କାଠ ପୋଲ ଭରଷାରେ ପାଟଦହରାବାସୀ, ଅତିଶୀଘ୍ର ପୋଲ ନିର୍ମାଣ କରିବାକୁ ଦାବୀ

ଖଡିଆଳ : ନୂଆପଡା ଜିଲା ବୋଡେନ ବ୍ଲକ ଭଇଷାଦାନୀ ପଞ୍ଚାୟତ ଅନ୍ତର୍ଗତ ପଟଦହରା ଗ୍ରାମକୁ ସଂଯୋଗ କରୁଥିବା ନାଳରେ ପୋଲ ନିର୍ମାଣ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି । ଅନୁନ୍ନତ ପାଟଦହରା ଅଞ୍ଚଳ ପାର୍ବତ୍ୟାଞ୍ଚଳ ମଧ୍ୟରେ…
Read More...

ଓସ୍ତିଆ ଗ୍ରାମରେ ଗୋଖାଦ୍ୟ ବଣ୍ଟନ

ବାଙ୍କୀ: ବାଙ୍କୀ ବ୍ଲକର ଓସ୍ତିଆ ଗ୍ରାମପଞ୍ଚାୟତର ଓସ୍ତିଆ ଗ୍ରାମ ଏକ ବନ୍ୟା ପ୍ରବଣ ଅଞ୍ଚଳ। ମହାନଦୀରେ ବନ୍ୟାଜଳ କୂଳ ଲଙ୍ଘିଲେ ଏହି ଗାଁ ଜଳବନ୍ଦୀ ହୋଇଯାଏ। ଚଳିତ ବନ୍ୟାରେ ମଧ୍ୟ ବନ୍ୟାଜଳ ଗ୍ରାମବାସୀଙ୍କୁ ଜଳବନ୍ଦୀ…
Read More...

ଯୋରକୂଳ ଗ୍ରାମରେ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ବଣ୍ଟନ

ବାଙ୍କୀ: ଡମପଡା ବ୍ଲକ ଅଧିନ ହରିରାଜପୁର ପଞ୍ଚାୟତ ଅନ୍ତର୍ଗତ ଯୋରକୂଳ ଗ୍ରାମରେ ଦୀର୍ଘ ୭ ଦିନ ଧରି ଲୋକମାନେ ଜଳ ବନ୍ଦୀ ଅଛନ୍ତି। ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ସରପଞ୍ଚ ଦେବସ୍ମିତା ସେଠୀଙ୍କ ପ୍ରତ୍ୟକ୍ଷ…
Read More...

କଟକ ସାଂସଦ ଭର୍ତ୍ତୃହରି ମହତାବ ଓ ଜିଲ୍ଲାପାଳଙ୍କ ବାଙ୍କୀ ବନ୍ୟାଞ୍ଚଳ ପରିଦର୍ଶନ

ବାଙ୍କୀ: କଟକ ସାଂସଦ ଭର୍ତ୍ତୃହରି ମହତାବ ଓ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ବୁଧବାର ବାଙ୍କୀ ଗସ୍ତରେ ଆସି ବିଭିନ୍ନ ସ୍ଥାନରେ ବନ୍ୟାଞ୍ଚଳକୁ ପରିଦର୍ଶନ କରି ସ୍ଥାନୀୟ ଜନସାଧାରଣଙ୍କଠାରୁ ବିଭିନ୍ନ ସମସ୍ୟା ଶୁଣି…
Read More...

ନାବାର୍ଡ ସହାୟତାରେ ଦିବ୍ୟାଙ୍ଗ ଓ ପ୍ରବାସୀ ଶ୍ରମିକଙ୍କୁ ଛେଳି, କୁକୁଡା ବଣ୍ଟନ

ଟିଟିଲାଗଡ଼: ନାବାର୍ଡ ବଲାଙ୍ଗିରଙ୍କ ଜଳବିଭାଜିକା ପ୍ରକଳ୍ପ ଓ ସିବିଏମ ପ୍ରୋଜେକ୍ଟ ମାଧ୍ୟମରେ ଆଶା ଅନୁଷ୍ଠାନ ତରଫରୁ ଆଜି ଟିଟିଲାଗଡ ଦେଶିଲ ସ୍ଥିତ କାର୍ୟ୍ୟାଳୟରେ ଦିବ୍ୟାଙ୍ଗ ଏବଂ ପ୍ରବାସୀ ଶ୍ରମିକଙ୍କୁ ଛେଳି, କୁୁକୁଡା…
Read More...

ସହର ରାସ୍ତା ମପାମପି ନେଇ ଜୋର ଧରିଲା ଚର୍ଚ୍ଚା

ଟିଟିଲାଗଡ଼: ଦୀର୍ଘ ବର୍ଷର ଅନ୍ତରାଳରେ ଟିଟିଲାଗଡ ଉପଜିଲାପାଳ ଭାବରେ ଜଣେ ଯୁବ ଆଇଏଏସ ଅଧିକାରୀ ସୌମେଶ ଉପାଧ୍ୟାୟ ଯୋଗଦେବା ପରେ ତାଙ୍କୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଲାଗି ରହିଛି। ଏହା ସହ ପୌରପରିଷଦର ନିର୍ବାହି…
Read More...

ଅବକାରୀ ଚଢ଼ାଉ: ପୋଚ ଓ ମଦ ଜବଦ, ୧୦ ଗିରଫ 

ପାଟଣା : ଜିଲ୍ଲା ଅବକାରୀ ଅଧ୍ୟକ୍ଷ ସୀତାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶ କ୍ରମେ ପାଟଣା ଅବକାରୀ ଥାନା ଅଧିକାରୀ ଦିଲ୍ଲୀପ କୁମାର ତାଣ୍ଡିଙ୍କ ନେତୃତ୍ବରେ ଓ ସଦର ଅବକାରୀ ଆଇଆଇସି ନିମାଇଁ ଚରଣ ସିଂହଙ୍କ ପ୍ରତ୍ୟକ୍ଷ…
Read More...

ପ୍ରସିଦ୍ଧ ଶୈବପୀଠ ଥିବା ଯୋଗୀସର୍ଡା ଗ୍ରାମ୍ୟ ରାସ୍ତାର ଦୂରାବସ୍ଥା

ଲୋଇସିଂହା: ପଶ୍ଚିମ ଓଡିଶାର ଏକ ପ୍ରସିଦ୍ଧ ପ୍ରାଚୀନ ଶୈବପୀଠ ରହିଛି ଲୋଇସିଂହା ବ୍ଳକ ଅର୍ନ୍ତଗତ ଯୋଗୀସର୍ଡା ଗ୍ରାମରେ। ଉକ୍ତ ଗାଁ ଲୋଇସିଂହା ବ୍ଳକର ଏକ ଉଚ୍ଚଶିକ୍ଷିତ ଗ୍ରାମ ଭାବରେ ମଧ୍ୟ ଅଞ୍ଚଳରେ ବେଶ ପରିଚିତ। ଉକ୍ତ…
Read More...

ଫସଲ ବୀମା ମଞ୍ଜୁର ପାଇଁ ତହସିଲଦାରଙ୍କୁ ଚାଷୀଙ୍କ ଦାବିପତ୍ର

ବଙ୍ଗୋମୁଣ୍ଡା: ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ଅନେକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ଲୋକ ଠିକ ଭାବେ କାମଧନ୍ଦା ନପାଇ ରୋଜଗାର ଶୂନ୍ୟ ହୋଇପଡିଛନ୍ତି। ଏଭଳି ଏକ ଦୁଃସ୍ଥିତି ସମୟରେ ବଙ୍ଗୋମୁଣ୍ଡା ବ୍ଲକର ଝରିଆଲ…
Read More...

ଲଗାଣ ବର୍ଷାରେ ଭାଙ୍ଗିଲା ଘର; ଅନ୍ୟ ଘରେ ଆଶ୍ରୟ ନେଉଛନ୍ତି ଭାମା

ବଲାଙ୍ଗିର: ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଳକ କରୁଆଁଝର ପଞ୍ଚାୟତ ସାନଗୁର୍ଜିଭଟା ଗ୍ରାମର ଭାମା ବର୍ଗେଙ୍କ ଘର ଲଗାଣ ବର୍ଷାରେ କାନ୍ଥ ଭାଙ୍ଗି ବିପଦ ସଂକୁଳ ଅବସ୍ଥାରେ ରହିଛି। ଘର ବିପଦପୂର୍ଣ୍ଣ ଥିବା ଦେଖି ଭୟଭୀତ ହୋଇ…
Read More...

ଚାଷ ପ୍ରତି ଯୁବକଙ୍କ ଆଗ୍ରହ ଯୋଗୁଁ ଅତୀତର ‘ଲାଲଗଡ଼’ ଏବେ ସାଜିଛି ‘ଲାଲ ଟମାଟୋ’ର ଗଡ

ଦେବଗଡ଼: ‘ସମାଜ’ର ଶତବାର୍ଷିକୀ ଅବସରରେ ଗତବର୍ଷ ଗୋପବନ୍ଧୁ ଜ୍ୟୋତି ପରିକ୍ରମା (ପ୍ରଣାମ ମାତୃଭୁମି) କାର୍ୟ୍ୟକ୍ରମରେ ‘ସମାଜ’ ଅନୁଷ୍ଠାନ ପକ୍ଷରୁ ଆଦର୍ଶ କୃଷକ(ତିଲେଇବଣି ବ୍ଲକ)ସମ୍ମାନରେ ସମ୍ମାନିତ ହୋଇଥିବା ଦେବଗଡ…
Read More...

ଏମିତି ବି ଆସେ ମୃତ୍ୟୁ ; ଗାଡ଼ିରେ ବସିଥିବା ବେଳେ ପଡ଼ି ମୃତ

ଫୁଲବାଣୀ: ଏମିତି ବି ମୃତ୍ୟୁ ଆସେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲା ଫିରିଙ୍ଗିଆ ବଜାର ମଧ୍ୟରେ। ସୁଜିତ୍‍ କୁମାର ମିଶ୍ର(୩୨) ନାମକ ଜଣେ ଖେଳ ଶିକ୍ଷକ ଆଜି ଦିନ ପ୍ରାୟ ୧୦ଟା ସମୟରେ ଫିରିଙ୍ଗିଆ…
Read More...

ପୁଲିସ ହାବୁଡରେ ଶ୍ରମିକ ବସ, ଫେରାର ହେଲେ ଶ୍ରମିକ

ଟିଟିଲାଗଡ଼: ଆସିଲେ ଟେଷ୍ଟ ହେଲେ ଆଉ ଚାଲିଗଲେ। ଗ୍ରାମାଞ୍ଚଳରେ ପ୍ରବାସୀ ଶ୍ରମିକଙ୍କ ସମ୍ବନ୍ଧରେ ଏଭଳି କଥା ମାନ ସମ୍ପ୍ରତି ଟିଟିଲାଗଡ ଉପଖଣ୍ଡରେ ଚର୍ଚ୍ଚାର ବିଷୟ ପାଲଟିଛି। ପୁର୍ବରୁ ଟ୍ରେନରେ ଚାଲାଣ ହେଉ ଥିବା ଶ୍ରମିକ…
Read More...

ଦାବୀ ପୂରଣ ନହେଲେ ଏନ୍‍ଏଲ୍‍ସି କୋଇଲା ଖଣି ବିରୋଧରେ ୪ରୁ ଆନ୍ଦୋଳନ କରିବ ବିଜେପି  

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ଖିଣ୍ଡା ପଞ୍ଚାୟତରେ ଥିବା ଏନ୍‍ଏଲ୍‍ସି କମ୍ପାନୀ ତଲାବିରା (୨) ଏବଂ (୩) କୋଇଲା ଖଣି ଯୋଗୁଁ ବିସ୍ଥାପିତ /କ୍ଷତିଗ୍ରସ୍ତ/ପ୍ରଭାବିତ ପରିବାରର ନ୍ୟାଯ୍ୟ ଦାବୀ ପୂରଣ ପାଇଁ କମ୍ପାନୀ…
Read More...

ଜିଲ୍ଲାପାଳଙ୍କ ରେଙ୍ଗାଲି ଗସ୍ତ; କୋଭିଡ୍‍ କେୟାର ହୋମ୍‍ ପରିଦର୍ଶନ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାପାଳ ଶୁଭମ୍‍ ସକ୍ସେନା ଆଜି ରେଙ୍ଗାଲିଗସ୍ତରେ ଆସି ରେଙ୍ଗାଲି ବିଡିଓ ଶଙ୍କର ପ୍ରସାଦ ସାହୁ ଏବଂ ତହସିଲଦାର ସୁନିଲକୁମାର ମେହେରଙ୍କ ସହିତ ରେଙ୍ଗାଲି ସ୍ଥିତ କୋଭିଡ୍‍ ହୋମ୍‍ ପରିଦର୍ଶନ କରି…
Read More...

ଭାରତମାଳା ପ୍ରକଳ୍ପ ଯୋଜନାରେ ୬ଲେନ୍‍ ବିଶିଷ୍ଟ ଜାତୀୟ ରାଜପଥ ନିର୍ମାଣ ପ୍ରସ୍ତୁତି

ନବରଙ୍ଗପୁର: କେନ୍ଦ୍ର ସରକାରଙ୍କର ଦ୍ୱାରା ଭାରତମାଳା ଯୋଜନାରେ ଜାତୀୟରାଜପଥ ପ୍ରାଧିକରଣ ପକ୍ଷରୁ ରାୟପୁରଠାରୁ ବିଶାଖାପାଟଣା ପର୍ୟ୍ୟନ୍ତ ନୂତନ ଭାବେ ୬ଲେନ୍‍ ବିଶିଷ୍ଟ ରାଜପଥ ନିର୍ମାଣ ପାଇଁ ମଞ୍ଜୁର ହୋଇଛି। ଯାହାକି…
Read More...

ଗ୍ରାମରେ କରୋନା ପଜିଟିଭ୍ ବାହାରିବାରୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିପିଏମଙ୍କ ଘର ଉପରେ ଆକ୍ରମଣ

ପାଟଣା: ଗତ ୨୯ ତାରିଖ ସାହାରପଡା ବ୍ଲକ ଗଣ୍ଡବେଡା ପଞ୍ଚାୟତରେ ଗ୍ରାମବାସୀଙ୍କ ପାଇଁ ଉଦୟପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ରାପିଡ୍ ଟେଷ୍ଟ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ପଞ୍ଚାୟତ ଅଞ୍ଚଳରୁ ମୋଟ ୩୬…
Read More...

୪ ନମ୍ବର ପ୍ଲାଟଫର୍ମ ପାଇଁ କାର୍ଯ୍ୟ ଆଗେଇଲା

ଟିଟିଲାଗଡ଼: ପଶ୍ଚିମ ଓଡିଶାର ଅନ୍ୟତମ ବୃହତ ରେଲବାଇ ଜଙ୍କସନ ଟିଟିଲାଗଡ ଷ୍ଟେସନର ଅପଗ୍ରେଡେସନ କାର୍ଯ୍ୟ ସମ୍ପ୍ରତି ଜୋରଦାର ହୋଇଛି। ବିଶେଷ କରି ତିନୋଟି ପ୍ଲାଟଫର୍ମ ବିଶିଷ୍ଟ ଏହି ଷ୍ଟେସନରେ ଆଉ ଏକ ନୂତନ ପ୍ଲାଟଫର୍ମ…
Read More...

ସମାଜ ପ୍ରଭାବ: ଜଳବନ୍ଦୀ ଗ୍ରାମ କଇଁମୁଣ୍ଡିରେ ପହଞ୍ଚିଲା ପାୱାର ବୋଟ ସେବା

ବାଙ୍କୀ: ଚଳିତ ମହାନଦୀରେ ବନ୍ୟା ପ୍ରଭାବରେ ଡମପଡା ବ୍ଲକ ପାଥପୁର ପଞ୍ଚାୟତ ଅଧିନ କଇଁମୁଣ୍ଡି ଗ୍ରାମବାସୀ ଜଳବନ୍ଦୀ ଥିଲେ। ଗ୍ରାମର ଉତ୍ତର ପଟରେ ମହାନଦୀର ପ୍ରଖର ସ୍ରୋତ ଓ ଦକ୍ଷିଣରେ ୮ଫୁଟର ଜଳ ଘେରି। ବିପଦପୂର୍ଣ୍ଣ…
Read More...

ବର୍ଷାରେ ଧୋଇଗଲା ବଡମାଳ କଲଭର୍ଟର ଏପ୍ରୋଚ୍‍ ରାସ୍ତା

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟସ୍ଥ ଗଣେଶନଗର-ଲାଉମାଲ ପୂର୍ତ୍ତ ବିଭାଗ ରାସ୍ତାର ଲୁଧାପାଲି ଛକରୁ ବାସୁପାଲି ଗ୍ରାମ ଦେଇ ଲୁହାଖଣ୍ଡି ଗ୍ରାମରେ ପୁରୁଣା ରାଞ୍ଚି ରୋଡକୁ ସଂଯୋଗ କରୁଥିବା ଲିଙ୍କ୍‍ ରୋଡର…
Read More...

ବନ୍ୟାଜଳ ନିଷ୍କାସନରେ ବାଧକ ସାଜିଛି ପୂର୍ଣ୍ଣିମା ଜୁଆର, ଏବେବି ୫ଟି ଗାଁ ବନ୍ୟା ଘେରରେ

ଆରଡି: ଆରଡି ଓ ଆଖପାଖ ଅଞ୍ଚଳରେ ଦେଖା ଦେଇଥିବା ବନ୍ୟା ପରିସ୍ଥିତି ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ଏବେବି ୫ଟି ଗାଁ ବନ୍ୟା ଘେରରେ ରହିଥିବାରୁ ବିପନ୍ନମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ବିଶେଷକରି…
Read More...

ବିଜୁଳି ଗଲେ ମିଳୁନିି ଜିଓ ନେଟୱାର୍କ, ୧୫ହଜାରରୁ ଊର୍ଦ୍ଧ୍ବ ଉପଭୋକ୍ତା ହନ୍ତସନ୍ତ

ଆରଡି: ରାଜ୍ୟର ଏକ ପ୍ରମୁଖ ଶୈବକ୍ଷେତ୍ର ଭାବେ ମାନ୍ୟତା ପାଇଥିବା ଆରଡିପୀଠରେ ଦୀର୍ଘଦିନ ହେବ ବିଦ୍ୟୁତ ବିଭାଗର ଲୁଚକାଳି ସାଙ୍ଗକୁ ବଳି ପଡିଛି ଜିଓ ବିଭାଗର ଉଦାସିନତା। ଏପରିକି ଆରଡିପୀଠରେ ଯଦି ବିଜୁଳି କଟୁଛି ତାହାଲେ…
Read More...

ଆଦିବାସୀଙ୍କ ବିଶ୍ବାସର ପର୍ବ ଜନା ସରଣୀ ପୂଜା

କାଶୀପୁର: ବିଶ୍ବାସକୁ ନେଇ ଆଦିବାସୀ ସମ୍ପ୍ରଦାୟ ଉଜ୍ଜୀବିତ। ଏହାକୁ ଆଧାର କରି ସେମାନେ ଜୀଇଁଥାନ୍ତି। ବସ୍ତୁ ଓ ପ୍ରକୃତି ଉପାସନା ସେମାନଙ୍କ ଆଉ ଏକ ପରମ୍ପରା। ଏହି ପୂଜା ସେମାନଙ୍କ ଜୀବନ ଜୀବିକାର ଆଉ ଏକ ଅଙ୍ଗ।…
Read More...

ବଳମ-ଲଇମୁରା ରାସ୍ତା ନିର୍ମାଣ ପାଇଁ ଜିଲା କୃଷକ ସଂଘର୍ଷ ସଂଘର ଦାବୀ

ଦେବଗଡ: ନିକଟ ଅତୀତରେ ଗ୍ରାମ୍ୟ ନର୍ମାଣ ବିଭାଗରୁ ପୂର୍ତ୍ତବିଭାଗ ଅଧିନକୁ ହସ୍ତାନ୍ତର କରାଯାଇଥିବା ବଳମ-ଲଇମୁରା(ଭାୟା ଟୁସୁଳା)ରାସ୍ତାର ଅବସ୍ଥା ସମ୍ପ୍ରତ୍ତି ଶୋଚନୀୟ ହୋଇପଡିଛି। ଉକ୍ତ ରାସ୍ତାର ବିଭିନ୍ନ ସ୍ଥାନରେ ୧…
Read More...

ବୃଦ୍ଧା ବୟସରେ ପାଗଳ ପୁଅର ବୋଝ

ଫୁଲବାଣୀ : ବୃଦ୍ଧ ବୟସରେ ପାଳଗ ପୁଅର ବୋଝ। ଏଭଳି ଏକ ଦୃଶ୍ୟ ଦେଖାଯାଇଛି କନ୍ଧମାଳ ଜିଲା କ.ନୂଆଗାଁ ବ୍ଳକ ଅନ୍ତର୍ଗତ ବଣଗୁଡ଼ା ପଂଚାୟତ ୩ ନମ୍ବର ୱାର୍ଡ଼ର ଚଞ୍ଚଳା ସାହିରେ। ବୃଦ୍ଧା ଜଣକ ହେଲେ ଉକ୍ତ ସାହିର କସ୍ତୁରୀ…
Read More...

ଶିକ୍ଷକଙ୍କ ନୂତନ ପଦୋନ୍ନତିରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ ଉଦ୍ୟମ ଅଭିଯୋଗ

ନବରଙ୍ଗପୁର: ଜିଲା ଶିକ୍ଷାବିଭାଗ ଦ୍ୱାରା ଶିକ୍ଷକଙ୍କର ନୂତନ ପଦୋନ୍ନତିରେ ରାଜ୍ୟ ସରକାରଙ୍କର ନିର୍ଦ୍ଦେଶକୁ ଉଲ୍ଲଂଘନ କରାଯାଉଥିବା ଅଭିଯୋଗ କରାଯାଇଛି। ଏ ସଂପର୍କରେ ଜିଲା ପ୍ରାଥମିକ ଶିକ୍ଷକ ସଂଘ, ନବରଙ୍ଗପୁର ପକ୍ଷରୁ…
Read More...

ବୌଦ୍ଧରେ ସ୍ୱାୟତ୍ତ ଶାସନ ଦିବସ ପାଳିତ, ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେଲା ମାଇକ୍ରୋ କମ୍ପୋଷ୍ଟ କେନ୍ଦ୍ର 

ବୌଦ୍ଧ : ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ନିରାଡମ୍ବର ଭାବରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। କରୋନା କଟକଣା ଯୋଗୁଁ ସମସ୍ତ କାର୍ୟ୍ୟକ୍ରମକୁ ସ୍ଥଗିତ ରଖାଯିବା ସହିତ ଜିଲ୍ଲାପାଳ ତଥା ବିଜ୍ଞାପିତ…
Read More...

କରୋନା ଭୟରେ ପରିବାର ଲୋକ ନେଲେନି ମୃତଦେହ, ସ୍ୱେଛାସେବୀ କଲେ ସତ୍କାର

ବୌଦ୍ଧ: ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବାବେଳେ ସୁସ୍ଥ ହୋଇ ବହୁତ ଲୋକ ମଧ୍ୟ ଘରକୁ ଫେରି ସାରିଲେଣି। ଲକ୍ଷଣ ନଥିବା ବ୍ୟକ୍ତିମାନଙ୍କୁ ଘରେ ସଙ୍ଗରୋଧରେ ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗ…
Read More...

ବରିଷ୍ଠ କ୍ରୀଡାବିତ ଶିବ ଦାସଙ୍କ ବିୟୋଗରେ ଶୋକ ସଭା

ବୌଦ୍ଧ : ବୌଦ୍ଧର ବରିଷ୍ଠ କ୍ରୀଡାବିତ ତଥା ଜାତୀୟ ସନ୍ତରଣକାରୀ ଶିବ ନାରାୟଣ ଦାସଙ୍କ ଦ୍ୱାଦଶାହ ଅବସରରେ ଜିଲା ସନ୍ତରଣ ସଂଘ ପକ୍ଷରୁ ଏକ ଶୋକସଭା ବୌଦ୍ଧ ଇଣ୍ଡୋର ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲା କ୍ରୀଡା ସଂଘ…
Read More...

କମୁଛି ପାଣି, ବଢୁଛି ଦୁର୍ଦ୍ଦଶା

ଆରଡି: ଆରଡି ସମେତ ଆଖପାଖ ଅଞ୍ଚଳରେ ଦେଖା ଦେଇଥିବା ଭୟଙ୍କର ବନ୍ୟା ପରିସ୍ଥିତିରେ ଧିରେଧିରେ ସୁଧାର ଆସୁଛି। ସୋମବାର ବନ୍ୟାଜଳ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଏବେବି ବହୁ ଗାଁ ଜଳବନ୍ଦୀ ହୋଇ ରହିଛି। ଯେଉଁ ସ୍ଥାନରେ…
Read More...

ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ପରିବାର ବିଷୟରେ କେତେ ଜାଣନ୍ତି ଆପଣ ?

ଦେଶର ପୂର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ପ୍ରଣବ ମାତ୍ର ମୁଖାର୍ଜୀଙ୍କର ସୋମବାର ପରଲୋକ ଘଟିଛି। କିଛିଦିନ ତଳେ ସେ କରୋନା ସଂକ୍ରମିତ ହୋଇଥିବା ସୂଚନା ଦେବା ସହ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମାତ୍ର ସେଠାରେ…
Read More...

ତାଲା ଭାଙ୍ଗି ଘରେ କଳାକନା ବୁଲାଇଲେ ଚୋର: ଲୁଟି ନେଲେ ନଗଦ ଟଙ୍କା, ଏଲସିଡ଼ି ଟିଭି

ବେଗୁନିଆ: ବେଗୁନିଆ ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ ପଛପଟେ ଥିବା ବସନ୍ତକୁମାର ପ୍ରହରାଜଙ୍କ ଘରୁ ଗତ ଶନିବାର ରାତିରେ କେହି ଦୁର୍ବୃତ୍ତ ଘରର ତାଲା ଭାଙ୍ଗି ନଗଦ ଟଙ୍କା ସହିତ ବିଭିନ୍ନ ଜିନିଷ ଚୋରି କରିନେଇଥିବାର…
Read More...

କରୋନା ମାଡ଼ରେ ପ୍ରଭାବିତ ଛାତ୍ରୀ; ପେଟ ପାଇଁ ଶାଗ ଧରି ବଜାରରେ 

କେଶଦୁରାପାଳ: କରୋନା ମାଡ଼ରେ ସାରା ସମାଜ ପ୍ରଭାବିତ ହୋଇଥିବା ବେଳେ ଏଥିରୁ କୁନିକୁନି ଛାତ୍ରୀ ବି ବାଦ ପଡ଼ିନାହାନ୍ତି । କରୋନା ମହାମାରୀ ସମୟରେ ପରିବାର ପେଟ ପାଇଁ ବାଡ଼ିରେ ହୋଇଥିବା ସଜନା ଶାଗକୁ ଧରି ଜଣେ ଛାତ୍ରୀ…
Read More...

ପଥର ଖାଦାନ ଭିତରୁ ନାବାଳକର ମୃତଦେହ ଉଦ୍ଧାର

କେଶଦୁରାପାଳ: ଘଷିପୁରା ବ୍ଲକ ଅନ୍ତର୍ଗତ କ‌ଇଁସିଆରି ଗ୍ରାମ ନିକଟସ୍ଥ ଏକ ପଥର ଖାଦାନ ଭିତରୁ ଏକ ନାବାଳକର ମୃତଦେହ ଉଦ୍ଧାର କରାଯାଇଛି। ଉକ୍ତ ଗ୍ରାମର ବାବୁଲି ପାତ୍ରଙ୍କ ପୁଅ ଚନ୍ଦନ ପାତ୍ର(୧୫) ଗତକାଲି ସନ୍ଧ୍ୟାରେ…
Read More...

ପ୍ରେମିକା ପାଇଁ ବାପାକୁ ପର କରିଦେଲା ନାବାଳକ ପୁଅ

ବଲାଙ୍ଗିର: ବଲାଙ୍ଗିର ଜିଲା ବେଲପଡା ଥାନା ଫୁଲକାନୀ ଗାଁରେ ପାରିବାରିକ ଗଣ୍ଡଗୋଳରୁ ମାଡ ଖାଇଲେ ବାପା। ଯିଏ ବାପାଙ୍କୁ ମାଡ ମାରିଲା ଏବେ ସିଏ ପୁଣି ସାନପୁଅର ବାପା ସାଜିଛି। ପରିସ୍ଥିତି ଏମିତି ଯେ ଉକ୍ତ ନାବାଳକ ଜଣକ…
Read More...

ମୁମ୍ବଇରେ ଥିଲେ ସୁଶାନ୍ତଙ୍କ ଭଳି ମୋତେ ମଧ୍ୟ ପଙ୍ଖାରେ ଟାଙ୍ଗି ଦିଆଯାଇଥାନ୍ତା : କଙ୍ଗନା

ମୁମ୍ବଇ: ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାୱତ ମୁମ୍ବଇ ପୁଲିସ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ମହାରାଷ୍ଟ୍ର ବିଜେପିର ଶକ୍ତିଶାଳୀ ନେତା ରାମ କଦମ ମୁମ୍ବଇ ପୁଲିସକୁ କଙ୍ଗନାଙ୍କୁ ସୁରକ୍ଷା ଦେବାକୁ କହିବା ପରେ…
Read More...

ଲତା ମଙ୍ଗେସକରଙ୍କ ଘର ସିଲ୍‍

ମୁମ୍ବଇ: ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଘରକୁ ସିଲ୍‍ କରିଛି ବିଏମ୍‍ସି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇ ଲତା ମଙ୍ଗେସକରଙ୍କ ଘରକୁ ସିଲ୍‍ କରାଯାଇଛି। ୯୦ ବର୍ଷୀୟା ଲତା…
Read More...

ହଜାର ହଜାର ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଥିବା ଅମରନାଥ ପଲିଆଙ୍କ ପରଲୋକ

ଫୁଲବାଣୀ: ଫୁଲବାଣୀ ସ୍ଥିତ ଏକ କ୍ଲିନିକ୍‍ର ମାଲିକ ଅମର ପଲିଆଙ୍କ ଗତ ରାତିରେ ମୃତ୍ୟୁ ଘଟିଛି। ଭୁବନେଶ୍ୱର ଠାରେ ଥିବା କିମ୍‍ସ ହସପିଟାଲରେ ଚିକିତ୍ସିତ ଅବସ୍ଥାରେ ଗତ ରାତି ୧୧ଟା ବେଳେ ତାଙ୍କର ଦେହାନ୍ତ ହୋଇଛି। ଗତ…
Read More...

ଖାଲରେ ପଡ଼ି ଜଣେ ମୃତ

ଫୁଲବାଣୀ: କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ଡ଼ଙ୍ଗୀସାହି ଗ୍ରାମର ଏକ ପାଣି ଖାଲାରେ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାମ ଶୋଭାଜନ ମଲିକ(୫୦)। ତାଙ୍କ ଘର ଟିକାବାଲି ଥାନା ଅନ୍ତର୍ଗତ…
Read More...

ସୁଶାନ୍ତଙ୍କ କାର୍ଡ଼ ବ୍ୟବହାର କରି ମନଇଚ୍ଛା ସପିଂ କରୁଥିଲେ ରିୟା : ସିଦ୍ଧାର୍ଥ ପିଠାନୀ

ମୁମ୍ବଇ: ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ଜୋରଦାର ତଦନ୍ତ କରୁଛି। ଶନିବାର ସିବିଆଇ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ସୌଭିକ, ସୁଶାନ୍ତଙ୍କ ସାଙ୍ଗ ସିଦ୍ଧାର୍ଥ ପିଠାନୀ ଓ…
Read More...

ମହାନଦୀରେ ବନ୍ୟା ଯୋଗୁ କଖଡିରେ ଶତାଧିକ ଏକର ଧାନଫସଲ ପାଣିରେ ବୁଡି ରହିଛି

ଗୁରୁଡିଝାଟିଆ: ମହାନଦୀରେ ବନ୍ୟାଜଳ ଆସିବା ଫଳରେ ହଜାର ହଜାର ଏକର ଧାନ ଓ ପରିବା ଫସଲ ବନ୍ୟାଜଳରେ ବୁଡିରହିଛି। ଯାହାଫଳରେ କି କୃଷକମାନେ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି। କରୋନା ଯୋଗୁଁ ଜୀବନ ଜୀବିକା ଉଜୁଡି ଯାଇଥିବା…
Read More...

ମହାନଦୀରେ ବନ୍ୟା ଯୋଗୁ ବ୍ୟାପକ ଫସଲ ନଷ୍ଟ 

ବୌଦ୍ଧ: ମହାନଦୀରେ ବନ୍ୟା ଯୋଗୁଁ ବୌଦ୍ଧଜିଲାର ମନମୁ୍‍ଣ୍ଡା ଠାରୁ ହରଭଙ୍ଗା ପର୍ୟ୍ୟନ୍ତ ନଦୀ କୂଳିଆ ଅଞ୍ଚଳ ଗୁଡିକରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ଜଣାଯାଇଛି। ହୀରାକୁଦରୁ ବନ୍ୟାଜଳ ନିଷ୍କାସିତ ହେଉଥିବାବେଳେ ଅନେକ…
Read More...

ମନମୁଣ୍ଡାଠାରେ ତେଲନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ମଞ୍ଜୁରୀ ନେଇ ବିଧାୟକ ମିଥ୍ୟା କହୁଛନ୍ତି: ବିଜେପି

ବୌଦ୍ଧ: ଖୋର୍ଦ୍ଧା ବଲାଙ୍ଗୀର ୨୨୪ ନମ୍ବର ଜାତୀୟ ରାଜପଥରେ ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲାକୁ ସଂଯୋଗ କରୁଥିବା ମନମୁଣ୍ଡା ଠାରେ ଦ୍ୱତୀୟ ସେତୁ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇସାରିଥିବା ନେଇ କଣ୍ଟାମାଳ ବିଧାୟକ ମହୀଧର…
Read More...

ଅଗ୍ନିଶମ ବିଭାଗ ଦ୍ୱାରା ଭାସିଯାଉଥିବା ଯୁବକ ଉଦ୍ଧାର

ଯାଜପୁର: ଅଗ୍ନିଶମ ବିଭାଗର ନିଷ୍ଠାପର ଉଦ୍ୟମ ଯୋଗୁଁ ଜଣେ ଯୁବକଙ୍କର ଜୀବନ ରକ୍ଷା ହୋଇପାରିଥିବାରୁ ଜିଲାପାଳ ରଂଜନ କୁମାର ଦାସ ଅଗ୍ନିଶମ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ସାଧୁବାଦ ଜଣାଇଚ୍ଥନ୍ତି । ଶୁକ୍ରବାର…
Read More...

ସର୍ବଭାରତୀୟ ଜେଇଇ ପରୀକ୍ଷାର୍ଥୀମାନଙ୍କ ପାଇଁ ଜିଲା ପ୍ରଶାସନ ପକ୍ଷରୁ ସହଯୋଗ 

ଯାଜପୁର : ୨୦୨୦ ମସିହାର ସର୍ବଭାରତୀୟ ସ୍ତରର ଜେଇଇ ପରୀକ୍ଷାର୍ଥୀମାନଙ୍କ ପାଇଁ ଜିଲା ପ୍ରଶାସନ ପକ୍ଷରୁ ବିବିଧ ବ୍ୟବସ୍ଥା କରାଯାଇଚ୍ଥି  ବୋଲି ଜିଲାପାଳ ରଂଜନ କୁମାର ଦାସ ସୂଚନା ଦେଇଚ୍ଥନ୍ତି। ଚଳିତ ବର୍ଷର ଜେଇଇ…
Read More...

୫ ବର୍ଷ ତଳର ଢିମିରିଝୋଳି ଜଙ୍ଗଲ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚିତ- ହତ୍ୟାକାରୀ ସ୍ୱାମୀ ଗିରଫ

ଭଞ୍ଜନଗର: ୨୦୧୫ରେ ତାରସିଂ ଥାନା ଅନ୍ତର୍ଗତ ଢିମିରିଝୋଳି ଜଙ୍ଗଲରେ ଘଟିଥିବା ହତ୍ୟାକାଣ୍ଡର ମୁ୍‍ଖ୍ୟ ଅଭିଯୁକ୍ତକୁ ପୁଲିସ୍‍ ଗିରଫ କରିଛି। କେସ୍‍ ନଂ ୧୭୯/୨୦ ଓ ଧାରା ୩୦୨ ଓ ୨୦୧ ଅନୁଯାୟୀ ଗିରଫ କରି ଭଞ୍ଜନଗର କୋର୍ଟକୁ…
Read More...

ବାଙ୍କୀ ବନ୍ୟା ସ୍ଥିତି ପରଖିଲେ ପୂର୍ବତନ ବିଧାୟକ

କଳାପଥର: ଉପରମୁଣ୍ଡ ଛତିଶଗଡରେ ଲଗାଣ ବର୍ଷ ପ୍ରଭାବରେ ମହାନଦୀରେ ବନ୍ୟା ପାଣି ଆସି ତଳିଆ ଅଞ୍ଚଳ ଭାବେ ପରିଚିତ ବାଙ୍କୀରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ଅନେକ ଗାଁ ଜଳବନ୍ଦୀ ହୋଇ ରହିଥିବା ବେଳେ ଅନେକ ସ୍ଥାନରେ…
Read More...

ସ୍ଥାନୀୟ ଅଞ୍ଚଳରୁ ୧୦କିମି ଦୂରରେ ଜନଶୁଣାଣିକୁ ଲୋକଙ୍କ ବିରୋଧ

ଗଡ଼ମଧୁପୁର: ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ଡି ମୌଜାର ୩୬.୬୫ହେକ୍ଟର ଜମିରେ ୧୬ଟି ଖଣି ଲିଜପାଇଁ ୪ଟି କ୍ଲଷ୍ଟର କରି କଳାପଥର ଖଣି ଖାଦାନ ଲିଜପାଇଁ ଆଜି ମର୍ଜିତାପୁର ରାଜୀବଗାନ୍ଧି ସେବାଶ୍ରମ ଠାରେ ଦିନ ଧାର୍ଯ୍ୟ…
Read More...

