www.samajalive.in
Saturday, December 6, 2025
26.1 C
Bhubaneswar

ବରଗଡ଼ ଜିଲ୍ଲା କରମସାନୀ କାଳାକାର ସଂଘ ସମ୍ମିଳନୀ

ତାଳପଦର: ବରଗଡ଼ ଜିଲ୍ଲାର ଏମ୍‍. ଶ୍ରୀଗିଡ଼ା ଗ୍ରାମପଞ୍ଚାୟତ ଝିଲ୍ଲୀ ଗ୍ରାମରେ ବରଗଡ଼ ଜିଲ୍ଲାର କରମସାନୀ କାଳାକାର ସଂଘ ସମ୍ମିଳନୀ କରୋନା ନିୟମ ପାଳନକ୍ରମେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ୮୦ ଜଣ କଳାକାର ଯୋଗ ଦେଇଥିବା ବେଳେ ନରେଶ ଭୋଇ, ପ୍ରେମରାଜ ଭୋଇ,ଗୌରାଙ୍ଗ ହାତୀ, ଉଗ୍ରେସନ୍‍ ବଗର୍ତୀ, ଡ଼ାକ୍ତର ମେହେର, ଗୋବିନ୍ଦ ଭୋଇ, ଆନନ୍ଦ ଛତର ପ୍ରମୁଖ କଳାକାରମାନେ ଯୋଗ ଦେଇଥିଲେ। କରୋନା ସମୟରେ ସେମାନଙ୍କ ପେସା ବନ୍ଦ ହୋଇ ଯାଇଥିବାରୁ ଓ ପ୍ରାୟ ସମସ୍ତ ଭୂମିହିନ ହୋଇଥିବାରୁ ନିଜ ପରିବାର ବହୁ ଦୁଖଃରେ ଚଳୁଛନ୍ତି। ଏ ଦିଗରେ ରାଜ୍ୟ ସରକାର ଦୃଷ୍ଟି ଦେଇ ଉକ୍ତ ଦୁୁର୍ଦିନରେ କାଳାତିପାତ କରୁଥିବା କଳାକାରମାନଙ୍କୁ କଳାକାର ଭତ୍ତା ଦେବା ପାଇଁ ଦାବି ହେଉଛି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories