ବଲାଙ୍ଗିର: ଦୈନିକ ବଜାରରେ ଉପଜିଲାପାଳଙ୍କ ଚଢଉ

ବଲାଙ୍ଗିର: ବଲାଙ୍ଗିର ଜିଲା ପ୍ରଶାସନ ପକ୍ଷରୁ ସହରରେ କୋଭିଡ ଗାଇଡଲାଇନକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଖିଲାପକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଟାନ ଗ୍ରହଣ କରାଯାଉଥିବା ବେଳେ ଶନିବାର…
Read More...

ବିବିଏମସିଏଚରେ ୨୦ ବେଡ ଆଇସିୟୁ ବ୍ୟବସ୍ଥା

ବଲାଙ୍ଗିର: ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ୨୦ ବେଡ ବିଶିଷ୍ଟ କୋଭିଡ ଆଇସିୟୁ ଆରମ୍ଭ ହୋଇଥିବା ଜିଲା ପ୍ରଶାସନ ସୂଚନା ଦେଇଛି। ଗତ କିଛି ଦିନ ତଳେ କରୋନା ଡାଇଲିସିସ ବ୍ୟବସ୍ଥା ଆରମ୍ଭ ହୋଇଥିବା ବେଳେ…
Read More...

ବଲାଙ୍ଗିର: ଶନିବାର ୭୬ ନୂଆ କରୋନା ସଂକ୍ରମିତ ଚିହ୍ନଟ

ବଲାଙ୍ଗିର: ବଲାଙ୍ଗିର ଜିଲାରେ ଶନିବାର ପୁଣି ୭୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜିଲା ପ୍ରଶାସନର ସୂଚନା ଅନୁସାରେ ବଲାଙ୍ଗିର ସହରର ଚାରୋଟି ୱାର୍ଡରୁ ୫ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଟିଟିଲାଗଡ ପୈାରାଞ୍ଚଳର…
Read More...

କରୋନା ପାଇଁ ତତ୍ପର ପ୍ରଶାସନ: ଘର ଘର ବୁଲି ଆରମ୍ଭ ହେଲା ସ୍କ୍ରିନିଂ, ପ୍ରଥମ ଦିନରେ ୩ଟି ୱାର୍ଡ ବୁଲିଲେ ୨୧ ଟିମ

ବଲାଙ୍ଗିର: ବଲାଙ୍ଗିର ଜିଲାରେ କରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଢିଲା ପ୍ରଶାସନିକ କଟକଣା ଯୋଗୁ ସହରରେ ଅବସ୍ଥା ଖରାପ ସ୍ଥିତିରେ ପହଞ୍ଚିଥିବା ବେଳେ ଗତ ଦୁଇ ଦିନ ହେଲା କଟକଣା କଡାକଡି…
Read More...

ବୁର୍ଲା ଭିମସାରର ସିଟିସ୍କାନ ମେସିନ ଅଚଳ; ଦୈନିକ ୫୦ରୁ ଊର୍ଦ୍ଧ୍ବ ଗୁରୁତର ରୋଗୀ ହନ୍ତସନ୍ତ

ବୁର୍ଲା: ବୁର୍ଲା ଭିମସାରରେ ମଲ୍ଟିସ୍ଲାଇସ ବିଶିଷ୍ଟ ସିଟିସ୍କାନ ମେସିନ ଆସିବା ପରେ ସୁରୁଖୁରୁରୁରେ ରୋଗୀ ନିମିଷକ ମଧ୍ୟରେ ସିଟିସ୍କାନ କରାଇ ପାରୁଥିଲେ। ମାତ୍ର ପଶ୍ଚିମ ଓଡ଼ିଶାର ଏହି ମେଡ଼ିକାଲରେ କେବଳ ଗୋଟିଏ ମାତ୍ର…
Read More...

ବୁର୍ଲା ଭିମସାର କୋଭିଡ଼ ହସପିଟାଲ ପାଇଁ ଆସିଲା ସାମଗ୍ରୀ

ବୁର୍ଲା: ଆଉ କିଛି ଦିନ ପରେ ବୁର୍ଲା ଭିମସାର ସ୍ଥିତ କୋଭିଡ୍‍ ହସ୍ପିଟାଲ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ଏହି ନୂତନ କୋଭିଡ୍‍ ହସ୍ପିଟାଲ କାମ ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ତେବେ…
Read More...

କେନ୍ଦ୍ରର କୃଷି ବିଲ୍‍କୁ ବିରୋଧ କରି ସିପିଆଇ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବୌଦ୍ଧ: ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କ ଦ୍ୱାରା ବାଚନିକ ଭୋଟରେ ରାଜ୍ୟ ସଭାରେ ପାରିତ ହୋଇଥିବା ନୂତନ କୃଷି ବିଲକୁ ବିରୋଧ କରି ବୌଦ୍ଧଜିଲା ସିପିଆଇ ପକ୍ଷରୁ ବୌଦ୍ଧ ଜିଲାପାଳଙ୍କ କାର୍ୟ୍ୟାଳୟ…
Read More...

୨୮ ଟିମ ଜରିଆରେ ର‍୍ୟାପିଡ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ

ଟିଟିଲାଗଡ଼: ଟିଟିଲାଗଡ ପୌରାଞ୍ଚଳରେ କରୋନା ମହାମାରୀକୁ ସମୁଳେ ନାଶ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ତତ୍ପରତା ପ୍ରକାଶ ପାଇଛି। ଏନେଇ ଶୁକ୍ରବାର ପୌରପରିଷଦ ପକ୍ଷରୁ ବ୍ୟବସାୟୀ ସଂଘ ଏବଂ ଉଠାଦୋକାନୀଙ୍କ ସହ…
Read More...

ପଲିଥିନ୍‍ ତଳେ ଜୀବନ ବିତାଉଛନ୍ତି ୬୦ ବର୍ଷୀୟା ବୃଦ୍ଧା

ଫୁଲବାଣୀ: ଝାଟିମାଟିରେ ତିଆରି ଭଙ୍ଗା ଦଦରା ପଲିଥିନ ଛପର ଘରେ ବିତୁଛି ଜଣେ ଅସହାୟ ୬୦ ବର୍ଷୀୟ ବୃଦ୍ଧା ମହିଳାଙ୍କ ଜୀବନ। କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଳକ ଅନ୍ତର୍ଗତ ମିଣିଆ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଶ୍ରାସାନାଣ୍ଡା…
Read More...

ବିଶିଷ୍ଟ ସମାଜସେବୀ ଭାଗବତ ନନ୍ଦଙ୍କ ବିୟୋଗରେ ଶୋକ 

ରେଙ୍ଗାଲି: ବିଶିଷ୍ଟ ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ଭାଗବତ ପ୍ରସାଦ ନନ୍ଦଙ୍କ ବିୟୋଗରେ ରେଙ୍ଗାଲି ସାମ୍ବାଦିକ ସଂଘ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ସଂଘର ସଭାପତି ହରିହର ନାଥଙ୍କ ସଭାପତିତ୍ବରେ ଅନୁଷ୍ଠିତ…
Read More...

ହିଣ୍ଡାଲକୋ ଇଞ୍ଜିନିୟର ତିଆରି କଲେ କରୋନା ଯୋଦ୍ଧା ‘ରୋବୋଟିକ୍ ନର୍ସ’

ରେଙ୍ଗାଲି: ହୀରାକୁଦ ସ୍ଥିତ ହିଣ୍ଡାଲକୋ କମ୍ପାନୀରେ କାର୍ଯ୍ୟରତ ରେଙ୍ଗାଲି ନିକଟସ୍ଥ ରମ୍ପେଲାକେମ୍ପର ବାସିନ୍ଦା ଆଶିଷ ମାହାଣା କରୋନା ମହାମାରୀରେ ଆକ୍ରାନ୍ତଙ୍କ ସେବା ଏବଂ ସହାୟତା ପାଇଁ ନିଜେ ଗବେଷଣା କରି ରୋବୋଟିକ୍…
Read More...

ଅଗ୍ନି ବିପନ୍ନ ପରିବାରକୁ ପିପୁଲ ଫର ସେବା ତରଫରୁ ସହାୟତା

ଓଡଗାଁ: ନୟାଗଡ ଜିଲା ଓଡଗାଁ ଥାନା ଅଧିନ ସାକେରୀ ଗ୍ରାମରେ ଅଗ୍ନିବିପନ୍ନଙ୍କୁ ପିପୁଲ ଫର ସେବା ସଂଗଠନ ତରଫରୁ ସହାୟତା ପ୍ରଦାନ କରାଯାଇଛି। ସୂଚନାନୁସାରେ, ଗତ ୨୨ ତାରିଖ ଦିନ ଅଗ୍ନିକାଣ୍ଡ ଘଟି ସାଗର ପ୍ରଧାନ ଏବଂ…
Read More...

ମୃତ୍ୟୁ ପୂର୍ବରୁ ଦୂଆର ମୁହଁରେ ରୋଗୀକୁ ଛାଡି ଚାଲିଗଲା ଆମ୍ବୁଲାନ୍ସ

ଓଡଗାଁ: ନୟାଗଡ ଜିଲା ଓଡଗାଁ ବ୍ଳକରେ କରୋନା ଭୟାବହତା ତଥା ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। କରୋନାରେ ଆକ୍ରାନ୍ତ ଗୁରୁତର ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଚିକିତ୍ସା କରିବା ପରିବର୍ତ୍ତେ ତାଙ୍କୁ ରାତି…
Read More...

ପୋଖରୀରେ ବୁଡ଼ି ବୃଦ୍ଧା ମୃତ

ଓଡ଼ଗାଁ: ନୟାଗଡ ଜିଲା ଓଡ଼ଗାଁ ଆଦର୍ଶ ଥାନା କୁରାଳ ଫାଣ୍ଡି ଅଧିନ କୁରାଳ ଗଡ଼ସାହିର ଜଣେ ଅସହାୟ ବୃଦ୍ଧାଙ୍କର ପୋଖରୀରେ ବୁଡି ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, କୁରାଳ ଗଡ଼ସାହିରେ ଶଶୀ ମହାଙ୍କୁଡ଼(୭୦) ସ୍ନାନ ଶୈାଚ ପାଇଁ…
Read More...

ଘର ଭିତରୁ ଗୋଖର ସାପ ଉଦ୍ଧାର

ପାଟଣା: ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ କାଶିବେଡା ମୁଣ୍ଡା ସାହିର ଟୁକୁନା ମୁଣ୍ଡାଙ୍କ ପରିବାର ଗତକାଲି ଦିନ ବେଳା ବିଲ କାମ କରିବାକୁ ଯାଇଥିବା ସମୟରେ ତାଙ୍କ ଘରକୁ ଏକ ବଡ ଗୋଖର ସାପ ପଶି ଯାଇଥିଲା । ସେମାନେ…
Read More...

ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମୀକ୍ଷା ବୈଠକରେ ବିଧାୟକ

ପାଟଣା: ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଜି ରୋଗୀ କଲ୍ୟାଣ ସମିତି ବୈଠକ ସହ ଓ.ଏମ.ବି.ଏ.ଡି.ସି(ଓମବାଡକ) ତ୍ରୟ ମାସିକ ବୈଠକ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଶୁଭେନ୍ଦୁ ସାଗର କୁମାର ନାୟକଙ୍କ…
Read More...

ଆଇଡିଏଫ୍‍ସି ବ୍ୟାଙ୍କ ସମ୍ମୁଖରୁ ୨ଲକ୍ଷ ୩୦ ହଜାର ଟଙ୍କା ଲୁଟ୍‍ ଅଭିଯୋଗ

କେନ୍ଦୁଝର: କେନ୍ଦୁଝର ସହର ଜେଲ ଛକ ନିକଟସ୍ଥ ଆଇଡିଏଫ୍‍ସି ଫାଷ୍ଟ ବ୍ୟାଙ୍କ ସମ୍ମୁଖରୁ ଗୁରୁବାର ଦିନ ପ୍ରାୟ ୧ଟା ବେଳେ କାର ଭିତରୁ ୨ଲକ୍ଷ ୩୦ ହଜାର ଟଙ୍କା ଲୁଟ୍‍ ହୋଇଥିବା ଟାଉନ୍‍ ଥାନାରେ ଅଭିଯୋଗ ହୋଇଛି। ଫଳରେ…
Read More...

ମନରେଗା ଯୋଜନାରେ କାମ କରି ୬ ମାସ ହେଲା ମଜୁରୀ ପାଇନଥିବା ଅଭିଯୋଗ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ବଡ ପାଟଣା ଗ୍ରାମପଞ୍ଚାୟତର ସୁଆମ ଗ୍ରାମର ମୁଣ୍ଡା ସାହିର ଜଣେ ଶ୍ରମଜୀବି ମନରେଗା ଯୋଜନାରେ କାମ କରି ଆଜିକୁ ୬ ମାସ ହେବ ମଜୁରୀ ପାଇ ନ ଥିବା ନେଇ ପାଟଣା ବିଡିଓଙ୍କ…
Read More...

ବାପା ମାଆ ଛେଉଣ୍ଡ ଯୁବକର ଚିକିତ୍ସା ପାଇଁ ଅର୍ଥବାଧକ

ନବରଙ୍ଗପୁର: ଡାବୁଗାଁ ବ୍ଲକ ଅନ୍ତର୍ଗତ ମେଦନା ଚାଟିଗୁଡାରେ ଗରୀବ ବାପା ମାଆ ଛେଉଣ୍ଡ ଦୁଇ ଭାଇ ଭଉଣୀ ରହୁଛନ୍ତି। ଗତ ୭ବର୍ଷହେଲା ବାପା ମାଆ ଆରପାରିରେ। ଏହି ଗରୀବ ଦୁଇ ଭାଇ ଉଭଣୀ ଙ୍କର ଅବସ୍ଥା କହିଲେ ନସରେ। ଗ୍ରାମର…
Read More...

ବଲାଙ୍ଗିର: ୫୩ ନୂଆ କରୋନା ମାମଲା

ବଲାଙ୍ଗିର: ବଲାଙ୍ଗିର ଜିଲାରେ ଗୁରୁବାର ୫୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ଜିଲା ପ୍ରଶାସନ ସୂଚନା ଦେଇଛି। ମିଲିଥିବା ସୂଚନା ଅନୁସାରେ ବଲାଙ୍ଗିର ପୈାରାଞ୍ଚଳର ଚାରୋଟି ୱାର୍ଡରୁ ୧୨ ଜଣ ରୋଗୀ ଚିହ୍ନଟ…
Read More...

ରାସ୍ତାନିର୍ମାଣରେ ଅନିୟମିତତା ଅଭିଯୋଗ, ଜିଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ

ବଲାଙ୍ଗିର: ବଲାଙ୍ଗିର ଜିଲା ଦେଓଗାଁ ବ୍ଲକ କୁବୁରିମହୁଲ ଠାରୁ ବରଘାଟୀ ରାସ୍ତା ନିର୍ମାଣରେ ଅନେକ ଅନିୟମିତତା ହୋଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ୧୦ କିମି ରାସ୍ତା ନିର୍ମାଣ କରିବା ବଦଳରେ ସଂପୃକ୍ତ ଠିକାଦାର ଜଣକ…
Read More...

ବ୍ୟାଟେରୀ ଚାଳିତ ସାଇକେଲ ପାଇଁ ଭିନ୍ନକ୍ଷମ ରବୀନ୍ଦ୍ର ପ୍ରଶାସନର ଦ୍ୱାରସ୍ଥ

ବଲାଙ୍ଗିର: ବଲାଙ୍ଗିର ଜିଲା କଣ୍ଟାବାଞ୍ଜିରେ ରହୁଥିବା ଭିନ୍ନକ୍ଷମ ବ୍ୟବସାୟୀ ବ୍ୟାଟେରୀ ଚାଳିତ ସାଇକେଲ ପାଇଁ ଜିଲାପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଭିନ୍ନକ୍ଷମ ହୋଇଥିଲେ ସୁଦ୍ଧା ସେ ନିଜ ପରିବାର ଚଳାଇବା ପାଇଁ ଏକ…
Read More...

ଗାଁସାଥୀଙ୍କ ସହ ଏସଏଚଜି ମହିଳାଙ୍କୁ ସଂଯୋଗୀକରଣର ପ୍ରତିବାଦ, ରାଜ୍ୟ ସରକାର ନିଷ୍ପତ୍ତି ନ ବଦଳାଇଲେ ଆନ୍ଦୋଳନ ଚେତାବନୀ

ବଲାଙ୍ଗିର: ଛଳନା କରିଛନ୍ତି ରାଜ୍ୟ ସରକାର। ଦୀର୍ଘ ବାର ବର୍ଷ ଧରି ବିନା ସ୍ଥାୟୀ ଦରମାରେ ମନରେଗା ଯୋଜନାରେ କାମ କଲୁ। ଗାଁର ପ୍ରତି ଦୁଇ ଜଣଙ୍କୁ ନିଯୁକ୍ତ କରି ମନରେଗା କାମରେ ନିୟୋଜିତ କରିଥିଲେ। ୧୨ ବର୍ଷ ପରେ ଆମ…
Read More...

କୃଷି ବିଲ୍‍କୁ ଆପର ବିରୋଧ

ବଲାଙ୍ଗିର: ରାଜ୍ୟସଭାରେ ଗତ କିଛି ଦିନ ତଳେ ପାରିତ ହୋଇଥିବା ନୂତନ କୃଷି ବିଲକୁ ବିରୋଧ କରିଛି ଆମ ଆଦମୀ ପାର୍ଟି। ଏହାକୁ ଖାରଜ କରିବା ପାଇଁ ରାଷ୍ଟ୍ରପତିଙ୍କୁ ଅନୁରୋଧ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ଆମ…
Read More...

ପୀଡିତ ଛାତ୍ରଙ୍କୁ ନ୍ୟାୟ ମିଳିବ କେବେ ?

- ଘରୋଇ ସ୍କୁଲ ବିରୋଧରେ ଉଠାଇଥିଲେ ସ୍ୱର - ମାମଲା ରୁଜୁ ପରେ ଗିରଫ ହୋଇନାହାନ୍ତି ଅଭିଯୁକ୍ତ ବଲାଙ୍ଗିର: ଯୁଆଡେ ଗଲେ ବି ମିଲୁନାହିଁ ନ୍ୟାୟ। ପୁଲିସ ବାବୁ ଅଭିଯୁକ୍ତମାନଙ୍କୁ ଗିରଫ କରୁ ନ ଥିବା ବେଳେ ଶିଶୁ…
Read More...

ଶ୍ମଶାନ ପାଲଟିଲା ସ୍ୱର୍ଗର ପୁଷ୍ପବିହାର

ବେଗୁନିଆ: ଜଣେ ଯୁବକଙ୍କ ଅଭିନବ ପ୍ରୟାସ ଏବଂ ତାଙ୍କ ସହଯୋଗୀ ବନ୍ଧୁମାନଙ୍କ ଦ୍ୱାରା ପରିବେଶ ସୁରକ୍ଷା ହେବା ସହ ସୁନ୍ଦର ପରିବେଶ ସୃଷ୍ଟି ହୋଇପାରିଛି ବେଗୁନିଆ ବ୍ଲକ ଅନ୍ତର୍ଗତ ଡିଙ୍ଗର ଗ୍ରାମ ଶ୍ମଶାନରେ। ଏହା ବ୍ୟତୀତ…
Read More...

ବାହାଘର ଉତ୍ସବ ପାଳନ ବେଳେ ପୁଲିସ ଚଢାଉ, ୨ ଗିରଫ

ବାଲିଗୁଡା: କୋଭିଡ-୧୯ ନିୟମ ଉଲ୍ଲଂଘନ ମହଙ୍ଗା ପଡିଲା। କୋଭିଡ ନିୟମକୁ ଉଲ୍ଲଂଘନ କରି ପୁଅର ବାହାଘର କରୁଥିଲେ, ଯାହା ଫଳରେ  ପୁଲିସ ଦ୍ୱାରା ଗିରଫ ହେଲେ। ଘଟଣାଟି ଘଟିଛି ବାଲିଗୁଡା ଥାନା ଅନ୍ତର୍ଗତ ତଗାକିଆ ଗ୍ରାମରେ।…
Read More...

ଆରଡି ପଞ୍ଚାୟତରେ ରିଲିଫ ବଣ୍ଟନ ଅବ୍ୟବସ୍ଥାର ଖୋଲୁଛି ଗୁମର

- ଗୋଦାମ ଘର ଚଟାଣରେ ଲୋଟୁଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ବଳକା ରିଲିଫ ଚାଉଳ - ବିପନ୍ନଙ୍କୁ ୫୦କେଜି ଚାଉଳ ସ୍ଥାନରେ ମିଳିଛି ୪୭/୪୯କେଜି ଚାଉଳ - ପଞ୍ଚାୟତ ଅଧିକାରୀଙ୍କଠାରୁ ସନ୍ତୋଷଜନକ ଉତ୍ତର ନପାଇ ତଦନ୍ତକାରୀ…
Read More...

ବିଜୁଳି ଆଲୋକ ପାଇଁ ବ୍ଲକ ଓ ବିଦ୍ୟୁତ ଅଫିସରେ ପହଞ୍ଚିଲେ ଗ୍ରାମର ମହିଳା 

ଠାକୁରମୁଣ୍ଡା: ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ସାତକୋଶିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଘୁଳୁଘୁଳିଆ ଗ୍ରାମର ନଙ୍ଗଳକଟା ସାହିରେ ବସବାସ କରୁଥିବା ମୋଟ ୫୦ଟି ପରିବାର ବିଦ୍ୟୁତ ସଂଯୋଗରୁ ଆଜି ପର୍ୟ୍ୟନ୍ତ ବଞ୍ଚିତ।…
Read More...

ମାଣତ୍ରୀ ଉପଡାକଘର ୧୦ଦିନ ଧରି ବନ୍ଦ ପଡ଼ିଛି, ୨୦ହଜାର ଉପଭୋକ୍ତା ପ୍ରଭାବିତ

ବଡ଼ସାହି: ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅନ୍ତର୍ଗତ ମାଣତ୍ରୀ ଉପଡାକଘର ଚଳିତ ମାସ ୧୪ତାରିଖ ସୋମବାର ପାଖରୁ ୨୩ତାରିଖ ବୁଧବାର ପର୍ଯ୍ୟନ୍ତ ବନ୍ଦ ପଡ଼ିଛି। ଫଳରେ ଉପଡାକଘର ଉପରେ ନିର୍ଭରଶୀଳ ଉପଭୋକ୍ତା ତଥା ଜନସାଧାରଣ…
Read More...

ମହାମାରୀ ରୋକିବାକୁ ଲାଇଫଲାଇନର ପ୍ରଚେଷ୍ଟା

ବରପାଲି: ବର୍ତ୍ତମାନ ସ୍ଥିତିରେ ବରପାଲି ସହ ଗ୍ରାମାଞ୍ଚଳରେ କୋଭିଡ଼-୧୯ର ପ୍ରଭାବ ମାତ୍ରାଧିକ ଭାବରେ ବିଶାଳ ରୂପ ନେବାରେ ଲାଗିଛି। ଅଞ୍ଚଳର ବିଭିନ୍ନ ପଞ୍ଚାୟତରୁ ୭ଜଣ ଓ ଏନଏସିର ଚାରିଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।…
Read More...

ସ୍କୁଟି ସହ ମଦ ଜବତ, ଜଣେ ଗିରଫ

ଆଠଗଡ: ଆଠଗଡ ଅବକାରୀ ବିଭାଗ ପକ୍ଷରୁ ପୂର୍ବ ସୂଚନା ଆଧାରରେ କନ୍ତୋଲ ସାପୁଆ ପୋଲ ନିକଟରେ ଜଗି ରହିଥିବାବେଳେ ଏକ ସ୍କୁଟିରେ ଚୋରାମଦ ଚାଲାଣ ହେଉଥିବାବେଳେ ତାକୁ ଜବତ କରିଥିବା ଜଣାପଡିଛି। ଅବକାରୀ ନିରୀକ୍ଷକ ସଂଜିତ୍‍…
Read More...

ସ୍ୱର୍ଣ୍ଣପ୍ରଭାଙ୍କୁ ୟୁଥ୍‍ ଆଇକନ୍‍ ଆୱାର୍ଡ

ଗଡ଼ମଧୁପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ସମ୍ପାରୁ ପଞ୍ଚାୟତ ସାହାସପୁର(ତୁରଙ୍ଗ) ଗ୍ରାମର ଯୁବ ଗବେଷିକା ସ୍ୱର୍ଣ୍ଣପ୍ରଭା ଖଟୁଆଙ୍କୁ ୟୁଥ ଆଇକନ ଆୱାର୍ଡ-୨୦୨୦ରେ ସମ୍ମାନିତ କରାଯାଇଛି। ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ…
Read More...

ମହଙ୍ଗା ପଡିଲା କୋଭିଡ ନିୟମ ଅମାନ୍ୟ; ଦୁଇ ଔଷଧ ଦୋକାନ, ଗୋଟିଏ ସପିଂ ମଲକୁ ଆର୍ଥିକ ଦଣ୍ଡ ସହ ୨୪ ଘଣ୍ଟିଆ ସିଲ କଲା…

ବଲାଙ୍ଗିର: ବଲାଙ୍ଗିର ଜିଲାରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପରିସ୍ଥିତିକୁ ଦେଖି ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଜିଲାରେ ମାସ୍କ ଚେକିଂ ପୁଣିଥରେ ଆରମ୍ଭ ହୋଇଥିବା ବେଳେ ବୁଧବାର ବଲାଙ୍ଗିର ସହରରେ…
Read More...

ପ୍ଲାଜମା ଦାନ କଲେ ଜିଲାପାଳ ଅଫିସରେ କାର୍ଯ୍ୟରତ କର୍ମଚାରୀ

ବଲାଙ୍ଗିର: ବଲାଙ୍ଗିର ଜିଲାପାଳ କାର୍ଯ୍ୟାଳୟର ଜରୁରୀକାଳିନ ବିଭାଗରେ ବରିଷ୍ଠ ରାଜସ୍ୱ ସହାୟକ ଭାବେ କାମ କରୁଥିବା ଅଶୋକ କୁମାର ମିଶ୍ର ବୁଧବାର ବୁର୍ଲା ବୀର ସୁରେନ୍ଦ୍ର ସାଏ ଆର୍ୟୂବିଜ୍ଞାନ ମହାବିଦ୍ୟାଳୟରେ ଥିବା…
Read More...

କରୋନା ରୋଗୀଙ୍କ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା ଦାବିରେ ଜିଲା କଂଗ୍ରେସର ବିକ୍ଷୋଭ

ବଲାଙ୍ଗିର: ବଲାଙ୍ଗିର ଜିଲାରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଉଛି। ପ୍ରତିଦିନ ପ୍ରାୟ ସମସ୍ତ ୱାର୍ଡରୁ ଏକାଧିକ ରୋଗୀ କରୋନା ସଂକ୍ରମିତ ହେଉଥିବା ରିପୋର୍ଟ ଆସୁଛି। କିନ୍ତୁ ଜିଲାରେ କରୋନା ରୋଗୀଙ୍କ…
Read More...

ସ୍କୁଲ ବନ୍ଦ କରିବା ନିଷ୍ପତ୍ତିକୁ ବିରୋଧ

- ନିଷ୍ପତ୍ତି ବଦଳାଅ ନଚେତ ଆନ୍ଦୋଳନ - ଜିଲାରେ ବନ୍ଦ ହେବ ୨୭୬ ସ୍କୁଲ - ଗାଁ ମାନଙ୍କରେ ବଢୁଛି ଅସନ୍ତୋଷ ବଲାଙ୍ଗିର: ବଲାଙ୍ଗିର ଜିଲାରେ ସ୍କୁଲ ବନ୍ଦକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ଶିକ୍ଷା ବିଭାଗ ବନ୍ଦ…
Read More...

‘ସମାଜ’ ପ୍ରଭାବ: ରକ୍ତ କର୍କଟରେ ପୀଡିତ ବାଳକକୁ ମିଳିଲା ମୁଖ୍ୟମନ୍ତ୍ରୀ ରିଲିଫ୍‍ ପାଣ୍ଠିରୁ ସହାୟତା

ରେଙ୍ଗାଲି: ଗତ ୧୭ ତାରିଖ ମଙ୍ଗଳବାର ଦିନ 'ସମାଜ'ରେ ପୁଅ ଚିକିତ୍ସା ପାଇଁ ଅଟୋ ବିକିଦେଲେ ବାପା ଶୀର୍ଷକ ଖବର ପ୍ରକାଶିତ ହୋଇଥିଲା। ଏହି ଖବର ପ୍ରକାଶିତ ହେଲା ପରେ ରକ୍ତ କର୍କଟରେ ପୀଡିତ କୌଶଳ ଖର୍ସେଲର ବାପା ଅଜିତ…
Read More...

ଏନ୍‍ଏଲ୍‍ସି କୋଇଲା ଖଣିରେ କାର୍ଯ୍ୟରତ କର୍ମଚାରୀଙ୍କ ଉପରେ ଆକ୍ରମଣ; ଅନେକ ଗୁରୁତର

ରେଙ୍ଗାଲି: ରେଙ୍ଗାଲି ବ୍ଳକର ଖିଣ୍ଡା ପଞ୍ଚାୟତରେ ଥିବା ଏନ୍‍ଏଲ୍‍ସି କମ୍ପାନୀର କୋଇଲା ଖଣିକୁ ପଶି ଗତକାଲି ଅପରାହ୍ନରେ ତଲବିରା ଗ୍ରାମର ଦଳେ ଯୁବକ ଖଣିରେ କାର୍ୟ୍ୟରତ ଇଞ୍ଜିନିୟର, ଅପରେଟର, ସୁରକ୍ଷା କର୍ମୀ,…
Read More...

କନ୍ଧମାଳରେ ଅଣାୟତ ଆଡ଼କୁ ଗତି କରୁଛି କରୋନା ସ୍ଥିତି; ସନ୍ଧ୍ୟାରେ ପୁଲିସ୍‍ ପକ୍ଷରୁ ତନଖି ଆରମ୍ଭ

ଫୁଲବାଣୀ: କନ୍ଧମାଳରେ କରୋନା ସ୍ଥିତି ଅଣାୟତ ସ୍ଥିତ ଆଡକୁ ମୁହାଁଇଛି। ଧିରେ ଧିରେ କରୋନା ତାର କାୟା ମେଲାଇ ଚାଲିଛି। ଅଧିକ ସଂଖ୍ୟାରେ ଆଗଧାଡିର କରୋନା ଯୋଦ୍ଧା ଭାବେ ପରିଚିତ ପୁଲିସ୍‍ ଓ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ…
Read More...

ନିୟମ କଡାକଡି ପାଇଁ ଦାବି ରଖିଲେ ନାଗରିକ

ଟିଟିଲାଗଡ଼: ଟିଟିଲାଗଡ ସହର ଗଳିକନ୍ଦିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ନେଇ ପୌର ପରିଷଦ ପକ୍ଷରୁ ବ୍ୟାପକ ସଚେତନତା କାର୍ୟ୍ୟକ୍ରମ ଆରମ୍ଭ ହୋଇଛି। ଏପରିପ୍ରେକ୍ଷୀରେ ସ୍ଥାନୀୟ ରାଜକନ୍ୱର ପାର୍କ ପରିସରରେ…
Read More...

ସଲାସୁତରାରେ ଚାଲିଥିଲା ଶାକୁଆ ଘାଟରୁ ବାଲି ଚାଲାଣ: ସ୍ୱତନ୍ତ୍ର ସ୍କ୍ୱାଡ଼୍‍ର ଚଢ଼ଉ, ୨ଟି ଜେସିବି ଜବତ

ବଡ଼ସାହି: ମୟୂରଭଞ୍ଜ ଜିଲା ବଡ଼ସାହି ତହସିଲ ଅଧୀନ ବୁଢ଼ାବଳଙ୍ଗ ନଦୀର ଶାକୁଆ ଘାଟରୁ ବେଆଇନ ବାଲି ଉତ୍ତୋଳନ ପୂର୍ବକ ଚୋରା ଚାଲାଣ ହେଉଥିବା ଜଣାପଡ଼ିଛି। ମୟୂରଭଞ୍ଜ ଜିଲାପାଳଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ସ୍କ୍ୱାଡ଼୍‍ର ଛଢ଼ାଉ…
Read More...

ଶିକ୍ଷୟିତ୍ରୀଙ୍କ ବେକରୁ ସୁନା ହାର ଝାମ୍ପି ନେଲେ ଦୁର୍ବୃତ୍ତ

କେଶଦୁରାପାଳ: ଦେଶରେ କରୋନା ଭୂତାଣୁ ସଂକ୍ରମଣ ବଢି ବଢି ଚାଲିଥିବା ବେଳେ ରାସ୍ତା ଘାଟ ଶୂନ୍‍ଶାନ୍‍ ହୋଇଯାଉଛି। ଏହି ସୁଯୋଗର ଲାଭ ଉଠାଉଛନ୍ତି ଲୁଟେରା। ମଙ୍ଗଳବାର କିଛି ଲୁଟେରା ଜଣେ ଶିକ୍ଷୟିତ୍ରୀଙ୍କ ବେକରୁ ଲକ୍ଷେ…
Read More...

ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିକୁ ସରପଞ୍ଚଙ୍କ ମାଡ ମାରିବା ଘଟଣା; ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବ୍ରାହ୍ମଣ ସମାଜର…

କଣ୍ଟାବାଞ୍ଜି: ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ଅନ୍ତିମ ପାଣିଗ୍ରାହୀଙ୍କୁ ତୁରେକେଲା ବ୍ଲକ ଝରଣି ପଞ୍ଚାୟତ ସରପଞ୍ଚ ପ୍ରେମଲତା ମେହେର, ତାଙ୍କ ସ୍ୱାମୀ ନରେନ୍ଦ୍ର ମେହେର ଓ କେତେକ ଗୁଣ୍ଡା ଶ୍ରେଣୀର ବ୍ୟକ୍ତି ଖବର…
Read More...

ମାଛ ମାରିବାକୁ ଯାଇ ଯୁବକ ମୃତ 

ଦେବଗଡ଼: ବାରକୋଟ ଥାନା ଅନ୍ତର୍ଗତ ବାଲରୋଇ ଗ୍ରାମର ଜଣେ ଯୁବକଙ୍କର ଧାନବିଲକୁ ମାଛ ମାରିବାକୁ ଯାଇ ପାଣିରେ ପଡି ମୃତ୍ୟୁ ଘଟିଥିବା ଜଣାପଡିଛି। ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବାଲିରଇ ଗ୍ରାମର ଝାଂଟୁ…
Read More...

ଛତିକୁଡା-ନର୍ଲା ରାସ୍ତାରେ ବଢୁଛି ରାହାଜାନି, ପୁଲିସ ପାଟ୍ରୋଲିଂ ଦାବି

ଲାଞ୍ଜିଗଡ଼: ବେଶ୍‍ କିଛିଦିନର ନିରବତା ପରେ କଳାହାଣ୍ଡି ଜିଲ୍ଲାର ଛତିକୁଡାରୁ ନର୍ଲାକୁ ସଂଯୋଗ କରୁଥିବା ୬-(କ) ନମ୍ବର ରାଜ୍ୟ ରାଜପଥରେ ଏବେ ଲୋକଙ୍କୁ ଘାରିଛି ଲୁଟେରା ଭୟ। ନର୍ଲା-ଛତିକୁଡା ରାସ୍ତାରେ ଏକା ଯାଉଥିବା…
Read More...

ବିଦ୍ୟୁତ୍‍ ତାର ବିଛାଇ ଶିକାର ଉଦ୍ୟମ ମହଙ୍ଗା ପଡ଼ିଲା, ୩ ଗିରଫ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ନର୍ଲା ବିଦ୍ୟୁତ୍‍ ସେକ୍ସନ ଅନ୍ତର୍ଗତ ନର୍ଲା ଓ ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍‍ କାଟକୁ ନେଇ ଅଞ୍ଚଳବାସୀ ବ୍ୟତିବ୍ୟସ୍ତ ହୋଇପଡିଥିବା ବେଳେ ବିଦ୍ୟୁତ୍‍ ବିଭାଗର…
Read More...

ଲାଞ୍ଜିଗଡ଼ ବିଡିଓଙ୍କୁ କରୋନା

ଲାଞ୍ଜିଗଡ଼: ମହାମାରୀର ଏହି କଠିନ ପରିସ୍ଥିତିରେ ଲୋକଙ୍କୁ ଅତ୍ୟାବଶ୍ୟକୀୟ ସେବା ଯୋଗାଇବା, ପ୍ରବାସୀମାନଙ୍କ ଥଇଥାନ, ବ୍ଲକ ଅଞ୍ଚଳର ଉନ୍ନତିରେ ପ୍ରତ୍ୟକ୍ଷ ସାମିଲ ରହି କାମ କରିବା ସମୟରେ ହଠାତ୍‍ କରୋନା ଆକ୍ରାନ୍ତ ହୋଇ…
Read More...

ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ, ଉପଭୋକ୍ତା ଅତିଷ୍ଠ

ବେଗୁନିଆ: ଗତ କିଛି ମାସ ହେବ ସରକାର ଟିପିସିଓଡ଼ିଏଲକୁ ଦାୟିତ୍ୱ ହସ୍ତାନ୍ତର କରିବା ପରେ ବେଗୁନିଆ ବିଦ୍ୟୁତ ସବଡିଭିଜନ ଅଞ୍ଚଳରେ ଘନ ଘନ ଅଘୋଷିତ ବିଦ୍ୟୁତ କାଟ ସମସ୍ୟା ଦେଖିବାକୁ ମିଳୁଛି। କୌଣସି ପୂର୍ବ ନିର୍ଦ୍ଧାରିତ…
Read More...

ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଡାଲି, ତେଲ ଓ ଲୁଣକୁ ଅନ୍ତର୍ଭୁକ୍ତ କରିବାକୁ ସାମାଜିକ ସଂଗଠନର ଦାବି

ରେଙ୍ଗାଲି: ସାମାଜିକ ସଂଗଠନ ମହିଳା ସଂଗ୍ରାମ ସମିତି ପକ୍ଷରୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଡାଲି, ଖାଇବା ତେଲ ଓ ଲୁଣକୁ ଅନ୍ତର୍ଭୁକ୍ତ କରିବା ଦାବିରେ “କୁପୋଷଣ ଯଦି କରିବା ଦୂର, ଡାଲି-ତେଲ-ଲୁଣ ନିଶ୍ଚିତ କର”…
Read More...

ସଙ୍କଟ ସମୟରେ ଅର୍ଥ ଚିନ୍ତା, ରି-ଆଡ଼ମିସନ୍‍ ଫି ହ୍ରାସ ପାଇଁ ଛାତ୍ରଛାତ୍ରୀଙ୍କ ଦାବି

ଫୁଲବାଣୀ: କରୋନା ସଙ୍କଟ ସମୟରେ ଛାତ୍ରଛାତ୍ରୀଙ୍କୁ ଅର୍ଥ ଚିନ୍ତା ଘାରିଛି। ଏଭଳି ସ୍ଥଳେ ରି ଆଡ଼ମିସନ୍‍ ପାଇଁ ଫି ହ୍ରାସ କରିବାକୁ ଦାବି କରି ଆଜି ଟିକାବାଲି ସ୍ଥିତ ଏଏମ୍‍ସିଏସର ଛାତ୍ରଛାତ୍ରୀମାନେ ଲିଖିତ ଭାବେ…
Read More...

ଜଳ ପାଇଁ ହାହାକାର; ରାମଜୀ ଛକରେ ରାସ୍ତା ଅବରୋଧ କଲେ ଆନ୍ଦୋଳନକାରୀ

ପାଟଣାଗଡ: ପାଣି ପାଇଁ ହାହାକାର। ଜଳ ବିନା ଜୀବନ ଦୁର୍ବିସହ, ତାହା ପୁଣି ବର୍ଷା ଦିନରେ। ଦୀର୍ଘ ୫ ଦିନ ଧରି ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଳ ଯୋଗାଣ ବନ୍ଦ ହୋଇଯିବା ପରେ ପାଟଣାଗଡ ଭଳି ଏକ ସହରର ମୁଖ୍ୟ ରାସ୍ତା,…
Read More...

ଚକା ଗଡ଼ାରେ ବନ୍ଧା ପଡିଛି ଶୈଶବ; ନବମ ଶ୍ରେଣୀରେ ଦିବ୍ୟାଙ୍ଗ ଦଳିତ ଛାତ୍ରଙ୍କ ନାମ

ପାତ୍ରପୁର: ପାତ୍ରପୁର ବ୍ଲକର ଜଣେ ଦଳିତ ଦିବ୍ୟାଙ୍ଗ ଛାତ୍ରଙ୍କର ଚକା ଗଡ଼ାରେ ଶୈଶବ ବନ୍ଧା ପଡିଥବା ବେଳେ ଦୀର୍ଘ ବର୍ଷ ହେଲା ଏହା ନିଶା ପାଲଟିଛି। ଛାତ୍ର ଜଣକ ହେଉଛନ୍ତି ପାତ୍ରପୁର ବ୍ଲକ ମନ୍ଦରଡା ପଞ୍ଚାୟତ ହୁକୁମା…
Read More...

ପୁଣି ଚର୍ଚ୍ଚାରେ ଦଣ୍ଡାସିଂହା ଗ୍ରାମ ପଞ୍ଚାୟତ

ଦେବଗଡ଼: ଅତୀତରେ ମନରେଗା ଦୁର୍ନୀତି ଠାରୁ ଆରମ୍ଭ କରି ବାର୍ଦ୍ଧକ୍ୟ ଭତ୍ତା ଓ ବିଧବା ଭତ୍ତା ଅର୍ଥ ଆତ୍ମସାତ ଆଦି ଦୁର୍ନୀତି ପାଇଁ ବିବାଦୀୟ ହୋଇପଡିଥିବା ବାରକୋଟ ବ୍ଲକ ଅନ୍ତର୍ଗତ ଦଣ୍ଡାସିଂହା ଗ୍ରାମ ପଞ୍ଚାୟତ ଏବେ…
Read More...

କନ୍ଧମାଳ: ୧୫୩ ଚିହ୍ନଟ ସହ ମୋଟ ସଂକ୍ରମିତ ସଂଖ୍ୟା ୩୭୧୬

ଫୁଲବାଣୀ: କନ୍ଧମାଳରେ ପୁଣି ଦୈନିକ ସଂକ୍ରମଣ ଚିହ୍ନଟ ଶତକ ଟପିଛି। ଆଜି ୧୫୩ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ସରକାରୀ ଭାବେ ଘୋଷଣା କରାଯାଇଛି। ଚିହ୍ନଟଙ୍କ ମଧ୍ୟରେ ୧୬ ଜଣ କୋଭିଡ଼ ଯୋଦ୍ଧା ଅଛନ୍ତି। ଫୁୂଲବାଣୀରୁ…
Read More...

କରୋନା ମୁକାବିଲା: ନେତା, ସାମ୍ବାଦିକଙ୍କ ମତ ଲୋଡିଲା ପ୍ରଶାସନ

ଟିଟିଲାଗଡ଼: ଟିଟିଲାଗଡ ସହରରେ କରୋନା ମହାମାରୀର ମୁକାବିଲା ନେଇ ପୌରପରିଷଦ ପକ୍ଷରୁ ଜନ ସଚେତନତା ଅଭିଯାନ ପରିପ୍ରେକ୍ଷୀରେ ସୋମବାର ସନ୍ଧ୍ୟାରେ ବିଭିନ୍ନ ରାଜନୈତିକ ଦଳ ନେତା ତଥା ଗଣମାଧ୍ୟମ ପ୍ରତିନିଧି ସାମିଲ ହୋଇଥିଲେ।…
Read More...

ନିଜ ଦୋକାନ ଚକଚକ, ରାସ୍ତା ଉପରେ ପାର୍କିଂ

ଟିଟିଲାଗଡ଼: ରାଜ୍ୟର ଅନ୍ୟତମ ବୃହତ ଉପଖଣ୍ଡ ତଥା ପଶ୍ଚିମ ଓଡିଶାର ଏକ ପ୍ରମୁଖ ରେଳବାଇ ଜଙ୍କସନ ଟିଟିଲାଗଡ ସହରରେ ଟ୍ରାଫିକ ଅବ୍ୟବସ୍ଥା କହିଲେ କୂଳକୁଟୁମ୍ବକୁ ଲାଜ। ପୌର ପରିଷଦ ତଥା କିଛି ଅସାଧୁ ଟାଉନ ପ୍ଲାନିଙ୍ଗ…
Read More...

ଚାରି ଫୁଟ ଲମ୍ବର ପୋଟଳ ଫଳାଇ ଚର୍ଚ୍ଚାରେ ମହିଳା

ପାତ୍ରପୁର: ଇଚ୍ଛା ଶକ୍ତି ଥିଲେ ସବୁ କାମ ସମ୍ଭବ ହୋଇଥାଏ। ଏହିଭଳି ଉଦ୍ୟମ କରି ଜଣେ ବିଧବା ମହିଳା ନିଜ ଧାନ ଚାଷ ଜମି ହିଡରେ ଦେଶୀ ପୋଟଳ ଫଳାଇ ଚର୍ଚ୍ଚାକୁ ଆସିଛନ୍ତି। ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମର ଏହି ମହିଳା…
Read More...

ସିଆର୍‍ସିସିଙ୍କ ଅକାଳ ବିୟୋଗ; ସମଗ୍ର କ.ନୂଆଗାଁରେ ଶୋକର ଛାୟା

ଫୁଲବାଣୀ/କ.ନୂଆଗାଁ: କନ୍ଧମାଳ ଜିଲା କ.ନୂଆଗାଁ ବ୍ଳକର ପୁରୁଣା ନୂଆଗାଁ ଅଧିବାସୀ ସିଆର୍‍ସିସି ତଥା ସମାଜସେବୀ ଭାବେ ପରିଚିତ ଲିଙ୍ଗରାଜ ପାତ୍ର(୫୦)ଙ୍କ ସୋମବାର ସକାଳ ପ୍ରାୟ ୧୨ଟା ସମୟରେ ନିଜ ବାସଭବନରେ ଅକାଳ ବିୟୋଗ…
Read More...

ବାଜା କଳାକାର ସଂଘ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବୌଦ୍ଧ: ଦୀର୍ଘଦିନ ହେଲା କରୋନା କଟକଣା ଯୋଗୁଁ ଦୁଲଦୁଲି ବାଜା ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା କଳାକାରମାନଙ୍କ ଜିବିକା ବଞ୍ଚିବାର ଘୋର ସଙ୍କଟ ଦେଖାଦେଇଛି। ଏହି ପରିବାରମାନଙ୍କ ବଞ୍ଚି ରହିବା ପାଇଁ…
Read More...

୧୦ ଟଙ୍କା ଦିଅ ରିଲିଫ ନିଅ

ଆରଡି: ଚଳିତ ବନ୍ୟାରେ ବିପନ୍ନଙ୍କୁ ସହାୟତା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ ୫୦କେଜି ଚାଉଳ ସାଙ୍ଗକୁ ୫ଶହ ଟଙ୍କା। ହେଲେ ବଡବଡିଆ ବାବୁମାନେ ଏହାର ସୁଯୋଗ ନେଇ ସରକାରୀ ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରିବା ସହ…
Read More...

ବୁର୍ଲା ହିନ୍ଦଲାବ ଏମଆରଆଇ ମହାଦୁର୍ନୀତିର ଖୋଲି ଖୋଲି ଯାଉଛି ନୂଆ ଫର୍ଦ୍ଦ

ବୁର୍ଲା: ବୁର୍ଲା ଭିମସାରର ଏମଆରଆଇ ମହାଦୁର୍ନୀତିର ଫର୍ଦ୍ଦ ଖୋଲି ଖୋଲି ଯାଉଛି। ଏପରିକି ଏମଆରଆଇ ସେଣ୍ଟରରେ ସରକାରଙ୍କୁ ମନଇଚ୍ଛା ମିଥ୍ୟାବିଲ ଦେଇ କୋଟି କୋଟି ଟଙ୍କା ଆତ୍ମସାତ କରିବାରେ ସେଣ୍ଟର ଇନ୍‍ଚାର୍ଜ ମହେଶ…
Read More...

ଜଳପ୍ରପାତରେ ଗାଧୋଇବା ବେଳେ ଭାସିଯାଇ ଦୁଇ ଇଞ୍ଜିନିୟରିଂ ଛାତ୍ର ନିଖୋଜ

ବଣାଇ/ରାଉରକେଲା: ବଣାଇ ଉପଖଣ୍ଡ ବାଦଲଗିରୀ ଜଳପ୍ରପାତରେ ଗାଧୋଉଥିବା ବେଳ ରାଉରକେଲାର ଦୁଇ ଜଣ ଇଞ୍ଜିନିୟରିଂ ଛାତ୍ର ନିଖୋଜ ହେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ବନୈକଲାରୁ ସୋଲ…
Read More...

ଛଟେଇ ମହିଳା ଠିକା ସ୍ୱାସ୍ଥ୍ୟକର୍ମୀଙ୍କୁ ପୁନଃ ନିଯୁକ୍ତି ଦାବି; ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଚେତାବନୀ

ନବରଙ୍ଗପୁର: କୋଭିଡ-୧୯ ପାଇଁ ନବରଙ୍ଗପୁର ଜିଲ୍ଲାରେ ଅସ୍ଥାୟୀ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଛଟେଇ ପ୍ରତିବାଦରେ ଆଜି ନବରଙ୍ଗପୁର ଜିଲାପରିଷଦ ଉପାଧ୍ୟାକ୍ଷା ନିବେଦିତା ମହାନ୍ତିଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ…
Read More...

ସୋସିଆଲ ମିଡିଆରେ ବିଜେଡି ବିରୋଧରେ ପୋଷ୍ଟ ଘଟଣାକୁ ନେଇ ବିଜେପିର ପ୍ରେସ୍‍ମିଟ୍‍

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ଓ ରାଇଘରଠାରେ ବିଜେପି ଓ ବିଜେଡ଼ି ମଧ୍ୟରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟକୁ ନେଇ ମୁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଗତ କାଲି ମୁଖ୍ୟମନ୍ତ୍ରୀଙ୍କୁ ଖରାପ୍ ବ୍ୟବହାର ଓ…
Read More...

କୋଭିଡ଼୍‍ ହସପିଟାଲରେ ବିଶିଷ୍ଟ ବ୍ୟବସାୟୀଙ୍କ ମୃତ୍ୟୁ, ସମଗ୍ର ଅଞ୍ଚଳରେ ଶୋକର ଛାୟା

ଫୁଲବାଣୀ: ଫୁଲବାଣୀ ପୌର ପରିଷଦ ଅନ୍ତର୍ଗତ ହଟପଦା ସାହିରେ ବସବାସ କରୁଥିବା ବିଶିଷ୍ଟ ବ୍ୟବସାୟୀ ତଥା ବରିଷ୍ଠ ନାଗରିିକ ପି.ରାମଚନ୍ଦ୍ର ସେନାପତିଙ୍କର ଭୁବନେଶ୍ୱର କୋଭିଡ଼୍‍ ମେଡ଼ିକାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ…
Read More...

ଭତ୍ତା ଓ ଚାଉଳ ସହିତ ବୃଦ୍ଧ ଭାସିଯିବା ଘଟଣା; ୪୮ ଘଣ୍ଟା ପରେ ମିଳିଲା ମୃତଦେହ

ଫୁଲବାଣୀ: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ୧୨ ନମ୍ବର ୱାର୍ଡ଼ ସୁନାପାଙ୍ଗା ଗ୍ରାମକୁ ଯିବା ବେଳେ ବିଶିକେଶନ ନାୟକ ନାମକ ୬୦ ବର୍ଷୀୟ ବୃଦ୍ଧ ଖଡ଼ଗ ନଦୀରେ ଶୁକ୍ରବାର ଭାସି ଯାଇ ନିଖୋଜ ହୋଇଯାଇଥିଲେ।…
Read More...

କନ୍ଧମାଳ: ୧୭୮ ଚିହ୍ନଟ ସହ ମୋଟ ସଂକ୍ରମିତ ସଂଖ୍ୟା ୩୫୩୬

ଫୁଲବାଣୀ: କନ୍ଧମାଳରେ ପୁଣି ଦୈନିକ ସଂକ୍ରମଣ ଚିହ୍ନଟ ଶତକ ଟପିଛି। ଆଜି ୧୭୮ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ସରକାରୀ ଭାବେ ଘୋଷଣା କରାଯାଇଛି। ଏହି ସଂକ୍ରମିତଙ୍କ ମଧ୍ୟରେ ୮୫ ଜଣ ପୁରୁଷ ଥିବା ବେଳେ ୯୩ ଜଣ ମହିଳା…
Read More...

କରୋନାକୁ ହରାଇଲେ ମଲାଇକା

ମୁମ୍ବଇ: କରୋନାକୁ ହରାଇ ସୁସ୍ଥ ହେଲେ ବଲିଉଡ଼ ଅଭିନେତ୍ରୀ ମଲାଇକା ଅରୋରା। ସେ ଏବେ ସୁସ୍ଥ ଥିବା ନେଇ ସାମାଜିକ ଗଣମାଧ୍ୟମ ଜରିଆରେ ନିଜେ ସୂଚନା ଦେଇଛନ୍ତି। ମଲାଇକା ନିଜର ଏକ ଫଟୋ ପୋଷ୍ଟ କରି କହିଛନ୍ତି ଯେ, ସେ ବହୁତ…
Read More...

ବେଆଇନ ବାଲି ଚୋରା ଚାଲାଣ: ୩ ଟ୍ରାକ୍ଟର ଜବତ, ୩୦ ହଜାର ଟଙ୍କା ଜୋରିମାନା

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ଅନ୍ତର୍ଗତ ତୁରୁମୁଙ୍ଗା ଆରଆଇ ସର୍କଲ ଝାରବେଡା ନେଉଳଯୋଡି ନାଳରୁ ବେଆଇନ ବାଲି ଚୋରା ଚାଲାଣ ବେଳେ ପାଟଣା ତହସିଲଦାର ଶିବ ପ୍ରସାଦ ମୁର୍ମୁ ଚଢ଼ାଉ କରିଛନ୍ତି। ଚଢାଉରେ ତିନିଟି…
Read More...

ପେଟର ଭୋକ ଆଗରେ ସବୁ ଯୋଜନା ଫେଲ୍‍, ପୁଣି ଭିଟାମାଟିି ଛାଡ଼ିଲେ ପ୍ରବାସୀ

ଫୁଲବାଣୀ/ବାଲିଗୁଡ଼ା: ପେଟର ଭୋକ ଆଗରେ ସବୁ ଯୋଜନା ଫେଲ୍‍ ମାରିଛି। ବାଧ୍ୟ କରିଛି ପୁଣିଥରେ ଶହ ଶହ ପ୍ରବାସୀମାନଙ୍କୁ ନିଜ ଭିଟାମାଟି ଛାଡ଼ି ଫେରିବା ପାଇଁ। ଆଜି ରାତିରେ ଏଭଳି ଏକ ଦୃଶ୍ୟ ଦେଖାଯାଇଛି କନ୍ଧମାଳ ଜିଲା…
Read More...

ରୋଗୀକୁ ନେଇ ଯାଉଥିବା ଆମ୍ବୁଲାନ୍ସ ଖରାପ, ଘଣ୍ଟାଏ ଅଟକିଲା ରାସ୍ତାରେ

ଫୁଲବାଣୀ: ଜଣେ ଗୁରୁତର ରୋଗୀଙ୍କୁ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ଖଜୁରିପଡ଼ା ସ୍ଥିତ ପ୍ରାଣୀ ଚିକିତ୍ସା କେନ୍ଦ୍ର ନିକଟରେ ଖରାପ ହୋଇଯିବା ଫଳରେ ପ୍ରାୟ ଏକ ଘଣ୍ଟା ଧରି ଆମ୍ବୁଲାନ୍ସଟି ବାଟରେ ଅଟକିଥିଲା। ପରେ ଫୁଲବାଣୀରୁ…
Read More...

ତୁମୁଡ଼ିବନ୍ଧ ବିଜେପି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଫୁଲବାଣୀ/ତୁମୁଡ଼ିବନ୍ଧ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଳକ ଭାରତୀୟ ଜନତା ପାର୍ଟି ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତୁମୁଡ଼ିବନ୍ଧ ବିଜେପି ମଣ୍ଡଳ ସଭାପତି ତଥା ମୁଣ୍ଡିଗଡ ପଞ୍ଚାୟତ ସରପଞ୍ଚ…
Read More...

ବରିଷ୍ଠ ଆଇନଜୀବୀ ସୁରେଶ ମହାପାତ୍ରଙ୍କ ବିୟୋଗରେ କନ୍ଧମାଳ ସାଂସଦଙ୍କ ଶୋକ ପ୍ରକାଶ

ଫୁଲବାଣୀ: ଫୁଲବାଣୀର ବରିଷ୍ଠ ଆଇନଜୀବୀ ତଥା ଭିଜିଲାନ୍ସ ଅଦାଲତର ସ୍ୱତନ୍ତ୍ର ପିପି ସୁରେଶ କୁମାର ମହାପାତ୍ରଙ୍କ ବିୟୋଗରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏନେଇ ସେ ଏକ ବାର୍ତ୍ତାରେ…
Read More...

କନ୍ଧମାଳ: ପୁଣି ଶତକ ଟପିଲା ଦୈନିକ ସଂକ୍ରମଣ

ଫୁଲବାଣୀ: କନ୍ଧମାଳରେ ପୁଣି ଦୈନିକ ସଂକ୍ରମଣ ଚିହ୍ନଟ ଶତକ ଟପିଛି। ଆଜି ୧୦୨ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ସରକାରୀ ଭାବେ ଘୋଷଣା କରାଯାଇଛି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ୫୨ ଜଣ ପୁରୁଷ ଥିବା ବେଳେ ୫୦ ଜଣ ମହିଳା…
Read More...

ରବି କିଶନ ଧୁମ୍‍ ଗଞ୍ଜେଇ ଟାଣୁଥିଲେ, ନେତା ହେବା ପରେ ହୁଏତ ଛାଡ଼ି ଦେଇଥିବେ : ଅନୁରାଗ କଶ୍ୟପ

ମୁମ୍ବଇ: ବଲିଉଡ଼ରେ ଡ୍ରଗ୍ସ କାରବାର ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ନେତା ତଥା ଅଭିନେତା ରବି କିଶନଙ୍କ ବୟାନକୁ ନେଇ ସବୁଠାରୁ କଡ଼ା ପ୍ରତିକ୍ରିୟା ଦେଇଛନ୍ତି ନିର୍ମାତା-ନିର୍ଦ୍ଦେଶକ ଅନୁରାଗ କଶ୍ୟପ। ସେ କହିଛନ୍ତି,…
Read More...

ବରିଷ୍ଠ ଆଇନଜୀବୀ ସୁରେଶ ମହାପାତ୍ରଙ୍କ କୋଭିଡ୍‍ ହସ୍ପିଟାଲରେ ପରଲୋକ

ଫୁଲବାଣୀ: ଫୁଲବାଣୀର ବରିଷ୍ଠ ଆଇନିଜୀବୀ ତଥା ଭିଜିଲାନ୍ସ ଅଦାଲତର ସ୍ୱତନ୍ତ୍ର ପିପି ଶୁରେଶ କୁମାର ମହାପାତ୍ରଙ୍କର ପରଲୋକ ଘଟିଛି। ଭୁବନେଶ୍ୱର କୋଭିଡ୍‍ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର…
Read More...

ଗଞ୍ଜେଇ ସହ ଟ୍ରକ ଜବତ; ଚାଳକ ଗିରଫ

ଫୁଲବାଣୀ: ଫୁଲବାଣୀ ଅବକାରୀ ଥାନା ପକ୍ଷରୁ ଆଜି ଏକ ଟ୍ରକ ସହ ଦେଢ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯିବା ସହ ଚାଳକକୁ ଗିରଫ କରାଯାଇଛି। ଅବକାରୀ ଇନ୍ସପେକ୍ଟର ଅଜୟ କୁମାର ବେହେରାଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି…
Read More...

ଭୁଷୁଡ଼ିଗଲା କେନାଲା, ଚିନ୍ତାରେ ବହୁ ଗ୍ରାମର ଚାଷୀ

ଫୁଲବାଣୀ: କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ଦୂତିପଡ଼ା ପଂଚାୟତ ଅଧିନରେ ଥିବା ପିଲାସାଲୁଙ୍କି ଡ଼୍ୟାମର ପାଣି ଚାଷୀମାନଙ୍କ ଚାଷ କାର୍ୟ୍ୟ ପାଇଁ କେନାଲ୍‍ ସାହାଯ୍ୟରେ ଯୋଗାଇ ଦିଆଯାଉଥିବା ବେଳେ କେନାଲ୍‍ ଗୁଡ଼ିକ…
Read More...

ଗୃହପାଳିତ ପ୍ରାଣୀଙ୍କ ସୁରକ୍ଷା ପାଇଁ ଶିମିଳିପାଳ ବନବାସୀଙ୍କ ଅଭିନବ ଉଦ୍ୟମ

ବଡ଼ସାହି: ଓଡ଼ିଶାରେ ଥିବା ୨ଟି ଜାତୀୟ ଉଦ୍ୟାନ ଓ ୧୮ଟି ଅଭୟାରଣ୍ୟ ମଧ୍ୟରୁ ମୟୂରଭଞ୍ଜ ଜିଲାର ଶିମିଳିପାଳ ଜୈବ ମଣ୍ଡଳ ଅନ୍ୟତମ। ଓଡ଼ିଶାର ସର୍ବବୃହତ ଜିଲା ମୟୂରଭଞ୍ଜର ଆୟତନ ୧୦,୪୧୮ ବର୍ଗ କିମି ହୋଇଥିବା ବେଳେ ସେଥିମଧ୍ୟରୁ…
Read More...

ସୁନ୍ଦରଗଡ଼ ଏସ୍‍ପିଙ୍କ ଡବଲ ଆକ୍ସନ ପ୍ଲାନ

-ସ୍ୱୟଂ ଚାଳିତ କାରବାଇନ ସମେତ ୮ପିସ୍ତଲ, ୨ଜୀବନ୍ତ ଗୁଳି ଜବତ -୪ଲକ୍ଷ ୮୧ହଜାର ୫ଶହ ଟଙ୍କା ଜବତ -ପିଏଲଏଫଆଇ ଓ ଝାଡ଼ଖଣ୍ଡ ବାଦଶାହା ଗୋଷ୍ଠୀ ସହ ସଂପୃକ୍ତ ୨ ଗିରଫ -ଚଢ଼ଉ ବେଳେ ପୁଲିସ ଅଧିକାରୀଙ୍କ ଉପରକୁ ଗୁଳି…
Read More...

ଋଣ ଭାର ସହି ନପାରି ଆତ୍ମହତ୍ୟା ଅଭିଯୋଗ

କେଶଦୁରାପାଳ: ଆନନ୍ଦପୁର ପାଟରାସାହି ୩ନମ୍ବର ୱାର୍ଡର ଦିନବନ୍ଧୁ ପଟ୍ଟନାୟକ(୫୫) ନିଜ ବାଡ଼ି ପଛପଟେ ଦଉଡ଼ିଦେଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ସୂଚନା ଅନୁସାରେ, ଦିନବନ୍ଧୁ ଆର୍ଥିକ ଅନଟନ ଦେଇ ଗତିକରୁଥିବା ବେଳେ କରୋନା…
Read More...

ବ୍ଳକ ପରିସରରେ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ

ଫୁଲବାଣୀ: କନ୍ଧମାଳ ଜିଲା ଖଜୁରିପଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ସାମାଜିକ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ନୂତନ ହିତାଧିକାରୀମାନଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…
Read More...

ସ୍ତ୍ରୀ ନିର୍ଯ୍ୟାତନା ଅଭିଯୋଗରେ ସ୍ୱାମୀ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲା ଗୋଛାପଡ଼ା ପୁଲିସ୍‍ ଆଜି ସ୍ତ୍ରୀ ନିର୍ଯ୍ୟାତନା ଅଭିଯୋଗରେ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣା ସଂପୃକ୍ତ ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଥିବା ବେଳେ ସ୍ୱାମୀ ଦ୍ୱାରା ସ୍ତ୍ରୀ…
Read More...

କନ୍ଧମାଳ: ୭ କୋଭିଡ୍‍ ଯୋଦ୍ଧାଙ୍କ ସମେତ ୭୭ ସଂକ୍ରମିତ ଚିହ୍ନଟ, ଜଣେ ମୃତ

ଫୁଲବାଣୀ/ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାରେ ଆଜି ୭୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣେ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ ଘୋଷଣା କରାଯାଇଛି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୪୫ ଜଣ ପୁରୁଷ ଓ…
Read More...

ବିଜେପି ପକ୍ଷରୁ ରକ୍ତଦାନ ଶିବିର

ଫୁଲବାଣୀ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ ତମ ଜନ୍ମଦିନ ଉପଲକ୍ଷେ ବିଜେପି ପକ୍ଷରୁ ଗତ ୧୪ ତାରିଖରୁ ୨୦ ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ କରାଯାଉଛି। ଏହି ଅବସରରେ ଆଜି ଦଳର କନ୍ଧମାଳ ଜିଲ୍ଲା ଶାଖା ପକ୍ଷରୁ…
Read More...

ସରପଞ୍ଚଙ୍କ ଦ୍ୱାରା ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ପ୍ରସଙ୍ଗ: ସାମ୍ବାଦିକ ସଂଘ ପକ୍ଷରୁ ତହସିଲଦାରଙ୍କୁ…

କଣ୍ଟାବାଞ୍ଜି : ବୈଦ୍ୟୁତିକ ଗଣମାଧ୍ୟମ କଣ୍ଟାବାଞ୍ଜି ପ୍ରତିନିଧି ଅନ୍ତିମ ପାଣିଗ୍ରାହୀଙ୍କୁ ଝରଣି ପଞ୍ଚାୟତ ସରପଞ୍ଚ ପ୍ରେମଲତା ମେହେର, ତାଙ୍କ ସ୍ୱାମୀ ନରେନ୍ଦ୍ର ମେହେର ଓ କିଛି ଗୁଣ୍ଡା ଶ୍ରେଣୀର ବ୍ୟକ୍ତି ରାମୋଡ…
Read More...

କରୋନା ନେଲା ଜୀବନ; ଚାଲିଗଲେ ନବରଙ୍ଗପୁରର ପ୍ରିୟ ନବସାର୍‍

ନବରଙ୍ଗପୁର: ନବରଙ୍ଗପୁରର ସୁପରିଚିତ ବହୁମୁଖୀ ପ୍ରତିଭାର ଅଧିକାରୀ, ବରିଷ୍ଠ ଶିକ୍ଷାବିତ୍‍, ଶିକ୍ଷା ପ୍ରଶାସକ, ନାଟ୍ୟ ନିର୍ଦ୍ଦେଶକ, ନାଟ୍ୟକାର, ମଞ୍ଚକଳାକାର, ଟେଲି ଅଭିନେତା, ସାହିତ୍ୟ ଓ ସଂସ୍କୃତିକ୍ଷେତ୍ରରେ ଅମଳିନ…
Read More...

ସମ୍ବଲପୁରର ବିଭିନ୍ନ ଦେବୀ ମନ୍ଦିରରେ ମା’ଙ୍କ ଧବଳମୁଖୀ ବେଶ

ସମ୍ବଲପୁର: ପବିତ୍ର ମହାଳୟା ତିଥିରେ ଗୁରୁବାର ମା' ସମଲେଶ୍ୱରୀଙ୍କ ସମେତ ସମ୍ବଲପୁରର ବିଭିନ୍ନ ଦେବୀ ମନ୍ଦିରମାନଙ୍କରେ ଦେବୀ ମାନେ ଧବଳମୁଖୀ ରୂପରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। କରୋନା ସଙ୍କଟ ଯୋଗୁଁ ସମସ୍ତ…
Read More...

ସମ୍ବଲପୁରୀ ଆଲବମ ‘ତୋର୍‍ ମୁଲକି ହସି’ ଉନ୍ମୋଚିତ 

ସମ୍ବଲପୁର: ସମ୍ବଲପୁରୀ ଆଲବମର ଚାହିଦା ଅନେକ ଥିବା ବେଳେ ଓଲିଉଡ ଅଭିନେତା ଭାରତ ଗୌରବ ଦାସ ୧୦ ବର୍ଷର ବ୍ୟବଧାନ ପରେ ପୁନର୍ବାର ‘ତୋର୍‍ ମୁଲକି ହସି’ ଜରିଆରେ ଆଲବମ ଦୁନିଆକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ଆଲବମର…
Read More...

୨୯ ଖଣ୍ଡ ଶାଳପଟା ଜବତ, ଜଣେ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲା ରାଇକିଆ ବନ ବିଭାଗ ପକ୍ଷରୁ ଗୁରୁବାର ଗମାଣ୍ଡି ଗ୍ରାମରେ ଚଢାଉ କରି ଜଣେ ବ୍ୟକ୍ତିଙ୍କ ଘରୁ ୨୯ ଖଣ୍ଡ ଶାଳପଟା ଜବତ କରିଛି। ବେଆଇନ ଭାବେ ଶାଳପଟା ଗଛିତ ଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ବନ…
Read More...

ନିର୍ଦ୍ଦିଷ୍ଟ ଶିକ୍ଷକ କରୁଛନ୍ତି କୋଭିଡ଼୍‍ କାର୍ଯ୍ୟ, ଜିଲା ପ୍ରଶାସନକୁ ଭେଟି ଦାବିପତ୍ର ପ୍ରଦାନ କଲେ ଶିକ୍ଷକ ସମନ୍ୱୟ…

ଫୁଲବାଣୀ: କନ୍ଧମାଳ ଜିଲା ପ୍ରଶାସନ କେବଳ କେତେକ ନିର୍ଦ୍ଦିଷ୍ଟ ଶିକ୍ଷକମାନଙ୍କୁ କୋଭିଡ଼୍‍ କାର୍ଯ୍ୟରେ ନିୟୋଜିତ କରୁଛି ବୋଲି ଅଭିଯୋଗ କରି ଆଜି ଶିକ୍ଷକ ସମନ୍ୱୟ ସମିତି ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।…
Read More...

ଜିଲ୍ଲାରେ ପର୍ଯ୍ୟଟନ ସ୍ଥଳୀ ଖୋଲିବାକୁ ଦାବି ଉପସ୍ଥାପନ କଲା ଦାରିଙ୍ଗବାଡ଼ି ହୋଟେଲ ମାଲିକ ସଂଘ

• ଋଣଭାରରେ ହୋଟେଲ ମାଲିକ ଉବୁଟୁବୁ • ନିଯୁକ୍ତି ହରାଇଲେଣି ୧୫୦ରୁ ଊର୍ଦ୍ଧ୍ବ କର୍ମଚାରୀ • ୬ ମାସ ହେଲା ଖୋଲିନି ତାଲା • ମାଲିକ ମାନଙ୍କର ହେଉଥିବା କ୍ଷତି ଏବଂ ଲୋନ ଟଙ୍କା ରାଜ୍ୟ ସରକାର ଭରିବା ପାଇଁ ଦାବି…
Read More...

ମଦକୁ ବିରୋଧ କରି ଏକଜୁଟ୍‍ ହେଲେ ମହିଳା ସଂଘ; ତୁରନ୍ତ ବନ୍ଦ ପାଇଁ ପ୍ରଶାସନକୁ ଦାବିପତ୍ର ପ୍ରଦାନ

ଫୁଲବାଣୀ/ବାଲିଗୁଡା: ସମଗ୍ର କନ୍ଧମାଳ ଜିଲାରେ ଦିନକୁ ଦିନ ଚୋରା ଦେଶୀ ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ଗାଁ ଗାଁରେ ଦେଖାଯାଉଛି ଅଶାନ୍ତି। ଗାଁ ଗାଁରେ କରୋନା କଟକଣାକୁ ଅବମାନନା କରି ଦେଶୀମଦ କାରବାର…
Read More...

ଚାଳକ ଦିବସରେ ଶାଖା କାର୍ଯ୍ୟାଳୟ ଉଦ୍‍ଘାଟିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଠାରେ ଆଜି ଚାଳକ ଦିବସ ପାଳିତ ହୋଇଯାଇଛି। ଏହି ଦିବସ ଅବସରରେ ଫିରିଙ୍ଗିଆ ଠାରେ ଶାଖା କାର୍ଯ୍ୟାଳୟ ମଧ୍ୟ ଉଦ୍‍ଘାଟନ ହୋଇଯାଇଛି। ନବ ନିର୍ମିତ କାର୍ଯ୍ୟାଳୟକୁ ସରପଞ୍ଚ ବିଶ୍ୱ…
Read More...

କରୋନା ଯୋଦ୍ଧା ପୂର୍ବତନ ଆଇଆଇସିଙ୍କ ବିୟୋଗରେ ସାମ୍ବାଦିକ ସଂଘର ଶ୍ରଦ୍ଧାଞ୍ଜଳି  

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲା ତଥା ଓଡିଶାର ବଳିଷ୍ଠ ପୁଲିସ କର୍ମଚାରୀ ପୂର୍ବତନ କଣ୍ଟାବାଞ୍ଜି ଆଇଆଇସି ବିଜୟାନନ୍ଦ କରକାରା କରୋନା ଆକ୍ରାନ୍ତ ହୋଇ ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା…
Read More...

ମୋଟର ଚାଳକ ସଂଘ ତରଫରୁ ଚାଳକ ଦିବସ ପାଳିତ

ଫୁଲବାଣୀ: ଓଡ଼ିଶା ମୋଟର ଚାଳକ ସଂଘ ପକ୍ଷରୁ ଜିଲାର ବିଭିନ୍ନ ଶାଖାରେ ଚାଳକ ଦିବସ ପାଳିତ ହୋଇଯାଇଛି। ବାଲିଗୁଡା ଶାଖା ପକ୍ଷରୁ ଚେକଗେଟ ନିକଟରେ ଥିବା ଟ୍ୟାକ୍ସି ଷ୍ଟାଣ୍ଡ ଠାରେ ଏହ ଦିବସ ପାଳିତ ହୋଇଥିବା ବେଳେ ଚାଳକ…
Read More...

ସ୍ୱର୍ଗତଃ ଅଶୋକ ସାହୁଙ୍କ ବିୟୋଗରେ ବିଜେପିର ଶୋକସଭା

ଫୁଲବାଣୀ: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ଓଡିଶା ପ୍ରଦେଶ ବିଜେପିର ପୂର୍ବତନ ଉପସଭାପତି ଓ କନ୍ଧମାଳ ଲୋକସଭାର ପୂର୍ବତନ ସାଂସଦ ପ୍ରାର୍ଥୀ ସ୍ୱର୍ଗତଃ ଅଶୋକ ସାହୁଙ୍କର ଆଜି ପରଲୋକ ଘଟିଥିବା ବେଳେ ଏହାକୁ ନେଇ…
Read More...

ପୁଲିସର ତ୍ୱରିତ ପଦକ୍ଷେପ, ୨ମାମଲାରେ ୧୦ ଗିରଫ

ସୁନ୍ଦରଗଡ଼: ମହାମାରୀରେ ମହା ଠକେଇ, ସାଇବର କ୍ରାଇମ ସର୍ବୋପରି ଅପହରଣରେ ଛନ୍ଦି ହୋଇଯାଇଛି ସମଗ୍ର ଘଟଣା ପ୍ରବାହ ହେଲେ ପୁଲିସର ତ୍ୱରିତ ପଦକ୍ଷେପ ଯୋଗୁଁ ଦୁଇ ଭିନ୍ନ ଘଟଣାରେ ସଂପୃକ୍ତ ୧୦ ଅଭିଯୁକ୍ତଙ୍କୁ ପୁଲିସ ଗିରଫ…
Read More...

ନିରାଡ଼ମ୍ବର ଭାବେ ପାଳିତ ହେଲା ବିଶ୍ୱକର୍ମା ପୂଜା

ଫୁଲବାଣୀ: କୋଭିଡ଼୍‍ କଟକଣା ଯୋଗୁଁ ସମଗ୍ର ଜିଲାରେ ନିରାଡ଼ମ୍ବର ଭାବେ ପାଳନ ହୋଇଛି ବିଶ୍ୱକର୍ମା ପୂଜା। ଜିଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟ , ବେସରକାରୀ ଅନୁଷ୍ଠାନ ଓ ବିଭିନ୍ନ ଦୋକାନ ମାନଙ୍କରେ ଏହି ପୂଜା ଆଜି ପାଳିତ…
Read More...