ବନ୍ୟାଜଳ ନିଷ୍କାସନକୁ ନେଇ ଗୋଷ୍ଠୀ ବିବାଦ: ଏକ ଘଣ୍ଟା ଧରି ରାସ୍ତା ଅବରୋଧ

ଗଡ଼ମଧୁପୁର: ଜେନାପୁର ଥନା ଅନ୍ତର୍ଗତ କୁସ୍ତିରା ଗାଁରେ ବନ୍ୟାଜଳ ନିଷ୍କାସକୁ ନେଇ ବିବାଦ ଦେଖା ଦେଇଛି। ଏହା ସହିତ ଘଟଣାକୁ ନେଇ ନାକପୋଲ ଠାରୁ କବାଟବନ୍ଧ ପର୍ୟ୍ୟନ୍ତ ପୁର୍ତ୍ତ ବିଭାଗର ରାସ୍ତାକୁ ଏକ ଘଣ୍ଟାରୁ ଅଧିକ ସମୟ…
Read More...

ବୋଡେନ ପଞ୍ଚାୟତ ସଟ୍‍ଡାଉନ

ଖଡିଆଳ : ନୂଆପଡା ଜିଲା ବୋଡେନ ଠାରେ କରୋନା ପଜିଟିଭ ଚିହ୍ନଟ ପରେ ବୋଡେନ ପଞ୍ଚାୟତକୁ ସଟ୍‍ଡାଉନ ଘୋଷଣା କରାଯାଇଛି। ନୂଆପଡା ଜିଲାପାଳ ଡ. ମଧୁସ୍ମିତା ସାହୁଙ୍କ ନିର୍ଦ୍ଦେଶ କ୍ରମେ ବୋଡେନ ତହସିଲଦାର ରାଜେଶ କୁମାର ମେହେର…
Read More...

ମାଛ ବିକି ପରିବାର ପୋଷୁଛି ନାବାଳକ

ଖଡିଆଳ : ରାଜୀବ ବେହେରା ବୟସ ୧୪ ବର୍ଷ, ଏ ବର୍ଷ ମାଟ୍ରିକ ପଢିବ। ମହାମାରୀ କରୋନା ପାଇଁ ପାଠ ପଢା ବନ୍ଦ ରହିଥିବା ବେଳେ ମାଆ ଓ ଛୋଟ ଭଉଣୀ ପାଟିରେ ଖାଦ୍ୟ ମୁଠାଏ ଦେବା ପାଇଁ ଗାଁ ଗାଁ ବୁଲି ମାଛ ବିକୁଛି। ବଲାଙ୍ଗିର…
Read More...

ପରିତ୍ୟକ୍ତ କୂଅରେ ପଡ଼ି ଭାଲୁ ମୃତ

ଖଡିଆଳ : ନୂଆପଡା ଜିଲା ଖଡିଆଳ ବ୍ଲକ ରାଣିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ପଲମା ଗ୍ରାମରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରେ ଭାଲୁଟିଏ ପଡ଼ିବା ଫଳରେ ତା’ର ମୃତ୍ୟୁ ଘଟିଛି। ଭାଲୁର ଦେହ ଫୁଲିବା ସହିତ ପଚି ଦୁର୍ଗନ୍ଧ…
Read More...

ରେଙ୍ଗାଳି ଡ୍ୟାମ ଗୋଟିଏ ଗେଟ ବନ୍ଦ କଲା

କଣିହାଁ: ଲଘୁଚାପ ଜନିତ ଲଗାଣ ବର୍ଷାରେ ରେଙ୍ଗାଳି ଡ୍ୟାମର ଜଳସ୍ତର ବୃଦ୍ଧି ପାଉଥିବା ଯୋଗୁଁ ଡ୍ୟାମର ୪ଟି ଗେଟ ଖୋଲାଯାଇଥିଲା। ମାତ୍ର ଡ୍ୟାମ ଭିତରକୁ ବନ୍ୟାଜଳ କମ ପଶୁଥିବାରୁ ଶୁକ୍ରବାର ସଂଧ୍ୟା ୬ଘଟିକା ସମୟରେ ଗୋଟିଏ…
Read More...

ଶେଷରେ ପ୍ରଶାସନର ମୁଣ୍ଡ ନଇଁଲା; ଗୋପାଳିପଡା ଖଣିରେ ଲାଗିଲା ନାଲି ପତାକା

ବୋଲଗଡ: ବୋଲଗଡ ତହସିଲ ଅନ୍ତର୍ଗତ ଡାବରଧୁଆ ପାଟଣା ଗ୍ରାମପଞ୍ଚାୟତର ଗୋପାଳିପଡା ଗ୍ରାମ ନିକଟରେ ଥିବା ଗୋପାଳିପଡା ଡୁବୁରୀ ଡିପିଏଫ୍‍ ରିଜର୍ଭ ଫରେଷ୍ଟ ଜଙ୍ଗଲରେ କିଛିବର୍ଷ ଧରି ଏକ କଳାମୁଗୁନି ଶୈରାତକୁ ବୋଲଗଡ ତହସିଲ…
Read More...

ଗ୍ରୀନ ଜୋନ୍ ଗୋପାଳପୁରରେ ପ୍ରଥମ କରୋନା ମୃତ୍ୟୁ

ଗୋପାଳପୁର: ଗଞ୍ଜାମ ଜିଲ୍ଲାର ପ୍ରଥମ ବିଜ୍ଞାପିତ ଅଞ୍ଚଳ ପରିଷଦ ଯାହାକି ରେଡ୍ ଜୋନରୁ ଗ୍ରୀନ ଜୋନ୍ ଭାବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷିତ କରାଯାଇଥିଲା, କିନ୍ତୁ ଆଜି ଗୋପାଳପୁରର ଜନୈକ ୬୭ ବର୍ଷୀୟ ବ୍ୟକ୍ତିଙ୍କ…
Read More...

ଦୟା ଓ ଭାର୍ଗବୀ ବିପଦ ସଙ୍କେତ ଉପରେ

ପିପିଲି : ହୀରାକୁଦରୁ ବନ୍ୟାଜଳ ନିର୍ଗତ ଫଳରେ ପିପିଲି ଦେଇ ପ୍ରବାହିତ ଦୟା ଓ ଭାର୍ଗବୀ ନଦୀରେ ଆଜି ବନ୍ୟା ଜଳ ବୃଦ୍ଧି ପାଇବା ସହ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଆସନ୍ତାକାଲି ସୁଦ୍ଧା ଏହା ଆହୁରି ବଢିବାର…
Read More...

କନ୍ଧମାଳ: ୩୬ ନୂଆ ସଂକ୍ରମିତଙ୍କ ସହ ୨୧୦୦ରେ ପହଞ୍ଚିଲା ଆକ୍ରାନ୍ତ ସଂଖ୍ୟା

ଫୁଲବାଣୀ: କନ୍ଧମାଳରେ ଆଜି ୩୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ଚିହ୍ନଟଙ୍କ ମଧ୍ୟରେ ୩ ଜଣ କୋଭିଡ୍‍ ଯୋଦ୍ଧା ଅଛନ୍ତି। ୩୬ ସଂକ୍ରମିତଙ୍କ ମଧ୍ୟରେ ୨୪ ଜଣ ପୁରୁଷ ଥିବା ବେଳେ ୧୨…
Read More...

କୋଲକାତାର ଏକ କଲେଜର ମେରିଟ୍‍ ଲିଷ୍ଟରେ ସନୀ ଲିଓନୀଙ୍କ ନାଁ ଶୀର୍ଷରେ

ମୁମ୍ବଇ: ବଲିଉଡ଼ ଅଭିନେତ୍ରୀ ସନୀ ଲିଓନୀ ପ୍ରାୟ ଅଧିକାଂଶ ସମୟରେ ବିବାଦ ଘେରରେ ରହିଥାଆନ୍ତି। ସନୀଙ୍କୁ ନେଇ ଏବେ ପୁଣିଥରେ ଚର୍ଚ୍ଚା ଜୋର ଧରିଛି। କୋଲକାତାର ଏକ କଲେଜର ଅନ୍‍ଲାଇନ୍‍ ପ୍ରବେଶିକା ପରୀକ୍ଷାର ପ୍ରଥମ…
Read More...

ଜେଇଇ ପରୀକ୍ଷା ପାଇଁ ଆଡ଼ମିଟ୍‍ କାର୍ଡ଼ ହେବ ନାକା ପାସ୍‍ : ଜିଲାପାଳ

ଫୁଲବାଣୀ: ସେପ୍ଟମ୍ବର ୨ ତାରିଖରୁ ଆରମ୍ଭ ହେଉଥିବା ଜେଇଇ ପରୀକ୍ଷା ପାଇଁ ସମଗ୍ର ଜିଲାରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଚିନ୍ତାରେ ପଡ଼ିଛନ୍ତି। ଗୋଟିଏ ପଟେ ବସ୍‍ ଚଳାଚଳ ସଂପୂର୍ଣ୍ଣଭାବେ ବନ୍ଦ ଥିବା ବେଳେ…
Read More...

ଚାଷୀଙ୍କୁ ଚଡ଼କ, ଧୋଇଯିବ ଧାନ ଓ ପନିପରିବା

ତିଗିରିଆ: ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେଲା। ବିପର୍ଯ୍ୟୟ ମୁହଁରେ ତିଗିରିଆ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯାଉଛି। ବର୍ଷା ଅଭାବରୁ ଧାନ ବୁଣିବାଠାରୁ ଆରମ୍ଭ କରି ବେଉଷଣ ପର୍ୟ୍ୟନ୍ତ ଚଳିତ ଖରିପ ଧାନଚାଷରେ…
Read More...

କରୋନାରେ ଲଢି ଲଢି ପରାଜିତ ହେଲେ କରୋନା ଯୋଦ୍ଧା

କଲମପୁର: ଜଣେ କରୋନା ଯୋଦ୍ଧା କରୋନାରେ ଲଢି ଲଢି ଶେଷରେ ପରାଜିତ ହେବା ଭଳି ଦୁଃଖଦ ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ସେହି କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ସମଗ୍ର କଳାହାଣ୍ଡିରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକ…
Read More...

ମାଲକାନଗିରି ଜିଲ୍ଲାରେ ୮୬ କରୋନା ସଂକ୍ରମିତ ଚିହ୍ନଟ, ୨୨୦୦ରୁ ଊର୍ଦ୍ଧ୍ବ ହେଲା ଆକ୍ରାନ୍ତଙ୍କ ସଂଖ୍ୟା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଶୁକ୍ରବାର ୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲ୍ଲାପ୍ରଶାସନ ତରଫରୁ ସୂଚନା ମିଳିଛିା ଆଜି ସୁଦ୍ଧା ଜିଲ୍ଲାରେ ମୋଟ ସଂକ୍ରମିତ ସଂଖ୍ୟା ୨୨୨୩ରେ ପହଞ୍ଚିଛି।  ଆଜି ଚିହ୍ନଟ…
Read More...

ବନ୍ୟା ଆଶଙ୍କା: କ୍ଷେତ୍ର ପରିଦର୍ଶନ କଲେ ଜିଲାପାଳ ଓ ବରିଷ୍ଠ ଅଧିକାରୀ 

ଯାଜପୁର: ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ପ୍ରଶାସନ ପଦକ୍ଷେପ ନେଇଥିବା ବେଳେ ଜିଲାପାଳଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିଚ୍ଥନ୍ତି। ବୁଧବାର ପୂର୍ବାହ୍ନରେ…
Read More...

ରକ୍ତ ଅଭାବ କାଳରେ ରକ୍ତଦାନ ସର୍ବଶ୍ରେଷ୍ଠ ସେବା

ଆଠଗଡ: ଆଠଗଡ ନଗର ବିଜୁ ଜନତା ଦଳ ଆନୁକୁଲ୍ୟରେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ କାର୍ୟ୍ୟକ୍ରମ ପକ୍ଷରୁ ସ୍ଥାନୀୟ ବିଶ୍ୱନାଥ ବିଦ୍ୟାପୀଠଠାରେ ବୁଧବାର ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଲଗାଣ…
Read More...

ପାଣି ଗଳି ବିପଦପୂର୍ଣ୍ଣ ଅବସ୍ଥାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛାତ

ଆଠଗଡ: କଟକ ଜିଲ୍ଲାର ସର୍ବବୃହତ ତଥା ଗୁରୁତ୍ୱପୂର୍ଣ୍ଣ ଆଠଗଡ ଉପଖଣ୍ଡର ମୁଖ୍ୟ ପ୍ରଶାସକ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଛାତଟି ଏବେ ଅହରହ ବର୍ଷାପାଣି ଗଳିବା ଯୋଗୁଁ ବିପଦପୂର୍ଣ୍ଣ ହୋଇପଡିଥିବା ଦେଖାଯାଉଛି। ଲଗାଣବର୍ଷା…
Read More...

ହାତୀଙ୍କ ମୁହଁରେ ଆଖୁଫସଲ

ଗୁରୁଡିଝାଟିଆ: ଲଗାଣ ବର୍ଷାକୁ ଖାତିର ନକରି ଭୋକିଲା ହାତୀପଲ ନାରଙ୍ଗବସ୍ତ ଗ୍ରାମର ହୋଇଥିବା ଆଖୁଫସଲକୁ ଖାଇ ଉଜାଡି ଦେଇଛନ୍ତି। ଗତକାଲି ରାତିରେ ହାତୀପଲ ପ୍ରଶାନ୍ତ ପ୍ରତିହାରୀ ଓ ପ୍ରଶାନ୍ତ କୁମାର ରାଉତ ଙ୍କ ବିଲରେ…
Read More...

କୋଭିଡ଼ ହସ୍ପିଟାଲକୁ ଗଲେ ୨୩ ଜଣ କରୋନା ଆକ୍ରାନ୍ତ

ତିଗିରିଆ: ଗଦାଧରପୁର ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସଂଗୃହିତ ୧୮୫ଜଣଙ୍କ ସ୍ୱାବର ଆଣ୍ଟିଜେନ ପରୀକ୍ଷାରେ ୩୩ଜଣଙ୍କର ପଜିଟିଭ ରିପୋର୍ଟ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କୁ ଚିହ୍ନଟ କରାଯାଇ…
Read More...

ଗଦାଧରପୁର ଶିବିରରୁ ୩୩ ପଜିଟିଭ, ପଞ୍ଚାୟତ ୭୨ଘଣ୍ଟା ସଟଡାଉନ ଘୋଷଣା

ତିଗିରିଆ: ତିଗିରିଆ ବ୍ଲକର ଗଦାଧରପୁର ପଞ୍ଚାୟତରେ ମଙ୍ଗଳବାର ଗଦାଧରପୁର ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଅନୁଷ୍ଠିତ ଆଣ୍ଟିଜେନ ସ୍ୱାବ ଟେଷ୍ଟ ଶିବିରରେ ୧୮୫ଜଣଙ୍କ କରୋନା ପରୀକ୍ଷା କରାଯାଇଥିଲା। ସେଥି ମଧ୍ୟରୁ ୩୩…
Read More...

ଲଗାଣ ବର୍ଷାରେ ଘର ଭାଙ୍ଗିଯାଇଥିବା ପରିବାରକୁ ସହାୟତାର ହାତ ବଢାଇଲା ଏନଜିଓ ସଂସ୍ଥା 

ନବରଙ୍ଗପୁର: ଲଗାଣ ବର୍ଷା ଫଳରେ ତେନ୍ତୁଳୀଖୁଣ୍ଟି ଗ୍ରାମର ନୂଆ ସାହିରେ ରହୁଥିବା ଏକ ପୁରୁଣା ଚାଳଘର ସମ୍ପୂର୍ଣ ଭାଙ୍ଗି ମାଟିରେ ମିଶିଯାଇଛି। ଅଭାବ ଓ ଅନଟନରେ ରହୁଥିବା ଉକ୍ତ ପରିବାରର ମୁଖ୍ୟ ଜୋସେଫ ସୁନା ଜଣେ ଅକ୍ଷମ…
Read More...

ରେଙ୍ଗାଲପାଲି ଗ୍ରାମରେ ୮ କରୋନା ଆକ୍ରାନ୍ତ ଚିହ୍ନଟ; ରେଙ୍ଗାଲପାଲି ପଞ୍ଚାୟତ ୭୨ଘଣ୍ଟା ସଟଡାଉନ

ମୁଖୀଗୁଡ଼ା: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗାଲପାଲି ପଞ୍ଚାୟତର ରେଙ୍ଗାଲପାଲି ଗ୍ରାମରେ ଆଜି ୮ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଆଜି ସଂଧ୍ୟା ୬ଟା ଠାରୁ ୭୨ଘଣ୍ଟା ପର୍ୟ୍ୟନ୍ତ ପଞ୍ଚାୟତକୁ…
Read More...

‘ଇସ୍‍ ପ୍ୟାର କୋ କ୍ୟା ନାମ୍‍ ଦୁଁ’ ଅଭିନେତ୍ରୀ ସଙ୍ଗୀତା ଶ୍ରୀବାସ୍ତବଙ୍କ ପରଲୋକ

ମୁମ୍ବଇ: ହିନ୍ଦୀ ଧାରାବାହିକ ଜଗତର ଲୋକପ୍ରିୟ ଅଭିନେତ୍ରୀ ତଥା ‘ଇସ୍‍ ପ୍ୟାର କୋ କ୍ୟା ନାମ୍‍ ଦୁଁ’ର ଚର୍ଚ୍ଚିତ କଳାକାର ସଙ୍ଗୀତା ଶ୍ରୀବାସ୍ତବଙ୍କ ପରଲୋକ ଘଟିଛି। ମଙ୍ଗଳବାର ମୁମ୍ବଇରେ ସେ ଶେଷ ନିଃଶ୍ୱାସ ତ୍ୟାଗ…
Read More...

‘ୟେ ରିସ୍ତା କ୍ୟା କେହଲାତା ହୈ’ର ଶୁଟିଂ ସେଟରେ କରୋନା: ୩ କଳାକାର ସଂକ୍ରମିତ, ଶୁଟିଂ ବନ୍ଦ

ମୁମ୍ବଇ: ଲୋକପ୍ରିୟ ହିନ୍ଦୀ ଧାରାବାହିକ ‘ୟେ ରିସ୍ତା କ୍ୟା କେହଲାତା ହୈ’ର ଶୁଟିଂ ସେଟରେ ପହଞ୍ଚିଛି ମହାମାରୀ କରୋନା। ଧାରାବାହିକର ୩ କଳାକାର ଓ କିଛି ଟେକ୍ନିସିଆନ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଅଭିନେତା…
Read More...

ଦୁଇ କରୋନା ଯୋଦ୍ଧାଙ୍କ ସମେତ ଜିଲାରେ ୯୫ ପଜିଟିଭ, କୋଟଗଡ଼ ମେଡ଼ିକାଲ୍‍ ୩ ଦିନ ପାଇଁ ସଟ୍‍ଡ଼ାଉନ୍‍

ଫୁଲବାଣୀ: କନ୍ଧମାଳ ଜିଲ୍ଲାରୁ ଆଜି ପୁଣି ୯୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା ୧୯୬୫ରେ ପହଞ୍ଚିଛି। ସ୍ଥାନୀୟ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି, ଯାହା ଜିଲା…
Read More...

ନଦୀରୁ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର

ବଡ଼ସାହି: ସ୍ଥାନୀୟ ପୁଲିସ ମଙ୍ଗଳବାର ବୁଢ଼ାବଳଙ୍ଗ ନଦୀରୁ ଜଣେ ବ୍ୟକ୍ତିଙ୍କର ଗଳିତ ମୃତଦେହ ଉଦ୍ଧାର କରିଛି। ଦୁର୍ଗାପୁର ପଞ୍ଚାୟତର ପଣ୍ଡୁପାଳ ଗ୍ରାମବାସୀ ନଦୀରେ ମୃତଦେହଟି ଭାସୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ।…
Read More...

