www.samajalive.in
Monday, December 8, 2025
27.1 C
Bhubaneswar

ଘର ଭିତରୁ ଗୋଖର ସାପ ଉଦ୍ଧାର

ପାଟଣା: ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ କାଶିବେଡା ମୁଣ୍ଡା ସାହିର ଟୁକୁନା ମୁଣ୍ଡାଙ୍କ ପରିବାର ଗତକାଲି ଦିନ ବେଳା ବିଲ କାମ କରିବାକୁ ଯାଇଥିବା ସମୟରେ ତାଙ୍କ ଘରକୁ ଏକ ବଡ ଗୋଖର ସାପ ପଶି ଯାଇଥିଲା । ସେମାନେ ଅପରାହ୍ନରେ ଫେରି ଘର କବାଟ ଖୋଲିବା ସମୟରେ ସାପ ଗର୍ଜନ ଶୁଣି ଢେଙ୍କିକୋଟ ବନ ବିଭାଗକୁ ଖବର ଦେଇଥିଲେ । ଢେଙ୍କିକୋଟ ବନ ବିଭାଗ ପକ୍ଷରୁ ସର୍ପ ଧରାଳି ନାଦିର ଆନସାରୀଙ୍କ ସହାୟତାରେ ଟୁକୁନା ମୁଣ୍ଡାଙ୍କ ଘରୁ ଗୋଖର ସାପଟିକୁ ଉଦ୍ଧାର ପରେ ଘଞ୍ଚ ଜଙ୍ଗଲରେ ଛାଡି ଦିଆଯାଇଥିବା ଜଣାପଡିଛି ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories