ବଲାଙ୍ଗିର: କୋଭିଡ-୧୯ ଯୋଗୁଁ ରାଜ୍ୟ ବାହାରେ ଫସିି ରହିଥିବା ବଲାଙ୍ଗିର ଲୋକସଭା ସାଂସଦ ସଙ୍ଗୀତା ସିଂହଦେଓ, ପାଟଣାଗଡର ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ତାଙ୍କ ଝିଅ ନିବୃତ୍ତି ଓ ମେୱାର ଯୁବରାଜ ଲକ୍ଷ୍ୟରାଜ ସିଂ ମେୱାରଙ୍କ ସହ ନୂଆଖାଇ ଥିବା ଜଣାପଡ଼ିଛି। କରୋନା ଯୋଗୁଁ ବଲାଙ୍ଗିରରେ ଅନୁପସ୍ଥିତ ଥିଲେ ମଧ୍ୟ ସେଠାରୁ ସମସ୍ତଙ୍କୁ ଏକ ଭିଡିଓ ଯୋଗେ ନୂଆଖାଇ ଅବସରରେ ବାର୍ତ୍ତା ଦେଇଛନ୍ତି। ମା’ ପାଟଣେଶ୍ୱରୀ, ମା’ ସମମଲେଶ୍ୱରୀଙ୍କୁ ପ୍ରାର୍ଥନା କରି ସ୍ମରଣ କରିବା ସହ ପଶ୍ଚିମଓଡିଶା ତଥା ବଲାଙ୍ଗିିରବାସୀଙ୍କୁ ଜୁହାର ଜଣାଇଥିଲେ।
Popular Categories