ଭାଙ୍ଗିଲା ମାଣତ୍ରୀ କୁଣ୍ଡିବନ୍ଧ; ଚାଷଜମି କ୍ଷତିଗ୍ରସ୍ତ

ବଡ଼ସାହି: ଲଘୁଚାପ ଜନିତ ବର୍ଷା ଯୋଗୁଁ ଗଙ୍ଗାହାର ନଦୀରେ ବନ୍ୟାଜଳ କୂଳଲଂଘନ କରିଥିବା ବେଳେ ଶାଖା ଜଳାଶୟ ମାଣତ୍ରୀ କୁଣ୍ଡିବନ୍ଧ ଭାଙ୍ଗିଯାଇଛି। ଫଳରେ ବ୍ୟାପକ ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ବେଳେ ବନ୍ଧ ତଳେ ଥିବା…
Read More...

ଭୁଲରେ କରନ୍ତୁ ନାହିଁ ଏସବୁ କାର୍ଯ୍ୟ, ମାଡ଼ି ଆସିବ ଦାରିଦ୍ର୍ୟତା

ସାଧାରଣତଃ ସମସ୍ତେ ଚାହାନ୍ତି ଘରେ କେବେହେଲେ ଅର୍ଥାଭାବ ଦେଖା ନ ଦେଉ, ସବୁବେଳେ ଘରେ ଧନ ଓ ଖୁସି ଭରି ରହୁ। ହେଲେ ଆମର କିଛି କାର୍ଯ୍ୟ ଆମକୁ ଦାରିଦ୍ର୍ୟତା ଆଡ଼କୁ ଟାଣିନିଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏପରି କିଛି…
Read More...

ଜିଲାରୁ ୧୪ ନୂଆ କରୋନା ସଂକ୍ରମିତ ଚିହ୍ନଟ

ବଲାଙ୍ଗିର: ବଲାଙ୍ଗିର ଜିଲାରେ ଆଜି ୧୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨ଜଣ ବଲାଙ୍ଗିର ପୌରାଞ୍ଚଳର। ବଲାଙ୍ଗିର ପୌରାଞ୍ଚଳର ପେଲେସ୍‍ ଲାଇନ୍‍, ରୁଗୁଡ଼ିପଡ଼ା, ଗାନ୍ଧୀନଗରପଡ଼ାରୁ ୨ଜଣ ଲେଖାଏଁ,…
Read More...

ଗଛକୁ ପିଟିଲା ବାଇକ, ଚାଳକ ମୃତ

ଲୋଇସିଂହା: ଲୋଇସିଂହା ଥାନା କନ୍ଦାଜୁରୀ ଛକରେ ମଙ୍ଗଳବାର ସକାଳେ ଜଣେ ବାଇକ୍‍ ଚାଳକ ଗଛକୁ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ହୋଇଛି। ମୃତକ ନିତେଶ କୁମାର ବାଗ(୩୦)ଙ୍କ ଘର ନିକଟସ୍ଥ କୁଟେନପାଲି ଗାଁରେ। ନିତେଶ କରକଚିଆ…
Read More...

ଢେଙ୍କିକୋଟ ଫାଣ୍ଡି ଅଞ୍ଚଳରୁ ଦୁଇ ମହିଳା ଓ ଜଣେ ଯୁବତୀ ନିଖୋଜ

ପାଟଣା: ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ମୁଦ୍ରାବେଡା ଗ୍ରାମର ଜଣେ ମହିଳା ତାଙ୍କ ସ୍ବାମୀ ଓ ଦୁଇ ପୁତ୍ର ସନ୍ତାନକୁ ଘରେ ଛାଡି ଗତ ରବିବାରରୁ କୁଆଡେ ନିଖୋଜ ହୋଇଯାଇଥିବା ଢେଙ୍କିକୋଟ ଫାଣ୍ଡିରେ ଅଭିଯୋଗ ହୋଇଛି । ସେହିପରି…
Read More...

ଲିଙ୍କ ଫେଲ ଯୋଗୁ ସ୍ବାମ ପାଟଣା ଉପଡାକଘର ଅର୍ଦ୍ଧ ଅଚଳ

ପାଟଣା: ପାଟଣା ବ୍ଲକ ମୁଖ୍ୟାଳୟ ନିକଟସ୍ଥ ସ୍ବାମ ପାଟଣା ଉପଡାକଘର ପରିଚାଳନାରେ ଗତ ଅଗଷ୍ଟରୁ ବ୍ୟାପକ ଅସୁବିଧା ଦେଖାଯାଇଛି । ଲିଙ୍କ ଫେଲ ରହିଥିବା କାରଣରୁ ମନି ଅର୍ଡର ଟଙ୍କା, ଡିପୋଜିଟ ଓ ଉଠାଣ ଆଦି ଡାକ ବିଭାଗ…
Read More...

ଗୋବିନ୍ଦ ପଇଦା ହତ୍ୟା ଘଟଣାରେ ଆସାମୀକୁ କୋର୍ଟଚାଲାଣ କଲା ପାଟଣା ପୁଲିସ

ପାଟଣା: ପାଟଣା ଥାନା ଅନ୍ତର୍ଗତ ଗୋବିନ୍ଦ ପଇଦା ହତ୍ୟା ଘଟଣାରେ ଆସାମୀଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରିଛି ପାଟଣା ପୁଲିସ।  କରଞ୍ଜିଆପଡା ଶାଳ ଜଙ୍ଗଲରୁ ଗତ ରବିବାର ସକାଳୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ଶବ ଉଦ୍ଧାର…
Read More...

କୁକୁଡ଼ା ଫାର୍ମ ଆଗରେ ଧାରଣା, ସିଡ଼ିଭିଓ କଲେ ତଦନ୍ତ

ବେଗୁନିଆ: ବେଗୁନିଆ ବ୍ଲକ ହୀରାପୁର ପଞ୍ଚାୟତ ଇନ୍ଦୀପୁର ମୌଜାରେ ଥିବା ଏକ କୁକୁଡ଼ା ଫାର୍ମ ସ୍ଥାନାନ୍ତର ଦାବିରେ ଗତକାଲିଠାରୁ ବୋତଳମକ୍ଷ ଏବଂ ହୀରାପୁର ପଞ୍ଚାୟତର ଲୋକମାନେ ଫାର୍ମ ଆଗରେ ଧାରଣାରେ ବସିଥିଲେ।…
Read More...

ସଂଘର୍ଷ ଦେଇଛି ସଫଳତା: ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଗାଁରୁ ଅର୍ଚ୍ଚନାଙ୍କ ଜାତିସଂଘ ଯାତ୍ରା

ରାଞ୍ଚି: ଓଡ଼ିଶାର ଏକ ଛୋଟ ଗାଁରୁ ମିଳିତ ଜାତିସଂଘକୁ ଯାଇଥିବା ଅର୍ଚ୍ଚନା ସୋରେଙ୍ଗକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ନିକଟରେ ଜାତିସଂଘ ମୁଖ୍ୟ ତାଙ୍କୁ ଜଳବାୟୁ ପରିବର୍ତ୍ତନ ଉପରେ ଯୁବ ଉପଦେଷ୍ଟା ଗୋଷ୍ଠୀରେ ସାମିଲ…
Read More...

ମୁକ୍ତିଲାଭ କଲା କ୍ଷୁଦ୍ର ଚଳଚ୍ଚିତ୍ର ‘ନୂଆଁଖାଇର୍‍ ଫଏସଲା’ 

ବଲାଙ୍ଗିର: ବିପିଏସ୍‍ ପ୍ରଡକ୍ସନର ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇକୁ ନେଇ ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ‘ନୂଆଁଖାଇର୍‍ ଫଏସଲା’ ମୁକ୍ତିଲାଭ କରିଛି। ବିଶିଷ୍ଟ ନାଟ୍ୟକାର ଜଗଦାନନ୍ଦ ଛୁରିଆ ଏହାର କାହାଣୀ ରଚନା…
Read More...

ବୋମାମାଡ ଅଭିଯୁକ୍ତ ଦୁର୍ଦ୍ଦାନ୍ତ ଯୁବକ ଗିରଫ

ବୋଲଗଡ: ବୋଲଗଡ ଥାନା ପୁଲିସ ତନାଘନା ତଦନ୍ତ ଚଳାଇ ଏହି ଅଞ୍ଚଳର ଦୁର୍ଦାନ୍ତ ଯୁବକ ପ୍ରଦୀପ ଜେନା(୩୨)କୁ ଭୁବନେଶ୍ୱରଠାରେ ଗିରଫ କରିବାରେ ସଫଳ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ବୋଲଗଡ ଥାନା ଖଙ୍ଗୁରିଆ…
Read More...

ପ୍ଲାଜମା ଦାନ ପାଇଁ ଇଚ୍ଛୁକ ବାପା, ପୁଅ ଭାଗ୍ୟରଞ୍ଜନର ଜୀବନ ବଞ୍ଚାଇବାକୁ ଗୁହାରି

ବଡ଼ସାହି: ୧୮ ବର୍ଷୀୟ ପୁଅର ଚିକିତ୍ସା ପାଇଁ କଟକ ଆଚାର୍ଯ୍ୟ ହରିହର ଡାକ୍ତରଖାନା ଯାଇ ଜଣେ ବାପା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ଅନ୍ୟର…
Read More...

ସୁଶାନ୍ତଙ୍କ ଘରେ ଘଟୁଥିଲା ଅଦ୍ଭୁତ ଓ ଭୟଙ୍କର ଘଟଣା : ରୋଷେୟା ନୀରଜ

ମୁମ୍ବଇ: ବଲିଉଡ଼ ଅଭିନେତା ସ୍ୱର୍ଗତଃ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ପ୍ରତ୍ୟେକଦିନ ନୂଆ ନୂଆ ତଥ୍ୟ ଓ ପ୍ରଶ୍ନ ସାମ୍ନାକୁ ଆସୁଛି। ସିବିଆଇ ଏବେ ମାମଲାର ତଦନ୍ତ ଚଳାଇଛି। ଏବେ ଆଉ ଏକ ଚକିତ କଲା ଭଳି କଥା…
Read More...

