
19.1 C
Bhubaneswar

ଉପଜିଲାପାଳଙ୍କୁ ଚିତ୍ରକରଙ୍କ ଅନନ୍ୟ ଭେଟି

ଫୁଲବାଣୀ: କନ୍ଧମାଳ ଜିଲା ବାଲିଗୁଡ଼ା ଉପଜିଲାପାଳ ଭାବେ ଶୁଭଙ୍କର ମହାପାତ୍ର ଯୋଗଦେବା ପରେ ତାଙ୍କୁ ଆଜି ବାଲିଗୁଡ଼ା ବ୍ଳକ ଅନ୍ତର୍ଗତ ଲଣ୍ଡାଗାଁ ଅଞ୍ଚଳର ଚିତ୍ରକର ପ୍ରମୋଦ ଦଣ୍ଡିଆ ଏକ ଚିତ୍ର ପ୍ରଦାନ କରିଛନ୍ତି। ଉକ୍ତ ଚିତ୍ରରେ ଶୁଭଙ୍କର ମହପାତ୍ରଙ୍କ ଛବି ଥିବା ବେଳେ ଏହାକୁ ଉପଜିଲାପାଳ ଅତି ଆନନ୍ଦର ସହିତ ଗ୍ରହଣ କରିଥିଲେ। ନିଜର ଅଙ୍କିତ ଚିତ୍ର ଦେଖି ଉପଜିଲାପାଳ ଖୁସି ବ୍ୟକ୍ତ କରିବା ସହିତ ଚିତ୍ରକରଙ୍କୁ ମଧ୍ୟ ସାଧୁବାଦ ଜଣାଇଛନ୍ତି।

ପ୍ରକାଶ ଯେ, ଶୁଭଙ୍କର ମହପାତ୍ର ଜଣେ ଦକ୍ଷ ଆଇଏଏସ୍‍। ଗତ କିଛିଦିନ ହେଲା ସେ ଫୁଲବାଣୀରେ ପ୍ରବେସନାଲ୍ ଭାବେ ତାଲିମ୍‍ ନେଉଥିବା ବେଳେ ବାଲିଗୁଡ଼ା ଉପଜିଲାପାଳ ଭାବେ ତାଙ୍କୁ ପ୍ରଥମ ନିଯୁକ୍ତି ମିଳିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories