Browsing Tag

bargarh

ଜୀବନ ରଙ୍ଗମଞ୍ଚର ଶେଷ ଅଭିନୟରେ ନାଟ୍ୟ ତାରକା ଦେବେନ୍ଦ୍ର

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ହିଲ୍ଲି ପାଲି ଗ୍ରାମର ପଶ୍ଚିମ ଓଡ଼ିଶାର ନାଟ୍ୟକାର, ପ୍ରଯୋଜକ, ନିର୍ଦ୍ଦେଶକ, ଅଭିନେତା ଦେବେନ୍ଦ୍ର ବିଶ୍ଵାଳ(୬୯) ଆଜି ଆଉ ନାହାନ୍ତି। ଏହି ଖବର ପାଇ ଗାଁ…
Read More...

ଡିସେମ୍ବର ୨୭ ତାରିଖରୁ ଆରମ୍ଭ ହେବ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା

ବରଗଡ଼: ଡିସେମ୍ବର ୨୭ ତାରିଖରୁ ଆରମ୍ଭ ହେବ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା। ଡିସେମ୍ବର ୨୭ରୁ ଆରମ୍ଭ ହୋଇ ଜାନୁୟାରୀ ୬ ତାରିଖ ଯାଏ ଚାଲିବ ବରଗଡ଼ ଧନୁଯାତ୍ରା। ବୁଧବାର ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ…
Read More...

ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କ ପରଲୋକ

ବରଗଡ଼: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ରିପୁନାଥ ସେଠଙ୍କ ପରଲୋକ ଘଟିଛି। ରବିବାର ୬୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ଶନିବାର ହଠାତ୍ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା।…
Read More...

ଭିଜିଲାନ୍ସ ଜାଲରେ ଟ୍ୟାକ୍ସ କଲେକ୍ଟର

ଭୁବନେଶ୍ବର: ଭିଜିଲାନ୍ସ ହାତରେ ଧରାପଡ଼ିଲେ ବରଗଡ଼ ଜିଲା ପଦମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଟ୍ୟାକ୍ସ କଲେକ୍ଟର ଦିନବନ୍ଧୁ ପଣ୍ଡା। ଗୁରୁବାର ଜଣେ ବ୍ୟକ୍ତିଙ୍କଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ…
Read More...

ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ; ନିର୍ବାଚନ ସ୍ଥଗିତ

ବରଗଡ଼: ବରଗଡ଼ ଜିଲ୍ଲା ଗୋବିନ୍ଦପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ବାଲ୍ମିକୀ ପ୍ରଧାନଙ୍କର ବୁଧବାର ହୃଦଘାତରେ ମୃତ୍ୟୁ ହୋଇଛି। ଏହାପରେ ଉକ୍ତ ପଞ୍ଚାୟତରେ ଆଗାମୀ ୨୪ ତାରିଖରେ ହେବାକୁ ଥିବା ସରପଞ୍ଚ ପଦ ପାଇଁ ନିର୍ବାଚନ…
Read More...

ଭିଜିଲାନ୍ସ ଜାଲରେ ବନପାଳ

ବରଗଡ଼: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ବରଗଡ଼ ଜିଲ୍ଲା ପଦ୍ମପୁର ରେଞ୍ଜ ଝାରବନ୍ଧ ବନପାଳ ସୁଶାନ୍ତ ଦାଶଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଏକକାଳୀନ ୨ଟି ସ୍ଥାନରେ ଚଢ଼ାଉ କରିଛି…
Read More...

ବ୍ଲକସ୍ତରୀୟ ପଶ୍ଚିମୋତ୍କଳ କର୍ମକାଣ୍ଡିୟ କର୍ମକର୍ତ୍ତା ଚୟନ

ରେଙ୍ଗାଲି କ୍ୟାମ୍ପ: ବରଗଡ଼ ଜିଲ୍ଲା ବ୍ଲକସ୍ତରୀୟ ପଶ୍ଚିମୋତ୍କଳ କର୍ମକାଣ୍ଡିୟ ସମିତିର ଏକ ସାଧାରଣ ସଭା ବରଗଡ ଗୌରୀଶଙ୍କର ମନ୍ଦିରରେ ପଣ୍ଡିତ ଶିବଶଙ୍କର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ…
Read More...

ବ୍ୟାଙ୍କ ଅଫ ବରୋଦା ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ

ରେଙ୍ଗାଲିକେମ୍ପ: ମହିଳାଙ୍କ ଉଦ୍ଦେଶ୍ୟରେ ସମର୍ପିତ ଆଜି ଦିନଟି ଅନ୍ତର୍ଜାତୀୟ ସ୍ତରରେ ମହିଳା ଦିବସ ରୂପେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ କୁଳୁଣ୍ଡା ପଞ୍ଚାୟତ ବାବେବିରା କେନାଲ ନିକଟସ୍ଥ ଖେଳ ପଡିଆଠାରେ ୪୫ଟି ବିଭିନ୍ନ…
Read More...

ଅତାବିରା ସ୍ୱାସ୍ଥ୍ୟକେନ୍ଦ୍ରରେ ବରିଷ୍ଠ ନାଗରିକଙ୍କୁ ସମ୍ମାନ ଓ ୨୦୦ରୁ ଊର୍ଦ୍ଧ୍ବଙ୍କୁ କରୋନା ଟିକା ପ୍ରଦାନ

ରେଙ୍ଗାଲି କେମ୍ପ: ବରଗଡ଼ ଜିଲ୍ଲା ଅତାବିରା ବ୍ଲକର ବରିଷ୍ଠ ନାଗରିକ କରୋନା ଟିକା ନେବା ପାଇଁ ଆଜି ଅଣ୍ଟା ଭିଡିଥିଲେ। ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ସକାଳ ୯ଟାରେ ସଂଘର ସଭାପତି ବେଣୁଧର ମିଶ୍ରଙ୍କ ସଭାପତିତ୍ୱରେ…
Read More...

ଅତାବିରାରେ ହାଇସ୍କୁଲ ପାଲଟିଲା ଗୋଦାମ ଘର

ରେଙ୍ଗାଲିକେମ୍ପ: ବରଗଡ଼ ଜିଲ୍ଲା ଅତାବିରାରେ ରହିଛି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଦୁଇଟି ଚାଉଳ ଗୋଦାମ ଘର। ଏବେ ପୁଣି ବ୍ଲକର ବିଭିନ୍ନ ସ୍କୁଲ ଗୋଦାମ ଘର ଭାବେ ଦେଖିବାକୁ ମିଳିଛି। ଯାହାର ଜ୍ଵଳନ୍ତ…
Read More...