ଝିଅ, ଜ୍ୱାଇଁଙ୍କ ସହ ମେୱାରରେ ନୂଆଖାଇଲେ କନକ, ସଙ୍ଗୀତା

ବଲାଙ୍ଗିର: କୋଭିଡ-୧୯ ଯୋଗୁଁ ରାଜ୍ୟ ବାହାରେ ଫସିି ରହିଥିବା ବଲାଙ୍ଗିର ଲୋକସଭା ସାଂସଦ ସଙ୍ଗୀତା ସିଂହଦେଓ, ପାଟଣାଗଡର ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ତାଙ୍କ ଝିଅ ନିବୃତ୍ତି ଓ ମେୱାର ଯୁବରାଜ ଲକ୍ଷ୍ୟରାଜ…
Read More...

ଦୁଇ ଧର୍ମକୁ ଗୋଟିଏ ଛାତ ତଳେ ଏକାଠି କଲା ‘ନୂଆଖାଇ ପରମ୍ପରା’

ବଲାଙ୍ଗିର: ଚାଷ ଓ ଚାଷୀର ପର୍ବ ନୂଆଖାଇ। ଯେଉଁ ପରମ୍ପରାରେ ରହିଛି ଭାଇଚାରାର ବାର୍ତ୍ତା। ସମସ୍ତଙ୍କୁ ଗୋଟିଏ ଛାତ ତଳେ ଯେଉଁ ପର୍ବ ବାନ୍ଧି ରଖେ, ପରକୁ ଆପଣାର କରିବାର କଳା ଶିଖାଏ, ଭାବର ବନ୍ଧନରେ ଯୁଗ ଯୁଗ ଧରି ଏକ…
Read More...

ନୂଆଖାଇରେ ଅଘଟଣ: ୬ବର୍ଷର ଶିଶୁକନ୍ୟାକୁ ଧରି କୂଅକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା

ରେଙ୍ଗାଲି: ପଶ୍ଚିମ ଓଡ଼ିଶାର ପୁରପଲ୍ଲୀରେ ଆଜି ନୂଆଖାଇ ଉତ୍ସବ ପାଳିତ ହୋଇଥିବା ବେଳେ ସମ୍ବଲପୁର ଜିଲ୍ଲାରେ ଏକ ଅଘଟଣ ଘଟିଛି। ଜିଲ୍ଲାର କତରବଗା ଥାନା ଅନ୍ତର୍ଗତ କିନାଲୋଇ ଗ୍ରାମରେ ଅପରାହ୍ନରେ ଟିକେଶ୍ୱରୀ ଭୋଇ(୪୦)…
Read More...

ପଞ୍ଚତୁଳସୀ ପାଠାଗାର ପ୍ରତିଷ୍ଠାତାଙ୍କ ପରଲୋକ

ଓଡ଼ଗାଁ: ନୟାଗଡ ଜିଲା ଓଡଗାଁ ବ୍ଳକ ଅଧିନ କୁରାଳ ପଞ୍ଚାୟତରେ ପଞ୍ଚତୁଳସୀ ପାଠାଗାର ପ୍ରତିଷ୍ଠାତା ରାସବିହାରୀ ଖଟେଇଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ୮୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିବା କୁରାଳ…
Read More...

ଆଧାର କାର୍ଡ ପାଇଁ ଭତ୍ତା ନ ପାଇ ନିରାଶ ହୋଇ ଫେରିଲେ ୯୦ ବର୍ଷର ବୃଦ୍ଧା 

ଓଡ଼ଗାଁ: ନୟାଗଡ ଜିଲା ଓଡ଼ଗାଁ ତହସିଲ ନନ୍ଦିଘୋର ଗ୍ରାମର ସ୍ୱର୍ଗତ ମାଟିଆ ସାହୁଙ୍କ ପତ୍ନୀ ଅମୃତୀ ସାହୁ(୯୦)ଙ୍କ ଶେଷ ସାହାରା ଥିଲା ସରକାରଙ୍କ ଦ୍ୱାରା ଦିଆ ଯାଉଥିବା ବାର୍ଦ୍ଧକ୍ୟ ଭତ୍ତା। ଶେଷରେ ସେତକ ବନ୍ଦ ହୋଇ ଯିବାରୁ…
Read More...

ବଲାଙ୍ଗିରରେ ବଢୁଛି କରୋନା ସଂକ୍ରମଣ

ବଲାଙ୍ଗିର: ବଲାଙ୍ଗିର ଜିଲାରେ ନୂଆଖାଇ ଦିନରେ ୬୨ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ବଲାଙ୍ଗିର ସହରରୁ ୧୫ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ଜିଲାର ଅନ୍ୟ ବ୍ଲକମାନଙ୍କରେ ମଧ୍ୟ କରୋନା ସଂଖ୍ୟା ବୃଦ୍ଧି…
Read More...

ଶୈଳଶ୍ରୀ ପ୍ୟାଲେସରେ ନୂଆଖାଇ

ବଲାଙ୍ଗିର: ବଲାଙ୍ଗିର ତଥା ପୂର୍ବର ପାଟଣା ରାଜ୍ୟର ରାଜ ପରିବାରର ନୂଆଖାଇ ପାଳନ ପ୍ରତିବର୍ଷ ଏକ ଚର୍ଚ୍ଚାର ବିଷୟ ହୋଇ ରହିଥାଏ। ଶୈଳଶ୍ରୀ ପ୍ୟାଲେସରେ କିଭଳି ନୂଆଖାଇ ପାଳନ କରାଯିବ ସେ ନେଇ ସମସ୍ତେ ଚାହିଁ ରହିଥାନ୍ତି।…
Read More...

କରୋନା କଟକଣା ଭିତରେ ନୂଆଖାଇ ପାଳିତ

ବଲାଙ୍ଗିର: କରୋନା ଭଳି ଏକ ବିଷମ ପରିସ୍ଥିତି ସତ୍ତେ୍ୱ ବଲାଙ୍ଗିର ଜିଲାରେ ବେଶ ଧୁମଧାମର ସହିତ ପାଳିତ ହୋଇଛି ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଖାଇ। ପରମ୍ପରା ଅନୁସାରେ ଇଷ୍ଟଦେବୀଙ୍କ ଠାରେ ନୂଆ ଲାଗି ହେବା ପରେ…
Read More...

ବହୁ ଚର୍ଚ୍ଚିତ ସିର୍ଲା ପଞ୍ଚାୟତ, ଲିଙ୍ଗେମାହା ଗ୍ରାମ ସମେତ ୫ ଖଣ୍ଡ ଗାଁକୁ ୪ କିମି ରାସ୍ତା ନାହିଁ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଳକ ସିର୍ଲା ପଞ୍ଚାୟତ ହେଉଛି ଏକ ଚର୍ଚ୍ଚିତ ପଞ୍ଚାୟତ। ଗତ କିଛିଦିନ ତଳେ ଉକ୍ତ ପଞ୍ଚାୟତ ଅନ୍ତର୍ଗତ ଏକ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟ…
Read More...

ଗ୍ଲୋବସ୍‍ ମାସ୍କ ପିନ୍ଧି ନିଟ୍‍ ପରୀକ୍ଷା ଦେବେ ବିଦ୍ୟାର୍ଥୀ

ନୂଆଦିଲ୍ଲୀ: ନିଟ୍‍ ପରୀକ୍ଷା ପାଇଁ ସୁପ୍ରିମକୋର୍ଟ ଏବଂ ସରକାରଙ୍କ ପାଖରୁ ସବୁଜ ସଙ୍କେତ ମିଳିବା ପରେ ନ୍ୟାସନାଲ୍‍ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପରୀକ୍ଷା ପ୍ରସ୍ତୁତି ଆରମ୍ଭ କରିଛି। କରୋନା କଟକଣାକୁ ଲକ୍ଷ୍ୟ କରି…
Read More...

ଶ୍ରୀକ୍ଷେତ୍ର,ଏକାମ୍ରକ୍ଷେତ୍ର ଉନ୍ନତି ପାଇଁ ସରକାରଙ୍କ ବଡ ଘୋଷଣା ପରେ ଶୈବପୀଠ ଧବଳେଶ୍ୱରର ଉନ୍ନତି କେବେ?

ଗୁରୁଡିଝାଟିଆ: ରାଜ୍ୟ ସରକାର ପ୍ରସିଦ୍ଧ ପର୍ଯ୍ୟଟନ ପୀଠ ତଥା ଓଡିଆଙ୍କ ଆଧ୍ୟାତ୍ମିକ, ସାଂସ୍କୃତିକ ଓ ଦୈନିକ ଜୀବନ ସହ ଜଡିତ ଓଡ଼ିଶାକୁ ବିଶ୍ୱ ମାନଚିତ୍ରରେ ସ୍ଥାନିତ କରିବା ପାଇଁ ନେଇଛନ୍ତି ଜ୍ଞାତକ ପଦକ୍ଷେପ। ଯାହା…
Read More...

ଭୋଗରାରେ ବିକୃତ ମସ୍ତିଷ୍କ ମହିଳା

ଗୁରୁଡିଝାଟିଆ: ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଭୋଗରା ଗାଁରେ ଜଣେ ଅପରଚିତ ମହିଳା ବୁଲୁଥବା ସଂପର୍କରେ ଗ୍ରାମବାସୀ ପୁଲିସକୁ ଖବର ଦେଇଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମହିଳାଟିର ବୟସ ଅଧିକ ହୋଇ ନ ଥିବା ବେଳେ ତାର…
Read More...